Special Discussion: ମଇଦାନରେ ବିଜେଡି-ବିଜେପି ମୁହାଁମୁହିଁ | BJD Vs BJP | PrameyaNews7
ฝัง
- เผยแพร่เมื่อ 5 พ.ค. 2024
- Special Discussion: ମଇଦାନରେ ବିଜେଡି-ବିଜେପି ମୁହାଁମୁହିଁ | BJD Vs BJP | PrameyaNews7
#BJD #BJP #Election2024 #ElectionUpdate #electioncampaign #ElectionBreaking #prameyanews7 #Odisha #cmnaveenpatnaik #pmnarendramodi
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
TH-cam: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ଏଥର 5 ବର୍ଷ BJD ଯାଉ BJP ଆସୁ
ପରିବର୍ତ୍ତନ ହଉ ଦେଖା ଯାଉ
ହରବର ହେଲେ ସବୁ ଗଡବଡ,ଧିର ସ୍ଥିର କାମ କଲେ ବହୁତ ବଡ଼।
ଦୁଇ ଥର ଫୁଲ, ଦୁଇ ଗୁଣା ବିକାଶ। vote for BJP
Bala bikas sabu mahangai
only BJD 🎉
Bjd
500 ବର୍ଷ ପରେ ଆମ ରାମ ମନ୍ଦିର ନିର୍ମାଣ ପାଇଁ ମୁଁ ମୋଦୀ ଜୀଙ୍କୁ ଭୋଟ୍ ଦେବି |
Tu magiha ta... Ram mandira nare vote dia ki maga se magiha
କେନ୍ଦ୍ର ଚାଉଳକୁ ନିଜର କହି ଓଡ଼ିଶାବାସୀଙ୍କୁ ୨୪ ବର୍ଷ ଭୁଆଁ ବୁଲାଇଲ । ଆଉ ଚାଲିବ ନାହିଁ । ଲୋକ ମାନେ ଆଉ ଦାଦନ ଶ୍ରମିକ ତିଆରି ଦଳକୁ କ୍ଷମା ଦେବନାହିଁ ।
ଭାଇ ଯାଇ ବଜେପି ଶାସନ କରୁଥିବା ରାଜ୍ୟ ଯାଇ ଦେଖ ଓଡିଶା କେମିତି ଅଛି.
ତତେ କଣ ଗାଣ୍ଡୀ ମାରୀମର୍ଲ
ଜିଏ ତାମିଲ କହିଲେ ଭାଶଣ ଦୋଉଚି ସିଏ କଣ ଓଡିଶା ର କଣ ବିକାଶ କରିବ
ପୁରା ଠିକ କଥା ଜୟ ବିଜେପି
ଆମେ ଜାଣିଛୁ ଭୋଟର ଯିଏ ଯାହାକୁ ଦିଅନ୍ତି ତାକୁ ହିଁ ଦେବେ ଆମେ ଜାଣିଛୁ ଆମ ଓଡିଶା ନବୀନ ନବୀନ ଜୟ ଶଙ୍ଖ
👍 right bro
भाजपा को वोट देना चाहिए
ଅକର୍ମା ନବିନା ହେଉଛି, ପାଣ୍ଡୁଆର କଣ୍ଢେଇ, ଦେଖ କେମିତି ଓଡ଼ିଆଙ୍କୁ ଅଟହାସ୍ୟ କରୁଚି, ହେଲିକ୍ୟାଟର ରେ ବସି କାଉଣ୍ଟର କରୁଚି bjd ହଟାଅ
ମୋଦୀ ଙ୍କ ସାମନା ରେ ନବୀନ ୧ମିନିଟ୍ କଥା କହି ନ ପାରି ବାଉଳା ହେବେ।
ବେଧ ଓଡ଼ିଆ କହିପରିଲାନି ସେଟାକୁ ଲଣ୍ଡନ ରେ ଛାଡ଼ିବା କଥା।
Nabin pawr dekhin
people of ODISHA need common sense LIKE TAMILS to understand GUJU AND CERTAIN hindi people control DELHI and cutting powers of STATES. WE NEED USA FEDERALISM and state powers. VOTE LOCAL PARTIES NOT NATIONAL PARTIES.
