Exclusive podcast with Ex-City DSP Sarat Chandra Sahu on Gangwar, Encounters, and Corruption | EP-33
ฝัง
- เผยแพร่เมื่อ 15 ก.ย. 2024
- ହାର୍ଡକୋର କ୍ରିମିନାଲଙ୍କ ନିଦ ହଜାଇଥିବା ପୋଲିସ ଅଫିସର ...
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #saratchandrasahu #InterviewWithSaratChandraSahu
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
TH-cam- / @argusdigital.official
Instagram: / argustvdigital
ଭାଇନା ଆମ ପ୍ରିୟ ଜିଲ୍ଲା କେନ୍ଦୁଝର ର, ଅତି ସ୍ୱାଭିମାନୀ, ସନ୍ନମାନ ପ୍ରିୟ, ନିର୍ଭୀକ କର୍ମଯୋଗୀ, ସ୍ପଷ୍ଟବାଦୀ, ସ୍ନେହୀ, ଦରଦୀ ଓ ପରୋପକାରୀ,,
ହୃଦୟରୁ ସଂମାନ 🙏🙏🌹🌹🙏🙏
Xs ?!?!?JP
,
Khali se nuha Odisha ra Bartamana CM Kjr ra
ପ୍ରଣାମ ଅଙ୍କଲ୍ । ବାପା ଆପଣଙ୍କ ପାଖରେ ଷ୍ଟେନୋ ଥିବା ସମୟକୁ ତାଙ୍କ ଚାକିରୀ ଜୀବନର ଏକ ଅଭୁଲା ସମୟ ଭାବେ ଗଣନ୍ତି। ସେ ତ ଆଉ ନାହାଁନ୍ତି। ଥିଲେ ନିଶ୍ଚିତ ଭାବେ ମତେ ଡ଼ାକି ଦେଖେଇଥାନ୍ତେ ଆପଣଙ୍କୁ। ବହୁତ୍ ଖୁସି ଲାଗିଲା ଆପଣଙ୍କୁ ଦେଖି।
ଆପଣଙ୍କ ପ୍ରତି ବହୁତ ସମ୍ମାନ ଅଛି ସମାଜର । ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ ଅଫିସର ବୋଲି ସମାଜରେ ଗଣା ହୁଅନ୍ତି। ମୋର ଆପଣଙ୍କ ସଂଗରେ ବ୍ୟକ୍ତି ଗତ ପରିଚୟ ନାହିଁ । ତଥାପି ମୋର ସନମାନ ଅଛି ।
Aji kali Public Neta Mananku Adhika Respect Douchanti 😡😡Sei Neta Mane Emiti Sochot Officer Mananku Thik re Kama Karibaku Dou Nahanti😡
Welldone
😢
ଅତି ସୁନ୍ଦର ଓ ସାହସୀ ବ୍ୟକ୍ତିତ୍ଵ। ଶରତ ବାବୁଙ୍କୁ ହୃଦୟର ସହିତ ସଲାମ୍ କରୁଛୁ।
ଶରତ ସାର୍ ଙ୍କୁ ଭଗବାନ ଦୀର୍ଘଜୀବି କରନ୍ତୁ ଆଉ ସୁସ୍ଥ ରଖନ୍ତୁ।ସାର୍ ଙ୍କୁ ଅନୁରୋଧ କରୁଛି କିଛି ଅସାଧୁ ପୋଲିସ ମାନଙ୍କ ପାଇଁ କିଛି ଭଲ ବାର୍ତ୍ତା ଦିଅନ୍ତୁ
ଏଇ ଭିନ୍ନ କର୍ଯ୍ୟକ୍ରମ ପାଇଁ ବହୁତ୍ ଧନ୍ୟବାଦ୍
ଆପଣଙ୍କ ଏଇ prodcast ବହୁତ୍ ବଢିଆ ପ୍ରୋଗ୍ରାମ। ବହୁତ୍ ଜିନିଷ ଯାହା ଆମେ ଜାଣିବାକୁ ଚାହୁଁ ଆପଣ ପଚାରିକି clear କରି ଦେଉଛନ୍ତି। ଧନ୍ୟବାଦ୍।👍
ରିଅଲ ହିରୋ ସାର ସାଲୁଟ ଆପଣକୁଂ
ସୁନ୍ଦର ଉପସ୍ଥାପନା 🙏
Bhai Jabra Fan . ... Gote relpy dia mo comment ra
ଏତେ ସ୍ପଷ୍ଟବାଦୀ ମଣିଷ ଟିଏ ତାହା ପୁଣି ପୋଲିସ ଜୀବନରେ... ଆପଣଙ୍କୁ ହୃଦୟରୁ ନମନ କରୁଛି..
