ବାଃ ବାଃରେ ନବୀନ ସରକାର! || Odisha Political Special News || CM Naveen Patnaik || Odisha Reporter

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 361

  • @rabinarayandehury5644
    @rabinarayandehury5644 2 ปีที่แล้ว +15

    ନବୀନ ପଟ୍ଟନାୟକ ଙ୍କ ପାଇଁ ଆଉକିଏ ମିଳିତ ଭାବେ ଲେଖିଛି ମାଟିର କନ୍ୟା ପାଇଁ ଏଥିରେ ନବୀନ ଙ୍କ ସହମତି ୧୦୦ ପ୍ରତିଶତ ଅଛି, ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ଜୟ ଜଗନ୍ନାଥ

  • @pabitrasahoo762
    @pabitrasahoo762 2 ปีที่แล้ว +61

    ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ଓଡ଼ିଶାବାସୀ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଏଥିରୁ ବାଦ୍ ଯିବେ କିପରି ? ଏହାକୁ କହନ୍ତି ବର୍ଷା ଯେଉଁଆଡେ ଛତା.....

    • @rawvloggerrsmi6666
      @rawvloggerrsmi6666 2 ปีที่แล้ว +3

      ଛତା ସେଇଆଡ଼େ ।।

    • @rajanipandatechvlogs3879
      @rajanipandatechvlogs3879 2 ปีที่แล้ว

      ଠକ ,ଟାଉଟର ,ମଦୁଆ, ଛତରା,ଲାଞ୍ଚୁଆ ଗୁଡ଼ାକ କଣ ଜାଣିଛନ୍ତି କି କେମିତି ନିଜ ମାଟିର ଲୋକଙ୍କ ପିଠିରେ ଛିଡା ହୋଇ ଓଡ଼ିଶା କୁ ହାତରେ ରଖିବେ ଶିଖିଛନ୍ତି

    • @uttambaba6800
      @uttambaba6800 2 ปีที่แล้ว +1

      Ame prathome lndian

    • @santiswarup9470
      @santiswarup9470 6 หลายเดือนก่อน

      Qqqq

    • @BhagabanPanda-rf3cu
      @BhagabanPanda-rf3cu 6 หลายเดือนก่อน

      2kk2kww2jjeewjjqjqjjhj QQ JJ jjjjqjjjjj1jqj1jyy hn?m Happy 😢😢😢😢😮​@@rawvloggerrsmi6666

  • @mangulugond3153
    @mangulugond3153 2 ปีที่แล้ว +23

    ବହୁତ ଭଲ ନବୀନ ପଟ୍ଟନାୟକ TVରେ ଯେତେ ବୁଖିଲେ ବି ନବୀନର ବାଳ ବଙ୍କା କରିପାରିବନି MIND IT

  • @prasantapatsani363
    @prasantapatsani363 2 ปีที่แล้ว +9

    ଚତୁର ଓ ପ୍ରବୀଣ ଜନନେତା ନବୀନ ।

  • @abhimanyusahu3795
    @abhimanyusahu3795 2 ปีที่แล้ว +13

    ଜୟ ଜଗନ୍ନାଥ ଦ୍ରୌପଦୀ ମୂରୁମ୍ଓଡିଶା ବାସୀ ର ଗର୍ବ ଅନୁଭବ କରୁଚୁ

  • @usersangram
    @usersangram 2 ปีที่แล้ว +10

    ନିଜ ପରିବାରରେ ଯେତିକି ମତଭେଦ ଥାଉନା କାହିଁକି, ଯେତେବେଳେ ପରିବାରରେ ଦୁଃଖ ପଡ଼ିଥାଏ କିମ୍ବା ସୁଖର ମହୋଲ୍ ଖେଲିଯାଏ ସେତେବେଳେ ନିଜ ପରିବାରର ସମସ୍ତ ସଦସ୍ୟ ନିଜ ପାଖରେ ଠିଆ ହୋଇଥାନ୍ତି, ବାସ୍ ନବୀନ ପଟ୍ଟନାୟକ ସେଇଆ କରିଛନ୍ତି

