Tame mane ghare Swami ku chhadi eka eka bazar Jai chicken pakoda khaiki asiba, bazar re mastani Kariba seta bhul nuhen,se ta bhabi husband saha kan kala ta family support dauchhi ethire samaj prati kichhi prabhab padibani Karan alo sakhi apana mahat ape rakhi,ta video social media ku asila boli tame januchha,tame mane kan karuchha tama video asiparuni,kahar personal video social media re chhadiba eligal.
Manoranjan sir odisha re sabu kese bata bana hauchi ame sabubele dekhuchhu odisha basi ku au kete dina boka baneibe odisha kebe swadhina haba apana kichhi karantu manoranjan sir karan apana odisha ra no.1 media
Se puruna avyasha achhi naven sir kichhi bujhi paru nathile police mana echha kama karuthila Abe se sujoka mililani a govt time?Jahafalare odisha police officer union ku badhigala bahut
Not necessery to meet the victim by dy CM.Administrative system is working.Opposition may do their duty.But not necessary to polticalise the issue.Opposition should not forget they have also the target to capture piwer one day.Statement should not be whatever they like.
Anil Biswal agreed that Police has committed a mistake,as preliminary report shows and therefore 5 officers have been suspended and further enquiry by Crime Branch has been going on to ascertain the facts.Shall I point out here how many heinous incidents have been committed under Congress and BJD govts..The tainted IIC was posted in Bharatpur PS by BJD govt...Why CCTV was not installed in the model PS?BJD will answer this question,not the three month BJP govt
Manisha is only politicising the matter.In stead of putting blame on the BJP govt,they should demand for a speedy enquiry and thereafter befitting punishment to the culprits
MANORANJAN BABOO ----HIGH COURT GRANTED BAIL TO THAT LADY. WHY HIGH COURT DID NOT TOTALLY RELEASE HER?? IN PAST YEARS MANY WOMEN ATROCITIES MIGHT HAVE HAPPENED ... BHARATPUR CASE IS POLITICIZED. ..MOST POLITICAL .PARTIES DO NOT OBEY LAW OF LAND ....GOVT OF ODISHA HAVE TAKEN RIGHT ACTION IN BHARATPUR CASE . .
Jhio jhio kahi , case strong habani ,,,, pati bada Kari dele case strong habani , proper investigation haba darkar, police Rong police Arrest karajaau, Army jawan /Bhadra mahila huantu kete powarfull person huantu desh drohi kaam kale Action wait and watch, sab ki bajegi kisku bakhsha nahi jaeyga
The attack on an army officer and her female friend by the Odisha police is a disgraceful offense that brings shame to our state. The accused police officers must be arrested, punished, and dismissed from their jobs. Only then will they understand the consequences of living without the power they have misused. Instead of taking effective action and addressing current issues, the present government seems more focused on blaming past administrations. This is not a symptom of good governance. It's true that about 90% of the police force often display arrogant, condescending behavior, feeling superior in their role as law enforcers. This misuse of power erodes public trust and fosters fear, when their duty should be to serve with humility and integrity, not to dominate or mistreat others.
Absolutely Correct
Absolutely ryt madam❤
ମନିଷା ମାଡ଼ ମ, ଜଣେ ଝିଅ ରାତି ୨ ଟା ରେ ମଦ ପିଇ ରାସ୍ତାରେ ବୋବାଲ କରିବେ, ଏ ଇଟା କେଉଁ ସମ୍ବିଧାନରେ ଅଛି ? 👍👍👍👍👍👍👍👍👍
ଯାର ସିଟ୍ ରେ ଘାଆ ହୋଇଛି,ସେ କଷ୍ଟ ସହୁଛି। କିନ୍ତୁ ପଡୋଶୀଙ୍କ ସିଟ୍ ବେସି ଶୁଳେଇ ହୁଏ।ଏଠି ଖାଲି ରାଜନୀତି ପାଲା ଚାଲିଛି। ଯିଏ ଆୟୀନ ଗଢୁଛି,ସିଏ ଆୟୀନଭାଙ୍ଗୁଛି ଗୁହାରି କରିବା କାହାକୁ?
