Carrying The Burden Of Naveen - Pandian's Sins, Results In Bharatpur Police Station

แชร์
ฝัง
  • เผยแพร่เมื่อ 18 ก.ย. 2024
  • Carrying The Burden Of Naveen - Pandian's Sins, Results In Bharatpur Police | Nirbhay Gumara Katha Station#nirbhaygumarakatha
    #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
    Instagram: / in
    PH NO -9124469621

ความคิดเห็น • 834

  • @amitakar948
    @amitakar948 10 ชั่วโมงที่ผ่านมา +89

    ପୋଲିସ ମାନ ଙ୍କ ର ବ୍ୟବହାର ବୋହୁତ ଖରାପ ସାଧାରଣ ଲୋକ ଙ୍କୁ ତାଙ୍କ ଚାକର ଭାବନ୍ତି

    • @prafullamohanty5557
      @prafullamohanty5557 8 ชั่วโมงที่ผ่านมา +3

      @@amitakar948 କାରଣ ସରକାର ଙ୍କ ଅପାରଗତା

    • @10subrat
      @10subrat 3 ชั่วโมงที่ผ่านมา

      To Naveen Sir , Please listen the horror story from victims , The State govt chief completely responsible and more Home ministry is under him, this is not time play the blame game. for sake of God lord Jagannatha 🙏 please enough is enough

    • @manidraanugulia455
      @manidraanugulia455 3 ชั่วโมงที่ผ่านมา

      Really ❤❤❤❤

    • @prafullamohanty5557
      @prafullamohanty5557 2 ชั่วโมงที่ผ่านมา

      @@10subrat entire law and order totally spoil due to previous govt.That IIC is man of Mr Kute check his previous track record he was penthia of rulling party.but now he touched the wrong were shock of 440 volt will be there.just wait and watch.

    • @10subrat
      @10subrat ชั่วโมงที่ผ่านมา

      @@prafullamohanty5557 This is unfortunate we are playing the blame game. we have a expectation from a capable govt. This "Neheru time" theory is old enough , so act very proactively

  • @ramachandrapanipani7424
    @ramachandrapanipani7424 10 ชั่วโมงที่ผ่านมา +117

    ଏସବୁ ଶୁଣିଲେ ଲାଜ ଲାଗୁଛି । ଆମ ଦେଶର ପୋଲିସ ଅଧିକାରୀ କେତେ ତଳକୁ ଯାଇ ପାରନ୍ତି !

    • @bharatmohanta
      @bharatmohanta 5 ชั่วโมงที่ผ่านมา +1

      Amo Deshra police nuha odisha ro police. Be saram police au besaram Sarkar purba sarkar parika Gunda raj chaleichi police au sarkar akhi muji ki basichi police

  • @radhamadhabmishra2750
    @radhamadhabmishra2750 10 ชั่วโมงที่ผ่านมา +83

    ଏ ଘଟଣା ଆର ଜି କର ହସ୍ପିଟାଲ ଘଟଣା ଠାରୁ ଆହୁରି ଲଜ୍ଜାଜନକ। କିନ୍ତୁ ଓଡିଶା ଏହାକୁ ଗୁରୁତ୍ବ ଦେବତ ?

    • @user-nu1fy1ew5o
      @user-nu1fy1ew5o 7 ชั่วโมงที่ผ่านมา +7

      ଓଡ଼ିଆ ମାନେ ମେଣ୍ଢା ପରି ବି.ଜେ.ଡି. କୁ ପାଞ୍ଚ ପାଞ୍ଚ ଥର ଜୀତାଇବା ହିଁ ସବୁଠୁ ଲଜ୍ଜାକର ଅଟେ ।

    • @manojdalua1428
      @manojdalua1428 5 ชั่วโมงที่ผ่านมา +4

      ଏବେ ବିଜେପି ସରକାର ଏମାନଙ୍କୁ ଜେଲ ରେ ପୁରାନ୍ତୁ

    • @taraprasaddas5119
      @taraprasaddas5119 4 ชั่วโมงที่ผ่านมา

      Bjp sarkar bjd ra b team pari kama karuchanti

    • @ratnakarmunda9880
      @ratnakarmunda9880 4 ชั่วโมงที่ผ่านมา +1

      Right sir

    • @10subrat
      @10subrat 3 ชั่วโมงที่ผ่านมา

      @@user-nu1fy1ew5o tame bhali loka kebe mendha hoe na thibe. the person wo have not guts to identify him (user****). i can say they are only AMOEBA. The odia who can won 5 times, they can topple the govt(BJD) and won the new timer(BJP). This is Modi's New India, update your database

  • @bimalkantatripathy2776
    @bimalkantatripathy2776 10 ชั่วโมงที่ผ่านมา +47

    ଏମାନଙ୍କୁ ଝାରପଡା ପଠେଇବା ଦରକାର।

  • @pranakrishnakanungo6597
    @pranakrishnakanungo6597 10 ชั่วโมงที่ผ่านมา +65

    ମୋହନ ସରକାର ଙ୍କ ପାଇଁ ଭରତପୁର ଥାନା ଘଟଣା ପ୍ରକୃଷ୍ଟ ସମୟ ଆଣିଛି'ଯଦି ମୋହନ ବାବୁ ଯଥା ଶୀଘ୍ର ପଦକ୍ଷେପ ନ ନିଅନ୍ତି ତାଙ୍କ ସ୍ୱପ୍ନ ବାସ୍ତବରେଅଧୁରା ରହିଯିବ.ଚୋର ମାନଙ୍କ ପ୍ରତି ମୋହନ ସରକାର ଏ ଖୋଲା ସମର୍ଥନ କାହିଁକି? ରାଜ୍ୟର ସମ୍ମାନ ରକ୍ଷାକରନ୍ତୁ

    • @akshayakumarnayak492
      @akshayakumarnayak492 9 ชั่วโมงที่ผ่านมา +4

      Good

    • @prabinakumarmuduli7573
      @prabinakumarmuduli7573 5 ชั่วโมงที่ผ่านมา +2

      We don't want such type of behaviour from present government.

