LOKA SAHITYA- (PART-4)

แชร์
ฝัง
  • เผยแพร่เมื่อ 16 ม.ค. 2025

ความคิดเห็น • 33

  • @SubhashreeSethi-v6w
    @SubhashreeSethi-v6w ปีที่แล้ว

    ପ୍ରଣାମ ସାର୍🙏
    ବହୁତ ସୁନ୍ଦର ହେଇଛି।

  • @mamatasahoo8271
    @mamatasahoo8271 2 ปีที่แล้ว

    bahut sundar sir 🙏 ସମ୍ପୂର୍ଣ୍ଣ ଭାବେ ବୁଝି ହୋଇଯାଇଛି

  • @manishamahapatra600
    @manishamahapatra600 ปีที่แล้ว

    Thank you sir 🙏🏻 your explanation is so beautiful 🙏🏻

  • @bala_oDia_Vlog
    @bala_oDia_Vlog 2 ปีที่แล้ว

    ସୁନ୍ଦର ଉପସ୍ଥାପନା ସାର

  • @debanginiswain8393
    @debanginiswain8393 ปีที่แล้ว +1

    ପ୍ରଣାମ ସାର୍ 🙏
    ଆପଣଙ୍କ ପରି ଗୁରୁ ସମସ୍ତ ଙ୍କୁ ମିଳୁ ଯେଉଁମାନେ ବାସ୍ତବରେ ଶିକ୍ଷା ଲାଭ କରିବାକୁ ଚାହାଁନ୍ତି । ଆପଣଙ୍କ ଗୁଣଗାନ ବା କିପରିକରିବି ଯେତେ କଲେବି କମ୍ ପଡିଯିବା ❤️ ବୋହୁତ ସୁନ୍ଦର ପଢ଼ା ଏବଂ ମୁଁ ମଧ୍ୟ ଉତ୍ତମ ଭାବରେ ପଢ଼ା କୁ ଗ୍ରହଣ କଲି । ଖୁସି ଯେ ଭିଡିଓ ମାଧ୍ୟମରେ ଆପଣଙ୍କ ଶିକ୍ଷା ଗ୍ରହଣ କରିପାରୁଛୁ ।🙏💐

  • @odiasahitya7223
    @odiasahitya7223  3 ปีที่แล้ว +16

    Dear students please view motif and Type video together for better understanding.Happy new year 2022to you all.

    • @minakhisahoo1332
      @minakhisahoo1332 3 ปีที่แล้ว +1

      Very lucid explain sir ...... 🙏

    • @Thepoetic_girl
      @Thepoetic_girl 3 ปีที่แล้ว +1

      Thank you so much sir 🙏🙏 ମାରଫୋଲୋଜି ରେ ଭିଡିଓ କରନ୍ତୁ ସାର

    • @geetaranibisoyi8090
      @geetaranibisoyi8090 3 ปีที่แล้ว +1

      🙏🙏

    • @jharanamoharana1874
      @jharanamoharana1874 3 ปีที่แล้ว

      Happy new year sir in advance 🙏

    • @rekharani217
      @rekharani217 ปีที่แล้ว

      ଲୋକ ସାହିତ୍ୟ ଉପରେ କେଉଁ ବହି ସାର୍ ପଢିବୁ 🙏

  • @subhadrasinibiswal9295
    @subhadrasinibiswal9295 3 ปีที่แล้ว

    Sir 🙏🙏🙏🙏

  • @degreeclassodisha
    @degreeclassodisha 3 ปีที่แล้ว

    Sir video karichalantu ame video dekhibaku agree ❤️❤️❤️ sir plus three first year subject re kichhi karantu❤️❤️❤️