ସାଧାରଣ ଜନତା ଜାଗ୍ରତ ହେଲେ ଶାସକ ଓ ସରକାରୀ ଅଧିକାରୀଙ୍କ ଆତଙ୍କ ରାଜ ବନ୍ଦ ହେବ। ସାଧାରଣ ଜନତାଙ୍କ ଟ୍ୟାକ୍ସରେ ଦରମା ପାଇ ଜନତା ଲାଗି କାମ ନ କରି ଚୋର ସହିତ ହନିମୁନ କରୁଛି ପୋଲିସ। ଅଭିଯୋଗ କଲେ ଲଙ୍ଗଳା କରି ବାଡେଇ ମିଛ କେଶରେ ଥାନାରେ ପୁରେଇବ।
ଦୀନକୃଷ୍ଣ ମିଶ୍ର ଗିରଫ ହେଉନି କାହିଁକି? ଡେରି କଣ ପାଇଁ?
ମାଡାମ ଆପଣ ଙ୍କୁ ଡିବେଟି ଜଣାନାହିଁ, ତେଣୁ ଆପଣ ଆସନ୍ତୁନି 🙏
ଓହୋ ସତ ବାହାରିଲା ବୋଲି ସେ ଝିଅ ର character କୁ ଅସଶୀନାସନ ହେଉଛି 😁😁 ଧନ୍ୟ ରେ tu ନାରୀ
Manisha mam point to be noted
Monisha mam u correct
ପୋଲିସ ସଂଘର ମନ୍ତ୍ୟବ୍ୟ ଯାତ୍ରାର୍ଥ ନୁହେଁ, କାରଣ, ଚୋର ସଙ୍ଘ ଏକାଠି ବସିଗଲେ, ଚୋରି କାର୍ଯ୍ୟଟି ସାଧୁ କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିବ ନାହିଁ।
କଣ ପୁଲିସ ଭିଡ଼ିଓ ସବୁ ଛାଡୁଚି,
ମାଡାମ ଆପଣ ବି ଜଣେ ନାରୀ, ଲଜ୍ୟା ନାରୀ ର ଭୂଷଣ 🙏
ମନିଷା , ଛବିରାନି ହତ୍ୟା ତୁମ କଂଗ୍ରେସ ଶାସନ ସମୟରେ ହେଇଥିଲା, ସେତେବେଳେ ତୁମେ କଣ କରୁଥିଲ ? 👍👍👍👍👍👍👍👍👍
ଯୋଉଠି ସେ army ଚୁପ ରେ fir ଲେଖୁଛି ye ସେଠି roll ଆରମ୍ଭ କରୁଛି କଣ ପାଇଁ ତା କାମ fir ଦେବା. ଜଦି police ନଶୁଣିଲେ ତାହେଲେ ସେ video କରିଛି କହୁଛି ସେ video କାହିଁ
Right madam
ପୋଲିସ ସଂଘର୍ଷ ଭୁଲ ପୋଲିସର ଭୁଲ ଅଛି ଓଡିଶାର ଜନସାଧାରଣଙ୍କୁ ପଚାରି ବୁଝୁନ ପ୍ରମାଣିତ ହୋଇଯିବ ସାରା ଭାରତର ଜନସାଧାରଣ କହିବେ ପୋଲିସର ଭୁଲ ସବୁଠାରେ ରହିଛି ଓଡିଶାର ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ଯ ଭୁଲ ଅନେକଅଛି
Absolutely statement
Thanks madam.
ପୋଲିସ ଆଇନରେ ସଂସ୍କାର ଆସିବା ଉଚିତ।
Thanks for your valuable discussion.
But victim was not an innocent one
Very Good 👍 Didi 👍
ଏ ଓଡ଼ିଶାର ପୋଲିସ ନିଜର ଲଜ୍ଜା ଓ ଅପରାଧ ଅସଦାଚରଣ ଘୋଡାଇବାକୁ ଚେଷ୍ଠା କରୁଛନ୍ତି ନିଶ୍ଚୟ। ଅଙ୍କିତା କରିଥିବା ମୋବାଇଲ ଭିଡିଓ ଓ ଥାନାର ସିସିଟିଭି କ୍ୟାମେରା ଫୁଟେଜ କୁଆଡେ ଗଲା? ରୋଡ଼ ରୋମିୟ ହେଉଛନ୍ତି ମୋହନ ମାଝିଙ୍କ ଭଣଜା ଓ ଏ ସମୟରେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା କେନ୍ଦୁଝରରେ ଚାଖଟିରେ ବୁଲି ଚା ପିଉଛନ୍ତି ଏଇତ ଓଡ଼ିଶାର ଅସ୍ମିତାର ପରିଚୟ???
