ଲତା ଅପା ପାଇଁ ଦୈତାରୀ ନନା ବ୍ୟାନର, ଯାଆନ୍ତୁ ଏକୁଟିଆ ଠିଆ ହୋଇକି ଡାଇଲଗ କହିବେ! : ଅନୁପମା ଦାସ

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น •

  • @Mr.dash_6
    @Mr.dash_6 2 ปีที่แล้ว +99

    ମାର୍କେଟ ରେ ରାଇମୋହନ ସାର୍ ଜଣେ ମାତ୍ର ଭଲ ଲୋକ ଥିଲେ ଯାହାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ବହୁତ୍ ଅଧିକା।
    ୫୦ ଲକ୍ଷ୍ୟ ବର୍ଷକୁ ହେଲେ ଗର୍ବ ନାହିଁ।
    Miss you ଓଡ଼ିଶା ର ନମ୍ବର ୧ ଭିଲିଆନ୍ ରାଇ ଦାଦା💔

  • @apaadi9193
    @apaadi9193 2 ปีที่แล้ว +125

    ଅପା ମଞ୍ଜ କଥା କହିଲେ,🙏🙏🙏
    ଠକ ଦଇତାରୀ ପଣ୍ଡା ଜଣେ ମିଛୁଆ ଓ ଅହଙ୍କାରୀ

  • @muralidharapradhan3874
    @muralidharapradhan3874 2 ปีที่แล้ว +52

    ଦୈତ୍ୟାରି ନନା ତୋ ସମୟ ଆଉ ଅଳ୍ପଦିନ କାରଣ ତୁ ବହୁତ ଗର୍ବ ଓ ଅନାୟ କଲାଣୁ

  • @babunamallick5594
    @babunamallick5594 2 ปีที่แล้ว +53

    ମାଆ ବୋହୁତ୍ ଭଲ କଥା କହିଲେ ଆପଣ ଦୈତାରୀ ପଣ୍ଡା. ଆପଣ ନିଜକୁ ଯାତ୍ରା ଜଗତର ଜଣେ ମେଘା ଷ୍ଟାର୍ ବୋଲି ଭାବନ୍ତୁ କେହିବି ଖରାପ ଭାବିବେ ନାହିଁ କିନ୍ତୁ ଯାତ୍ରା ଜଗତର ଅନ୍ୟ କଳାକାର ମାନଙ୍କୁ ସନ୍ ମାନ ଦେଇ ଶିଖନ୍ତୁ

  • @maarukmanivision9921
    @maarukmanivision9921 2 ปีที่แล้ว +50

    ସ୍ୱାର୍ଥପର ଏ ମଣିଷ, ବଡ଼ ଘର ବଡ଼ ଗୁମର କଥା.. ଲତା ଅପା ଆଜି ଠକେଇ ର ମିଛ ପ୍ରତିଶୃତି ର ଶିକାର ହୋଇ ନ୍ୟାୟ ନ ପାଇ କାନ୍ଦୁଛନ୍ତି, ଡି. ଏନ. ଟେଷ୍ଟ ହେବା ଦରକାର ପୁଅ କାହାର, ଯାତ୍ରା ନାଟକ ଠାରୁ ଏ ଘଟଣା ସବୁ ଗୋଟେ ମଣିଷ ଚିନ୍ନିବା ନାଟକ, କୋରନା ସମୟରେ ଦାନା ଦେଇଥିବା ମାଲିକ ଙ୍କୁ ଯିଏ ବେଇମାନି କରିବ ତାକୁ କି ପ୍ରକାର ମଣିଷ କହିବା

