ଲଙ୍କାପତ୍ରମୋଚା ପାଇଁ BestMedicine ଗୋଟିଏ ସ୍ପ୍ରେରେ ନିୟନ୍ତ୍ରଣ
ฝัง
- เผยแพร่เมื่อ 17 เม.ย. 2023
- ଲଙ୍କାର ପତ୍ରମୋଚା ପାଇଁ Best Medicine
ଗୋଟିଏ ସ୍ପ୍ରେ ରେ ନିୟନ୍ତ୍ରଣ
ଆସିବ ଅଧିକ ଫୁଲ ଫଳ
Leaf curl disease in chilli
How do you treat culr chilli leave
What is the vector of leaf curl of chilli
How do you treat leaf curl virus
What is the medicine for leaf curl
• Leaves curl towards midrib and become deformed.
• Stunted plant growth due to shortened internodes and leaves greatly reduced in size.
• Flower buds abcise before attaining full size and anthers do not contain pollen grains.
• The virus is generally transmitted by whitefly.
• So control measures of whitefly in this regard would be helpful.
Management of viral diseases
• Mechanical and cultural methods are mostly recommended.
• The infected plants should be uprooted and burnt
• Selection of healthy and disease - free seed.
• Suitable insecticidal sprays reduce the incidence of viral diseases
We can also controlled it by using bio pesticide
We need one copper pot
200gms curd
100gms neem and moringa leaves
Mixed all in copper pot and keep inside soil for 5days
Then the fungicide cum pesticide will be ready after 5days
Then filter it and mix 5times water and spray 2-3 times in a week
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank You
KRUSHI SAMPADA
#krushisampada
#leafcurl
WATCH NEXT :
ନଡ଼ିଆ ର ଯାଦୁଆ ରୋଗ
• ନଡ଼ିଆ ର ବଡ଼ ଶତ୍ରୁ ଯଦୁଆ...
Solar dryer
• ବ୍ୟବସାୟିକ ଭିତ୍ତିକ SOLA...
Organic farming
• Organic farming ପାଇଁ 5... - วิทยาศาสตร์และเทคโนโลยี
ଲଙ୍କା ଚାରା ରୋପଣ ପୂର୍ବରୁ ମାଟିରେ ବା ମନ୍ଦା ରେ କେଉଁ ସାର ବା କଣ ପ୍ରୟୋଗ କଲେ ଗଛ ସୁସ୍ଥ ଏବଂ ଗଛ ର ଠିକ ବୃଦ୍ଧି ହେବ l
Thank u. Bahut vala lagila.
ବହୁତଭଲ ପଦ୍ଧତି ।
Thanks sir.your suggestion is well
Sir bhala lagila kete ml diagiba kahileni
Bahut bhala hela sir
Bhala haichhi mu Jamalpur jalaswar ru kahuchhi
Sir very good instructions
Thank u sir
Fantastic techniques apana share kalle, thank you sir
Most welcome
Long beans ya jhudang re patramocha heichi Kariba Kan sir
Sir saru fasal upare gote vedio karantu
Great
Sir tarabhuja gacha ebe lageiba pain padhati upare tike video banantu pls
Absolutely right thanks
Welcome
Thank you sir
Welcome
Very useful topic and nice presentation
Thank you
Very good
ବହୁତ୍ ବଢିଆ ଲାଗିଲା ସାରେ
Thank you
Thanks sir
Welcome
👍
ବହୁତ ସୁନ୍ଦର ଟିପ୍ସ
Thank you
ସାର 🙏🏻ବାଇଗଣରେ ପତ୍ରମୋଡା ରୋଗର ଜୈବିକ ଉପଚାର କୁହନ୍ତୁ।
Fine
Thank you
Practical ରେ ଦେଖେଇଲେ ଭଲ ହୁଅନ୍ତା । ଗଛରେ ପ୍ରୟୋଗ କରି ।
Good procedure.
Thank you
Sir beans Patra kemiti bahuta dina green hoirahiba kanadele tike kahibe please
Your presentation is very nice. Thank you very much.
