'ମୋତେ ଡିଏସପି ଓ କିଛି ଲୋକ ମାରିଲେ, ହେଲେ ଆଇଆଇସି ଥାନାକୁ ଡାକି ମୋତେ କହୁଛନ୍ତି କମ୍ପରମାଇଜ କରିବା ପାଇଁ'
ฝัง
- เผยแพร่เมื่อ 21 ก.ย. 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
TH-cam - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ସେ ରାଣ୍ଡି ଛୁଆ police ନାଁ ରେ sc/st prevention of atrrocity act ଲାଗିବ
Lagichi
ଦିନ କୃଷ୍ଣ କୁ ଗିରଫ କରାଯାଉ
ରାଜ୍ଯ ସାରା ଯେଉଁମାନଙ୍କ ଉପରେ ହୋଇଥିବା
ଅନ୍ୟାୟ ସେମାନେ ସାମ୍ନାକୁ ଆସି ନିଜର ମନର
କଥା ରଖନ୍ତୁ ।ଜୟ ଓଡ଼ିଶା ଜୟ ଭାରତ
ମୁଖ୍ୟ ଖଳନାୟକ iic ମହୋଦୟ
ଏତେ ଘଟଣା ସବୁ ହେଲା ପରେ ବଡ଼ ବଡ଼ ବାବୁ ମାନେ ପୋଲିସ କଦର୍ଯ୍ୟ କର୍ମ କୁ ଘଣ୍ଟ ଘୋଡାଉଛନ୍ତି । ଆଉ କାହାକୁ କାହାକୁ ଅତ୍ୟାଚାର କରିଛନ୍ତି ସମସ୍ତେ ଆସି ମିଡ଼ିଆ ସାମ୍ନାରେ ଜଣାନ୍ତୁ ଏବଂ ମୋହନ ସରକାର ଶୁଣନ୍ତୁ କି ଭଳି ଶାସନ ଚାଲିଛି ରାଜ୍ୟରେ
ଘଣ୍ଟ ଘୋଡେଇବା ଯୋଗୁଁ ହିଁ ତ ଆଜି ମାମଲା ବୋମା ହେଇକି ଫୁଟିକି ବାହାରିଛି ।
Police behaviour very bad
Yes odisha police is very bad
Magia se iic ku service ru bida kari jail patha jau
Iic ku chakiri bahara kara jau au tanku jail hau iic sabutharu abhadra manisha
Police staff sabu ku suspended kora jau
ଆଇ ଆଇ ସି ନାଟ୍ୟକାର ନାଟକର
ମିଛ କହିଲେ ଧରା ପଡିଲେ ଆହୁରି ଅବସ୍ଥା ସାଙ୍ଘାତିକ ହେବ ତେଣୁ କାହା କଥାରେ ଭାଷିଲେ ନିଜେ ହିଁ ଫସିଯିବ।କାରଣ ଏବେ ପରା ସତ କଥା ବାହାର କରିବା ମେସିନ୍ ଲଗେଇ କଥା ବାହାର କରୁଛନ୍ତି।
Gariba toka micha kahuchi??? Au sata kiye kahuchi tahale, IIC DSP??
Kuade IIC bhadra police. Dekha ,suna police Bala nka behaviour.
Ea news se magiya police sangha ku dekha
ଧନ୍ୟବାଦ ଏ ଫୋଲିସି ର କାଣ୍ଡ
Mousha tama luha tanka upare nischita padiba sethipain ta police mananka pila chhua sabu barbad.
