Tank you debasis babu to invite manas behera your podcast, most of odisha's people don't know Arindam das's real life saver but unfortunately he was died, so very much hat's manas babu
A bhai ku sarkar gote group B post daba katha bina dwandaree Bibek mahan Manabikata sabu achhi nyayaa thik debe gariba mananku . Katha kichibi miss karini manas bhai mo hrudayaru pranam🙏🏻💞
Dil jit liya Bhai ...Tuma Katha suni mo akhiru luha asigala😢... Insaan ho to ese hi bahi jese insaan ho .....you are so kind full hearted Iswar bhi apke samne Kind mein kam padjayegi..🙏
I don’t follow odia news but from last few days your podcast is coming on my feed . I literally appreciate your work for evolving these kind of hero. But I wanna give you a suggestions please don’t call any tv actor or actress . Show us these kind of hero to us ❤
..ଈଶ୍ୱର ମନ୍ଦିରରେ ନୁହେଁ.. ଆମ ଚାରିପାଖରେ ଥାଆନ୍ତି.. ଧନ୍ୟବାଦ ମାନସ ଭାଇ ❤️💚👍
ଭାଇଙ୍କୁ ପ୍ରଣାମ.... କୁହନ୍ତି ମଣିଷଙ୍କ ଦେହରେ ଈଶ୍ୱର ବିରାଜମାନ... ଆପଣଙ୍କୁ ଦେଖିଲେ ତାର ପ୍ରମାଣ ମିଳୁଛି 😭😭😭😭😭ଜୟ ଜଗନ୍ନାଥ...
ଭାଇ ତମେ ଭଲରେ ରୁହ. ଜଗନ୍ନାଥ ତୁମକୁ ଦୀର୍ଘା୍ୟୁ karantu ❤
ମୁଁ ଓଡ଼ିଶା ସରକାର ଙ୍କୁ ବିନେତୋ ଅନୁରୋଧ କରୁଚି ଏ ଭାଈ କୁ ପର୍ମାନେଟ ପୋଲିସ୍ ଚାକିରି ଦେବେ ବୋଲି ଅନୁରୋଧ କରୁଚି 🙏 ପ୍ଲିଚ୍ CM sir odissa 🙏
Right bhai tamara opinion
Right 👍 bhai
ଜୟ ଜଗନ୍ନାଥ
Pls
1000%
ଭାଇ ଆଖିରୁ ଲୁହ ବାହାରିଗଲା 😢😢 ତୁମକୁ ମୋର କୋଟି କୋଟି ପ୍ରଣାମ
ଭାଇଙ୍କୁ ଓଡ୍ରଫ ଟିମ୍ ରେ ଚାକିରି ଦିଅନ୍ତୁ
ଭାଇ ଆଣିବାର ଅଛି ତ ଏମିତି ଲୋକ ଙ୍କୁ ଆଣନ୍ତୁ 🙏 ଯିଏ ନିଜ ଜୀବନ କୁ ବାଜି ଲଗେଇ କି ଅନ୍ୟ କୁ ବଞ୍ଚେଇଛନ୍ତି 😭 ସରକାର ଙ୍କ ତରଫରୁ ଭାଇ ଙ୍କୁ କିଛି ବି ସାହାଯ୍ୟ ମିଳିବା ଦରକାର 🙏
Right
@@debjanidas2358 thanks 🙏
ଦେବାଶିଷ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ମାନସ ଭାଇ ଙ୍କୁ ଉପସ୍ଥାପନ କରି ଥିବାରୁ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ସତରେ ରିୟଲ ହିରୋ ଭାଇ ତମ କଥା ଶୁଣି ଆଖି ରୁ ଲୁହ ବନ୍ଦ ହେଲାନି . ମୁଁ ବି ଭାଇ ସେଦିନ live ରେ ଥିଲି. ଭଗବାନ ବହୁତ ନିଷ୍ଠୁର. ଦୁଃଖୀ କି ଦୁଃଖ ଦିଅନ୍ତି ❤ ତୁମକୁ ହୃଦୟ ରୁ ପ୍ରଣାମ ଭାଇ ଜୟ ଜଗନ୍ନାଥ.
