Argus Special Live | ଗ୍ୟାଙ୍ଗଷ୍ଟାର୍ ସକିଲ୍ EXCLUSIVE | Gangster Shakeel | 11 Nov 2024 | Argus News

แชร์
ฝัง
  • เผยแพร่เมื่อ 22 ม.ค. 2025

ความคิดเห็น • 327

  • @darkclouds6246
    @darkclouds6246 2 หลายเดือนก่อน +84

    ଗୋଟେ ଥର ମୌକା ଦିଅ ଯାଉ ସମସ୍ତଙ୍କୁ ସୁଧୁରୀ ବାକୁ ଥରେ ତ ସୁଯୋଗ ମିଳୁ

    • @rajaramdalai1645
      @rajaramdalai1645 2 หลายเดือนก่อน +1

      Soto kotha😢😢😢

    • @Pradeep19.
      @Pradeep19. หลายเดือนก่อน

      @@darkclouds6246 100 crime kala pare gute moka .... Kae agaru dishila ni Ye sabu bhul boli

    • @Pradeep19.
      @Pradeep19. หลายเดือนก่อน +1

      @@rajaramdalai1645 abe kana crime ku promot karuchu be tl... To family sange crime hele tu kahbu taku moka diya boli

    • @AnonymousCreator-u3t
      @AnonymousCreator-u3t หลายเดือนก่อน

      Bala na.. shoot kara

  • @superbikerpintu007
    @superbikerpintu007 หลายเดือนก่อน +17

    ଯେତେ ବେଳେ ତୁ କ୍ରାଇମ୍ କରୁ ଥିଲୁ ଲୋକ ମାନେ କହୁ ଥିଲେ ଆମକୁ ବଞ୍ଚିବାକୁ ଦିଅ ସେତେବେଳେ ତୁ ବଞ୍ଚିବାକୁ ଦଉ ନଥିଲୁ ଏବେ ତତେ ଲୋକ ମାନେ କେମିତି ବଞ୍ଚିବାକୁ ଦେବେ

  • @santoshmandoi4407
    @santoshmandoi4407 2 หลายเดือนก่อน +8

    Dhanya ama argus news ku

  • @Odishavloger431
    @Odishavloger431 2 หลายเดือนก่อน +21

    Sahi bola sakil bhai i support you ❤

  • @sagardgentleman8837
    @sagardgentleman8837 2 หลายเดือนก่อน +70

    ପୋଲିସ ବି ଯାହା କରୁଛି ଭଲ କରୁନି କାହିଁକି ନା pending କେସ ସବୁ ଗୋଟେ ଭଲ ପିଲା ଉପରେ ନଦି ଦେଇକି ନିଜେ ଆରମ୍ ରେ କାମ କରନ୍ତି ଗୋଟେ ଭଲ ପିଲା ର ଜୀବନ ବର୍ବାଦ କରିଦେଉଛି।

    • @armylovers1799
      @armylovers1799 2 หลายเดือนก่อน +2

      Pura vala pila ta

    • @jadumanidakua3024
      @jadumanidakua3024 2 หลายเดือนก่อน +2

      ​@@armylovers1799 kharap pila hele bi sudhuribaku mauka miliba darkar

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

    • @moinuddinkhan5281
      @moinuddinkhan5281 หลายเดือนก่อน +1

      Right👍💯

    • @ManaranjanMana-q9o
      @ManaranjanMana-q9o 10 วันที่ผ่านมา

      Welcome

  • @chhabinaswain5306
    @chhabinaswain5306 2 หลายเดือนก่อน +11

    right amo Cuttack toka

  • @skfiroz4342
    @skfiroz4342 2 หลายเดือนก่อน +34

    Good Speech shakil Bhai ❤

  • @MrRanjankumarsahoo
    @MrRanjankumarsahoo 2 หลายเดือนก่อน +51

    ଯଦି କାହାକୁ murder କରିଛି ତାହାଲେ encounter ନିହାତି ଦରକାର . ଆଉ ଯଦି କାହାଠୁ ଟଙ୍କା ପଇସା ଚୋରି କାରବାର କରିଛି ତାହାଲେ ଟା ଠୁ ସବୁ recovery କରିକି ତାକୁ ଗୋଟେ ଥର ସୁଯୋଗ ଦିଆ ଯାଉ.