ଏଇଟା ହିନ୍ଦୁ ଧର୍ମ ବୁଝି ପାରିଲ ଇଂରେଜ ମାନେ ବ୍ରାହ୍ମଣ ମାନଙ୍କୁ High court ରେ ବିଚାରପତି ହେବାପାଇଁ ନିଷେଧ କରି ଥିଲେ କୋଣ ପାଇଁ ନା ସେମାନଙ୍କ ନ୍ୟାୟିକ ଚରିତ୍ର ନହିଁ ,ଆଜି ଭାରତ ର ପ୍ରତି ଟି ପୋଷ୍ଟ ରେ ଦେଖନ୍ତୁ ସମସ୍ତଙ୍କୁ ତ କହୁ ନାହିଁ ଅଧିକାଂଶ ଅନ୍ୟତିକ ଚରିତ୍ର ସେମାନେ ମିଳିବେ ,ସେ ଶକ୍ତି କାହାଠାରୁ ପାଉଛନ୍ତି st,sc, obc, ମୂର୍ଖ,ପାଖଣ୍ଡି,ଅନ୍ଧ ବିଶ୍ବାସ, ପାଇଁ,ଏଥିରୁ କାହାକୁ comment ରେ ଗାଳି ଦେବାର ଅଛି ,ଟା ଆଗରୁ ଚିନ୍ତା କର ତୁମ ନିଜ ଜାତିରେ ଇଣ୍ଡିଆ ର ଯେତିକି ବଡ଼ ବଡ଼ ପଦ ଅଛି ସେଥିରୁ ମୁଖ୍ୟ କେତେ ଜଣ ଅଛନ୍ତି ,କିଛି ମନ୍ତ୍ରାଳୟ ,ବୈଦେଶିକ ମନ୍ତ୍ରାଳୟ,ଭାରତୀୟ ଶିକ୍ଷାବିଭାଗ, ସେନା ମୁଖ୍ୟ,କ୍ରୀଡା ବିଭାଗ,ଚଳଚ୍ଚିତ୍ର ଜଗତ,ଟିଭି chennal ମୁଖ୍ୟ,ଜଳବହିନି ଆକାସବାହିନି,ମୁଖ୍ୟ,ପୋଲିସ ବିଭାଗ, ଇତ୍ୟାଦି, ଇତ୍ୟାଦି, ଇତ୍ୟାଦି,ଗାଳି ପଛେ ଦିଅ ତୁମ ଜାତିରେ କେତେ ଜଣ ମୁଖ୍ୟ ଅଛନ୍ତି ନିଜକୁ ପଚାର ।
Kan tu b gote dhhoba ???
@@saisatyazeet9778 ଜାତି ଖାଜିଲେ ମୁକ୍ତି ନାହିଁ ମୁକ୍ତି ଖଜିଲେ ଜାତି ନାହିଁ ।
@@saisatyazeet9778 ଜାତି ଖଜିଲେ ମୁକ୍ତି ନାହିଁ ମୁକ୍ତି ଖଜିଲେ ଜାତି ନାହିଁ ।
ପୁରୁଖା ପୋଲିସ ମାନଂକୁ ବାଧୁଛି କହିଲେ।
Ye video dekhila pare laguchi se jhia thik kahuchi…Se micha kauthile b thik karichi
Voice raise କର ଭାଇ
ପୋଲିସ କହୁଛନ୍ତି ପୀଡିତା ଆଗ ପୋଲିସ ମହିଳାଙ୍କୁ ଖରାପ ବ୍ୟବ୍ୟହାର କରିଛନ୍ତି ଏବଂମାଡ ମାରି ତାଙ୍କ ହାତକୁ କାମୁଡ଼ିଛନ୍ତି ତାହାର ଭିଡିଓ କୁଆଡେ ଗଲା ?ପୋଲିସ ପାଖରେ ଯଦି ଯଥେଷ୍ଟ ପ୍ରମାଣ ଅଛି ତାହେଲେ ପୀଡିତାର ଥାନାକୁ ଭିତରକୁ ଯିବାଠାରୁ ବାହାରିବା ପର୍ଯ୍ୟନ୍ତ ସବୁ ବେଡିଓ କୁଆଡେ ଗଲା ?ବିଜେପି ଜାଣିକି ପୋଲିସ ଏବଂ ଛାତ୍ରଙ୍କୁ ବଞ୍ଚାଉଛି
ଛାତ୍ର ନୁହେଁ, ପୋଲିସ ନିଜ ଲୋକଙ୍କୁ ଙ୍କୁ ବଞ୍ଚାଉଛି ।
କାଲି ଯଦି ମାମଲା ବେଶୀ ଗରମ ହୋଇଯିବ, ଛାତ୍ରଙ୍କ ହାଜତ କିମ୍ବା ଜେଲ୍ ମୃତ୍ୟୁ ଖବର କିଛି ନୂଆ ଲାଗିବନି ।
Gote police station ru atiki complaint Aschi Tahle odisha police station ru kete complaint thiba😢😢😢
Yes odisha police very bad
Police janiba darkar semananka salary ta lokanka tax ru ase au sejagare Sethy kana Mishra kana samaste tax pay karuchhanti
Serious matter
🙏🙏🙏🙏🙏🙏🙏🙏
Bhai ku Mora justice diantu nahel pura area re khela heba
Are bhai mu b amiti fasithili police case se semne nija bardi ra faida uthouchhanti amiti khandagiri tahana re hauchi mu heuchi sabu ra muka sakhi
Police ra babyahar epari
Moro gadi hoji jaithili mu case koli bina investigation re police madam kohile gadi mililani mu cctv futage sahito sobu deithili coro gadi nela beloro futage b mu dekhrili hele b kichi khoji parileni