We are Bharatiya and Hindi is our National Language Not English so we respect Hindi from our heart if anybody having any problem with Hindi People go to USA and stay there and we don't need your advice anyway. We know better who is our active leader and to whom we ll support. Just get lost from Bharat if you have any issue with Hindi People otherwise stay here under our regulations.
@@keralanaturelover196 mind your own language, who are you to point us, People of Odisha have good sense than NRI people so you think about your sense , don't advice us.
My vote for samrudh Odisha
My vote for samrudh Bharat
My vote for BJP
Our district vote for BJP ❤😢 🤝👌⭕‼️⭕💕💕💕💕💕💕💕💕💕
@@akashnayak5778 people of ODISHA need common sense LIKE TAMILS to understand GUJU AND CERTAIN hindi people control DELHI and cutting powers of STATES. WE NEED USA FEDERALISM and state powers. VOTE LOCAL PARTIES NOT NATIONAL PARTIES.
ହାରାମି ନବୀନ କୁ ଏଥର ହଟେଇବା କଥା👍
Vote for BJP make changes
ରୋଜଗାର ନାହିଁ କିଛି କରି ନାହାଁନ୍ତି
News 7, କୁ ଆହ୍ବାନ,Studio ରେ ନବୀନ ଓ ମୋଦୀ ଙ୍କ dibet କର? ମୋଦୀ ୬ଘଣ୍ଟା dibet ର ସବୁ ଉତ୍ତର ଦେବେ, ଆଉ ନବୀନ ୬ସେକେଣ୍ଡ କଥା କହି ପାରିବିନି।
Right
👌👌👌
ଓଡିଶା ପାଇଁ Only BJP ଜୟ ଜୟ ଶ୍ରୀ ରାମ ⛳
people of ODISHA need common sense LIKE TAMILS to understand GUJU AND CERTAIN hindi people control DELHI and cutting powers of STATES. WE NEED USA FEDERALISM and state powers. VOTE LOCAL PARTIES NOT NATIONAL PARTIES.
@@keralanaturelover196 Llln
-
@@keralanaturelover196 a
Jay Jagannath 🙇
Only BJD 🎉 Jay Jagannath kahiba shikho Bhai odisha kahucho aau aamo mahaprabhu nam kahuno 😒
Only bjp Jai odisha Jai shree Ram 🙏❤❤❤❤🎉🎉🎉
Bjp
ବିଜେପି ଯଦି ଏତେ ଖରାପ ତେବେ ବିଜେଡିମେଣ୍ଟ କରିବାକୁ p ପଛରେ ପଡିଥିଲା.
Vote for BJP
ଓଡ଼ିଶାରେ ବି ଜେ ଡି ସରକାର
No
BjP jindabab
Only bjd
@@KalashchandraMehermurkha mg
Bjd murkha
Only BJD
It is absolutely correct. Comment of p. M. Modi,
Jaha hau change bjd
ଅନ୍ଧ ଭକ୍ତ ବଢି ବଢି ଚାଲିଛନ୍ତି।
Ame nije khatiki rojgar karibu
Aau BJP ku vote debu
25 ବର୍ଷରେ bjd ର ସବୁ ନେତା ମାଳମାଳ ସାଧାରଣ ଜନତା ତ କଙ୍ଗଲ ଗାଁ ମାନଙ୍କୁ ଯାଇ ଦେଖା news ବାଲେ କଣ ଅନ୍ଧ ଦେଖି ପାରୁ ନାହିଁ ରମ୍ ରମ୍
Vote for BJP.
