ମମତା ଭାବିଥିଲେ ଓଡିଶାକୁ ଆଳୁ ବନ୍ଦ କରି,ରାଜନୀତି କାର୍ଡ ଖେଳିବେ ହେଲେ ମୋହନ କହିଲେ ୟୁପିରୁ ଆସିବ ଆଳୁ..

แชร์
ฝัง
  • เผยแพร่เมื่อ 21 ต.ค. 2024

ความคิดเห็น • 233

  • @DamodarPati
    @DamodarPati 2 หลายเดือนก่อน +33

    ପୂର୍ବତନ ସରକାର ଆଳୁ ମିଶନ ନାଁ ରେ 300 କୋଟି ଖାଇଗଲେ ଗୋଟିଏ ହେଲେ ଶୀତଳ ଭଣ୍ଡାର କଲେନାହିଁ . ବର୍ତ୍ତମାନ ଦୁଇ ମାସର ସରକାରଙ୍କୁ କେଉଁ ମୁହଁରେ ସମାଲୋଚନା କରୁଛନ୍ତି , ? ଘୋର ଲଜ୍ୟା !

  • @rinamanirina5738
    @rinamanirina5738 2 หลายเดือนก่อน +1

    Jai

  • @soumendrajena9108
    @soumendrajena9108 2 หลายเดือนก่อน +1

    ଆପଣଙ୍କୁ ଧନ୍ୟବାଦ ସତକଥା ପାଇଁ ।

  • @gangadharsatapathy316
    @gangadharsatapathy316 2 หลายเดือนก่อน +4

    ଅତି ସୁନ୍ଦର୍ ଭାବରେ ବକ୍ତବ୍ୟ କୁ ପ୍ରତିପାଦନ କରିଛନ୍ତି। ଧନ୍ୟବାଦ୍।

  • @successtech_world
    @successtech_world 2 หลายเดือนก่อน

    ଆପଣଙ୍କ ଆଲୋଚନା ସ୍ବାଗତ ଯୋଗ୍ୟ। ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।

  • @riteshgamer65
    @riteshgamer65 2 หลายเดือนก่อน +44

    ଯଦି ନବୀନ ବାବୁ ଆଳୁ ମିଶନ ଆରମ୍ଭ କରିଥିଲେ ତେବେ କେତୋଟି ଶୀତଳ ଭଣ୍ଡାର ଓଡ଼ିଶାରେ ପ୍ରତିଷ୍ଠା କରିଛନ୍ତି ???

  • @prasantpatra9753
    @prasantpatra9753 2 หลายเดือนก่อน +9

    Right dicision by CM

  • @sangramkishoredasdas2424
    @sangramkishoredasdas2424 2 หลายเดือนก่อน +11

    ଜାନକୀ ସରକାର ଙ୍କ ସମୟରେ ନଦୀ ବାଲିରେ ଆଳୁ ଫଳାଇ ପାରିଥିଲେ , କାରଣ ସରକାର ଙ୍କର ଇଛାଶକ୍ତି ସୁଦୃଢ଼ ଥିଲା , କିନ୍ତୁ ନବିନ ସରକାର କେବଳ ଓଡ଼ିଶା କୁ କୋଢିଆ କରି ଭୋଟ ପାଇଁ ମାଗଣା ଯୋଜନା ଉପଲବ୍ଧ କରାଇଥିଲେ । ମୋହନ ସରକାର ଆଳୁ ଚାଷ କୁ ପ୍ରୋତ୍ସାହିତ କରାନ୍ତୁ ।

  • @SridharaSahoo-vl6ql
    @SridharaSahoo-vl6ql 2 หลายเดือนก่อน +46

    ମୋହନ ସରକାର ସାରା ଓଡ଼ିଶା ରେ ଆଳୁ ପାଇଁ ଶୀତଳ ଭଣ୍ଡାର ନ କରି କିଛି ଜିଲ୍ଲା କୁ ବାଛନ୍ତୁ ,ସେଠାରେ ଆଳୁ ଚାଷ କରାନ୍ତୁ ।କିଛି ଜିଲ୍ଲାରେ ଅନ୍ୟ ଚାଷ ପାଇଁ ଉତ୍ସାହିତ କରାନ୍ତୁ ।