Apana Jaithile bodhe CM Majhi house keonjhar ku ta femily status bisoy re besi jana comment kariba agru tik vabi chinti comment debe
ସେ ବେଧ ମିଡିଲ ଫିଙ୍ଗର ଦେଖେଇଛି। ସେଥିପାଇଁ ସେ କହୁଛି ମୋ କାର୍ ରୁ ମୁଁ ବାଳ ଦେଖେଇବି କି କଣ ଦେଖେଇବି
ମୋଝି ଆଙ୍ଗୁଳି ଟା ଏତେ ଖରାପ ତମେ ଜାଣିଛ ଟିକେ କହିଲ ଭାଈ ଏ ଶଳା ମୋତେ ବି ଗୋଟେ ଟୋକା ଝିକୁ ଧରି ମୋତେ ଦେଖାଉ ଥିଲା
💯 right police duty,
Manisha apa very good Fite and pointing word.
ମନୀଷା ମାମ୍ ଆପଣ କଣ ଚାହୁଁଛନ୍ତି?ଦୋଷୀ କୁ ଖୋଜିକି ଦଣ୍ଡ ଦେବା ନା ଆଖି ମୂଜି ଯାହାକୁ ଦଣ୍ଡ ଦେବା?
Very good Manisha madam.
ରାତି 130ମଦପିଇ ବାରରେନାଚିବୋବାଳକରୁଥିଳା ପାଇଳା ଉଚପଦବି ଓ ମୋନିର,ଗବ୍
ଦେଖିଲ ତ ନବରଙ୍ଗପୁର ରେ ପୋଲିସ୍ ବାବୁ ଏଭଳି କାମ କରନ୍ତି ଯେତେବେଳେ ସାଧାରଣ ଲୋକ ପ୍ରତିବାଦ କରନ୍ତି ତାଙ୍କ ମୁଁହ ବନ୍ଦ କରିବା ପାଇଁ ପୋଲିସ ପାଖରେ ଅନେକ ପ୍ରକାର ବାଟ ରହିଛି ଭରତପୁର ଥାନା ରେ ମଧ୍ୟ ଏପରି ହୋଇଛି ଆଉ ଏପଟେ ପୋଲିସ ଆନ୍ଦୋଳନ କରିଛି ନ୍ୟାୟ ପାଇଁ ପୋଲିସ ଗୁଡାକ ଏକଦମ୍ ବେଧ ଗୁଡାକ 😂😂😂😂
ମନୋରଞ୍ଜନ sir ପଇସା ସବୁକିଛି ନୁହେଁ ନିଜ ମର୍ଯ୍ୟାଦା ନିଜେ ରଖନ୍ତୁ ନହେଲେ ଓଡିଶା ମିଡ଼ିଆ ରୁ ହଜିଯିବେ
Right
ଆଜି କାଲି ଏ ଭଳି ଝିଅ ଙ୍କୁ ଦୁରୂ ଜୁହାର 🙏
ଗୋଦରୀ,ଲେୀ ତେୀ ଗୋଡ଼,କୁ ଚାହାଁ ଗୋଟେ ପ୍ରାପ୍ତ ବୟଷ୍କ ଝିଅ ରାତି ୨,ଟା ବେଳେ ବାର୍,ରେ ନାଚିବ ମଦ. ଖାଇବ. ରାତିଅଧ ପ୍ରେମକ ସହ ମଦ ଖାଇ ଆସିବ ସମାଜ,କୁ କି ମେସେଜ ଯାଉଛି ଏ,ଗୁଡା଼କ ମର୍ମାହତ ନୁହନ୍ତି,ମ. ତୁଚ୍ଛାଟା,ରେ. ରାଜନୀତି କରୁଛ ନ୍ତି
ସେଥିପାଇଁ ମଦ ban କରୁନ ବାର୍ ବନ୍ଦ କରୁନ କିଏ ମନା କଲା ଚଳାଉଛ କଣ ପାଇଁ । ସିଏ ମଦ ପିଉ କି ବେଧ ପକାଉ ଥାନାକୁ ଯାଇଥିଲା complaint ଦେବାକୁ ମାନେ ପୋଲିସ ରଖିବାକୁ ବାଧ୍ୟ ତାହେଲେ ସେମାନେ ପ୍ରଥମେ complaint ଗ୍ରହଣ କଲେ ନାହିଁ କଣ ପାଇଁ ସକାଳ 6ଟା ଯାଏଁ କାହିଁକି ଥାନାରେ ରଖିଲେ ସେ 2ଜଣଙ୍କୁ
@@SPINFOTAINMENTsemane mada pithile tenu tanka kathaku grahana karajainathila
ପୋଲିସ ଥାନାରେ ନାଇଟି ପିନ୍ଧିବା ହାଫ ପେଣ୍ଟ ପିନ୍ଧିବା ଭାରତୀୟ ସଂସ୍କୃତି
