ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ନିରପେକ୍ଷ ସାମ୍ବାଦିକତା ର ଆଉ ଗୋଟେ ନାମ ହେଉଛି #ନବୀନଦାସ
ବିଜେପି ର ପେଳ ଚଟା
ସାର୍ ଆପଣଙ୍କ ଉପସ୍ଥାପନା ଖୁବ୍ ଉଚ୍ଚକୋଟିର। ମୋହନ ମାଝୀ ଯଦି ମୁଖ୍ୟମନ୍ତ୍ରୀ ହିସାବରେ ନିଜର ଗରିମା ବଢାଇବାକୁ ଚାହାଁନ୍ତି ତେବେ ବଡ଼ ବଡ଼ ଦୁର୍ନୀତିର ତଦନ୍ତ ଈଡି ସିବିଆଇକୁ ଦିଅନ୍ତୁ। ନହେଲେ ଭିଜିଲାନ୍ସ ଦ୍ବାରା ସବୁ କିଛି ଫସର ଫାଟିଯିବ।❤❤❤
ମୋହନ ବାବୁ ଯେତେ କୋଠର ହେବେ ତାଙ୍କ ଲୋକ ପ୍ରିୟତା ସେତେ ବଢିବ.
ମୋହନ ହେଉଛନ୍ତି ଓଡ଼ିଶାର ଲାଲ ବାହାଦୁର 🎉
❤ନିର୍ଭୀକ ସାମ୍ବାଦିକତା ପାଇଁ ଧନ୍ୟବାଦ ଜୟ ଜଗନ୍ନାଥ
Wonderful, wonderful
ଆଜ୍ଞା ନମସ୍କାର, ରାଜ୍ୟ ଅପେକ୍ଷା କରିଛି ଯେ ମୋହନ ବାବୁଙ୍କ ଫିଲ୍ମ ଦମନ୍ ଚଳଚ୍ଚିତ୍ର ଭଳି ପୁରସ୍କୃତ ହେଉ ... କେବେ ଫ୍ଲପ୍ ନ ହେଉ 🙏🙏
Right 👍
Nischita haba sir
ନମସ୍କାର ଆଜ୍ଞା। ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ। ଆପଣ ଜାରି ରଖନ୍ତୁ ଆପଣଙ୍କ କଥା। ନଚେତ୍ ଜନସାଧାରଣ ସଜାଗ ହେବେ କେମିତି। ଆଗ ଏଇ GA Dept ଆଉ BMC ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଖାଲି ପଇସା ଖାଉଛନ୍ତି।
ଆଗ ପାଣ୍ଡୁ ଏବଂ ନବୀନ କୁ ବାଦ୍ଦି ଜେଲ ପଠାଇ, ଓଡ଼ିଶାବାସୀ ସାଲୁଟ ଧନ୍ୟବାଦ ଦେବେ
ଧର୍ମେନ୍ଦ୍ର ବାବୁଙ୍କ ଏଜେଣ୍ଟ ଯିଏ ମୋହନ ସରକାର ଙ୍କ ପାଖରେ ରହି ସମସ୍ତ ତଥ୍ୟ ଦିଲ୍ଲୀ ଯୋଗାଉଛନ୍ତି ଦୟାକରି ତାଙ୍କ ନାମ ପ୍ରକାସ କରିବା ସହିତ ସର୍ବ ସାଧାରଣ ରେ ଲଙ୍ଗଳା କରି ଉଭୟଙ୍କ ପରଦା ଉଠାଇଲେ ଦଳ ଓ ସର୍ବସାଧାରଣଙ୍କ ର ଉନ୍ନତି ହୁଅନ୍ତା। ନମସ୍କାର।
ଏ କଣ ସତ୍ୟ
ଫିଲ୍ମ ଯେମିତି flop ନହେଉ ?