  • @tularammahanandia5762
    @tularammahanandia5762 2 หลายเดือนก่อน

    Very much thanks

  • @SridharaSahoo-vl6ql
    @SridharaSahoo-vl6ql 2 หลายเดือนก่อน +68

    ଆଳୁ ପାଇଁ ଚିଠି ଓ ବିଜେଡି କର୍ମୀ ଙ୍କ ବାହାଦୂରୀ କଥା ପାଇଁ ନବୀନ ବାବୁ ଙ୍କୁ ଭଲ ମଣିଷ ଭାବୁଥିବା ଜନତା ନବୀନ ଙ୍କୁ ଗାଳି କଲେଣି

  • @HareKrushna-f3d
    @HareKrushna-f3d 2 หลายเดือนก่อน +16

    ଅତି ବଢିଆ ହେଲା , ମମତାବୋଲି ତା ନାଁ କିଏ ଦେଇଥିଲା ଏବେ ଫଳ ପାଉ ।ନଦିନ ଆଳୁ ମଗାଉ ନଥିଲେ ସେ ବନ୍ଦ କରି B J P ସରକାର କୁ ଓ ଲୋକଙ୍କୁ ହଇରାଣ କରିବା ମତଲବ ।

  • @debendranarayandash9040
    @debendranarayandash9040 2 หลายเดือนก่อน +43

    ଉତ୍ତର ପ୍ରଦେଶରୁ ଆଳୁ ଆସିବାରୁ ମୁଁ ଧନ୍ୟବାଦ ଦେଉଛି ଓଡ଼ିଶାର ସନ୍ମମାନ ପାଇଁ ପଶ୍ଚିମ ବଙ୍ଗ ଆଳୁକୁ ବ୍ୟାନ କରିବା ଦରକାର

    • @nirasahoo284
      @nirasahoo284 2 หลายเดือนก่อน +1

      Kintu vai kichhi loka ei katha ku hajam kari parinhanti. Odisha loka mamata didi ku mundia marile alu pain semane khusi hebe.

    • @dharanidharpradhan8709
      @dharanidharpradhan8709 2 หลายเดือนก่อน

      ଚାମଚା ଙ୍କ କଥା ଛାଡନ୍ତୁ ଶଳା ମାନେ ଭଉଣୀ ପାଇଁ କାନ୍ଦିବେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ନବୀନ କଥା ନରଖିଥିବାରୁ ମାତାଲ୍ ଯାଇ ଧନ୍ୟବାଦ୍ ଦେଇଆସୁ।

  • @chatrubhujaswain2481
    @chatrubhujaswain2481 2 หลายเดือนก่อน

    Good advice.

  • @GyanedraBaraj-pw4dq
    @GyanedraBaraj-pw4dq 2 หลายเดือนก่อน +3

    Right Bhai

  • @arabindamishra4045
    @arabindamishra4045 2 หลายเดือนก่อน +3

    ଓଡିଶା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଙ୍କ ଗର୍ବ ଅହଂକାର ଓ ଦାଦାଗିରି ର ଉଚିତ ଜବାବ ଦେଇ ଉତ୍ତର ପ୍ରଦେଶରୁ ଆଳୁ ଆଣିବା ଏକ ସଠିକ ଓ ସ୍ୱାଗତଯୋଗ୍ୟ ନିଷ୍ପତି। ଏହା ଓଡ଼ିଆ ମାନଙ୍କର ଅସ୍ମିତା ଓ ସ୍ୱାଭିମାନ ରକ୍ଷା କରିଛି।

  • @kalandimurmu3303
    @kalandimurmu3303 2 หลายเดือนก่อน +36

    ନବୀନ ପଟ୍ଟନାୟକ ଓ ମମତା ଭାଇଭଉଣୀ ଙ୍କ ପ୍ଲାନ ଅନୁସାରେ ଆଳୁ ବନ୍ଦ। ନବୀନା ର ଆଳୁ ମିଶନ ଗଲା କୁଆଡେ???।

  • @HarekrishnaMajhi-i9t
    @HarekrishnaMajhi-i9t 2 หลายเดือนก่อน

    Thank you
    .

