Utha Utha Baidhara ll ଉଠ ଉଠ ବାଇଧର ll Karunakar ll Srikant Gautam ll Bhakti Upasana

แชร์
ฝัง
  • เผยแพร่เมื่อ 22 พ.ค. 2022
  • Bhakti Upasana ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଭଜନ "ଉଠ ଉଠ ବାଇଧର" । ଏହି ଭଜନଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ କରୁଣାକର , ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ଶ୍ରୀକାନ୍ତ ଗୌତମ , ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Bhakti Upasana.
    ► Video Credits
    ♫ Song Name: Utha Utha Baidhara (ଉଠ ଉଠ ବାଇଧର)
    ♫ Singer: Karunakar
    ♫ Lyrics: Srikant Gautam
    ♫ Music Director: Srikant Gautam
    ♫ Production House: Bhakti Upasana
    ♫ Produced By: Srikant Gautam
    #Baidhar #Karunakar #SrikantGautam #BhaktiUpasana #SunHits #SunMusicHits
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
  • บันเทิง

ความคิดเห็น • 363

  • @munu6088
    @munu6088 6 หลายเดือนก่อน +14

    ମଣିଷ ଜୀବନର ସମ୍ପୂର୍ଣ୍ଣ ଅର୍ଥ ଏଇ ଭଜନରେ ଅଛି। ଆଖିରୁ ଲୁହ ବୋହି ଯାଉଚି ଶୁଣିଲେ । ସତରେ ବହୁତ୍ ସୁନ୍ଦର ଭଜନ । ଜୟ ଜଗନ୍ନାଥ 🙏

  • @rdpreschool
    @rdpreschool ปีที่แล้ว +46

    କଳିଯୁଗ ପାଇଁ ପାଇଁ ସୁନ୍ଦର ଭଜନ , ଶୁଣିଲେ ଖୁସିଲାଗିବ 🙏 ମିଛ ମାୟା ସଂସାର କେହି ନୁହେଁ କାହାର ,,,, ଭଗବାନ ଏକା ନିଜର 🙏

    • @narayandalai9799
      @narayandalai9799 11 หลายเดือนก่อน +1

      ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴

  • @chaitanyakanhar585
    @chaitanyakanhar585 4 หลายเดือนก่อน +21

    ଜୟ ଜଗନ୍ନାଥ ବହୁତ୍ ଭଲ ହେଇଛି ,,ଏହି ଭଜନ ଶୁଣି ଆତ୍ମା କୁ ଶାନ୍ତି ମିଳୁଛି ,ଆଉ ବହୁତ୍ କିଛି ଶିଖିବାକୁ ବି ମିଳୁଛି ,,,, ପ୍ରସ୍ତୁତ ଲିଖିକ ଓ କଣ୍ଠ ଶିଳ୍ପୀ ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏😭 ସୁଣିକି କାନ୍ଧ ଲାଗିଲା😂😂😂😂

  • @narayandalai9799
    @narayandalai9799 11 หลายเดือนก่อน +27

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

    • @BikashDas-zp5lr
      @BikashDas-zp5lr 3 หลายเดือนก่อน

      Seem to you Bhai 💔😔🥺🛕🚩🙏

    • @narayandalai9799
      @narayandalai9799 3 หลายเดือนก่อน

      @@BikashDas-zp5lr ଜୟ 🌴🚩ମାତାଜୀ 🌴🚩🚩🚩🙏🙏🙏

  • @jhanshibehera
    @jhanshibehera 6 หลายเดือนก่อน +13

    ଏହି ଗୀତ ଟି ଜୀବନ ର ମୂଲ୍ୟ ବୁଝାଉଛି ଆମେ ଆମ ଅସଲି ଜୀବନ ର ଆର୍ଥ ଜାଣିବା ଆବଶ୍ୟକ

    • @jhanshibehera
      @jhanshibehera 6 หลายเดือนก่อน +1

      🙏🙏🙏

  • @tekinicalcook8822
    @tekinicalcook8822 ปีที่แล้ว +13

    ସାର୍ ଏତେ ଲେଖକ ଅଛନ୍ତି ଏତେ କିଛି ଲେଖୁଛନ୍ତି କିନ୍ତୁ ଆପଣଙ୍କ ପରି ନିରାଟ ସତ୍ୟ କେହି ଲେଖି ନାହାନ୍ତି ସାର୍