Thare Chance ta dia jau kana heuchhi dekhiba
ନବୀନ ର ବାଳ ଉପଡି ପାରିବନି
Vote time ରେ ପିଲାମାନଙ୍କୁ ଟଙ୍କା ଦେଇ ଭୋଟ ନେବାକୁ ଚାହୁଁଛନ୍ତି bjd ଦଳ
ବି, ଯେ, ଦି, ବକ୍ତା , ତୁମ ମୁହଁକୁ ଟିକେ ଲାଜ ନାହିଁ, ତୁମକୁ ଲୋକମାନେ। ଆଉ ଚାହୁଁ ନସନ୍ତିଉ,, ନବୀନ। ଗୋ। ବ୍ୟାକ, ଗୋ ବ୍ୟାକ, ଗୋ ବ୍ୟାକ, 🙋🙋🙋🙋🙋🙋🙋🙋🙋🙋🙋
👌👌👌
ଅତୀତ େର ଗାନ୍ଡି ମରେଇଥଲ। ଏଥର ବି ଗାନ୍ଡି ମରେଇବ।
Only congress jindabad
Bjp କେଵଳ ସପନ ଦେଖୁଚି. ଆଉ କିଛିନାଇଁ
Aame odisha basi poribortana chahun..!
ଓଡ଼ିଶା ଅସ୍ମିତାର ଆଉଏକ ପରିଚୟ ଷଷ୍ଠ ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଗଣତନ୍ତ୍ରରେ କିମ୍ବଦନ୍ତୀ ହୋଇରହିବ ବିଜୁ ଜନତା ଦଳ ହାତ ଛଡା କରିବ ନାହିଁ ଏ ଆହ୍ବାନ ନୁହଁ କର୍ତ୍ତବ୍ୟ
Navin patnayak ra au sasan kariba ra samarthya nahin.pandian chalauchi sasan.
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ରହିବେ ମଧ୍ୟ କାହା ପ୍ରତିଶୃତି ରେ ପରିବର୍ତନ ହେବାକୁ ଭୋଟର ଭୋଟ ଦେବେନାହିଁ
Nabin Das, Bebina, Pari Gobind Das and Mamita Mehera murder cases are result of less talk more work of Nabina and BJD party.
BJD se PJD pandian janta dolo bangaya hee
Bharatre ,29,30, ta mukhya mantri achhanti, naveen pattnaik, ku number one cm , upadhee milichhi, aau aapan maane odia puaku ninda karu chhan, naveen pattnaik jadi khrab lok tahele , number one cm, upadhi,kiye dela, Anya rajyare kan, cm, na thile? Number one heba paain? Naveenbabu kaamre vishwas karanti, kharab mla mananku party ru vidaykaranti, tenu next cm, naveen pattanaik.
Are Bala no 1 advt karidele heba nahin bastaba re bhadua dala bjd odishare kehi adira nahanti lo bali
ବିଜେପି ଶପନ ଦେଖୁଥା ଶରକାର ଗଢିବ
ବୋଧହୁଏ ମୋଦି ଙ୍କର ଏକ୍ସପାଏଡ୍ ଡେଟ୍ ଜୁନ୍ ୪, ସେଥିପାଇଁ ସେ ବିଚଳିତ
ମୋଦୀଙ୍କ ଭାଷଣ ର ଦମ୍ ନଥିଲା
Aghosita menta😂😂😂
Only BJP Jay shree Ram ♥️♥️💯 ଜୟ ଓଡ଼ିଶା❤
ମୋଦି ଙ୍କ ଠାରୁ ନବୀନ ବାବୁ ଅଧିକ ପାଠ ପଢି ଛନ୍ତି.... ଜ୍ଞାନ ବି ଅଧିକ ଅଛି.....