  • @subratdas4074
    @subratdas4074 2 ปีที่แล้ว +19

    ଅପାଙ୍କ କଥାରେ ବିଲକୁଲ ଦମ ଅଛି। ଦୈତାରିଙ୍କର ଖରାପ ବେଳା ଆରଂଭ ହେଲା ଭଳି ଲାଗୁଛି। ଅର୍ଥ, ପ୍ରତିଷ୍ଠା ଆଉ ପ୍ରତିପତ୍ତି କେମିତି ମଣିଷକୁ ଅନ୍ଧ କରେ, ଇଏ ଗୋଟିଏ ବଡ଼ ଉଦାହରଣ ହୋଇ ବାହାରିବେ।

  • @rohankumarsamantaray1229
    @rohankumarsamantaray1229 2 ปีที่แล้ว +31

    ଭେରୀ ଗୂଡ଼ ମୁହଁ ତୋଡ ଜବାବ ସୁପର

  • @belalsensenapati1300
    @belalsensenapati1300 2 ปีที่แล้ว +12

    ଆରେ ମାଆ, ସହ-କଳାକାରର ଅର୍ଥ ହେଉଛି co-artist.
    ସହ-କଳାକାର ର ଅର୍ଥ Assistant କଳାକାର ବା ସହଯୋଗୀ କଳାକାର ନୁହେଁ, ସହ-କଳାକାରର ଅର୍ଥ ଆମେ ବୁଝୁ, ଗୋଟିଏ ଦୃଶ୍ୟରେ ଜଣେ କଳାକାର ସହିତ ଅଭିନୟ କରୁଥିବା ଅନ୍ୟ କଳାକାର ହେଉଛି ସହ-କଳାକାର।
    ସେହି ନ୍ୟାୟରେ ଆପଣ ବି କହିପାରିବେ "ଦୈତାରୀ ପଣ୍ଡା ମୋର ସହ-କଳାକାର"।
    କେବଳ ସେତିକି ନୁହେଁ, ଅନ୍ୟ ଛୋଟିଆ ଚରିତ୍ରରେ ଅଭିନୟ କରୁଥିବା ଜଣେ ଗୌଣ କଳାକାର ବି କହିପାରିବେ, "ସେଇ ଦୃଶ୍ୟରେ ଅମୁକ ପ୍ରସିଦ୍ଧ ନାୟକ/ନାୟିକା/ଖଳ ନାୟକ/ହାସ୍ୟାଭିନେତା ମୋର ସହ-କଳାକାର ଥିଲେ।"
    ତେଣୁ ଗୋଟିଏ ଦୃଶ୍ୟରେ ଅଭିନୟ କରୁଥିବା ସମସ୍ତ କଳାକାର ସମସ୍ତେ ପରସ୍ପରର ସହ-କଳାକାର। ଏହାହିଁ ଠିକ୍।
    ଦୈତାରୀ ପଣ୍ଡା ମିଡିଆରେ ଯାହା କହିଛନ୍ତି, ସେ କଥାରୁ ଆମେ ଏହାହିଁ ବୁଝିଛୁ।
    ଆପଣ ସେଥିପାଇଁ ଆଦୌ ବିଚଳିତ ହୁଅନ୍ତୁ ନାହିଁ।

  • @SunaMinaVlog
    @SunaMinaVlog 2 ปีที่แล้ว +34

    Kanha Swain is the Best villian in Odia Jollywood Industry.

  • @RD123.........
    @RD123......... 2 ปีที่แล้ว +4

    କିଛି ଲୋଭି କଳାକାର ଅଛନ୍ତି ଗୋଟିଏ ପାଟିରୁ ଟଙ୍କା ନେଇଥିବେ, ଅନ୍ୟ ମାଲିକ ଅଧିକ ଦେଇ ନେଇଯିବ କିନ୍ତୁ ଏ କଳାକାର ମହାଶୟ ପୂର୍ବ ମାଲିକ କୁ ଟଙ୍କା ଫେରାନ୍ତି ନାହିଁ ଆଉ ମାଲିକ କିଛି action ବି ନେଇପାରନ୍ତିନାହିଁ କାରଣ କିଛି ଲିଖିତ ଆକାରରେ ଦିଅନ୍ତି ନାହିଁ