ଏ ଭାଈ ଙ୍କୁ ଓଡରଫ ଟିମ୍ ରେ ସ୍ଥାୟୀ ଜବ୍ ଦିଆ ଯାଉ।
ଭାଇ ସତରେ ଆଖି ରେ ମୋର ଲୁହ ସମ୍ଭାଳି ହେଲାନି ଆସିଗଲା 😢😢😢❤❤❤❤ that's called real Hero 👍🙏
Satare bhai luha Asijauchhi
ଭାଇ ତୁମେ ଯାହା କରୁଛ ତାହା ତୁମ ଦ୍ୟାର ଭଗବାନ୍ କରାଇଛନ୍ତି ଯାହା ଉପରେ ଭଗବାନ୍ ଙ୍କର ଆଶୀର୍ବାଦ ଅଛି ସେ ଗରିବ କିମିତି ହେଇ ପାରିବ ତୁମେ ହେରୋ ନୁହେଁ ସୁପର୍ ହିରୋ ❤❤❤❤
ମନର ଦୁଃଖ କଥା ଅନ୍ୟ ଆଗରେ କହିଲେ ଲୁହ ହିଁ ଆଶିଥାଏ ,ମୋ ଜାଣିପାରୁଛି ଆପଣ ଜଣେ ମଣିଷ ନୁହେଁ। ମଣିଷ ରୁପରେ ଭଗବାନ ର ଅବତାର।କିଏ କେତେ ବେଳେ ଜିବେ ସେକଥା ତ ସିଏ ହିଁ ଜାଣିଚି ଜୟ ଜଗନ୍ନାଥ
ଏହି ପରି ମଣିଷ ମାନଙ୍କ ପାଇଁ ପ୍ରଥିବୀରେ ଧର୍ମ ରହିଛି । ଆପଣଙ୍କୁ ହୃଦୟର ସହ ପ୍ରଣାମ ଭାଈ। 🙏
ଭାଇ ଆପଣଙ୍କୁ ଭାଗନ୍ ମଙ୍ଗଳ କରୁ ବହୁତ୍ ବହୁତ୍ ଧନ୍ୟବାଦ୍
ଭାଇଙ୍କ ଅଦମ୍ୟ ସାହସ ,ଇଚ୍ଛାଶକ୍ତି ଓ ସମାଜସେବାକୁ ଜୀବନର ବ୍ରତ ବୋଲି ଧରି ନେଇଥିବା ମନୋବୃତ୍ତି କୁ ଅଶେଷ ଅଶେଷ ଧନ୍ୟବାଦ୍।ତୁମେ ଓଡ଼ିଶାର ଜଣେ ପ୍ରକୃତ ହିରୋ।
ଦେବାଶିଷ ବାବୁ ଧନ୍ୟବାଦ ମାନସ ବାବୁଙ୍କୁ ଆଣିଥିବାରୁ
ମାନସ ଭାଇଙ୍କୁ ହୃଦୟରୁ ସଲାମ 🙏🙏
କୋଟି କୋଟି 🙏🙏 ପ୍ରଣାମ ମାନସ ଭାଇ, ତମେ ଜୀବନ୍ତ ଭଗବାନ ଙ୍କ ଜ୍ୱଳନ୍ତ ପ୍ରତିଛବି. 🙏🙏 ପ୍ରଣାମ bhai
Satare podcast arambharu sesa jae jete chesta kale bi luhaku roki helani Pls request to govt for give him Some respect. Dil se salute ❤ you
ଏ ସବୁ ଖବର ଭାସ୍କର ନ୍ୟୁଜୁ କୁ ଦେଖା ଯାଏନି , ଖାଲି କୋଉ utuber କୁ ଭୂତ ଦେଖା ଦେଲା ଖାଇଲା ମାଇଲା ଏ ସବୁ ବେକାର ଜିନିଷ ଦେଖା ଯାଏ ଭଲ ଜିନିଷ କେବେ ଦେଖା ଯାଏନି , you are great manas sir 🙏🙏🙏🙏