  • @mohansahu5271
    @mohansahu5271 6 หลายเดือนก่อน +15

    ଜିଏ ଭଜନ ଲେଖିଛି ତାହାକୁ କୋଟୀ କୋଟି ନମସ୍କାର

  • @madhusmitanayak8012
    @madhusmitanayak8012 7 หลายเดือนก่อน +34

    ଗୀତଟି ଶୁଣିଲେ ଜୀବନକୁ ଅତି ନିକଟରୁ ଦେଖି ହେଉଛି ... ବାସ ହୃଦୟ ସ୍ପନ୍ଦନ ଥମି ଥମି ଯାଉଛି 🙏 ଶବ୍ଦ ହିଁ ନାହିଁ କିଛି କହିବାକୁ😢 ଜୟ ଜଗନ୍ନାଥ ❤

  • @amiyakumardas709
    @amiyakumardas709 ปีที่แล้ว +20

    ସରିମାର୍ଥକ ଭଜନଟି ବହୁତ ସୁନ୍ଦର ହେଇଛି
    ସକାଳୁ ସକାଳୁ ମନକୁ ପରିବର୍ତ୍ତନ କରିଦେଲା
    ଲେଖକ ଏବଂ ଗାୟକ ମହାଶୟଙ୍କୁ ମୁଁ ପ୍ରଣାମ କୁରୁଛି 🙏🙏 ସୁ ପ୍ରଭାତ ଜୟ ଜଗନ୍ନାଥ🙏

  • @akhilaguru7102
    @akhilaguru7102 10 หลายเดือนก่อน +10

    ଅତି ସୁନ୍ଦର ସଙ୍ଗୀତ ଟି ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି

  • @BikashDas-zp5lr
    @BikashDas-zp5lr 3 หลายเดือนก่อน +5

    Jay Jagannath Swami Narayan patha gami bhaba tume 🥺😔😭💔

  • @BaidharaMurmu-qy2lk
    @BaidharaMurmu-qy2lk 2 หลายเดือนก่อน +2

    Kie mayurbhanj ru dekhuchho like koro

  • @sanjayababaoficeal5756
    @sanjayababaoficeal5756 ปีที่แล้ว +11

    ହୃଦୟ କୁ ଛୁଇଁଲା ଭଳି ଭଜନ ଟି
    ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭୋବ ତୁମେ 🙏🙏🙏🙏🙏🙏

  • @pustamnayak8874
    @pustamnayak8874 ปีที่แล้ว +139

    ଯିଏ ଏ ଭଜନ ଲେଖିଛି ତାକୁ କୋଟି କୋଟି ନମନ 🙏🙏 ଅତି ସୁନ୍ଦର ଭାବରେ ସବୁ କିଛି ବୁଝେଇ ଦେଇଛି ଏ ଭଜନ ରେ 🙏 ଜୟ ଜଗନ୍ନାଥ

    • @akshaypradhan40
      @akshaypradhan40 ปีที่แล้ว +11

      srikant nana lekhichanti

    • @lolodiabishal7630
      @lolodiabishal7630 ปีที่แล้ว +3

      😢

    • @amitkumargouda3163
      @amitkumargouda3163 ปีที่แล้ว +1

      Jay Jagannath

    • @narayandalai9799
      @narayandalai9799 11 หลายเดือนก่อน +1

      jay🚩☘️ shree🌴🚩 guru☘️🚩 dev🚩☘️
      jay ☘️🚩shree ☘️🚩panchasakha☘️🚩
      jay 🚩☘️shree☘️🚩 hanuman☘️🚩
      jay 🚩☘️shree☘️🚩 jagannath☘️🚩