  • @anantanaik549
    @anantanaik549 2 หลายเดือนก่อน +3

    Apana Mane khusi ta🎉

  • @pratapchandrasamal2396
    @pratapchandrasamal2396 2 หลายเดือนก่อน +12

    ସତ କଥା। ଓଡ଼ିଶାରେ ସବୁ ଅଛି ତଥାପି ଅନ୍ୟ ଉପରେ ନିର୍ଭରଶୀଳ। ଏକମାତ୍ର କାରଣ ମାନସିକତା ନାହିଁ। ଯଦି କେହି ବେପାର କରିବାକୁ ଚାହେଁ ପ୍ରଥମେ ତାର ପଡୋଶୀ ହିଁ ତାର ଗୋଛି କାଟେ। ଆମେ ଦେଖିଛୁ, ଚାଷ ଜମିରେ କେମିତି ରାତି ଅଧରେ ଗାଈ, ବଳଦ ପୁରେଇ ଦିଆ ଯାଏ। ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବ୍ୟବସାୟ ଆରମ୍ଭ କରିଥିବା ଯୁବକ ନାଁରେ ଥାନାରେ ଏତଲା ଦିଆଯାଏ, income tax, sale tax, environment ବିଭାଗରେ ଅଭିଯୋଗ କରାଯାଏ। ରାସ୍ତା ବନ୍ଦ କରି କିମ୍ବା ରାସ୍ତା ଖୋଳି ତାର ଗାଡ଼ି ଯିବା ଆସିବା ବାଟରେ ବାଧା ଦିଆଯାଏ। ତେଣୁ ମୋହନ ସରକାର କଣ, ଯେଉଁ ପର୍ଯ୍ୟନ୍ତ ହୀନ ରାଜନୀତି ଏବଂ ମାନସିକତାରେ ପରିବର୍ତ୍ତନ ଆସିନାହିଁ, 100 ବର୍ଷ ପରେ ମଧ୍ୟ ଆମେ କୌଣସି ଥିରେ ବି ସ୍ବାବଲମ୍ବୀ ହୋଇ ପାରିବୁ ନାହିଁ।

    • @MangalKarua-cl4zs
      @MangalKarua-cl4zs 2 หลายเดือนก่อน

      ଓଡ଼ିଆ ଲୋକ ମାନେ ହିଁ ଦାହି ହେବେ

  • @indramanibehera6382
    @indramanibehera6382 2 หลายเดือนก่อน

    Thank you

  • @laxmansahoo4681
    @laxmansahoo4681 2 หลายเดือนก่อน +29

    ଲୋକଙ୍କୁ ପ୍ରଚୁର ମଦ ପିଇ ବାକୁ ଦିଆ ଯାଉଛି, ପନିପରିବାର ଆବଶ୍ୟକତା ନାହିଁ,,🎉

  • @pramodkumarkar9039
    @pramodkumarkar9039 2 หลายเดือนก่อน +5

    Mohan Babu has taught a very good lesson to Mamata. Never bring a single bag of Patato from West Bengal. Moreover The Kera Bengalis of Baleshwar,Jaleswar should be warned not to bring Patato from West Bengal.

  • @dasharathipani9768
    @dasharathipani9768 2 หลายเดือนก่อน

    Very good decission and step by Govt of Odisha,and it is appreciated.. We should recall that once west bengal police and public had broken state border pillar and shifted it inside Odisha on Digha beach. Henceforth West Bengal should strictly be boycott.