  • @brundabanajena5094
    @brundabanajena5094 2 ปีที่แล้ว +22

    ବହୁତ ଭଲ

  • @paputarai3709
    @paputarai3709 2 ปีที่แล้ว +6

    ତମ ଅଭିନୟ ମୋତେ ବହୁତ ଭଲ ଲାଗେ you are right

  • @subratrout647
    @subratrout647 ปีที่แล้ว

    ଯାତ୍ରା ଜଗତରେ ଗୋଟିଏ ଖଳନାୟକ ନିର ସ୍ୱାଇଁ,ସେ ଜୀବନ ର ଶେଷ ପର୍ଯ୍ୟନ୍ତ ଖଳନାୟକ ବହୁତ୍ ଭଲ ଭାବରେ ଅଭିନୟ କରି ପାରିବେ

  • @dillipkumarswain5649
    @dillipkumarswain5649 2 ปีที่แล้ว +16

    ଦୈତ୍ୟାରି ପଣ୍ଡା ଙ୍କ ମତିଭ୍ରମ ହେଲାଣି,ମୋ ମତରେ ତାଙ୍କୁ ଯେମିତି project କରାଯାଉଛି,ସେ ସେତିକିର ଲୋକ ନୁହନ୍ତି, ତାଙ୍କର ଅନେକ ଯାତ୍ରା ଦେଖିଛି, ଯାତ୍ରା ର role ଅନୁସାରେ modilisation ନାହିଁ, ସବୁ ଯାତ୍ରା ରେ ଗୋଟିଏ ପ୍ରକାର ଲାଗେ ।

    • @chandrakantapradhan8612
      @chandrakantapradhan8612 2 ปีที่แล้ว

      Tame sabu jatra dekhicha satay kn janicha kahli jatra dekhucha han saty ta jana tapare kahiba ok

  • @kesharikumar188
    @kesharikumar188 2 ปีที่แล้ว +5

    Bilkul right

  • @mukundasahoo1319
    @mukundasahoo1319 2 ปีที่แล้ว +1

    ଅନୁପମା ଦାସ ବହତୁ ଭଲ ଅଟିଷ୍ଟ। ନିରୁ ପମା ଓ କୈଳାସ ବାରିକ ଯୋଡ଼ି ____🙏।

  • @SanjayKumar-dy4bj
    @SanjayKumar-dy4bj 2 ปีที่แล้ว +5

    Dhanyawad

  • @prakashnanda4004
    @prakashnanda4004 2 ปีที่แล้ว +19

    ଦୈତାରୀ ପଣ୍ଡା ର ନାଟକ ମୁଁ ଦେଖେ ନାହିଁ, ଦୈତାରୀ ର ଅଭିନୟ ମତେ ଭଲ ଲାଗେ ନାହିଁ, ମୁଁ ତାକୁ third grade କଳାକାର ଭାବେ, ବର୍ତମାନ ନୂଆ ପିଲା ଭଲ ଅଭିନୟ କରୁଛନ୍ତି.

    • @dhirenparida3280
      @dhirenparida3280 2 ปีที่แล้ว +1

      Sata katha kahilo. Mu bi dekheni

    • @madhusmitajena3151
      @madhusmitajena3151 2 ปีที่แล้ว

      Right bhai

    • @rajeshkumareswar1234
      @rajeshkumareswar1234 2 ปีที่แล้ว

      Tame ta bahut bada darsaka daitari panda ku nadekhile tanku malika party ru bahara karideba