Only bjd
😂😂😂
"ନେତା ମାନେ ନଇ ନ ଦେଖୁଣୁ ଲଙ୍ଗଳା"ପ୍ରଥମେ ଜିତ , ପରେ ଶପଥ ନିଅ"
BJP sarakara odisha 💯
Change govt
Jay Nebin
Odisha re only bjd
ଠିକ୍ ଭାଇ କହିଲ
SAABASH Maa
Jun 9 will show the result
ବିଜୁ ଜନତା ଦଳର ପ୍ରବକ୍ତା ନିଶ୍ଚୟ କ୍ରୀତଦାସ କିମ୍ବା ଜନ୍ମାନ୍ଧ |
Sabu gariba lokanku Modi lutuchhi sabu samanre gst
Chhatisgarah sarkar dam kala Kala BJP kan janini
Odisha re kn asubidha heba
Janiki kichi kahileni
N modi
Truptimayimadaamaaapnkukharaplagunanhikamitijnamatsununanhantiapekhyakarntujuncharikuaapnamunhadekhaiparibat
ଘରେ ଘରେ ନବୀନ ଘରେ ଘରେ ଶଙ୍ଖ ❤
ଜୟ ଜଗନ୍ନାଥ ❤❤
Kebala BJD jindabad.jitiba
Only nabin in orissa
Jay BJD
Odisha re bjp sharka Jay shre ram
Jay Naveen ❤❤❤
ଆବାସ yojona kebhe ମିଳିବ
BJP jindabad
ନବୀନା କହିଲା ମୁଁ ଝାଡା ଯିବି, ପାଣ୍ଡୁ ଆଁ କରିଦେଲା 🎉
କେବଳ ଭାରତୀୟ ଜନତା ପାର୍ଟି ଓଡିଶା ର ଅସ୍ମିତା ଓ ବିକାଶ ପାଇଁ ।
Modi pm India sahit bhrastachar thok micha kahiki sabu public sahit kheluchanti
ମୋଦି ଆଗରୁ ଦୁଇ ଦୁଇ ଥର ଆସି ଫେଲ୍ ମାରିଛନ୍ତି ଏବେବି ସେୟା ହବ
Jaya Jagannatha Jaya Ahankari 😊Galua Dahamichua BJP Modijinka Kathare Kaunasi Satyatanahi
Bjp 21/21 100+ mla
25 ବର୍ଷରେ ଯାହା ହେଇନି ଆଉ ହବନି. ଆମେ ପରିବାର ଛାଡି ବାହାରେ ଦାଦନ ଖଟୁ ଛୁ.
ବିଜେଡି ହାରିବା ଦରକାର, ନବୀନ 5ମିନିଟ କଥା କହିବାର କ୍ଷମତା ନାହିଁ, ତେଣୁ ପାଣ୍ଡିଆନ କୁ ପୋଷ୍ୟପୁତ୍ର କରିଛନ୍ତି
ଆରେ ଅଇଁଠା ଖିଆ ବିଜେଡିର ଚାମଚା ଯେଉଁ ଭାରତର ସେଷ୍ଠ ସରକାର ମୋଦୀଜୀଙ୍କ ଭିଷୟରେ ବିରୋଧ କରୁଛ ସେଇ ମୋଦୀଜୀ ଆମ ଓଡିଶାକୁ କେତେଯେ ସାହାଯ୳ କରୁଛନ୍ତି ତୁମେ କାଇଁ ଜାଣିବ । ନବିନୀକୁ ମୋଦୀ ଜୀ ଆମ ଓଡିଶା ବାସୀଙ୍କ ପାଇଁ ଓ ଓଡିଶା ଆଗକୁ ଯିବାକୁ ବହୁତ କିଛି ସାହାଯ୳ କରିଛନ୍ତି କିନ୍ତୁ ଓଡିଶା ସରକାର ଏସବୁକୁ ଛାପି ଦିଅନ୍ତି
Modi has given more money that has transfered to union minister percentage and also to BJP party fund.
ବିଜେପି ପାଟି ତା ବାପା ଘରୁ ଦେଇ ଦଉଛି
Modi is a great liar We want always Nabin Nabin Nabin.Modi hatao des bachao
Pandu tote Jagannatha nka rana ,au odisha ku au Odisha basi nku niswa karana.