This our Indian/State Govt job system, ଏମିତି ଭାଇଙ୍କୁ ଯଦି Service ନ ମିଳିବ ତ ଏତେ System ର ଲାଭ କଣ l Forest dept ର ଏତିକି ସାହସ ନାହିଁ କି ଭାଇନା ଙ୍କୁ service re permanent karidebe. Emiti podcast/ସାକ୍ଷତାକlର କରିଥିବାରୁ ଧନ୍ୟବାଦ. ଦେଖାଯାଉ forest dept କଣ କରୁଛିl
Thik katha bhai
I salute you brother pranam
ଆଙ୍କୁ ଚାକିରୀ ଦିଅ ଏ ସାହାଶି ପିଲାଙ୍କୁ
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଭାଇ ତୁମେ କୋଉଠି ଥାଅ ତୁମ ଅନ୍ତ ର ଆତ୍ମା ସଦଗଦି ହେଉ ହେ ରାମ
ମହାପ୍ରଭୁ ଆପଣଙ୍କୁ ଅଶେଷ କୃପା ପ୍ରଦାନ କରୁଥାନ୍ତୁ ❤ 🙏
😢 thanku vhai bhagaban tumaku vhala re rakhantu
ଭାଇ ପ୍ରଭୁ ଜଗନ୍ନାଥଙ୍କର ଆଶ୍ରିବାଦ ରୁ ଭଲରେ ରୁହନ୍ତୁ
ହୃଦୟରୁ ବହୁତ ବହୁତ ଧନ୍ୟବାଦ.. ଯେତେକହିଲେବି କମ ପଡିବ.. କିଏ କହିଲା ଭଗବାନ ଙ୍କୁ ଚର୍ମ ଚକ୍ଷୁରେ ଦେଖି ହେବନି ବୋଲି ମୁଁ କହିବି ଦେଖି ହେବ ଏଈ ଦେଖ ମାନସ ଭାଇ ସ୍ୱୟଂ ଭଗବାନ.. Love u ମାନସ ଭାଇ
ସତରେ ଭଉଣୀ ଆଖିରୁ ଲୁହ ଆସିଗଲା ଏ vdo ଟିକୁ ଦେଖି l😢😢😢
ବହୁତ ଦୁଃଖର କଥା ମାନସ ଭାଇ ଆପଣଙ୍କ ର ସାହାସ ଭଗବାନଙ୍କର ଆର୍ଶୀବାଦ ରହୁ, ମାନସ ଭାଇ ଆପଣ ହେଉଛନ୍ତି ବିର ହେଲେ ନିଜ ଜୀବନକୁ ଯୁଦ୍ଧରେ ବାଜି ଲଗେଇ ନାରା ଦେଇ କହିଲ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।ମାନବ ସେବା ହିଁ ଈଶ୍ବର ସେବା। Oh my god 🏹🌅 Jay shree ram 🙏Jay Jagannath 🙏🙏🔱🔱🔱🌺🌺🌺🐚🐚🐚🕯️🕯️🕯️
ଆଖିରେ ଲୁହ ଆସିଗଲା 😭😭😭। ଭଗବାନ୍ ମାନସ ଙ୍କୁ ଶକ୍ତି ଦିଅନ୍ତୁ ଆଉ ଖୁସିରେ ରଖନ୍ତୁ😢😢....