Tame mane ghare Swami ku chhadi eka eka bazar Jai chicken pakoda khaiki asiba, bazar re mastani Kariba seta bhul nuhen,se ta bhabi husband saha kan kala ta family support dauchhi ethire samaj prati kichhi prabhab padibani Karan alo sakhi apana mahat ape rakhi,ta video social media ku asila boli tame januchha,tame mane kan karuchha tama video asiparuni,kahar personal video social media re chhadiba eligal.
@@nandansahu3832 ତାହେଲେ ସେମାନଙ୍କୁ PCR ରେ ନେଇ ଘରେ ଛାଡ଼ିଲେନି ତମ ଥାନା ବାବୁ ମାନେ ହାଜତ ରେ କଣ ପାଇଁ ରଖିଥିଲେ କୋଉ ଖୁସିରେ ଝିଅ ଟାକୁ ଦେଖିକି ତମ ଦିନ କୃଷ୍ଣର କୃଷ୍ଣଭାବ ଜାଗ୍ରତ ହେଇଗଲା mg ର ନା ସେ ଶଳା ବେଧ ପିଲା ନା ରେ ବା ହଜାରେ complaint ସେ mg ଟାକୁ support କରୁଛ ତମକୁ ଟିକେ ଖରାପ ଲାଗୁନି ବୁଦ୍ଧି ବିବେକ ବୋଲି କିଛି ଅଛି ନା ପଇସା ଲୋଭୀ କାମାନ୍ଧ ବ୍ୟକ୍ତି କେଜାଣି ମହାଶୟ ତୁମେ ଆପଣ ।
Yes correct one sided video kahinki ,? So athiru jana paduchi ki police ra sampurna duso .dosiku dondo miliba uchit
Police ଙ୍କ ଉପରେ ଆଉ କଣ୍ ପଦକ୍ଷେପ ନିଆଗ ଲେ ମନିଷା ଦାସ ପଟ୍ଟନାୟକ ଖୁସି କରି ପାରିବେ ସାଧାରଣ ଙ୍କୁ?
Bilkul thik kahichhi Congress representative
Take public openion about every police station
ଓଡ଼ିଶାରେ ସବୁ ଘଟଣାରେ ରାଜନିତୀ
Congress best❤
ଆବେ ଅନିଲ ବିଶ୍ଵାଳ ମାପି ଚୁପି କଣ କଥା କହୁଛ। ପୋଲିସ ବାଲା ଦୋଷୀ ତୋତେ କଣ ଦେଖା ଯାଉନି। ତୁ କଣ ଗୋଟାଏ କଣା?
Thanks Anil babu, admit the weakness/negligence of police, no support of any party
Avadra BJP avadra police
Thank you thanks alot Dr Manisha your statment is 100% write.
ଅନୁରୋଧ କାହା ସପକ୍ଷ ବା ବିପକ୍ଷରେ ନ କହି ପ୍ରକୃତ ରେ ଯୋଉ ମାନେ ଦୋଷ କରିଛନ୍ତି ସେମାନେ ଦଣ୍ଡ ପାଆନ୍ତୁ।
Manoranjan sir odisha re sabu kese bata bana hauchi ame sabubele dekhuchhu odisha basi ku au kete dina boka baneibe odisha kebe swadhina haba apana kichhi karantu manoranjan sir karan apana odisha ra no.1 media
Mam ,,,we support to you.
