Chahan Re Sangini Keli Nipa | ଚାହାଁ ରେ ସଙ୍ଗିନୀ | Vid Shyamamani Devi | Odissi Music (ଓଡ଼ିଶୀ ସଙ୍ଗୀତ)

แชร์
ฝัง
  • เผยแพร่เมื่อ 12 ก.ย. 2024

ความคิดเห็น • 5

  • @odissimusic3308
    @odissimusic3308  2 ปีที่แล้ว +1

    ଓଡ଼ିଶୀ ସଙ୍ଗୀତ
    କବି ବେଣୁଧର
    ରାଗ ମୋହନା, ଯତି
    ଚାହାଁରେ ସଙ୍ଗିନୀ କେଳି ନୀପ ତରୁ ମୂଳକୁ
    ସେ ମନୋହର ମୂରତି ଶୋଭା ବାଙ୍କଚୂଳକୁ । ଘୋଷା ।
    ଭାଲେ ଶୋହେ ଗୋରଚନା କସ୍ତୁରୀ ଚିତା ରଚନା
    ଦେଖି କେବଣ ଅଙ୍ଗନା ନ ତେଜିବ କୁଳକୁ । ୧ ।
    କର୍ଣ୍ଣେ ରତନ କୁଣ୍ଡଳ ଖେଳା କରେ ଗଣ୍ଡସ୍ଥଳ
    ଚାହାଁ ଥରେ ଝଲମଲ ନାସା ମୋତିଫଳକୁ । ୨ ।
    ପୃଷ୍ଠଦେଶେ ଶୋହେ ବେଣୀ ଗଳେ ରତ୍ନହାର ପୁଣି
    କଟୀ ଦେଶରେ କିଙ୍କିଣୀ ଶୁଭେ ତରୁତଳକୁ । ୩ ।
    ଶ୍ରୀପଦେ ନୂପୁର ଧ୍ୱନି ନାଦେ ମୋହୁଛି ମେଦିନୀ
    କରେ ମୋହନ ମୁରଲୀ ଦିଶେ କି ମଞ୍ଜୁଳକୁ । ୩ ।

    • @gnpantulu1919
      @gnpantulu1919 2 ปีที่แล้ว +1

      Beautiful Odissi . Special thanks for the lyrics.

  • @purnachandrakishanias3113
    @purnachandrakishanias3113 2 ปีที่แล้ว +4

    ଚାହାଁ ରେ ସଙ୍ଗିନୀ କେଳି ନୀପ ତରୁ ମୂଳ କୁ
    ସେ ମନୋହର ମୂରତି ଶୋଭା ବାଙ୍କ ଚୂଳ କୁ.
    ଭାଲେ ଶୋହେ ଗୋରଚନା କସ୍ତୁରୀ ଚିତା ରଚନା
    ଦେଖି କେ ବର ଅଙ୍ଗନା ନ ତେଜିବେ କୁଳ କୁ.
    କର୍ଣ୍ଣେ ରତନ କୁଣ୍ଡଳ ଖେଳା କରେ ଗଣ୍ଡ ସ୍ଥଳ
    ଚାହାଁ ଥରେ ଝଲମଲ ନାସା ମୋତି ହଳ କୁ
    ପୃଷ୍ଠ ଦେଶେ ଶୋହେ ବେଣୀ ଗଳେ ରତ୍ନ ହାର ପୁଣି
    କଟୀ ଦେଶରେ କିଙ୍କିଣୀ ଶୁଭେ ତରୁ ତଳ କୁ
    ଶ୍ରୀପଦେ ନୁପୁର ଧ୍ୱନି ନାଦେ ମୋହୁଛି ମେଦିନୀ
    କରେ ମୋହନ ମୁରଲୀ ଦିଶେ କି ମଞ୍ଜୁଳ କୁ.

  • @chandancreative3
    @chandancreative3 ปีที่แล้ว +1

    Emiti gayika miliba kastakar . good & nice.

  • @saubhagyadas8478
    @saubhagyadas8478 2 ปีที่แล้ว +2

    Sir jadi sambhab hue tebe radio re pracharita laghu sangita palligita upload karantu apananku Bahuta bahut dhanyabad