ଏଭଳି police officer ଓଡିଶା ପାଇଁ ଗର୍ବ. I salute you Sir.
ଖୋଲା ହୃଦୟ ବ୍ୟକ୍ତି ଧନ୍ୟବାଦ ସାର୍ 🇮🇳🤝⚔️
Thanks Argus amiti podcast karuthibaru
ସାର୍ ନମସ୍କାର ଅନେକ ଅକୁହା କଥା କହିଥିବାରୁ ସାର୍ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l
Samaj Abhali mahan ,sachot ,nirvika police Officer nku sata koti pranam janauchi ,Jagannath mahaprabhu Abhili sachot Officernku sabu bele ghantaghodei rakhithaantu ,
ଇଚ୍ଛା ଅଛି ନିଜର ଜନ୍ମ ମାଟିରେ ଶେଷ ଜୀବନ ବିତେଇବା ପାଇଁ...
ନିଛକ୍ ମଣିଷଟିଏ ❤️
ଶରତ ସାର ଙ୍କୁ ମୋର ହୃଦୟରୁ ପ୍ରଣାମ, ପୋଲିସ ବିଭାଗର ଆପଣ ଜଣେ ଉଦାହରଣ
ବର୍ତମାନ ବାଂଲାଦେଶୀ ବିଦେଶୀ କଟକରେ ସିମ ବକ୍ସ ରଖି ଆମ ଦେଶର ଗୁପ୍ତ ଖବର ବାହାରକୁ ଦେଉଛନ୍ତି ଅଥଚ ପୋଲିସ ଜାଣିପାରୁନି, ତେଣୁ ଶରତ ସାରଙ୍କ ସାକ୍ଷାତକାର ସବୁ ପୋଲିସ କର୍ମଚାରୀ ନିହାତି ଦେଖିବା ଦରକାର
ଏପରି ଜଣେ କର୍ମ ପ୍ରତି ନିଷ୍ଠା ରଖୁଥି ବା ବ୍ୟକ୍ତିତ୍ଓ ନ୍କୁ ସାଖ୍ୟାତ କରାଇଥିବା chanel ତଥା ଉପସ୍ତାପକ ମହାଶୟ ନ୍କୁ ବହୁତ ବହୁତ ଧନ୍ୟବାଦ୍
Sir nka ghara keonjhar ra padmapur Jani bahut khusi lagila..... Feeling proud for Him as a kendujharia....
Same here
@@BhavyaPriyasarsini 👍👍👍
Sir khanti Keonjharia suniki khusi lagila
🙏🙏🙏Sir Many Many thanks to you for your proper duety !🙏🙏🙏
Sir please thare Ex DGP Bipin Bihari Mishra nku dakantu. Tankara family story bahut encouraging for all
Se lekha lekhi Kari baru vari priy
Salut. Sar.
I don't know Mr Sahoo, in fact I have never heard about him previously. But, I'm very touched with fis Frank and honest answers.
For example, when the interviewer asks him whether he was able to transform any criminal to change his ways , he honestly answers in the negative.
Very honest interview.
Liked it .
Thank you Sir !
ଆପଣଙ୍କ ପ୍ରତି ବହୁତ୍ ସମ୍ମାନ ଅଛି ଏ ସମାଜର ,ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ Officer ବୋଲି ଏ ସମାଜ ଗଣା ହୋଅନ୍ତି , ଆପଣଙ୍କର ଏ ସଚ୍ଚୋଟ ପଣିଆ କାମ ପାଇଁ ମୋରେ ଆନ୍ତରିକତା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏................
bahut bhal lagila.... keonjhar matira garba
Namaskar, sundar upastapana, aapananka discussion with guest bahut badhia,smiling face,marjit kathabarta,khola katha re manji
pacharanti,
Thank u...
34:57
ୟେହି podcast ରେ ଏହି ଗୋଟିଏ ଭିଡିଓ ପସନ୍ଦ ଆସିଲା, ଅନ୍ୟ ଭିଡିଓ ସବୁ ବେକାର ଥିଲା
One kind of best interview. Thanks to Sangram Babu and Argus chanel
ବହୁତ ବଢିଆ ଲାଗୁଚି
ଆପଣ ନିଶ୍ଚିନ୍ତ ଧନ୍ୟବାଦର ପାତ୍ର
ବହୁତ ଭଲ ଲାଗିଲା sir ଙ୍କ କଥା ଶୁଣିକି,,,
ସ୍ପଷ୍ଟ ବାଦି ପୋଲିସ୍ ଅଫିସର ହିସାବରେ ଆପଣଙ୍କୁ ହୃଦୟରୁ ପ୍ରଣାମ, ଈଶ୍ବର ଆପଣଙ୍କୁ ଦୀର୍ଘାୟୁ କରନ୍ତୁ.. ଆଜିର ପୋଲିସ ଅଫିସର ମାନଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚିବା ଦରକାର୍.....