  • @padmalochansethy4055
    @padmalochansethy4055 2 ปีที่แล้ว +7

    ନବିନ ବୋହୁତ ଭଲ

  • @santanusamal4730
    @santanusamal4730 2 ปีที่แล้ว +38

    ଭାଷା ଦ୍ରୋହି ନବୀନ

  • @banshidharsahoo6099
    @banshidharsahoo6099 2 ปีที่แล้ว +21

    ମୁଁ ଓଡିଆ ନଜାଣି ଦୀର୍ଘ 22ବର୍ଷ ହେଲା ଓଡିଆ ରାଜ୍ୟର ମୌଡମଣି ।

    • @laxmansahoo4681
      @laxmansahoo4681 3 หลายเดือนก่อน

      ମୁଁ ଗଧ, ବିକେ ମଦ 🎉

  • @dactorsingh2285
    @dactorsingh2285 2 ปีที่แล้ว +1

    Aadim Adibasi.....Johar MARANG Buru...

  • @sudarsanmallick6250
    @sudarsanmallick6250 4 หลายเดือนก่อน +3

    ନବିନି ତଟ୍ଟନାୟକ ବହତଭଲ ଭଲ ମଣିଷ ତାଙ୍କୁ ଖରାପ କହିଲେ ତାଙ୍କର କିଛି କରିପାରିବନି ଅପେକ୍ଷ କର ଭିକ ମାଗିବ

  • @akshayakumar8712
    @akshayakumar8712 2 ปีที่แล้ว +42

    B J D ର ଏବଂ B J P ର ମଧ୍ୟ ଆଦିବାସୀ ଙ୍କ ପାଇଁ ସେ ତାଙ୍କ ମନରେ ଶ୍ରଦ୍ଧା ଅଛି, ଜୟ ଜଗନ୍ନାଥ 🙏🙏🙏🙏🙏

    • @akshayakumar8712
      @akshayakumar8712 2 ปีที่แล้ว

      🙏🙏🙏🙏🙏

    • @baikunthabehera3971
      @baikunthabehera3971 2 ปีที่แล้ว

      Kebe bahiskar hebe .bhadua ta .bhadua amiti bhadua ODISA DHEKHILA

    • @KingWhiteOfficial
      @KingWhiteOfficial 2 ปีที่แล้ว +2

      Mo bando ochi

    • @rohitbehera851
      @rohitbehera851 2 ปีที่แล้ว

      @@KingWhiteOfficial tikh kathaa bhai....nije mu aadivaasi area re raahuchhi kete develop heichhi mu nijaa aakhaaire nije dekhipaaruchhi

    • @mangulugond3153
      @mangulugond3153 2 ปีที่แล้ว +1

      ଛେନା ଗୁଡ଼ ଅଛି ?

  • @purnendusarangi3816
    @purnendusarangi3816 2 ปีที่แล้ว +19

    ନବୀନ ପ୍ରେସ ସମ୍ମିଳନୀ ରେ ଓଡ଼ିଆ ଲେଖୁ ଦେଖିବା ହସ୍ତାକ୍ଷର।

  • @jullysamal6626
    @jullysamal6626 3 หลายเดือนก่อน +1

    ମୋଦି ସପ୍ତମ,ନିଜେ କୋଉଟା ଲେଖିଛି କହିଲ ସବୁ,ନବୀନ ଜଣେ great story writer, ଆମର ଗର୍ବ ଆଉ ଗୌରବ ନିଶ୍ଚୟ
    ଓଡ଼ିଶାବାସୀଙ୍କ ଲାଗି

  • @hatiathakura5897
    @hatiathakura5897 2 ปีที่แล้ว +2

    Thankau sir namaskar

  • @trilochanpatnaik6321
    @trilochanpatnaik6321 2 ปีที่แล้ว +30

    ନିଜେ ପାଳ ପକାଇ ଉଚ୍ଚା ହେବା BJD ଦଳର ସମସ୍ତଙ୍କ ଅଭ୍ୟାସ।

  • @prasantamohapatra8851
    @prasantamohapatra8851 2 ปีที่แล้ว +8

    ଏହା ନଵୀନଙ୍କ ଷ୍ପଷ୍ଟ ଵ୍ଲାକମଲିଂ।
    ଏତେ ଦିନେ ଭ ଉଣୀ କୁ ମନେପକାଇ ଥିଵାରୁ
    ଧନ୍ଯବାଦ।

  • @hey_gobi8489
    @hey_gobi8489 2 ปีที่แล้ว +2

    Odisha Reporter My Best News Channel 😍🤩

  • @jullysamal6626
    @jullysamal6626 3 หลายเดือนก่อน +1

    ନବୀନ ଭୋଟ ବଳରେ ତ୍ରି ଯଟା ରାଷ୍ଟ୍ରପତି ହୋଇଛି

  • @lakshmanpadhan3890
    @lakshmanpadhan3890 4 หลายเดือนก่อน +1

    Sri Naveen Patnaik sir is pure hearted person
    He is legend....

