ତୁମ ପାଖରେ ଯଦି ଭଲ ଗୁଣ ଅଛି ଶହେ ଝିଅ ତୁମ ପଛରେ ଗୋଡ଼େଇବେ ,ନିଜକୁ ଡେଭଲପ କର

แชร์
ฝัง
  • เผยแพร่เมื่อ 8 ม.ค. 2025

ความคิดเห็น • 935

  • @bharatibhoi5730
    @bharatibhoi5730 2 ปีที่แล้ว +42

    ତୁମ ପରି ଝିଅ କୁ ଜନ୍ମ ଦେଇଥିବା ବାପା, ମା ଙ୍କୁ ମୋର କୋଟି ପ୍ରଣାମ 🙏🏿🙏🏿❤

  • @madhusmitamohanty1882
    @madhusmitamohanty1882 2 ปีที่แล้ว +210

    What a speech।
    I bow my head infront of you।
    Aoanka koti koti dhanyabad।
    ଏତେ ସୁନ୍ଦର ବାର୍ତ୍ତା ,ସମସ୍ତଙ୍କୁ ଏଇ video ଶୁଣିବା କଥା ।
    1000 likes

    • @ranjitabehera3860
      @ranjitabehera3860 2 ปีที่แล้ว +2

      Right mam🙏🙏🙏🙏

    • @mrssuchismitadas5310
      @mrssuchismitadas5310 2 ปีที่แล้ว +2

      👍👍👍👍👍👍

    • @brundabatirana2370
      @brundabatirana2370 2 ปีที่แล้ว

      Bilkul thik katha madam 🙏🌹🌹

    • @puspashreeswain3080
      @puspashreeswain3080 2 ปีที่แล้ว

      You are such a motivational person and too much positivity within you. That positivity make a person perfect ,kind and lovely human being. Hamesha aesee hee motivate karte raho..... society need much more as like you a person , really your opinion is very heart touching, lots of love from me to u, wishing you happy healthy and long life .namaste mam.

    • @letssee840
      @letssee840 2 ปีที่แล้ว

      Bilkul bekar katha

  • @madhusmitamohanty1882
    @madhusmitamohanty1882 2 ปีที่แล้ว +55

    ଆପଣଙ୍କ ପରି ମା ର ଝିଅ ନିଶ୍ଚୟ ତୁଳସୀ ହେଇ ଥିବ ।No doubt।
    ଏତେ ସୁନ୍ଦର ସଂସ୍କାର ଦେଇଛ।

  • @sunakarsahoo4070
    @sunakarsahoo4070 2 ปีที่แล้ว +59

    ଜଗତର ନାଥ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ ମାଆ ା ସୁନ୍ଦର ବାର୍ତ୍ତା ଏ ସମାଜ ପାଇଁ

  • @priyabrata2615
    @priyabrata2615 2 ปีที่แล้ว +61

    100% ରାଇଟ୍ .
    ପୁଅ ର ଭଲ ଯୋଗ୍ୟତା ଥିଲେ ସହେ ଝିଅ ଆଶି ପଛରେ ଗୋଡେଇବେ . ତେଣୁ ଝିଅଙ୍କ ପଛରେ ଗୋଡେଇବା କଣ ଆବଶ୍ୟକ .

  • @tapanbarik779com4
    @tapanbarik779com4 2 ปีที่แล้ว +11

    ବହୁତ୍ ସୁନ୍ଦର୍ ବାର୍ତ୍ତା ସମାଜ ପାଇଁ କହିଲେ ଆଉ ତୁମ ହୃଦୟ ବହୁତ୍ ଖୋଲା

  • @lightingseven5492
    @lightingseven5492 2 ปีที่แล้ว +83

    ଯାହା ହେଉ ମେଡମ ବହୁତ ଭଲ କଥା କହିଲ 🙏🙏🙏🙏🙏👌👌👌👌👌👌, ଯାହା ଦ୍ୱାରା ସବୁ ପୁଅ ପିଲା ମାନେ ସୁଧୁରି ଯିବେ,

    • @ritikranjanroul5383
      @ritikranjanroul5383 2 ปีที่แล้ว

      Right Bro...

    • @dinabandhumuduli3022
      @dinabandhumuduli3022 2 ปีที่แล้ว

      Bhai re ate sahajare kahidela samaste suduri jibe bala suduribe

    • @abinashmohanty546
      @abinashmohanty546 2 ปีที่แล้ว

      Tame kintu sabu ta tulasi guda.bbsr re jhia mane Paisa pain kana karanti ame janu.