ଭାଇ ଭଗବାନ୍ ଆପଣକୁ ଦୀର୍ଘାୟୁ କରନ୍ତୁ......ଯଦି ହେବ ମୋ ଆୟୁଷ ତୁମକୁ ଦେଇ ଦିଅନ୍ତୁ ପଛେ,ହେଲେ ତୁମକୁ ଭଲରେ ରଖନ୍ତୁ ଦୀର୍ଘାୟୁ କରନ୍ତୁ
ମାନସ ଭାଈ ଆପଣଙ୍କୁ ବିନା ଟ୍ରେନିଙ୍ଗ ରେ 🪖 army ରେ ସରକାର ନବା କଥା କିନ୍ତୁ ଏବେ ବି କିଛି ଚାକିରି ଟେ ସରକାର ଦେଉ ନାହାନ୍ତି ଆମ ଦେଶରେ ଏମିତି ଭି ମହାନ୍ ଲୋକଙ୍କୁ କାହାରି ସପୋର୍ଟ ନାହିଁ Love you bro..ତୁମକୁ ଭଗବାନ୍ ସବୁ ବେଳେ ଭଲରେ ରଖି ଥାଆନ୍ତୁ
ଦ୍ଭାଇ କଦ୍ଦେଇଦେଲେ ଆପଣ ସତରେ 🙏🙏🙏 ହିରୋ
ତୁମେ ସବୁଠାରୁ ବୀର ମାନସ ବାବୁ । ଜୟ ଜଗନ୍ନାଥ।
Video ବହୁତ ଜଲ୍ଦି 1M ହବ, ଭିଡ଼ିଓ ଆରମ୍ଭ ହେଲା ଲୁହ ରେ ଭିଡ଼ିଓ ଶେଷ ହେଲା ଲୁହ ରେ ଧନ୍ୟବାଦ
ସତରେ ଆମ ଭାଇ ଜଣକ ଏତେ ନିରୀହ ଯେ ତାଙ୍କ ଆଖି ଲୁହ କହି ଦଉଚି ଆଜି ଭଳି ଏ ସ୍ବାର୍ଥ ପର ଦୁନିଆ ରେ ତମ ଭଳିଆ ଅନ୍ୟ କଥା ଚିନ୍ତା କରୁଥିବା ଲୋକ ଆଉ ନାହାନ୍ତି
ଜଗନ୍ନାଥ ମହାପ୍ରଭୁ ତମକୁ ତମ ପରିବାର କୁ ଭଲ ରେ ରଖନ୍ତୁ 🙏
Absolutely right
Jay jagannath
ସାବାସ ମାନସ ଭାଈ , ଆପଣଙ୍କୁ ଯେତେ ସାଧୁବାଦ ଏବଂ ଶୁଭେଚ୍ଛା ଜଣେଇଲେ ବି ବହୁତ କମ ହେବ | ତଥାପି ଆପଣଙ୍କୁ ସହୃଦୟ ସାଧୁବାଦ 🙏🏻❤️ | ପରମେଶ୍ୱର ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ ଏହାହିଁ ପ୍ରାର୍ଥନା |❤️🙏🏻
ଜୟ ଜଗନ୍ନାଥ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
ମହାପ୍ରଭୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏
ଭାଇ କକଙ ପଦ୍ମଶ୍ରୀ ପୁରସ୍କାର ଦିଆଯିବା ଦରକାର ❤❤❤
Nihati
Today's youth mass should learn from him.He was ready to sacrifice his life & salute for his dedication for society. Salute to you Bro.
The real Hero of Odisha Manasha babu .I salute you
ବାସ୍ତବରେ ନିରୀହ ସରଳ ହୃଦୟ ଥିବା ମଣିଷ ପଣିଆ ଆଜି କାଲି ମିଳିବା ବହୁତ୍ କଷ୍ଟ ମାତ୍ର ସତରେ ଏ ଭାଇଙ୍କ ଲୁହ ସବୁ କହି ଦଉଛି। ତାଙ୍କ ବାସ୍ତବ ମଣିଷ ପଣିଆ କୁ । ବହୁତ୍ ବହୁତ୍ ସଲାମ ଭାଇ ତୁମକୁ ।
ଭାଈ ତୁମକୁ ଦେଖିଲା ପରେ ଲାଗିଲା ସତୋରେ କଳି ଯୁଗରେ ଭଗବାନ୍ ଅଛନ୍ତି good bliss you ଭାଈ ତୁମକୁ ଆଉ ତୁମର ପୋରିବରକୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏
A big salute to superheros like you. May God bless you and Government should give a permanent job to this Braveheart
ଭାଇ ତୁମେ ଆଉ ତୁମ କର୍ମ ସଦା ସର୍ବଦା ପୂଜନୀୟ 🙏 ଭଗବାନ ତୁମକୁ ଆଉ ତୁମ ପରିବାରକୁ ହସ ଖୁସି ରେ ରଖନ୍ତୁ 🙏 ଦୀର୍ଘାୟୁ କାମନା କରୁଛି 🙏
ସତରେ ନିଆରା ମଣିଷ ଜଣେ... ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ
Dear manas babu you are really a hero , society should learn from you.
