ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁନୀତି ମୁଣ୍ଡଙ୍କୁ ଆକ୍ରମଣ, ଧକ୍କିଆ ମାରି ବାହାର କଲେ ମହିଳା ନେତ୍ରୀ |NandighoshaTV

แชร์
ฝัง
  • เผยแพร่เมื่อ 1 พ.ย. 2024

ความคิดเห็น • 276

  • @କଳ୍କୀ
    @କଳ୍କୀ 2 หลายเดือนก่อน +50

    ଗୋଟେ ମହିଳା ଙ୍କୁ ଠେଲା ପିଲା କରିବା କେତେ ଦୂର ଠିକ୍? ଯୋଉ ଦଳରେ ମହିଳା ମାନଙ୍କୁ ସମ୍ମାନ ନାହିଁ ସେ ଦଳକୁ ଛି ଛି

  • @ranjankumarsahoo9882
    @ranjankumarsahoo9882 2 หลายเดือนก่อน +58

    ଜୟ ନବୀନ 🎉🎉🎉

  • @PRATAPChandraJENA-ey1st
    @PRATAPChandraJENA-ey1st 2 หลายเดือนก่อน +30

    ସୁନୀତା ମାଡ ମା ଆପଣଙ୍କୁ ଧନ୍ୟବାଦ ,ଆପଣ ଏ😢😮ତେ ଅପମାନିତ ହେବାପରେ ବି କଥାକୁ ମିଡ଼ିଆ ଆଗରେ ପ୍ରକାଶ ,କରୁନାହାନ୍ତି, ଯେଉଁ ମୋଟୀ ସ୍ତ୍ରୀ ଲୋକଟି ଆପଣକୁ ଟାଣି,ଟାଣି ରାସ୍ତାରେ ଛାଡ଼ିଲା, ସମସ୍ତେ ଦେଖୁଛନ୍ତି ,ଧିକ ସେ ଆଲା ଯୁକିକୁ,!ସେ ଜଣେ ନାରୀ ନା ରାକ୍ୟ ଶୁଣି ?

  • @hariharapanda678
    @hariharapanda678 2 หลายเดือนก่อน +46

    ଏ ଦୃଶ୍ୟ ଦେଖି ଅତ୍ୟନ୍ତ ଦୁଃଖ ଲାଗିଲା

  • @jitendrasahu9073
    @jitendrasahu9073 2 หลายเดือนก่อน +47

    ଅନ୍ଧ ଭକ୍ତ କୋଉଠି ଶୋଇପଡ଼ିଲ ରେ, ଇଏ କଣ BJP ର ମହିଳା ଙ୍କୁ ସମ୍ମାନ,

    • @SahebMajhi-wn5nc
      @SahebMajhi-wn5nc 2 หลายเดือนก่อน +1

      Anda bakta saichanti . Tonka te packet re purai😅😅😅

    • @MNDIGITALSARAKANA
      @MNDIGITALSARAKANA 2 หลายเดือนก่อน +1

      😂😂😂😂

    • @jamesrodes560
      @jamesrodes560 หลายเดือนก่อน

      Andha vakta nka katha chada se Argus ra bandua drugasis ku kuha news ta highlight Karu taw ta ??? Mgh to bopa muku parle g biscuit dei ghara agare baseiba

  • @prasantapattanaik862
    @prasantapattanaik862 2 หลายเดือนก่อน +46

    ବିଜେପି ଦଳର ନାରୀ ମାନେ ଗୋଟେ ପୁରୁଷ ଠାରୁ କମ୍ ନୁହଁନ୍ତି।

  • @prasantapattanaik862
    @prasantapattanaik862 2 หลายเดือนก่อน +37

    ଏଭଳି ଅଭଦ୍ର ଓ ବିଶୃଙ୍ଖଳିତ ବ୍ୟବହାର ପାଇଁ କହିବ। କିନ୍ତୁ କାହାକୁ? ମୁଖ୍ୟମନ୍ତ୍ରୀ? ରାଜ୍ୟପାଳ? ପ୍ରଧାନମନ୍ତ୍ରୀ? ରାଷ୍ଟ୍ରପତି? ସମସ୍ତେ ବିଜେପିର।ଡବଲ କଣ ଗୁଡ଼ାଏ ଇଞ୍ଜିନ ସରକାର। ବିଜେପି ହିଁ ବିଜେପି। କାହା ପାଖରେ ଏମାନଙ୍କ ବ୍ୟବହାର ଓ ଅଭଦ୍ର ଆଚରଣ ପାଇଁ କହିବ? କାନ୍ଦ ଓ ଚୁପ୍ ରହ। ପାଟି କଲେ ବି ଶୁଣିବେ ନାହିଁ।