    • @narayandalai9799
      @narayandalai9799 11 หลายเดือนก่อน +2

      ​@@akshaypradhan40ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @laxmipanda2087
    @laxmipanda2087 ปีที่แล้ว +15

    Sata katha sansara boli kichi nahi kehi kahara nuhe. 🙏🙏

  • @dbiki
    @dbiki ปีที่แล้ว +9

    ଅତି ସୁନ୍ଦର ସାର୍

  • @pustamnayak8874
    @pustamnayak8874 ปีที่แล้ว +20

    ଶ୍ରୀ କାନ୍ତ ଗୌତମ sir you are great 🙏

  • @Manamohanmahapatra
    @Manamohanmahapatra ปีที่แล้ว +48

    ଗୀତ ର ସାର ବୁଝିବାକୁ ହେଲେ ଅତି କମରେ ଦୁଇଥର ମନ ଦେଇ ଆମେ ଶୁଣିବା ।।
    ବହୁତ୍ ବହୁତ୍ ଜ୍ଞାନ ଭରି ହୋଇ ରହିଛି।।ଜୟ ଜଗନ୍ନାଥ 🙏🙏🙏

  • @narayandalai9799
    @narayandalai9799 11 หลายเดือนก่อน +3

    ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @user-rx2he3kd3y
    @user-rx2he3kd3y 6 หลายเดือนก่อน +3

    🗼🗼🗼🗼🗼🪔🛞🪔🛞🪔🛞🪔🛞🪔🛞🏹🏹🏹🏹🏹🚩🛕🚩🛕🚩🛕🚩🛕🚩🛕 🐂🐂🐂🐂🐂🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ନମଃ ନମଃ ନମଃ ନମଃ ନମଃ*****ଓଁ 🦚🦚🦚🦚🦚🐂🐂🐂🐂🐂🚩🛕🚩🛕🚩🛕🚩🛕🚩🛕🏹🏹🏹🏹🏹🪔🛞🪔🛞🪔🛞🪔🛞🪔🛞🗼🗼🗼🗼🗼

  • @tapankumar977
    @tapankumar977 ปีที่แล้ว +8

    Super

  • @narayandalai9799
    @narayandalai9799 11 หลายเดือนก่อน +5

    Hare 🚩🌴Krishna🌴🚩 Hare 🚩🌴Krishna🌴🚩 Krishna 🌴🚩Krishna 🌴🚩Hare 🌴🚩Hara 🌴🚩Hare 🚩🌱Ram 🌱🚩Hare 🌿🚩Ram 🚩☘️Ram☘️🚩 Ram🚩🍀 Hare 🚩🌺Hare🌺🚩 Radhe🌿🚩 Radhe🌿🚩🙏🙏🙏

  • @madanpradhan9691
    @madanpradhan9691 23 วันที่ผ่านมา

    ଯେବେ ବି ଜୀବନ ରେ କିଛି ବି କାରଣ ରୁ ଲୋଭୋ ରାଗ ଭାବନା ଆସେ ୟେ ଗୋଟେ ଗୀତ ସବୁ ଦୂର କରିଦିଏ 😢

  • @narayandalai9799
    @narayandalai9799 11 หลายเดือนก่อน +2

    ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା
    ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ
    ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ
    ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ
    ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ
    ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏

  • @onlytruth4093
    @onlytruth4093 ปีที่แล้ว +15

    E gita sunila pare laguchi dunia saha amara kichi samparka hin nahin😟

    • @akshaypradhan40
      @akshaypradhan40 ปีที่แล้ว +1

      Semti bhai 😭😭😭

    • @BikashDas-zp5lr
      @BikashDas-zp5lr 3 หลายเดือนก่อน

      Yes bro 🚩🥺😔🛕🙏😭💔🥀😥😢😩😫

  • @gaganbiharipradhan4091
    @gaganbiharipradhan4091 ปีที่แล้ว +12

    ଅତି ସୁନ୍ଦର ହୃଦୟ ଛୁଆଁ ଗୀତ

  • @purnasahoo4254
    @purnasahoo4254 ปีที่แล้ว +15

    Jete like kalebi kam padiba jay Jagannath 🙏🏻😭😭😭😭

  • @shibaniSwain-zw6tt
    @shibaniSwain-zw6tt 3 หลายเดือนก่อน +3

    Jay jagannth

  • @kumarnakula3669
    @kumarnakula3669 ปีที่แล้ว +7

    Nice song

  • @Sadhna1223
    @Sadhna1223 หลายเดือนก่อน +1

    ବହୁତ୍ ସୁନ୍ଦର ଗାହାଣୀ ❤

  • @BINAPANI--BALIARSINGH--
    @BINAPANI--BALIARSINGH-- 10 หลายเดือนก่อน +3

    Chamtkar song sir

  • @chandanmunda5759
    @chandanmunda5759 ปีที่แล้ว +21

    ବହୁତ ପ୍ରଶଂସନୀୟ ଧନ୍ୟବାଦ୍ ଗୁରୁଜୀ ପ୍ରଣାମ ଆଗକୁ ଆଉ ଏମିତି ଭିଡିଓ ଛାଡ଼ନ୍ତୁ ଆମେ ନିଶ୍ଚିତ କମେଡ କରିଵୁ

  • @narayandalai9799
    @narayandalai9799 11 หลายเดือนก่อน +3

    Jay🚩🌴 shree 🚩🌴Ram 🚩🌴
    Jay 🚩🌴sita🚩🌴 maa 🌴🚩
    Jay 🚩🌴shree 🚩🌴Laxmana Lal🌴🚩
    Jay 🚩🌴shree🌴🚩 Bharat🌴🚩 Lal
    Jay 🚩🌴shree🌴🚩 satru 🌴🚩 Ghana🚩🌴 Lal
    Jay 🚩🚩shree🌴🚩 hanuman 🌴🚩🙏🙏🙏

  • @GhanaSyam-xy7lr
    @GhanaSyam-xy7lr 2 หลายเดือนก่อน +1

    ବହୁତ ସୁନ୍ଦର ଭଜନ

    • @GhanaSyam-xy7lr
      @GhanaSyam-xy7lr 2 หลายเดือนก่อน +1

      ଜୟ ଜଗନ୍ନାଥ 🙏🙏😢😢😂😂❤❤🎉🎉

  • @SwarnalataAcharya
    @SwarnalataAcharya วันที่ผ่านมา

    Dhanyabad karunakar sundar bhaba tumar gaeba saeli sundar

  • @Matajisahoo
    @Matajisahoo 5 หลายเดือนก่อน +4

    ବହୁତ ସୁନ୍ଦର ଗୀତ ରଚନା କରିଛନ୍ତି ❤❤❤❤❤❤❤❤❤❤😊😊😊😊😊😊😊😊😊😊😊😊😊😊😊😊😊😊😊😊❤❤❤❤❤❤❤❤❤❤

  • @munasamantaray9509
    @munasamantaray9509 2 ปีที่แล้ว +13

    Jay Jagannath

  • @kedaraBehera-ob7lb
    @kedaraBehera-ob7lb ปีที่แล้ว +40

    ଆଖି ବନ୍ଦ,କାନ ରେ ear Fun ବାସ ଆଖି ଆପେ ଆପେ ଲୁହ ଆସିଯିବ 😭😭

    • @amitkumargouda3163
      @amitkumargouda3163 ปีที่แล้ว +2

      Hna sem 😭😭🙏🙏

    • @AratiDas-ni2tk
      @AratiDas-ni2tk 3 หลายเดือนก่อน

      😢😢😢😢😢😢😢😢😢😢😢😢

    • @BikashDas-zp5lr
      @BikashDas-zp5lr 3 หลายเดือนก่อน

      😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @sunitakumarigouda3547
    @sunitakumarigouda3547 ปีที่แล้ว +9