Se puruna avyasha achhi naven sir kichhi bujhi paru nathile police mana echha kama karuthila Abe se sujoka mililani a govt time?Jahafalare odisha police officer union ku badhigala bahut
Congress ପାଗଳ ହେଇ ଗଲାନି
ପୋଲିସ ଙ୍କର ନିଜ ଲୋକ ଥିଲେ ସେଥିପାଇଁ ସବୁ ଲାଇନି ଚାପା ଦିଆ ଯାଇଛି ପଇସା ଘର ର ଛୁଆ ରାତି ଦିଟାରେ କଣ କରୁ ଥିଲେ
Jie duty re rahibe ,seimane hin uniform pindhibara niyama achhi .Congress ku kichhi jananahin .
ମନିଷା Madam, ତୁମେ କନିଷ୍ଠ ମୁଖପାତ୍ର congr ର ରାଜ୍ୟ କେମିତି ଦେଶ କେମିତି ଚାଲେ ତୁମକୁ ଆଉ ୨୫ବର୍ଷ ଲାଗିବ? ରାହୁଲ୍ ଙ୍କୁ ମଧ୍ୟ ଆଉ ୧୫ବର୍ଷ ଲାଗିବ ପ୍ରଧାନମନ୍ତ୍ରୀ ହେବାକୁ?
ଥାନାରେ ସିସି ଟିଭି ଖୋଲି ଦେଇଛନ୍ତି। ତାଙ୍କର କଳା କାରନାମା ଯୋଉ ଥିରେ ଅଛି ତାକୁ ଫୋପାଡି ଦେଇଛନତି ।
Madam right...
ଠିକ କଥା ଅଞ୍ଜନା ମିଶ୍ର case at the time ଅଫ କଂଗ୍ରେସ
ମନୋରଞ୍ଚନ ଭାଇ ଆପଣଙ୍କ ହିସାବରେ ଓଡିଶା ରେ ତିନିମାସର ସରକାର ସତ କିନ୍ତୁ ମଣିପୁରରେ କେତେ ମାସର ସରକାର ଥିଲା ? ମୋଦଙ୍କୁ ଚିନ୍ତା କରିବା ଦରକାର ଯେ ତାଙ୍କର ସବୁ ସଫଳତା ପଛରେ କେବଳ ସେନାର ବଡ ସହଯୋଗ ରହିଛି। ଦୁଖରେ କହିବାକୁ ପଡୁଛି ଯେ ସେ ଶେଷରେ ତାଙ୍କୁ ବି ଛାଡିଲେ ନାହିଁ ।
ଭରତପୁର କେସରେ ମୋହନ ସରକାରକୁ ଧନ୍ୟବାଦ ଦେଵାକଥା ହିନରାଜନୀତି କରନାହିଁ
ମନୋଜମିଶ୍ର ବଡ଼ ସପ ଟିଙ୍ଗି କରୁ ଛ ନ୍ତି
ମନୋରଞ୍ଜନ ବାବୁ, ଦୟାକରି ଯେତିକି ଭିଡିଓ ଅଛି ଦେଖନ୍ତୁ
ମେଜର୍ ଅତ୍ୟନ୍ତ ଶାନ୍ତ, ଶିଷ୍ଟ ଭିଡିଓ ରେ ଅଛନ୍ତି
ଅଯଥା ଯୁକ୍ତି ତର୍କ କଲେ କ'ଣ ହେବ ??
ପୁଲିସି କଟା ଛଟା କରି ଭିଡିଓ ଛାଡୁଛି। ଏମାନେ ତାକୁ କଣ ଭାଷା କହିଛନ୍ତି ତାର ଉତ୍ତରରେ ସେ ଏକଥା ଏକଥା କହୂଛି। ପୂରା ଭିଡିଓ ନ ଦେଖାଇ ଏଡିଟିଙ୍ଗ ଭିଡିଓ କାହିଁକି ଭାଇରାଲ କରା ଯାହୁଛି।
CBI ଦ୍ବାରା ତଦନ୍ତ କରୁ ନାହଁ କାହିଁକି ।କାହା ଚାପରେ ସରକାର ଅଛନ୍ତି ।ଅଭିଯୋଗ ପୋଲିସ ବିରୁଦ୍ଧରେ ,ତାକୁ ତଦନ୍ତ କରୁଛି ସେଇ ପୋଲିସ(କ୍ରାଇମବ୍ରାଞ୍ଚ୍)।ଇଏ ଧର୍ମ କୁ ଆଖି ଠାର। ଇଏ ସରକାର ଘରେ ପଶୁପଶୁ ଚାଲ ବଜିଲାଣି ।
Anil 24ବର୍ଷ ର କୁ ଶାସନ କୁ ଦୋଷ ଦିଅ...