    • @anantarout1990
      @anantarout1990 2 หลายเดือนก่อน

      BJP. RANDUA MANE AVADRA GUDA...CHORA DALA GADI. CHHADA.. ODISHAKU BUDEIDELE. .

  • @Only_gameing2.1
    @Only_gameing2.1 2 หลายเดือนก่อน +28

    ଏତ ହେଇନି କିଛି ଆଗକୁ ଆହୁରି ଅଛି

  • @user-hv3tn9tm1t
    @user-hv3tn9tm1t 2 หลายเดือนก่อน +17

    ଏମିତି ହେଲେ ବିଜେପି ଲୋପ ପାଇଯିବ ମମିତା ମେହେର ରୁ ଏମାନେ କମ୍ ନୁହଁନ୍ତି

  • @IASaspairant
    @IASaspairant หลายเดือนก่อน +7

    ସ୍ତ୍ରୀ ଲୋକ ମାନେ ପରସ୍ପର କୁ ଦେଖି ହିଂସା କରନ୍ତି ଆଉ ଜଳନ୍ତି 😅 ତେଣୁ ହିଂସା ରେ ତାଙ୍କୁ ବାହାର କରା ଯାଉଛି

  • @NilamadhabdashNilamadhabdash
    @NilamadhabdashNilamadhabdash หลายเดือนก่อน +4

    ବହୁତ ଲଜ୍ଜ୍ୟା କିଛି ମହିଳା ଯାହା କିଛି କରିଲେ ଏହା ବହୁତ ନିନ୍ଦା ଏମିତି କରିବା ଠିକ୍ ନୁହେଁ ବହୁତ୍ ଲଜ୍ଜ୍ୟା

  • @chandannaik9949
    @chandannaik9949 2 หลายเดือนก่อน +10

    ଶାଳେ OTV Agrush TV କୁଆଡେ ଗଲେ

    • @antaryamimishra449
      @antaryamimishra449 2 หลายเดือนก่อน +2

      ଠିକ୍ ସମୟରେ ସେମାନଙ୍କୁ ଝାଡ଼ା ହେଲା

  • @Simanchal-ek5de
    @Simanchal-ek5de 2 หลายเดือนก่อน +11

    ଯେଉଁ ମାନେ ଧାକିଆ ମାରି ନିଜର ଦମ୍ ଦେଖାଇ ଥିବା ମହିଳା ମାନେ ନିଶ୍ଚିତ ଭାବେ ଭଲ ଘର ଭଲ ପରିବାର ର ଲୋକ ହୋଇ ନଥିବେ