  • @bansidharbehera2687
    @bansidharbehera2687 2 หลายเดือนก่อน

    ଜୟ ଜଗନ୍ନାଥ

  • @debendradhal5935
    @debendradhal5935 2 หลายเดือนก่อน

    ଠିକ୍ କହିଲ ଧନ୍ୟବାଦ୍

  • @manoranjanmullick3487
    @manoranjanmullick3487 2 หลายเดือนก่อน

    💚 he Naveen tume mahaan 🙏

  • @mamatapradhan6406
    @mamatapradhan6406 2 หลายเดือนก่อน

    Ki cure katha kahile sir? Many thanks sir

  • @saratshaw7513
    @saratshaw7513 2 หลายเดือนก่อน

    ଜଯ ଜଗନ୍ନାଥ ❤🙏🙏🙏ସୁନ୍ଦର ସୁନ୍ଦର ସୁନ୍ଦର

  • @satyanandakae6798
    @satyanandakae6798 2 หลายเดือนก่อน

    Thanks sir Sundar katha kahile

  • @BijayBishi-c3z
    @BijayBishi-c3z 2 หลายเดือนก่อน

    Right

  • @sirisacharya266
    @sirisacharya266 2 หลายเดือนก่อน

    ତମକୁ ନବୀନ ପଟ୍ଟନାୟକ କେବେ କହିଥିଲେ ସେତାଙ୍କ ଭଉଣୀ ବୋଲି
    ଵାହାପିଆ କୋଉଠିକାର

  • @Sarojakanta-i8u
    @Sarojakanta-i8u 2 หลายเดือนก่อน +5

    Govt should take step for product pottato in odisa

  • @AjayakumarGochhi
    @AjayakumarGochhi 2 หลายเดือนก่อน +16

    ପୂର୍ବ ରୁ ନବୀନ ବାବୁ ଓ ମମତା ଦିଦି ଙ୍କ ଟିକେ ଆଳୁ ଦୋଷ ଅଛି 😂😂😂

  • @DillipKandhei
    @DillipKandhei 2 หลายเดือนก่อน

    Love you my❤ mohan maaji

  • @KarunakarDhani-eo2sl
    @KarunakarDhani-eo2sl 2 หลายเดือนก่อน

    ସମ୍ପୂର୍ଣ ସତ କଥା।

  • @ParabirPanda-to3rh
    @ParabirPanda-to3rh 2 หลายเดือนก่อน +1

    All correct

  • @GurucharanSahoo-xs2xb
    @GurucharanSahoo-xs2xb 2 หลายเดือนก่อน +2

    ଠିକ୍ ଅଛି ମମତତାଙ୍କୁ ପାନେଦେବା ଦରକାର ଦୟା କରି ଆଳୁ ଭଣ୍ଡାର ଓଡ଼ିଶା ରେହେବା ଦରକାର

  • @jigneshlenka3517
    @jigneshlenka3517 2 หลายเดือนก่อน +1

    ମମତା ବାନାର୍ଜୀଙ୍କୁ ବାରମ୍ବାର ସୁଶ୍ରୀ ସୁଶ୍ରୀ କହିବା ସୁଶ୍ରୀ ଶବ୍ଦ ପ୍ରତି ଅପମାନ ପରି ବୋଧ ହେଉଛି।କୌଣସି ଦୃଷ୍ଟିରୁ ଦେଖିଲେ ,ନା ସେ "ସୁ"' ନା "ଶ୍ରୀ""।

  • @riteshgamer65
    @riteshgamer65 2 หลายเดือนก่อน +16

    ମମତା ଦିଦିଙ୍କ ଆଳୁ ଦୋଷ ଅଛି ।

  • @krishnaoram2960
    @krishnaoram2960 2 หลายเดือนก่อน

    Thanks UP govt & UP farmer union❤❤❤

  • @MihirMallick-o9b
    @MihirMallick-o9b 2 หลายเดือนก่อน +1

    Jai sriram

  • @ranajitnaik7712
    @ranajitnaik7712 2 หลายเดือนก่อน +2

    ଓଡ଼ିଶାରେ ପଞ୍ଚାୟତ ପଞ୍ଚାୟତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା କିନ୍ତୁ ଶିତଳ ଭଣ୍ଡାର ଖଲା ହେଲା ନାହିଁ ଏବେର ଯୁବପିଢି ମଦ ପିଇ ଭବିଷ୍ୟତ ଅନ୍ଧାର

  • @sukantisahoo3460
    @sukantisahoo3460 2 หลายเดือนก่อน +1

    ଓଡିଶାରେ କାହିକି ଆଳୁ ଚାଷ କରାଯାଉ ନାହି ସିତଳ‌ ଭଣ୍ଡାର କାହିକି କରାଯାଉନାହି ,ମୋବସ ଚଲାଇ ଦୈନିକ ଲକ୍ଷ ଲକ୍ଷ କ୍ଷତି କରାଯାଉଚି ,ନବିନ ସରକାର ଅପାରଗ ସରକାର ଥିଲା ଓଡିଶା ସରକାର ଆଳୁ,ପିଆଜ ଆମଦାନି ନକରି ରପ୍ତାନି କରନ୍ତୁ ଚାଷି ଆଳୁ,ପିଆଜ ଚାଷ କରିବାକୁ ଅନାଇ ବସିଛନ୍ତି ପାଣିର ସୁବିଧା ନାହି ,ରଖିବାର ମଧ୍ୟ ସୁବିଧା ନାହି

  • @prasantkumarvlog484
    @prasantkumarvlog484 2 หลายเดือนก่อน +1

    Good

  • @somanathjani6900
    @somanathjani6900 2 หลายเดือนก่อน +24

    ମାହାଳିଆ ଖାଇବା ଶିଖାଇଲେ ପରିସ୍ଥିତି ଏମିତି ହେବ l

  • @KunaMahanta-p5w
    @KunaMahanta-p5w 2 หลายเดือนก่อน

    Very nice

  • @sukantisahoo3460
    @sukantisahoo3460 2 หลายเดือนก่อน +1

    ମମତା ଦିଦିଙ୍କ ଚାପରେ ନବିନ ସରକାର ସିତଳ ଭଣ୍ଡାର କଲେନାହି ନବିନ ସରକାର କେବଳ ଓଡିଶାକୁ କୋଢିଆ ଅଳସୁଆ କରିପାରିଛନ୍ତି