  • @swarnapravakaliakalia3942
    @swarnapravakaliakalia3942 2 ปีที่แล้ว +9

    ଆପଣଙ୍କ କଥା ସତରେ ବହୁତ ସୁନ୍ଦର ଲାଗୁଚି...ଭଲ ପାଇବା ପାଇଁ ତ ବହୁତ ସମୟ ପଡିଚି ମାତ୍ର ଭବିଷ୍ୟତ ଗଢିବା ପାଇଁ ଆମ ହାତରେ କିଛି ଅଳ୍ପ ସମୟ ଥାଏ, ଆଉ ସେହି ସମୟ କୁ ସଠିକି ଭାବେ ବିନିଯୋଗ କରିବା ଉଚିତ... 👌🙏👌❤💞🙏

  • @papunkumarnath9658
    @papunkumarnath9658 2 ปีที่แล้ว +77

    I respect to mam .
    Your speech is very important for social life ...👏👏👏

  • @kailashchandraswain7165
    @kailashchandraswain7165 2 ปีที่แล้ว +85

    ମ୍ୟାଡମ ବହୁତ ସୁନ୍ଦର କଥା କହିଲେ🙏
    ମୁ ପ୍ରଥମେ ଭଲଭାବେ କ୍ୟାରିୟର ଗଢ଼ିବି ତାପରେ ପ୍ରେମ ଆଉ କ୍ୟାରିୟର ଘଢି ଲା ପରେ ମୋ ଫାଖକୁ 100 ଝିଅ ଆସିଲେ ମୁ ସମସ୍ତଙ୍କୁ ବିଭାହ କରିବି ଫୁଲ ମଜା କରିବି
    ମତେ ଖେହି ଖରାପ ଭାବିବନି ମଜା କରୁଛି

    • @rajendra12345
      @rajendra12345 2 ปีที่แล้ว +1

      😄😄😄🤓🤓🤓

    • @madhusmitamohanty1882
      @madhusmitamohanty1882 2 ปีที่แล้ว +9

      Sehi ୧୦୦ ଜଣଙ୍କ ଭିତରୁ ଜଣ କୁ ବିବାହ କରି ଖୁସିରେ ରୁହନ୍ତୁ ।

    • @mrssuchismitadas5310
      @mrssuchismitadas5310 2 ปีที่แล้ว +5

      Apana Samrat Akbar nuhanti 100 Queen rakhi paribe tenu gotie jhia ku baha hei sansara karile khusi re rahibe Day dream kebe full fill hue nahi kahara dukha ku majaa Kariba bahut kharap abhyasa 🙏

    • @silunayakodia1539
      @silunayakodia1539 2 ปีที่แล้ว

      Woow

    • @petlover3379
      @petlover3379 2 ปีที่แล้ว +2

      ଭାଇ 100 ଝିଅ ଆସିଲେ ସମସ୍ତଙ୍କୁ ବିଭାହ ମାନେ 🤔🤔😂

  • @vlogodiaswamon
    @vlogodiaswamon 2 ปีที่แล้ว +55

    ଆପଣଙ୍କ ହସ ହସ ମୁହଁ,ଏତେ ମିଠା କଥା ବହୁତ୍ ଭଲ ଲାଗୁଛି🥰love you aunty ❤️

  • @raghabarana123
    @raghabarana123 2 ปีที่แล้ว +7

    Actual definition of love and our life... Saluting to ma'am I am really really impressed 🙏

  • @kumar-kl4ul
    @kumar-kl4ul 2 ปีที่แล้ว +103

    According to my view 1st Careier, then marriage and then love with wife , that will be the best love 💕 for family and personality .

    • @amiya19277
      @amiya19277 2 ปีที่แล้ว +2

      Correct.

    • @bikrampatra7501
      @bikrampatra7501 2 ปีที่แล้ว

      👍..

    • @nha6213
      @nha6213 2 ปีที่แล้ว

      💓

    • @satahi9122
      @satahi9122 2 ปีที่แล้ว +3

      1st carrier ଜାଗାରେ 1st ରେ ଭଲ ସଂସ୍କାର ଅର୍ଜନ କର

    • @upscme5944
      @upscme5944 2 ปีที่แล้ว

      @@satahi9122 ok goods carrier Tata 😂

  • @swarnapravarout3942
    @swarnapravarout3942 2 ปีที่แล้ว +24

    Such E great lady..... I salute mam

  • @barunsamblpurimedia8447
    @barunsamblpurimedia8447 2 ปีที่แล้ว +3

    ବହୁତ ସୁନ୍ଦର କଥା କହିଲେ ମୋ ମନକୁ ଛୁଇଲା ଲଭ ୟୁ

  • @Jitu22488
    @Jitu22488 2 ปีที่แล้ว +2

    ବହୁତ ସୁନ୍ଦର କଥା ସମସ୍ତେ ଶୁଣିବା ଦରକାର

  • @UPSCwarrior20243
    @UPSCwarrior20243 2 ปีที่แล้ว +23

    This is real mordan and ethical thinker woman 🥰 really respected person.👍

  • @Web-Himansu
    @Web-Himansu 2 ปีที่แล้ว

    ପୁରା ପୁରି ବହୁତ୍ ଭଲ କଥା ଜୟ ଜଗନ୍ନାଥ।

  • @pravatkumar2707
    @pravatkumar2707 2 ปีที่แล้ว +5

    Very spiritual person❤️🎉🙏🏻
    Thanks to news reporter to arrangement a conversation with her

  • @ratnakarlakra7257
    @ratnakarlakra7257 2 ปีที่แล้ว +20

    Extremely your freedom of speech is so positive. This speech is inspired for upcoming generation for living pasitive personality. Thanks mam

