ମୁଁ ଆଜି ଜାଣିଲି ଆମ favourite love sad song ର director Gagan sir ବୋଲି। Thank you ନନ୍ଦିଘୋଷ TV। All 90' s guys plz like and share this episode for more public reach 🙏
ସବୁ ଗୀତ ଗୁଡା ମୋର ଅତିପ୍ରିୟ କିନ୍ତୁ ପ୍ରଚ୍ଛଦ ପଟର ନାୟକଙ୍କୁ ଜାଣିନଥିଲି। ❤❤ One of the best episode of #NADIGOSHADIARY ... Gagan bhainka contact number plz ...
Most Popular Singer and Music Director of Odisha Mr. Gagan Bhai, Diamond of Odisha Music Industry. Contribution of Odia Music Industry always rememberable. God bless you . Jay Jagannath
From this program I realized that gagan bhai is a fully God gifted, truely no any one can compared to him . All are like even premananda, Abhijit , Baidyanath will be fused front of the Gagan Bhai. His song is amazing. But odia industry can't welly known to this person. Always be going towards Prema bhai. Really Gagan bhai is the real music Scientist in odia industry. Love you Gagan bhai love you...... . Thanks Sankar Bhai.
Gote copy master music director odia re achi taku sabu music scientist kuhanti... Some..A.....Nanda but aebhali pratibha underated may lord Jagannath tanku punithare aagaku aanantu. ThanQ Nandighosh tv for this episode.
This episode is unique and different from all the other ones. Our Odisha is a unique talent, a music director of a genre, and a great singer as well. The more I said, the less I wrote about Gagan Bhai. I would like to thank Shankar's brother from the bottom of my heart for carrying out this program smoothly
ଗଗନ ଭାଇ ଙ୍କୁ ଯେଉ ମାନେ ଭଲ ପାଆନ୍ତି ONE LIKE 👍❤❤
18:03
Bhaikanagailamna
Bhagabanapanankidirghaukarantuna madkar
Nabamipujarebebhop 26:00
Odiareoneppece 28:12
Nice singer director
ଆମ ଓଡ଼ିଆ ସଂଙ୍ଗିତ ର ଏମିତି ଗୋଟିଏ କଳା ହୀରା ଙ୍କ ସହିତ ପରିଚୟ କରେଇଥିବା ରୁ ଅଶେଷ ଧନ୍ୟବାଦ।
❤❤❤
Right 👍👍
ସତରେ ଏଇ ଏପିଶୋଡ ଟା ଟିକେ ବି ବୋର୍ ଲାଗିଲାନି ବହୁତ୍ ଖୁସି ଲାଗିଲା😅
ଗଗନ ଭାଈ ମୋ favourite ସିଙ୍ଗର ❤❤❤❤
ଖାସ୍ କରି ମୋନାଲିସା ଗୀତ ପାଇଁ 😢❤❤❤❤❤
❤❤❤