    • @SubhaPatnaik
      @SubhaPatnaik 2 หลายเดือนก่อน +1

      Bhai nku janinu kahidauchu kemiti

    • @adityadas7241
      @adityadas7241 2 หลายเดือนก่อน +5

      Mo Banda bhai ​@@SubhaPatnaik

    • @romeovicky7298
      @romeovicky7298 2 หลายเดือนก่อน +1

      A pila ku gotea chance diyantu coz ta katha re satyata achii.

    • @srikantdas7614
      @srikantdas7614 2 หลายเดือนก่อน +1

      Dekha Manisha paschatapa karuchi mane taku sujog dia jiba darkar. Jadi ta karma kharap then vagwan taku ta punishment debe. Kintu encounter Kariba thik katha nuhen

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

  • @Pankajkumarreddy
    @Pankajkumarreddy 2 หลายเดือนก่อน +23

    ଚଣ୍ଡା ଅଶୋକ ରୁ ଦର୍ମା ଅଶୋକ ହେବା ଭଲ କଥା 👍👍👍

  • @bharatbehera6604
    @bharatbehera6604 2 หลายเดือนก่อน +43

    ପୋଲିସ ମାଗିଆ ମାନେ ଓଇଲା କଥାକୁ ନୋଇଲା କରି କେସ୍ ଠୋକୁଛନ୍ତି।।

    • @satyajitsahu749
      @satyajitsahu749 หลายเดือนก่อน

      ତତେ କରୁଛନ୍ତି

  • @RakeshSwain-f6c
    @RakeshSwain-f6c 2 หลายเดือนก่อน +8

    Bhai dil ke bahat achee hain

  • @prabhakardas4898
    @prabhakardas4898 2 หลายเดือนก่อน +12

    ରାଯନିତି ପାଇଁ କ୍ରାଇମ୍ ବଢୁଛି

  • @kmc-m4y
    @kmc-m4y 2 หลายเดือนก่อน +5

    Very good

  • @Cuttackunitygroup
    @Cuttackunitygroup 2 หลายเดือนก่อน +27

    Support for shakil bhai♥️

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

  • @RakeshSwain-f6c
    @RakeshSwain-f6c 2 หลายเดือนก่อน +20

    Bhai nku support kara

  • @SampadPalei
    @SampadPalei 2 หลายเดือนก่อน +5

    Real man 👨
    Right word 👏 💯

  • @Cuttackunitygroup
    @Cuttackunitygroup 2 หลายเดือนก่อน +8

    Bhaii♥️

  • @sangramkishorsahu1833
    @sangramkishorsahu1833 หลายเดือนก่อน +1

    👍👍👍

  • @Mr_Hamid_Pov
    @Mr_Hamid_Pov 2 หลายเดือนก่อน +10

    ଗୋଟେ ଚାନ୍ସ ଦିଆ ଯାଉ ଭଲ ଭଲ don ସୁଧାରିବାର ସୁଣିଛୁ

  • @bharatbehera6604
    @bharatbehera6604 2 หลายเดือนก่อน +20

    Accused thik katha kahuchi ଯଦି ଜଣେ Court condition ମାନି ନିଜର ଭୂଲ ସ୍ବୀକାର କରି ଯଦି ସୁଧୁରିବାକୁ ଚାହୃଛନ୍ତି ତା ହେଲେ ସୁଯୋଗ ଦିଆଯାଉ ।।✨🧛

  • @SubhaPatnaik
    @SubhaPatnaik 2 หลายเดือนก่อน +21

    Cuttack king ama bhai👑♥️

    • @NayakDebasis-d5p
      @NayakDebasis-d5p 2 หลายเดือนก่อน

      Bhai tike tama number dia

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      King kahaku kahuchu aaga dekhe, nahele tu bi bamfa nebu

    • @RKMohanty53999
      @RKMohanty53999 หลายเดือนก่อน

      Bhai Mane Don't try to be in menu list , try to be on the table...