  • @trptoneaboveall7627
    @trptoneaboveall7627 2 ปีที่แล้ว +49

    ସବୁ ଠିକ୍ ଯେ ୧୦୦ ଝିଅ ଯଦି ପଛ ରେ ଗୋଡାଉଛନ୍ତି।ସେମାନେ ଝିଅ ହୋଇନଥିବେ ବରଂ ମଣିଷ ରେ ଗଣା ଯାଉ ନଥିବେ।

    • @pkvlogs8341
      @pkvlogs8341 2 ปีที่แล้ว

      Point

    • @CreationOdia1234
      @CreationOdia1234 2 ปีที่แล้ว +5

      ତୁମ ଯୋଗ୍ୟତା ଯଦି ଥିବ ତେବେ ଭଲ ଝିଅ ମିଳିବେ madam ଙ୍କ କହିବା କଥା

    • @CreationOdia1234
      @CreationOdia1234 2 ปีที่แล้ว +1

      କିନ୍ତୁ ମୁଁ ଦେଖିଛି ଜଣେ ଡାକ୍ତର କୁ ଡାକ୍ତର ଭଲପାଉଥିଲେ କିନ୍ତୁ କଣ ହେଲା ଦୁଇଜଣ ବାହା ହେଲେନି ସେ ଝିଅ ଧୋକା ଦେଲା ସେ ପୁଅ କୁ ସେ ପୁଅ ବି ଡାକ୍ତର ଯୋଗ୍ୟତା ସେ ପୁଅ ର ଥିଲା କିନ୍ତୁ ସେ ଝିଅ କଣ ପାଇଁ ତାକୁ ଛାଡ଼ିଦେଲା ଝିଅ ମାନଙ୍କୁ ବୁଝିବା ବହୁତ୍ କଷ୍ଟ

    • @ayushnaik1176
      @ayushnaik1176 2 ปีที่แล้ว +1

      ଠିକ୍ ଯେମିତି ତପସ୍ଵିନୀ, ବିଦ୍ୟାଭାରତୀ ଆଉ ସୋନାଲି ଭଲି ଝିଅ ହେଇଥିବ !

    • @madhusmitamohanty1882
      @madhusmitamohanty1882 2 ปีที่แล้ว

      @@CreationOdia1234 yes you are right

  • @arupkumarsahoo
    @arupkumarsahoo 2 ปีที่แล้ว +12

    Such nice words...My heart is overwhelmed..

  • @patiKeshabgmailcom
    @patiKeshabgmailcom 2 ปีที่แล้ว +5

    ମା ସାରଳା ଦେବୀଙ୍କ ଅନେକ ଶୁଭେଚ୍ଛା
    ଆପଣଙ୍କ କଥା ଏଭଳି ଲାଗୁଛି
    ଆପଣ କିଛି ଶିକ୍ଷା ଝିଅ ପୁଅ ଭାବିବା
    ଜରୁରୀ କାହିଁକି ଏ ସମାଜ ତଳକୁ
    ଖସି ଗଲାଣି ତେଣୁ ମା ଆପଣ ଭଲଶିଖା
    ଦେଲେ ଆମେ ଆପଣଙ୍କୁ ଶୁଭେଚ୍ଛା କାମନା
    ଜଣାଉଛି

  • @kalingaranjan2074
    @kalingaranjan2074 2 ปีที่แล้ว +1

    ଏକ 👍ପ୍ରକୃତ ଓଡିଆ ଚିନ୍ତାଧାରା

  • @shydollpriti8691
    @shydollpriti8691 2 ปีที่แล้ว +23

    mam ଆପଣଙ୍କ smile ଦେଖି ମୋ ମୁହଁରେବି smile ଆସିଗଲା😊😊😊😊😊😊😀tq

  • @shydollpriti8691
    @shydollpriti8691 2 ปีที่แล้ว +17

    କାହାଠୁ ଅଧିକ ଭଲପାଇବା ପାଇବାକୁ ହେଲେ
    ପ୍ରଥମେ ଆମେ ନିଜେ ତାକୁ ଅଧିକ ଭଲପାଇବା ଦେବା,😊

    • @ranjankumarmuduli8299
      @ranjankumarmuduli8299 2 ปีที่แล้ว

      Ghusuri ku kete gua Ghia pachila kadali dele sie se pochaka nali ku hi jiba.carecter less ku love kale sie dhoka hi daba.

  • @deepaksamal0107
    @deepaksamal0107 2 ปีที่แล้ว +15

    ଶହେ ଝିଅ ଦରକାର ନାହିଁ. ଗୋଟିଏ ଭଲ ଝିଅ ହିଁ ପୁରୁଷର ଭାଗ୍ୟ ବଦଳେଇ ଦିଏ.

    • @prakashghose7518
      @prakashghose7518 2 ปีที่แล้ว

      କେହି କାହାରି ଭାଗ୍ୟ ବଦଳାଇ ଦିଏନି. କର୍ମ ହିଁ ଭାଗ୍ୟ ବଦଳେଇ ଦିଏ.