ଏଇ episode ଫାଷ୍ଟ ରୁ ଲାଷ୍ଟ ଯାଏ ଦେଖିଲି ମୁଂ ଭାବୁଛି ସବୁ ଦର୍ଶକ ବି ଦେଖିଥିବେ 👌🏻👌🏻👌🏻 ଅତି ସୁନ୍ଦର ପ୍ରତିଭା ଅତି ସୁନ୍ଦର ଲୋକ ଅତି ସୁନ୍ଦର ସଂଗୀତ ଅତି ସୁନ୍ଦର ନିର୍ଦେଶକ wawoo ❤❤❤❤❤❤
ଏତେ ବଡ଼ ପ୍ରତିଭା, ଏତେ ସରଳ ଆଉ ନିରାଡମ୍ବର, ସତରେ ଅଦ୍ଭୁତ
Apan thik kahichanty bhai
Vala heichi
ସୁନ୍ଦର ସଂଗୀତ ର ଅବସାନ ନାହିଁ,
ଯେତେ ଶୁଣୁଥିଲେ ମନ ମାନୁନାହିଁ,
ଓଡ଼ିଶାର ଗର୍ବ ର ପ୍ରତୀକ,,
ଓଡ଼ିଆ Singer . କୁମାର ବାପି. ଟି ସୋରୀ. ଶ୍ରୀଚରଣ. ଗଗନ ବିହାରୀ. ଶକ୍ତି ମିଶ୍ର.No.1 Singer.❤❤❤❤❤
ପ୍ରଥମ ଥର ପାଇଁ ମୁଁ ଗୋଟେ ଏପିଶୋଡ ଦେଖିଲି ନନ୍ଦିଗୋଷ ଚାନେଲ ର ବହୁତ୍ ବିରଳ ଲୋକ ଗଗନ ବିହାରୀ ସାର୍ 🙏
ମୁଁ ଆଜି ଜାଣିଲି ଆମ favourite love sad song ର director Gagan sir ବୋଲି। Thank you ନନ୍ଦିଘୋଷ TV। All 90' s guys plz like and share this episode for more public reach 🙏
ବିନା ପ୍ରଚାର ପ୍ରସାରରେ ଏତେ ବଡ ସ୍ଥାନରେ ପହଞ୍ଚିଛନ୍ତି ଗଗନ ଦାଦା, ସେ ଉଚ୍ଚକୋଟୀର ଗୀତିକାର ବା ନିର୍ଦ୍ଦେଶକ ହେଲେ କେବେ ବି ଗର୍ବ କରନ୍ତି ନାହିଁ ଆଉ ଓଡିଆ ସଙ୍ଗୀତ ଦୁନିଆକୁ ସେତେବେଳେ ବଞ୍ଚେଇ ରଖିଥିଲେ , ନିହାତି ଦାଦାଙ୍କ ପାଇଁ like ହଉ 💚
ଓଡ଼ିଆ ଇଣ୍ଡଷ୍ଟ୍ରି ଲାଗି ଗଗନ ସାର ଗର୍ବ ଆଉ ଗୌରବ..... Love u sir... Love from Bargarh
Bahut sundar singer tanka gita gudaka subu sunichhi ❤ sambalpur
ମୁଁ ଆଜି ଜାଣିଲି ଗଗନ sir ଏ ସବୁ ଗୀତ ରେ music ଡିରେକଟର
Mu bi
ସବୁ ଗୀତ ଗୁଡା ମୋର ଅତିପ୍ରିୟ କିନ୍ତୁ ପ୍ରଚ୍ଛଦ ପଟର ନାୟକଙ୍କୁ ଜାଣିନଥିଲି। ❤❤
One of the best episode of #NADIGOSHADIARY ...
Gagan bhainka contact number plz ...
tame sabu gita kani sunu thila kichi janina tahele
@@muduli85 ଭାଇ ଆମ ଘରେ ସେହି ସମୟରେ ରେ mobile thila ନା TV ଥିଲା କେମିତି ଜାଣିଥାନ୍ତି ମୁଁ ସେହି ସମୟରେ 5 '6 ବର୍ଷ ହେଇ ଥିଲି ଏଠି ସେଥି CD plate re dekhithili
Me also
ପଙ୍କ ତଳେ ପଦ୍ମ ଅଛି Thanks to Nadighoshs TV
ପ୍ରକୁତରେ ଗଗନ ବିହାରୀ ଭାଇ ଓଡ଼ିଶାର ଜଣେ ସୁନାମ ଧନ୍ୟ କଳାକାର। ସତରେ ପ୍ରତିଭା ଅନୁସାରେ ସେ ଯେତିକି ଲୋକପିୟ ହୋଇପାରି ନାହାନ୍ତି। ଗଗନ ଭାଈ ଆପଣଙ୍କର ସ୍ଵର, ଗାଇବାର ଶୈଳୀ, ବେଶଭୂଷା ଏକ ଭିନ୍ନ ଉଚ୍ଚ ଶୈଳର। Fantastic..👍👍👍
ଏତେ ଦିନ ପରେ ନନ୍ଦିଘୋଷ ଗୋଟେ ଭଲ କାର୍ଯ୍ୟକ୍ରମ କଲା
ଓଡ଼ିଆ ସଂଙ୍ଗୀତ ଜଗତର ରାଜ କରିଛନ୍ତି ଗଗନ ଭାଇ 🙏
ଗଗନ ଭାଇ ଆପଣ ଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ କୃପାରୁ ବହୁତ ଲୋକପ୍ରିୟ ହୋ
ଇଯାଆତୁଁ 🙏
Best simplicity person a bhainku bahut samman paaebaar jogya.really really.god gift.