  • @rohitdas1659
    @rohitdas1659 2 หลายเดือนก่อน +17

    Support for sakil bhai❤

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

  • @sanjaysethy846
    @sanjaysethy846 11 วันที่ผ่านมา

    Good decision 💯💯💯

  • @Cuttackunitygroup
    @Cuttackunitygroup 2 หลายเดือนก่อน +5

    Support for bhai…

  • @sethipravat
    @sethipravat 2 หลายเดือนก่อน +30

    ଏ ପୁରା ରାଜ୍ୟ ମାଆ ଗୀଆ ଓଡ଼ିଶା ପୋଲିସ ସହିତ chalance କରୁଛି ଏହାର ଏକ ମାତ୍ର ଉପାୟ encounter

    • @debashishjena8028
      @debashishjena8028 2 หลายเดือนก่อน

      👍👍👍👍

    • @bafiya786
      @bafiya786 2 หลายเดือนก่อน +3

      Tate age mariba katha 😂

    • @debashishjena8028
      @debashishjena8028 2 หลายเดือนก่อน +2

      @@bafiya786 bafiya didi tmaku maribi mu🤣

    • @SubhaPatnaik
      @SubhaPatnaik 2 หลายเดือนก่อน

      Police nku bujhibaku padiba

    • @soumyaranjanbiswal6461
      @soumyaranjanbiswal6461 2 หลายเดือนก่อน

      ​​@@bafiya786ଇସ୍ ସୁନ୍ଦରୀ ତମେ ତାହାଲେ ଜଣେ ଗ୍ୟାଙ୍ଗ ମେମ୍ବର ନା 😅😊

  • @SibuSubash-t6u
    @SibuSubash-t6u 2 หลายเดือนก่อน +19

    ଭାଇ କୁ ଥରେ କ୍ଷମା କରିଦିଅ 👍

  • @susantasweetvlogs
    @susantasweetvlogs 2 หลายเดือนก่อน +31

    ସେ କ୍ରାଇମ୍ ନ କଲେ ବି, କ୍ରାଇମ୍ କୁ ସାହାଯ୍ୟ କରିପାରେ, ଏହା ଉପରେ ନଜର ରଖିବା ଦରକାର,

    • @RanjanBeheraRanjan-g8s
      @RanjanBeheraRanjan-g8s 2 หลายเดือนก่อน

      Tu kede bandata kire sia kahuchi mu sabuchhadidebi😂tu amiti Kan lekhichu

    • @debiprasadjena924
      @debiprasadjena924 10 วันที่ผ่านมา

      To bhalia maaghia ku godeiki road pitiba katha

  • @itsmebiswajit91roul37
    @itsmebiswajit91roul37 2 หลายเดือนก่อน +17

    ସୁଧୁରି ଯାଇ ଖୁସି ରେ ରୁହ 🙌

  • @Bad_disireDisire
    @Bad_disireDisire 2 หลายเดือนก่อน +1

    ❤ bhai ❤️

  • @Cuttackunitygroup
    @Cuttackunitygroup 2 หลายเดือนก่อน +10

    Bhai nku chance miliba darkar

  • @akvision983
    @akvision983 หลายเดือนก่อน +1

    Ferfect katha kahila bhai

  • @pkpatra27
    @pkpatra27 2 หลายเดือนก่อน +1

    U r good

  • @ChandanBehera-g6b
    @ChandanBehera-g6b 2 หลายเดือนก่อน +14

    Shakeel bhai. Ku one chance daba darkar garmet police

  • @SubhaPatnaik
    @SubhaPatnaik 2 หลายเดือนก่อน +2

    Bhaijaan👑

  • @NarayanBhoi-k7f
    @NarayanBhoi-k7f 2 หลายเดือนก่อน +12

    ସୁଯୋଗ ଦିଆଯାଉ ତା ପରିବାର ପାଇଁ ସେ ବଦଳି ବାକୁ ଚାହୁଁଛି

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

  • @mahadevmallik6714
    @mahadevmallik6714 2 หลายเดือนก่อน +1

    Always Right Guy ❤

  • @Sksano3404
    @Sksano3404 หลายเดือนก่อน

    ❤❤

  • @soumyachakra7394
    @soumyachakra7394 หลายเดือนก่อน

    Presentation 👌Go ahead reporter brother👍🎉🥰

  • @RakeshSwain-f6c
    @RakeshSwain-f6c 2 หลายเดือนก่อน +1

    Bhaijaan♥️

  • @rohitdas1659
    @rohitdas1659 2 หลายเดือนก่อน +2

    Bhai ku thare chans dia jau..❤

  • @MBLIGHTSOUNDDJ
    @MBLIGHTSOUNDDJ 2 หลายเดือนก่อน +3

    ପୋଲିସ ର ବି ବହୁତ ଭଲ ରହୁଚି , ଗୋଟେ କେସ, ରେ ଆଉଗୋଟେ କେସ ଲଗେଇକି, ହଇରାଣ, କରନ୍ତି, ସେଇଠୁ, ଆରଭ, ହୁଏ,,