  • @praphulakumarjena6821
    @praphulakumarjena6821 2 ปีที่แล้ว +10

    କିନ୍ତୁ ଯଦି ଅଲଗା ଜାତି ହେଇଥିବ ତ କେମିତି ବାପା ମା ଙ୍କୁ ରାଜି କରିବୁ

    • @ranjankumarmohali2329
      @ranjankumarmohali2329 2 ปีที่แล้ว +1

      cast jadi huddle hauchi hela then it's not a valid point.then court marriage kara.

  • @deepikadash1649
    @deepikadash1649 2 ปีที่แล้ว +9

    Mind-blowing speech I love u maa

  • @LGguduli143
    @LGguduli143 2 ปีที่แล้ว +1

    ମ୍ୟାମ ବଢିଆ କଥା ଟେ କହିଲେ ଧନ୍ୟବାଦ୍ ମ୍ୟାମ୍

  • @aswinkumarrauta2024
    @aswinkumarrauta2024 2 ปีที่แล้ว +4

    ଭଲ ପୁଅକୁ ଝିଅ ମାନେ ଗୋଡ଼ାନ୍ତି ନାହିଁ ବାତ୍ରା ଛତରା ମାନଂକ ପୁଅ ପଛରେ ଝିଅ ମାନେ ଗୋଡ଼ାନ୍ତି

  • @shashikantbehera1735
    @shashikantbehera1735 2 ปีที่แล้ว +1

    She is right person love you mam 💓

  • @dranbeheramd8958
    @dranbeheramd8958 2 ปีที่แล้ว +2

    What a interview................ Every line is learnable.......... So nice... So nice..... Salute🙏.

  • @rashmiranjanlenka7668
    @rashmiranjanlenka7668 2 ปีที่แล้ว +1

    ଅତି ସୁନ୍ଦର ବାର୍ତ୍ତା 🙏🙏

  • @nandakishore.behera2
    @nandakishore.behera2 2 ปีที่แล้ว +14

    ଭଲ ଗୁଣ କେହି ଦେଖୁନାହାନ୍ତି ,
    ଭଲ ଚାକିରୀ ,ଟଙ୍କା, ସୁନା, ସମ୍ପତି ଯାହାର ଅଛି ତାକୁ ଝିଅ କ'ଣ....ବାପା ମାନେ ସମସ୍ତେ ସେ ପିଲାର ପାଖକୁ ଯାଇ ତାକୁ ilove u କହି କୁଣିଆ କରିନେବେ..... ତାର ଭଲ ଗୁଣ କେହି ଖୋଜିବେନାହି .....

    • @prakashghose7518
      @prakashghose7518 2 ปีที่แล้ว

      ଗୁଣ ମାନେ କଣ ବୁଝୁଛ?? ଭଲ ଟଙ୍କା ରୋଜଗାର କରିବା କଣ ଖରାପ ଗୁଣ??? ବାପା ମା ସବୁବେଳେ ପିଲାର ମଙ୍ଗଳ ଚାହାଁନ୍ତି..ସେମାନେ ଦୁନିଆ ଦେଖିଛନ୍ତି. ତେଣୁ ଜୀବନରେ ଆବଶ୍ୟକତା କଣ ସେମାନେ ଭଲାଭାବେ ଜାଣନ୍ତି..

    • @madhusmitamohanty1882
      @madhusmitamohanty1882 2 ปีที่แล้ว +2

      @@prakashghose7518 Yes
      Even ki ଆଜିକାଲି ପୁଅ ମନେ ଭି ଭଲ job re thiba jhia ଖୋଜୁଛନ୍ତି।

    • @prakashghose7518
      @prakashghose7518 2 ปีที่แล้ว

      @@madhusmitamohanty1882 correct. ପ୍ରେମ, କନ୍ଦାକଟା, ଅତ୍ୟଧିକ ଭାବପ୍ରବଣତା ସେପର୍ଯ୍ୟନ୍ତ ଭଲଲାଗେ ଯେପର୍ଯ୍ୟନ୍ତ ଦୁନିଆର କଠୋରତା ର ସାମ୍ନା ନ ହେଇଛି..