More over lots of thanks to Debasish babu to bring such things
ଦେବଦେବ ମହାଦେବ ଶେ ଭାଇଙ୍କୁ ସେମିତି ଆଶୀର୍ବାଦ କରିଥାନ୍ତି ସିଏ ସେମିତି ଲୋକଙ୍କ ଜୀବନ ବଞ୍ଚେଇ ଚାଲନ୍ତୁ ସେ ଭାଇର ପରିବାରକୁ ଭଲରେ ସୁଖରେ ରଖନ୍ତୁ ❤
Tank you debasis babu to invite manas behera your podcast, most of odisha's people don't know Arindam das's real life saver but unfortunately he was died, so very much hat's manas babu
A bhai ku sarkar gote group B post daba katha bina dwandaree
Bibek mahan
Manabikata sabu achhi nyayaa thik debe gariba mananku .
Katha kichibi miss karini manas bhai mo hrudayaru pranam🙏🏻💞
ଦ୍ଭାଈ ଆପଣ ମଣିସ ନା ଦେବତା କଣ କହିବି ସତରେ ମୋ ଓଡିଆ କେତେ ମୋହାନ ଆପଣଙ୍କ ପାଖରେ ମୁଣ୍ଡନ ଇଁଗଲା🙏🙏🙏
ମାନସବାବୁ ଭଗବାନ ଆପଣଙ୍କର ସଦାସର୍ବଦା ମଙ୍ଗଳ କରନ୍ତୁ. ❤❤❤❤❤👍🏻👍🏻👍🏻👍🏻ଜୟ ଜଗନ୍ନାଥ 🙏🏻
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ପୁଅ। ତୁମକୁ ଶହେ ସଲାମ୍ । ଭଗବାନ ତୁମକୁ କୋଟି ପରମାଯୂଂ ଦିଅନ୍ତୁ। ସପରିବାର ଭଲରେ ଥାଅ ।
ସତରେ ଅରିଦମ ଭାଇ ଜଣେ ବହୁତ ଭଲ ସାମ୍ବାଦିକ ଥିଲେ ଏ ଭିଡ଼ିଓ ଦେଖିକି ଲୁହ ଆସିଗଲା ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ
ମାନସ ଭାଇ ଆପଣ ଜଣେ ମଣିଷ ନୁହଁନ୍ତି, ଆପଣ ଜଣେ ଚଳନ୍ତି ବିଗ୍ରହ
Satre akhi ru kuha asigala apna satre mahan ye duniare amiti loka achhanti pravu❤😢
କୀ ଭାଇ କୀ ମଣୀସ ମାନସ ଭାଇ
ଧନ୍ୟବାଦ ........
ଗର୍ବ ଓଡିଶା ର 🙏🙏
No words.......... salute... salute.......God bless you.....
Dil jit liya Bhai ...Tuma Katha suni mo akhiru luha asigala😢... Insaan ho to ese hi bahi jese insaan ho .....you are so kind full hearted Iswar bhi apke samne Kind mein kam padjayegi..🙏
Prakrutare bhagaban sabu jagare rahiparibeni boli emiti deba duta tie srusti karichhanti... Sata salam bhai
❤ ମାନସ୍ ଭାଇ ଜିନ୍ଦାବାଦ 🙋♂️
ମହାନ୍ ମଣିଷ 🙏❤❤
God bless you Bhai ତମର ସବୁ ଆଶା ପୂରଣ ହଉ
Thank you Manas Babu, unbelievable social worker.God bless you.