  • @theindian001
    @theindian001 หลายเดือนก่อน +2

    ଗୁଳି ମାରିଦେବା ଉଚିତ୍

  • @BalaramDakua-z4q
    @BalaramDakua-z4q 2 หลายเดือนก่อน +1

    Good

  • @rinkyandramesh
    @rinkyandramesh 2 หลายเดือนก่อน

    Very good ❤

  • @MalayaMohanta-o8o
    @MalayaMohanta-o8o 2 หลายเดือนก่อน

    Good mind ❤❤❤

  • @Jatrakingsambit
    @Jatrakingsambit 15 วันที่ผ่านมา

    ମୋର ସରକାର ଙ୍କୁ ନିବେଦନ ଯେ ଏ ଭାଇ କହୁଛନ୍ତି ମୋ ପରିବାର ପିଲା ଛୁଆଙ୍କ ପାଇଁ ମୁଁ ସୁଧୁରିବାକୁ ଚାହୁଁଚି ପ୍ଲିଜ଼ ଥରେ ସୁଯୋଗ ଦିଆଯାଉ 🙏

  • @RakeshSwain-f6c
    @RakeshSwain-f6c 2 หลายเดือนก่อน +2

    Bhai thik kahuchantii

  • @sksaddamsksaddam4466
    @sksaddamsksaddam4466 2 หลายเดือนก่อน +1

    Media bhai no1

  • @Abhimanyu-fy3dz
    @Abhimanyu-fy3dz 2 หลายเดือนก่อน

    👍🏼👍🏼👍🏼👍🏼👍🏼👍🏼

  • @jkreportlive289
    @jkreportlive289 2 หลายเดือนก่อน

    Odisha police ❤❤❤

  • @SubhaPatnaik
    @SubhaPatnaik 2 หลายเดือนก่อน +8

    Support for shakil bhai

  • @ajitbehera9520
    @ajitbehera9520 2 หลายเดือนก่อน +1

    ନିହାତି ଗୋଟେ ସୁଯୋଗ ଦିଆଯାଉ, ଜଣେ ଯଦି ପ୍ରାୟଶ୍ଚିତ କରୁଛି ତାକୁ ସୁଯୋଗ ଦିଆଯିବା ଆବଶ୍ୟକ

  • @BurhanSaha-wj2yl
    @BurhanSaha-wj2yl หลายเดือนก่อน

    Very good decision bro

  • @sektophani2774
    @sektophani2774 หลายเดือนก่อน

    Good news

  • @RKMohanty53999
    @RKMohanty53999 หลายเดือนก่อน +1

    Victim ku kemiti Naya miliba......
    Ain kanoon re bhaya.... Sabu criminal ra mind re rahiba darkar.....
    Jai Jagannath

  • @Jatrakingsambit
    @Jatrakingsambit 15 วันที่ผ่านมา

    ଭଗବାନ କରନ୍ତୁ ତମେ ଯଦି ସୁଧୁରିବ ତମକୁ ଦେଖି ଅନ୍ୟ ମାନେ ବି ସୁଧୁରିଯିବେ ଆମ ଓଡିଶା ହସ ଖୁସିରେ ଚାଲିବ 🙏

  • @khageswardash3710
    @khageswardash3710 หลายเดือนก่อน

    Sakil Bhai right katha

  • @rowdyysmrutigaming
    @rowdyysmrutigaming 2 หลายเดือนก่อน +2

    I ll request to Govt what sakil did please forgive him and give a chance bcz He is saying openly in media... And Hope govt ll receive it and give him freedom for his new life ❤