  • @Pujamallick-e3r
    @Pujamallick-e3r 2 หลายเดือนก่อน

    💚Jay naveen

  • @BaikunthaMohanty-z5l
    @BaikunthaMohanty-z5l 2 หลายเดือนก่อน

    ହଂ

  • @lilianaik5756
    @lilianaik5756 2 หลายเดือนก่อน +1

    ମୋଦି ଜି ଆପଣଙ୍କ ର ଏୟା କାମ ଏୟା ଗେରେଣ୍ଟି ଥିଲା ଆଗ ଗେରେଣ୍ଟି ପୂରଣ କରନ୍ତୁ 🙏😫😩

  • @GaneswarMohanta-mu6uq
    @GaneswarMohanta-mu6uq 2 หลายเดือนก่อน

    W

  • @PrafullakumarSamal-p8i
    @PrafullakumarSamal-p8i 2 หลายเดือนก่อน

    ବିଜେଡି ଏବଂ CONGRESS👏ପ୍ରତ୍ୟକ ମେମ୍ବର ନିର୍ଲଜ

  • @prafullamahapatra1197
    @prafullamahapatra1197 2 หลายเดือนก่อน +8

    ଓଡ଼ିଶାରେ ଯେ ପର୍ଯ୍ୟନ୍ତ ମାଗଣା ଚାଉଳ ବନ୍ଦ କରାଯିବ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶା ର ଲୋକ ମାନେ ଔର୍ଥଲେସ ହୋଇ ରହିବେ କାରଣ ଓଡ଼ିଶା ର ଲୋକମାନେ ମାଗଣା ଚାଉଳ ଖାଇ ଚିକ୍କଣ ହୋଇ ଗାଁ ମାନଙ୍କରେ ତାସଖଳୁ ଛନ୍ତି ଆଉ ଓଡ଼ିଶା ସ୍ବାବଲମ୍ବୀ ହେବ ଟିକିଏ ଲାଜ ଲାଗୁନି ନୂଆ ସରକ ?

    • @JayakrusnaDas-z5g
      @JayakrusnaDas-z5g 2 หลายเดือนก่อน

      ତ. ବାପ. ଶଳା. ଦଉଚି. କି
      ବେ.

  • @ashokkumarmishra1193
    @ashokkumarmishra1193 2 หลายเดือนก่อน +1

    👍👍

  • @KalandiOjha-eu8xt
    @KalandiOjha-eu8xt 2 หลายเดือนก่อน

    Namsacar apnka alchan val lagela

    • @KulamaniBehera-y7h
      @KulamaniBehera-y7h 2 หลายเดือนก่อน

      U p amaku alu dauchhi jie agaru alu nauthila sie mamata tharu alu naba. Bepari mana nku pari habani.

  • @purnachandratripathy3232
    @purnachandratripathy3232 2 หลายเดือนก่อน

    ଆଜିଠୁ ବଙ୍ଗର କୌଣସିପ୍ରକାର ଜିନିଷ ଓଡ଼ିଆ ସନମାନ ପାଇଁ ବ୍ୟବହାର କରିବାନାହିଁ.

  • @adityakumarmohanty9597
    @adityakumarmohanty9597 2 หลายเดือนก่อน +1

    Kenal o lift point kolajai jalasechan byabasth turntable karajau.krusiku Aradhana diajau.

  • @biswajitbiswal8664
    @biswajitbiswal8664 2 หลายเดือนก่อน +1

    Ei episode pain kete milichi ??