  • @rameshdash8438
    @rameshdash8438 2 ปีที่แล้ว +3

    କ'ଣ ଭୁଲ୍ କହିଦେଲେ କି,ଏଟା କ'ଣ ଓଡ଼ିଶାର ଗର୍ବ ଆଉ ଗୋଉରଵ ନୁହେଁ କି?

  • @jullysamal6626
    @jullysamal6626 3 หลายเดือนก่อน +1

    ଆରେ ଏତେ ସରି ଓଡ଼ିଶା ହେଲଣି bjp ଶାସନ ରେ ଆଉ ଓଡ଼ିଶାକୁ କିଛି ଯୋଜନା ନାହିଁ ବିଧବା ,ବାର୍ଦ୍ଧକ୍ୟ,handicaped ଭତ୍ତା ନାହିଁ କଣ କହି bjp ଆସିଥିଲା ,ଲାଇନ ବିଲ 100ୟୁନିଟ ବି ଦେଉନି ବଜେଟ ରେ,ଦାଦନ ଙ୍କ ଥଇଥାନ ନାହିଁ ,ଚିହ୍ନଟ,ଧନ 6ମାସ ପରେ ବଢିବ କି ନାହିଁ ସୁଭଦ୍ରା ନାହିଁ,vouchar ଆଉ sujhiba,ପାଇବ କେତେଥର ଜଣ ନାହିଁ
    ଆଉ ବିଜୁ ନା କାଟି ନିଜ ନାଁରେ କରୁଚି
    ତମେ ତଥାପି bujhiparuna
    କୁମ୍ଭୀର ନେଇ ଅଧା ନଈରେ କଲାଣି
    ବୁଝିବ କେବେ

  • @bibhutibhusanjena4499
    @bibhutibhusanjena4499 2 ปีที่แล้ว +1

    So nyc. President of India. Only possible for odisha cm. It's.

  • @ashishkuldip8451
    @ashishkuldip8451 2 ปีที่แล้ว +1

    Im impressed your news

  • @binodbiharibag4823
    @binodbiharibag4823 2 ปีที่แล้ว +3

    ମୁଁ ତ ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ମତେ ନ୍ୟାୟ ଦେଉନାହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @suryasadhika4157
    @suryasadhika4157 2 ปีที่แล้ว +1

    ମାଟିର ସମସ୍ତ କନ୍ୟା ସନ୍ମାନର ଅଧିକାର ରହିଛି ।

    • @suryasadhika4157
      @suryasadhika4157 2 ปีที่แล้ว

      ଦ୍ରୌପଦୀ ମୁର୍ମୁ ଲୋକଙ୍କ ଆଶୀର୍ବାଦରେ ରାଷ୍ଟ୍ରପତି କୌଣସି ଦେବତାଙ୍କ ବରଦାନରେ ନୁହେଁ ।ସତ୍ୟ ଯୁଗରେ ସାବିତ୍ରୀ ଯମ ଦେବତାଙ୍କ ବରଦାନରେ ରାଜ୍ୟ ପାଇଥିଲେ ।

  • @yajnyasenisahu2662
    @yajnyasenisahu2662 4 หลายเดือนก่อน +1

    He is a supar writter

  • @shreyameher6519
    @shreyameher6519 2 ปีที่แล้ว +2

    Meru nice nabin Pattnaik

  • @sudhansukumarbal3419
    @sudhansukumarbal3419 2 ปีที่แล้ว +1

    Thank you

  • @SuperHitsOdia
    @SuperHitsOdia 2 ปีที่แล้ว +3

    *ସବୁକିଛି ରାଜନୀତି ।*

  • @jullysamal6626
    @jullysamal6626 3 หลายเดือนก่อน +1

    Budget ଖରାପ ବୋଲି ତାହା bhulaibaku ଲୋକଙ୍କ ମନ୍ ନବୀନ ଲେଖାକୁ କଦର୍ଥ କରି କହିବା ତୋର କାମ
    ଲୋକ ବଜେଟ ବିଷୟରେ କିଛି କହିବେନି ବଟ ନବୀନ କୁ ଖରାପ କହିବେ

