24 barsa hela emane thile BJD ra jwain pua. Pandu ra posa pua govt. Officer mane sabu janibare e sabu chalithila. Ete sabu byabasta June 4 pare heini nischita.
Jau mane bi amiti kamo khauthile semanako dhariki pura fasi dei dia karana ambara pai kate janaka ghara bhangiki chuna chuna heijaichi kebala a mada pai
ଇଏ ହଉଛି ପୂର୍ବ ସରକାରଙ୍କ ମେକ ଇନ୍ ଓଡିଶା
ଯଦି ଓଡିଶାରେ ନେତାମାନେ ରଙ୍ଗଶାଳା କରି ଟଙ୍କା ରୋଜଗାର କରୁଛନ୍ତି ତାହେଲେ ମଦ ବେପାର କଲେ ଅସୁବିଧା କେଉଁଠି ?
Jou dina tuma pua ki bhai ei mada pee ki mariba, se dina jani pariba asubidha kan
@@rajeshrout3207right
Mada manisha ra jiban nasta karuchi...😂😂😂mada re oadisha dine budijiba....
To Pi Ki Moribu
Right 👍
କାହା ଛତ୍ରଛାୟା ତଳେ ଚାଲୁଥିଲା। ବିଜେପି ସରକାର ଏସବୁ ଲୋକ ଲୋଚନକୁ ଆଣଛି।
ନୂଆ ସରକାର ଆସିଲା ପରେ ମଦ ବେପାର ଚାଲିଲା କି । ଉତ୍ତର ଦେବେ ବି,ଜେ,ଡି ନେତା କି।
ଏସବୁ ରେ ତାଯୁବ ହେବାର କିଛି ନାହିଁ। ପୋଲିସ ଯେ ଆଗରୁ କିଛି ଜାଣିନଥିଲା ସେ କଥା ନୁହେଁ। କିନ୍ତୁ ରାଜନୈତିକ ସମର୍ଥନ ଯୋଗୁ ପୋଲିସ କିଛି କରୁ ନଥିଲା।
Dhanyavad all team members nku
ଗଞ୍ଜାମ ଜିଲ୍ଲାର ଇନ୍ଦ୍ରାକ୍ଷୀ ଗାଁ କୁ ଯାଇ ,ଟିକିଏ ପ୍ରଶାସନ ଆଖି ପକାନ୍ତୁ।ଅନେକ ମଦ ବେପାରୀ ଧରାପଡିବେ। କାରଣ ଅଟଳ ବାଜପାୟୀ ଙ୍କ ସମୟରେ ଅନେକ ଧରାପଡିଥିଲେ ।
ସାଳିଆ ସାହି ର ସିକ୍ରେଟ୍ ଚେମ୍ବର କେତେ ବର୍ଷ ହେଲାଣି ଚାଲିଥିଲା କିପରି କେହି ଜାଣିପାରୁ ନଥିଲେ ବର୍ତ୍ତମାନ ଏ ବିଷାକ୍ତ ମଦ ପିଇ ମଦୁଆ ମରିବେ ଦୋଷ ହେବ ବିଜେପି ସରକାର ଙ୍କର ତାପରେ ରାଜନୀତି ଚାଲିବ ଦୋଷ ଲଦାଲଦୀ ହେବେ ବିଗତ ୨୪ ବର୍ଷ ସରକାର ସାସନ କାଳରେ ଲାଭବାନ୍ ହେଇଛନ୍ତି ମାଫିଆମାନେ, ଲୁଟେରା, ଦଲାଲ୍, ପିଲା ଅପହରଣ, ବଳତ୍କାର ଏବଂ ମଡର୍ ଏବଂ ବଡ଼ବଡ଼ ବିଲ୍ଡର୍ ଗରିବ ଙ୍କ ଭିତରେ ପିଠା ଜୋଜୋନା, କାଳିଆ ଜୋଜୋନା, ବାର୍ଧକ୍ୟ ଭର୍ତ୍ତା, ଆଉ କିଛି ଟା ମିଡିଲି୍କ୍ଲାସ୍ ଲୋକେ କଣ ପାଇଲେ ? ଭଗବାନ ଯାହା କରନ୍ତି ପ୍ରାଣୀ ର ମଗଂଳ କରନ୍ତି
ସାଲିଆ ସାହିରେ ଗରିବ କମ ଲୋକଦେଖାଣିଆ ଗରିବ ଅଧିକ ।ଅଧିକାଂଶ ଶଳେ ଚୋର ଟାଉଟର ସେଠାରେ ଭର୍ତି। ଓଡ଼ିଶାରୁ ଜବରଦଖଲ ବସ୍ତି ସବୁ ତୁରନ୍ତ ଉଠାଯାଉ । ନଚେତ ଏପରି କ୍ରାଇମ ଓ ଖରାପ ବେପାର ବଢି ଚାଲିବ ।କିଛି ଓଡ଼ିଆ ଚୁତିଆଙ୍କ ଆଳରେ ଅଣ ଓଡିଆ ଭି ନିଜର କାୟା ବିସ୍ତାର କରି ସାରିଲେଣି ।ଏଠି ସବୁ ବସ୍ତିରେ ରହି ଭୁବନେଶ୍ବରରେ ଯାଗା କୋଠା କରି ଘର ଭଡା ଦେଉଛନ୍ତି ।୯୫%ଗାଁରେ ଭଲ ଜମି ବାଡି ଘର ଛାଡି ବସ୍ତିରେ ଭୂମିହୀନ ନାଟକ କରି ଜାଗା ହଡପ ଯୋଜନାର ଭଲ ଫାଇଦା ଉଠାଉଛନ୍ତି ।
ଦିପୁବାବୁ ଏକଦମ ସତକଥା କହିଛନ୍ତି।8435
ସବୁ ଜାଣି ସବୁ ଅଜଣା excise dept. ପୁରା ମାଲ କମାଇ......