    • @madhusmitamohanty1882
      @madhusmitamohanty1882 2 ปีที่แล้ว +1

      @@prakashghose7518 correct।
      Love attraction କିଛି ଦିନ ପରେ ଶେଷ ହେଇଯାଏ ।

    • @madhusmitamohanty1882
      @madhusmitamohanty1882 2 ปีที่แล้ว +1

      @@prakashghose7518 ତା ପରେ ଆରମ୍ଭ ହୁଏ ସଂଘର୍ଷ।

  • @kalingaranjan2074
    @kalingaranjan2074 2 ปีที่แล้ว +1

    ବିଦ୍ୟାଳୟ କଲେଜଗୁଡ଼ିକରେ ଏହିପରି ଚିନ୍ତାଧାରାର ଏକ ବଡ଼ ଆବଶ୍ୟକତା ଅଛି |

  • @dipakkumarbal8318
    @dipakkumarbal8318 2 ปีที่แล้ว +4

    🙏🙏🌹ସୁନ୍ଦର ବାର୍ତ୍ତା ଦେଇଛନ୍ତି ଅପା ଲ ପ୍ରଣାମ 🙏🙏

  • @lovewithnaturesubarnapur1723
    @lovewithnaturesubarnapur1723 2 ปีที่แล้ว

    ଖୁବ ପ୍ରେରଣାଦାୟୀ ବାର୍ତା 🙏🙏....
    ପ୍ରେମ କଣ..... ଆଜିକାର ଯୁବ ସମାଜ... ଅନଭିଜ୍ଞ...
    ଯଦି ଯୁବକ ମାନେ ପ୍ରେମର ଉଚିତ ଅର୍ଥ ଜାଣନ୍ତେ ତେବେ ଏହି ଆତ୍ମହତ୍ୟା ଆଉ.... ଶାରୀରିକ..... ସମ୍ପର୍କ..... ଆଉ ଯାହା ସବୁ ସାମାଜିକ ଅସମନତା ଓ କୁସଂସ୍କାର ଦୁରାହୋଇଯାନ୍ତା......

  • @sampadkumarmohanty6298
    @sampadkumarmohanty6298 2 ปีที่แล้ว +10

    Actually this is called Love.. 🥰❤️❤️

  • @ajaycreation4.0
    @ajaycreation4.0 2 ปีที่แล้ว

    ଏ ବାତ୍ରା ଅନ୍ୟ ମାନଙ୍କ inspiration.....U R Genues ma'am

  • @ashisnath9731
    @ashisnath9731 2 ปีที่แล้ว +4

    Be positive.... Love u MAA... Jay jagannath 🙏🙏🙏

  • @lijan.jaganvlogs
    @lijan.jaganvlogs 2 ปีที่แล้ว +2

    What a speech madam... truly u the idol all for young society.... thanks mam....

  • @brundabansahoo5998
    @brundabansahoo5998 2 ปีที่แล้ว +10

    Really it was a heart touching line for everyone so proud feel mam🙏🙏

  • @raazmobicare2275
    @raazmobicare2275 2 ปีที่แล้ว +1

    Very heart touching motivational information
    Salute mammmmm

  • @sharmilabindhani3971
    @sharmilabindhani3971 2 ปีที่แล้ว +16

    ମୁଁ ଆପଣଙ୍କୁ ବହୁତ ଭଲ ପାଏ ଭଉଣୀ....ଆପଣଙ୍କ କଥା ଶୁଣିଲେ ମୋ ପେଟ ପୁରିଯାଏ....

  • @anantimallick9149
    @anantimallick9149 2 ปีที่แล้ว

    ମାମ୍ ବହୁତ୍ ଭଲ message ଥିଲା ବହୁତ ବହୁତ ଧନ୍ୟବାଦ୍

  • @sarojkumaramat2715
    @sarojkumaramat2715 2 ปีที่แล้ว +4

    ନାରୀ ମାୟା ନାରାୟଣ ଙ୍କୁ ଅଗୋଚର ।

  • @smartsankr
    @smartsankr 2 ปีที่แล้ว +1

    Jai jaganntha🙏🙏🙏mam jaganntha tamaku au tamaparibaraku bhalare rakhanthu kusilagila tama katha suniki tq🙏🙏 i love you mam

  • @snigdharanisahu8802
    @snigdharanisahu8802 2 ปีที่แล้ว +6

    Your speech is very important for today generation..

  • @tanmayeesahu8867
    @tanmayeesahu8867 2 ปีที่แล้ว

    ବହୁତ୍ ସୁନ୍ଦର୍ ଏବଂ ନିରାଟ ବାସ୍ତବ କଥା

  • @jayantipatra2755
    @jayantipatra2755 2 ปีที่แล้ว +5

    Bahut sundar aau important tips,l respect to mam and god bless you.

  • @manojakumardash1907
    @manojakumardash1907 2 ปีที่แล้ว +1

    Heart touching, Unexpressable & no word to say about madam speech

  • @manojjena764
    @manojjena764 2 ปีที่แล้ว +6

    Apananka bhalia bhabana samastanka pakhare thau 🙏. Jay Jagannath

  • @bishnudas2295
    @bishnudas2295 2 ปีที่แล้ว +1

    Ur so right mam 😍😍😍🙏🙏

  • @Helloraj642
    @Helloraj642 2 ปีที่แล้ว +13

    I respect you mam......you give better knowledge to us

  • @deepakkumarsethy1792
    @deepakkumarsethy1792 2 ปีที่แล้ว

    ବାହୁତ ସୁନ୍ଦର କଥା

  • @mrssuchismitadas5310
    @mrssuchismitadas5310 2 ปีที่แล้ว +5

    Madam u are a very broad minded well mannered and above all a good speaker also I salute you mam

  • @bhabagrahibehera8040
    @bhabagrahibehera8040 2 ปีที่แล้ว

    ଭଲ ଲାଗିଲା,, ସଂସ୍କୃତି ଆଉ ସଂସ୍କାର ବିଷୟ ରେ ଆଲୋଚନା ରଖିଲେ ଭଲ,,, ବାପା ଓ ମାଆ ସଂଜ୍ଞା, ପରିବେଶ ପରିପାଟୀ,,,, ପ୍ରେମ ମାନେ ପୁଅ ଓ ଝିଅ ମଧ୍ୟରେ,,,ପ୍ରେମ ର ଅର୍ଥ ଜଣାନ୍ତୁ,,, ନିଜ ପରିବାର ଖବର ମୁଖ୍ୟ ନୁହେଁ।

  • @madhusmitamallik4750
    @madhusmitamallik4750 2 ปีที่แล้ว +12

    Very motivational speech..thank u mam for this speech 🙏

  • @dhirenstar7127
    @dhirenstar7127 2 ปีที่แล้ว

    Bahut bhalakatha kahichanti mam 👍👍👍.