bhai amiti sabu really hero ku samnaku aniba uchit mo bada bhai manas bahiku 🙏😊tama saha Jagannath achanti 🙏
ପ୍ରକୃତ ମହାପୁରୁଷ ଙ୍କ ପାଖରେ ଶିର ନଇଁ ଯାଉଛି ଆଖିର ଲୁହରେ ଛାତିର କୋହରେ ।ବହୁତ ବହୁତ ଧନ୍ୟବାଦ ।
Podcast ର ସାମ୍ବାଦିକ ଭାଇଙ୍କ ଉପସ୍ଥାପନା ସତରେ ଅତି ଉଚ୍ଚକୋଟୀର। ତାଙ୍କର ପ୍ରଶ୍ନ ଶୈଳୀ ଏବଂ clarity voice delivery ଅତି ସୁନ୍ଦର। He deserve this seat. 💕👏👍
ଭାଇ ତମକୁ ଶହେ ସଲାମ... ସତରେ ଭାଇ ଏ ଭଳି କାର୍ଯ୍ୟ ରେ ଯୋଉ ଆତ୍ମ ସନ୍ତୋଷ ମିଳେ ତାହା କୁ ଭାଷା ରେ କହି ହେବନି........ 🙏🙏🙏🙏
Tame satare real hero bhai maa sakale aapanku jagannath koti paramayu diantu
Arindam bhai nko bhuli heuni aji jaye 😢😢😢dekhile amiti video tankara akhira luha asijauchi
ଭାଇ ତୁମେ ଗୋଟିଏ ଅବତାର ❤❤❤❤❤
ଏ ସାମ୍ବାଦିକ ଭାଇଙ୍କୁ ବି ଅନେକ ଅନେକ ଧନ୍ୟବାଦ କାରଣ ଏ ଭଳିଆ ହିରୋକୁ ଲୋକଲୋଚନ କୁ ଆଣିଥିବାରୁ
ଏ ଭଳି ମଣିଷ ଙ୍କୁ ନା ସରକାରୀ ଚାକିରୀ ନା ସରକାରୀ ସୁବିଧା, ସେ ଚୋର, ଡକାୟତ ମାନଙ୍କୁ ସବୁ ସୁବିଧା ଦିଅ କିନ୍ତୁ ଏ ଭଳି ହିରୋ ଙ୍କୁ କିଛି ନାହିଁ।। ଧନ୍ୟ ରେ ଗେଣ୍ଡା ଦଲିଆ ନବିନା,
Manash bhai katha suni ଆଖି re ଲୁହ ଆସିଗଲା, ur great
ଭାଇ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବହୁତ ଧନ୍ୟବାଦ ଆପଣଙ୍କୁ ଏ ଭଳିଆ ଖବର ଦେଖିବା ପାଇଁ।
ଭାଇ ସତରେ ଆଉ ଥରେ ତୁମକୁ ଦେଖିଲି 🙏🏼ଭଗବାନ ତୁମକୁ ଡ୍ରି୍ଘାୟୁ କରନ୍ତୁ 🙏🏼🙏🏼🙏🏼ତୁମକୁ ମୋର କୋଟି ନମସ୍କାର 🙏🏼😭😭😭😭😭
real hero ଆମ ସମସ୍ତଙ୍କର ଭାଇ mansas ଭାଇ... unique persional ity,with unique human.... saalaam ❤❤❤
ଭଲଭାବେ ଚିହ୍ନିଛି ଟିକେ, ସରଳ ମଣିଷ।
କୋଟି କୋଟି ପ୍ରଣାମ ଭାଇ 🙏🏻🙏🏻🙏🏻
Aakhiru luha aasigla .... salute to you
Bhai tama katha suni Kanda asijauchi bhagwan tama ku bhalare rakhantu 🙏🥺
Manas Bhai aji Aeekatha suni aji Mo Akhire bi luha Au tamaku koti koti pranam 🙏🙏
Aakhiru luho asijauchi real 🌟 manas bhai.5year puo b kandi pokeila. Salute bhai
You are great Hero Bhai..God bless you Bhai... Jagannath 🙏 tamar mangla karnthu...