  • @AnjulataPradhan-w4j
    @AnjulataPradhan-w4j 3 หลายเดือนก่อน +1

    Super CM❤❤❤❤❤

  • @mukeshbehera4511
    @mukeshbehera4511 2 ปีที่แล้ว +19

    ଆରେ ଅଲଜ୍ୟା ମୁଖ୍ୟମନ୍ତ୍ରୀ ଜାଣି ନଥିବେ ଏଟା ବାହାରିଛି ବୋଲି 😂😂

    • @lambodarhota2715
      @lambodarhota2715 2 ปีที่แล้ว

      My, CM Navin Babu,has written, real,,facts about,our,, MD Draupadi Murmu my revered rashtra Pati

    • @mukeshbehera4511
      @mukeshbehera4511 2 ปีที่แล้ว

      @@lambodarhota2715 I think you don't have idea that Your CM don't know Odia language.. 😂😂

    • @RajeevMinz
      @RajeevMinz 9 หลายเดือนก่อน

      😅😅😅

  • @jullysamal6626
    @jullysamal6626 3 หลายเดือนก่อน +1

    ମୋଦି english ହିନ୍ଦୀ ଜାଣିନି ଲେଖି
    ନବୀନ briliant ମୋଦି ମୂର୍ଖ ସପ୍ତମ ଚା ବାଲା

  • @AnjulataPradhan-w4j
    @AnjulataPradhan-w4j 3 หลายเดือนก่อน +1

    Super C M

  • @stvodia073
    @stvodia073 2 ปีที่แล้ว +1

    ଆରେ ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ଯୋଜନା ବୀର ବାକ୍ୟ ବୀର ଲାଞ୍ଚୁଆ ବୀର ଚୋର ବୀର ଡହରା ମିଛୁଆ ଡକାୟତ ମାନଙ୍କ ଉନ୍ନତି ରେ ମାତି ଛନ୍ ଏହା ସତ୍ୟ

  • @tahasilkuanr3361
    @tahasilkuanr3361 2 ปีที่แล้ว +1

    ଏହା ଏକ ଅନୁବାଦ

  • @NakulDash-dv6xj
    @NakulDash-dv6xj 4 หลายเดือนก่อน +1

    I love Naveen Patnaik❤❤

  • @hrusikeshmallik3221
    @hrusikeshmallik3221 4 หลายเดือนก่อน

    ଜୟ ଜଗନ୍ନାଥ ଜୟ ନବୀନ ❤❤

  • @sadanandasahoo3707
    @sadanandasahoo3707 2 ปีที่แล้ว +15

    ଏ ଚ୍ୟାନେଲ କେବଳ ନବୀନ ବିରୋଧୀ। ବୁଲେଇ ବଙ୍କେଇ ଯେମିତି ହେଲେ ଦୋଷ ଲଦିବା। 4 ର୍ଥ ସ୍ତମ୍ଭ ପରା, ଯାହା କହିବେ ଠିକ। ଯିଏ ବି ଅନୁବାଦ କରୁ, ଲେଖା ଓ ମୁଣ୍ଡ ନବୀନ ବାବୁଙ୍କର। ଗୁଣ ଚିହ୍ନେ ଗୁଣିଆ। ଗୁଣିଆ ନ ହୋଇ, ଗୁଣ ଚିହ୍ନିବାକୁ ଚେଷ୍ଟାକଲେ, ଏମିତି ଖବର ପ୍ରସାରଣ ହେବ

    • @rabindramahapatro7812
      @rabindramahapatro7812 2 ปีที่แล้ว

      Pua Koraput re Jane adivasi jhia ct re 85 percent mark ani Dina majuria Kama karuchhi,,eiya hi cm Adam Cheher kebe teacher post bahara Karibe tike pachara

    • @Advocate12374
      @Advocate12374 4 หลายเดือนก่อน

      Knhi bihari mane besi na padhi v railway job karuchhanti but odisha ra talent paunahanti knhinki apana tike modi sir nku pacharibe

  • @gitanjalisasmal4262
    @gitanjalisasmal4262 2 ปีที่แล้ว +2

    ଯିଏ କିଛି ଭଲକଲା ଆପଣମାନେ ତକହିଲେ

  • @laxmanmarndi475
    @laxmanmarndi475 5 หลายเดือนก่อน +1

    Nabini bohuta bholo

  • @sriyansumohapatra5437
    @sriyansumohapatra5437 4 หลายเดือนก่อน +1

    Naveen Pattnaik sir is best cm of Orissa.