    E song ta jete sunile b mana bhanguni suniki mana khusi hoijauchi au mana re garba, ahmakar,lova aseni

  • @Ajaykumarpradhan827
    @Ajaykumarpradhan827 10 หลายเดือนก่อน +3

    ମଣିଷ ସବୁ ଯାଣି ମଧ୍ଯ ଏପରି କୁକର୍ମ କଣ ପାଇଁ କରୁଛନ୍ତି 🥺🥺🥺🥺🥺🥺😭😭😭😭😭😭😭

  • @bhubuniyadav5702
    @bhubuniyadav5702 3 หลายเดือนก่อน +2

    ରାଧେ ରଧେ

  • @sukantakumarsahoo6982
    @sukantakumarsahoo6982 2 ปีที่แล้ว +40

    ଏହି ଭଜନ ବହୁତ ହ୍ଋଦୟ ସ୍ପର୍ଶୀ
    ଜୟ ଜଗନ୍ନାଥ🙏🙏🙏🙏

  • @manas_1994
    @manas_1994 ปีที่แล้ว +5

    ଶ୍ରୀକାନ୍ତ ସାର୍ ଭଜନ ଗୀତ କିଏ କେତେ ଲେଖିଛନ୍ତି
    କିନ୍ତୁ ଆପଣଙ୍କ ଭଳି ନା କିଏ ଲେଖିଛି ନା ପାରିବ
    ଜୀବନର ନିରାଟ ସତ୍ୟ

  • @princebapun4390
    @princebapun4390 2 ปีที่แล้ว +10

    Jay Jagannath 🙏🙏🙏🙏💐

  • @kunulifestylevlogs
    @kunulifestylevlogs 7 หลายเดือนก่อน +3

    ଏଗିତର ମୂଲ୍ୟ କିଏ ବୁଝୁଛି ସବୁଦେଖୁଚିଏ ମଣିଷ କିନ୍ତୁ ଅନ୍ଧ ସବୁ ସୁନୁଚି ହେଲେ ସେ ବଧିର ପାଦ ଥାଇ ପଙ୍ଗୁ ସୁନ୍ଦର ହୃଦୟ ରେ ପ୍ରେମ ଥାଇ ବିଷ ବର୍ଷା କରୁଛି ମଣିଷ ପାପ ବାଟରେ ଯାଉଛି । ଏବେଠାରୁ ସୁଧୁରି ଯାଅ ପୁଣ୍ୟ ,ପ୍ରେମ,ସତ୍ୟ,କୁ ସାଉଁଟି ନେଇ ବାକି ପାପ ,ଛଳନା,ମିଛ,ଅବିଶ୍ବାସ କୁଫିଙ୍ଗି ଦିଅ ନିଜ ଉପରେ ବିଶ୍ୱାସ ରଖ କି ମୁଁ ପାପ କୁଛାଡ଼ି ପୁଣ୍ୟ କରିପାରିବି ତେବେ ନିଶ୍ଚୟ କରିପାରିବେ ଏହି କ୍ଷଣି ରୁ ବଦଳୀ ଯାଅ ମଣିଷ 🙏🥺😢😭❤ଆଉ ମନରେ ପ୍ରେମ ନେଇ ଭଲପାଇବା ବାଣ୍ଟି ଚାଲ ଈଶ୍ଵର ସେଇ ମଣିଷ କୁ ପ୍ରେମ କରନ୍ତି।😊💖

  • @purijhiasrabani
    @purijhiasrabani ปีที่แล้ว +4

    Jou manannka mana bhitare garba,jati, dharma,barna ghruna achhi thare e song suni nia janijiba dunia mane kn😭😭😭😭😭..... Jetiki dina banchicha anya ku khusi dia au anya khusi re khusi hua darakar thu adhika lobha karani... Jay jagannath 🙏🙏🙏