    • @nry1393
      @nry1393 หลายเดือนก่อน

      BJP re kehi bhala lok nahanti

  • @Binodkumarpanigrahi2187
    @Binodkumarpanigrahi2187 2 หลายเดือนก่อน +78

    ବିଜେପି ବିଶୃଙ୍ଖଳିତ ପାର୍ଟି

    • @kishore6469
      @kishore6469 2 หลายเดือนก่อน +2

      What about governor son

    • @SantoshKumarSamal-ip2nb
      @SantoshKumarSamal-ip2nb หลายเดือนก่อน

      😮😮😮😂😂😂😅😅😅

  • @Prafull-wk2km
    @Prafull-wk2km 2 หลายเดือนก่อน +19

    ଓଡ଼ିଆ ଅସ୍ମିତା ମହିଳାଙ୍କୁ ସନମାନ

  • @odisha..816
    @odisha..816 2 หลายเดือนก่อน +7

    ଓଡ଼ିଆ ଅସ୍ମିତା କୋମାରେ।। ପରମାତ୍ମାଙ୍କ ସରକାର ରେ ଏସା ହି ହୋତା ହେ।।।।।

  • @anantakumarhembram6979
    @anantakumarhembram6979 2 หลายเดือนก่อน +7

    ବିଜେପିର ନାରୀକୁ ସମ୍ମାନ ନାରା

  • @DebashishNayakofficial
    @DebashishNayakofficial 2 หลายเดือนก่อน +6

    ସେ ମହିଳାଙ୍କୁ ନମସ୍କାର, ଏଠି ଏମିତି ହୋଉଛି ତାଙ୍କ ଘରେ କେମିତି ଅବସ୍ଥା ହେଉଥିବ ଭଗବାନ ଜାଣିଛନ୍ତି,,,

  • @PrativaParamanik-mj4yz
    @PrativaParamanik-mj4yz 2 หลายเดือนก่อน +22

    Jay nabin

  • @dillippanda2603
    @dillippanda2603 2 หลายเดือนก่อน +24

    ବିଜେପି ଶୃଙ୍ଖଳିତ ପାଟି ଏମିତି କରିନଥିବେ 😁 ଯୋଉ ମାନେ ଧକା ମାରି ଛନ୍ତି ସେମାନେ ମାଳିସାହି ବସ୍ତିର ମହିଳାମାନେ ହେଇଥିବେ 😂😂😂

    • @madanparida3593
      @madanparida3593 2 หลายเดือนก่อน

      TU TA PARAM MENDHA GIHA

    • @odisseydoors5035
      @odisseydoors5035 2 หลายเดือนก่อน

      Tu parama magya ta

    • @AuyshmanDash
      @AuyshmanDash หลายเดือนก่อน

      Tu salata andhabhakta ta😂

    • @madhurihembram8234
      @madhurihembram8234 หลายเดือนก่อน

      😂🤣🤣🤣😂😂😂😂😂😂

  • @pravashmishra1178
    @pravashmishra1178 หลายเดือนก่อน +1

    😢 ନିନ୍ଦନୀୟ ଘଟଣା ଛି ଛି ରେ ବିଜେପି 😢

  • @ajitghantiali892
    @ajitghantiali892 2 หลายเดือนก่อน +3

    ନିଜ ଘରକୁ ଆସିଥିଲେ ପରା ଧକା ମାରି କେମିତି ବାହାର କରୁଛନ୍ତି ।

  • @DigambarPradhan-e9d
    @DigambarPradhan-e9d 2 หลายเดือนก่อน +11

    ସଂକ୍ଷେପରେ କହିବାକୁ ଗଲେ
    ଓଡ଼ିଶାବାସୀଙ୍କର
    "ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯାଉଛି"

  • @amarrout3916
    @amarrout3916 2 หลายเดือนก่อน +8

    ଏପରି ଆଚରଣ ଜଣେ ମହିଳା ପ୍ରତି ନିହାତି ଦୁର୍ଭାଗ୍ୟ ଜନକ

  • @prafullakumardalei8045
    @prafullakumardalei8045 หลายเดือนก่อน +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଭୁ ଇଏ କଣ ପ୍ରଭୁ ଜଣେ ମାକୁ ଅନ୍ୟ ମାମାନେ କେମିତି ଵିଵସ୍ତ୍ର କରି ରାସ୍ତାରେ ଛାଡ଼ୁଛନ୍ତି. ତୁମେ ରକ୍ଷ୍ୟା କର ପ୍ରଭୁ

  • @saratchandra2663
    @saratchandra2663 2 หลายเดือนก่อน +3

    Bahut badia

  • @newtrend2558
    @newtrend2558 2 หลายเดือนก่อน +6

    ଅତ୍ୟନ୍ତ ଦୁଃଖ

  • @basudevnayak8192
    @basudevnayak8192 2 หลายเดือนก่อน +5

    Ashmita
    Ashmita
    Ashmita

  • @kaushikpopu1033
    @kaushikpopu1033 2 หลายเดือนก่อน +5

    Jay Naveen

  • @mr_india_89
    @mr_india_89 2 หลายเดือนก่อน +1

    ମୂର୍ଖ ଦଳ କିଛି ଉନ୍ନତି କରି ପାରିବନି ଖାଲି ନା ବଦଳାଇବା, ରଙ୍ଗ ବଦଳାଇବା, କଦଳୀ ବଦଳାଇବା ll ଜୟ ଶ୍ରୀ ରାମ ll