  • @soumendrajena9108
    @soumendrajena9108 2 หลายเดือนก่อน

    ରାସ୍ତାରେ ବଙ୍ଗଳା ଚାଷୀ ଢାଳିଲେଣି ଆଳୁ।

  • @anadipradhan7181
    @anadipradhan7181 2 หลายเดือนก่อน

    ଓଡିଶା ଆଳୁ, ପିଆଜ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ଉପରେ ଯେପରି ସ୍ବାବଲମ୍ବୀ ହେବ ସେଥିପାଇଁ ନୂତନ ସରକାର ଅଗ୍ରାଧିକାର ଦିଅନ୍ତୁ।

  • @nabinbeura3225
    @nabinbeura3225 2 หลายเดือนก่อน +1

    ଯା , ଯାହାର ପରିବାର ସହ ସମ୍ପର୍କ ନାହିଁ ତାର ପୁଣି ଭଉଣୀ। !
    ଆମ କୃଷକ ଆମ ମାଟି
    ପାରିବ ଫଳା ବାଟିକି ଭାଟି.
    ମୋହନ ଆଉ କୃଷ୍ଣ ଦୁଇ
    ଏକ୍ ହେଲେ ସୁନାର ମହୀ.

  • @hadibandhusahoo9770
    @hadibandhusahoo9770 2 หลายเดือนก่อน

    Please make many cold stores in Odisha

  • @prafullakumarpradhan8129
    @prafullakumarpradhan8129 2 หลายเดือนก่อน +19

    ମମତା ଦିଦି ଭାଇହାରିଯିବାରୁ ରାଗିକାରୀ ଦିଦି ଆଳୁ ପଠାଉ ନାହାନ୍ତି l ଏଣୁ ଭାଇ କୁ ଚିଠି ଲେଖି ବାକୁ ପଡିଲା l

  • @bidyadharswain54
    @bidyadharswain54 2 หลายเดือนก่อน

    Mamata will compensate the loss of farmer. Because she is a subborn cm. Odisha will suffer much.

  • @narayanparida5469
    @narayanparida5469 2 หลายเดือนก่อน +1

    ଆଗରୁ ମଧ୍ଯ ନବୀନ ପଟ୍ଟନାୟକଙ୍କ ସମୟରେ ଦିଦି ଆଳୁ ବନ୍ଦ କରିଥିଲେ । ସେତେବେଳେ ଆଳୁ ମିଶନ ଗଠିତ ହୋଇଥିଲା ।

    • @Mrddbaska7815
      @Mrddbaska7815 2 หลายเดือนก่อน

      Nabin chora ku pachharao 😅😅

    • @m.kumarmahapatra916
      @m.kumarmahapatra916 2 หลายเดือนก่อน

      @@narayanparida5469 ସେତେବେଳେ ଭାଇ ଭଉଣୀ ସମ୍ପର୍କ ହେଇ ନ ଥିଲା,ଯଦି ହେଇ ଥିବ ରାକ୍ଷୀ ବାବଦ କୁ ଚଢ଼ା ରେଟ୍ ରେ ପାଉଣା ଟା ନେଇ ଥିବ

  • @ManasRanjanJena-l9p
    @ManasRanjanJena-l9p 2 หลายเดือนก่อน

    ଆପଣ ଠିକ୍ କଥା କହିଲେ

  • @prabodhamohanty4999
    @prabodhamohanty4999 2 หลายเดือนก่อน

    ନବୀନ,,,, ଆଳୁ ପାଇଁ ଚିଠି ଲେଖିଥିଲେ ନା ଭିତିରିଆ ମନା କରିଥିଲେ 😅😅

  • @paramanandamohapatra3241
    @paramanandamohapatra3241 2 หลายเดือนก่อน

    ଏବେ ମୋହନ ମାଝୀ କରନ୍ତୁ। ଆଳୁ ଚାଷ ପାଇଁ ଚାଷୀ ଙ୍କୁ ପ୍ରସ୍ୱାହାନ ଦିଅନ୍ତୁ। ଶୀତଳ ଭଣ୍ଡାର ନିର୍ମାଣ କରିବା ଉଚିତ୍

  • @balabhadratantytanty8917
    @balabhadratantytanty8917 2 หลายเดือนก่อน +1

    15 August se odisha me daru ban karo

  • @SujataDas-mq4ek
    @SujataDas-mq4ek 2 หลายเดือนก่อน

    Out,, mamata,, didi

  • @gajendranathjena356
    @gajendranathjena356 2 หลายเดือนก่อน +1

    ଜୟଜଗନ୍ନାଥ

  • @RateMunda
    @RateMunda 2 หลายเดือนก่อน

    West Bangal mein ham logon Ko bhi pareshan Kiya jata hai

  • @Rangila_ff
    @Rangila_ff 2 หลายเดือนก่อน

    Hi

  • @dilliptripathy8813
    @dilliptripathy8813 2 หลายเดือนก่อน

    ଖମ୍ବ ଆଳୁ ବୁଝିଚ
    ଆଉ ବୁଝାଉଛ...