  • @deepakswain5992
    @deepakswain5992 2 ปีที่แล้ว +1

    ନବିନାଟା ଟିକିଏ ଗଲୁଆଟାଉ 😂😂😂😘

  • @kailashpanigrahi6705
    @kailashpanigrahi6705 2 ปีที่แล้ว +1

    Congratulations

  • @RajeebAmanta
    @RajeebAmanta 9 หลายเดือนก่อน +1

    I think coming soon new government in odisha ❤❤❤❤❤❤❤

  • @skrakibulazad3967
    @skrakibulazad3967 4 หลายเดือนก่อน +1

    Naveen no one CM

  • @bijayakumarsahoo6627
    @bijayakumarsahoo6627 2 ปีที่แล้ว +1

    ଘିଅ ଟା ବହୁତ୍ ଭଲ ହେଲେ ଯିଏ ଖାଉନି ତାକୁ ପ୍ରବଳ ଗନ୍ଧ।

  • @SukantaMohapatra-w9b
    @SukantaMohapatra-w9b 4 หลายเดือนก่อน +1

    Naveen No 1

  • @PravaskumarSamantaray
    @PravaskumarSamantaray 5 หลายเดือนก่อน

    ଜୟ ଜଗନ୍ନାଥ 🌹🙏🌹

  • @skmumtazali5296
    @skmumtazali5296 3 หลายเดือนก่อน +1

    Nabin.patnayak.is.allwaysbest

  • @skrakibulazad3967
    @skrakibulazad3967 4 หลายเดือนก่อน +1

    Naveen no one CM..

  • @saratmalik3592
    @saratmalik3592 2 ปีที่แล้ว

    ଖାଲି ରାଜ ନୀତି

  • @tarunpatra4947
    @tarunpatra4947 2 ปีที่แล้ว +4

    Honourable CM & pm pls allow extra train from Mayurbhanj to New Delhi & to Koraput.

  • @trilochansahani245
    @trilochansahani245 2 ปีที่แล้ว +1

    ଓଡିଶା ରିପୋର୍ଟର ଗଣ ମାଧ୍ୟମରେ ସବୁବେଳେ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରାଯାଉଛି, ହେଲେ ସବୁ କଟାକ୍ଷ କୁ ଲୋକମାନେ ହସରେ ଉଡ଼ାଇ ଦେଉଛନ୍ତି ।

    • @nirakarsahoo7004
      @nirakarsahoo7004 2 ปีที่แล้ว

      ବନ୍ଧୁ , ନବୀନ ବାବୁ ଙ୍କୁ ଖାଲି କଟାକ୍ଷ ଗଣମାଧ୍ୟମ ଗୁଡିକ କରୁ ନାହାନ୍ତି , ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ସଚେତନ ଓଡ଼ିଆ ନାଗରିକ ମାନଙ୍କର ମତ ମଧ୍ୟ ତାହା , କିନ୍ତୁ ଆମର ଏ ପ୍ରକାର ନିର୍ବାଚନ ବିଧିବ୍ୟବସ୍ଥା ମଧ୍ୟରେ ଆଜି ନବୀନ ବାବୁ ଓଡ଼ିଆ ନଜାଣି ଓ ଓଡ଼ିଆ ଙ୍କ ଭାବାବେଗକୁ ନ ବୁଝି ମଧ୍ୟ ଆଜି ସେ ଜଣେ ସଫଳ ମୁଖ୍ୟମନ୍ତ୍ରୀ, ଯିଏ କି ଦୀର୍ଘ ବାଇଶି ବର୍ଷ ରୁ ଊର୍ଦ୍ଧ୍ବ କାଳ ଶାସନ ଗାଦିରେ ରହିଆସିଛନ୍ତି , ଏହାହିଁ ଆମ୍ଭର ତଥା ରାଜ୍ୟ ପାଇଁ ବିଡ଼ମ୍ବନାର ବିଷୟ ।