  • @srikantarauta8200
    @srikantarauta8200 2 หลายเดือนก่อน +3

    ଭଲ ହେଲା ଏବେ ବିଜେଡିକୁ ଜିବେ ନା କଂଗ୍ରେସ କୁ ଜିବେ ଘରହେଇଥିବାରୁ ତଣ୍ଟିଆ ଖାଇଲ ଯିଏ ନିଜର ଇଯତନଥିବ ସେଅଲଗାଯୁଗୁଭଳିଆରହିବ ପାଟିରେ

  • @SusantaKumarSethi-y4i
    @SusantaKumarSethi-y4i 2 หลายเดือนก่อน +5

    ମଗୀୟା ଅର୍ଗସ୍ ଚେନେଲ ଗଲା କୁଆଡେ କଣ ବା ଚୁକୁଚି

  • @manojrout8551
    @manojrout8551 2 หลายเดือนก่อน +4

    ସୁନୀତା ଅଲଜ୍ୟା ଅଛି ଲଜ୍ଜା ନାହିଁ ପେଲିକି ବିଦାୟ କଲାପରେ ବି ସେ କହୁଛି ମୁଁ ଘରକୁ ଆସିଛି ବୁଲିବାକୁ ଅଲଜ୍ୟା

    • @GoGreen-x2d
      @GoGreen-x2d หลายเดือนก่อน +1

      thik.jay Naveen.

  • @JigyanshuMallick
    @JigyanshuMallick 2 หลายเดือนก่อน +12

    Jay naveen

  • @Rocky78A
    @Rocky78A 2 หลายเดือนก่อน +5

    ଆରେ ନାରଣ ଏ ସବୁ କଣ

  • @antaryamimishra449
    @antaryamimishra449 2 หลายเดือนก่อน +2

    ଲଜ୍ୟା ଆ ଥୁ

  • @narenchhatria7256
    @narenchhatria7256 2 หลายเดือนก่อน +7

    ବିଜେପି ବାଳ ପାଟି

  • @DhadubandhuLenka
    @DhadubandhuLenka 2 หลายเดือนก่อน +4

    ଦେଖନ୍ତୁ ଆମ ହିତ ପାଇଁ ଜାରି ରହିଛି ଜୟ୍ ବିଜେପି ନାରିକି ସନମାନ ଜୟ୍ ମିଛୁଆ ରାଧୁଆ ବିଜେପି ସରକାର