  • @subratrout647
    @subratrout647 ปีที่แล้ว

    କିନ୍ତୁ ହୃଦୟ ବିହୀନ ଦଇତାରୀ ପଣ୍ଡା

  • @NirakarBiswal-zg4tn
    @NirakarBiswal-zg4tn 10 หลายเดือนก่อน +1

    ସେଇଟା ପାଗଳ ହୋଇଗଲାଣି ।

  • @hkmishramishra851
    @hkmishramishra851 2 ปีที่แล้ว +16

    🙏Anupama madam tragedy queen very popular artist

  • @kalpanaparida3178
    @kalpanaparida3178 2 ปีที่แล้ว +7

    Right

  • @gunuthapagunu3170
    @gunuthapagunu3170 2 ปีที่แล้ว +1

    ଅହଙ୍କାର ଗର୍ବ ହୋଇ ଯାଇଛି ନନା ର
    ରହିବ ନାହିଁ ସେ ଗର୍ବ

  • @odishaff7540
    @odishaff7540 2 ปีที่แล้ว +7

    Thik kahile

  • @santoshkumarkandher6816
    @santoshkumarkandher6816 2 ปีที่แล้ว +7

    Very good madam

  • @arabindasingha9896
    @arabindasingha9896 2 ปีที่แล้ว +12

    ସବୁଠାରୁ ବେକାର villian Daitary panda. Prathame ଚାଲି ଭୁଲ. ତାପରେ voice ଗଞ୍ଜେଇ ଖିଆ voice

  • @satyabrataroul6588
    @satyabrataroul6588 2 ปีที่แล้ว +3

    ସଳା ଦୈତାରୀ ହାରାମ୍।

  • @sadhudas2758
    @sadhudas2758 2 ปีที่แล้ว +38

    Daitari should take rest and give chances to youngsters.

  • @sadhudas2758
    @sadhudas2758 2 ปีที่แล้ว +25

    Daitari babu is forgetting his past

  • @prakashkumarmallik5319
    @prakashkumarmallik5319 2 ปีที่แล้ว +6

    Apa tume best actor mor frovrtie

  • @gagandas3751
    @gagandas3751 2 ปีที่แล้ว +4

    ଦୈତାରି ଟଙ୍କା ନେଇଛି , ପାର୍ବତୀ ମାଲିକ ମିଛ କହିବେ ନାହିଁ । ତାଙ୍କର ଅଭାବ ନାହିଁ

    • @Sarjom_editzz_30
      @Sarjom_editzz_30 2 ปีที่แล้ว

      Tame budhe janina thare parbati malika ra jatra gadi ku ataka rakhithile..... Tanka nei jatra nakaribaru...

    • @subasnayak2981
      @subasnayak2981 2 ปีที่แล้ว

      Parbati malika tote kahuthila asiki

    • @Sarjom_editzz_30
      @Sarjom_editzz_30 2 ปีที่แล้ว

      @@subasnayak2981 tu budhe news dekhunu...

    • @subasnayak2981
      @subasnayak2981 2 ปีที่แล้ว

      @@Sarjom_editzz_30 hmm bhala bhaba re dekhuchi , malika asuni dariki camera front Ku😂

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଯେତେ କଳାକାର ଅଛନ୍ତି 1ନମ୍ବର ଦୈତାରି ପଣ୍ଡା

  • @sidhantadehury9707
    @sidhantadehury9707 2 ปีที่แล้ว +6

    EOW କୁ ଜଣାଅ ସାଙ୍ଗେ ସାଙ୍ଗେ ବାନ୍ଧି କି ନେଇଯିବ 😂😂😂😂 ଏବେ କୁଆଡେ EOW ଠକେଇ ଅଭିଯୋଗ ରେ ଭଲ ଧରୁଛି ପରା

