Mu Anatha Tume Jagannatha ||Umakanta Das|| Ratha Yatra Special ||New Jagannatha Bhajan II Rabi Kumar
ฝัง
- เผยแพร่เมื่อ 14 ต.ค. 2024
- Mu Anatha Tume Jagannatha ||Umakanta Das || Ratha Yatra Special || New Jagannatha Bhajan
♫ CREDITS ♫
♫ Song Name - Mu Anatha Tume Jagannatha
♫ Singer - Umakanta Das
♫ Lyrics - Rabi Kumar
♫ Music - Rabi Kumar
♫ DOP & Edit - Kumar Chandan
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
♫ Lyrics ♫
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
ଇଛା ହୁଏ ଗଡିବାକୁ ଶରଧା ବାଲିରେ
ଇଛା ହୁଏ ଖାଇବାକୁ ଅଭଡ଼ା ଡ଼ାଲିରେ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ଇଛା ହୁଏ ନନ୍ଦିଘୋଷେ କରିବି ଦର୍ଶନ
ମୁହୂର୍ତ୍ତକ ପାଇଁ ମତେ ଦିଅ ହେ ନୟନ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ .........
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର TH-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official TH-cam Channel -
www.youtube.co....
✽ Like us on Facebook -
h / drjayashreed. .
/ sur-vibratio.. .
ଜଗନ୍ନାଥ ସିନା ତୁମକୁ ଦୃଷ୍ଟିଶକ୍ତି ଦେଇ ନାହାନ୍ତି କିନ୍ତୁ ତୁମ କଣ୍ଠରେ ବିଜେ ହୋଇଛନ୍ତି ସ୍ବୟଂ ମହାପ୍ରଭୁ ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯଦି ପୁନର୍ଜନ୍ମ ହୁଏ ତା ହେଲେ ତୁମେ ତୁମର ଦୃଷ୍ଟିଶକ୍ତି ନିଶ୍ଚୟ ଫେରି ପାଇବ ଆଉ ସର୍ବ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବ 🙏🙏🙏
Right
❤❤❤
Right ❤❤
youtube.com/@thanasundarkahani?si=xI24kdnc_xcoa0yo
❤❤❤❤
Jay Jagannath Swami
Jai shree Jagannathha 🙏🙌🏻
Jaya 🙏 jagannath 🌻 Swami 🙏💞
ଉମାକାନ୍ତ ଭାଇ, ତୁମେ ଜଣେ ପ୍ରଭୁଭକ୍ତ।
Sir emitika sang kinigahinahni super 100
JAY JAGANNATH JAGANNATH SWAMI NAYANA PATHAGAMI VABA TUME 🙏😭🙏😭🙏😭🙏
ପ୍ରଭୂ ତୁମ ଇଛା ପୂର୍ଣ୍ଣ କରନ୍ତୁ ।
ଜୟ ଜଗନ୍ନାଥ
Jay jagannath swami 🙏🙏🙏
Bahut badiya. Jay Jagannath 🙏💖
Jay shree Jagannath maha prabhu 🙏🙏🙏🙏🙏
Jay jaganatha
Bahut bhala lagila
ଅତି ସୁନ୍ଦର👍
ଜୟ ଜଗନ୍ନାଥ🙏🙏🙏
Exilent voice
ବହୁତ୍ ସୁନ୍ଦର ହେଇଚି ଭିଡିଓ ଆଉ ଗୀତ ବହୁତ ବହୁତ ଧନ୍ୟବାଦ ତୁମକୁ ତୁମ ସୁନ୍ଦର୍ କଣ୍ଠ ରୁ ସୁନ୍ଦର ଭଜନ
Jay Jagannath 🙏🌹🙏. Lord Jagannath bless you beta.
ଭାଇ ତୁମକୁ 100..........🙏
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ very nice imosnal song
Prabhu umakanta ku drusti sakti pherei dia, tumaku se darshana kariba, tuma pain kete sundar bhabapurna Gita gauchi, pilatiku etiki ashisha dia, Jay jagannath 🙏🏽🙏🏽🙏🏽
❤❤❤❤❤❤❤❤
A beautiful song .❤
Jai jagannath Swami ki jai
ଏମିତି ଲାଗୁଛି ତୁମ ହୃଦୟ ରୁ ଗୀତଟି ବାହାରି ଆସୁଛି, ଜଗନ୍ନାଥଙ୍କ ପାଇଁ .ତୁମର ଜୀବନ ସଫଳ ହେଇଗଲା. ଜୟ ଜଗନ୍ନାଥ.
ଅତି ସୁନ୍ଦର ଭାବର ଭଜନ ଏବଂ ଅତ୍ୟନ୍ତ ହୃଦୟସ୍ପର୍ଶୀ
Jay Jagannath🙏❤🚩🚩🚩🚩🚩
Jay.jaganndh🎉🎉🎉🎉
🎉
ବହୁତ୍ ଭାବପୂର୍ଣ୍ଣ ଭଜନ ସହ ଭାବପୂର୍ଣ୍ଣ ସମର୍ପିତ କଣ୍ଠ ଦାନ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ
youtube.com/@thanasundarkahani?si=xI24kdnc_xcoa0yo
Bahuta sundara gita o gayakee,taha sahita badya , hrudayasparshi
God bless you
Jay Jagannath... bahut sundar gauchhu re babu . God bless you
Prabhu apnanku Krupa karuchhanti Jay Jagannath
ଉମାକାନ୍ତ ଭଲ ଗାଇଲ ❤❤❤ Jay jagannath
Jay Jagannath 🙏😭🙏😭🙏
Jay jagannath 💞 🙏 😢😢😢
Jay Jagannath 🙏
jay jagannatha
ବହୁତ ସୁନ୍ଦର ହେଇଛି ଉମାକାନ୍ତ କିନ୍ତୁ ତୁମକୁ ଉପଯୁକ୍ତ ପରିସରୀମିକ ମିଳୁ TH-cam ମାଧ୍ୟମ ରେ ମୋର ଏତିକି ନିବେଦନ
Jaye jagannath🙏🙏🙏🙏
Iswar tumar Mangala karantu
ସତରେ ଉମାକାନ୍ତ ଭାଇ ଏହି ଗୀତ ଟି ବହୁତ ସୁନ୍ଦର ହେଇଛି। ହୃଦୟ ଛୁଆଁ ଗୀତ ଶୁଣି କି ମୋ ଆଖି ରୁ ଲୁହ ଝରି ଆସୁଛି। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତୁମର ସବୁ ଇଛା ପୂରଣ ହେଉ ।
Jay jaganatha bhai bahut badhia lagila ❤❤❤
God bless you🙏
Heart Touching ❤️
Real devotion of a dedicated devotee. May Lord Jagannath shower all His heavenly blessings on him. Jay Jagannath.
