ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ 4 ପ୍ରସ୍ତାବ || MP Aparajita Sarangi || CM Mohan Majhi || Odisha Reporter
ฝัง
- เผยแพร่เมื่อ 18 ก.ย. 2024
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଲିଖିତ ଭାବରେ 4ଟି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ। ସମସ୍ତ ପ୍ରସ୍ତାବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କାମ ଆରମ୍ଭ ହେବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #MohanCharanMajhi #AparajitaSarangi #chiefminister #odisha #news #update #odishareporter
You are great madam. You were IAS. So, you have very good knowledge about development work & project. So, you proceed. Thanks & regards.
Jay ଅପରା jita ଜୟ ବିଜେପି i love you mem jay sri ram
Honourable Aparajita madam namaste speech apekshare Odishabasi
ଆପଣଙ୍କ ପଦକ୍ଷେପ କୁ ଓଡ଼ିଶା ବାସୀ ସ୍ଵାଗତ କରୁଛୁ ।
କିଛି ନିନ୍ଦୁକମାନେ ଆପଣଙ୍କୁ ବିରୋଧ କରୁଛନ୍ତି ସତ, ଆପଣ ଓଡ଼ିଶା ପାଇଁ କିଛି କାମ କରନ୍ତୁ , ଜ୍ଞାନ ନ ଥିବା ଏବଂ ଦୁର ଦୃଷ୍ଟି ନ ଥିବା ଲୋକ ମାନେ ବିରୋଧ କରିବେ । ସେମାନେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ ।
ଦଳ ସେମାନଙ୍କ ପାଇଁ ବଡ଼। 24 ବର୍ଷ ଶାସନ କଲେ ସତ , ଓଡ଼ିଶାର ଉନ୍ନତି କଥା ଚିନ୍ତା କଲେନାହିଁ ଏଥିରୁ ପ୍ତମାଣିତ ହେଉଛି ।
24 barsa sasan bala birodho korunahsnti Matra nija bjp bala birodho koruchhanti
ଜୟ ଶ୍ରୀ କୃଷ୍ଣ
ଜୟ ଶ୍ରୀ ଜଗନ୍ନାଥ
ସବୁ ପୂର୍ବ ଓଡିଶା ପାଇଁ ଯୋଜନା ହେଉଛି ଉପକୋଳଵର୍ତ୍ତୀ ଜିଲ୍ଲା ପାଇଁ କଣ ପାଇଁ ହେଉ ନାହିଁ
Education ର ମହତ୍ତ୍ଵ କଣ ...... ମୁର୍ଖ ନେତା ମାନେ କଣ ଜାଣିବେ...... ସଦl ସର୍ବଦା ବିରୋଧ କରିବା......❤❤❤❤
Thank you our Bhubaneswar MP Madam ,thank you as you have raised main problem of Bhubaneswar drains/Swerage system entire Bhubaneswar City.Please include Hanshapal Nadibandha road side upto Balianta via irrigation office and Balianta High school campus to link it with Puri canal under pass already existed to release waste /rain water to protect its side colonies.
Madam do something for youth employment .
Madam sabu mahila ku ebhali sahasi o active karantu apananka pain ame garbita
Employment pain kn karucha , seta kuha ,industry establish kara ,youth nku rojgar dia sabu kara jauchi ,coldstorag kra.
Aparajita mam nari manankara adarsa