  • @chandanrout4021
    @chandanrout4021 2 ปีที่แล้ว +8

    Talent is very essential now a days.

  • @sunitapanda7839
    @sunitapanda7839 2 ปีที่แล้ว

    ଭଲ talented, Educate,, ଦାମୀ ଗାଡ଼ି ଘର Bank Balance. ଏ ସବୁ ଦେଖିକି ପ୍ରେମ କରାଯାଏନି ଆଜ୍ଞା ,,
    💕💕ଶାଶ୍ବତ ପ୍ରେମ ତ,, ତ୍ଯାଗ ଓ ଦୁଇ ଆତ୍ମା ର ମିଳନ

  • @guddu6002
    @guddu6002 2 ปีที่แล้ว +4

    One of the best social speech,

  • @kalingaranjan2074
    @kalingaranjan2074 2 ปีที่แล้ว +1

    A True Odia thinking 👍

  • @madhusmitapal9301
    @madhusmitapal9301 2 ปีที่แล้ว +7

    Good concept mam really i am very appreciation heart touching mam 🙏🙏🙏 i salute you mam

  • @munathewriter1234
    @munathewriter1234 ปีที่แล้ว +1

    Madam IAM Tanmay Kumar means dr Tanmay Kumar MBBS student but really you are great for your it type good advice so sweet voice and i salute you that for your 100 percent right talking ok and madam always i like characterness girl and woman but i hate characterless girls and woman god bless you 👍👍👌👍

  • @sknayak697
    @sknayak697 2 ปีที่แล้ว +4

    Great advice by madam. Thank you very much.. I salute you madam.

  • @queenmanaswini5479
    @queenmanaswini5479 2 ปีที่แล้ว +1

    Tq mam
    Your speech is very good important for all
    Tq so much mam

  • @rajeswarinaik7195
    @rajeswarinaik7195 2 ปีที่แล้ว +6

    Your so lucky to have a moment nice family di ❤️😌

  • @nirajnaliniparija4206
    @nirajnaliniparija4206 2 ปีที่แล้ว

    U r speaking really truth madam.Love u and respect u.

  • @priyabratmajhi291
    @priyabratmajhi291 2 ปีที่แล้ว +4

    Your speech give me confidence mam.

  • @smitaart7144
    @smitaart7144 2 ปีที่แล้ว +1

    Wonderful speech.......thank you so much.....Ma'am...l love you

  • @anuragdas7811
    @anuragdas7811 2 ปีที่แล้ว +18

    LOVE happens ....Naturally ...YOU can't Predict when to come....its Nature not in your control ...so yes i agree Job and profession should be First Priority but you can't HOLD back your emotions and ignore the one Person you love the MOST even if you are in your Career building zone.....

    • @pratikshyadash2395
      @pratikshyadash2395 2 ปีที่แล้ว +2

      Absolutely correct bro

    • @roli111
      @roli111 2 ปีที่แล้ว +2

      Right

    • @ansumansahoo3606
      @ansumansahoo3606 2 ปีที่แล้ว +1

      Bhai mane gote katha janiparuna kemiti job dekhiki jau mane asithibe job paleile b semane paleibe, bcz ta swartha ta paisa re tamathi nuhe.

    • @abinashmohanty546
      @abinashmohanty546 2 ปีที่แล้ว +1

      Thick kahila love career ki Paisa dekhi aseni.

  • @shakuntalanayak896
    @shakuntalanayak896 2 ปีที่แล้ว +1

    Happy Valentines day mam.Ur speech give nice message to our generation.All young generations follow this.Very good thinking.This type of parents should advise their children.

  • @subhasmitasahu5067
    @subhasmitasahu5067 2 ปีที่แล้ว +4

    Great thought ma'am... Beautiful soul.. Emiti counseling samastanku darkar...kehi bi bhul bata re jibeni 😊🙏🙏

    • @madhusmitamohanty1882
      @madhusmitamohanty1882 2 ปีที่แล้ว +1

      Right Dear
      Specially for those girls who wastes their golden time running behind of love or boyfriends.
      Au pare life re problem asile media agare kandibe .

