କାର୍ଯ୍ୟପୁସ୍ତିକାର ବ୍ୟବହାର // Use Of Workbook In Odia

แชร์
ฝัง
  • เผยแพร่เมื่อ 1 มี.ค. 2024
  • ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ କାର୍ଯ୍ୟପୁସ୍ତିକାକୁ ନେଇ କାମ କରିବା ସମୟରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଏହି ଭିଡିଓଟି ମନରେ ଆସୁଥିବା ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବ । ତାହା ସହିତ କାର୍ଯ୍ୟପୁସ୍ତିକାର ବାର୍ଷିକ, ସାପ୍ତାହିକ ଓ ଦୈନିକ ଢାଞ୍ଚା ଉପରେ ଏହି ଭିଡିଓଟି ସୂଚନା ଦେବ । ପିଲାମାନେ କାର୍ଯ୍ୟପୁସ୍ତିକାର ବ୍ୟବହାର କରିବା ପୂର୍ବରୁ, ବ୍ୟବହାର କରିବା ସମୟରେ ଓ ପରେ ଶିକ୍ଷକଙ୍କ ଭୂମିକା ଉପରେ ଏହି ଭିଡିଓଟି ଧାରଣା ଦେବ ।
  • บันเทิง

ความคิดเห็น •