    • @PinkyDehuri-te4qn
      @PinkyDehuri-te4qn 5 ชั่วโมงที่ผ่านมา

      Safa karo sabunku emane rahile shuru oliaa karibe

    • @taraprasaddas5119
      @taraprasaddas5119 4 ชั่วโมงที่ผ่านมา +2

      Mohan babu subhadra jojana re byesta achanti..dukhi lokanka katha sunibaku time nahi

    • @radhamadhabacharya4202
      @radhamadhabacharya4202 3 ชั่วโมงที่ผ่านมา

      Examplray action should taken by the CM for which people of odisha had voted BJP

  • @ramachandrasahoo1921
    @ramachandrasahoo1921 9 ชั่วโมงที่ผ่านมา +27

    ଲଜ୍ଜ୍ୟା ଲଗୁଛି ବହୁତ ଦୁଖ ଦାୟକ ଖବର ଆଜ୍ଞା ଆଗକୁ ଆହୁରି ସୁନ୍ଦର ଉପସ୍ଥାପନା କରନ୍ତୁ ଜୟ ଶ୍ରୀରାମ 🙏🚩🚩🚩

  • @rajkumardutta3684
    @rajkumardutta3684 10 ชั่วโมงที่ผ่านมา +28

    ପୁରୀ ର ଜିଲ୍ଲାପାଳ pandian ମୋହ ଭୁଲିପାରୁ ନାହାନ୍ତି, ମୋହନ୍ ଭାଇ ଏମାନଙ୍କୁ ସାବାଡ କରନ୍ତୁ,

    • @hometventertain
      @hometventertain 8 ชั่วโมงที่ผ่านมา +2

      Se agaru Angul re thila pandia ku per month 5crore PC dauthila

  • @RanjanBehera-ge1kf
    @RanjanBehera-ge1kf 10 ชั่วโมงที่ผ่านมา +32

    ☀️..ଯେ ପର୍ଯ୍ୟନ୍ତ BJP ସରକାର ର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ନ ହେଇଛି.. ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବଡ଼ ଧରଣର କାର୍ଯାନୁଷ୍ଠାନ ଯଥା.. ED..CBI ଆକ୍ସନ୍ ନହେଇଛି.. ସେ ପର୍ଯ୍ୟନ୍ତ ଏଇଭଳି ଗୋଟେ ପରେ ଗୋଟେ ବଦନାମ୍ ହେଇଚାଲିଥିବ ବିଜେପି ସରକାର । ଲୋକଙ୍କ ମନରୁ ମଧ୍ୟ ଆଶା ତୁଟି ଯିବାର ସମ୍ଭାବନା ଅଛି.......

    • @prafullamohanty5557
      @prafullamohanty5557 8 ชั่วโมงที่ผ่านมา +3

      @@RanjanBehera-ge1kf ଏକ ଦମ୍ ଠିକ୍ କଥା ଆଜ୍ଞା

    • @RanjanBehera-ge1kf
      @RanjanBehera-ge1kf 8 ชั่วโมงที่ผ่านมา

      ​@@prafullamohanty5557
      ☀️... Thank you Sir...... 👌👌👍 💐 🌹 💐 🌹 💐 🌹 💐 🌹 💐 🌹 💐 🌹

    • @bcj658
      @bcj658 4 ชั่วโมงที่ผ่านมา

      For taking action by ED & CBI, Amit shah intervention required. Why he will interfere?

  • @santoshdakua6698
    @santoshdakua6698 9 ชั่วโมงที่ผ่านมา +58

    ଗୃହ ବିଭାଗ କୁ ଜୟନାରାୟଣ ମିଶ୍ର ଙ୍କୁ ଦିଆଯାଉ 👍👍🙏🙏

    • @10subrat
      @10subrat 3 ชั่วโมงที่ผ่านมา

      this is time the we should do example action rather do politics ,

    • @satyaranjandash388
      @satyaranjandash388 ชั่วโมงที่ผ่านมา

      Bilkul, ଠିକ

    • @npcool6036
      @npcool6036 57 นาทีที่ผ่านมา

      Thik katha

  • @ajayakumarrout5854
    @ajayakumarrout5854 10 ชั่วโมงที่ผ่านมา +30

    ମହାଶୟ ନମସ୍କାର ।ଏହା ହେଉଛି ମୋହନ ସରକାର ଙ୍କ ପାଇଁ ଦ୍ଵିତୀୟ ସତକ୍ର ଘଣ୍ଟି ।୨୫ ବସ୍ତର ପାପ ମୁଣ୍ଡାଇବା ପରେ ଚିକିଟି ମଦ ମୃତ୍ତୁ ଥିଲା ପ୍ରଥମ ଶତକ୍ର ଘଣ୍ଟି ।ହୁସିଆର୍ ରହନ୍ତୁ ବିଜେପି ସରକାର ଆପଣଙ୍କୁ ବଦନାମ କରିବାକୁ ଖଣ୍ଟ llc ଆଉ ନାଇଟି ପିନ୍ଧି ଥିବା ଅଧିକାରିଣୀ ର ଅଭାବ ନାହି ।

  • @sangramswain502
    @sangramswain502 10 ชั่วโมงที่ผ่านมา +20

    ଏବେ ବି ଥାନାଗୁଡ଼ିକରେ ବି ଜେ ଜି ନେତାଙ୍କ ଦବ୍ ଦବା ଚାଲୁଛି ।

  • @prafullamohanty5557
    @prafullamohanty5557 10 ชั่วโมงที่ผ่านมา +43

    IIC ଏବଂ ସମସ୍ତ ଅଧିକାରୀ ଚାକିରି ରୁ ବହିଷ୍କାର ହେବା ଦରକାର। ନଚେତ୍ ଓଡିଶା ର ସମସ୍ତ ପୂର୍ବତନ ସେନା ବାହିନୀ ର କର୍ମଚ।ର୍ରୀ ମୋହନ ସରକାର ଙ୍କୁ ଉଚିତ୍ jawab ଦେବେ।

  • @swadhikarbetaj3768
    @swadhikarbetaj3768 10 ชั่วโมงที่ผ่านมา +27

    ଆଜ୍ଞା! ଏ ନିର୍ବୋଧ ମୋହନ ସରକାରଙ୍କୁ ସତ୍ତାରେ ରହିବାକୁ ସମ୍ଭବତଃ ଭଲଲାଗୁନାହିଁ। ଏଣୁ ଷଣ୍ଢ ଆଗରେ ଭାଗବତ ପଢିଲେ ଯାହା ଏ ସରକାରଙ୍କୁ କହିବା ତାହା।

    • @Eagleeye774
      @Eagleeye774 ชั่วโมงที่ผ่านมา

      ଏସବୁ ନବୀନ ପାଣ୍ଡୁ ସରକାରର ପାପକର୍ମର ପରିଣାମ.. ଚାପ ପକାଇ ପୋଲିସକୁ ଦଳୀୟ କାମରେ ବ୍ୟବହାର କରିବା, ହାତବାରିସୀ କରି ନିଜ ଦଳର ଅପରାଧୀ ନେତା କୁଜିନେତାଙ୍କୁ ସୁରକ୍ଷା ଦେବା, ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର ଦେଖେଇବା ଅଭ୍ୟାସ ହୋଇଯାଇଛି.. ଅହଙ୍କାର ଓ ଦୁର୍ନୀତିର ଗନ୍ତାଘର ବିଜେଡି..