Odisa ଥାନା ମିଛରେ ଭାସୁଛି
ଖାଲି ତ ମିଛ ନୁହେଁ ଛଳ, କପଟ ବି ଦେଖାଯାଉଛି ।
କୋର୍ଟ ଯାଇ କେସ କର, ପୋଲିସ ବାବୁଙ୍କ କଣ ହେବ ତାପରେ ଜାଣିବ, ଜୟ ଜଗନ୍ନାଥ
କଣ ହେବ, ତଦନ୍ତ ପୋଲିସ ହିଁ କରିବ ।
ଯାହାର ଫଳାଫଳ କିଛି ବାହାରିବ ନାହିଁ, ସେଥିପାଇଁ ପୋଲିସର ଯାଞ୍ଚ ପାଇଁ ଗୋଟେ individual body ଗଠନ ହେଉ । ଯାହାର ଜବାବ ଦେହି ସିଧା ପବ୍ଲିକ, High court ଙ୍କ ପାଖରେ ହେବା ଦରକାର୍ ।
Mousa tama aakhi kuha padichi semane atharaka dandapaiba
Dekha police kn kn karuchi
Se iicku fasi darkar
Mohan Sarkar quick action please
iic ki misiki mara
Bharatpur ps ku vagaban saha,
Mohan sarkar A pila ku nyaa deipari taa?
Ethar mishra fusara tela lagiba
ଆଇଆଇସି ର bank balance check କରାଯାଉ
ତମକୁ ଲାଗୁଛି ଯେ ଏମିତି ପେଶାଦାର ଖେଳାଳୀ bank ରେ କିଛି ରଖିଥିବେ ?
Ae bhalia I.i.c ku kalapani pathajau
କଳାପାଣି ବନ୍ଦ୍ ହେଇଗଲାଣି, ୟାକୁ pune ଜେଲ୍ ପଠାଯାଉ, specially ଅଣ୍ଡା ସେଲ୍ ରେ ବନ୍ଦ୍ କରିବାର ବ୍ୟବସ୍ଥା ହେଉ ।
Bhai tame gote kama Kara tam ku jia mari chhi tame b mara hisab sem to sem nya tama ku kou police station Mili bani
Bhai thik kahucha
Iic ku bahiskar karajau ,90%police stn re iic bahut crime karuchanti,dg ,sp ,dsp janichanti support karuchanti dg sp athipanhi dayee
Double Engine Sarakar nka backdoor developments in 100 days....List dina ku dina badhilani....
Police to be punished
🙏🙏
Athi sabu police nku Dosha debani jemite abe IICamite ahuri kichhi achhanti
sabu police station re amiti dinasara rakhuchanti police mane
Once again BHARATPUR..........
Ei type hin se jhio saha karithibe so se jhio voice uthei thibo tapare ete jatra
Odisha police is very bad miss behaviour
Police bhul kale tanka punishment pain ine asiba darakara.
Beiman iic bina krushna,bhagban karantu se jemiti danda pau.
Retart police' sanga ku badhuchi mgy police'
Ye ଶଳା ଟା ତ ଗୋଟେ ଗଞ୍ଜୋଡ଼ ଭଳି ଲାଗୁଛି
Bala court cacheri achi
Ae valia police ku malkana gire pathae Dia
Jete sabu Se police station re torture pai6nti se sabu example national and International channel re dekhao police ro sabu dhajya udei dio hele jai police sudhuribe
A ma giha Police ku Banda katidia
First of all
Se police and staaf kete sachot abe jaanantu .
First of all
First of all
First of all