Now I m realize that GAGAN SIR is the jewel of odia album industry ..... 🎉😢
These song's are our childhood memories .... 😢😊
ପ୍ରକୃତରେ ରୋ ମିଟରିଆଲ....
ଅନନ୍ୟ ତାଙ୍କ ପ୍ରତିଭା, ପ୍ରଚାର ,ପ୍ରସାର କମ୍ ପାଇଁ ଆଗକୁ ବଢ଼ି ପାରିନାହାନ୍ତି....
ଓଡ଼ିଶା ସଙ୍ଗୀତ ଜଗତ ରେ ଆଲବମ ଜଗତରେ ସୁରେଶ ୱାଡେକର ଙ୍କ ମୋନାଲିସା ,କଣ୍ଢେଇ , ପାଉଁଶ , ତୋତେ ଭଲ ପାଇ ଯେଉଁ ଭୁଲ କରିଛି । ଏହା ସହିତ ଅନେକ ବମ୍ବେ ସିଙ୍ଗର ଙ୍କୁ ନେଇ ଆଲବମ୍ ଜଗତ ରେ ନିଜର ସ୍ଵତନ୍ତ୍ର ଛାପ ପକାଇ ପାରିଛନ୍ତି । ଆଜିବି ଲୋକେ ଜାଣି ନାହାନ୍ତି ଏ ସବୁ ଗୀତ ର ସ୍ରଷ୍ଟା ଗଗନ ବିହାରୀ ଜେନା ବୋଲି ।
Ri8 bro TQ 👈
right
God bless this simple person .
Heartly l pray God again to listen this voice .
Otherwise this God gift voice will remain unknown .
Right 👍👍
ଗଗନ ଭାଇ ଜଣେ ଉଚ୍ଚ କୋଟିର music director । ସେ ଚ୍ୟାନେଲ ମାଲିକଙ୍କ ପାଖରେ ଲାଞ୍ଜ ହଲେଇ ପାରିଲେ ନି । ଗୀତ ପାଇବେ କେମିତି ନା ହାଇ ଲାଇଟ୍ ହେବେ କେମିତି ?ଦେଖୁନା କେମିତିଆ singer judge ହୋଇଛନ୍ତି।
Wanderful actor
Most Popular Singer and Music Director of Odisha Mr. Gagan Bhai, Diamond of Odisha Music Industry. Contribution of Odia Music Industry always rememberable. God bless you . Jay Jagannath
ଦିନେ ନ ଦେଖିଲେ ତୋତେ କାନ୍ଦୁଥିଲୁ ସକେଇ
Outstanding 🎉🎉🎉
ଗଗନ ଭାଇଙ୍କ ଗୀତ କେତେ ହୃୟସ୍ପର୍ଶୀ ଶଙ୍କର ଭାଇ ମୁହଁ କୁ ଦେଖିଲେ ମାପି ହେଇଯିବ।
କି ଗୀତ କି ସ୍ୱର। ଗଗନ ଭାଇ ❤।
ଶଙ୍କର ଭାଇଙ୍କୁ ଧନ୍ୟବାଦ ଗୋଟେ ଅଲଗା ପ୍ରକାର ଲୋକକୁ ଆଜି ର "ଚିରୀଙ୍ଗ ଚିରିଙ୍ଗ" ଗୀତ ଜମାନା ରେ ଉପସ୍ଥାପିତ କରିଥିବାରୁ।
❤❤