  • @aksahoo346
    @aksahoo346 2 หลายเดือนก่อน +2

    Agnya pranam aapan jenu katha kahile susri mamata banarji vul kahile taku ardhapagali mamata kahiba ta hni thik heba

  • @rajamishra2312
    @rajamishra2312 2 หลายเดือนก่อน +1

    ଆଜ୍ଞା ଆପଣ ମାନେ ସବୁ ଦେବେ କିନ୍ତୁ କେତେକମ ରେଟ୍ ରେ ଦେବେ ସେଇଟା କାହିଁକି କହିନାହାନ୍ତି।ଆଳୁ 50 ପିଆଜ 50 ପରିବା highrate,ଚାଉଳ high rate ତେଲ high rate । ଆପଣଙ୍କ ସରକାର କଣ କରୁଛି। ପଇସା ପାଇଁ ଏମିତି news kari ଆପଣଙ୍କ ସ୍ୱାଭିମାନ ନଷ୍ଟ କରନ୍ତୁ ନାହିଁ।

    • @m.kumarmahapatra916
      @m.kumarmahapatra916 2 หลายเดือนก่อน

      ଆମେ ବି ଓଡ଼ିଶା ରୁ କୋଇଲା,ବକ୍ସାଇଟ, କ୍ରମାଇଟ,ଆଇରନ, ଏବଂ ବିଜୁଳି ସେବା ବି ଯଦି ବାହାରକୁ ଦେବା ବନ୍ଦ କରି ଦଉ ତା ହେଲେ ବଢିଆ ହେବ

    • @anantacharanhembram8103
      @anantacharanhembram8103 2 หลายเดือนก่อน

      Khatiba nahi kahiki.magana khaiba abhyas chhadibaku heba.chasa Kariba .

  • @balabhadratantytanty8917
    @balabhadratantytanty8917 2 หลายเดือนก่อน +2

    15 August se odishae daru ban karo

  • @sunilratha1532
    @sunilratha1532 2 หลายเดือนก่อน +5

    ଗୋଟିଏ ରାଣ୍ଡି ଏବଂ ରାଣ୍ଡି ଭାଈ କୁମନ୍ତାଙ୍କ ଷଡଯନ୍ତ୍ରର କୁଫଳ। Brother:- Hum doob gaye behen, tumhe bhi saath lekar dubenge.
    Behen:- bhai, yehi hone wala hai...

  • @akashsanunayak791
    @akashsanunayak791 2 หลายเดือนก่อน

    ଫୁଲବାଣୀ ଲୋକ ଟିକେ ଚାଷ କରୁଥେଲେ ଏବେ ପ୍ରାୟ ଲୋକ ଗଂଜେଇ ଚାଷ ରେ ମାତି ଛନ୍ତି ସରକାର ଏ ଦିଗରେ ବି ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା ଜୟ ଜଗନ୍ନାଥ.

  • @puspanjalipradhan3336
    @puspanjalipradhan3336 2 หลายเดือนก่อน

    ଓଡିଶା ରେ ଆଳୁ ଚାଷ ପାଇଁ ପରାମର୍ଶ ଦିଅନ୍ତୁ cold house 🏠🏠 ଅଧିକ କରନ୍ତୁ

    • @MangalKarua-cl4zs
      @MangalKarua-cl4zs 2 หลายเดือนก่อน

      ନାଁ ନାଁ ମଦ କାଉଣ୍ଟର ତିଆରି ହଉ।

  • @drashokkumartripathy1573
    @drashokkumartripathy1573 2 หลายเดือนก่อน +1

    Odisha should not bring potato from West Bengal.

  • @anilmohanta2244
    @anilmohanta2244 2 หลายเดือนก่อน

    ଓଡ଼ିଶାର ବିଜୁଳି କୁ ନେଇ ବେଭାର କରୁଛନ୍ତି ତାହା କାଟି ଦିଅନ୍ତୁ

  • @drashokkumardhal6936
    @drashokkumardhal6936 2 หลายเดือนก่อน

    ଓଡିଆ ସ୍ବାଭିମାନର ପୁନରୁଦ୍ଧାର ହେଉ ଏହା ପ୍ରତେକ ଓଡ଼ିଆ ମର୍ମେ ମର୍ମେ ଅନୁଭବ କରୁ ଏବଂ ଆତ୍ମଚିନ୍ତନ କରୁ ଆଳୁ ସଙ୍କଟର ପ୍ରୁଷ୍ଟଭୂମିକୁ।

  • @smbhupatra
    @smbhupatra 2 หลายเดือนก่อน +2

    ତୁମେ ବାଳ ଜାଣିଛ ବିଜେପି ଟାଉଟର

  • @sanjeebkumarsubudhi4748
    @sanjeebkumarsubudhi4748 2 หลายเดือนก่อน

    Atti bhala kathatia kahile....