You are most welcome
Super
Thank you
Sir kahiparibe ki panasa gacha ra 3 barsa hela kasi asuchi jhadi paduchi. Gharoi upachara kichi
Thanks
Welcome
ଅତ୍ୟନ୍ତ ଉପଯୋଗୀ କଥା ଗୁଡ଼ିକ ଆପଣ କହିଥାନ୍ତି । ପେଷ୍ଟିସାଇଡ୍ସ ଖାଇ ଖାଇ ମଣିଷ ଅଧିକ ରୋଗୀ ହେଉଛନ୍ତି , ଏଭଳି କୀଟନାଶକ କୁ ଚାଷୀ ପ୍ରୟୋଗ କଲେ ଗଛ ଏବଂ ମଣିଷ ଉଭୟ ସୁସ୍ଥ ରହି ପାରନ୍ତେ
Ok
Sir 12 disimil bilara lanka gachha lagichhi kata parimana jaebika. Spra karagala patramocha rogara kantrol hoepariba
ପ୍ରଥମେ ଜମିରୁ ଘାସ ସଫା କରନ୍ତୁ।ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ନିମ୍ବ ତେଲ କୁ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2-3 ଥର ସ୍ପ୍ରେ କରନ୍ତୁ।
ଜୈବିକ କୀଟନାଶକ ର ପରିମାଣ video ରେ ଦିଆଯାଇଛି।
ଭଲ ଲାଗିଲା.... 👍👍👍👍👍👍👍
Thank you
Patra ku pest kale heba ki
ଆପଣଙ୍କ ଫୋନ ନମ୍ବର 🙏🏿
Please bhendi chasa ra patra mocha ragar suggestion diantu
ଶୋଷକ ପୋକ ଯଥା ଧଳାମାଛି, ପତ୍ରଡିଆଁ ପୋକ ଉକୁଣିଆ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଏହାକୁ ପରିଚଳନା କରିବା ପାଇଁ ହଳଦିଆ ଅଠାଳିଆ card ବା ନୀଳ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।MOVENTO lit ପ୍ରତି 1ml ବା Diafenthuron 50%WP lit ପ୍ରତି 1.5gm ବା Osheen lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କାରନ୍ତୁ।
Please bhedi chasa patra mocha ragar suggestion diantu
ଭେଣ୍ଡି ଫସଲରେ ଶୋଷକ ପୋକ ଧଳାମାଛି ପତ୍ରଡିଆଁ ପୋକ ଉକୁଣିଆ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Diafenthuron 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ସହିତ Potash 12kg ମିଶାଇ ପ୍ରାୟୋଗ କରନ୍ତୁ।
Apanka video jie bi dekhiba chasa prati agraha asijiba nihati
Thank you
ଭଲ ଲକା କିସମ ନାମ କଣ
Keanumedicineaamdarkar
Hi sir kapa gachhare Patra mudi hele kau medicine dia jae
Diafenthuron 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Solomon lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
Sir kakudire Bahut dhala machhi laguchhanti kan pakeile haba ki
ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Diafenthuron 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Alika lit ପ୍ରତି 0.5 ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ବାହାରେ ରଖିଲେ ପୋକ ହୋଇ ଯାଉଛି ସାର୍
Sir baigana,au naduka re jawa laguchanti kan kariba
Difenthuran 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Alika lit ପ୍ରତି 0.5 ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Eha bhendi ra patra mocha rogku b kam deba ki khali lanka pain sir
ଭେଣ୍ଡି ଓ ଲଙ୍କା ପାଇଁ କାମ ଦେବ
During this rainy season maximum affected chilly plant and no remedy. Nothing work. Nest bitter gourd leaf turning yellow
Beens jhaula rogar upkar
ଅଧିକ ଆକ୍ରନ୍ତ ବା ଝାଉଁଳା ଗଛ କୁ ଓପାଡି ନଷ୍ଟ କରନ୍ତୁ।Ridomil gold lit ପ୍ରତି 2.5gm ହିସାବରେ ଦ୍ରାବଣ କୁ ଗଛ ମୂଳରେ 500ml ହିସାବରେ ଢାଳି ମାଟି ଉପଚାର କରନ୍ତୁ।7ଦିନ ପରେ ଆଉଥରେ ପ୍ରାୟୋଗ କରନ୍ତୁ।
Excellent sir
Thank you
Gotia dhol re kete glass deba
Vedio ରେ details ରହିଛି
Sir makhana Kasi gudika sabu pachi jauchi jaibika upayere kn kara jiba
ଫଳ ମାଛି ଲାଗିଲେ ଫଳ ପଚି ଥାଏ। ଅଧିକ ଆକ୍ରନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରନ୍ତୁ।ଫଳ ମାଛି ଯନ୍ତା ଏକର ପ୍ରତି 8ଟି ଓ ଫଳ ମାଛି ଥୋପ ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।
@@krushisampada Thank you sir
Sir bhendi gacha gajaa heiki mula sadhi jauchi kan pakeile thik hab
Kharati dhana dhali maruchi medicine ?
ଭେଣ୍ଡି ର ମୂଳ ସଢ଼ା ପାଇଁ Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ଗଛ ମୂଳକୁ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Nativo fungicide spray kale
Pairathmathazim 50% wg or nativo habaki
କେଉଁ ଫସଲ ପାଇଁ
Kete ml diajiba kahileni sir
ଯେତିକି medicine 5ଗୁଣ ପାଣି ମିଶାଇ ସ୍ପ୍ରେ କରନ୍ତୁ।
ଗୋଟିଏ ଥର ତିଆରି କଲେ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପ।ରିବା ଏବଂ କେତେ ମାତ୍ରା ରେ ବ୍ୟବହାର କରିବା ।
ଆବଶ୍ୟକତା ଅନୁସାରେ ତିଆରି କରନ୍ତୁ।ଗୋଟିଏଥର ତିଆରି କଲେ 7ଦିନ ମଧ୍ୟରେ ବ୍ୟବହାର କରନ୍ତୁ।
ୟୁରିଆରେ ମିଶେଇ ପକେଇ ହେବକି ପ୍ରଥମ ଡୋଜ୍ ସାରରେ ।
ମୂଳ ସାର ରେ ବୋରନ ଏକର ପ୍ରତି 4kg ପ୍ରୟୋଗ କରନ୍ତୁ
Baigana gachha re patra Mocha ra niantrana
ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Diafenthuron 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Alika lit ପ୍ରତି 0.5 ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir ବାଇଗଣ ଗଛର ପତ୍ର ଶୁଖି କି ତଳେ ପଡୁଛି ପୁଣି କିଛିଦିନ ପରେ ନୂଆ ପତ୍ର ଆସୁଛି ପୁଣି ସେ ପତ୍ର ବି ଶୁଖୁଛି
Mupravakarpalai.kendrapara.aulpattamundai.atnarendrapur
Lankaand.bringlpani.kanthieheab
କିଛି ବୁଝି ହେଉନାହିଁ
ଭଲ ଭାବରେ ଲେଖନ୍ତୁ।
Sir kahiparibe ki panasa gacha re 3yr hela kasi asuchi jhadipaduchi. Kichi gharoi upachara