Prabhu umakant ra aakhi phereidia🙏
ହେ ପରମ ପିତା 🙏🏼
ହୃଦୟସ୍ପର୍ଶୀ ଭଜନ ,ବହୁତ ସୁନ୍ଦର ନିଜ ମନର ଭାବକୁ ପ୍ରକାଶ କରିଛନ୍ତି ଭଳି ଲାଗିଲା❤❤❤
Probhu ram asirvad ha
Jay jagannath ❤❤❤❤❤
Ate sundar gita suni mu 😭😭😭😭 pakeili
Prabhu jaganath umakant Nayon 2 ta diya
ଜୟ ଜଗନ୍ନାଥ 🙏🙏🙏
Bahaut Sundar umakanta
Wow nice song 👍👍👍👍🙏🙏🙏🙏🙌🙌🙌🙌👌👌👌
Bhaba purna gayki
ପ୍ରଭୁ ଏ ଛୋଟପିଲାଟିକୁ ସାହା ହୁଅ 🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ। ବହୁତ ସୁନ୍ଦର ଭାବଭକ୍ତି ପୂର୍ଣ୍ଣ ଭଜନ ତୁମକୁ କୋଟିଏ ପରମ୍ ଆୟୁ ଦୀୟନ୍ତୁ ତୁମ ଭଜନ ଶୁଣି ମୋ ଆଖିର ଲୁହ ଆସିଯାହୁଛି ଉମାକାନ୍ତ ତୁମର କଣ୍ଠ କୋଇଲିର କଣ୍ଠ 🙏🏻🙏🏻🙏🏻⭕‼️⭕😭 ବହୁତ୍ ବହୁତ୍ ଧନ୍ୟବାଦ୍ ଲେଖକ ଶ୍ରୀ ସାର 🙏🏻🙏🏻
🌻🙏ଜୟ ପ୍ରଭୁ ଜଗନ୍ନାଥ🙏🌻
Heart touching song God bless you Umakanta
Bahut sundara
Jay Jagannath Jay Jagannath Jay Jagannath
Jay Jagannath Jay Umakant bhai tume hin prabhu amr
Jay shree Jagannath Swami ki Jay 🙏🙏🙏🙏
🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏⭕‼️⭕🙏
ବଢ଼ିଆ ଭଜନ ଟିଏ 🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ
ହେ ମହା ପ୍ରଭୁଜଗତର ନାଥ ଜଗନ୍ନାଥ ଏହି ଛୋଟ ଶିଶୁଟି ଟିକେ ସାହା ହୁଅ
😢jay Jagannath 🙏 ati sunder bhajan 👌💐
ଜୟ ଜଗନ୍ନାଥ ମହାପ୍ରଭୁ ⭕‼️⭕🪔🪔🪔🙏🙏🙏
He prabhu ki sundar Gita🙏🙏
Jagannath tumar Mangala karantu 👌🙏🙏
ହରେ ଗୋବିନ୍ଦ ପ୍ରଭୁ ... ଜୟ ଜଗନ୍ନାଥ ପ୍ରଭୁ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଶବ୍ଦ ହିନ କିଛି କହିବାର ନାହିଁ
ଅତି ସୁନ୍ଦର
Jay jagannath 👏👏👏👏👏👏👏👏👏👏👏👏👏👏
Bahut badhia Jaya Jagannath
ଜୟ ଜଗନ୍ନାଥ ବହୁତ୍ ବହୁତ୍ ବହୁତ୍ ସୁନ୍ଦର ଭାବ ଜୟ ହୋ
ବହୁତ ହୃଦୟ ସ୍ପର୍ଶୀ ।ଜୟ ଜଗନ୍ନାଥ
Mind blowing bro superb
God bless you umakant bhai..
Jya Jaganatha. Vaba
Very nice song
Beautiful bhajan
Very good song 👍👍
ଯାହା ହେଉ ବହୁତ ଦିନ ପରେ ମନକୁ ଛୁଇଁଲା.... 👌👌👌
ସୁନ୍ଦର ଗୀତ ଟିଏ, ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ 🙏🏻 ⭕️‼️⭕️
Jay, jaganath
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଖୋଲି ଦିଅ ଅନାଥର ନେତ୍ର
He prbhu
God bless to you bro
Jay Jagannath 🙏🚩
Jay jagannath swami nayan path gami Vabatume🙏🙏🙏🙏🙏
❤❤❤❤❤
Jay Jagannath👏
ଜୟ ଜଗନ୍ନାଥ 🙏🙏god bless u umakant
🙏🙏🙏🙏🙏🙏
🙏ବହୁତ ଭଲ ଗୀତ 🙏🙏🙏🙏🙏