  • @sarojbeura1695
    @sarojbeura1695 10 ชั่วโมงที่ผ่านมา +76

    ଗୃହ ବିଭାଗ ଜୟ ନାରାୟଣ ମିଶ୍ର ଦିଆ ହଉ

    • @bijayanandadash5344
      @bijayanandadash5344 9 ชั่วโมงที่ผ่านมา +4

      100 % correct.

    • @prafullamohanty5557
      @prafullamohanty5557 8 ชั่วโมงที่ผ่านมา +2

      @@sarojbeura1695 ekdam thik Katha କହୁଛନ୍ତି। ମୋହନ ସରକାର ଅପାରଗତା ବଦନାମ୍ ରୁ ରକ୍ଷା ପାଇବେ। ପୋଲିସ ବ୍ୟବସ୍ଥା ରାତାରାତି ସୁଧରିଯିବ।

    • @Katak_Dk
      @Katak_Dk 8 ชั่วโมงที่ผ่านมา +4

      @@sarojbeura1695 ଜୟ ନାରାୟଣ ଭାଇ ଉଚିତ୍ ଲୋକ ଏ ବିଭାଗ ପାଇଁ ।

    • @kalpanaparida3178
      @kalpanaparida3178 7 ชั่วโมงที่ผ่านมา +3

      He is right person❤

    • @shibajeesingh5140
      @shibajeesingh5140 3 ชั่วโมงที่ผ่านมา

      Right step sir

  • @GaneswarNayak-e6j
    @GaneswarNayak-e6j 9 ชั่วโมงที่ผ่านมา +20

    ଆମ ଦେଶର ପୋଲିସ କୁକୁର ଠାରୁ ମଧ୍ୟ ହୃଦୟ ହିନ , ଏମାନଙ୍କ ମଗଜରେ ବ୍ରିଟିଶ ଅମଳର ଅହଂକାର ର କୀଟ ବସା ବାନ୍ଧି ରହିଛି, ଏ ମାନେ ନିଜକୁ ଭାବୁଚନ୍ତି ଲୋକ ମାନଙ୍କର ପ୍ରଭୁ,। ଥାନା କୋର୍ଟ କଚେରୀ ଏମାନେ ସବୁ ଲୋକମାନଙ୍କ ବଇରୀ। ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁଦେଖୁଚି।

    • @prafullamohanty5557
      @prafullamohanty5557 8 ชั่วโมงที่ผ่านมา +1

      @@GaneswarNayak-e6j ଶଳା ଟି ମାନଙ୍କୁ ଚାକିରି ରୁ ବହିଷ୍କାର କରାଯିବା ଆରମ୍ଭ ହେଲେ ମନୁକୁ କୁକୁର ଠୁ ମଣିଷ ହେବା ଆରମ୍ଭ ହେବେ

    • @universaldhara.5946
      @universaldhara.5946 7 ชั่วโมงที่ผ่านมา

      Kukura hrudaya hin nuhen,loyal,emane ka thu kukura bahut upare..

  • @FAKIRJENA-du2zs
    @FAKIRJENA-du2zs 10 ชั่วโมงที่ผ่านมา +18

    ମୋହନ ମାଝି ତୁରନ୍ତ ଗୃହ ବିଭାଗ କୁ ଜୟ ନାରାୟଣଙ୍କୁ ହସ୍ତାନ୍ତର କରନ୍ତୁ। ବିଜେପି ବିଜେଡ଼ି ଠାରୁ ତଳକୁ ଖସୁଛି ଓ ଆଉ କିଛି ଦିନ ପରେ କଂଗ୍ରେସ୍ ଆସି ୟାଙ୍କ ମଜା ବୁଝିବ।

  • @Katak_Dk
    @Katak_Dk 10 ชั่วโมงที่ผ่านมา +29

    ଜଣେ ବିଜେପି ସମର୍ଥକ ଭାବେ କହିବି ଏ ଖବର ଶୁଣିବା ପରଠୁ ହୃଦୟ ଆନ୍ଦୋଳିତ , ଏ କଣ ବିଜେପିର ବ୍ୟବସ୍ଥା ପରିବର୍ତ୍ତନ ର ଦୃଶ୍ୟ ସବୁଠୁ ମୋତେ ଆଶ୍ଚର୍ଯ୍ୟ କରୁଛି ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ମୋହନ ମାଝି ଏତେ ବଡ ଘଟଣା ପରେ ଚୁପ୍ କିଛି ମନ୍ତବ୍ୟ ନାହିଁ ଅତ୍ୟନ୍ତ ଦୁଃଖ ଦାୟକ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିବା ଦରକାର ପୋଲିସ ବିଭାଗର କାରଣ ସବୁଠୁ ଭ୍ରଷ୍ଟ ଚାଲିଚି 24 ବର୍ଷର ମୋଟା ଚମଡା ପୋଲିସ ବିଭାଗର ।

    • @prafullamohanty5557
      @prafullamohanty5557 8 ชั่วโมงที่ผ่านมา +4

      @@Katak_Dk ମୁଖ୍ୟ ମନ୍ତ୍ରୀ ନିଜେ ଗୃହ ବିଭାଗ କୁ ମାଡିବସି ରଖିଛନ୍ତି। ବଦନାମ୍ ହେବା ଥୟ।

    • @prakashpatra3588
      @prakashpatra3588 8 ชั่วโมงที่ผ่านมา

      Galua CM ku bachhile

    • @user-wc3rq1ki5w
      @user-wc3rq1ki5w 6 ชั่วโมงที่ผ่านมา

      ଯାହା ହୋଇଛି ଭଲ ହୋଇଛି.. ପୋଲିସ ର ବି ଭୁଲ army ର ବି ଭୁଲ... ରାତି ଅଧ ରେ ଝିଅ ଧରି ବୁଲିବା. ରଣ୍ଡୁଆ army ଦେଶ ପାଇଁ ଆଉ ତା କ୍ୟାମ୍ପ ପାଇଁ ବିପଦ. M

    • @Katak_Dk
      @Katak_Dk 5 ชั่วโมงที่ผ่านมา +2

      @@user-wc3rq1ki5w ତା ମାନେ ରାତିରେ କେହି କାମ ଥିଲେ ମଧ୍ୟ ରାଜଧାନୀରେ ରାତିରେ ଯାଇ ପାରିବେ ନାହିଁ । ଆଉ ତୁ ଯିଏ ହେଉଥା ଆର୍ମୀ ଭଳି ସଂସ୍ଥା ଆଉ ଦେଶର ଯବାନ ମାନଙ୍କ ପ୍ରତି ତୋର ଭାଷା ଅତି ନିମ୍ନ ମାନର ଭଗବାନ ନ କରନ୍ତୁ ତୁ କେବେ ତୋ ମା ଭଉଣୀ କୁ ନେଇ କୁଆଡେ ରାତିରେ ଯାଉଥିଲେ ତୋ ସହ ଏମିତି ନ ଘଟୁ ।