  • @mr.khalasi218
    @mr.khalasi218 2 ปีที่แล้ว +2

    ଠିକ୍ କହିଛନ୍ତି ମା ଆପଣ ଜଣେ ଶ୍ରେଷ୍ଠ କଳାକାର ଆପଣଙ୍କ କଥା ସତ କଥା

  • @madhusmitabiswal8411
    @madhusmitabiswal8411 2 ปีที่แล้ว +2

    ସହ କଳାକାର ର ମାନେ କେହି ଏଇ madamଙ୍କୁ ବୁଝେଇ ଦିଅ ରେ

  • @trailoknathkhatua6995
    @trailoknathkhatua6995 2 ปีที่แล้ว +1

    ଅହଂକାରିରୁ ସାରଥୀ ବାବା,ଆଉ ଦଇତାରି

  • @iamindian2908
    @iamindian2908 2 ปีที่แล้ว +31

    ଆରେ proof ଦେଇ ଦଉନ ଖାଲି ନେଇଛନ୍ତି ନେଇଛନ୍ତି.. ତୁମେ ସତ କହୁଚ ବୋଲି କି ପ୍ରମାଣ ତୁମେ ବି ମିଛ କହୁଥାଇ ପାର... ତୁମ ମାଲିକକୁ ତୁମେ ତ obvious support କରିବ

    • @pujaranijena8466
      @pujaranijena8466 2 ปีที่แล้ว +3

      Pranab achipa news re dekheichanti Bhaskar chenal

    • @debidattaray457
      @debidattaray457 2 ปีที่แล้ว +5

      ସେମାନେ ଚୁକ୍ତି ପତ୍ର ଦେଖୋଉଛନ୍ତି ପା, ଦେଖୁନ କି,ଯଦି ଦଇତାରୀ ପଣ୍ଡା ପଇସା ନେଇନି ସେ ପାର୍ବତୀ ଗଣନାଟ୍ୟ କୁ ସାମ୍ନା କରୁନି କି ହର ବାରିକ୍ ଙ୍କୁ ସାମ୍ନା କରୁନି,ନହେଲେ ତାଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ରୁଜ୍ଜୁ କରୁନି

    • @chandrakantapradhan8612
      @chandrakantapradhan8612 2 ปีที่แล้ว

      Tu kichi janini kahniki chodi hauchu kisha sia kahuchi tu sata kahuchu

    • @chandrakantapradhan8612
      @chandrakantapradhan8612 2 ปีที่แล้ว +1

      Mranajan sethy tu sabu janichu nai

    • @jitendrakumarmishra7878
      @jitendrakumarmishra7878 2 ปีที่แล้ว

      Hau sabu thik je jadi paisa neichante jadi daunahante ta crime haba so police fir kain karene... So eaita faltu news

  • @mohapatrafamily9559
    @mohapatrafamily9559 2 ปีที่แล้ว +6

    East or west Daitari Sir is best,
    Tanka re setiki quality achhi boli tanku writer aau director banner kale
    Aapana maana nku kainki kaleni

  • @snayak7837
    @snayak7837 2 ปีที่แล้ว +3

    ଆମ ଓଡ଼ିଆ ଭାଇ ଭଉଣୀ ,ଙ୍କ ର ଗୋଡ଼ ଟାଣିବା ରେକଡ ବହୁତ୍ ଆଗରୁ ଅଛି,ଯିଏ ଆଗକୁ ଗଲା ତା ଗୋଡ଼ ଟଣିବେ, ଲତା ଭଉଣୀ ତୁମେ ଆଗରୁ କୁଆଡେ ଯାଇଥିଲ,ମିଡ଼ିଆ କୁ ଏବେ ଆସୁଛ,ମୋ ପାଇଁ ସବୁ କଳାକାର ଭଲ ,

    • @kumarsantosh1435
      @kumarsantosh1435 2 ปีที่แล้ว

      ଠିକ୍ କଥା ଭାଇ ଏ ଯାହା କହୁଚି ସେ ଦଇତାର ପଣ୍ଡାର __କୁ ସରି ହବ

  • @kunimanipalei5584
    @kunimanipalei5584 2 ปีที่แล้ว +2

    U r right.Hara Barik is a best man.