  • @ArunDas-hc5zz
    @ArunDas-hc5zz 2 หลายเดือนก่อน

    ଯାହାହେଉ ବିଲେଇ କପାଳ କୁ ସିକା ଛିଡ଼ିଲା,ଇଏ ଏକ ନୂଆ ଯୋଗାଣ ଅଧ୍ୟାୟ ସୃଷ୍ଟି ହେବ

  • @LituSahu-s4i
    @LituSahu-s4i 2 หลายเดือนก่อน

    Apana jahakahile thik khaile mu akamata dhanyabad

  • @KulamaniBehera-y7h
    @KulamaniBehera-y7h 2 หลายเดือนก่อน

    To gajendra babu bharata re ketoti sthai jojana achhi nabe masiha pare janaibe. Desha ku biki sari sthai jojana khojile kuadu asiba.

  • @kishormallick3614
    @kishormallick3614 2 หลายเดือนก่อน

    Sir hum logka pass itna time nehin bakbas sunneku

  • @rushinayak5830
    @rushinayak5830 2 หลายเดือนก่อน

    ରେ ପାଗଳ ସାମ୍ବାଦିକ ବିଜେପି ସରକାର ଏକ ମାସରେ କଣ କରିବ?

  • @jrpafamily9186
    @jrpafamily9186 2 หลายเดือนก่อน

    ସବୁ ଚାଲାକି ନବୀନ ପଟ୍ଟନାୟକଙ୍କ ଷଡ଼ଯନ୍ତ୍ର କରୁଛିନ୍ତି ନବିନବାବୁ ।

  • @salegramkar3029
    @salegramkar3029 2 หลายเดือนก่อน

    ଆଲୁଗାଡି ନଛାଡିଲେ ଓଡିଶାପଟୁ ଯାଉଥିବା ସମସ୍ତ ଗାଡିକୁ ଛଡାନଯାଉ

  • @balabhadratantytanty8917
    @balabhadratantytanty8917 2 หลายเดือนก่อน

    Odisha re daru ban heu

  • @SidharthPrasadDas
    @SidharthPrasadDas 2 หลายเดือนก่อน

    ଏ ବାବୁ ବଙ୍ଗଳା ର ମୁଖ୍ୟମନ୍ତ୍ରୀ ହେବେ ଲାଗୁଚି, ମମତା ଯିବେ ମୁଖ୍ୟମନ୍ତ୍ରୀ ରୁ ଏ ବାବୁ ହେବେ ବାଚାଳ କଥା

  • @santoshkumaracharya7325
    @santoshkumaracharya7325 2 หลายเดือนก่อน

    Ama Odisha ru kaunasi jinisha diantu Nahi west bangala ku

  • @Samvedana4HarmonyWithin
    @Samvedana4HarmonyWithin 2 หลายเดือนก่อน +2

    Absurd!
    Stop fooling and misleading people!!
    😡😡

  • @kprasannakumarpatro4816
    @kprasannakumarpatro4816 2 หลายเดือนก่อน

    Mamata banarji jadi alu odisa ku na pathanti WB ru asuthiba samasta mediçal patient nku odisha re free treatment kariba darakar nahi. Aha kale jaisaku taisa heba.

  • @jashobantapradhan7888
    @jashobantapradhan7888 2 หลายเดือนก่อน

    ୬ମାସ ଭିତରେ ୩୦ ଜିଲ୍ଲା ରେ ୫୦ଟି କୋଲଷ୍ଟୋର ହେଲେ ସମସ୍ୟା ସମାଧାନ ହେବ

  • @anupamasahu8170
    @anupamasahu8170 2 หลายเดือนก่อน

    🙊🙉🙈🇮🇳☝️
    बिजु बाबू, कलिंग सम्राट को फूल हार चढ़ाने को मौका था वासभवन में ..????
    अब क्या हो गया ओड़िशा को प्यार से ममता की??? ...ईगं से बगं लेना??
    ईगं से विहार लेना??
    और भी ???
    जय हो 🇮🇳