ଆହାରକେନ୍ଦ୍ରରେ ବସି ଭୂତ ଖାଉଥିଲେ ଭାତ ଡାଲମା ଖଟା, ହଠାତ୍ ପହଞ୍ଚିଗଲେ ତହସିଲଦାର୍... ତାପରେ...
ฝัง
- เผยแพร่เมื่อ 9 ก.พ. 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 18 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
TH-cam - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ
Good reporting bhaskar tv
ଯେଉଁ ମାନେ ଆହାର କେନ୍ଦ୍ର ଚଳାଉଛନ୍ତି ସେମାନଙ୍କୁ ତାଗିଦ୍ କରାଯାଉ ନ ହେଲେ ଅନ୍ୟ ଲୋକଙ୍କୁ ଦିଆଯାଉ
ଆମ ଆଡେ ବି ଏମିତି ହୁଏ
🚩🙏🚩🚩🚩ଜୟଜଗନ୍ନାଥ 🚩🙏😭😭😭😭🙏🇮🇳🇮🇳🙏👍👍👍🙏
ଏମିତି ପ୍ରାଯ ଆହାର କେନ୍ଦ୍ର ହେଉଛି ପନିପରିବା ଆଉ ପଡୁନାହିଁ ଖାଲି ପାଣି ଦାଲି ସବୁ ଦିଆଯାଇଛି ।
ଭାଇ ୫ଟଙ୍କା ରେ ଆଉ କଣ ଦିଆଯିବ
Goriba mana aahaara kebe hele her fer karanni prabhu b sahibe ni😢
Great work sir...emiti sabu jagare chadhau hebaa darkar.
ତହସିଲଦାର ସାର୍ଙ୍କୁ ଅନେକ ଅନେକ ପ୍ରଣାମ 🙏🏼 ।
ରାଜ୍ୟର ସମସ୍ତ ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ରରେ ସରକାର ଏହିଭଳି ତଦନ୍ତ କଲେ ବହୁତ୍ ଭଲ ହୁଅନ୍ତା । ଖାଲି CCTV ଲଗେଇଲେ ସେଠୁ କିଛି ବଦଳିବ ନାହିଁ । ସରକାର ଆସି ଯାଞ୍ଚ କରନ୍ତୁ 🙏🏼।
Immediate action new govt.
ଏସବୁ କେବଳ କେତେ ଜଣ କର୍ମ କର୍ତାଙ୍କୁ ପାଇଁ ହଉଛି ସେମାଙ୍କର ପାର୍ଟି ,ନେତା ମାନସିକତା ଜଗୁଁ ଏମିତି ହଉଚି କାହିଁକି ନା ସେମାନେ ଚାହାନ୍ତି ବର୍ତ୍ତମାନ ର ରାଜ୍ୟ ସରକାର ବଦନାମ ହେଉ ଜହଦୁୱାରା ସେମାନେ ନବୀନ ଲୋକଙ୍କ ମନରେ ମହାନ୍ କରିବାକୁ ଚାହୁଁଛନ୍ତି ,ସେଥିପାଇଁ ତୋ ସବୁ ସରକାର ଦେବା ପରେବି ବରଂ ନିଜ ଘରକୁ ଭଲ ପନିପରିବା ନେଇ ପଚାଷୋଡା ପକେଇ ଲୋକଙ୍କୁ ହଇରାଣ କରୁଛନ୍ତି।ତେଣୁ ରାଜ୍ୟର ସରକାରଙ୍କୁ ଆମ ଭଳି ଗରିବ ଲୋକଙ୍କ ଠାରୁ ଛୋଟିଆ ନିବେଦନ ଯଥା ସମ୍ଭବ ଏହା ଉପରେ ତଦନ୍ତ କରି କଠୋର କର୍ଯ୍ୟସ୍ଥାନ ନିଆ ଯାଉ,, ଧନ୍ୟବାଦ୍
Taku jelre purao
ନବୀନ ପରେ ଗରିବ କର ସ୍ୱାସ୍ଥ୍ୟ କାର୍ଡ କଟି କୁ ଯେମିତି ବସିଛି, ଆହାର ବି ସେମିତି l
ଆରେ ଭାଇ ପାଞ୍ଚଟଙ୍କିଆ ଆହାର କେନ୍ଦ୍ରରେ ଚାରିଚକିଆ ଙ୍କର ଭିଡ଼ ଗରିବ ନାଆଁ ରେ ସବୁ ଖାଇଗଲେ ଏବେ ଟିକେ ବାଟ ଛାଡ
ଆଗ ଭଳି ଆଉ ଡାଲି ରେ ପରିବା ନାହିଁ
😢😢😢
😢😢😢😢
Stop free bees 😢
Arrest kar contractor ku and cancel his license.
ସତ କଥା ଆମେ. ବି ଏହି ଜାଗାରେ ଖାଇ ଥୀଲୁ କିନ୍ତୁ ଖାଇବା ଭଲ ନୁହେଁ. ଆଉ ବହୁତ କମ ଭାତ ଡାଲି ଦିଅନ୍ତି.
ନିର୍ଭୁଲ ଓଡ଼ିଆ ଲେଖିବା ଆଗରୁ ଝାଡ଼ା ପାଣି ଯାଇକି ଆସ ।
Aahaar Kendra re CCTV lagaajau
Cancelled the licensence, appoint new contractor
mission sakti loovi mahejhi .ek number.
Dhanya moro bharat.dhanya Amara bhagban..kukura khadya khaila .gai goru khadya khaila.sisu khadya khaila.subidha milile bhagban nku v gilidebe
Bargarh re b hesi 1 ru 100.ticket tarpare direct 300 ru. Statrt
Agaru bhala miluthia ebe sarakar tike stik kale ebe bhi bhala khadya milipariba
Aahara na ehara?
Agyan. Aharakendra. Daitwore. Jieachhi. Tankara. Paribaralokanku. Sabudipain. Khaibaku. Diajau.
Ghodagahi
Bahut hin lok a6an garib lokar ahar k v na chadbar ... Lovi kukur bahut a6an
😂😂😂😂Bhoota kie ba
Muhun ke nj kapada dhapi chha maneger didi.
😂😂😂😂
Are babu dabble para jaha kari pariba
AAHAR KENDRA BAND HELE BHALA HUANTAA BEKAARTAARE GOVT. LOSS KARUCHHI. NAKHAAIBAA LOKA KHAAUCHHANTI.
Angya apana bada loka ta sethi pai apankau jana paduni
Banamali babu Tame kebe Bhikari nku ୫tanka Dana karichha ki
Janasadharan Dekhantu kemity Ama Bjd Sarkar
Are mohan sabu khaiba bjp re bedha pila
ବିଜେଡି କରିଛି ବିଜେପି ଚଳାଉ