Sir 🙏 bahut bhala vabare apan bujhauchhanti.....sir . Kintu note thik se dekha jauni au voice echo asuchi sei prati tk dhyana dele bhala huanta mu vabuchi 🙏🙏🙏🙏🙏
Sir pranam🙏,aji bahut vala lagila aapana nka class dekhiki.bahut sahaja re sabu kichi bujhei dele aapana. Sir gote request khali white board re jaha lekha jauchi se sabu clearly visible hauni, sethi prati tike drusti debe bcz note baneila bele difficult hauchi.
Sir pranam 🙏🙏 please Sir Mora gote request achi sir apana please net pain kau book padhile bhala heba kahibe net re padhuthiba questions ku please kuhantu mu apanka sabu video dekhe bahut ଉଚ୍ଚକୋଟୀର 🙏🙏🙏
🙏 ପ୍ରଣାମ ସାର । ବହୁତ ବହୁତ ଧନ୍ୟବାଦ ସାର । ଦୀପାବଳୀ ରେ ଖୁବ ସୁନ୍ଦର ଭେଟି ଦେଇଥିବାରୁ । ଆପଣଙ୍କୁ ମଧ୍ୟ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ।
ଅତି ସୁଂଦର ଉପସ୍ଥାପନା sir ଧନ୍ୟବାଦ🙏
ଆପଣଙ୍କୁ ମଧ୍ୟ ଆଲୋକର ପର୍ବ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସାର୍🙏🙏
ପ୍ରଣାମ ସାର୍ ଅତି ସୁନ୍ଦର ଉପସ୍ଥାପନା l ଆପଣ ସଦାସର୍ବଦା ମୋର ଆଦର୍ଶ.....
ବହୁତ୍ ସୁନ୍ଦର୍ ଆଲୋଚନା କିନ୍ତୁ ଟିକେ dobut ରହିଗଲା
Thank you so much sir ati sundar bhabare bujhauchanti❤
👌🙏🙏🙏
କେତେ ସୁନ୍ଦର ଶୈଳୀ ରେ ଉପସ୍ଥାପନ.. ଧନ୍ୟବାଦ Sir 🙏
ଅତି ସୁନ୍ଦର ଉପ୍ଥାପନା ❤
ପ୍ରଣାମ Sir 🙏...
ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା ... ଆପଣଙ୍କ ପାଠ୍ୟ ଦାନରୁ ଆଜିର ସକାଳ ଆରମ୍ଭ ହେଲା 🙏😊... Data on କରିବା ମାତ୍ରେ ଏହାର notification ଆସିଲା 😊ଲାଗିଲା ଯେମିତି ଆପଣ ଆମ ମନ ଜାଣି ଆମକୁ ଦୀପାବଳୀରେ ଏତେ ସୁନ୍ଦର ଭେଟି ଟିଏ ଦେଇଛନ୍ତି... ଆନ୍ତରିକତା ପୂର୍ଣ୍ଣ ସାଧୁବାଦ Sir 🙏🙏🙏... ଆପଣଙ୍କ ଶିକ୍ଷାଦାନର ଶୈଳୀ ସର୍ବୋଚ୍ଚ କୋଟିର🙏😊 ଏହି ଉପାଦାନ ପୂର୍ଣ୍ଣ ତଥ୍ଯ ଓ ତତ୍ତ୍ୱ ନିମନ୍ତେ ବହୁତ ବହୁତ ଧନ୍ଯବାଦ Sir 🙏🙏🙏...
Thank you so much sir ati sundar bhabare bujhauchanti
ପ୍ରଣାମ ସାର୍🙏🏻 ଅତ୍ୟନ୍ତ ଭାବଗର୍ଭକ ଆଲୋଚନା💐💐
Sir namaskar 🙏
ବହୁତ୍ ସୁନ୍ଦର ଆଲୋଚନା
Bahut badia heichi
ପ୍ରଣାମ ସାର୍,ଖୁବ୍ ସୁନ୍ଦର୍ ଆଲୋକପାତ
ପ୍ରଣାମ ସାର୍ 🙏, ଦୀପାବଳି ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.. ଅତି ସୁନ୍ଦର ଆଲୋଚନା......
