ଖରାଟିଆ ବିରି ଚାଷ

แชร์
ฝัง
  • เผยแพร่เมื่อ 6 ต.ค. 2024
  • ନମସ୍କାର ଦର୍ଶକ ବନ୍ଧୁ ଆଜି କଥା ହେବା ଖରାଟିଆ ବିରି ଚାଷ ଉପରେ ଜମି ପ୍ରସ୍ତୁତ ହେଲା ପରେ କିଛି ଦିନ ପରେ ଜମିରେ ଗୋବର ଖତ କିମ୍ଵା ରାସାୟନିକ ସାର ଦିଅନ୍ତୁ କମ୍ ପରିମାଣ ରେ ତାପରେ ବିରି କୁ ବିଶୋଧନ କରନ୍ତୁ ତାପରେ ଜମିରେ ବିରି ବୁଣନ୍ତୁ ଘାସ ନ ଉଠିବା ପାଇଁ ଘାସ ମରା ସିଞ୍ଚନ କରନ୍ତୁ ବିରି ପତ୍ର ଗୁଡ଼ିକ ପୋକ ମାଛି ବସନ୍ତି ସେମାନଙ୍କୁ ଦୂରେଇ ରଖନ୍ତୁ। ସମୟ ସମୟ ରେ ଔଷଧ ସିଞ୍ଚନ କରନ୍ତୁ। ଠିକ୍ ସମୟ ରେ ପାଣି ଦିଅନ୍ତୁ କୃଷିଅଧିକାରୀମାନଙ୍କ ଠୁ ପରାମର୍ଶ ନିୟନ୍ତୁ ସବୁବେଳେ ଚାଷ ଯତ୍ନ ରେ ରଖିଲେ ଚାଷ ମଧ୍ୟ ଭଲ ହେବ ଆଉ ସୁନ୍ଦର ହୋଇଥାଏ ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ ଲେଖି ଜଣାଇବ ବୋଲି ଆଶା କରାଯାଉଛି ଆମ ଦାଶରା ଫାର୍ମିି ୟୁଟୁବ ଚ୍ୟାନେଲ କୁ ଲାଇକ୍ ସେୟାର ସବ୍ ସ୍କ୍ରା ଇବ କରନ୍ତୁ,

ความคิดเห็น • 13

  • @Mohanabharat1200
    @Mohanabharat1200 หลายเดือนก่อน

    Great

  • @mohankumar36894
    @mohankumar36894 ปีที่แล้ว

    Keep Hard working & Grow up🎉❤

  • @dillip7849
    @dillip7849 6 หลายเดือนก่อน +1

    ଗଛ ସବୁ ହଳଦିଆ ରଙ୍ଗର ହୋଇଯାଇଛି ଫୁଲ ଫଳ କିଛି ନାହି

  • @KkKk-vk5uy
    @KkKk-vk5uy ปีที่แล้ว

    Good work dada

  • @rajakishorpal7600
    @rajakishorpal7600 7 หลายเดือนก่อน

    How we can harvest easily

  • @Iconankit
    @Iconankit หลายเดือนก่อน

    ବିରି ମଞ୍ଜି କେମିତି ପାଇବୁ

    • @dasharafarming9823
      @dasharafarming9823  หลายเดือนก่อน

      ଆମ ସହ ଯୋଗାଯୋଗ କରନ୍ତୁ

  • @dolagobindasahoo9267
    @dolagobindasahoo9267 9 หลายเดือนก่อน

    ଘାସମରା , ପଚିଶ ଦିନର ଫସଲରେ ପଡେ କି ?

  • @prafullabehera6734
    @prafullabehera6734 10 หลายเดือนก่อน

    Name the herbicide and it's method of use

  • @HariharMohanty-mc4on
    @HariharMohanty-mc4on หลายเดือนก่อน

    Bihan paieebu kemiti phone number dijiye

  • @kao3669
    @kao3669 20 วันที่ผ่านมา

    Call karantu

  • @banamaligolari4751
    @banamaligolari4751 ปีที่แล้ว

    Jeypore kauti bi le number deba ki