ଏଇ episode ଏତେ ଭଲ ଲାଗିଲା ଯେ mu ମଝିରେ ମଝିରେ pause କରିକି sabu puruna songs down କରିକି ଶୁଣିଲି au ଥରେ llll
ନନ୍ଦିଘୋଷ ଡାଏରି କୁ ମୋର ଅଶେଷ ଧନ୍ୟବାଦ ଆଜି ଆମ ସହିତ ଏଇ ମହାନ ସଗୀଂତକାର ଙ୍କ ପରିଚୟ କରେଇ ଥିବାରୁ❤ ଗଗନ ସାର୍🙏🙏 ❤
ଗଗନ ଭାଇ ଏବେ ବି ଗୀତ ବନାନ୍ତୁ, ଏଵଂ ଭଏସ୍ ଦିଅନ୍ତୁ , please please,
Your voice is So Sweet
Beautiful Artist and Beautiful Episode
Thanks to NANDI GHOSH TV
ମୁଁ ଆପଣଙ୍କୁ ଜାଣିନଥିଲି ନଦିଘୋଷ ଡାଏରିରୁ ଚିହ୍ନିଲି ଆପଣଙ୍କୁ । କିନ୍ତୁ ଆପଣ ତିଆରି କରିଥିବା ସବୁ ଗୀତ ଶୁଣିଚି । ଆପଣ କେଉଁଠି ଗୋଟେ ଦବି ହୋଇ ରହିଗଲେ । ମୁଁ ନିଜକୁ ଦୁଃଖିତ ମନେ କରୁଚି ।
ଦିଲ ଖୁସ ହୋଇଗଲା ଗଗନ ଭାଇ... ଜୟ ମହାବୀର ବଜରଂଗବାଲି....ପ୍ରଭୁ ଆପଣକୁଂ ବହୁତ ଭଲରେ ରଖନ୍ତୁ.। ଜୟ ଶ୍ରୀ ରାମ ।
ସତରେ ମୋ ପିଲା ଦିନେ ବହୁତ୍ ଶୁଣିଛି ଏ ଗୀତ କିନ୍ତୁ ଜାଣି ନଥିଲି ଗଗନ ଭାଇ ଏ ସବୁ ଗୀତ କରିଛନ୍ତି ଭାଇ କୁ ହୃଦୟରୁ 🙏❤️
Great singer Gagan Bihari Jena
Right 👍👍
Aaji aakhiru luha bahari asila
Apananko saralata, dekhi 😭😭😭😭😭😭😭
Apanka nku koti koti namaskar 🎉🎉🎉🎉🎉🎉❤❤❤❤❤
Dhanyabaad Nandighosa TV ku ❤❤❤❤❤❤
ଗଗନ ଭାଇ ତୁମେ ବହୁତ ଗାଉଛ ଠାକୁର ଆପଣ ଙ୍କୁ ଆଶ୍ରିବାଦ କରନ୍ତୁ ଆଗକୁ ଆହୁରି ଆଗକୁ ଯାଆନ୍ତୁ
🙏🙏🙏ବହୁତ ସୁନ୍ଦର ତୁମ ଭଳି କଳାକାର ଙ୍କ ପାଇଁ ଆଜି ଓଡିଶା ରେ କଲା ବଞ୍ଚିଛି,
ଚିର ନମସ୍ୟ ଗଗନ sir 🙏🙏🙏 ମୋ ପାଖରେ ଭାଷା ନାହିଁ ଆପଣ ଙ୍କ ଗୁଣ ଗାନ କରିବାକୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଏବଂ ନିରାମୟ ରଖନ୍ତୁ 🙏
ଗଗନ ଭାଇ ଜୟ ବଜରଙ୍ଗ ବାଲି ଜୟ ❤️❤️
ଏମିତି ପ୍ରତିଭାକୁ ପୁଣି ସୁଯୋଗ ମିଳିବା ଦରକାର ❤
କି ଗୁଣ ଗାଇବି, ସେଜେ ଗୁଣର ଗନ୍ତାଘର