  • @koushikkishan8427
    @koushikkishan8427 5 หลายเดือนก่อน +3

    Satare e jibanara nirata Satya

  • @dharmendrapradhan4580
    @dharmendrapradhan4580 3 หลายเดือนก่อน +1

    ଜୟ ଜଗନ୍ନାଥ

  • @itskalia398
    @itskalia398 11 วันที่ผ่านมา

    Amiti samstank jiban santire kati jau he prabhu ❤❤jay jagnnath🙏🙏🙏✍️🙏✍️

  • @prasadkumarpatro5427
    @prasadkumarpatro5427 ปีที่แล้ว +21

    The legendary lyricist.
    One and only in odia.
    It's very much better from sabu Maya re baya.
    Namaste sir...

  • @swachhaBHARAT
    @swachhaBHARAT 5 หลายเดือนก่อน +1

    jibana ra aha eka prakruta satya katha tiaa aji jadi na bujhibu tahle bujhibaku auu samaya nathiba sethipai aahi gahani madhyama re sachetana heijiba darkar, jai jagannath swamy🕉🙏satya hi sanatan

  • @trilochanb3380
    @trilochanb3380 ปีที่แล้ว +31

    ଭାରି ସୁନ୍ଦର ଭାବରେ ଗାଇଛନ୍ତି 🙏🙏👍👍🎼🎉

    • @maheshrajahansa9397
      @maheshrajahansa9397 10 หลายเดือนก่อน

      Ppppppp❤❤❤❤o❤❤❤❤ love ❤❤❤❤❤ AND AND ❤❤ AND MISS YOU TOO LOVE YOU GUYS TOO TOO SORRY SORRY TO BOTHER YOU BUT I LOVE YOU YOU X

    • @simapradhan8922
      @simapradhan8922 5 หลายเดือนก่อน +2

      ಡಬಬ್ರಭ😊😊😊😊😊😊😊😊

  • @deepakkumarsamal5383
    @deepakkumarsamal5383 4 หลายเดือนก่อน +2

    Bahut Sundar ❤❤❤

  • @bijaykumarnayak810
    @bijaykumarnayak810 5 วันที่ผ่านมา

    ଖୁବ ସୁନ୍ଦର ଭଜନ❤❤

  • @tulsidevpujhari8547
    @tulsidevpujhari8547 ปีที่แล้ว +2

    Prakrutare bhagwannka adesha hebaru srikant sirnku emiti adhyatmik gita lekhibakudeichanti and karunakar sirnku gaibaku bhagwan pathechhanti.and lokamamananku cheteidabapain