  • @narendrabarik9855
    @narendrabarik9855 10 ชั่วโมงที่ผ่านมา +32

    ଏମାନେ ନବୀନ ପୋଲିସ ସୁଧୁରିବେ ନାହଁ ପ୍ରଥମେ ବଡ ଅଫିସର ମାନଙ୍କୁ ବଦଳି କରାଯାଉ

    • @PinkyDehuri-te4qn
      @PinkyDehuri-te4qn 5 ชั่วโมงที่ผ่านมา

      Dissmis karajau sighra

  • @satyabansarangi7693
    @satyabansarangi7693 9 ชั่วโมงที่ผ่านมา +17

    ଅପରାଧୀ ଦୀନକୃଷ୍ଣ ବିରୁଦ୍ଧରେ କଠୋର। କାର୍ଯ୍ୟାନୁଷ୍ଠାନ ତ୍ୱରିତ ବେଗରେ ନେଇ ମୋହନ ସରକାର ଲୋକଙ୍କ ଆସ୍ଥା ଭାଜନ ହୁଅନ୍ତୁ ନାଇଁ ତ ଇସ୍ତଫା ଦିଅନ୍ତୁ।

  • @sukumarrana9091
    @sukumarrana9091 8 ชั่วโมงที่ผ่านมา +9

    ସମସ୍ତ ଅଭିଯୁକ୍ତ ପୋଲିସଙ୍କୁ ଅବିଳମ୍ବେ ଚାକିରୀ ରୁ ବହିସ୍କାର କରାଯାଉ ।

  • @upendrakumarbiswal4682
    @upendrakumarbiswal4682 7 ชั่วโมงที่ผ่านมา +10

    ନିର୍ଭୟ ଗୁମର କଥା ର ସୁନ୍ଦର ଉପସ୍ଥାପନା, ଭରତପୁର ଥାନା ଜନସାଧାରଣଙ୍କୁ କିଭଳି ନ୍ୟାୟ ଦେଉଛି ପୁନଃଛ କ୍ରାଇମବ୍ରାଞ୍ଚର ତଦନ୍ତ ହାସ୍ୟାସ୍ପଦ, ମୋହନ ସରକାର କରୁଛନ୍ତି କଣ ?

  • @bishnumishra8668
    @bishnumishra8668 10 ชั่วโมงที่ผ่านมา +18

    ପୋଲିସ ମାଡାମ୍ Nighty ପିନ୍ଧିକି Night Duty ରେ ଥିଲେ!??

    • @laxmanpradhan632
      @laxmanpradhan632 10 นาทีที่ผ่านมา

      Police Medam heat heigale dress kholi Night galei dele.

  • @arucharanpradhan5502
    @arucharanpradhan5502 10 ชั่วโมงที่ผ่านมา +10

    ଆଜ୍ଞା ନମସ୍କାର, ଜାଣି ଶୋଇବ ଯିଏ, ତାଙ୍କୁ ଉଠାଇବ କିଏ। ମୋହନ ସରକାର ପ୍ରଥମେ ବଡ଼ ମୁଣ୍ଡିଆ ଦୁର୍ନୀତି ଗ୍ରସ୍ତ ନେତା ନେତ୍ରୀ ମାନଙ୍କୁ ତଦନ୍ତ କରି ଦଣ୍ଡ ବିଧାନର ରାସ୍ତା ଆପଣେଇ ଥିଲେ, ଏପରି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ। ଜୟ ଜଗନ୍ନାଥ।

  • @kishorchsrichandan307
    @kishorchsrichandan307 10 ชั่วโมงที่ผ่านมา +12

    ପୁଲିସ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ସମୟ ଲାଗିବ। ଅଳ୍ପ କିଛି ଅଫିସର ଙ୍କ ପାଇଁ ପୋଲିସ ବଦନାମ୍ ହେଉଛି। ଏ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର।

    • @saratkumarpanda7007
      @saratkumarpanda7007 9 ชั่วโมงที่ผ่านมา +1

      ଏମାନେ ନିଜକୁ ଇନ୍ଦ୍ର ବୋଲି ଭାବୁଛନ୍ତି

    • @rakeshkumarchakra
      @rakeshkumarchakra 4 ชั่วโมงที่ผ่านมา

      Alpa kichi...mane 90% police parama MG

  • @supriyasahoo4400
    @supriyasahoo4400 8 ชั่วโมงที่ผ่านมา +9

    Sir namaskar
    ମୁଁ ଆପଣ ଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ ଯେ ସବୁ ପୋଲିସ ଷ୍ଟେସନ ଗୁଡିକୁ ଓ ପୋଲିସ ମାନଙ୍କୁ ଟିକେ ସାବଧାନ କରନ୍ତୁ ନ ହେଲେ ଲୋକମାନେ ଆଉ କଣ ଆପଣଙ୍କ ଠାରୁ ଆଶା କରିବେ ଆପଣ ଙ୍କୁ ବହୁତ୍ ଆଶା ରେ ସରକାର ପରିବର୍ତ୍ତନ କରାଯାଇଛି

  • @Jagannath-oc9ht
    @Jagannath-oc9ht 9 ชั่วโมงที่ผ่านมา +10

    ଦୁଷ୍କର୍ମ କରିଛନ୍ତି କି ନାହିଁ- ହେଉନି ଭାଇ । ଉଲଗ୍ନା କରିବା ଦୁଷ୍କର୍ମ ନାହଁ କି? ସେମଧ୍ୟ ଦୁଷ୍କର୍ମ । ଉତ୍ତର ପ୍ରଦେଶ ସି.ଏମ୍ ଯୋଗିଙ୍କ ଠାରୁ ମୋହନ ବାବୁ ସିଖନ୍ତୁ।

  • @prassanakumarsahoo2512
    @prassanakumarsahoo2512 7 ชั่วโมงที่ผ่านมา +7

    ଆପଣ ନିର୍ଭୟରେ ସତକଥା କହି ଆପଣଙ୍କ
    ପୁତ୍ରକୁ ହରାଇଛନ୍ତି କେବଳ ଆପଣଙ୍କ ଜୀବନ ବ୍ୟତୀତ ଆଉ କିଛି ହରାଇବାର ନାହିଁ ବୋଲି ଅନୁଭବ କରୁଛି. ଆପଣ ଏମିତି ସତକଥା କହିବାକୁ ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶତ ପରମାୟୁ ପ୍ରଦାନ କରନ୍ତୁ ଏତିକି ତାଙ୍କ ପଦତଳେ ମିନତୀ.