  • @sahoosusil63
    @sahoosusil63 2 หลายเดือนก่อน +1

    ଚବିଶ ବରଷ ର ଭୋକିଲା କୁକୁର ର ଖାଦ୍ୟ ପାଇଲା ପରର ଦୃଶ୍ୟ।।।।

  • @CreationOdia1234
    @CreationOdia1234 2 หลายเดือนก่อน +9

    BJP ପାର୍ଟି ନୁହଁ ଠକ ପାର୍ଟି😂😂😂😂😂😂

  • @MNDIGITALSARAKANA
    @MNDIGITALSARAKANA 2 หลายเดือนก่อน +3

    ଧକା ମରା ମରି BJP ର ସାଧାରଣ କଥା

  • @hiranyasahoo3548
    @hiranyasahoo3548 2 หลายเดือนก่อน +3

    ଏ ହେଉଛି ଓଡ଼ିଆ ଅସ୍ମିତା ଏ ହେଉଛି ମହିଳାଙ୍କୁ ସନମାନ

  • @pradyumna3535
    @pradyumna3535 2 หลายเดือนก่อน +5

    ଏଗୁଡ଼ା ନିର୍ଲଜ ମୁହଁ ଦଳ

  • @JayJagannath0307
    @JayJagannath0307 2 หลายเดือนก่อน +1

    BJP ର ହୀନ ରାଜନୀତି

  • @khusi-s8e
    @khusi-s8e 2 หลายเดือนก่อน +3

    Jay bjd

  • @jayaramasahoo7106
    @jayaramasahoo7106 หลายเดือนก่อน

    ବିଜେପି ର ପତନ ଅବସମଭାବୀ ଏମାନେ ଆସୁ ଆସୁ ଏତେ ଗର୍ବ ଦେଖାଇଲେଣି ଯେ ବିଜପିର ତିନିଟି ଫାଟ ହେଲାଣି ଗୋଡ଼ ଟଣା ଆରମ୍ଭ ହେଲାଣି ଏଥି ପାଇଁ ବିଜେପି ଲଜିତ ହେବ ଏବଂ ଓଡିଶା ରେ ପଜେପି ଆଉ ତିଷ୍ଠି ପାରିବନି

  • @NityanandaPadhi-y7b
    @NityanandaPadhi-y7b 2 หลายเดือนก่อน +2

    Naveen sir 🎉🎉🎉🎉

  • @gourangasenapati822
    @gourangasenapati822 2 หลายเดือนก่อน +2

    Jay nabin/join to bjd

  • @PURNACHANDRAHEMBRAM-if1fn
    @PURNACHANDRAHEMBRAM-if1fn 2 หลายเดือนก่อน +1

    ସୁନିତ୍ ଜଣେ ଲଭି ମହିଳା

  • @ManojJena-ep5nz
    @ManojJena-ep5nz 2 หลายเดือนก่อน

    ବହୁତ ଭଲ ହେଇଚି l ଦୁର୍ନୀତି ଖୋର ସଦସ୍ୟ ଙ୍କ ବିଜେପି ରେ ସ୍ଥାନ ନାହିଁ

  • @ManojGamango-f1k
    @ManojGamango-f1k 2 หลายเดือนก่อน +6

    ମନମୋହନ ସାରଙ୍କ ଅହଙ୍କାର ବଢିଯାଇଛି

  • @prasantadas9017
    @prasantadas9017 2 หลายเดือนก่อน +6

    Bjp asmita ନାରୀକୁ ସମ୍ମାନ ଲଜ୍ଜ୍ୟା

  • @sangitasahoo5504
    @sangitasahoo5504 2 หลายเดือนก่อน +2

    BJP mukt Bharat 😢😮

  • @kamalnayak706
    @kamalnayak706 2 หลายเดือนก่อน +3

    କୀଳା ଖାଲି କୀଳା ।

  • @mrunalkantadash
    @mrunalkantadash 2 หลายเดือนก่อน +2

    Aei ta Aarambha,aagaku bahaut ki6i a6i

  • @prakashchandrasamal9997
    @prakashchandrasamal9997 2 หลายเดือนก่อน +2

    BJP gala

  • @prabodhadwivedy1159
    @prabodhadwivedy1159 2 หลายเดือนก่อน +8

    Aparajita madam kn kahi be ki ebisayare, Aparajita madam narinku sanman kn emiti diajae

  • @giridharigsahani7584
    @giridharigsahani7584 หลายเดือนก่อน

    Right

  • @anandamohakuda4943
    @anandamohakuda4943 2 หลายเดือนก่อน +3

    Biswa bisrunkhalita party 😅😅😅😅jay nabin 🙏

  • @prabhatkumarbehera3569
    @prabhatkumarbehera3569 2 หลายเดือนก่อน +2

    Khub sundor, original BJP

  • @judhistirprathan4975
    @judhistirprathan4975 2 หลายเดือนก่อน +1

    ❤❤❤❤BJP RE PRABAL LOKA HEI HALENI❤❤POWER LOBHARE SALU SALU LOK❤❤❤❤TENU DHAKAA MARI BAHAR KARUCHHANI❤❤❤❤❤

  • @pankajinipradhan6770
    @pankajinipradhan6770 2 หลายเดือนก่อน +2

    ତମେ ହେଉଛ bjp ପାଟିର ବିରୋଧୀ ନିଉଜ

  • @prakasbarik8885
    @prakasbarik8885 2 หลายเดือนก่อน

    Good 💯

  • @ManojMohanty-e8o
    @ManojMohanty-e8o 2 หลายเดือนก่อน +7

    B j p ra 0dia asmita.