  • @t.vijayalaxmireddy2093
    @t.vijayalaxmireddy2093 ปีที่แล้ว +5

    Super song

  • @mrsankar6079
    @mrsankar6079 5 หลายเดือนก่อน +3

    This song is realty of the life😢

  • @chinmayas8645
    @chinmayas8645 ปีที่แล้ว +18

    ସବୁ ସେଇ ଚକାଆଖିର ଖେଳ କି ନୀଳା ତାର ନା କିଏ ବୁଝଛି ନା ବୁଝିବ ଜୟ ଜଗନ୍ନାଥ.... 🙏❤️❤️❤️

  • @user-is6yq6pk1i
    @user-is6yq6pk1i 21 วันที่ผ่านมา +1

    🙏🙏🙏🙏🙏🙏🙏🙏

  • @soumyaranjanPradhanbana
    @soumyaranjanPradhanbana หลายเดือนก่อน

    ଏଇ ହିଁ ତ ଆମ ଅସଲି ଜୀବନ 🥺

  • @mrkanheimeher9984
    @mrkanheimeher9984 ปีที่แล้ว +10

    ଏଇ ଗୀତ ବହୁତ ସୁଂଦର ଲାଗେ

    • @bikramsamal2727
      @bikramsamal2727 11 หลายเดือนก่อน +1

      Jana sachena thank you

  • @pintucreation7277
    @pintucreation7277 2 ปีที่แล้ว +11

    ଜୟ ଜଗନ୍ନାଥ 🙏❤️🙏

  • @jhunnupradhan651
    @jhunnupradhan651 ปีที่แล้ว +3

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏଈ ଭଜନ 🙏🙏🙏

  • @krushnachandradalai9949
    @krushnachandradalai9949 10 หลายเดือนก่อน +1

    Satara a song sunila bahut badhiya sikhya Mila

  • @bhagbansethi336
    @bhagbansethi336 7 หลายเดือนก่อน +1

    କୋଟି କୋଟି ପ୍ରଣାମ ପ୍ରଭୁ ❤️❤️❤️❤️❤️🌹🌹🌹🌹🌹ସତ ସତ ପ୍ରଣାମ ପ୍ରଭୁ

  • @daitarimeher6884
    @daitarimeher6884 4 หลายเดือนก่อน +2

    Naic song

  • @user-fk3df2gq3n
    @user-fk3df2gq3n 3 หลายเดือนก่อน +1

    Jayjagannth

  • @user-tv4ub1yr7f
    @user-tv4ub1yr7f หลายเดือนก่อน

    ଏ ଗୀତ ଯିଏ ଲେଖିଛି ମୁଁ ତାକୁ କୋଟି କୋଟି ନମସ୍କାର କରିବି ଅତି ସୁନ୍ଦର ରେ ବୁଝେଇ ଦେଇଛି ଏ ଗୀତ ମୋର ଅତି ପ୍ରିୟ thanks 🙏 sar ସାର୍ ନାହିଁ ମୋ ଗୁରୁଜୀ

  • @satyaprakashsahoo5213
    @satyaprakashsahoo5213 ปีที่แล้ว +20

    ସୁନ୍ଦର ଭଜନ ହୃଦୟ କୁ ଛୁଇଁ ଗଲା ଜୟ ଶ୍ରୀରାମ 🙏

    • @narayandalai9799
      @narayandalai9799 11 หลายเดือนก่อน +1

      ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @user-jr8kt6vj1e
    @user-jr8kt6vj1e 4 หลายเดือนก่อน +1

    🙏🙏🙏🙏🙏

  • @mmmmmmm7199
    @mmmmmmm7199 3 หลายเดือนก่อน +2

    Bhalaheechi gitasunile jibanarasata aakhire aasichauchi

  • @uramilaandprakash1232
    @uramilaandprakash1232 7 หลายเดือนก่อน +1

    ଗୁରୁ ମହିମା ଅଲେଖ
    ଅତି ସୁନ୍ଦର ,ବହୁତ ଗୋଡ଼ିଏ ଜିନିଷ ଅଛି

  • @NityaAmanda7775
    @NityaAmanda7775 2 ปีที่แล้ว +18

    ଅତି ସୁନ୍ଦର brilliant brain master blaster evergreen Srikanth Gautam sir Jay Jagannath

  • @hemantadas5612
    @hemantadas5612 หลายเดือนก่อน

    Nice bahi

  • @user-tv4ub1yr7f
    @user-tv4ub1yr7f 10 วันที่ผ่านมา

    ସାର୍ ବହୁତ ଭଲ ବହୁତ ଭଲରେ ବୁଝେଇଛନ୍ତ ମୋର ଆପଣଙ୍କୁ କୋଟି ପ୍ରଣାମ କରୁଛି

  • @rasmitarout4401
    @rasmitarout4401 ปีที่แล้ว +6

    Sweet song

  • @dharanidharbehera4643
    @dharanidharbehera4643 ปีที่แล้ว +8

    Heart touching

  • @Odgaming7-
    @Odgaming7- หลายเดือนก่อน

    ଏଇ ଗୀତ ଶୁଣି ମୋ ଲୋମ ଟଙ୍କୁରି ଉଠେ 🥺

  • @life..style..apki.0843
    @life..style..apki.0843 10 หลายเดือนก่อน +1

    Jay jagannath🙏🙏🙏.....