  • @IS21-222
    @IS21-222 10 ชั่วโมงที่ผ่านมา +6

    ସିଏଚୋରପୁଲିସ ଅଫିସରକୁ ଚାକିରୀରୁ ବହିଷ୍କାର କରାଯାଇଜେଲ୍ ହା ଜତକୁ ପଠାଯାଉ

  • @basantajena5418
    @basantajena5418 10 ชั่วโมงที่ผ่านมา +6

    ଏକ ନମ୍ବର ଦୋଷୀ ମୁଖ୍ୟମନ୍ତ୍ରୀ ଦୁଇ ନମ୍ବର ଦୋଷୀ ପୁଲିସ କମିଶନର ଓ ତିନି ନମ୍ବର ଦୋଷୀ ପୁଲିସ ଡିଜି | ଦୀନକୃଷ୍ଣ ନିର୍ଦୋଷ |

  • @arabindamishra4045
    @arabindamishra4045 9 ชั่วโมงที่ผ่านมา +5

    ଖାଲି ଥାନା ସ୍ତରରେ ନିଲମ୍ବନ ଓ ବଦଳି କଲେ ଚଳିବନି। ଥାନା ବାଲାଙ୍କୁ ଘଣ୍ଟ ଘୋଡାଉଥିବା ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ନିଲମ୍ବନ ଏକ ଦଣ୍ଡ ନୁହେଁଁ। କିଛି ଦିନ ପରେ ବାତାବରଣ ଥଣ୍ଡା ପଡିଗଲେ ଏହାକୁ ହଟେଇ ଦିଆଯାଏ। ଏ କ୍ଷେତ୍ରରେ ଭି ହବ।

  • @user-ym3qx5yr9i
    @user-ym3qx5yr9i 10 ชั่วโมงที่ผ่านมา +7

    ଧ୍ରୁତରାଷ୍ଟ୍ର ସରକାର ର ବର୍ତ୍ତମାନରେ ରହିଥିବା ସବୁଜ ରଙ୍ଗ ପୋଷାକ ଧାରୀ ଙ୍କୁ ବହିଷ୍କାର କରାନଗଲେ ଓଡ଼ିଶାରେ ଅରାଜକତା ବ୍ୟାଧି ସମଗ୍ର ରାଜ୍ୟରେ ବ୍ୟାପିବାର ବହୁତ ସମ୍ଭାବନା ଦେଖା ଯାଉଛି। ତେଣୁ ମୋହନ ସରକାର ବେଳ ଥାଉଁ ଥାଉଁ ସାବଧାନ ହେବ। ଉଚିତ। ଓଡ଼ିଶାବାସୀ ଙ୍କୁ ଶାନ୍ତି ସୁରକ୍ଷା ପାଇଁ କେବଳ ଯୋଗ୍ୟ ଅଫିସର ,କର୍ମଚାରୀ ଏବଂ ଦାୟିତ୍ୱ ବାନ ଅଫିସରଙ୍କୁ ନିଯୁକ୍ତ ମିଳିବା ଆବଶ୍ୟକ।

  • @pkp4793
    @pkp4793 10 ชั่วโมงที่ผ่านมา +7

    ଜୟ ଜଗନ୍ନାଥ

  • @tsggurukul2197
    @tsggurukul2197 10 ชั่วโมงที่ผ่านมา +4

    Angya 100% katha kahile.thanking you from my core of heart.

  • @manjupravamishra8000
    @manjupravamishra8000 10 ชั่วโมงที่ผ่านมา +6

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @pratapchandramohapatra5159
    @pratapchandramohapatra5159 8 ชั่วโมงที่ผ่านมา +4

    ନବୀନ sir ସୁନ୍ଦର କଥା କହିଲେ

  • @golockchandrasahoo8357
    @golockchandrasahoo8357 10 ชั่วโมงที่ผ่านมา +5

    Transfer is no punishment. Even suspending a police officer is no punishment. In any such case, the police officer should be dismissed from service.. Should be exemplary punishment.

  • @orissaflybricksmachine977
    @orissaflybricksmachine977 9 ชั่วโมงที่ผ่านมา +7

    ଏଥି ପାଇଁ ବି ନବୀନ ଆଉ pandian ଦାୟୀ। ସାର୍ ଆପଣଙ୍କ ସାମ୍ୱାଦିକତା ପାଇଁ ଆପଣଙ୍କୁ ନୋବେଲ ମିଳିବ

    • @shashankbehera2921
      @shashankbehera2921 9 ชั่วโมงที่ผ่านมา +3

      ସବୁ କଥୀରେ ନବୀନଙ୍କୁ ଦାୟି କରିବା ଏ ମହାଶୟଙ୍କ ପୁରୁଣା ଅଭ୍ଯାସ। କଥା କୁହାଳିଆ ସାମ୍ବାଦିକ।

    • @sukantapal6711
      @sukantapal6711 ชั่วโมงที่ผ่านมา

      ​@@shashankbehera2921500% right

  • @basantapattnaik7812
    @basantapattnaik7812 10 ชั่วโมงที่ผ่านมา +6

    ସାର ପ୍ରଣାମ 🙏🌹

  • @badalmohapatra9205
    @badalmohapatra9205 3 ชั่วโมงที่ผ่านมา +2

    ସାର, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ପୋଲିସ କେବେ ସୁଧୁରିବ ନାହିଁ

  • @saratmishra7100
    @saratmishra7100 6 ชั่วโมงที่ผ่านมา +5

    ପୁରୁଣା କୋଟରୀ ଓ ଥାନା ଅଧିକାରୀ ମାନେ ସମସ୍ତେ BJD agent। ତେଣୁ ସମାନେ ମୋହନ ସରକାର ଙ୍କୁ ସବୁବେଳେ ଅସୁବିଧା କରିବେ ଓ ସରକାର ବଦନାମ ହେବେ।
    ଏହା ନିରାଟ ସତ୍ୟ।

    • @techcrypto493
      @techcrypto493 5 ชั่วโมงที่ผ่านมา

      Satta ra paribartana haechi kintu byabasta saeiaa achi.....