  • @sudipasahu1142
    @sudipasahu1142 3 ปีที่แล้ว +1

    ସାର୍ ପ୍ରଣାମ , ଖୁବୁ ସହଜରେ ସୁନ୍ଦର ଭାବରେ ବୁଝିହେଲା🙏

  • @lijasahoo519
    @lijasahoo519 2 ปีที่แล้ว

    Thank you so much sir

  • @jyotiranjansethi6281
    @jyotiranjansethi6281 3 ปีที่แล้ว

    Thank you sir

  • @Arrsoubhagya
    @Arrsoubhagya 3 ปีที่แล้ว +1

    Nice sirrrrrr 👍👍👍👍❤️❤️❤️❤️

  • @ରାଧେରାଧେ-ରାଧାକୃଷ୍ଣ

    ସାର୍ ଗୋପୀନାଥ ମହାନ୍ତି ଙ୍କ ଦାନାପାଣି ସମ୍ପର୍କରେ ଆଲୋଚନା ର ଏକ ଭିଡିଓ କରିବାକୁ ଅନୁରୋଧ।🙏

  • @gaontoka64
    @gaontoka64 3 ปีที่แล้ว

    ସାରେ ପ୍ରଣାମ ଆପଣ ଦୟାକରି। ସଂରଚନା ବାଦ ପାଠ ଆପଣଙ୍କ you tube ra ଆଣନ୍ତୁ

  • @umeshbehera2927
    @umeshbehera2927 3 ปีที่แล้ว

    ସାର୍ ପ୍ରଣାମ। ସାର୍ ଓଡିଆ ସାହିତ୍ୟ ଉପରେ ଆହୁରି ଅନେକ ଅନେକ ଭିଡିଓ କରନ୍ତୁ। ଯାହା ଦ୍ବାରା କି ଆପଣଙ୍କ ଭିଡିଓ ଦେଖି ସମସ୍ତ ଓଡିଆ ଛାତ୍ର ଛାତ୍ରୀ ବିଶେଷ ଉପକୃତ ହେବେ। ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ନିବେଦନ ଆମ ସାର୍ ଙ୍କୁ ସଦାସର୍ବଦା ଘଣ୍ଟ ଘୋଡାଇ ରଖିଥାନ୍ତୁ। ଜୟ ଜଗନ୍ନାଥ।

  • @sonalisuni4923
    @sonalisuni4923 2 ปีที่แล้ว

    Sir pranam function bisayare kahile bhala heba

  • @sasmitaworld7107
    @sasmitaworld7107 3 ปีที่แล้ว

    Vilankna ramayana odia honours re gote video anantu sir mu request karuchi 🙏apanka study mote Bhaut bhala laguchi sir please 🥺🥺🥺 anantu plzz sir

  • @barshabarsha9618
    @barshabarsha9618 3 ปีที่แล้ว

    ଗୁରୁଙ୍କ ପାଦପଦ୍ମରେ ମୋର କୋଟି କୋଟି ପ୍ରଣାମ 🙏🙏ବହୁତ୍ ସୁନ୍ଦର ଭାବରେ ଶିକ୍ଷା ପ୍ରଦାନ କରୁଥିବାରୁୁ ମୁଁ ଆପଣଙ୍କ ପାଖରେ ଚିର କୃତଜ୍ଞ ରହିବି🙏🙏

  • @PRINCEKUMAR-rq9rg
    @PRINCEKUMAR-rq9rg 3 ปีที่แล้ว +1

    ସାର ପ୍ରାଣମ । ବହୁତ ସୁନ୍ଦର ହୋଇଛି । ଆପଣଙ୍କୁ ମଧ୍ୟ ବଡ଼ଦିନର ଅନେକ ଅନେକ ଶୁଭେଚ୍ଛା ।🙏

  • @sudhansusekharghadai1969
    @sudhansusekharghadai1969 3 ปีที่แล้ว

    Sir your teaching is very good.

  • @monalisadas1877
    @monalisadas1877 3 ปีที่แล้ว

    🙏🏻🙏🏻sir

  • @pradipnayak5390
    @pradipnayak5390 3 ปีที่แล้ว

    Sir ପ୍ରଣାମ, ତୁଳନାତ୍ମକ ସାହିତ୍ୟ ଉପରେ ଗୋଟେ କ୍ଲାସ କରନ୍ତୁ,

  • @projecthousepuri
    @projecthousepuri 3 ปีที่แล้ว

    NEW SUNSHINE OF OUR ETHIC 🙏🙏🙏🙏🙏

  • @jharanasahoo7283
    @jharanasahoo7283 3 ปีที่แล้ว

    Sir 🙏

  • @kaberibadajena2175
    @kaberibadajena2175 2 ปีที่แล้ว

    Sir mor apanka phone number ta darkar thila

  • @swarnapravamohanty3653
    @swarnapravamohanty3653 2 ปีที่แล้ว

    Thank you sir