ମା 🙏🏻ଙ୍କର ଆସ୍ରୀବାଦ ବଳେ ତୁମେ
କଳାକାର No.1👑👑👑🔥🔥🔥💐💐💐💐❤️❤️❤️❤️🙏🏻🙏🏻🙏🏻
ବୋହୁତ ସୁନ୍ଦର ତାଙ୍କ ଗୀତ ଶେ ସବୁ ସିଙ୍ଗର ଙ୍କ ମଧ୍ୟରେ ଅନ୍ୟତମ 🙏🙏
ଭାୟୀ ପ୍ରକୁତ ଏମାନେ ଭଲ ସିଙ୍ଗର ❤❤❤❤❤
ବହୁତ ଭଲ ଏପିଶୋଡ ,ଆଉଥରେ ଅଧିକ ସମୟ ନେଇ ଆଉଥରେ ଗଗନ ବାବୁଙ୍କୁ programme କରନ୍ତୁ। ବହୁତ୍ ଭଲ
ଭାଇ ଆଉ ଥରେ ପୁରା interview nia 🙏🙏🙏🙏🙏🙏🙏
Really Gagan sir ଙ୍କ ପାଖରେ ପ୍ରତିଭା ଅତୁଳନୀୟ
ମୁଁ ଆଜି ଜାଣିଲି ଗଗନ ସାର୍ ଜଣେ ଉଚ୍ଚ କୋଟୀର ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ। ବହୁତ ବହୁତ ଧନ୍ୟବାଦ ଦୁଇ ଜଣଙ୍କୁ।
ଗଗନ ଭାଇ ଙ୍କ ନମ୍ବର ଦରକାର
ବହୁତ ଉଚ୍ଚକୋଟିର କଳାକାର ଲୋକ , ଏମାନଙ୍କୁ ଅଧିକ ରୁ ଅଧିକ ସୁଯୋଗ ମିଳିବା ଦରକାର ।
ଗଗନ ଭାଇ ଆପଣଙ୍କୁ ଅନୁରୋଧ ପୁଣି ସଙ୍ଗୀତ ଜଗତକୁ ଆସନ୍ତୁ
ଅଦ୍ଭୁତ ପ୍ରତିଭା 👏👏👏
ସତରେ ବୋହୁତ high scale
ଆମ ଓଡ଼ିଶା ଏମିତି ପ୍ରତିଭା ମାନଙ୍କୁ ସୁଯୋଗ ଦେଇ ପାରୁନି ବୋଲି industry ଆଗେଇ ପାରୁନି
ଜୟ ଜଗନ୍ନାଥ
ଗଗନ ଭାଇ ଙ୍କ song always Super Hit
ମୁଁ ଗଗନ ଭାଇ ଙ୍କୁ ଜାଣିଥିଲି କିନ୍ତୁ ଏତେ ଭଲ ଭଲ ଗୀତ ଗାଇଥିଲେ ବୋଲି ଜାଣିନଥିଲି କିନ୍ତୁ ବଜରଙ୍ଗବାଲି ଙ୍କ ପାଖରେ ପ୍ରାଥନା ଗଗନ ଭାଇ ଙ୍କୁ ଭଲରେ ରଖନ୍ତୁ, ଏ ଏପିଷୋଡ ଦେଖି ଦେହରେ ଲୋମ ଟାଙ୍କୁରୀ ଉଠୁଛି 🙏ଜୟ ଜଗନ୍ନାଥ 🙏🙏
After watching GAGAN BHAI...Really ,I am speechless...❤❤❤❤😊
All song is my favourite କିନ୍ତୁ first time ଦେଖିଲି ଏ song ର ପ୍ରକୃତ Hero ଏଇ ଗଗନ ଭାଈ ।
All song is best songs ❤❤
ଗଗନ ଭାଇ ୩୫ ବର୍ଷ ତଳେ ଆପଣ ଶିଉଳି ଯଂଜ୍ଞରେ ପ୍ରଥମ ଗୀତ ଗାଈଥିଲେ ଆପଣଙ୍କୁ କାବୁ ଭାଇ ଆଣିଥିଲେ ଏବଂ ଆପଣଙ୍କ ଭାଇ ବନ ଭାଇ ମଧ୍ୟ ଆସିଥିଲେ
A inspiring and fundamental Singer🙏🙏🙏
Such a versatile singer .