ମହାଶୟ, କଣ କେବଳ ସରକାରୀ କର୍ମଚାରୀଙ୍କ ଧନଲୋଭ ଅଛି... ଆନ୍ୟ ମାନଙ୍କର କଣ ନାହିଁ... ଜଣେ ମହାନ ବ୍ୟକ୍ତି କହିଥିଲେ "ଯଦି ସୁଯୋଗ ପାଇ ମଧ୍ୟ ଦୁର୍ନୀତି ନ କରେ, ସେ ହିଁ ଜଣେ ସଛୋଟ ବ୍ୟକ୍ତି" କଣ କେବଳ ସରକାରୀ କର୍ମଚାରୀ ଶପଥ ପାଠ କରିବେ .... କାହିଁକି ସମସ୍ତ ଓଡିଶା ବାସି କରିବେ ନାହିଁ, କି ଯେ ଆମେ ଦୁର୍ନୀତି କୁ ପ୍ରଶୟ ଦେବୁନାହିଁ କି ଦୁର୍ନୀତି କରିବୁନାହିଁ... ସାମ୍ବାଦିକତା ନିରପେକ୍ଷ କାହିଁକି ରହୁନାହିଁ... କାହିଁକି ଗଣମାଧ୍ୟମ ଗୁଡିକ ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ନିୟନ୍ତ୍ରିତ ହଉଚି...
ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କ ପରି ପ୍ରଯୋଜକଙ୍କ ଫିଲ୍ମ ହିଟ୍ ହେବାର ଅଛି। ମୁଖ୍ଯମନ୍ତ୍ରୀ ଆପଣଙ୍କ ପ୍ରଶ୍ନର ନିଶ୍ଚୟ ସଠିକ ଉତ୍ତର ରଖିବେ ବୋଲି ଆମର ଦୃଢ ଆଶା !
Very nice suggestion. Let's see.
ନବୀନବାବୁଙ୍କ ଉପରଟା ଯେତିକି ଧୋବ ଫରଫର କିନ୍ତୁ ଭିତରଟା କୋଇଲାପରି କଳା 5ତ ହେଉଛି ତାର ଉଦାହରଣ ମନ୍ତ୍ରୀ ନ ଥାଇ ସଚିବ କିନ୍ତୁ ମୋହନ ବାବୁ ଙ୍କୁ ଜଣେ ସରଳ ଆଦିବାସୀ ବୋଲି ହେୟ ଜ୍ଞାନ କରନ୍ତୁନାହିଁ ଯେଉଁ ଆଦିବାସୀ ଙ୍କର ଜୀବନ ଯାଇଛି ଏ ଦେଶର ସ୍ୱାଧୀନତା ପାଇଁ ମନେ ରଖନ୍ତୁ ଆଦିବାସୀ ବୋଲି ହେୟ ଜ୍ଞାନ କରନ୍ତୁନାହିଁ
ମୋହନ ମୋ କାଟିଦେଲେ ହନ୍ ରହିବ,ଯାହାର ଅର୍ଥ ହତ୍ଯାକରିବା।ତେଣୁ ଯେଉଁମାନେ ମୋହନଜୀ ସରକାରଙ୍କୁ ହେୟ ମନେ କରୁଛନ୍ତି ସେମାନେ ଏହାର ଅର୍ଥକୁ ହୃଦବୋଧ କରନ୍ତୁ।
ଆପଣଙ୍କ ନିରପେକ୍ଷ ସାମ୍ବାଦିକତା ପାଇଁ ଅଶେଷ ଧନ୍ୟବାଦ। ସମସ୍ତେ ଅପେକ୍ଷା କରିଛନ୍ତି ମୋହନ ବାବୁଙ୍କର ଫିଚରକୁ ,ଦେଖାଯାଉ। ଜୟ ଜଗନ୍ନାଥ।
ନିରପେକ୍ଷ ସାମ୍ବାଦିକତା ପାଇଁ ଆପଣ ଙ୍କ ଚରଣ ରେ କୋଟି କୋଟି ନମନ ସାର ବହୁତ ବହୁତ ଧନ୍ୟବାଦ
ଆଜ୍ଞା, ସ୍ବାସ୍ଥ୍ୟବିଭାଗ ମୂଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ରର ଖାତିର କରୁନାହିଁ। । ଜନ୍ମମୃତ୍ୟୁ ନିର୍ଦ୍ଦେଶକ ତିଳେମାତ୍ର ସମ୍ମାନ ପ୍ରଦାନ କରୁନାହାନ୍ତି । ମାସ ମାସ ଧରି ସମାଧାନ ହୋଇ ପାରୁନି
ଏକ ବର୍ଷ 365 ଓ 366 ଦିନ। ପ୍ରତ୍ୟେକ ଦିନ ଗୋଟେ କୌଣସି ନା କୌଣସି ଦିବସ ରୂପେ ପାଳନ କରା ଯାଉଛି। ଏବେ ମିଛ କହିବା ଦିବସ ପାଳନ କରା ଗଲେ ସେ ଦିବସ କୁ ସମସ୍ତେ ମନେ ରଖିବା ସହଜ ହେବ।