ପ୍ରଣାମ ସାର🙏ଦୀପାବଳି ରେ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା
Best explanation
ସାର୍ ପ୍ରଣାମ ଲୋକ ସଂସ୍କୃତି ଓ ଲୋକ ସାହିତ୍ୟର କେଉଁ ବହି କିଣିବୁ ସାର୍
ନମସ୍ତେ ସାର୍ । ବହୁତ ଧନ୍ୟବାଦ।
Very inspiring lesson sir... Pranam 🙏🙏🙏💐💐💐
ବହୁତ ସୁନ୍ଦର ଉପସ୍ଥାପନା କରିଛନ୍ତି ଆପଣ। thank you sir 🙏🙏
Sir 🙏 , ଦୀର୍ଘ ଦିନ ର ପ୍ରତୀକ୍ଷା ପରେ ଭିଡିଓ ଆସିଥିବାରୁ ବହୁତ୍ ଖୁସି ଲାଗିଲା ।ସୁନ୍ଦର ଉପସ୍ଥାପନା 👌
ସୁନ୍ଦର ଆଲୋକପାତ ସାର। ପ୍ରଣାମ।
ବହୁତ ବହୁତ ଧନ୍ୟବାଦ ସାର 🙏🙏
ବହୁତ ବହୁତ ଧନ୍ୟବାଦ ସାର 🙏🏻🙏🏻ସୁନ୍ଦର ଉପସ୍ଥାପନା 🙏🏻
Wow so great sir🙏🙏🙏bht sundar video 4th semestar ra au kichi vid uplord karantu plz sir🙏🙏🙏🙏
Sir thank you....♥️🙏🏼🙏🏼
Thahk you sir👍👍
ପ୍ରଣାମ ସାର 🙏ବହୁତ ବହୁତ ଧନ୍ୟବାଦ
Love you Sir 🥰 Jio hazaro salll
ଧନ୍ୟବାଦ sir
Sir apank pathaptha saili best🙏
Thank you sir🙏🏻
🙏🙏🙏
Pranam sir🙏🙏🙏
thank you so much sir
Sir pranam🙏 Jagannath sanskruti upare gote vdo karile Ame upakruta hebu
Thank you sir 🙏🙏🙏👌
Very nice
Thank you sir 🙏
Sir 🙏 bahut bhala vabare apan bujhauchhanti.....sir . Kintu note thik se dekha jauni au voice echo asuchi sei prati tk dhyana dele bhala huanta mu vabuchi 🙏🙏🙏🙏🙏
ସାର୍ ଗୋଟେ ଜିନିଷ ମୋର ସନ୍ଦେହ ରହିଗଲା.... ଆପଣ ଯୋଉ ପ୍ରାକ୍ ଅଗ୍ନିକାଳ କଥା କହୁଛନ୍ତି.... ସେଇ ସମୟ ରେ ଆଦିବ ମାନବ ଜଙ୍ଗଲରେ ବସବାସ କରୁଥିଲେ। ନିଆଁର ବ୍ୟବହାର ବି ସେମାନେ ଠିକ୍ ରେ ଜାଣିନଥିଲେ.... ଆପଣ ଯୋଉ ଗପ କୁହାକୁହି କଥା କହୁଛନ୍ତି ସେତେବେଳ କ'ଣ ଭାଷା ସୃଷ୍ଟି ହୋଇଥିଲା??
❤
🙏🙏🙏🙏🙏🙏
🙏🏻🙏🏻🙏🏻
Thank you sir
Sir🙏🙏
Tq sir
ଆପଣ ବିଭିନ୍ନ ବିଷୟ ବହୁତ ସରଳ ଏବଂ ବିସ୍ତୃତ ବାଣ୍ଣନା କରନ୍ତି ଯାହାଫଳରେ ପାଠକକୁ ବୁଝିବା ବା ଜାଣିବା ବହୁତ ସହଜ ହୁଏ.....
Sir pranam🙏,aji bahut vala lagila aapana nka class dekhiki.bahut sahaja re sabu kichi bujhei dele aapana. Sir gote request khali white board re jaha lekha jauchi se sabu clearly visible hauni, sethi prati tike drusti debe bcz note baneila bele difficult hauchi.
ସାର୍,ସେ କାଳ ର ମଣିଷ,ପୁରାଣ ସଂପର୍କ ରେ କେମିତି ଜାଣିବା କୁ ପାଇଥିଲା,
🙏🙏🙏🙏🙏🙏🙏🙏🙏
Sir ଲୋକବିଦ୍ୟା ର ସଂଜ୍ଞା ସ୍ୱରୂପ ପ୍ରକାରଭେଦ ପରିସର ଆଲୋଚନା କରନ୍ତୁ।
Sir Namaskar aapanakara aahaj o okyara disunahi kintu bohut bodia hehuchi sir aapankara podahiba sahili
Sir 4th semestar ra au video uplord karantu ❤️❤️😊❤️❤️
sirnka emiti class hueta mo bhagya aau mo odia padhiba ra phala.🙏🙏
କ୍ଲାସ ଭଲ ଲାଗୁଛି କିନ୍ତୁ sound clear ହଉନି
Pranam sir🙏apanka sahitya padheiba saili atyanta uchakoti ra🙏
Sir pranam 🙏🙏 please Sir Mora gote request achi sir apana please net pain kau book padhile bhala heba kahibe net re padhuthiba questions ku please kuhantu mu apanka sabu video dekhe bahut ଉଚ୍ଚକୋଟୀର 🙏🙏🙏
Sir ନମସ୍କାର 🙏 sir ଲୋକ ଗୀତ ସମ୍ପର୍କ ରେ ଗୋଟିଏ ଭିଡ଼ିଓ କଲେ ବହୁତ ଭଲ ହେବ....
Sir pranam
,ଆପଣଙ୍କ ଭିଡିଓ ର ଅପେକ୍ଷା ରେ ଅନେକ ଛାତ୍ରଛାତତ୍ରୀ ରହିଥିେଲ
ଆପଣଙ୍କୁ କେହି କୁହନ୍ତିନି sound ଭଲ ଆସୁନାହିଁ ବୋଲି ।
Thank you sir🙏
Very nice
Thank you sir
🙏🙏🙏
Sir thank you 🙏🏿🙏🏿
thank you sir
Thank you sir🙏🙏🙏
Thank you Sir 🙏🙏🙏🙏🙏🙏🙏🙏🙏🙏🙏
Thank you sir🙏