  • @hemanthpatra1942
    @hemanthpatra1942 2 ปีที่แล้ว

    Good APA

  • @kalandiparida-zh7kb
    @kalandiparida-zh7kb 10 หลายเดือนก่อน

    Right kahicha mam

  • @sankarkhillo8373
    @sankarkhillo8373 2 ปีที่แล้ว

    Bhout acha bola mem apne dil ko chu liya 🙏🙏🙏🙏🙏

  • @odishaff7540
    @odishaff7540 2 ปีที่แล้ว +11

    Rani apa thik kahithile

  • @gayatrinayak5830
    @gayatrinayak5830 2 ปีที่แล้ว +2

    Very good mam

  • @ganeshjena1121
    @ganeshjena1121 2 ปีที่แล้ว

    Alright. U r right.

  • @shrabanakhamari7866
    @shrabanakhamari7866 2 ปีที่แล้ว +1

    Good advice

  • @dileswarmohanta4762
    @dileswarmohanta4762 2 ปีที่แล้ว

    You are right

  • @SAIDARSHAN134
    @SAIDARSHAN134 2 ปีที่แล้ว +9

    ପ୍ରମେୟ TV କେତେ ଟଙ୍କା ନେଇଛି ମୁଁ ଜାଣିନି.. ଦୈତାରି ପଣ୍ଡା କୁ ବଦନାମ କରିବା ପାଇଁ

    • @Prakash-lw4nc
      @Prakash-lw4nc 2 ปีที่แล้ว +3

      Se pura gua ghia ta ki..?

    • @nrbvlogs2382
      @nrbvlogs2382 2 ปีที่แล้ว

      ତତେ ଗାଣ୍ଡି ମାରିବା ପାଁଇ

    • @prashantasethi9922
      @prashantasethi9922 2 ปีที่แล้ว

      5lakh30 thousand

  • @sanjaymallick6318
    @sanjaymallick6318 2 ปีที่แล้ว

    Kya bat hai

  • @armandhal7411
    @armandhal7411 2 ปีที่แล้ว +1

    Right 👍👍👍👍

  • @arunkumarmohanty6292
    @arunkumarmohanty6292 2 ปีที่แล้ว +3

    ଦର୍ଶକବନ୍ଧୁମାନଙ୍କୁ ଅନୁରୋଧ 👋ଦୈତାରୀ ପଣ୍ଡାଙ୍କ ନାଟକ ଏବଂ ପାର୍ଟିକୁ ବର୍ଜନ କରନ୍ତୁ. କାରଣ ତାଙ୍କର ସ୍ୱେଚ୍ଛାଚାରିତା ପାଇଁ ଆମକୁ ଟିକେଟ ଦାମ ଅଧିକ ପଡୁଛି. ତାଙ୍କର ସ୍ୱେଚ୍ଛାଚାରିତା ପାଇଁ ଯୁବ ପ୍ରତିଭା ତାଙ୍କର ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି. ତାଙ୍କ ଇଛାରେ ଲେଖକ ଓ ନିର୍ଦେଶକ ନିଯୁକ୍ତ ହେବାଦ୍ବାରା ଆମେ ଉଚକୋଟିର ନାଟକରୁ ବଂଚିତ ହେଉଛେ. କାରଣ ସେ ପ୍ରତିଭା ନୁହେଁ, ତାଙ୍କ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି. କଳାପ୍ରେମୀ ବନ୍ଧୁଗଣ ଏହାକୁ ହୃଦୟଙ୍ଗମ କରିବେ ବୋଲି ଆଶାକରୁଛି 👋👋👋