  • @saileshmishra75
    @saileshmishra75 2 ปีที่แล้ว +2

    Wahhh😊 woow Such a Brilliant Advice madam👌👌👌ମୁ ମୋ ପିଲା ଟି ଦିନରୁ ଆଜି ଯାଏଁ କେବେ ପ୍ରେମ ରେ ପଡ଼ିନି କି ପ୍ରେମ ର ସପ୍ତାହ ଭି ପାଳନ କରିନାହିଁ 😊କିନ୍ତୁ ସତରେ ଆଜି ଆପଣ ଙ୍କର ଏଇ Advice ମୋ ଜୀବନରେ ଚଲାପଥ ର Energy କୁ ଆହୁରି Boost କରିଦେଲା mam😊
    🙏Heartly Thank you So much Madam 🙏Excellent.....Excellent....Just Excellent👌👌😊

  • @raylord4847
    @raylord4847 2 ปีที่แล้ว +4

    Sigma female 🙏🙏 always positive and make her society positive

  • @odiavlogssasmitabhubaneswa288
    @odiavlogssasmitabhubaneswa288 2 ปีที่แล้ว

    Really heart touching barta I like it

  • @dkmallik4935
    @dkmallik4935 2 ปีที่แล้ว +4

    ସବୁ ତ ଠିକ୍ ଯେ ଯଦି ସଫଳତା ଛୁଇଁଲା ବେଳକୁ ଯଦି ଆମେ ବୁଢ଼ା ହେଇ ଯାଇଥିବୁ ତ ଝିଅ ତ ଝିଅ , ଝିଅ ର ଆଈ ବି ଆମକୁ ପସନ୍ଦ କରିବନି 😂🤣😂😂😂

    • @rasmitasatyabhama2086
      @rasmitasatyabhama2086 2 ปีที่แล้ว +3

      😁😁😁ଯଦି ଅପଣଙ୍କ ପାଖରେ ସଫଳତା ଅଛି ତା ହେଲେ ବୁଢ଼ା ହେଲେ ବି ଝିଅ ମିଳିବେ

    • @dkmallik4935
      @dkmallik4935 2 ปีที่แล้ว

      @@rasmitasatyabhama2086 ଓକେ ତା ହେଲେ ମୁଁ ବି ସଫଳତା ପଛରେ ଧାଇଁବି

  • @E.ZON.
    @E.ZON. 2 ปีที่แล้ว +1

    Bilkul bhala kahi6anti mam... Jea manaku au 💎 darkar nai Tk biswash au prema dele semane santi.. Ur speech out standing.. Thank you Mam... 💞💖🙏🙏🙌

  • @rakeshbehera161
    @rakeshbehera161 2 ปีที่แล้ว +4

    U r right ma'am ❤️

  • @swagatikadash6656
    @swagatikadash6656 2 ปีที่แล้ว

    bahut sundar katha madam , i really appreciate with your very word for current young youth . please pila mane jane jhia pain ki pua pain kebe nija bapa maa ku sabudina pain kandaani . bhari pain hue, tume mane chalijao aau kahar bhul pain but pachare kebala maa bapa o paribar hin kasta paithanti .so kebebi aau kahar bhul pain nija jiban hariba thik nuhe

  • @sandeepkumarjena8872
    @sandeepkumarjena8872 2 ปีที่แล้ว +3

    Nice speech mam ,, real truth of life...aga success and stable carrier then love 👍

    • @ansumansahoo3606
      @ansumansahoo3606 2 ปีที่แล้ว

      Success dekhiki jiye asiba bro siye paisa sarigale chhadiki jayi b pariba coz se ta asithila tama paisa aau success dekhiki tama mana ki tamaku dekhiki nuhe.

  • @biswajitamanta8379
    @biswajitamanta8379 2 ปีที่แล้ว

    Bahut sundar maa 🙏🙏🙏bahut kiche kahi bhala ktha sikhi baku milila🙏❤️❤️❤️

  • @amrutfalgunimohanty5610
    @amrutfalgunimohanty5610 2 ปีที่แล้ว +3

    Very motivational speech 🎤

  • @subhasinirout9542
    @subhasinirout9542 2 ปีที่แล้ว

    Love you Madm...apana kete bhala katha kahuchanti. Apana nku Jagannatha bhala re rakhantu

  • @akshaykumar786-y4f
    @akshaykumar786-y4f 2 ปีที่แล้ว +4

    Huge Respect mam🙏🙏💐💐❤️❤️

  • @ashokmaharana4499
    @ashokmaharana4499 2 ปีที่แล้ว

    Khub Sunder Chinta dhara

  • @satyabhau69
    @satyabhau69 2 ปีที่แล้ว +16

    ହଁ ଆଜିକାଲି ଡେଭେଲପ କରିବା ନିତାନ୍ତ ଆବଶ୍ୟକ, ଅନେକ ପ୍ରକାର କ୍ରିମ ଆଉ ତେଲ ମିଳିଲାଣି, ଅଲଗା ପ୍ରକାରର ସାବୁନ ମଧ୍ୟ ମିଳିଲାଣି, ତଳେ ଧୋଇବା ପାଇଁ ଶଃ କି ଭେଲେଣ୍ଟାଇନ ଦିବସ କିରେ ? ତପସ୍ୱିନୀ, ସୋନାଲି, ବିଦ୍ୟାଦିଦି, ଦିବ୍ୟାଶ୍ରୀ, ଟାଟୁ ଗାର୍ଲ 💦 ଟୁ ରୁ ଲ ଭ 👎

  • @ashishsahoo7236
    @ashishsahoo7236 2 ปีที่แล้ว

    Such a graceful lady, thank you mam.