    • @jullysamal6626
      @jullysamal6626 3 หลายเดือนก่อน

      ଏ ମିଡିଆ ଭିକ ମାଗି ଖାଉଥିବ

  • @mahindrasingh2271
    @mahindrasingh2271 2 ปีที่แล้ว +2

    😄😄😄😄😄😄 କଣ କହେବି ଭାରତ ମାତା କି ଜୟ

  • @bhrugunandanrath7460
    @bhrugunandanrath7460 5 หลายเดือนก่อน +2

    ମୁର୍ଖ ମୋଦୀ ତ ଲେଖି ପାରିବେ ନାହିଁ । ପଢା ଲୋକ ନିଶ୍ଚୟ ଲେଖିବେ ।

  • @gopabandhubehera453
    @gopabandhubehera453 10 หลายเดือนก่อน +1

    ନବୀନ ପଟ୍ଟନାୟକ କୁ,ସମସ୍ତେ ଭଲ,ପାଉଛନ୍ତି ତାର,ଉଦାହରଣ ସ୍ୱରୂପ ତାଙ୍କର ଲୋକ,ପ୍ରିୟତା ବଢିବଢି,ଚାଲିଛି,ଆଉ ତୁ,ଛୋଡି ଗେହି,ବାଣ୍ଡ ସାମ୍ବାଦିକା ଟା କୋଉଠୁ,ଲାଞ୍ଚ ଖାଇ କି ନବିନ ବିିରୋଧରେ ଜେତେ,ମିଛଗପ ଗପିଲେ,ମଧ୍ଯ ତାର,ବାଳ,ବଙ୍କା କରିପାରୀବୁନାହିଁ

  • @ghanashyamsaha9276
    @ghanashyamsaha9276 2 ปีที่แล้ว +2

    Jane loka se nija anchala ra bhasa bujhi paruna hanti,kahi b parantu ni kintu se anchala ra sabu lokank sabu dukha,sukha bujhi parantu.sata re kete mahan se! Tanku a anchal basi nka koti koti dhanya bad.

  • @homundaaarsi9489
    @homundaaarsi9489 2 ปีที่แล้ว

    Good reporter...

  • @SribatsaRath
    @SribatsaRath 5 หลายเดือนก่อน

    Jayasriram

  • @jashobantatarai963
    @jashobantatarai963 2 ปีที่แล้ว +1

    କାଗଜ କଲମରେ ଓ କଥାରେ ସବୁ ରହିଯାଆପାରେ🤓🤓🤓

  • @tapasentertainment9135
    @tapasentertainment9135 2 ปีที่แล้ว +4

    Odisha reporter pura Honorable CM of Odisha against re. Bhala lekhile bi tuma dehare jauni.

  • @Hajith-xk3jr
    @Hajith-xk3jr 4 หลายเดือนก่อน +1

    I like you nabinpatnayak

  • @prasadmajhi6465
    @prasadmajhi6465 2 ปีที่แล้ว +2

    🌅 ଜୟ ଜଗନ୍ନାଥ 🙏

  • @bikrampradhan6003
    @bikrampradhan6003 2 ปีที่แล้ว +1

    O tv ku au kichi news miluni

  • @KalicharanMajhi-gs3pq
    @KalicharanMajhi-gs3pq 2 ปีที่แล้ว +1

    Weather droupadi is odia Or santal. Pl crlfy briefly

  • @AnilkumarDas-fi1jg
    @AnilkumarDas-fi1jg 6 หลายเดือนก่อน +1

    Jay Jagannath Odisha re mukhyamantri 6 thar Nabin sharkar June 4 re amo Odisha re Jodi sankha No 1 Nabin sharkar

  • @jitendraswain7847
    @jitendraswain7847 2 ปีที่แล้ว +1

    Give a chance new candidate for CM 🙏🙏🙏Request for all voter

  • @deepaknaik9947
    @deepaknaik9947 2 ปีที่แล้ว +1

    Vary good Bjd

  • @jullysamal6626
    @jullysamal6626 3 หลายเดือนก่อน +1

    Double engine
    Double ଧୋକା ଦେଇଚି news re ପ୍ରସାରଣ କରୁନୁ ବାଲ ମିଡିଆ ହେଇଚୁ

  • @anantanaik549
    @anantanaik549 2 ปีที่แล้ว

    Apanamane khusi ta..