ବାହାପିଆ ଙ୍କ ବାରବାଟି ଚାଷ । ଓଡ଼ିଶା ଦାଦନରେ ପ୍ରଥମ,ବେକାରିରେ ପ୍ରଥମ, ଦୁର୍ନୀତି ପ୍ରଥମ, ଦରଦାମ ବୃଦ୍ଧି ରେ ପ୍ରଥମ,ମଦଵିକ଼ୟ ଓ ଘରେ ଘରେ ମଦୁଆ ତିଆରି କରିବାରେ ପ୍ରଥମ, ସାଧାରଣ ଶ୍ରମିକ ଶୋସିତ ହେବାରେ ଓଡ଼ିଶା ପ୍ରଥମ ,ମା ମାନଙ୍କୁ ଭକୁଆ ବନାଇବାରେ ଓଡ଼ିଶା ପ୍ରଥମ । ଶିକ୍ଷା କୁ ବିକ୍ରି କରିବାରେ ଓଡ଼ିଶା ପ୍ରଥମ । କୃଷକ ମାନଙ୍କୁ ଭୁଆଁ ବୁଲାଇବା ରେ ଓଡ଼ିଶା ପ୍ରଥମ ,ଖଣି ଖାଦନ ଲୁଟରେ ଓଡ଼ିଶା ପ୍ରଥମ । ଶୋଷିତ, ନିଷ୍ପେସିତ, ଲୁଣ୍ଠିତ ଓଡ଼ିଶା
ଦୁଃଖ ଲାଗୁଛି । ପ୍ରଭୁ ହେ ।
Nabin Patnayak.Hingili O Kantamanji ru Hariba.A Thi Rey Sandeya Nahi.
ଭୋଟ ଦେବା କାହାକୁ, ପାର୍ଟିକୁ ନୁହେଁ ପ୍ରାର୍ଥିକୁ
ପରିବାର ଛାଡି ଆମେ ବାହାରେ ଦାଦନ ଖଟୁ ଛୁ 25 ବର୍ଷ ରେ ଯାହା ହେଇନି ଆହୁ ହବନି. ଓଡିଶା ଏତେ ଗରିବ ରାଜ୍ଯ. ଭଉଣୀ ମାନେ ଭାଇ ମାନେ ଦାଦନ ଖଟୁଛନ୍ତି .ବାହାରେ ଝିଅ ମାନଙ୍କୁ ବଳତ୍କାର ହଉଚି .ଜାଣିଛନ୍ତି
Achhedin kob ayega
Odissa total vote no dele bhi se jeetibo.
Why not obey in yr commitment as a humanity ,
Next pm Rahul Gandhi au odisha re congress jindabad
A Ta Kie Kahuchhi.Elegeble Party' Kebala (FULLA)(✓)
2019ରେ ମୋଦି କହିଥିଲେ 2022ସୁଦ୍ଧା ଘର ବାକି ରହିବନି ବର୍ତମାନ 20ଲଖ୍ୟ ଘର ଓଡ଼ିଶାରେ ବାକି ଅଛି
BJP Sahita Rajyara Lokamane Kahinki Baharaku Dadana Khatibaku Jauchanti? Bharatiiyamane Kahinki Bahara Deshaku Jauchanti
ତମେ କୋଉଠୁ ଆଣିକି ଦଉଛ ଆମ ଓଡିଶା ର 3ହଜାର ଲକ୍ଷ କୋଟି ଟଙ୍କା ଓଡିଶା ଟଙ୍କା ତମେ କଣ ଦଉଛ ଆମ ଟଙ୍କା ରେ ତମେ ଅନ୍ୟ ରାଜ୍ୟ ଙ୍କୁ ଦଉଛ ତମକୁ ଲାଜ ଲାଗିବା କଥା
nabarangpur re BJP wala 300 lekha deiki nele loka asu chattisgarh ru amadani heichanti.. Kondagaon asu bastar dist ru.. aau Koraput dist ru..
Aama,parti,aamaodisaaamagauraba
ନବିନ ବାବୁ ଆମର ଜିଁଦାବାଦ୍ ସୁରଟ ଛାକିରି ଆମର ଜିଁଦାବାଦ୍
Double engine double mehngai , double job loss , double corruption 😂😂😂
Jago grahak jago karnatak , manipur , chhatisgarh abasta dekha 😂
People of odisha want Prem Patnaik”s Son to be Open. For BJD
Dhanaya ho rajaniti Loki?
Manipurure jeu ghatana heichi nari kana khusire bodhe langala heinachuthile bodhe
Only bjp .amara priya netri aparajita sadangi madam nku jitaiba asantu odisha ra sachetana nagarika.jaya shree ram
ବିଜେପି ସରକାର ଥିବା ମଣିପୁର ରାଜ୍ୟରେ କାହିଁକି ଏବେ ବି ଜଳୁଛି
ଓଡିଶାରେ ବିଜେପି କଣ ଦେଇଚି ଏଇଟି ମିଛେଇ