ଆଜି ଜିବୁ ଜେଲେ କାଲି ଆଇବେ ପୁଣି ଆସିଲେ ମଦ ବିକିରେ ତମେ କିଛି କରିପାରିବନି😂😂
Nice startup
ଶଙ୍କର ଟିକେ ୟାବିଷୟରେ ଟିକେ କହିଲେ ଭଲ ହୁଅନ୍ତା, ତୋର ଭଡୁଆ ଗୀତ ତୋତେ ସହିଲେ ହେଲା
ଶଙ୍କର ର କାମ ହିନ୍ଦୁ ବିରୋଧୀ ମଦ କାରଖାନା ନୁହେଁ
ଏହା ହେଲା ନବୀନ ବାବୁ ର ମଦ କାରଖାନା
ଏଇତ ସତରେ ' ମୌତ କା ସୌଦାଗର' । ବିଧାନ ସଭା ରେ ହୋ ହାଲ୍ଲା କରୁଥିବା ବିରୋଧି ଦଳର ସଦସ୍ୟଙ୍କୁ ନିଶ୍ଚିତ ଦେଖାଇ ଦେବା ଦରକାର ।
ଏଇଟା ପୂରା ବିଷ, ୟାକୁ କେମିତି ପିଉଥିଲେ କେଜାଣି ।
Good action
ଭୁବନେଶ୍ୱରର ଏକ ଚୂର ମଦୁଆ ଯଦୁଆ ବେଧୂଆ ସାହି ସାଲିଆ ସାହି
କୁଆଡେ ଗଲେ ବୁଲଡୋଜର baba
ସାଲିଆ ସାହି ବସ୍ତି Bhubaneswar ରେ ଅଛି କଣ ପାଇଁ?
Hey 👋👋👋 Prabhu
କି ବୁଦ୍ଧି ସେ ମୁଚୁକୁନ୍ଦି ର 😮😮
ଅସୁବିଧା କେଉଁ ଠି ?
Sir sabu ti ei bhali chalu rahu
ଦେଶି ବୁଡ଼ାଓ ବିଦେଶି ବଞ୍ଚାଅ
24 barsa hela emane thile BJD ra jwain pua. Pandu ra posa pua govt. Officer mane sabu janibare e sabu chalithila. Ete sabu byabasta June 4 pare heini nischita.
Desi Mada Health pain Bhala
ବିଦେଶୀ ମଦ ରେ 63% gst govt. ନେଉଛି , ସେ କଥା ତ ମିଡ଼ିଆ ଵାଲା କହୁ ନା ହା ନ୍ତି
It's not a day or a year job.....
And it's not a micro intelligence..but a clear failure for excise and police...😢
secret chamber kari jani ni...
Sabu badyi uthao
Stop wine save Odisha
Agaru Kehi Jani na thile
Low quality reporting
Nothing great news. Under construction ghara ku , secret chamber kahucha
Jau mane bi amiti kamo khauthile semanako dhariki pura fasi dei dia karana ambara pai kate janaka ghara bhangiki chuna chuna heijaichi kebala a mada pai
B jd jau rang mahal anae thela takudakhao naama kamau chanti ata aka rasta rojagarar
Sabu ade.sudanga athhi.gallei gallei matanka sahita sallei babanka surapana kridda chhaluthilaki
Chilo dekhile bantilaguchi chieeee
A gharaku bhangi dia jau
Nabin ku pachara setara uttar daba 24 barshare ganjam pain kana karichi
Bideshi mada dokana band karajau , Ramarajya karib pa
Pura bikash heichiry daliasahiry sabu badyi bhanga
Sorry gote bada safalata
Pana dokan re bnebe mada miluchi...ama gaan re ta gadi re mada ani bepari dei jauchi...😂😂😂😂 kendrapra ra ghatana
Are laguchi odisha dina madare budi jiba ...😂😂😂madara Banya asiba .....
Bjd kana dekhi paru nathila..na bjd link thila
Jcb lageiki ghara bhangi dia up cm bhali kama karibaku padiba