  • @sudarsan0143
    @sudarsan0143 2 หลายเดือนก่อน +3

    ଆମେ ଏତେ କଷ୍ଟ ପଡି ଆଜି ରାଜ୍ୟରେ ଭାଜପା ସରକାର ଆସିଛି ଆଉ ଏମାନେ ମନ୍ତ୍ରୀ ହେଲେ ଆଉ ସେମାନଙ୍କ ପାଖ ଲୋକଙ୍କୁ ନେଇକି ସାରା ରାଜ୍ୟର ରାଜ୍ କରୁଛନ୍ତି କିନ୍ତୁ ଏହିଭଳି କରିବା ଅନୁଚିତ!!!

    • @AuyshmanDash
      @AuyshmanDash หลายเดือนก่อน

      Tu helu parama andhabhakta 😂

  • @Bubul9191
    @Bubul9191 2 หลายเดือนก่อน +1

    Argus nai kn

  • @asishdebata497
    @asishdebata497 2 หลายเดือนก่อน +2

    Chi BJP chi

  • @hiranyasahoo3548
    @hiranyasahoo3548 2 หลายเดือนก่อน +1

    ଲଜ୍ୟା ବିଜେପି ପାର୍ଟି

  • @OmmprakashRoutray-bw1jq
    @OmmprakashRoutray-bw1jq 2 หลายเดือนก่อน

    ଆରମ୍ବ ହୋଇଗଲା ଏ ଦଳପା ନିଜହାତରେ ନିଜେ ଚ ଉଦପା ଏମାନେ ଭାରି ବିସୃଖଳା ତଥାପି ଦେଖ କଣହୋଉଛୀ

  • @sanjeebbhol5668
    @sanjeebbhol5668 2 หลายเดือนก่อน +1

    Otv and Argus kaude gale .😂

  • @judhistirprathan4975
    @judhistirprathan4975 2 หลายเดือนก่อน +1

    ❤❤❤AMA BJP DAL PELA PARI MADUCHI...Maiki Nia NKU CHHADIBA KEMITI❤❤❤❤APARAJITA PRASANT KU GEHUCHI BOLI ACHHI...NAHWLE SIE DJAKA KHAIBA❤❤❤

  • @subashshrambutika5030
    @subashshrambutika5030 2 หลายเดือนก่อน +1

    OTV kn pai dekhouni BJP paii kamo koruchi ki OTV

  • @JaganJena-hb3sx
    @JaganJena-hb3sx 2 หลายเดือนก่อน

    😢😢😢😢😢

  • @Bijaya-o7h
    @Bijaya-o7h 2 หลายเดือนก่อน

    🙏🙏

  • @judhistirprathan4975
    @judhistirprathan4975 2 หลายเดือนก่อน +1

    ❤❤❤❤AMA BJP RE RAHIBA MANE ..PRASANT JAGADEV KU GEHIBAKU HEBA❤❤❤❤❤❤

  • @Jayantasahoo1
    @Jayantasahoo1 หลายเดือนก่อน +1

    Aha heochi pm narendra modi nka maa ku sanmana jemiti ki Manipur re sanman deochhanti.bhagaban sabu sahibe ahankar nuhe