Thanks for this interview.
ଗଗନ ଭାଇ ଏତେ ବଡ ପ୍ରତିଭା ତାଙ୍କର ମନରେ ଗର୍ବ ନାହିଁ ❤
କଣ୍ଟ ରେ ସରସ୍ଵତୀ ଅଛନ୍ତି ପ୍ରକୃତ ପ୍ରତିଭା ସୁନ୍ଦର ସୋର 🙏🙏
Hii
ବହୁତ ଉଚ୍ଚକୋଟୀର ଆପଣଙ୍କ ସଂଗୀତ ନିର୍ଦ୍ଦେଶନା।
ବହୁତ୍ ସୁନ୍ଦର ପ୍ରତିଭା
ଯେତେ କହିଲେ, ଯେତେ ପ୍ରଶଂସା କଲେ କମ୍ ହେବ। ଗଗନ ଭାଇ ଅନନ୍ୟ ପ୍ରତିଭା ର ଅଧିକାରୀ
ଗଗନ ଭାଇ ମୋର ଗୋଟି ହୃଦୟର କଥା
ଆପଣ ଯାତ୍ରା ରେ କାମ ଦିଅନ୍ତୂ
Mu 10 thara dekhisarilini . Best episode.once again plz another episode with gagan sir
Talented singer, composer , directer ❤ again come back ....
Unmatched talent
Ur real outstanding ⭐
ଆମେ ଆମ ପିଲା ଦିନ ସେ ଗୀତ କୁ ଭୁଲି ପାରୁନେ ଗଗନ ସାରେ
ଗଗନ ଭାଇ ସୁପର୍ ହିଟ୍ ❤ ❤🎉 ଗଗନ ବିହାରୀ କୁ ମୋଉକା ମିଳୁ ଜଗନ୍ନାଥ
From this program I realized that gagan bhai is a fully God gifted, truely no any one can compared to him . All are like even premananda, Abhijit , Baidyanath will be fused front of the Gagan Bhai. His song is amazing. But odia industry can't welly known to this person. Always be going towards Prema bhai. Really Gagan bhai is the real music Scientist in odia industry. Love you Gagan bhai love you...... . Thanks Sankar Bhai.
Gagan bhai jindabad... Gagan bhai love you 🎉... Nandi Ghosh jindabad ❤
ଗଗନ ଭାଇ ଜୟଗୁରୁ 🙏🙏ଆପଣଙ୍କର ଗାଇବାର ଶୈଳୀ ଅତି ଚମତ୍କାର ❤❤
Super singer
My favourite singer .I am proudly.Best of luck.Thanks Bhai.
Gote copy master music director odia re achi taku sabu music scientist kuhanti... Some..A.....Nanda but aebhali pratibha underated may lord Jagannath tanku punithare aagaku aanantu. ThanQ Nandighosh tv for this episode.
This episode is unique and different from all the other ones. Our Odisha is a unique talent, a music director of a genre, and a great singer as well.
The more I said, the less I wrote about Gagan Bhai.