  • @BoffB-rq3rp
    @BoffB-rq3rp หลายเดือนก่อน +1

    Sudharja bhai ek mouka sabko milta hai😊

  • @Rudranash.DasSidhu303
    @Rudranash.DasSidhu303 2 หลายเดือนก่อน

    Police ❤❤❤

  • @maksudali8837
    @maksudali8837 2 หลายเดือนก่อน +5

    ଓଡିଶା ସରକାର 🙏ଓଡିଶା ପୋଲିସ ସକିଲ କୁ ସୁଧୀରିବା ପାଇଁ ଗୋଟିଏ ସୁଜଗ ଦିଅ 🙏🙏🙏

    • @Aadarsh_Vidyarthi
      @Aadarsh_Vidyarthi หลายเดือนก่อน

      ସେ କେତେ ସୁଧୁରିଚି ସେ ନିଜେ ଜାଣିଥିବ, ହେଲେ ଏବେ ସେ ପରିବାର ବସାଇବାକୁ ଚାହୁଁଛି, ଶାନ୍ତି ର କଥାବାର୍ତ୍ତା କରୁଛି ହେଲେ କେତେ ଜଣଙ୍କ ପରିବାର ସେ ଉଜାଡ଼ିଛି, କେତେ ଆଖିରେ ଲୁହ ଦେଇଛି ତାର ମଧ୍ୟ ତାକୁ ଭରଣା କରିବାକୁ ହେବ । କାହାକୁ କଷ୍ଟ ଦେବା ଆଗରୁ ନିଜକୁ ତା ଯାଗାରେ ରଖି ଦେଖିବାକୁ ହେବ।

  • @riderking45jt41
    @riderking45jt41 2 หลายเดือนก่อน +8

    ଯଦି ଏପରି ଅପରାଧ କରିବ ଆଉ encounter ରୁ ବଞ୍ଚିଯିବ ତା ହେଲେ ମୁଁ ବି ଅନେକ ଅପରାଧ କରିବି ମୁଁ ଠିକ୍ କହିଲି ନା????? ଅପରାଧ କରି ଯଦି ସମସ୍ତେ ସୁଧୁରି ଯାଇଛି କହିବେ ତା ହେଲେ police mg କଣ କରିବ।

    • @RakeshSwain-f6c
      @RakeshSwain-f6c 2 หลายเดือนก่อน

      Tu ghare jaa soebu

    • @MukieMujanini
      @MukieMujanini 2 หลายเดือนก่อน

      Oo hau thik achi

  • @prakashpanda-811
    @prakashpanda-811 2 หลายเดือนก่อน

    Good dicision

  • @srikantbeura47
    @srikantbeura47 2 หลายเดือนก่อน +1

    Plz give one chance for Shakeel Bhai our honorable chief minister & honorable judge.

  • @SubhaPatnaik
    @SubhaPatnaik 2 หลายเดือนก่อน +2

    Bhai nka support pain like karaa👇🏻

  • @SkalamSk-j6y
    @SkalamSk-j6y 2 หลายเดือนก่อน

    I sapoot u sakil bhai❤❤

  • @birenkumarpatra6391
    @birenkumarpatra6391 หลายเดือนก่อน

    One chance

  • @prakashpanda-811
    @prakashpanda-811 2 หลายเดือนก่อน

    He changed God bless you 👍👍👍👍

  • @mohammedbasaratyousuf3662
    @mohammedbasaratyousuf3662 2 หลายเดือนก่อน

    Thik katha khile bhai

  • @pinku_005
    @pinku_005 2 หลายเดือนก่อน +4

    ଭଲ 😂 ଅର୍ଗସ ଯାଉଛି ଗ୍ୟାଙ୍ଗଷ୍ଟର ର ବାଇଟ ନେବାକୁ😂, ଆଗକୁ ବିଜେପି ପାଇଁ କାମ କରିବ 😂

  • @asokajena956
    @asokajena956 หลายเดือนก่อน

    ସୁଯୋଗ ଦିଆଯାଉ

  • @sknasiruddin4610
    @sknasiruddin4610 2 หลายเดือนก่อน

    Sakil bhai aap ko jarur chance milega mera bhai aap bahot ache insan hain aap ko allha Pak Aise hi zindagi var haste muskurate rakhe aap aise hi maze me raho

  • @BibekSethy-n6w
    @BibekSethy-n6w 2 หลายเดือนก่อน +1

    Sakhil bhai ku insaf milu 🙏

  • @ranjitkumarmohanty5246
    @ranjitkumarmohanty5246 21 วันที่ผ่านมา

    Odisha polish byyyy

  • @rajkishoredas7217
    @rajkishoredas7217 2 หลายเดือนก่อน +2

    Sarkar nku anurudha gote chance diajau 🙏

  • @anuppattnaik4865
    @anuppattnaik4865 2 หลายเดือนก่อน

    Jay police ❤

  • @RadhakantaDakshinray-e8h
    @RadhakantaDakshinray-e8h 2 หลายเดือนก่อน +10

    କୌଣସି ପରିସ୍ଥିତିରେ କ୍ରାଇମର କୁ ଉଦାରତା ର ସ୍ଥାନ ଦେବା ଠିକ୍ ନୁହଁ ଯୋଗୀ ର ନିୟମ ଚାଲିବା ଦରକାର।

    • @arabindamohanty835
      @arabindamohanty835 2 หลายเดือนก่อน

      Jama. Nuhon. Aku.
      Pune. Sugoga. No.

    • @s2s717
      @s2s717 2 หลายเดือนก่อน +1

      ତା ହେଲେ Lawrence Bishnoi କୁ ୧୦ ବର୍ଷ ହେଲା କାହିଁକି ପୋଷୁଚ.....କୁଆଡେ ତମ ନୀତି ନିୟମ !

  • @RakeshSwain-f6c
    @RakeshSwain-f6c 2 หลายเดือนก่อน +1

    Support bhaijaan nku

  • @sambitjena190
    @sambitjena190 2 หลายเดือนก่อน

    Chance diajau

  • @mdtakmil249
    @mdtakmil249 2 หลายเดือนก่อน +1

    Chance miliba darkar

  • @mohammadkhurshid2594
    @mohammadkhurshid2594 2 หลายเดือนก่อน +2

    Miya Bhai darta nahi 😂😂 ham aap ke fans hai bro ❤❤

  • @madhabm.p59
    @madhabm.p59 2 หลายเดือนก่อน +1

    ଗୋଟେ ଅପରାଧୀ କୁ ହିରୋ ବନେଇବା ପାଇଁ ଅର୍ଗୌସ ନିଉଜ ର ପ୍ରବଳ ପ୍ରୟାସ😂

  • @odiafasttech7866
    @odiafasttech7866 2 หลายเดือนก่อน

    Punishment punishment

  • @mohammedsahaj3144
    @mohammedsahaj3144 2 หลายเดือนก่อน

    One more chance

  • @AnonymousCreator-u3t
    @AnonymousCreator-u3t หลายเดือนก่อน

    Don't support to negative people... they can influence you...

  • @PadiaDas-l2u
    @PadiaDas-l2u 2 หลายเดือนก่อน

    Jay Sre jagannath 🙏 Aku Chadane Sapa

  • @SkanasAfzal
    @SkanasAfzal 2 หลายเดือนก่อน

    Shakil bhai love you ❤️❤️❤️

  • @earnig2022
    @earnig2022 7 วันที่ผ่านมา

    Stop Back ground music

  • @Gugu7601
    @Gugu7601 2 หลายเดือนก่อน

    Now open to poltics Go ahead

  • @abdulwajeed720
    @abdulwajeed720 หลายเดือนก่อน

    One chance diya jau

  • @sspssp5383
    @sspssp5383 12 วันที่ผ่านมา

    Yebe b j p sarkar

  • @bkd_studioz
    @bkd_studioz 2 หลายเดือนก่อน

    Chance diya jau

  • @sanjayrout3718
    @sanjayrout3718 2 หลายเดือนก่อน

    Thik katha Bhai kahuchi police bahoot fayda uthouchi.... Record kharap hele ... Starting ru crime ku jiba katha nuhein ... Mo nija mammu bhi gangstar thile Raja acharya ra right hand , ebe Marigale ... Bhala Manisha heiki ruha sabubele bhagaban achanti sabu dekhuchanti . Kasta kara tanka rojagara kara..

  • @LipuSambholaBhola
    @LipuSambholaBhola 22 วันที่ผ่านมา

    Paristiti sabu kichi badalei dia dost

  • @kaneezphotographyfilms594
    @kaneezphotographyfilms594 2 หลายเดือนก่อน

    1 Chance dia jau sakil ku...plz Odisha police...

  • @Dhaneswar-o1y
    @Dhaneswar-o1y 2 หลายเดือนก่อน

    ସକିଲ୍ ଙ୍କ କଥା ଓ ଦୁଃଖ ସରକାର ତର୍ଜମା କରି ପଦକ୍ଷେପ ନେବା ଉଚିତ।

  • @sonishkumardas4043
    @sonishkumardas4043 2 หลายเดือนก่อน

    Chance to Dena chahie ❤

  • @tabassumbegum8538
    @tabassumbegum8538 2 หลายเดือนก่อน

    😢😢😢

  • @souravrout4164
    @souravrout4164 2 หลายเดือนก่อน

    Police Odisha ku sajadidela,,,thanks to Odisha Polish🫡,,,speical thanks to Sakil for a rasta chadiba pai and example for youth

  • @sanjayakumarmallick-bq2kv
    @sanjayakumarmallick-bq2kv 2 หลายเดือนก่อน

    Star miliba kemiti