ନବୀନ ବାବୁକୁ ଦୋଷ ନ ଦେଇ ତମେ ମୂର୍ଖପାତ୍ର ହେଇ ପାରିବ ନାହିଁ....
ଦୋଷ ଦିଅ ନବୀନ ପଟ୍ଟନାୟକ ଙ୍କୁ..
ତୁମ ପାଖରେ ଅନ୍ୟ ଉପାୟ ନାହିଁ...
ଓଡିଶାରୁ ବିଜେପି ସରକାର କୁ ଓଡ଼ିଶାର ହଟଓ
ମନରଞ୍ଜନ ବାବୁ ଲାଗୁଚି ଆପଣ ଗେଷ୍ଟ
ସେ IIC କଟକରେ ଚୋରୀ କରି ଧରା ପଡି ଥିଲା। କଟକର ଚୋରକୁ ଭୂବନେଶ୍ବରର ସବୁଠୁ ବଡ ଥାନାରେ ପୋଲିସ କରି କଣ ଲାଗି ରଖାଗଲା। ଚୋରୀ କରି ସେ ଭାଗ କାହାକୁ ଦଉଥିଲା। ତା ଲାଗି ବଡ ପୋଲିସ ବାବୁଙ୍କର ଏତେ ଦରଦ କାହିଁକି ।
What about the Brij bhusan Singh issue, and in that case, Lady Olympian wrestlers were involved? Did those wrestlers get justice?
ମୋର କଂଗ୍ରେସ ମାଡାମ ଙ୍କୁ ପ୍ରଶ୍ନ? କଣ ମାଡାମ ଆପଣ ରାତି 2 ପରେ ନିଜ ଘରୁ ବାହାରି ରାଜ ରାସ୍ତା ରେ ଏପରି କାଣ୍ଡ କରିପାରିବେ କି? ତା ଛଡା ଆପଣ ଡିବେଟି ରେ କହିଲେ ଯେ ବର୍ତମାନ ଏବେ ଭିଡ଼ିଓ ସବୁ ପୋଲିସ ଭାଇରଲ କରୁଛି, ପୋଲିସ କଣ ପୂର୍ବରୁ ଜାଣିଥିଲା ପୀଡିତା ରାତି 2ରେ କଣ ଝଗଡା କରି ଥାନା କୁ ଆସିବେ
Manoranjan mishra best
Not necessery to meet the victim by dy CM.Administrative system is working.Opposition may do their duty.But not necessary to polticalise the issue.Opposition should not forget they have also the target to capture piwer one day.Statement should not be whatever they like.
ପୋଲିସ୍ cctv ଦେଖାଉ ଏବଂ ନିଜ ନିର୍ଦ୍ଦୋଷ ପ୍ରମାଣିତ କରୁ. ଯଦି Cctv ଦେଖାଇ ପାରିବେ ନାହିଁ ତେବେ ଧରି ନିଆଯାଇ ପାରେ କି ପୋଲିସ୍ ବର୍ବର କାଣ୍ଡ କରିଛି... ଆଉ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନ କହିବା ଭଲ.. ଜାମୁକୋଳି କାହାଣି, ଶୁଣି ଶୁଣି ଜାଣି ଗଲୁଣି ରେଜଲ୍ଟ ଜିରୋ...
