ଡକ୍ଟର ସରୋଜିନୀ ସାହୁ - ଜୀବନ, ସାହିତ୍ୟ, କଥା | Dr Sarojini Sahoo - Exclusive Interview
ฝัง
- เผยแพร่เมื่อ 2 ต.ค. 2024
- #odisha #author #literature
ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ପାଠକ ମହଲରେ ବେଶ ଆଦୃତ। ସାହିତ୍ୟ ଜଗତକୁ ତାଙ୍କର ଏଇ ବିଶେଷ ଅବଦାନ ଲାଗି ସେ ଶାରଳା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି।
ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାରରେ ଦେଖନ୍ତୁ ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁଙ୍କ ସାହିତ୍ୟ-ଜୀବନ-କାହାଣୀ।
ସାକ୍ଷାତକାର: ଶୁଭଶ୍ରୀ ନାୟକ
Join this channel to get access to perks:
/ @odishalive
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
TH-cam: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
ମାଡମଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା
ମାଡାମଙ୍କ ଲେଖା ମନଛୁଆଁ
ଅଭିନନ୍ଦନ ସହ ପ୍ରଣାମ 🙏
ଡକ୍ଟର ସରୋଜିନୀ ସାହୁ ଜଣେ ବହୁତ ସୁନ୍ଦର ଲେଖିକା। ସେ ତାଙ୍କ ସମୟଠାରୁ ଦୁଇ ପାଦ ଆଗକୁ ଭାବି ବହୁତ କିଛି ଲେଖିଛନ୍ତି। ଯାହା ଅନେକ ଚିନ୍ତା ବି କରିପାରନ୍ତିନି।
ବହୁତ ବହୁତ ବଢିଆ କହିଛନ୍ତି ଅପା। ପ୍ରଣାମ।
ଆମେ ବହୁତ କଥା ଜାଣିଥାଆନ୍ତି, ଅନୁଭବ କରିଥାଆନ୍ତି, ମନରେ କିଛି କଥା ଅକୁହା ଯନ୍ତ୍ରଣା ହୋଇଯାଏ, କିନ୍ତୁ ପ୍ରକାଶ କରିହୁଏନି। ସେମିତି ନାରୀ ଜୀବନର ଅନେକ କଥାକୁ ଯିଏ ବହିରେ ଉତାରିଛନ୍ତି ସେ ହେଲେ ଲେଖିକା ସରୋଜନୀ ସାହୁ।
ସାହିତ୍ୟ ଯେତେବେଳେ ଜୀବନର କଥା କହେ, ତାହା ଅମର ହୋଇଯାଏ। ଏଥିପାଇଁ ଲେଖକର ଅନେକ ସାଧନା ଓ ସାହସ ଦରକାର।
ବହୁତ ଭଲ ଲାଗିଲା ।
ସରୋଜିନୀ ସାହୁଙ୍କ ସହିତ ଏଇ ସାକ୍ଷାତକାରରୁ ଅନେକ କଥା ଆଦାୟ କରିଛନ୍ତି ଶୁଭଶ୍ରୀ। ତାଙ୍କ ଜୀବନ ଓ ସାହିତ୍ୟ ବିଷୟକ ଅନେକ କଥା ଏଥିରୁ ଜାଣିହେବ। ନାରୀବାଦୀ ହେବା ମାନେ ନୁହେଁ ପୁରୁଷ ବିଦ୍ଵେଷୀ ହେବା - ଏକଥାଟିକୁ ସରୋଜିନୀ ସାହୁ କହି ମନ ଜୟ କଲେ। ଧନ୍ୟବାଦ ଓଡିଶା ଲାଇଭ୍।
Thank You Sir
Writer bibhuti pattanayak dr pratibha ray shantanu acharjya and dr prashrna pattshni nkara interview niantu please ❤❤❤❤
Very Insightful.
Interview was quite good
Smt Sarojini Sahoo, a legendary literary icon from Odisha, inspiring generations with her profound works
Mam nka Saha interview bahut bhala lagila. Bahut spastabadi .
It is great to hear Sarojini Sahoo on her literary life, feminism and a wide aspect of society.
Prativa roy tone 🙏🙏
Very vivid and insightful 👏 discussion. Thank you, Subhashree and team, for the extensive interview.
🙏
🙏
🙏
Madam you must have read literature of Shree Ma and Sri Aurobindo,if not pl,read it,
Madam nka lekha mana chuan