  • @ramachandrapanipani7424
    @ramachandrapanipani7424 10 ชั่วโมงที่ผ่านมา +3

    ଏବେ ବି ଆପଣ ଜଣା ପଡ଼ୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ହିତୈଷୀ ।

  • @Abhimanyu82
    @Abhimanyu82 7 ชั่วโมงที่ผ่านมา +3

    ଜୟ ନାରାୟଣ ମିଶ୍ରଙ୍କୁ home ମିନିଷ୍ଟର ଟା ଦିଆଯାଉ

  • @AmiyaKumarSahoo-u3s
    @AmiyaKumarSahoo-u3s 10 ชั่วโมงที่ผ่านมา +4

    ଚବିଶି ବର୍ଷ ରେ କମଳ ଯାକ ବାଳ ଯେତେ ବାଛିଲେ ସରିବନି

  • @FAKIRJENA-du2zs
    @FAKIRJENA-du2zs 10 ชั่วโมงที่ผ่านมา +2

    ନିର୍ଭୟ କୁ ଅଶେଷ ଧନ୍ୟବାଦ୍।

  • @user-fu5zl6pz6m
    @user-fu5zl6pz6m 9 ชั่วโมงที่ผ่านมา +2

    Thanks for your valuable information.

  • @rabindrarath9474
    @rabindrarath9474 2 ชั่วโมงที่ผ่านมา +2

    ସାର ଆଜି ଉପସ୍ଥାପନା ପାଇଁ ଅନେକ ଅନେକ ଧନ୍ୟବାଦ ସରକାର ଆପଣଙ୍କ ଦୈନିକ ଉପସ୍ଥାପନାକୁ ତର୍ଜମା କରିବାପାଇଁ ଗୋଟିଏ ବିଭାଗ ଖୋଲନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୃଢ ପଦକ୍ଷେପ ନେଇ ଓଡିଶାବାସୀ ନିର୍ମଳ ଶାସନ ଦେଇ ଓଡ଼ିଆଙ୍କ ଶ୍ରଦ୍ଧାଭାଜନ ହେବାଦରକାର

  • @basantakumarjena9808
    @basantakumarjena9808 10 ชั่วโมงที่ผ่านมา +3

    ଯେତେ କହିଲେ ଭାଗବତ ,ତୋଷ ନୋହିଲା ମୋର ଚିତ୍ତ ।ଚାପରେ ଅଛନ୍ତିତ ବାବୁ ,କାହାକୁ କରିବେ ସେ କାବୁ?

  • @orissaflybricksmachine977
    @orissaflybricksmachine977 9 ชั่วโมงที่ผ่านมา +3

    କେତେ ଦିନ ଆଉ ବିରୋଧୀ ଉପରେ ଦୁଷ ଲଦେଇ ମୋହନ ସରକାରଙ୍କୁ ବଞ୍ଚେଇବେ

  • @DinabandhuNaik-yw1xs
    @DinabandhuNaik-yw1xs 6 ชั่วโมงที่ผ่านมา +7

    ଏମିତି ପୋଲିସ ଅଧିକାରୀ କୁ କାର୍ଯ ରୁ ବାହାର କରି ଜେଲ ଦିଆଯାଉ

  • @AmiyaKumarSahoo-u3s
    @AmiyaKumarSahoo-u3s 10 ชั่วโมงที่ผ่านมา +6

    ଆଉ କେତେ ଦିନ ମୁହଁ ପୋତି ବାଟ ଚାଲୁଥିବ,
    ମୋହନ ବାବୁ

    • @narendrarout3552
      @narendrarout3552 4 ชั่วโมงที่ผ่านมา

      Very good advice at last I think all educated people should write a letter to cm odisha and pm India to take proper action against the victims or against the CM of odisha thanks.

  • @rajanikantachoudhury2343
    @rajanikantachoudhury2343 8 ชั่วโมงที่ผ่านมา +2

    ସାର ଦୁଖଦଃ ଖବର ସରକାର ଶୀଘ୍ର ଚାକିରୀ ରୁ ବହିଷ୍କାର କରିବା ସହ ଜେଲ ପଠାଯାଉ.

  • @samarprusty212
    @samarprusty212 9 ชั่วโมงที่ผ่านมา +9

    Sir🙏🏼ଆଜ୍ଞା ଏ ମୋହନ ଦ୍ୱାରା ଖଡା ସିଝିବନି l ସିଏ ଯାଉ, ବଂଶୀ ବଜେଇ ଗାଈ ଜଗିବ l

  • @sandipkumarpradhan8331
    @sandipkumarpradhan8331 6 ชั่วโมงที่ผ่านมา +2

    ବହୁତ କଷ୍ଟରେ ବିଜେପି ସରକାର ଶାସନକୁ ଆସିଲା କିନ୍ତୁ ମୋହନ ମାଝି ମୁଖ୍ୟ ମନ୍ତ୍ରୀ ହବାର ନ ଥିଲା ।

  • @PrasantaMohapatra-yg8fo
    @PrasantaMohapatra-yg8fo 10 ชั่วโมงที่ผ่านมา +2

    ଏମିତି ଅନେକ ଘଟଣା ........
    କେବଳ ଏହା ଗୋଟିଏ ନୁହଁ.....
    ଓଡ଼ିଶା ବାସୀ ସତର୍କତା ର ସହ ସବୁ ଦେଖୁଛନ୍ତି।
    ତଥାପି ଅପେକ୍ଷା ଅଛି.....ସତୁରୀ ଯାଆନ୍ତୁ
    ନହେଲେ ବଦନାମ ସହିତ ଵିଦୟ ଦେବେ.... ଧକ୍କା ରହି ମାରି, ଯେଉଁ ମାନେ କ୍ଷମତା କୁ ଆଣିଥିଲେ।

  • @bijanmishra5021
    @bijanmishra5021 6 ชั่วโมงที่ผ่านมา +2

    ଆପଣ ଆଉ କାହା କଥା କହୁଛନ୍ତି କଣ ନିଜେ ମୁଖ୍ୟମନ୍ତ୍ରୀ ଏଇ ନିର୍ବାଚନ ଆଗରୁ କିଛି ଦିନ ତଳେ ନିଜେ ପରା କୋଉ ଥାନାରେ ବାମ୍ଫ ନେଇଥିଲେ!

  • @FAKIRJENA-du2zs
    @FAKIRJENA-du2zs 10 ชั่วโมงที่ผ่านมา +2

    ଖୁବ୍ ଶୀଘ୍ର ବିଜେପି ର ବାଜା ବାଜିବ

  • @asitkumarghosh2963
    @asitkumarghosh2963 10 ชั่วโมงที่ผ่านมา +2

    Mohan babu doesn't not want to act. Dcp is supporting bharatpur suspended personal . Why? People have enough enough respect for army. Odisha BJP government is degrading it's reputation.