  • @dkmdkm7480
    @dkmdkm7480 ปีที่แล้ว

    👍🏽

  • @_Dream_IAS_
    @_Dream_IAS_ 2 ปีที่แล้ว +1

    ଏ ସବୁ ପାଇଁ ସେ VK Pandian ଦାୟୀ , ସବୁ ତା ରି ଚକ୍ରାନ୍ତ

  • @khirodbiswal302
    @khirodbiswal302 4 หลายเดือนก่อน

    Gm

  • @abinashbhoi3095
    @abinashbhoi3095 2 ปีที่แล้ว +2

    Party politics ru bahut high re rahiba katha news channel but ea odisha reporter news channel perticular political party support kari news chhaduchha

  • @manojcreator4255
    @manojcreator4255 2 ปีที่แล้ว +3

    Ba ba re baikayant panda

  • @sanjaykhatua9485
    @sanjaykhatua9485 2 ปีที่แล้ว +2

    Real fact.

  • @pravatsethy8647
    @pravatsethy8647 2 ปีที่แล้ว +2

    Orissa reporter only channel
    Who always oppose Navin Pattnaik .
    Be constructive

  • @durgaprasadsahu6737
    @durgaprasadsahu6737 2 ปีที่แล้ว +4

    ଏହି ନେତାଙ୍କ ପାଇଁ ହିପୋକ୍ରେସୀର କୌଣସି ସୀମା ନାହିଁ ।

  • @jullysamal6626
    @jullysamal6626 3 หลายเดือนก่อน +1

    ଓଡ଼ିଶାବାସୀଙ୍କ ମନ୍ ଆଉ ଭାବ ର ଅବେଗକୁ ବୁଝି ଓଡ଼ିଶାର ଉନ୍ନତି ଆଉ ବିକାଶ କରିଯାଇଛନ୍ତି ଏତେ ଯେ ଲୋକଙ୍କ କାନ୍ଦ ରୁ ବୁଝାଇପରୁଥିବେ ସମସ୍ତେ,ନବୀନ ମହାନ୍ ନେତାଜନ ନେତା,ବିକାଶ ପୁରୁଷ
    ମାଝି ମୁଣ୍ଡ କିଛି କରିନି କି କରିପାରିବେନି
    ବାର୍ଦ୍ଧକ୍ୟ ଭତ୍ତା 60ବର୍ଷ ରୁ delaki
    80ବର୍ଷ କିଏ ବଞ୍ଚିଛି ମୁ ଜାଣିନି
    ଆମ ଗାଁରେ ଜଣେ ଯେ ଆଧାର 80ହୋଇନି
    ଆମ ଗାଁ ଲୋକେ ସୋଧିବେ କି ନାହିଁ cn ମlଝିକି

  • @HrusikeshaBehera
    @HrusikeshaBehera 5 หลายเดือนก่อน

    ଓଡିଆ ପଢିପାରନ୍ତି ନା ଲେଖିପାରନ୍ତି ଏ ସବୁ ମିଥ୍ଯାବାଦିଙ୍କ କାମ

  • @usersangram
    @usersangram 2 ปีที่แล้ว

    ଠିକ୍ କରିଛନ୍ତି ନବୀନ sir

  • @mahabirmajhi2683
    @mahabirmajhi2683 2 ปีที่แล้ว +1

    Naveen Pattnaik is no.1 CM in India,but his party is no.2 in Mayurbhanj district of Odisha where from maximum number of BJP MLAs have been elected . Rairangpur constituency is now in the hands of BJP MLAs which was once most favourite place of Biju Patnaik and used to visit this place regularly . That's why people of this area blessed him by voting for his party . But ,in course of time , bjd neglected Mayurbhanj district and people switched over loyalty to other parties . In order to regain their base and support of the people , they must pay attention to develop rairangpur ,baripada uperbeda ( birth place of honourable President Draupadi Murmu ji) as a model town / Village for which people of Mayurbhanj can boast of .