  • @rosalinsahoo5149
    @rosalinsahoo5149 2 หลายเดือนก่อน +1

    Double engine ra kamal😅

  • @sanjibakumargouda9907
    @sanjibakumargouda9907 2 หลายเดือนก่อน +1

    ବି. ଜେ. ପି. ଭଲନାହିଁ

  • @abhayakumarmohanty3992
    @abhayakumarmohanty3992 2 หลายเดือนก่อน +1

    Thela pela madam mankudanda milu

  • @Sureshsortsd90
    @Sureshsortsd90 2 หลายเดือนก่อน +1

    ଆରମ୍ଭ

  • @azharkkhan8822
    @azharkkhan8822 หลายเดือนก่อน

    😢😢😢😢😢😢😢😢😢

  • @AjithMhanta-us2if
    @AjithMhanta-us2if 2 หลายเดือนก่อน +1

    Argus wait karichi rango rachita kariki dekheibaku

  • @sunilrauto5923
    @sunilrauto5923 หลายเดือนก่อน

    ନନ୍ଦିଘୋଷ ମିଛ ପ୍ରଚାର କରୁଛି
    ସୁନିତି ଙ୍କୁ ଜମାରୁ ଧକା ମାରି ନାହାନ୍ତି
    ପାଣ୍ଡୁ ପାଖରୁ ପଇସା ଖାଇ ମିଡ଼ିଆ ମିଛ କହୁଛି

  • @prasantamahapatra9795
    @prasantamahapatra9795 2 หลายเดือนก่อน +1

    Acton of bjp woman team appropriate. JINDABAD.

  • @suryanshucrazyindia
    @suryanshucrazyindia 2 หลายเดือนก่อน +6

    ଯାହାକୁ ଲାଜ ଲଗୁଛି ବିଜେପି ପାଟି କୁ ଆସନ୍ତୁ ଆମେ ଲାଜ ଛ ଡ଼ା ଇ ଦବୁ

  • @alokmohanty-pk5kj
    @alokmohanty-pk5kj 2 หลายเดือนก่อน +1

    mahila nku samman

  • @narendraparida3927
    @narendraparida3927 2 หลายเดือนก่อน +1

    Nonsense

  • @DEEPANKAR_SINGH99
    @DEEPANKAR_SINGH99 หลายเดือนก่อน

    , ଛି ଛି ଏ ଵିଜେଡି କଣ ନାଟକ କରୁଥିଲା ଏ ବିଜେପି ତାଠାରୁ ଅଧିକ ନାଟକ କରୁଛି ।

  • @aloksahoo5419
    @aloksahoo5419 2 หลายเดือนก่อน +1

    Ba ba ra bjp bala😂😂😂😂😂😂

  • @archanabarik2330
    @archanabarik2330 2 หลายเดือนก่อน +1

    Bahut vala Katha......😡😡

  • @tofanbehera5915
    @tofanbehera5915 หลายเดือนก่อน

    ମୋଟୀ ସ୍ତ୍ରୀ ଲୋକଟି କୁ ଦଳରେ ବାହାରୁ କରନ୍ତୁ

  • @KalashchandraMeher
    @KalashchandraMeher 2 หลายเดือนก่อน +1

    Se otv bala kuade gala

  • @Banshidhar.Swain199
    @Banshidhar.Swain199 2 หลายเดือนก่อน

    ମନମୋହନ ସାମଲ ଇଲେକ୍ସନ ରୁ ହାରିବା ପରେ ମୁଣ୍ଡ କାମ କରୁନି।

  • @kshyamanidhisahoo1248
    @kshyamanidhisahoo1248 2 หลายเดือนก่อน +1

    Bjp hatao

  • @EKIARTVLOG-vt8hk
    @EKIARTVLOG-vt8hk 2 หลายเดือนก่อน +3

    Jai bjd

  • @Rahul_B10-u8l
    @Rahul_B10-u8l 2 หลายเดือนก่อน +1

    ଇଏ ହେଉଛି ଡବଲ ଇଞ୍ଜିନ ସରକାରର ନାରୀ ମାନଙ୍କୁ ପୁରସ୍କାର।

  • @menakahansa6511
    @menakahansa6511 หลายเดือนก่อน

    କିଛି କାରଣ ଥାଇ ପାରେ

  • @surenkumarpal3585
    @surenkumarpal3585 2 หลายเดือนก่อน

    Definitely something behind scene

  • @SanataPradhan-o9r
    @SanataPradhan-o9r 2 หลายเดือนก่อน

    Nama niyantu...sabu maha Prabhu jaganathnka ichha...🙏🙏

  • @gaganswain5537
    @gaganswain5537 หลายเดือนก่อน

    ବିଜେପି ଦଳର ନେତା ମାନେ ବହୁତ ଅହଂକାରୀ ହୋଇ ଗଲେଣି