  • @DilipKumar-ds5wd
    @DilipKumar-ds5wd 10 ชั่วโมงที่ผ่านมา +2

    ମୋହନ ସରକାର କିଛି କରି ପାରୁ ନାହାନ୍ତି

  • @ranjankumarmohanta2003
    @ranjankumarmohanta2003 9 ชั่วโมงที่ผ่านมา +2

    ଓଡ଼ିଶାରେ CBI ତଦନ୍ତ ଯାହା କାଲ ଆଗରେ ମୂଳା ଚୋବେଇବା ତାହା , ତଦନ୍ତ ବେଳେ ଏମାନେ ଖାଲି ପାଇଖାନା ଟାଙ୍କି ଖୋଜିବେ ...😂😂😂

  • @nrushinghnathsahu1630
    @nrushinghnathsahu1630 10 ชั่วโมงที่ผ่านมา +2

    ମୋହନ ସରକାର କୌଣଷି ସରକାରୀ ଅଫିସର ଙ୍କ ବିରୁଦ୍ଧ ରେ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ.
    ଇକୋ ସିଷ୍ଟମ୍ ଠିକ୍ ରାସ୍ତା ରେ ଚାଲିଛି.
    ସୁଭଦ୍ରା ଯୋଜନା ରେ କାର୍ଯ୍ୟକରୁଥିବା CSC ର ମାଲିକ କୁ ଗିରଫ କରି ପାରିବ

  • @srn78610
    @srn78610 10 ชั่วโมงที่ผ่านมา +2

    ସେମିତି ହେଲେ BJD କଣ ପାଇଁ....

  • @gobindachandraswain3060
    @gobindachandraswain3060 8 ชั่วโมงที่ผ่านมา +1

    ମୋହନ ସରକାର ଙ୍କୁ ଚାଲେଞ୍ଜ ଯଦି ରାଜ୍ୟ ରେ ସୁ ଶାସନ କରିବାକୁ ଚାହାନ୍ତି ତାହାଲେ ଏହିପରି ଆଦର୍ଶ ପୋଲିସ ମାନଙ୍କୁ ବାହାର କରି ଦିଅନ୍ତୁ।

  • @santoshpusty1143
    @santoshpusty1143 10 ชั่วโมงที่ผ่านมา +1

    CM Mohan Charan Majhi should take immediate action against iic

  • @samediadarpan9532
    @samediadarpan9532 3 ชั่วโมงที่ผ่านมา +1

    ଏଭଳି କାର୍ଯ୍ୟ ବଡ଼ ଦୁଃଖ ଦାୟକ। ଯେପର୍ଯ୍ୟନ୍ତ ଗୋଟେ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏଭଳି ଖଳ ପ୍ରସ୍କୃତିର କାର୍ମଚାରୀ ସୁଧୁରିବେ ନାହିଁ। ଆଶା କରିଛି 100 ଦିନ ପଟେ ସରକାର ଆକ୍ସନ ମୁଡ କୁ ଆସିବେ!🙏

  • @sanjaydash8643
    @sanjaydash8643 10 ชั่วโมงที่ผ่านมา +2

    ନବୀନ ସରକାର ର ପାପର ବୋଝ ବୋହି। ଚାଲିଥିବା ମୋହନ ସରକାର ନଜର ଗୋଡରେ ନିଜେ କୁରାଢି ମାରି ଚାଲିଛନ୍ତି ।।

  • @FAKIRJENA-du2zs
    @FAKIRJENA-du2zs 10 ชั่วโมงที่ผ่านมา +2

    ଦିନ କୃଷ୍ଣ କୁ ମୋହନ ସରକାର ଡ଼ରୁଛି କାହିଁକି?

  • @gurugrammarliterature9158
    @gurugrammarliterature9158 10 ชั่วโมงที่ผ่านมา +1

    100%Satya

  • @arthasachibapatro5415
    @arthasachibapatro5415 9 ชั่วโมงที่ผ่านมา +1

    Drastic action should be taken by Odisha govt against culprits

  • @nirodbehera6012
    @nirodbehera6012 10 ชั่วโมงที่ผ่านมา +3

    Why not dismissed from service these useless police personnel

  • @purnapradhan1549
    @purnapradhan1549 3 ชั่วโมงที่ผ่านมา +2

    From your reviews Naveen sir,police is for political people,not for general public.

  • @basantibalapanigrahi5289
    @basantibalapanigrahi5289 9 ชั่วโมงที่ผ่านมา +1

    Take action against the officers .Request CMO Take action against the police .

  • @PURNACHANDRABISWAL-d5q
    @PURNACHANDRABISWAL-d5q 10 ชั่วโมงที่ผ่านมา +1

    Absolutely it is very shame to Bhubaneswar and Odisha state..@ Naveen sir thanks for your complete information to all citizens..Plz do continue your good information ❤

  • @harekrishnasahoo9741
    @harekrishnasahoo9741 4 ชั่วโมงที่ผ่านมา +1

    Jay Narayan Mishra should be Home Minister of Odisha.

  • @DNRCUTKAL
    @DNRCUTKAL 3 ชั่วโมงที่ผ่านมา +1

    You are correct, Sir

  • @manasimishra5543
    @manasimishra5543 10 ชั่วโมงที่ผ่านมา +3

    Jogi nka Pari Sasana darkar.Odissa ra janata khub santipraya

  • @sangramkar1198
    @sangramkar1198 9 ชั่วโมงที่ผ่านมา +1

    BJP will bear the brunt of the misdeeds of the erstwhile BJD Government .

  • @ashokkumarpanda5127
    @ashokkumarpanda5127 10 ชั่วโมงที่ผ่านมา +2

    Jay Shree Jagannath 🙏🏼🙏🏼

  • @nrusinghaprasaddas4783
    @nrusinghaprasaddas4783 4 ชั่วโมงที่ผ่านมา +1

    ପୋଲିସ ଥାନାଗୁଡ଼ିକର ନାମ ବଦଳାଇ " ନିର୍ଯ୍ୟାତନା କେନ୍ଦ୍ର" ଭାବରେ ନାମିତ କରାଯାଉ।

  • @dibyajyotidas5857
    @dibyajyotidas5857 10 ชั่วโมงที่ผ่านมา +1

    You are right sir

  • @prabinakumarmuduli7573
    @prabinakumarmuduli7573 5 ชั่วโมงที่ผ่านมา

    Only true channel of Odisha . Fantastic news from Nabin Dah.

  • @arunkumarprusty1968
    @arunkumarprusty1968 7 ชั่วโมงที่ผ่านมา +1

    ମହାଶୟ, ଆପଣଙ୍କ ଭାଷାରେ"ବାଞ୍ଛା ସାହୁ, ଯେମିତି ଅଛି ସେମିତି ଥାଉ"ନିତି ଯଦି ମୋହନ ସରକାର ଆପଣାଇ ଥାଆନ୍ତି ତେବେ ଭବିଷ୍ୟତରେ ବିଜେପି ସରକାରଙ୍କ ପ୍ରତି ବହୁତ ମହଙ୍ଗା ପଡ଼ିବ।

  • @BalaramPatra-zw5vk
    @BalaramPatra-zw5vk 10 ชั่วโมงที่ผ่านมา +2

    Jay shree jagannath

  • @ramachandrapanipani7424
    @ramachandrapanipani7424 10 ชั่วโมงที่ผ่านมา +2

    ଏତେ ବ୍ୟଭିଚାର ଓଡ଼ିଶାରେ କାହିଁକି ?

