LEAF CURL DISEASE CHILLI ଲଙ୍କା ପତ୍ର ମୋଚା ରୋଗ ପରିଚାଳନା

แชร์
ฝัง
  • เผยแพร่เมื่อ 16 ต.ค. 2024
  • Leaf Curl Disease Management of Chilli
    ଲଙ୍କା ଫସଲର ପତ୍ର ମୋଚା ରୋଗ ପରିଚାଳନା
    Hi
    Arabinda Sahoo
    Agriculturists
    Krushi Sampada
    ଲଙ୍କା ଫସଲରେ ଦେଖାଯାଉ ଥିବା ରୋଗ ମନ ଙ୍କ ମଧ୍ୟରେ ପତ୍ର ମୋଚା ବା Leaf curl ରୋଗ ଅନ୍ୟତମ।ଏହା ଏକ ଭୁତାଣୁ ଜନିତ ରୋଗ
    ଏହି ରୋଗ ର ବାହକ ଧଳା ମାଛି ।ଧଳା ମାଛି ଲଙ୍କା ଫସଲର କଂଳିଆ ପତ୍ରରୁ ରସ ସୋସିବା ସମୟରେ ଏହି ଭୁତାଣୁ କୁ ପତ୍ରରେ ଛାଡି ଦେଇଥାଏ ଲଙ୍କା ରେ ଲାଗିଥିବା ପତ୍ର ମୋଚା ରୋଗ ର ପରିମାଣ ଗଛରେ ଲାଗି ଥିବା ଧଳା ମାଛି ସଂଖ୍ୟା ଉପରେ ନିର୍ଭର କରିଥାଏ
    ପତ୍ର ଉପର ଆଡକୁ ମୋଚା ହୋଇଯାଏ
    ପତ୍ର ଆକାର ଛୋଟ ହୋଇଯାଏ ଓ ଗଛ ରେ ଫୁଲ ଫଳ ଧରେ ନାହିଁ।50 ରୁ 90% ପର୍ଯ୍ୟନ୍ତ କ୍ଷତି ହୋଇଥାଏ।
    ପରିଚାଳନା
    ଫସଲ ଓଦା ଥିବା ସମୟରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ
    କୃଷି ଯନ୍ତ୍ରପାତି କୁ ବିଶୋଧନ କରି ବ୍ୟବହାର କରନ୍ତୁ
    ପ୍ରତିବନ୍ଧକ ଫସଲ ଭାବେ ମକା ଫସଲ ବିଲ ଚାରି ପାଖରେ ଲଗାନ୍ତୁ
    ଉପକାରୀ କୀଟ Lace wing ନ big eyed bug ସଂରକ୍ଷଣ କରନ୍ତୁ
    ବିହନ ତଳି ପକାଇବା ପୂର୍ବରୁ Imidachloprid 70%WS Kg ପ୍ରତି 5gm ରେ ବିଶୋଧନ କରନ୍ତୁ
    ହଳଦିଆ ଓ ନୀଳ ଅଠାଳିଆ ଯନ୍ତା ଏକର ପ୍ରତି 15-20ଟି ଲଗାନ୍ତୁ
    250ml ଦେଶୀ ଗାଈ ଖୀରରେ 25gm ହଳଦୀ ମିଶାଇ 15lit drum ରେ ଗୋଳାଇ ସ୍ପ୍ରେ କରନ୍ତୁ
    ଜୈବିକ କୀଟନାଶକ Venproze lit ପ୍ରତି 2ml ବା ତଂ VERIA lit ପ୍ରତି 3gm ହିସାବରେ ଫସଲର ପ୍ରାରମ୍ଭିକ ଅବସ୍ଥାରେ ସ୍ପ୍ରେ କରନ୍ତୁ
    ନିମ୍ବ ଆଧାରିତ ବିଷ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
    ରାସାୟନିକ କୀଟନାଶକ
    Imidachloprid 17.8%SL Lit ପ୍ରତି 0.5ml ବା
    Bufrofezin 15%+ଅସଫଟେ 50% lit ପ୍ରତି 2gm ବା
    Spinosad 45%SC 3lit ପାଣିରେ 1ml ବା Spiromesifen 22.9%SC lit ପ୍ରତି 0.7ml ହିସାବରେ ସ୍ପ୍ରେ କରନ୍ତୁ
    7ଦିନ ଅନ୍ତରରେ 2ଥର ଅଦଳ ବଦଳ କରି ସ୍ପ୍ରେ କରନ୍ତୁ
    Thank u
    krushi sampada
    WATCH NEXT :
    WASTE DECOMPOSER
    • WASTE DECOMPOSER ୱେଷ୍...
    ବାଇଗଣ ଫଳ ବିନ୍ଧା ପୋକ
    • FRUIT AND SHOOT BORER ...
    ଆମ୍ବ ବଉଳ ଝଡ଼ିବା
    • STOP FLOWER AND FRUIT ...
    #leafcurl #leafculrchilli #managementofleafcurl #leafcurldisease #diseasemanagement #krushisampada #odia

ความคิดเห็น • 113