  • @pkpanda1371
    @pkpanda1371 2 ปีที่แล้ว +4

    OR TV channel ବିଜେପି ଦଳ ର ।

  • @debiprasadmishra2699
    @debiprasadmishra2699 2 ปีที่แล้ว +3

    ତୁମେ ସବୁ ନିନ୍ଦୁକ।

  • @abhinaik464
    @abhinaik464 2 ปีที่แล้ว +1

    Nabeen Babu jindabaad

  • @ashoksahoo8150
    @ashoksahoo8150 6 หลายเดือนก่อน

    ଆଦିବାସୀ ଭୋଟ ବିଜେଡି ପାଖରୁ ଚାଲି ନ୍ ଯାଉ ସେଥିପାଇଁ ଏ ସୁ ଚିନ୍ତିତ ଯୋଜନା।

  • @Reenabehera0
    @Reenabehera0 2 ปีที่แล้ว +2

    Jay jagannath sir Jay jagannath maa Jay jagannath Jay jagannath Jay jagannath Jay jagannath Jay jagannath Jay jagannath

  • @manojsinku2.0
    @manojsinku2.0 2 ปีที่แล้ว +3

    Atleast kichi ta bhala lekhichantiii amo cm agore nahiki pachare nahii thik samayare sath diantiii ........

  • @satyaandtulasimama6083
    @satyaandtulasimama6083 2 ปีที่แล้ว

    କୁଶଳ ରିପୋର୍ଟର

  • @puspa6904
    @puspa6904 2 ปีที่แล้ว

    ED bhaya

  • @dipakkumarjena45
    @dipakkumarjena45 2 ปีที่แล้ว

    ଓଡ଼ିଆ ଲେଖିଲେ cm ମିଛ କଥା

    • @balkrishnabariha1928
      @balkrishnabariha1928 2 ปีที่แล้ว

      Sethiru kana te haba Lekhi na janile kana hela se Bharat ra no 1cm

  • @purnachandradakua8265
    @purnachandradakua8265 2 ปีที่แล้ว +2

    ଲେଖା ଟା ଦେଖି ପଢି ପାରିଲେ ଜଣା ପଡିବ ଓଡ଼ିଆ ପ୍ରେମ କେତେ ଉଛୁଳି ପଡୁଛି

  • @satakimicha1428
    @satakimicha1428 2 ปีที่แล้ว +1

    Ruchika case kn hela

  • @SmashEnough
    @SmashEnough 9 หลายเดือนก่อน

    ଚାଉଳ କେନ୍ଦ୍ରର ବିଜେଡି କହିଲା ଓଡ଼ିଶା ସରକାରଙ୍କ ଯୋଜନା 😢 ଏବେ ଆଦିବାସୀଙ୍କୁ ପ୍ରଭାବିତ କରିବାକୁ ଓଡ଼ିଆ ଭାଷା ରେ ଅ ଆ ଜାଣି ନ ଥିବା ମୁର୍ଖ ମନ୍ତ୍ରୀ ଓଡ଼ିଆରେ ଅର୍ଟିକଲ୍ ଲେଖି ନିଜ ମୂର୍ଖତା ଖାତା ନିଜେ ଖୋଲିଛନ୍ତି

    • @jullysamal6626
      @jullysamal6626 3 หลายเดือนก่อน +1

      ମୋଦି ସପ୍ତମ padhichi ସେ କେତେ ଲେଖୁଛି କିରେ bastard

    • @jullysamal6626
      @jullysamal6626 3 หลายเดือนก่อน +1

      ସୋନିଆ ଇନ୍ଦିରା chaula ଯୋଜନା
      ମୋଦି କଣ କରିଚି

  • @jullysamal6626
    @jullysamal6626 3 หลายเดือนก่อน +1

    ଆଲୋ ବେଧେଇ ତୁ କଟାକ୍ଷ କରି ଲେଖୁଚୂ କହିକି ତତେ ହିଷ୍ଟ୍ରିଆ ଧରିଛି ବୋଧେ

  • @pradeepsahu1304
    @pradeepsahu1304 2 ปีที่แล้ว

    ସେ ଲେକିଛ na ଆଉ କହାକୁ ଲେଖା କରିଛନ୍ତି

  • @rinkymohapatra919
    @rinkymohapatra919 หลายเดือนก่อน

    Ame garvita ama Naveen sir nka pai

  • @biswajitbarik7047
    @biswajitbarik7047 2 ปีที่แล้ว +3

    Total BJD TAME jete jaha kahile bi navin Pattnaik thiba pajyanta bjd ku kia hatei paribe nahin