ଅମିତାବ ଠାକୁର ବହୁତ ଭଲ ଲୋକ.
R8
ଅତି ସୁନ୍ଦର ❤
Judicial system ରେ ଯେମିତି ଅପରାଧୀ ଖସିଯିବା ପାଇଁ ବାଟ ସହଜ ହେଉଛି ସେମିତି ରେ encounter ମୋଟେ ବି ଭୁଲ ନୁହେଁ।
Real hero and inspiration for many humans
....... above all sarat sir was very honest nd capable police officer at that time 👍❤️
ଅତି ସୁନ୍ଦର କଥା
Proud of Odisha police. Lord Jagannath is always with u nd wish ur long, healthy nd prosperous life.
Thanks a lot.gote katha kahib police ta kamare sucess hoichhi apananka pain pura department ku salute....
Thanks sir for your brave work
You are great sir 👍
ସୁନ୍ଦର ଲାଗିଲା
Sudhanshu Sarangi sir nku invite karantu.. 🙏
Ati sundar paribar & sir 🙏 pranam jagannath apankr mangal karantu bahut bhal bhabare police jibanare kichhi barnnana karithiba ru
ଆପଣଙ୍କ ପ୍ରତି ବହୁତ ସମ୍ମାନ ସାର
ସଂଗ୍ରାମ ସାର୍ ଆପଣକ କଥାକୁହା ଶୈଳୀ ଖୁବ ନିଆରା
ମୁଁ ବ୍ୟକ୍ତିତଭାବେ କହିବି ସାର୍ ରାଉରକେଲାରେ ବହୁତ୍ ଉତ୍ପାତ କରିଛନ୍ତି ଅପରାଧୀଙ୍କ ପାଇଁ l
SP ସୁଶିଲ ପ୍ରଧାନ ସାହେବ ଙ୍କ ସମୟରେ ଆମେ ଦେଖିଛୁ l ଶରତ ସାହୁଙ୍କ ମାଡ଼ରେ ଭଲା ଭଲା ଗୁଣ୍ଡଙ୍କର ହଣ୍ଡା ଫାଟି ବାର୍ ଆମେ ଦେଖିଛୁ l ପ୍ଲାଣ୍ଟ ସାଇଟ୍ ଥାନାରେ ଥିଲା ବେଳେ ଅନେକ କିଛି ଦେଖିଛୁ l ଖୁବ୍ ଭଲ ଅଫିସର ମୁଁ କହିବି l
ବହୁତ ସୁନ୍ଦର
ଆଜି କାଲି ଆପଣଙ୍କ ଭଳି police ଦେଖି ବାକୁ ମିଳୁନି , ଆପଣଙ୍କୁ କୋଟି ପ୍ରଣାମ
Respect always
Keonjhar maati ra pua sahasika police officer real proud real hero🫡👏thanks to argus podcast thanks to Sangram sir..emiti byakti bises nka jibana kahani samasta nka aagaku asiba drkr..
Thank s Argus
Very interesting podcast this
🙏🙏🙏🙏ଜୟ ଯବାନ 🙏🙏
ସାର୍ ଙ୍କୁ ଅଶେଷ ଧନ୍ୟବାଦ।
Thanks to Sangram sir and I heartily salute to Sarat Sir.
ମିହିର୍ ଦାସ ଙ୍କ ପୁଅ ଅମ୍ଳାନ ର କେବେ ଇଣ୍ଟର୍ ଭିଉ ନିଅନ୍ତୁ
Best police officer of Odisha
Satisfactory service period of Sarat sir
Bahut Sunder police sir🙏🙏🙏🙏❤️❤️💖💖 your great
Very Proud for Odisha SOIL. 💐💐.
I proud for my district police sir 🫡
Comment lekhiba ku mo.pakhare kichhi word nahi jete lekhile kam ,atiki kahibi you are real hero in odisha I salute sir ! Bande utkal janani
Sarat sir was my teacher.sir namaskar.He is the man of principle.God may bless him .
ସାର ନମସ୍କାର, ବହୁତ ଭଲ କଥା ଜାଣିଲୁ, ଧନ୍ୟବାଦ ପୋଲିସ ଡି ପାର୍ଟ ମେଣ୍ଟକୁ
Bahut humble person...ebe police bahut kichi sikhibara achi..