  • @saratkumar7096
    @saratkumar7096 2 ปีที่แล้ว +3

    ଏଇ ମାଇକେଣା ଦୁନିଆ କୁ ସବୁ ଶିଖେଇଦେଲା, ବାଃ ବାଃ ରେ ମାଇକେଣା, ତମେ ହିଁ ତ ଶିକ୍ଷିତା ଜଣେ ଓଡ଼ିଶା ରେ ,

  • @debasishsahu9235
    @debasishsahu9235 2 ปีที่แล้ว +1

    I love you madam❤❤❤❤🌹🌹

  • @tapaswiniram2657
    @tapaswiniram2657 2 ปีที่แล้ว +5

    Particularly this advice goes to soumya ranjan panigrahi. Plz don't waste your golden life🙂

  • @satyapadhi8083
    @satyapadhi8083 2 ปีที่แล้ว +2

    I love u aunty. Your word touched my h art. Every woman should be like you.i respect you aunty. Live long.

  • @rosy638
    @rosy638 2 ปีที่แล้ว +4

    Right ma'am, me also facing this situation, but I share everything with my family, and my mother told me exactly the same words that good nature, character and career makes me better। And respect is also important before marriage and even after marriage..

  • @biswaranjanbaral2809
    @biswaranjanbaral2809 2 ปีที่แล้ว

    Ekdam right katha kahila

  • @fakirmohansahoo2079
    @fakirmohansahoo2079 2 ปีที่แล้ว +3

    ପ୍ରେମିକା ମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟ, 😀😀😀😀😀😀😆😆😆😆😆😆😆😆😆😆🤣🤣🤣🤣🤪🤪😝😝😝😝😝😛😛😜😜😜👍🏾👍🏾👍🏾👍🏾

    • @madhusmitamohanty1882
      @madhusmitamohanty1882 2 ปีที่แล้ว +1

      Exactly

    • @madhusmitamohanty1882
      @madhusmitamohanty1882 2 ปีที่แล้ว +1

      ଆଜି କାଲିର ପ୍ରେମିକା ଓଜନିଆ purse, bada car ଦେଖିକି ପ୍ରେମ କରୁଛନ୍ତି ।ପାଠ ପଢା ଛାଡ଼ି ପ୍ରେମରେ ମାତୁ ଛନ୍ତି।
      ବାପା ମା ଙ୍କୁ ନ ଜଣେଇ boyfriend ସାଙ୍ଗରେ hotel re enjoy କରୁଛନ୍ତି।
      ଆଉ ପରେ problem ହେଲେ ଦୁନିଆ ଆଗରେ ମୁଣ୍ଡ ପିଟୁ ଛନ୍ତି ।
      ଏମିତି ଝିଅ କୁ ତୁଳସୀ କହିବ ନା ବିଛୁଆତି?

    • @kisanChandraRout
      @kisanChandraRout 2 ปีที่แล้ว

      Tu me bahut inteljent

  • @badri97
    @badri97 2 ปีที่แล้ว

    Wow mam apanaka katha mana ku chhuii gala🙏🙏🙏

  • @MrandMrsChef-USA
    @MrandMrsChef-USA 2 ปีที่แล้ว +3

    Amata career banae sarichu... Ama pacha ree taa kahi jhia gudau nahanti.🤔. Pura career first class@ IIT, IISER, USA etc. 🤔

    • @narmada4329
      @narmada4329 2 ปีที่แล้ว +4

      Ri8 Bhai careeur jou time re baneithila sei time re e sabu hue se time sarile sabu sarilaa then parents jouthi chahibe ame sethi marg kariba khusi re rahiba

    • @subhashreepradhan6784
      @subhashreepradhan6784 2 ปีที่แล้ว

      🤣🤣😂😂😀

    • @narmada4329
      @narmada4329 2 ปีที่แล้ว +1

      Aji ka date re b jhia paisa dekhuchantii pua b sundar chehera dekhuchantii so problm hauchi

    • @akshaykumar786-y4f
      @akshaykumar786-y4f 2 ปีที่แล้ว

      Bhai semti nai kichi bhl paibare caste color religion ea matrer kreni boli ta ktha naa ku matra ame suniche hele age ta b matter kreni mu bhabuchi tme well settled mane u have all the capability inside you.. search for a true one . Tma hriday jadi swacha nirmala tmku semti nirmal hruday jhia tr nischaya miliba.. God bless you. Good luck 🙏🙏💐💐

    • @akshaykumar786-y4f
      @akshaykumar786-y4f 2 ปีที่แล้ว

      @@subhashreepradhan6784 semti nai jadi tme setki jogya acha ta tme nije b khojipariba kichi asubidha nai . Caste jadi matter kruchi seta common factor lv re.. hele age doesn't matter . Khojile paiba

  • @johncina8788
    @johncina8788 2 ปีที่แล้ว

    All true line are said by mam .
    Nice .