  • @panchanangaan6451
    @panchanangaan6451 2 ปีที่แล้ว

    Right madam u are great

  • @dayanidhidas4757
    @dayanidhidas4757 ปีที่แล้ว

    Good answer

  • @amarojha5148
    @amarojha5148 2 ปีที่แล้ว +4

    Daitari panda bala kalakar

  • @sudhansushekhar263
    @sudhansushekhar263 2 ปีที่แล้ว

    You r right didi

  • @avayakumarbarik2882
    @avayakumarbarik2882 2 ปีที่แล้ว +7

    ନାନି ବୋଧେ ମାଲିକଙ୍କ ପାଖ ଲୋକ। ଜୟ ଶ୍ରୀରାମ।

  • @anandaanandabarik5384
    @anandaanandabarik5384 2 ปีที่แล้ว

    Right talk

  • @jogeshpradhan3649
    @jogeshpradhan3649 ปีที่แล้ว

    Good state ment ❤

  • @jogendrasethi9540
    @jogendrasethi9540 2 ปีที่แล้ว +1

    very good

  • @rabindravlog2999
    @rabindravlog2999 2 ปีที่แล้ว

    Thik kahuchanti mam

  • @saisikhya7557
    @saisikhya7557 9 หลายเดือนก่อน

    Lata mandal ❤

  • @madandas3812
    @madandas3812 2 ปีที่แล้ว

    Right didi

  • @kingsmathbyk.p7551
    @kingsmathbyk.p7551 2 ปีที่แล้ว

    Daitari panda jindabad

  • @manoranjanpatra5401
    @manoranjanpatra5401 2 ปีที่แล้ว +2

    Odisha Opera ❤️

  • @dbdas9171
    @dbdas9171 2 ปีที่แล้ว

    Correct

  • @kishorekumardas1668
    @kishorekumardas1668 2 ปีที่แล้ว

    U r right madam

  • @Reenabehera0
    @Reenabehera0 2 ปีที่แล้ว

    Jay jagannath maa Jay jagannath Jay jagannath Jay jagannath

  • @chefsmartcooking3154
    @chefsmartcooking3154 10 หลายเดือนก่อน

    ❤❤❤

  • @ajayparida2814
    @ajayparida2814 2 ปีที่แล้ว

    Yes

  • @santoshsatapathy4249
    @santoshsatapathy4249 2 ปีที่แล้ว

    ସବୁ କଳାକାର। ନିଜ ନିଜ କଳା କ୍ଷେତ୍ରରେ ନିପୂଣ ତେଣୁ ଆର୍ଥିକ କ୍ଷେତ୍ରରେ। ସମାନ ଅଧିକାର ପାଇବା ଉଚିତ

  • @prananathpati9976
    @prananathpati9976 2 ปีที่แล้ว +1

    ତମ ଯାତ୍ରା ପାର୍ଟିର ଏତେ ପାଲା ଚାଲିଛି କାହିଁକି? କିଛି ବୁଝି ହେଉନି।

  • @akshyajena226
    @akshyajena226 2 ปีที่แล้ว +11

    ଟଙ୍କା ଦେଲା ବେଳେ ତମେ ଥିଲ

  • @Srikantnayak7841
    @Srikantnayak7841 2 ปีที่แล้ว +4

    Sata katha kahucha..madam..plzzz support to rani panda...

  • @KRISHNA-im7cx
    @KRISHNA-im7cx 2 ปีที่แล้ว

    ଟାଲେଣ୍ଟ ନଥିଲେ ରାଇଟର କିଛିନୁହଁ ।

  • @iamsanjaynath1980
    @iamsanjaynath1980 2 ปีที่แล้ว +3

    ନୂଆ ପିଲାମାନେ ଆସିବା ଦୋରେକାର

  • @pakalasaho2772
    @pakalasaho2772 2 ปีที่แล้ว

    Ok

  • @bijaybadra1835
    @bijaybadra1835 2 ปีที่แล้ว

    ପଣ୍ଡା ବାବୁ ଭଗବାନ ଇଛା ରେ ପଇସା ନେଉଛି 😀😀😀😀😜

  • @abhayakumar2129
    @abhayakumar2129 2 ปีที่แล้ว +1

    Daitari tharu bhala kalakar achhanti

  • @niranjanbehera9131
    @niranjanbehera9131 2 ปีที่แล้ว

    Thiki kahuchanti

  • @benudharsahoo373
    @benudharsahoo373 2 ปีที่แล้ว

    ସାମନା ସାମ୍ନୀ କଥା ହେଲେ ଜଣା ପଡିବ କାହାର
    ଭୁଲୁ। ନହେଲେ ଜଣାପଡ଼ିବ ସବୁ ଶଳା ଏକାଦର୍

  • @amentertainment6998
    @amentertainment6998 2 ปีที่แล้ว

    Lata apa 👍👍👍👍👍👍👍👍👍👍👍👍👍👍🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @brajakishorepadhi4022
    @brajakishorepadhi4022 2 ปีที่แล้ว +1

