ମାଓଗଡରେ ଏବେ ବି ଭାଙ୍ଗିନି ଲାଲଦୁର୍ଗ

แชร์
ฝัง
  • เผยแพร่เมื่อ 30 ก.ย. 2024
  • ମାଓଗଡରେ ଏବେ ବି ଭାଙ୍ଗିନି ଲାଲଦୁର୍ଗ। ଆମେ କହୁଛି ମାଲାକାନାଗିରି ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର କଥା । ଆନ୍ଧ୍ର- ଓଡିଶା ସୀମାର ଏହି ଅପହଞ୍ଚ ଇଲାକାରେ ନା ପହଁଞ୍ଚିଛି ସରକାରଙ୍କ ବିକାଶର ଗାଡି ନା ଲୋକଙ୍କ ମନରୁ ଯାଇଛି ଲାଲବାହିନିର ଭୟ । ଏଠି ଲୋକଙ୍କ ନିବେଦନ ଲାଲ କମ୍ରେଡଙ୍କ କବଳରୁ ସେମାନଙ୍କୁ ମୁକ୍ତି ମିଳୁ। କିନ୍ତୁ ସରକାରଙ୍କ ପାଖରେ ପହଁଞ୍ଚିପାରୁନି ଏମାନଙ୍କ ନିବେଦନ I
    #ArgusNews #Odisha #Malkangiri #Swabhiman_Anchal #OdishaGovt CMO Odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to politics, sports, gadgets, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam: / theargusnewsodia
    Twitter: / argusnews_in
    Instagram: / argusnewsin
    Satellite TV Available on:
    TataSky channel No - 1780
    Airtel TV channel No - 609
    SITI Networks - 18
    & other Leading Cable Networks
    You Can WhatsApp Your News On- 8480612900
    #ArgusNews #OdiaNews

ความคิดเห็น • 10

  • @SanatanchattarChattar
    @SanatanchattarChattar 5 หลายเดือนก่อน +2

    ଲୋକଙ୍କ ଦୁଃଖ କଥା,,,ସରକାର୍ ବ୍ୟବସ୍ଥା କରୁ,,,,। କାଲି ମାଓ ମାଓ ହେଇ ଲୋକଙ୍କୁ ଡରl ଉଛନ୍ତି

  • @ujawalmajhi4058
    @ujawalmajhi4058 19 วันที่ผ่านมา

    ସାରକାର କିଛି ସାହାଯ୍ୟ କରୁନାହାନ୍ତି ବୋଲି ଏମିତିକା ଗାଁରୁ ମାଓବାଦୀ ବାହାରୁଛନ୍ତି, ଆଉ ରାଗରେ ପ୍ରତିଷଦ ନେଉଛନ୍ତି ମାଓବାଦୀ,ରାସ୍ତା ନାଇଁ, ପାଣି କିଛି ବି ନାଇଁ ଏମାନଙ୍କ ପାଇଁ ସରକାର କିଛି ବିକାଶ କରିନି ତ ମାଓବାଦୀ ବାହାରିବେ ହିଁ

  • @manashnayak2794
    @manashnayak2794 5 หลายเดือนก่อน +2

    ନକ୍ସଲ ଜିଦା ବାଦ

  • @danamuduli7685
    @danamuduli7685 4 หลายเดือนก่อน

    ସରକାରୀ କ,ଣ ଗରିବମାନଙ୍କ ପାଇଁ କାମ କରିଅଛି କି ନାହିଁ ତାନିଜି ପାଇଁ କାମକରୁଚି

  • @santoshnayak5355
    @santoshnayak5355 3 ปีที่แล้ว +5

    ଆଉ କେତେ ବର୍ଷ ପରେ ଏହାର ବ୍ୟବସ୍ଥା କରିବ

  • @anantabag4199
    @anantabag4199 5 หลายเดือนก่อน

    ଆଉ 23ଗଳା ପରେ ହେବ

  • @NiranjanGouda-pq2ui
    @NiranjanGouda-pq2ui 5 หลายเดือนก่อน

    Durniti sarakar ku a mane thik

  • @tkproduction905
    @tkproduction905 3 ปีที่แล้ว +1

    Very good news

  • @sibanandamaharana7660
    @sibanandamaharana7660 5 หลายเดือนก่อน

    सही गांव को डेवलपमें मेरा भाई लाल सलाम