ମୋହନ ବାବୁ ଆପଣ ଙ୍କ ବାର୍ଷିକ ଉତ୍ସବରେ କହିଥିଲେ ଯେ ସେ ଆପଣ ଙ୍କ ଏପିଶୋଡ୍ ଦେଖନ୍ତି, ଏହା ଦେଖିକି ସେ ନିଶ୍ଚୟ ବିଚାର ବିଭାଗ ତଦନ୍ତ ବିଷୟ ଚିନ୍ତକରିବେ।
ଜୟ ଜଗନ୍ନାଥ 🙏🙏🙏
ଆଜ୍ଞା , ନମସ୍କାର ।ପାଲୋହଡା ରେ ଫଳକ ଭାଙ୍ଗିବା ଘଟଣା ଓ ପୋଲିସ ଚୁପ ରହିଥିବା ବିଷୟ ରେ ଆଲୋଚନା କରନ୍ତୁ ।
ମିଛ କହିବାକୁ କିଆଁ ଡରିବିମିଛ କହି ମୋ ସିନ୍ଧୁକ ଭରିବି ।
ଦେଖିବେ sir ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର Mohan charan ମାଝୀ ଜାନେ ସୁନାମ ଧନ୍ଯ ମୁଖ୍ୟମନ୍ତ୍ରୀ ହେବେ
ଜୟ ଜଗନ୍ନାଥ
ଫିଲ୍ମ କେବେ ଆରମ୍ଭ ହେବ କହିଲେନି |ହବ ତ?
Nahin babu namaskar, very nice 👍 your imparcial programme for people of Odisha, You're dedication for Odisha is ever rememberable . God bless you Jaya Jagannath.
ଗଣତନ୍ତ୍ର କୁ ସରକାରୀ ବାବୁ ମାନେ ବିଶ୍ୱାସ କରନ୍ତି ବୋଲି ଆଗେ ଶପଥ ନିଅନ୍ତୁ ତା' ପରେ ସରକାରୀ ଚାକିରି ଦିଆଯାଉ ।
Will the cm remove security of Pandian and that will be best gift to the people of Odisha.
ଜୟ ଜଗନ୍ନାଥ, ମୋ ଜୀ ବ ନ ପ ଚେ ନର୍କେ ପ ଡି ଥା ଓ ଜ ଗ ତ ଓ ଧା ର ହ ଓ ହେ ମ ହା ବା ହୋ ଜୟ ଶ୍ରୀରାମ 🙏
ଆପଣଙ୍କର ବିଚାରଧାରା ବାସ୍ତବିକ୍ ସମ୍ପୂର୍ଣ୍ଣ ସତ୍ୟ 👍🙏ଦେଖା ଯାଉ ନିରାଟ ସତ୍ୟର ସିନେମା କେବେ ଦେଖାଇବେ ମାନ୍ୟଵର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ !!! ଆପଣଙ୍କର ନିର୍ଭୀକ, ଦୃଢ଼ ବ୍ୟକ୍ତିତ୍ବ ପ୍ରତି ମୁଁ ପ୍ରଣାମ 🙏 କରୁଛି।ଜୟ ଶ୍ରୀ ଜଗନ୍ନାଥ 🙏🌹।
୫ମାସ କଣ ୫ବର୍ଷ ଗଲେ ବି ଓଡ଼ିଶା କୁ ଟେଲର ଦେଖଉଥେବେ ।ମୋଦି ଯେତିକି କହିବ ସେତିକି ହଵ।ରଵର୍ ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ। ନହେଲେ ୨୪ ବର୍ଷ ରେ ଗୋଟିଏ ଦୁର୍ନୀତି କୁ ବି ୫ମାସ ହେଲା ଧରିପାରୁ ନାହିଁ।ପାନଡିଆନ କଥା ଏବେ ୟାଙ୍କ ପାଟିରୁ ଵାହାରୁନି କାରଣ ଉପରୁ ଅର୍ଡର ଅଛି ତେଣୁ ପାଟିରେ ତାଲା ପଡିଛି,ଭୋଟ ପୁର୍ବରୁ ଚିଲଉଥେଲେ ଏବେ ଜିଭ ଛିନ୍ଡି ପଡିଛି?