  • @durgacharanmahapatra1051
    @durgacharanmahapatra1051 6 ชั่วโมงที่ผ่านมา +1

    ଏମିତି ହେଲେ, ସାଧାରଣ ଲୋକ ଭବିଷ୍ୟତରେ ତାର ଉତ୍ତର ଦେବେ

  • @pramodkumarmishra7657
    @pramodkumarmishra7657 9 ชั่วโมงที่ผ่านมา +1

    ଆଜି ଓଡ଼ିଶାର ଅଧିକାଂଶ ଥାନାରେ ଦୀନକୃଷ୍ଣଙ୍କ ଭଳି ଅଧିକାରୀ ଅଛନ୍ତି । କମଳ ଯାକତ ବାଳ, ମୋହନ ସରକାର କଣ ଏହାକୁ ସଫା କରିପାରିବେ ?

  • @budhanathmohapatra150
    @budhanathmohapatra150 8 ชั่วโมงที่ผ่านมา +2

    Police ଜଣେ ସାଧାରଣ ସରକାରୀ କର୍ମଚାରୀ, ସମସ୍ତ ଜନସାଧାରଣ ପୋଲିସର କୌଣସି ଭୂଲ ଦେଖିଲି ତୁରନ୍ତ ପୋଲିସ ନାଁରେ court ରେ FIR ଦିଅନ୍ତୁ।

    • @akumar-y5h
      @akumar-y5h 4 ชั่วโมงที่ผ่านมา

      Punishment required for policy also if doing crime

  • @trinathsethi8075
    @trinathsethi8075 ชั่วโมงที่ผ่านมา

    Thanks aapananku. Emiti correct decision first time sunibaku paili

  • @prashantkumardash5793
    @prashantkumardash5793 3 ชั่วโมงที่ผ่านมา

    ବହୁତ ସ୍ବାଗତଯୋଗ୍ଯ ଓ ଅତୀ ଆବଶ୍ୟକୀୟ ତଥ୍ୟ

  • @brajakishorepadhi4022
    @brajakishorepadhi4022 8 ชั่วโมงที่ผ่านมา +1

    ନବୀନ ପଟ୍ଟନାୟକ ପୁଷ୍ପପୋଷକତାରେ ଏହି ଭଳି ମାନସିକତା ର ପୁଲିସ ମାନେ ହିଁ ସଂରକ୍ଷଣ ରହିଥିଲେ।

  • @durgaprasadsamantaray7084
    @durgaprasadsamantaray7084 8 ชั่วโมงที่ผ่านมา +1

    ଆଦର୍ଶ ଥାନା ର ଆଦର୍ଶ ପୋଲିସ ଅଧିକାରୀ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋହନ ସରକାର ଦୃଢ଼ତା ର ପରିଚୟ ଦେବା ଉଚିତ।

  • @dillipmohanty2410
    @dillipmohanty2410 4 ชั่วโมงที่ผ่านมา

    You are absolutely right.

  • @ramachandrapanipani7424
    @ramachandrapanipani7424 10 ชั่วโมงที่ผ่านมา +1

    ସାଧୁ ! ସାବଧାନ ।

  • @basantakumarpanda9022
    @basantakumarpanda9022 10 ชั่วโมงที่ผ่านมา +1

    ମୋହନ ସରକାର କାହାପାଇଁ ବୋହିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ନିଜେ ହୋମମିନିଷ୍ଟର। ଅଭିଯୁକ୍ତ ପୋଲିସ ମାନଙ୍କୁ ବହିସ୍କାର କରନ୍ତୁ।

  • @arabindamishra4045
    @arabindamishra4045 9 ชั่วโมงที่ผ่านมา +1

    ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଥାନା ରେ କାର୍ଯ୍ୟ କରୁଥିବା ସମସ୍ତ ପୋଲିସ କର୍ମଚାରୀ ଏବଂ IIC ଙ୍କ ର review କରାଯାଉ ।

  • @harekrishnasahoo9741
    @harekrishnasahoo9741 4 ชั่วโมงที่ผ่านมา +1

    Dinakrushna Mishra crossed the limit of a police officer n proved himself an extremist in the police uniform. Shame on Naveen. Mishra should be immediately behind bars n court proceedings should be against him. Mohan government should wake up n give justice to the people.

  • @brajabandhusahoo6043
    @brajabandhusahoo6043 8 ชั่วโมงที่ผ่านมา +1

    ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଇସ୍ତପା ଦେବା ଉଚିତ.

  • @ravipatnaik79
    @ravipatnaik79 9 ชั่วโมงที่ผ่านมา +1

    ୨୪ ବର୍ଷର ଅଣ- ଓ ଅଧା- ଓଡ଼ିଆ ଶାସକଙ୍କ ଛତ୍ରଛାୟା ରେ ନିଯୁକ୍ତ ଏବଂ ପରିପାଳିତ ସରକାରୀ କର୍ମଚାରୀ ଓ ଅଫିସର ମାନେ ନିଜେ ଜଣେ ଜଣେ କ୍ଷମତା କେନ୍ଦ୍ର ପାଲଟି ଯାଇଛନ୍ତି। ସେମାନଙ୍କୁ ନୂଆ ସରକାର ଶୀଘ୍ର କାବୁ କରିବା ପାଇଁ ନିର୍ଣ୍ଣୟ ନେବାକୁ ପଡିବ। କଠିନ ହୋଇପାରେ, କିନ୍ତୁ ଅସମ୍ଭବ ନୁହେଁ।

  • @tusarpradhan9444
    @tusarpradhan9444 45 นาทีที่ผ่านมา

    ଧନ୍ୟବାଦ ।।

  • @bibhutidas8379
    @bibhutidas8379 7 ชั่วโมงที่ผ่านมา +1

    ଆଜିର ଏହି ଈପ୍ଷୋଡ ନିଛୁକୁ ସତ୍ୟ । ମୋହନ ସରକାରଙ୍କ ଠାରୁ କିଛି କଠୋର ପଦକ୍ଷେପ ଆଶା କରିବା ଉଚିତ୍ ନୁହେଁ

  • @mihirdwivedi8843
    @mihirdwivedi8843 9 ชั่วโมงที่ผ่านมา +1

    Police department has come to this stage only because of BJD. BJP government should become more strong n remove such unruly police personnel immediately otherwise they will be blamed by the opposition.