    buddha daitari panda ku gandi re goitha mari bida kara...ta ghamanda badhi jaaichi...

  • @knowledgeisgod3652
    @knowledgeisgod3652 2 ปีที่แล้ว

    ନନା ତେବେ ରିଏଲ ଲାଇଫ ଭିଲିଆନ ବାହାରିଲେ 😃

  • @rameshchandrapatra9730
    @rameshchandrapatra9730 2 ปีที่แล้ว

    ତୁମେ ଠିକ୍ କହୁଛ ଅପା ।👍👍

  • @suman_soumyarjena4068
    @suman_soumyarjena4068 2 ปีที่แล้ว

    Tamee bhii saiyq

  • @abhayraj1374
    @abhayraj1374 2 ปีที่แล้ว +2

    Daitari panda nija jaalare fasigale
    Jaaha madam kahuchhanti....

  • @girija9561
    @girija9561 2 ปีที่แล้ว

    Thaka ta

  • @randichuatogandiregehibipu4448
    @randichuatogandiregehibipu4448 2 ปีที่แล้ว

    ଦୈତାରୀ ପଣ୍ଡା ନମ୍ବର ୧

  • @karunakarasahu4401
    @karunakarasahu4401 2 ปีที่แล้ว

    Daitari Bala kalakr

  • @soumyaranjansahoo5959
    @soumyaranjansahoo5959 2 ปีที่แล้ว +2

    ଦୈତାରୀ ପଣ୍ଡା ପାଗଳ ହେଇଗଲାଣି

  • @MKBastia
    @MKBastia 2 ปีที่แล้ว +1

    ତମ ମାଲିକ
    ତମ କୁ କହି ପଇସା ଦେଇଥିଲେ କୀ।

  • @debasmitaparida2072
    @debasmitaparida2072 2 ปีที่แล้ว

    ସହ କଳାକାର ମାନେ ସାଥି କଳାକାର

  • @madhusudansahusahu3063
    @madhusudansahusahu3063 2 ปีที่แล้ว

    ଠିକ କହି ଛନ୍ତି

  • @mansimishra9827
    @mansimishra9827 2 ปีที่แล้ว

    Y

  • @ranjanjena4331
    @ranjanjena4331 2 ปีที่แล้ว

    Jete jaha kahile bi daitari panda is best

  • @sonuodiavlogs3325
    @sonuodiavlogs3325 2 ปีที่แล้ว

    Mam apana perfect Katha kahile but mam jadi bi se paisa neichanti apana nka pakhare proof bi thiba agreement paper bi thiba mam, apana seita ku dekhantu, jadi se paisa neiki manu nhanti then apana sabu proof dekheiki tanku arrest karantu, khali camera Aga re gapile kichhi labha hi nahi mam aji ka date re proof darkar,

  • @sbvideochannel8065
    @sbvideochannel8065 2 ปีที่แล้ว

    Naa Kn bhai mane

  • @alokpanigrahi835
    @alokpanigrahi835 2 ปีที่แล้ว +4

    Tame aji jia kou party ree thilaa,ebe ea party Ku palei asila malikanka name nauchha.tame tanka nela bele thilla.team strong na hele party chalibani Malika kouthu aniki money debe.tame sabu actor daitari panda nku gelous fell karucha

  • @sibaprasad1899
    @sibaprasad1899 2 ปีที่แล้ว

    Badhiya kahile... Actor nka garva hin last stage