ସତରେ ଆପଣଙ୍କ ଏ କଥା ଚାଟୁ କାର ମାନଙ୍କ ଦେହରେ ଲାଗିବ।
ଆପଣଙ୍କ ମତ ସହିତ ମୁଁ ଏକମତ 🙏🏻
True
ସାର୍ ଏଥି ରେ ବିଜେପି ଦଳର ଗୋଟିଏ ଗୋଷ୍ଠୀ ମୋହନ ବାବୁଙ୍କୁ ଏପର୍ଯ୍ୟନ୍ତ ପସନ୍ଦ କରୁନାହାନ୍ତି
ଆଜ୍ଞା ନମସ୍କାର, ବହୁତ୍ ଭଲ ଟୋପିକ ଟା ନାଇଛୋନ୍ତି । ଜୟ ଜଗନ୍ନାଥ।
ଆପଣ ଅପ୍ରିୟ ସତ୍ୟ କଥା କହିଛନ୍ତି।ଯଥା ମରମ କଥା କହି ଛନ୍ତି, ଧନ୍ୟବାଦ୍। ଶ୍ରୀ ଜଗନ୍ନାଥ ମଙ୍ଗଳ କରନ୍ତୁ ଉତରୋତ୍ତର ଉନ୍ନତି କରନ୍ତୁ।
Jay Jagannath
17:01 Thank U sir for UR free and Frank journalism and presentation of true facts.
'ମୋହନ ବାଣୀ ' ନାମରେ ଏକ ପାକ୍ଷିକିଆ ବାଣୀ ଆରମ୍ଭ କରାଯାଉ।
ଆଜ୍ଞା ଅନେକ ଥର ସରକାରକୁ ଆସିବା ଆଗରୁ ଆପଣଂକ ଏଇ ଗୁମର କଥା କୁ ମୋର ପୂର୍ନ ସମର୍ଥନ... ଲୁଚା ଛପାରେ ନୁହେଁ 🙏🏻
ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା ପୂରୁ ଓଡ଼ିଆଙ୍କର ମନବାଞ୍ଛା ହାବେଳୀ ପଛରେ ଲାଗିଲା ନିଆଁ ଏଥର ଫୁଟିବ ଛାମୁ ଛାନିଆ 😄😄
Bahut sunder
Right sir
ସରକାରୀ କର୍ମଚାରୀ ଅଫିସର କେବଳ ମିଛ କୁହନ୍ତି ଆଉ ସମସ୍ତେ ସତ କୁହନ୍ତି?
ସାର ମୋହନ ଚରଣ ମାଝୀ ସିନେମା ପରଦା ରେ କେବେ କରିବେ....? ଦୁର୍ନୀତି ବିଜେଡି ର ପରଦା କେବେ ଖୋଲିବ l ଗରୀଜିଲ୍ଲା ମେଘ ବରଷେ ନାହିଁ ଜଦି ଭୁଲ ବସତ ବର୍ଷା ହୁଏ ତାହାହେଲେ ପ୍ରଳୟ ଆସେ ଦେଖା ଜାଉ କଣ ହେଉଛି ଏ ଠାରେ
ସାର ଆଜିର ଉପସ୍ଥାପନା ବହୁ ଉଚ୍ଚ କୋଟିର ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିଷ୍ପତ୍ତି ନେବାକୁ ସମୟ ଦରକାର ଦୃଢପଦକ୍ଷେପ ସ୍ୱାଗତଯୋଗ୍ୟ
ଆପଣଙ୍କ କଥାରେ ବହୁତଙ୍କର ପୋଡୁଛି। ପୋଡିବ ଏବଂ ପୋଡିବାବି ସ୍ଵାଭାବିକ। ଖାଇବାଟା ବା କିଛି ବିନା ଦେୟରେ ପାଇଯିବାର ମାନସିକତା ପ୍ରବଳ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସବୁ ବ୍ୟବସ୍ଥାର ଚିତ୍ର ଅତି ବିଚିତ୍ର ଥିଲା ଆଉରଙ୍ଗଜେବ ନବୀନ ବାବୁଙ୍କ ଶାସନରେ। ଓଡ଼ିଆ ଅସ୍ମିତା କ'ଣ ଜାରଜ ସନ୍ତାନ ବୁଝି ପାରିବେ କି? ଭାଜପା ବା ମୋହନବାବୁ କ'ଣ କରିବେ ବା ନ କରିବେ ସେଇଟା ସମୟ କହିବ। କିନ୍ତୁ ସତ କେବେ ଲୁଚି ରହେନା। ମହାପ୍ରଭୁ ସବୁ ଠିକ୍ କରିଦେବେ, ଏ ବିଶ୍ଵାସ ସମସ୍ତଙ୍କର ରହିବା ଦରକାର। ମୋ ପ୍ରଭୁଙ୍କୁ ଖେଳନା ଭାବି ଯାହା କରି ଯାଇଛନ୍ତି ତା'ର ଫଳ ତ ଫଳିବ। ଜୟ ଜଗନ୍ନାଥ।🙏🙏🙏🙏🙏
ଫିଲ୍ମ flop ହେବ ଆପଣ ଜାଣିପାରୁନାହାନ୍ତି?
Release heba ki nahin thik nahin,😆
ଆଜି ମଧ୍ଯ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଓଡିଶା ସରକାର ପାଳନ କରିଛନ୍ତି। (National Disaster Reduction Day and Odisha Disaster Preparedness Day)
ଭାଇ ଟିକେ ବୁଝି କହିବେ କି ଚଳିତ ବର୍ଷ ଭିଜିଲାସନ୍ସ ଦ୍ୱାରା ଧରା ପଡ଼ିଥିବା ସରକାରୀ ଅଧିକାରୀ ମାନେ ପୂର୍ବ ବର୍ଷ ଭିଜିଲାସନ୍ସ ସପ୍ତାହରେ ଦୁର୍ନୀତି ହଟାଇବାକୁ ଶପଥ ନେଇଥିଲେ କି ନାହିଁ.
ନବୀନ ବାବୁ ଓ ପାଣ୍ଡିଆନଙ୍କୁ ନେଇ ଯଦି କରିବେ ତେବେ ବିରି ମାଡରେ କୋଳଥ ଚେପା ନ୍ୟାୟରେ ସବୁ ଅଫିସର କର୍ମଚାରୀ ଠିକ୍ ହୋଇଯିବେ ।
ସିଧା ନବୀନ ଏବଂ ପାଣ୍ଡିଆନ୍ ଙ୍କୁ ଦୁର୍ନୀତି ପାଇଁ ଦାୟୀ କରିବା ଆବଶ୍ୟକ
You are right sir
JAI JAI SHREE JAGANNATH. ହଁ ହଁ ଭାଇ ଆପଣଙ୍କୁ ,ପରିବାର ବର୍ଗ ଙ୍କୁ ଏବଂ ଆପଣଙ୍କ କମୂପାନି ସମସ୍ତଙ୍କୁ ଆ
☀️ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ନଥିବା ହେତୁ ମୋଦୀ ଏବଂ ଶାହାଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ତାଙ୍କ ଅଗୋଚରରେ ଏଠି ବିଜେପିରେ ଥାଇ ବିଜେଡି ପ୍ରିତୀ ଦେଖାଉଥିବା ସେହି ଗାତୁଆ ମୂଷା ପାଇଁ ଚାଲିଛି ସବୁ ଅରାଜକତା.... କିନ୍ତୁ ଓଡ଼ିଶା ବିଜେପି ଦଳ ଜାଣିବା ଦରକାର ଯେ ଏସବୁ ଦ୍ୱାରା ନିଜ ପାଦତଳୁ ମାଟି ଖସି ଖସି ଯାଉଛି... !
Mind it BJD will not come to power, henceforth.
ଧୀର ପାଣି ପଥର କାଟେ🙌
Right 👍 Sir
ବାସ୍ତବିକ। ବିଚାରବିଭାଗୀୟ କମିସନ ଯଦି ମୋହନ ମାଝୀ ବସାନ୍ତି ତେବେ ