I Have Never Imagined I will Meet You Like This, Says Complainant at CM's Grievance Cell

แชร์
ฝัง
  • เผยแพร่เมื่อ 30 ก.ย. 2024
  • ଜଣ ଜଣକି ଲୋକ ଆସୁଛନ୍ତି, ନିଜ ଦୁଃଖ କହୁଛନ୍ତି, ଜଣେ ବ୍ୟକ୍ତି ଆବେଗ ଭରା କଣ୍ଠରେ କହିଲେ, ମୁଁ ଭାବି ନ ଥିଲି ଏମିତି ଆସିକି ଭେଟି ପାରିବି ବୋଲି। no on on... never #OTV #BJP #Odisha #MohanMajhi #cmgrievancecell
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 1.1K

  • @gopinathgouda714
    @gopinathgouda714 3 หลายเดือนก่อน +478

    ଯାହା ହେଉ ମୋର ଭୋଟ ମୂଲ୍ୟ ଉଚିତ୍ ଲୋକଙ୍କୁ ଦେଇଛି
    ଜୟ ଜଗନ୍ନାଥ ❤❤

  • @jchoudhury274
    @jchoudhury274 3 หลายเดือนก่อน +640

    World no 1 ନବୀନ ବାବୁ ଙ୍କୁ mla ମନ୍ତ୍ରୀ ଭେଟି ପାରୁ ନ ଥିଲେ ଏ ଠି ସାଧାରଣ ଲୋକ ମିଶି ପାରୁଛନ୍ତି ଜୟ ଜଗନ୍ନାଥ

    • @ChhailbihariSharma-t1x
      @ChhailbihariSharma-t1x 3 หลายเดือนก่อน +15

      Jay Shree Ram

    • @Unknownman-12
      @Unknownman-12 3 หลายเดือนก่อน +8

      Formality😂

    • @skmstorywriter6400
      @skmstorywriter6400 3 หลายเดือนก่อน +10

      ​@@Unknownman-12ଚେୟାର ଜଗା ମୁଖ୍ୟମନ୍ତ୍ରୀ ଠୁ କିଛି ଭଲ,

    • @prangyarajput7869
      @prangyarajput7869 3 หลายเดือนก่อน +6

      Jai sriram

    • @ajayanayak5373
      @ajayanayak5373 3 หลายเดือนก่อน +6

      ହାଣ୍ଡିଆ କମାଲ

  • @djdhanu5763
    @djdhanu5763 3 หลายเดือนก่อน +351

    ଜନତାଙ୍କ ସହ ମୁଖ୍ୟ ମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ l ଜୟ ଜଗନ୍ନାଥ l

  • @jchoudhury274
    @jchoudhury274 3 หลายเดือนก่อน +204

    Pandian 500କୋଟି ଖର୍ଚ୍ଚ କରି ବୁଲୁ ଥିଲା ଭୋଟ bank ପାଇଁ BJD କ୍ରୀତଦାସ ଭଲ କି ଦେଖ ଆମ ଓଡିଆ ମୂଖ୍ୟ ମନ୍ତ୍ରୀ ଜୟ ଜଗନ୍ନାଥ

  • @sabitaprusty8035
    @sabitaprusty8035 3 หลายเดือนก่อน +125

    ବହୁତ ବଢିଆ, ଲୋକ ମାନେ ଆଶ୍ୱସ୍ତି ହେବେ। ଜୟ ଜଗନ୍ନାଥ।

  • @SatrughanNayak-qf1rt
    @SatrughanNayak-qf1rt 3 หลายเดือนก่อน +362

    ଦେଖରେ ବିଜେଡ଼ି ର ନେତା ମନ୍ତ୍ରୀ ଚାମ୍ ଚା, ବେଲଚା ସମସ୍ତେ ମୂଖ୍ୟ ମନ୍ତ୍ରୀ କେମିତି ଜନଶୁଣାଣୀ ହେଉଛି,

    • @superdragonchannel429
      @superdragonchannel429 3 หลายเดือนก่อน

      Sabu chore sale luchithibe kuade

    • @pramitrana7556
      @pramitrana7556 3 หลายเดือนก่อน +3

      Bhai ai ta tanka stap adi basi jau mane ki khande luga pau naha nti semi ti lokamanak katha suna ntu dakhu ba

    • @enoshdas975
      @enoshdas975 3 หลายเดือนก่อน +2

      Thik katha

    • @dibakarsethi4802
      @dibakarsethi4802 3 หลายเดือนก่อน +3

      Lutarageng sabu tadipokaibe chara dallo

    • @dibakarsethi4802
      @dibakarsethi4802 3 หลายเดือนก่อน

      Tu modira gandi dhua chakiri mililani tate

  • @ramaojha1074
    @ramaojha1074 3 หลายเดือนก่อน +363

    ସବୁ ବିଜେଡ଼ି ବିଧାୟକ ମାନେ ଟିକେ ଦେଖିବା ର ଆବଶ୍ୟକ ରହିଛି

    • @ChhailbihariSharma-t1x
      @ChhailbihariSharma-t1x 3 หลายเดือนก่อน +2

      Jay Shree Ram

    • @SukantaRout-xw5dx
      @SukantaRout-xw5dx 3 หลายเดือนก่อน

      Bhalasea to deakhea

    • @asishbehera1561
      @asishbehera1561 3 หลายเดือนก่อน

      Baala tu deakhea .....Otv BJP channel Jaa chatibu

    • @gamingbikiyt6480
      @gamingbikiyt6480 3 หลายเดือนก่อน

      Tama gandi poduchhi sala chora party ​@@asishbehera1561

    • @MadanMalick-n9e
      @MadanMalick-n9e 3 หลายเดือนก่อน

      Righte.bahi

  • @saratkumargajendra1001
    @saratkumargajendra1001 3 หลายเดือนก่อน +189

    ନବୀନ ପଟନାୟକ କିଛି ଶିଖ ଏଥିରୁ. ଆପନମାନେ କୁସୀ ତ?

    • @koilihota6354
      @koilihota6354 3 หลายเดือนก่อน +3

      Wait for time

    • @heralalduduka800
      @heralalduduka800 3 หลายเดือนก่อน

      ​@@koilihota6354ok

    • @heralalduduka800
      @heralalduduka800 3 หลายเดือนก่อน

      BJP ta sikhita ta dekhiba kete upaduchhi.

    • @satyabratadas3635
      @satyabratadas3635 3 หลายเดือนก่อน +1

      Wait kara kete thik kete vul bahariba 😂

    • @Devraj-ym3lp
      @Devraj-ym3lp 3 หลายเดือนก่อน

      Ye sabu mase dimase jae emti dekhei hebe ta pare odisha re jaha hau au bujhibeni

  • @naraharisagaria6923
    @naraharisagaria6923 3 หลายเดือนก่อน +146

    ବିଜେଡି ବାଲା ଙ୍କୁ ଗାଲରେ ଚାପୁଡ଼ା ମାରିଲା ଭଳି ହେଲା ସେମାନେ ପାଟି ଖୋଲିବେ କେମିତି

    • @WATCHtMOVIE
      @WATCHtMOVIE 3 หลายเดือนก่อน +3

      ଧନ୍ୟବାଦ ସାର୍

    • @sunaramtudu617
      @sunaramtudu617 3 หลายเดือนก่อน +2

      Aviyog suniley kiche Kari paribene

    • @anandamohakuda4943
      @anandamohakuda4943 3 หลายเดือนก่อน

      Bekar katha

  • @samparkvisual4566
    @samparkvisual4566 3 หลายเดือนก่อน +48

    ଯିଏ ଆମ ସହିତ ଭେଟ ହେଲେ କାନ୍ଧରେ ହାତ ପକେଇ ପଚାରନ୍ତି ଆଉ କେମିତି ଅଛ ? ବାପାଙ୍କ ଦେହ କେମିତି ଅଛି? ପିଲା ମାନେ କେମିତି ଅଛନ୍ତି ? ବେପାର ତୁମର ଠିକ୍ ଚାଲିଛି କି ନାହିଁ?
    ସେ ଲୋକଙ୍କ ଆସ୍ଥାଭାଜନ ହେଇ ପାରିବେ ଏକଥା ଆମକୁ ଜଣା ଥିଲା। ୨୦୦୫ ମସିହାରେ ବିଧାୟକ ପାଣ୍ଠିରେ ଆମ ଗାଁରେ ପ୍ରତି ଘରକୁ ପିଇବା ପାଣି, ଗାଧୁଆ ଘର ସହିତ ଶୌଚାଳୟ ଏବଂ ବିଜୁଳି ବ୍ୟବସ୍ଥା କରେଇଛନ୍ତି। ଗାଁ ରେ ଏଥର କୀର୍ତ୍ତନ ମଣ୍ଡପ କରେଇଛନ୍ତି। ଅନେକ ପିଲାମାନଙ୍କୁ ତାଙ୍କ ରେଫରେନ୍ସରେ ମାଇନ୍ସ ରେ ଚାକିରୀ କରେଇଛନ୍ତି। ଆଦିବାସୀ ମାନଙ୍କୁ ତାଙ୍କର ୩୫ ବର୍ଷର ବିବାଦୀୟ ଜମିର ମାଲିକାନା ଫେରେଇଛନ୍ତି। ତେଣୁ ଆମ ପାଇଁ ମୋହନ ଭାଈ କୌଣସି ଦେବ ଦୂତ ଠାରୁ କମ୍ ନୁହନ୍ତି।

  • @pabitranayak4405
    @pabitranayak4405 3 หลายเดือนก่อน +112

    ବିଜେଡି ଵାଲା ଶିଖିବା ଦରକାର

  • @Katak_Dk
    @Katak_Dk 3 หลายเดือนก่อน +81

    ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ମହୋଦୟ ଏପରି ନିରନ୍ତର ଚାଲୁ ଜୟ ଶ୍ରୀରାମ

  • @lambudharsanta131
    @lambudharsanta131 3 หลายเดือนก่อน +57

    ମର ଅନୁରୋଧ କି ଆମ ନୂଆ CM sir ଙ୍କୁ ଆମ 30 ଟି ଜିଲାରେ ମଧ୍ୟ ନିଜେ ଯାଇ ଆମ ପରି ଗରୀବ ଲୋକଙ୍କୁ ଦୁଃଖ ଶୁଖ ଭୁଜନ୍ତୁ ଏହା ହିଁ ମୋର ଅନୁରୋଧ

    • @BiswaDhal-py7xp
      @BiswaDhal-py7xp 3 หลายเดือนก่อน +1

      Tathastu

    • @jharanagoud2334
      @jharanagoud2334 2 หลายเดือนก่อน +1

      Emiti heba nihati darkar really

  • @minadas292
    @minadas292 3 หลายเดือนก่อน +51

    ସାଧାରଣ ଲୋକଙ୍କ ହୃଦୟ ସମ୍ରାଟ ଙ୍କୁ କୋଟି ପ୍ରଣାମ

  • @sudhirbehera344
    @sudhirbehera344 3 หลายเดือนก่อน +67

    ଜୟ ମୋହନ❤ସରକାର❤

  • @Skmohapatra-fs9gy
    @Skmohapatra-fs9gy 3 หลายเดือนก่อน +54

    ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଭାଇ ସରକାର, ଖାଣ୍ଟି ଓଡ଼ିଆରେ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଗେଇ ଆସିଛନ୍ତି 🙏🙏

    • @sradhadoremi3604
      @sradhadoremi3604 3 หลายเดือนก่อน

      😂😂😂Hau kete dinia photo shoot au video dekhibaku miluchi dekhiba

    • @Futurefauji3256
      @Futurefauji3256 2 หลายเดือนก่อน

      ​@@sradhadoremi3604 dekhiba dekhiba tama pandu ta thhu bhala😂

  • @patirajcomedy5931
    @patirajcomedy5931 3 หลายเดือนก่อน +74

    BJD ରାଜ ନିତୀ ଶିଖୁ

  • @abanipradhan
    @abanipradhan 3 หลายเดือนก่อน +37

    ନବୀନ ମୋ,,,,,,,,,,,, ମନ୍ତ୍ରୀ ଥିଲା ❤❤❤❤❤,,,bjd ବାଲା ଦେଖ no1 ମନ୍ତ୍ରୀ କାହାକୁ କୁହନ୍ତି,,,,

  • @numerologistsannjoy5996
    @numerologistsannjoy5996 3 หลายเดือนก่อน +37

    ଆଜି ପଯ୍ୟନ୍ତ ବିଗତ 25 ବର୍ଷ ଭିତରେ ଏମିତି କେବେ ଦେଖିବାକୁ ମିଳି ନ ଥିଲା. କାରଣ ବିଗତ 25 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେବେ କାହାରି ସାଙ୍ଗରେ ଦେଖା କରି ନାହାନ୍ତି. ଯାହେଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ଥାଉ 🙏🙏🙏

    • @musicon5982
      @musicon5982 3 หลายเดือนก่อน +4

      ୨୫ ନୁହ ସାର୍ ଏମିତି ଦୃଶ୍ୟ ୫୦ ବର୍ଷ ରୁ ବି ହେଇ ନଥିଲା ମୋର୍ ଜାଣିବାରେ ।ଏଟା ପ୍ରଥମ ଯେ ଓଡ଼ିଶାରେ CM ସିଧା ସଳଖ ସାଧାରଣ ଲୋକଙ୍କ କଥା ଶୁଣୁଛନ୍ତି।

  • @silpibrajendrarout5921
    @silpibrajendrarout5921 3 หลายเดือนก่อน +21

    ସବୁ ବିଧାୟକ ମାନେ ଗାଁକୁ ଯାଇ ଦୁଃଖ ବୁଝନ୍ତୁ । ଭଲ ହେବ।

  • @golamunda4081
    @golamunda4081 3 หลายเดือนก่อน +49

    ଲୋକଙ୍କ ସରକାର 👌👌

  • @pabitranayak4405
    @pabitranayak4405 3 หลายเดือนก่อน +30

    ବହୁତ ସୁନ୍ଦର

  • @JogeswarKarna
    @JogeswarKarna 3 หลายเดือนก่อน +17

    ସମସ୍ତ ସାଧାରଣା ଲୋକଙ୍କ କଥା ସୁଣୁଛନ୍ତି ସାର ଧନ୍ୟାବାଦ 🎉🎉🎉 ମୁଖ୍ୟମନ୍ତି ହେବତ ଏମିତି 💯👍👍👍🙏🙏🙏 ଜା ଜୟ ଜଗନ୍ନାଥ

  • @jagannathmuduli7209
    @jagannathmuduli7209 3 หลายเดือนก่อน +37

    ବହୁତ୍ ଦିନର ଆଶା ପୂରଣ ହେଲା

  • @chandrabhanunaik9525
    @chandrabhanunaik9525 3 หลายเดือนก่อน +37

    Superb Initiative CM Sir, My eyes not belive same as real story of Nayak Movie❤Thousand Salute You Sir n Team.

  • @SatyamebaJayate-ml8qx
    @SatyamebaJayate-ml8qx 3 หลายเดือนก่อน +16

    ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ର ଏଭଳି ଅଭିମୁଖ୍ୟ ସର୍ବକାଳ ପାଇଁ ରହେ ଭୋଟର ଭାଇ ମାନଙ୍କର ଶ୍ରମ ସାର୍ଥକ ହେଲା ବୋଲି ଜଣା ପଡିବ...
    ଓଡ଼ିଶାରେ ଏକ ନୂଆ ସୂର୍ଯ୍ୟ ଓ ସକାଳ ର ଶୁଭାରମ୍ଭ ହେଲା ବୋଧ ହେବ

    • @mmnewsodia
      @mmnewsodia 3 หลายเดือนก่อน

      😄😄

  • @Aakamaabadi
    @Aakamaabadi 3 หลายเดือนก่อน +20

    ୧- ନୁଆ ସରକାରଙ୍କ ର ଏଇ ବୃକ୍ଷ ରୋପଣ ପ୍ରୟାସ ଟି ବାସ୍ତବରେ ପ୍ରଶନଶନିୟ। ଆଗକୁ ଆସୁଛି ଧାରା ଶ୍ରାବଣ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଗୋଟିଏ ଗୋଟିଏ ଗଛ ଭବିଷ୍ୟତ ପାଇଁ ମଂଗଳ ଭାବନା ରଖି ସୁରକ୍ଷିତ ସ୍ଥାନରେ ଲଗାନ୍ତୁ।ମୋ ମତରେ ଗୋଟିଏ ବୃକ୍ଷ ଲଗାଇବା ଗୋଟିଏ ମନ୍ଦିର ତୋଳିବା ସଙ୍ଗେ ସମାନ ହୋଇଥାଏ ।
    ୨- ଆମ ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କରିବି ଆପଣ ଯେଉଁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲିଛନ୍ତି ମୋ ମତରେ ଏଥିରେ ପ୍ରକୃତ ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ନାହଁ।କାରଣ ଏମିତି ବି ଲୋକ ଏବେ ବି ଅଛନ୍ତି କଟକ ଦେଖିନାହାନ୍ତି। ବିଚାର କରନ୍ତୁ ଜଣେ ମାଲକାନଗିରି ରୁ ବୁଢି ମାଉସୀ ଟିଏ ଏଠିକି ଆସିପାରିବ କି ?।ଯିବା ଆସିବା ଖର୍ଚ୍ଚ ସହିତ ଖାଇବା ଖର୍ଚ୍ଚ ତାକୁ କିଏ ଦେବ ? କେବଳ ଜଣେ ବୁଢୀ ମାଉସୀ ନୁହେଁ କି ବୁଢା ମଉସା ନୁହେଁ ଅନେକ ଶାରୀରିକ ଯନ୍ତ୍ରଣା ରେ ରହୁଥିବା ବା ଶାରୀରିକ ବିକଳାଙ୍ଗ ଲୋକ ଏଥିରୁ ନିଶ୍ଚୟ ବଞ୍ଚିତ ହେବେ। ଯଦି ଗୋଟିଏ school ରେ Head Master/ Head mistress ସବୁ ଛାତ୍ର ଛାତ୍ରୀ ମାନଙ୍କ ର ପରୀକ୍ଷା ଖାତା ନିଜେ ଦେଖିବେ ତେବେ ଅନ୍ୟ ଶିକ୍ଷକ ମାନେ କରିବେ କ'ଣ ? ଯଦି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳା ଏବଂ ସମୟାନୁବତ୍ତୀତା ସହିତ କିଏ କୋଉ ପାଠ ପଢ଼ାଇବା ପାଇଁ ଯୋଗ୍ୟ ସେହି ଆଧାରରେ ଚୟନ କରାଯାଏ ତେବେ ଏହା ସୁନିଶ୍ଚିତ ସେ ବିଦ୍ୟାଳୟ ର ସୁନାମ ହଁ ସୁନାମ ହେବ । ତଳ ପାହାଚ ଯଦି ଏତେ ଦୁର୍ବଳ ଆଉ ଭଗ୍ନ ତେବେ ଜଣେ ଉପର ପାହାଚ କୁ କେମିତି ଯିବ। ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଧ୍ୟାନ ଦେବେ।
    ୩- ୧୯୬୫ ରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୋଟିଏ ମହାନ ସ୍ଲୋଗାନ ଦେଇ ଥିଲେ ତାହା ହେଲା ଜୟ ଜବାନ ଜୟ କିଶାନ କିନ୍ତୁ ସତରେ ବନ୍ଧୁ ମାନେ ଟିକେ ହୃଦୟକୁ ପଚାରନ୍ତୁ ପ୍ରକୃତରେ କଣ ଚାଷୀ ଭାଇ ଭଉଣୀକୁ ଆଜି ସମ୍ମାନ ମିଳୁଛି।ଯବାନ ଦେଶ ପାଇଁ ସହିଦ୍ ପରେ Guard of honour ଦିଆ ଯାଉଛି ହେଲେ ଚାଷୀ ଏଠି ଆତ୍ମହତ୍ୟା କରୁଛି। ଜଣେ ପୁଅ ଏଠି ଘରକୁ ସୁରକ୍ଷା ଦେଉଛି ଆଉ ଜଣେ ପୁଅ ମଧ୍ୟ ଘରର ସମସ୍ତ ସଦସ୍ୟଙ୍କୁ ଗଣ୍ଡେ ପେଟକୁ ଖାଇବାକୁ ଦେଉଛି।ଏଥିରୁ କୋଉ ପୁଅ କୁ ଅଯୋଗ୍ୟ କହିବେ। ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ କାଇଁ କିନା ତା ବିନା ଚାଲିବାବି ମୁସ୍କିଲ ହେଇଯିବ। ଚାଷୀ ନିଜର ବାହାଘର ହେଉ କିମ୍ବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଅଣଦେଖା ହୋଇଥାଏ । ତେଣୁ ଚାଷୀ ଟିର ଦେହାନ୍ତ ପରେ ତାକୁ ମଧ୍ୟ Guard of Honour ଦିଆଯାଉ। ଚାଷୀଙ୍କୁ ଉଚିତ ସମ୍ମାନ ଦିଆଯାଉ। ସରକାରୀ ବାବୁମାନେ ବହୁତ ଦରମା ପାଉଛନ୍ତି। ଟିକେ ସେତିକି ତାଂକୁ ଚାହିଁ ଚାଷୀ କୁ ଟିକେ ଅନାନ୍ତୁ।

    • @ChhailbihariSharma-t1x
      @ChhailbihariSharma-t1x 3 หลายเดือนก่อน +1

      Jay Shree Ram

    • @Aakamaabadi
      @Aakamaabadi 3 หลายเดือนก่อน

      ​@@ChhailbihariSharma-t1xଜୟ ଶ୍ରୀ ରାମ। ଜୟ ଜବାନ ଜୟ କିଶାନ୍

    • @gojendramuduli8990
      @gojendramuduli8990 3 หลายเดือนก่อน

      Right 👍 Bhai

  • @narayanpanda4011
    @narayanpanda4011 3 หลายเดือนก่อน +18

    ଯେଉ ମାନେ ନବୀନ ବାବୁ କ ପାଇଁ କାନ୍ଦିଥିଲେ ସେମାନେ ଟିକେ ଆଖି ଖୋଲି ଦେଖନ୍ତୁ,

    • @SibaReddy-t8f
      @SibaReddy-t8f 3 หลายเดือนก่อน

      କାମକରି ଦେଖାଇଲେ ହେବ

    • @GangaDhar-ln4qi
      @GangaDhar-ln4qi 3 หลายเดือนก่อน

      AAU KO Kama be

    • @GangaDhar-ln4qi
      @GangaDhar-ln4qi 3 หลายเดือนก่อน

      Jai kana mistri palatibe😂😂😂😂

    • @SibaReddy-t8f
      @SibaReddy-t8f 3 หลายเดือนก่อน

      @@GangaDhar-ln4qi ଯେଉଁ ମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ର କାମ ହେଉ ରେ ବିଆଛୋଡିର ପୁଅ ଶୁଣିଲେ ହେବନି ମୋର ମଧ୍ୟ ଅଭିଯୋଗ ଅଛି କହିବାର ମୁଁ ମଧ୍ୟ ଯିବି

  • @sagarnayak1601
    @sagarnayak1601 3 หลายเดือนก่อน +8

    ମୋ ଭୋଟ ଉଚିତ୍ ପ୍ରାଥି ଙ୍କୁ ଦେଇ ମୁଁ ଗର୍ବିତ 🙏l

  • @narenkumar1432
    @narenkumar1432 3 หลายเดือนก่อน +8

    ମୁଁ ବି ଯିବି ଆମ ୟାଡେ ଇଲେକ୍ଟ୍ରି କାହିଁକି ବାରମ୍ବାର କଟୁଛି, ନିର୍ବାଚନ ଫଳାଫଳ ପରଠାରୁ

  • @hemantkumarsahoo9654
    @hemantkumarsahoo9654 3 หลายเดือนก่อน +19

    ଜୟ ଶ୍ରୀଜଗନ୍ନାଥ 🙏❤️

  • @binodbeharidas5801
    @binodbeharidas5801 3 หลายเดือนก่อน +28

    Unique and admirable action
    We salute your good attempt....
    Proud of you sir

  • @AlivaSahu-h6n
    @AlivaSahu-h6n 3 หลายเดือนก่อน +32

    Bhgwan karantu emiti se samadhan karantu.... Nayak movie bhaliya lagila sir... thank so much sir

  • @Bibhutibhusanrout-bc4zy
    @Bibhutibhusanrout-bc4zy 3 หลายเดือนก่อน +15

    ଏସବୁଠିକ୍🎉କାମହେବତ❤ ଜୟଜଗନାଥଜୟ ❤❤🎉

    • @Subhi19
      @Subhi19 3 หลายเดือนก่อน

      Aneiki basitha sabu heijiba

  • @akshayakumarnath7752
    @akshayakumarnath7752 3 หลายเดือนก่อน +27

    Salute to our honourable chief Minister,who proved himself as people's chief minister.Jagannath bless this govt.for solution of problems....Joy Jagannath.

  • @prasantmohanty4880
    @prasantmohanty4880 3 หลายเดือนก่อน +15

    ଦେଖାର ଗେଣ୍ଡା ଦଳ ଆଉ କେତେ ବକ ବକ ହବ 😄

  • @azubizu2534
    @azubizu2534 3 หลายเดือนก่อน +4

    ଗାଲୁଆ ପୋଲିସ ବିଭାଗ ଅଭିଯୋଗ ରଖୁନଥିଲା,,,
    ଏବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଛନ୍ତି
    🌹🌹🌹🌹🌹🌹🌹🌹🌹🌹

  • @Sikhyabharati
    @Sikhyabharati 3 หลายเดือนก่อน +2

    ନବୀନ ହେ ନବୀନ
    ଦେଖ ଆମ ମୋହନ
    ଜନତାଙ୍କ ଦୁଃଖ ଶୁଣି
    କରେ ପୁଣି ସମାଧାନ।
    ବିଜୁବାବୁ ନାମ ନେଇ
    ତୁମେ ଗଲ ଆଗେଇ
    ପାଣ୍ଡୁକୁ ପାୱାର ଦେଇ
    ଦେଲ କେତେ କନ୍ଦେଇ
    ଏତେ ଦିନପରେ ଲାଗେ
    ଧନ୍ୟହେଲା ଜୀବନ
    ଶୁଣିଲେ ଦୁଃଖି ଗୁହାରି
    ଆମ ପ୍ରିୟ ମୋହନ
    ଭଲଭାବେ ଆଖିଖୋଲି
    ଦେଖ ଟିକେ ନବୀନ 🙏
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ପ୍ରୟାସକୁ ଅନ୍ତରରୁ ପଣାମ ❤️🙏❤️

  • @chakradharmahanta6131
    @chakradharmahanta6131 3 หลายเดือนก่อน +7

    ବିଜେଡି ବାଲା କୁକୁର ମାନେ କିଛି ଶିଖ

  • @babunamallick5594
    @babunamallick5594 3 หลายเดือนก่อน +16

    ସାର୍ ଆପଣ ଅଭିଯୋଗ ଶୁଣାଣୀ କରୁଛନ୍ତି ବୋହୁତ୍ ଭଲ କଥା, କିନ୍ତୁ ନିର୍ବାଚନ ବେଳେ ଆପଣଙ୍କ ନେତା ମାନେ ଲୋକଙ୍କୁ, 300 ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାଗଣା ବିଜୁଳି କେବେ ମିଳିବ

    • @basudevmallick598
      @basudevmallick598 3 หลายเดือนก่อน +3

      Tamara tike sunibare asubudha heuchi bodhe, karana samaste sunichanti solar lageile 300 unit Chad au balaka bijuliku biki tank incom kariba pai, kahinathile je semitire 300 unit chad pai

    • @babunamallick5594
      @babunamallick5594 3 หลายเดือนก่อน

      @@basudevmallick598 ଭାଇ ନିର୍ବାଚନ ବେଳେ ଧର୍ମେନ୍ଦ୍ର ପ୍ରଧାନ କଣ କହିଥିଲେ ଆପଣ ବୋଧେ ଠିକ୍ ରେ ଶୁଣିନାହାନ୍ତି ସେ ପୁରୁଣା ଭିଡିଓ ଟା ଟିକେ ଦେଖି ନିଅନ୍ତୁ

    • @musicon5982
      @musicon5982 3 หลายเดือนก่อน +3

      ମାଗଣା ଖାଇ କରି ୨୪ ବର୍ଷ ରେ ଆମକୁ ଦାଦନ ଯିବାକୁ ହେଲା।ଆମେ କେବେ ଆତ୍ମନିର୍ଭର ହେବା?

    • @babunamallick5594
      @babunamallick5594 3 หลายเดือนก่อน

      @@musicon5982 କୋଉ ଶଳା ମାଗଣା ଦେଇଛି ମୋଦୀ ଦେଇଛି ନା ନବୀନ ପଟ୍ଟନାୟକ ଦେଉଥିଲେ ନା ଏବେ ମୋହନ ମାଝି ଦେବେ, ଆମେ ବେଭହାର କରୁଥିବା ପ୍ରତ୍ୟେକ ସାମଗ୍ରୀ ରେ ଟ୍ୟାକ୍ସ ନେଉଛନ୍ତି, ଏବଂ ଆମ ରୋଜଗାର ରୁ ମଧ୍ୟ ଟ୍ୟାକ୍ସ ନେଇଛନ୍ତି, ସେଇ ଟଙ୍କା ରେ ଆମକୁ ଦେଇଛନ୍ତି, ତା ଛଡା, ନିର୍ବାଚନ ବେଳେ ବଡ଼ ବଡ଼ କଥା କହୁଥିଲେ ଏବେ କାଇଁ ଗାଁ ... ଫାଟୁଛି

    • @bbsgundua1662
      @bbsgundua1662 2 หลายเดือนก่อน

      ତମେ ଶଳା BJD ବାଲା ହାରିବାର ହଜମ କରି ପାରୁନ

  • @pravatsahoo5971
    @pravatsahoo5971 3 หลายเดือนก่อน +13

    ବହୁତ ଭଲ କଥା

  • @lipsa5949
    @lipsa5949 3 หลายเดือนก่อน +6

    ଜନତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ 🙏🏻❤️ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻❤️❤️❤️❤️

  • @ranjankumarmohanta2003
    @ranjankumarmohanta2003 3 หลายเดือนก่อน +3

    ନବୀନ ପଟ୍ଟନାୟକ ମଲା ବେଳେ ହେଲେ ମଧ୍ୟ ଏ ଦୃଶ୍ୟ କୁ ଦେଖି ଶେଷ ନିଶ୍ୱାସ ତ୍ୟାଗ କରନ୍ତୁ ....

  • @RabindrachandraSahu
    @RabindrachandraSahu 3 หลายเดือนก่อน +4

    ରାଜନେତା ମାନେ ହୃଦୟଙ୍ଗମ କରନ୍ତୁ POWER ଜନସାଧାରଣଙ୍କ ହାତରେ , ଲୋକମାନଙ୍କର ପ୍ରିୟଭାଜନ ହୁଅନ୍ତୁ , ମାନ୍ୟବର Mohan sir 👍👍👍🙏🙏🙏...

  • @BaleyaHembram-wr1me
    @BaleyaHembram-wr1me 3 หลายเดือนก่อน +14

    Thank u Majhi sir

  • @Binodkumarpanigrahi2187
    @Binodkumarpanigrahi2187 3 หลายเดือนก่อน +2

    Arbind kejriwal ବି ଏମିତି ଅଭିଯୋଗ ଶୁଣୁଥିଲେ, ତୁମେ କେତେଦିନ ଶୁଣିବ ବାକି ରହିଲା

  • @ashoksarangi228
    @ashoksarangi228 3 หลายเดือนก่อน +18

    GOD Bless CM for Direct contact with people problem

  • @bireswarbishi7980
    @bireswarbishi7980 3 หลายเดือนก่อน +1

    ଏଭଲି ସରକାର କୁ ଯିଏ ଭୋଟ ନଦେଇ ସେହି 🐌 ଗେଣ୍ଡା ଦଳକୁ ଭୋଟ ଦେଇଛି ପାଞ୍ଚ ବର୍ଷ ଭାଲି ମରିବ କାହିଁକି ମୁ ମୋ ମୂଲ୍ୟବାନ ଭୋଟ ଏଭଲି ସରକାର କୁ ଦେଲିନି। ଆଉ ଥରେ ଓଡ଼ିଶାରେ ସରକାର ତିଆରି ପାଇଁ ସୁଯୋଗ ପାଇଁ ପାରନି ମୋହନ ସରକାର ଆପଣଙ୍କର ମତ କ'ଣ ମୁଁ ମୋ ପରିବାର ଏକ ତରଫା ଡବଲ୍ ଇଂଜିନି ସରକାର ଗଠନ।

  • @Tina-o7j
    @Tina-o7j 3 หลายเดือนก่อน +10

    This type of cm odissa cityzen searching last 24 years.we win we get this type of cm best cm mohan majhi jai jaganath

  • @chaturanandamarndi2115
    @chaturanandamarndi2115 3 หลายเดือนก่อน +7

    ଅଭିଯୋଗ ଶୁଣିଲେ ଭଲ କଥା ତାହା କେତେ ଦୂର କାର୍ଯ ହେଉଛି ତାହା ଦେଖିବାର ବାକି ରହିଲା

    • @adarshmedia7579
      @adarshmedia7579 3 หลายเดือนก่อน +1

      ଚଷମା ଗୋଟେ କିଣି କି ରଖ ଭାଇ ଦେଖିବା ପାଇଁ

  • @R.K.3DHOMEDESIGN
    @R.K.3DHOMEDESIGN 3 หลายเดือนก่อน +4

    କିଛି ଶିଖ ରେ ଗେଣ୍ଡଳୀୟ ଦଳ

  • @ranjitcreat4494
    @ranjitcreat4494 3 หลายเดือนก่อน +1

    BEST CHIEF MINISTER OF OUR ODISHA, NAYAK FILIM ଭଳିଆ ଲାଗୁଚି

  • @gitanjalimishra1049
    @gitanjalimishra1049 3 หลายเดือนก่อน +13

    Thankyou my cm God blessyou

  • @ajayanayak5373
    @ajayanayak5373 3 หลายเดือนก่อน +1

    ଆରେ time pass କରୁଛନ୍ତି। ଅଭିଯୋଗ ଶୁଣୁ ଶୁଣୁ 5 ବର୍ଷ କଟି ଯିବ। ସମାଧାନ କରିବେ ଆର 5 ବର୍ଷକୁ ସରକାରଙ୍କୁ ଆସିଲେ।bjd ଆସିଥିଲେ ଆଜି ଠୁ ଲାଇଟ୍ ବିଲ୍ ଛାଡ଼ ହେଇଥାନ୍ତା।bjp ର କେବେହେବ।

  • @nilanchalabisoyi7059
    @nilanchalabisoyi7059 3 หลายเดือนก่อน +12

    Thank you our new chief minister

  • @rasmitabag123
    @rasmitabag123 2 หลายเดือนก่อน +1

    Sir ମୋର ଅନୁରୋଧ ଆପଣ ଯେତେ ଜଲଦି ହେଉଛି ଝାରସୁଗୁଡା ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ରେ ତୁରନ୍ତ ଦେଶୀ ମଦ ବିଦେଶୀ ମଦ ଏବଂ ହାଣ୍ଡିଆ ବିକ୍ରି କୁ ବନ୍ଦ୍ କର please sir ଏଇ ନିଶା ପାଇଁ କେତେ ଜୀବନ ଯାଉଛି କେତେ ଦୁର୍ଘଟନା ହେଉଛି କେତେ ଖୁସିର ସଂସାର ଭାଙ୍ଗି ଯାଉଛି ଝିଅ ବହୁ ମାନେ ସବୁ ସମୟରେ ଦୁଃଖ ରେ ରହୁଛନ୍ତି ଏଇ ହାଣ୍ଡିଆ ଟା ବହୁତ୍ ନିଶା ଜିନିଷ ଅଟେ ଏହାକୁ ତୁରନ୍ତ ବନ୍ଦ୍ କରାଯାଉ please sir

  • @YajnaseneeRout
    @YajnaseneeRout 3 หลายเดือนก่อน +16

    Thank U Mohan Sir 🙏

  • @harekrushnapagal1405
    @harekrushnapagal1405 2 หลายเดือนก่อน +1

    25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
    25 ବର୍ଷ ହେଲା ଆମ ଓଡ଼ିଶା କୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଓଡ଼ିଶା ରେ ସବୁ କ୍ଷେତ୍ରରେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା
    ସେ ତ ଅସୁର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ସଵୁ ଗେ।ଟିଏ ନାଉରମଞ୍ଜି ଥୀଲେ ଦୃନିତି ଖୁର ଥୀଲେ
    ଓଡ଼ିଶା ଵାଶି ଙ୍କ କଥା ଵୁଝି ଵେ କଣ ,
    କିନ୍ତୁ ଭାରତ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଓଡ଼ିଶା ରେ ଧର୍ମ ବୀର ପୁଅ
    ମେ।ହନ ସରକାର ଆସିଛନ୍ତି
    ସାରା ଓଡ଼ିଶା ଵାଶି ଙ୍କୁ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖୀଵେ,
    ଏଵଂ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ଓଡ଼ିଶା ରେ ସବୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା
    ସଵୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଅସୁର କୈରବ ଘମଣ୍ଡିଆ ପାଖଣ୍ଡ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ମାନଙ୍କୁ ତୁରନ୍ତ ଗିରଫ କରି କଠର ରୁ କଠର ଦଣ୍ଡ ଦେଵେ
    25 ବର୍ଷ ହେଲା ଓଡ଼ିଶା କୁ ଓଡ଼ିଶା ଵାଶି ଙ୍କ ଗାଣ୍ଡି ମାରି ଥୀବା ସଵୁ କଳା ଟଙ୍କା ତାହାର 100,ଗୁଣ କରି ଫେରେଈଵେ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ
    ଆମ ଓଡ଼ିଶା କୁ ସୁନା ର ଓଡ଼ିଶା କରିଦେଵେ
    ମେ।ହନ ଵାଵୁ
    ସେଥିପାଇଁ ସାରା ଓଡ଼ିଶା ଵାଶି ଜିଵନ ଥିବା ଯାଏ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସହିତ ସଵୁଵେଳେ ନିଶ୍ବାର୍ଥ ପରଭାବରେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବା
    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ଓଡ଼ିଶା ଵାଶି ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤❤❤❤❤❤❤❤❤

  • @Feelreaction9.9
    @Feelreaction9.9 3 หลายเดือนก่อน +4

    ପୂର୍ବରୁ ସାଧାରଣ ଜନତା ମୂକ୍ଷମନ୍ତ୍ରୀ ଙ୍କୁ ଭେଟିବା ର ସ୍ଵପ୍ନ କଥା ଥିଲା ତାଙ୍କ ନେତା ସରପଞ୍ଚ , ସଦସ୍ୟ , ମନ୍ତ୍ରୀ ମାନେ ଭି ଭେଟି ପାରୁ ନ ଥିଲେ, ସମସ୍ତେ ପାଣ୍ଡୁ ର ପାଦ ଚାଟି ଚାଟି ଭୁବନେଶ୍ଵର ରୁ ଫେରୁଥିଲେ 😂😂 No 1 CM ସଧାରଣ ଜନତା ଙ୍କ ଦୁଃଖ ଶୁଣିବା ପାଇଁ, ଜୟ ଜଗନ୍ନାଥ, ଜୟ ନୂଆ ଓଡିଶା ,, ଜୟ ଓଡିଆ ପୁଅ

    • @koilihota6354
      @koilihota6354 3 หลายเดือนก่อน

      Cm cyber crime

    • @koilihota6354
      @koilihota6354 3 หลายเดือนก่อน

      Nothing to be reply

    • @koilihota6354
      @koilihota6354 3 หลายเดือนก่อน

      Naveen sir no1

  • @harekrushnapagal1405
    @harekrushnapagal1405 2 หลายเดือนก่อน +1

    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤
    ❤ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଜୟ ଜଗନ୍ନାଥ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ
    ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଓଡ଼ିଶା ରେ 2024 ରେ ନୂତନ ଧର୍ମର ମୁଖ୍ୟମନ୍ତ୍ରୀ ମେ।ହନ ଭାଈ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤❤❤❤❤❤❤❤❤

  • @Chittaranjan.143
    @Chittaranjan.143 3 หลายเดือนก่อน +19

    Very good sir

  • @brajakishorepadhi4022
    @brajakishorepadhi4022 3 หลายเดือนก่อน +2

    ଦେଖ୍ ବେ ନବୀନ ବୁଢା। ସାଆନ୍ତ ଗିରି ଦେଖେଉ ଥିଲୁ।

  • @jagannathpatnaik8409
    @jagannathpatnaik8409 3 หลายเดือนก่อน +7

    ଲାଗୁଛି ପୂର୍ବରୁ ଏମାନଙ୍କ ଅଭିଯୋଗ ନଥିଲା ଆଉ ମୂଖ୍ୟମନ୍ତ୍ରୀ କୁ ଦେଖିବେ କ'ଣ।

    • @thehardworker4471
      @thehardworker4471 3 หลายเดือนก่อน +1

      BJD Au asibani bhai AMA BJP ku palei asa😂

    • @duryodhansahu976
      @duryodhansahu976 3 หลายเดือนก่อน

      Only bjp

    • @BishakhaCreation
      @BishakhaCreation 3 หลายเดือนก่อน

      Pattnaik Bansa ra loka Emiti hin kahibe😂😂, Semananku ebe tike ହାଲ୍କା ଜଳାପୋଡା ହେବ Au

  • @priya-bc9uy
    @priya-bc9uy 3 หลายเดือนก่อน +1

    ମୋର ମୁଖ୍ୟମନ୍ତ୍ରୀ ଙ୍କୁ ଗୋଟିଏ ଅନୁରୋଧ ଆଗ ମଦ ବନ୍ଦ କରନ୍ତୁ ଓଡିଶାରୁ ନବୀନ ବବୁତ ବନ୍ଦ କରି ପାରିଲେନି ଆଶା ଅଛି ନୂଆ ସରକାର ଆମ କଥା ରଖିବେ

  • @damalsuman9549
    @damalsuman9549 3 หลายเดือนก่อน +11

    Great sir

  • @saritamaharana4151
    @saritamaharana4151 2 หลายเดือนก่อน +1

    ବି.ଜେ.ପି ଏମିତି ସବୁବେଳେ କାମ କରୁଥାନ୍ତୁ । ବି.ଜେ.ପି ର ଜୟ ହେଉ

  • @mrrao5320
    @mrrao5320 3 หลายเดือนก่อน +8

    BJP JINDABAD

  • @santoshkumarmishra7514
    @santoshkumarmishra7514 3 หลายเดือนก่อน +1

    ମୂଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ! ନିଶ୍ଚୟ ଲୋକଙ୍କୁ ସୁଫଳ ମିଳିବ...... ଅନେକ ସାଧାରଣ ଜନତା ଉପକୃତ ହେବେ..... ଉତ୍ତମ ପଦକ୍ଷେପ..... 🙏

  • @saraswatisahoo5171
    @saraswatisahoo5171 3 หลายเดือนก่อน +3

    ଏତେ ଟେକି ହେଉଚ ଯେ ଏଭାବ ସବୁ ବେଳେ ରହିଲେ ହେଲା

    • @papun6380
      @papun6380 3 หลายเดือนก่อน

      ଦେଖରେ ବିଜେଡି chaamchaa jalileeni

  • @Publicsmaster
    @Publicsmaster 3 หลายเดือนก่อน +1

    MLA ଆଉ MP ମାନେ କରନ୍ତୁ ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନ ଥାଏ ଦୟାକରି ଏହି ଉକ୍ତି ଟି ମନେ ରଖନ୍ତୁ
    ମାନ୍ୟବର ମୁଖ୍ୟମନ୍ତ୍ରୀ ମାସକୁ ଥରେ କରନ୍ତୁ

    • @KingSibuliMurmu-os5gb
      @KingSibuliMurmu-os5gb 3 หลายเดือนก่อน

      ନଵୀନ ପାଖରେ ଜମା ସମୟ ନ ଥିଲା କିନ୍ତୁ ଆଦିବାସୀ ମୋହନ ପାଖରେ ସମୟ ଅଛି

  • @manojkumarlenka2288
    @manojkumarlenka2288 3 หลายเดือนก่อน +2

    ଯେତେ ପ୍ରଶଂସା କଲେ କମ ହେବ. ଧନ୍ୟବାଦ ମାଝୀ ସାର.

  • @MaheswarDehury-nk7ei
    @MaheswarDehury-nk7ei 3 หลายเดือนก่อน +1

    ଯାହା ହେଉ ମୋ ପରିବାର ର ଭୋଟ ଟି ଉଚିତ ଲୋକକୁ ଦେଇ ଥିବାରୁ ମୁଁ ବହୁତ ଖୁସି

  • @TravelWithRamaSinku-pp9yj
    @TravelWithRamaSinku-pp9yj 3 หลายเดือนก่อน +6

    ମାନନୀୟ ମୁଖ୍ୟ ମନ୍ତ୍ରୀ ମହୋଦୟ ଆମ୍ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦାମ ପାହାଡ଼ ଖଣି ଅଞ୍ଚଳର ସାଧାରଣ ଜନତାଙ୍କ ରୋଜଗାର ବିଷୟରେ ଟିକେ ବିଚାର କରିବାକୁ ଅନୁରୋଧ।

  • @SukantaBarik-hk4lp
    @SukantaBarik-hk4lp 3 หลายเดือนก่อน +1

    Kebala OTV ku hi permission miliba

  • @nilachalmishra6618
    @nilachalmishra6618 3 หลายเดือนก่อน +9

    Nice step. Congratulations

  • @kapilasmahakur8371
    @kapilasmahakur8371 3 หลายเดือนก่อน +2

    ଠିକ୍, ବିରି କୁ ମାଡ଼ କଲେ କୋଳଥ, ଆପେ ଚେପା ହବ 👍 good decision by our CM😊

  • @satyanandasahu335
    @satyanandasahu335 3 หลายเดือนก่อน +12

    ଜୟ ଶ୍ରୀ ରାମ

  • @nirakarmohanty
    @nirakarmohanty 3 หลายเดือนก่อน

    ଆପଣଙ୍କ MLA , MP ଏବଂ ସରକାର କର୍ମ ଚାରୀଙ୍କୁ ଏପରି କରିବାଙ୍କୁ କୁହନ୍ତୁ ନହେଲେ କାର୍ଯ୍ୟ ସରିବନି ।

  • @NiranjanDhal-l5v
    @NiranjanDhal-l5v 3 หลายเดือนก่อน +7

    Great work well odisha ♥️🙏

  • @bulumuduli7899
    @bulumuduli7899 3 หลายเดือนก่อน +1

    ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କଲେ ଲୋକେ ସ୍ୱଳ୍ପ ସମୟ ଓ ସ୍ୱଳ୍ପ ଖର୍ଚ୍ଚ ରେ ନିଜର ଅଭିଯୋଗ ଜଣାଇ ପାରିବେ। ଏହା ମୋର ବ୍ୟକ୍ତିଗଭାବେ ଅନୁରୋଧ

  • @Bikram_Keshari
    @Bikram_Keshari 3 หลายเดือนก่อน +5

    Swagat jogya pada khyapa❤

  • @GobindaSahoo-vl9ju
    @GobindaSahoo-vl9ju 3 หลายเดือนก่อน +1

    5years ଚାଲିବା ଦରକାର ଏମିତି ଅଭିଯୋଗ ଶୁଣାଣୀ 🎉🎉

  • @kamalakantakabi4428
    @kamalakantakabi4428 3 หลายเดือนก่อน +6

    No 1 CM

  • @PrasannaPattnayak
    @PrasannaPattnayak 3 หลายเดือนก่อน +1

    Joy Sri Sitaram Sankatmochan Joy Sri Hanuman Like hindi movie NAYAK

  • @DushmantaPatra-d5h
    @DushmantaPatra-d5h 3 หลายเดือนก่อน +4

    Jay ho mohan babu 1:02

  • @sorenbabu6743
    @sorenbabu6743 3 หลายเดือนก่อน +2

    ମୁଖ୍ୟମନ୍ତ୍ରୀ ହେବ ତ ମୋହନ ବାବୁ ପରି. ଜୟ ଜୋହାର 🙏❤🌹

  • @raghumaninayak9593
    @raghumaninayak9593 3 หลายเดือนก่อน +4

    ମୁଖ୍ୟମନ୍ତ୍ରୀ ହେବ ତ ଏମିତି...

  • @praphullasial729
    @praphullasial729 3 หลายเดือนก่อน

    ଠ ଟିଭି ଚ୍ୟାନେଲ। ଲୋକ। ଦେଖାଉନାହାନ୍ତି କାରଣ ସବୁବେଳେ ବିଜେପ,,,,,,,,,,,ଦୁନୀଆରେ ବହୁତ ଘଓଟଆଲ ଅଛି ତମ ଚେନାଲ ଦେଖାଉନାହାନ୍ତି

  • @laxmidhardalei2088
    @laxmidhardalei2088 3 หลายเดือนก่อน +5

    Thank you sir

  • @fakirmohansahoo2079
    @fakirmohansahoo2079 3 หลายเดือนก่อน

    ସତରେ ଓଡ଼ିଶା ଏମିତି ଜଣେ ମୂଖ୍ୟମନ୍ତ୍ରୀ ଙ୍କୁ ଖୋଜୁଥିଲା,😱😱😱😱🤫🤫🤫🤫👍🏾👍🏾👍🏾👍🏾👍🏾👍🏾🇮🇳🇮🇳🇮🇳🇮🇳

  • @sarojinibagh1990
    @sarojinibagh1990 3 หลายเดือนก่อน +3

    Satya juga aasi galare bhaai Mohan sarkar jindabad

  • @Sibaram12370
    @Sibaram12370 3 หลายเดือนก่อน +1

    ଅଲରେଡ଼ି ଓଡ଼ିଶା ଡେବେଲ୍ଫ ହବ❤❤❤❤👍

  • @manojfine7386
    @manojfine7386 3 หลายเดือนก่อน +4

    Very nice cm sir 🙏🙏🙏

  • @khusikhabarrupsa4987
    @khusikhabarrupsa4987 2 หลายเดือนก่อน

    🙏🏻 ନମସ୍ତେ (Namastey)🌹
    One Earth 🌍 One Family🧑‍🧑‍🧒‍🧒
    🇮🇳🇮🇳🙏🏻ॐ बसुधेय कुटुम्बकम्🙏🏻🇮🇳🇮🇳🇮🇳
    🙏🏻🇮🇳🇮🇳Jai Akhanda Bharata🇮🇳🇮🇳🙏🏻🇮🇳 🚩 🇮🇳🇮🇳 🏹 India 🔱 🇮🇳 🇮🇳🚩🇮🇳

  • @asutoshbiswal7173
    @asutoshbiswal7173 3 หลายเดือนก่อน +5

    The great CM Majhi Sir 💐💐👏

  • @Biruprakash-sw8rb
    @Biruprakash-sw8rb 3 หลายเดือนก่อน +1

    Sir kemiti o kauti avijog kariba plzz reply😢😢😢

  • @khirodshasini5577
    @khirodshasini5577 3 หลายเดือนก่อน +3

    Good law and order thik rahu.

  • @sahoosahoo6208
    @sahoosahoo6208 3 หลายเดือนก่อน +5

    Jay jaganath, bahut vala laguchi a sabu dekhi ,, amiti hele au garibara dukha rahibani, thank u mohan sir , apna amiti sabubele rahi garibara dukha dura କରିଦିଅନ୍ତୁ

  • @ajayapatraofficial
    @ajayapatraofficial 3 หลายเดือนก่อน +1

    କିନ୍ତୁ ସର୍ବଦା ଏହି ସେବା ବଜାଇ ରଖିବାକୁ ମୋର ଅନୁରୋଧ 🙏 ତାହେଲେ ବହୁତ ଅସହାୟ ଲୋକଙ୍କ ଅନେକ ସମସ୍ୟା ସମାଧାନ ହେଇଯିବ 🙏👏ବହୁତ ଭଲ ପଦେକ୍ଷପ

  • @babuljena7181
    @babuljena7181 3 หลายเดือนก่อน +3

    Jay Jagannath Jay Bjp