Love this ❤ type of concepts,bring more like this..
ଶରତ ସାର ଦୀର୍ଘାୟୁ ରୁହନ୍ତୁ , ମା ତାରିଣୀ ତାଙ୍କୁ ଭଲରେ ରଖନ୍ତୁ , ଆଜି ଖୁସି ଲାଗୁଛି ତାଙ୍କ ଘର ମଧ୍ୟ କେନ୍ଦୁଝର ଗର୍ବ ଅନୁଭବ ହୋଉଛି ଏବଂ ତାଙ୍କପରି କାର୍ଯ୍ୟ କରିବାକୁ ଇଚ୍ଛା ହୋଉଛି 🙏
ପ୍ରଣାମ ସାର୍।
Thank you for a nice interview from our district's honest officer.
ଶରତ ବାବୁଙ୍କୁ ପ୍ରଣାମ - ଜଗନ୍ନାଥ ତାଙ୍କ ପିଲାମାନଙ୍କୁ ସହାୟ ହୁଅନ୍ତୁ
God.blese.sir
Sangram sir nka New dekhiba pain bahut vala lage
Jane Nirvika offcer.Bahut Bhala lagila
ସାର ଙ୍କୁ ବହୁତ ଭଲ ଭାବେ ଜାଣିଛି ରାଉରକେଲା ରୁ ଥିଲା ବେଳୁ ଭୁବେନେଶ୍ୱର ଥିଲା ଯାଏ. ସାର ଙ୍କ ସାଙ୍ଗରେ ବହୁତ ଥରେ ବସିବାକୁ ସୁଯୋଗ ମିଳିଛି.
ଜୟ ଶ୍ରୀ ଜଗନ୍ନାଥ 🌹🙏।
Thank you sir Jai hind
Thousands Salutes to Sri Sarat Ch Sahu Retired honest, sincere dedicated Police Officer.I have heard your name during your service period. Today saw you and listened your interaction with Argus News Editor Mr Sadangi Babu is very much appriciable, free, frank and naked truth story about your success and the behavior of a good Police Officer who will be people friendly.Lord Jagannath Bless you Sir. With good health abd happiness in post retirement life .🙏🏾🙏🏾🙏🏾🙏🏾🙏🏾 PKMishra, Angul.🙏🏾🙏🏾🙏🏾
No doubt Sharat Babu was a very Competent and honest Police Officer.
Bahut good sir bahut khusi lagila😍😍😍😍😍
ସରତ୍ ସାର୍ ଙ୍କୁ ହୃଦୟରୁ ସାଧୁବାଦ ସହିତ କୋଟି କୋଟି ପ୍ରଣାମ 🙏🙏🙏🙏🙏 ମହାପ୍ରଭୁ ଦିର୍ଘାୟୁ କରନ୍ତୁ ସାର୍ ଙ୍କୁ 🙏🙏
Thank you Sir
ଅତି ସୁନ୍ଦର ଭାବରେ ❤❤❤
Bahut bahut dhanyawad sangram babu
Fantastic article all most important all most important all every person who are operating in this article
Thank uh sir❤❤ I am proud ,to leave in a same village with u❤❤❤
Sangram sir your question style very nice i really appreciate
Very nice program thanks to Argos tv thanks to Sangram sir
Sir.. Bahut bhala lagila aapankara barta.. Thank u.. Aapana bhalare aapankar aabasista jibana bitantu.. Aama samastanka aasribad aapananka sathire achi
Excellent ex police officer. God bless you sir . All the police in our country need to be like you and learn honesty from you .
A Bright illuminated Star in Odisha police. Example for all .Highly appreciated police officer.Cingratulation tohim.He is UNIQUE & Admired for his Bravery activity.
ଅତି ଚମତ୍କାର ବ୍ୟକ୍ତିତ୍ୱ I🙏🏻
Heart'iest Gratitude to Sharat sir fr all of your noble act🙏🥹
Real hero and inspiring salute sir. Jay Hind sir 🙏
କେବେଭାବିନଥିଲି ଏମିତିକା ପୋଲିସଅଫିସର ବି ଥିବେ 🙏🙏
Very good show in odisha.
Best interviews aorghs news.....
ଆପଣଙ୍କ ପରି ବ୍ୟକ୍ତିଙ୍କର ଓଡିଶା ପାଇଁ ବହୁତ ଆବଶ୍ୟକ ଅଛି ସାର୍ 🙏
Jai shree Ram ❤❤❤❤❤
Jaa hou kichi katha ama ku argush news nua katha kohuchani mu bhout khushi
Thanks alot for this unique podcast
Thank you Sangram sir and DSP sir...I want to see again ..