ମନୋରଞ୍ଜନ ମିଶ୍ର ପାଟି ଚୁପ୍ କର। ତୁ ପଇସା ଖାଇଛୁ। ମନୀଷା ଠିକ୍ କହୁଛି।
Anil Biswal agreed that Police has committed a mistake,as preliminary report shows and therefore 5 officers have been suspended and further enquiry by Crime Branch has been going on to ascertain the facts.Shall I point out here how many heinous incidents have been committed under Congress and BJD govts..The tainted IIC was posted in Bharatpur PS by BJD govt...Why CCTV was not installed in the model PS?BJD will answer this question,not the three month BJP govt
Manisha is only politicising the matter.In stead of putting blame on the BJP govt,they should demand for a speedy enquiry and thereafter befitting punishment to the culprits
ପୋଲିସରେ କେତେକ ବ୍ୟକ୍ତି ବିଶେଷ ଅଫିସର୍ ରାଙ୍କକୁ ଆସିଲେ ସେମାନେ ଭାବନ୍ତି ଆମେ ପୋଲିସ ଅଧିକାରୀ ଆମର ସରକାରି ପାୱାର ଅଛି. ଆମେ ଯାହା ଚାଇଁବୁ ତାହା କରିପାରିବୁ। ଟଙ୍କା ଯାହାର ଅଛି ତାର ଠିକ୍ ଯାହାର ନାହିଁ ତାହାର ଭୁଲ। ସେମାନେ ପ୍ରକୃତ ଠିକ୍ ଭୁଲ କୁ ଦେଖୁ ନାହାନ୍ତି। ପୋଲିସ ଚାକିରି କଣ; ଏବଂ କଣ ଶପଥ କରିକି ଚାକିରି କରୁଛନ୍ତି ସେଇଟା ଭାବୁନାହାନ୍ତି
ଯଦି army captain ଆଉ ତାଙ୍କ ବାନ୍ଧବୀ ରୋଡ ରୋମିଓ ମାନଙ୍କୁ ଦୁର୍ବ୍ୟବହାର କଲେ , ଏମାନେ ଥାନାକୁ ଯିବା ପୁର୍ବ ରୁ ରୋମିଓ ମାନେ ଥାନାକୁ ଯାଇ ପ୍ରଥମେ complain କରିବା କଥା । କରି ଥିଲେ କି ? ୭ ଦିନଯାଏ କୋଉଠି ଥିଲେ ? ତାଙ୍କୁ ଟ୍ରେନିଂ ଦେଇ ଏ video କରା ଯାଇଛି । ଏବେ ମୂଳ ଅପରାଧୀ ମାନେ ସୁନା ପିଲା ହେଇ ଗଲେ । ଯୋଉ ମାନଙ୍କୁ ପୋଲିସ ବାନ୍ଧିବା କଥା ସେମାନେ ଏବେ ପୋଲିସ ର ରକ୍ଷା କବଚ ସାଜିଲେ । ଧନ୍ୟ ରେ ଏ ରାଜ୍ୟ , ଧନ୍ୟ ରେ ଏ ରାଜ୍ୟ ର ପୋଲିସ ।
ତିନି ତୁଣ୍ଡ ରେ ଛେଳି କୁ କୁକୁର ବୋଲି ପ୍ରମାଣିତ କରିବାକୁ ସବୁ ଚୋର ମାନେ ଲାଗି ପଡିଛନ୍ତି।
Anil babu is right
Manisha debates Logically.
ଆପଣ ଦିବେଟ୍ କରୁ ଥାନ୍ତୁ ସେପଟେ ପୋଲିସ ମାନେ ସରକାର ଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେଣି ଏବେ କୁହନ୍ତୁ ପୋଲିସ୍ କାହାର
ପୋଲିସ୍ ଜମର 😂
CCTV ପାଇଁ ଦାୟୀ ଲୋକକୁ ଧରଜାଉ। ରାଜନୀତିକ ଲୋକଙ୍କ ଅପେକ୍ଷା ଛାତ୍ର ପୀଡ଼ିତା ପୋଲିସ ଙ୍କ ସମ୍ପର୍କୀୟ ଙ୍କୁ ଆଣିଥିଲେ ଭଲ ହୋଇଥାନ୍ତା।
କଣ ପାଇଁ CM ଭେଟିବେ.
କିହୋ ଅନିଲ ବିଶ୍ଵାଳ ବାବୁ କ୍ରାଇମ୍ ବ୍ରାଞ୍ଚ କଣ ଓଡ଼ିଶା ପୋଲିସ ଏବେ ନୁହେଁ କି @ ଅବସରପ୍ରାପ୍ତ ବିଚାରପତି ମହୋଦୟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜଣେ ସମର୍ଥକ ବୋଲି ହିଁ ନ୍ୟାୟିକ ତଦନ୍ତ ଦାୟିତ୍ୱ ଦିଆଯାଇଛି ନ୍ୟାୟ ଭଉଣୀ ଅଙ୍କିତା କୁ ଦେବା ପାଇଁ 🤪
ଜେତକ ଚୋରସବୁ ଏକାଠି ହୋଇଥିଲେ ନ୍ୟାୟ ଦେବାପାଇଁ ସଳା ତୁ ତ ମୁତୁରୀ ମୁଁ ତ ମୁତୁରୀ
ଓଡ଼ିଶାରେ ଚୋର ଓ ନେତାଙ୍କର ମଧୁଚନ୍ଦ୍ରିକାରେ ସାଧାରଣ ଲୋକ ଅତିଷ୍ଠ। ଶଳା ଲୋକଙ୍କ ଟ୍ୟାକ୍ସରେ ଦରମା ନେବେ। ସରକାରୀ ପଇସା ଚୋରୀ କରିବେ। ଲୋକଙ୍କ ପଇସା ଚୋରୀ କରିବେ। ଆପତି କଲେ ଲଙ୍ଗଳା କରି ଥାନାରେ ବାନ୍ଧି କି ବାଡେଇବେ। ମିଛ କେଶରେ ହାଜତରେ ଭର୍ତି କରିବେ। ନୁଆ ସରକାରଠୂ ଲୋକଙ୍କର ବହୁତ ଆଶା ଥିଲା ।ହେଲେ ଏଗୁଡିକ ବି କୋଉ କାମର ନୁହଁ।
Manoranjan sir apana nka pari Sambadika haba Dara kara
ପାଗଳ ଭଳି ଗପୁଚି ye ମନୀଷା
Samaya କହିବ, mistake ରହିଲା କଉଠି
ଅନିଲ ବାବୁ ସରଳ ଲୋକ
Manisha nkara last statement kichi matrare thik
ଜାମୁକୋଳି ଗପ କୁହନ୍ତୁ..
Monisa madam thik kahuchhanti
MANORANJAN BABOO ----HIGH COURT GRANTED BAIL TO THAT LADY. WHY HIGH COURT DID NOT TOTALLY RELEASE HER?? IN PAST YEARS MANY WOMEN ATROCITIES MIGHT HAVE HAPPENED ... BHARATPUR CASE IS POLITICIZED. ..MOST POLITICAL .PARTIES DO NOT OBEY LAW OF LAND ....GOVT OF ODISHA HAVE TAKEN RIGHT ACTION IN BHARATPUR CASE . .
Who is opponent - BJD or Congress ?
Jhio jhio kahi , case strong habani ,,,, pati bada Kari dele case strong habani , proper investigation haba darkar, police Rong police Arrest karajaau, Army jawan /Bhadra mahila huantu kete powarfull person huantu desh drohi kaam kale Action wait and watch, sab ki bajegi kisku bakhsha nahi jaeyga
Please don't politicised the incident
ମନୋରଞ୍ଜନ ସାର ଜଣେ ବରିଷ୍ଠ ସାମ୍ବାଦିକ 🙏
ସାର ଆପଣ ଙ୍କୁ ମୋର ଅନୁରୋଧ ଭଲ ଡ଼ି ବେଟୀସିଆନ ମାନଙ୍କୁ ଚାନେଲ କୁ ଡାକନ୍ତୁ 🙏
The attack on an army officer and her female friend by the Odisha police is a disgraceful offense that brings shame to our state. The accused police officers must be arrested, punished, and dismissed from their jobs. Only then will they understand the consequences of living without the power they have misused. Instead of taking effective action and addressing current issues, the present government seems more focused on blaming past administrations. This is not a symptom of good governance. It's true that about 90% of the police force often display arrogant, condescending behavior, feeling superior in their role as law enforcers. This misuse of power erodes public trust and fosters fear, when their duty should be to serve with humility and integrity, not to dominate or mistreat others.
Every people know police nature what the are doing in day to day life
BJP Governor Sons issues suppressed by Govt
Aji ka date re jou case
Seta alochana karantu
Pidita au Aprpakhya jetiki kahinahanti dala dala vitare rajaniti besi hauchi. E madam media re katha kahibaku daunahanti
Rajaniti karuchhanty
ଏଇଠି କଂଗ୍ରେସ ଭାରି ପଡୁଛି BJP ଓପରେ
Manisa madam thik kahuchanti