  • @ramakantamalik4565
    @ramakantamalik4565 5 หลายเดือนก่อน +2

    Jiban mane bujhei chhanti, 🙏🙏🙏🙏🙏🙏

  • @sunilnath7050
    @sunilnath7050 ปีที่แล้ว +7

    I am assamese.i dont know odiya language but I love this song and ....really

  • @user-mp5jl2no1t
    @user-mp5jl2no1t 4 หลายเดือนก่อน +1

    V.V nice song you have song

  • @annapurnamuduly122
    @annapurnamuduly122 ปีที่แล้ว +3

    Srikanta sir nku ases ases dhanyabad

  • @BishnukumarBaral-es6gx
    @BishnukumarBaral-es6gx 11 หลายเดือนก่อน

    ବହୁତ ହୃଦୟ ସ୍ପର୍ଶୀ ସୁନ୍ଦର ରଚନା ଗାଇବା ବି ବହୁତ ମାର୍ମିକ ରଚନା ବହୁତ ବହୁତ ଧନ୍ୟବାଦ ଶ୍ରୀକାନ୍ତ ବାବୁ ,କବିଚଣ୍ଡୀଦାସ

  • @Ajaykumarpradhan827
    @Ajaykumarpradhan827 10 หลายเดือนก่อน +2

    ମିଛ ମାୟା ସଂସାର 😌😌😌

    • @susamasethy6445
      @susamasethy6445 5 หลายเดือนก่อน

      ❤❤❤❤❤❤❤❤❤

  • @golokapanda
    @golokapanda 4 หลายเดือนก่อน +2

    Jai 🙏🙏🙏 jagannath

  • @debrajsambalpurivolges770
    @debrajsambalpurivolges770 ปีที่แล้ว +12

    Hart touching gita🙏🙏🙏

  • @balajisahu5817
    @balajisahu5817 ปีที่แล้ว +2

    Bahuta bhala song sabu sata katha

  • @prakashsahoo2732
    @prakashsahoo2732 2 หลายเดือนก่อน

    ବହୁତ ଭଲ ଭଜନ 🙏

  • @akashkhatua9070
    @akashkhatua9070 2 ปีที่แล้ว +8

    ଜୟ ଜଗନ୍ନାଥ 🙏❤️🙏❤️🥀❤️🙏❤️🥀🙏

  • @bikramsamal2727
    @bikramsamal2727 11 หลายเดือนก่อน +1

    Jay jagannath

  • @tulsidevpujhari
    @tulsidevpujhari ปีที่แล้ว +3

    Guru brahma mahima alekha swami saranam 🙏🙏🙏🙏🙏

  • @nibeditanaik3829
    @nibeditanaik3829 ปีที่แล้ว +6

    Jay jagannath 🙏🙏🙏🙏🙏🙏

  • @minakshithoughts
    @minakshithoughts 5 หลายเดือนก่อน +2

    Thanks🙏🙏🙏🙏 ati sundar bhajan

  • @jsahujsr
    @jsahujsr ปีที่แล้ว +6

    Practical life experience related song ... So useful for all .. thanks for made this type of song

  • @kailashpanigrahi6705
    @kailashpanigrahi6705 ปีที่แล้ว +2

    Sundar Bhajan

  • @nilimamallik
    @nilimamallik 4 หลายเดือนก่อน +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @susamasethy6445
    @susamasethy6445 5 หลายเดือนก่อน +1

    Aapananku koti koti namaskar ❤❤❤❤❤

  • @snehalatadas2336
    @snehalatadas2336 หลายเดือนก่อน

    😢😢😢 bahut sunder song au jibanare kichi nahi khali maya moho

  • @purusottamsahoo5938
    @purusottamsahoo5938 5 หลายเดือนก่อน +1

    🎉joyguru ❤everybody 😮