Tragic Incident In Koraput: Girl Attacked By Stray Dogs, Dies In Hospital

แชร์
ฝัง
  • เผยแพร่เมื่อ 11 ม.ค. 2025

ความคิดเห็น • 7

  • @pashupati55
    @pashupati55 18 วันที่ผ่านมา +1

    ଏଥିପାଇଁ ଆମ ସମାଜ ଦାୟୀ ଓ ସରକାର ଦାୟୀ। ଲୋକ ମାନେ ବୁଲା କୁକୁର ଙ୍କୁ ଖାଇବାକୁ ଦେବେନୀ ବାଡେ଼ଇବା ସ୍ନେହ ଶ୍ରଦ୍ଧା କରିବେନି ସେ ଭୋକ ବିକଳ ରେ ମଣିଷ ଙ୍କୁ ଆକ୍ରମଣ କରିବେ। ଆମର ଏଇଠି ୫୦ ବୁଲା କୁକୁର ବୁଲୁଛନ୍ତି ଲୋକ ମାନେ ତାଙ୍କୁ ଖାଇବାକୁ ଦିଅନ୍ତି। ଏଇଠି ଗୋଟେ ଛୋଟ ଛୁଆ ବି ବାହାରେ ଏକା ଏକା ବୁଲି ପାରିବ କାରଣ ଏଇଠି କୁକୁର ଜାଣିଛନ୍ତି ଏ ମଣିଷ ଛୁଆ ଯିଏ ଆମକୁ ଖାଇବାକୁ ଦେଉଛନ୍ତି। ଆଉ ସରକାର ସବୁ ବୁଲା କୁକୁର ଙ୍କ Vaccination and Sterilization କରେଇବା କଥା ଯାହା ଯୋଗୁ Rabies ହବନି କୁକୁର ପାଗଳ ବି ହେବେନି ଆଉ ଛୁଆ ଜନ୍ମ କରି ବଂଶ ବିସ୍ତାର ବି କରିବେନି।🙏

  • @akshayasahoo8251
    @akshayasahoo8251 18 วันที่ผ่านมา

    🙏🏽🙏🏽🥹🥹

  • @pashupati55
    @pashupati55 18 วันที่ผ่านมา +1

    ଏଇ ଗୋଟେ କଥା ମଣିଷ ପଶୁ କୁ ମାରି ଖାଇ ଯାଉଛି ପଶୁ ଗୋଟେ ମଣିଷ କୁ ଖାଇଦେଲେ ଏତେ ହୋ ହାଲା କଣ ପାଇଁ😂😂

    • @worldumasankar143
      @worldumasankar143 14 วันที่ผ่านมา

      Laja Nahi Tate Murkhuni

    • @pashupati55
      @pashupati55 14 วันที่ผ่านมา

      @worldumasankar143 ମତେ କାଇଁ ଲାଜ ମାଡ଼ିବ ଯିଏ ଜୀବଜନ୍ତୁ ଙ୍କୁ ମାରିକି ଖାଉଛନ୍ତି ତାଙ୍କୁ ଲାଜ ମାଡିବା କଥା

  • @игры.иобзоры
    @игры.иобзоры 18 วันที่ผ่านมา

    Crazy teacher 60