I would like to thank Shankar's brother from the bottom of my heart for carrying out this program smoothly
ଏମିତି ସଂଗୀତ କାର ଆଉ ଜନ୍ମ ନେବେ ଅସମ୍ଭବ ...... Sure ବହୁତ ଭଲ ସିଙ୍ଗର gagan bhai
Gote second bi skip Karibaku ichha helani ❤great person 🙏
Really brother
Ketebele episode sarigala jani helani
କେତେ ଭଲ ଲାଗୁଛି ବହୁତ ବଢ଼ିଆ ଲାଗୁଛି 🙏🙏🙏
Jaha mo favorite song ebe janili ei mahan loka eisabu ra music director... Wow wow❤❤❤
Kn gauchanti apana.... Really heartouching.. K human sagar, k swayam padhi.. Apana ta pura nian lageidauchanti.. Salute you
One of The Best Talent of Odisha@ Gagan Bhai ❤
ଗଗନ ଭାଇ ଆପଣ ଜଣେ ଓଡ଼ିଆ ସଂଗୀତ ନିର୍ଦ୍ଦେଶନା ର ଯେଉଁ ପ୍ରତିଭା ଅଛି ତାହା ଆଜି ପ୍ରକାଶିତ ବେଶି ହୋଇ ପାରିନାହିଁ ତାହାର କାରଣ ଆପଣ କେବେ ଲୋଭରେ ଆସିନାହାନ୍ତି। ଆପଣ ଜଣେ ହନୁମାନ ଭକ୍ତ ଯାହାଙ୍କୁ ନେଇ ଆଜି ଆପଣ ଏତେ ବାଟ ଆସିପାରିଛ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ର ସଙ୍ଗୀତ ଆହୁରି ଲୋକପ୍ରିୟତା ହୋଇ ଆପଣଙ୍କ ର ସଙ୍ଗୀତକୁ ଦୀର୍ଘ ଦିନ ଧରି ଲୋକଙ୍କ ହୃଦୟରେ ଜିବୀତ ରହୁ।ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଜୟ ହନୁମାନ।
ଗଗନ sir ବହୁତ ବଡ଼ music directar
ସୁରେଶ ବଳ ବାଙ୍କୁ ବାବୁଙ୍କୁ ଟିକେ ଦେଖାନ୍ତୁ ❤
Hey bhagaban ame jou gita pain pagala hauthilu tahara biswakarma apana....❤❤❤
ଗଗନ ଭାଇ ଭଲ ସିଙ୍ଗର ❤️❤️❤️
Gagan bhai you are great, thanks nandighosh tv😊
ଗଗନ ଙ୍କ ଗୀତ ସତରେ ବହୁତ ବଢିଆ |
ହୃୟସ୍ପର୍ଶୀ ଗୀତ ଆପଣଙ୍କର 🎉
What a raw talent Gagan Bhai.
I watched this episode several times.love you .
A humble,down to earth person also talented, underrated artist
Always respect for him ❤
ଗଗନ ଭାଇ ଅମରେନ୍ଦ୍ର ଭାଇ , ଦୀପକ କୁମାର ମୋ ପସନ୍ଦ ।
ଅତି ସୁନ୍ଦର , ଚମତକାର
Second khoka bhai of Odisha
ବଣମଲ୍ଲୀ କହପାରିବାନି କିନ୍ତୁ ଏ ଭଳି talent ଗଙ୍ଗଶିଉଳି ସଦୃଶ।
Gagan bhai mora favourite singer❤
ଏମିତି କଳାକାର ଙ୍କୁ ନନ୍ଦିଘୋଷ ଟିଭି ରେ ସବୁ ବେଳେ ଅଣାଯାଉ
Ollywood Badsaha
Stage 👑 King Gaganbihari
Super duper ⭐ star
Great sir Gagana sir the best singer
ଗଗନ ଭାଇ , you are great 🙏🙏🙏