A legend sharing his legendary history
Anek anek thanks vai.apananko chalapatha kusumita heu . Jay jaganath 🙏
ଭାଇ ପ୍ରକୁତରେ ଆପଣ ରିଅଲ୍ ହୀରୋ 🙏🙏🙏
You are real hero, God bless you brother
ବହୁତ ଭଲ ଶେ ଭାଇ କୁ ଭଗବାନ ଭଲ ରେ ରଖି ଥାଉ ପ୍ରଭୂ ଭଗବାନ ଙ୍କ ର ଆଶ୍ରି ବାଦ କରତୁ ଜ ଏ ଜଗନ୍ନାଥ
A bhainku kana kahi dhanyabad debi mu jani paruni Debasis bhai bahut bahut dhanyabad bahi aapanku
ଭାଇ ର କଥା ଶୁଣିଲେ ସତରେ ଆଖିରୁ ଲୁହ ଆସିଯାଇଛି 😭😭😭😭ସତରେ ନର ରୁପି ନାରାୟଣ 🙏🙏🙏 ମାନସ ଭାଇ ଙ୍କୁ ମୋର କୁଟି କୁଟି ପ୍ରଣାମ 🙏🙏❤❤❤god bless u bro ❤❤❤
ଜୟ ଜଗନ୍ନାଥ 🙏ମାନସ ଭାଇ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ।ସେ ତୁମକୁ କୋଟି ପରମାୟୁ ଦିଅନ୍ତୁ।ତୁମ ଦେହ ମନ ସଦାସର୍ବଦା ନିର୍ମଳ ରଖିଥାନ୍ତୁ । କାହିଁକିକିନା ଏହି ସଂସାରକୁ ତୁମେ ଆଉ ତୁମରି ଭଳିଆ ଭଲଲୋକଙ୍କ ବହୁତ ଆବଶ୍ୟକତା ରହିଛି। ତୁମରି ମାନଙ୍କ
ପାଇଁ ଏହି ଦୁନିଆ ବଞ୍ଚିରହିଛି।ଭାଇ ଲେଖିବାକୁ ତୁମପାଇଁ କୈାଣସି ଶବ୍ଦ ହିଁ ନାହିଁ। କେବଳ ଏତିକି କହିବି ବିପଦରୁ ଯିଏ ଉଧାର କରେ ସେ ହେଉଛି ଭଗବାନ। ଜୟ ଜଗନ୍ନାଥ 🙏
I don’t follow odia news but from last few days your podcast is coming on my feed . I literally appreciate your work for evolving these kind of hero.
But I wanna give you a suggestions please don’t call any tv actor or actress . Show us these kind of hero to us ❤
Great bhai salute dil se❤❤❤❤❤
ଆମ ଯୁବ ସମାଜ ପାଇଁ ଆପଣ ହେଉଛନ୍ତି ଆଦର୍ଶ , ଆପଣଙ୍କୁ ହୃଦୟରୁ ଶତ ସଲାମ 🙏........
Real hero Bhai, God bless you
ମାନସ ଭାଈ ଆପଣଙ୍କ କାମ ଈଶ୍ୱର ଦେଖୁଛନ୍ତି ଆଗକୁ ବଢ଼ିଚାଲ God bless you ❤,,,,
He is truly reall hero manash bhai🎉🎉🎉🎉🎉
You are a real hero of odisha manas babu. A great salute to you. God always bless you.
ହେ ବେୟୀମାନ ମଣିଷ ସମାଜ ମାନସ ଭାଇଙ୍କ କଥା ଶୁଣି ଟିକେ ବଦଳି ଯାଅ ।ହେ କାଳିଆ ଠାକୁର ତୁମକୁ କଣ ମାନସ ଭାଇଙ୍କ କାନ୍ଦ ସୁଭୁନି?
Manas vai you are great 🙏🙏🙏❤, God bless you,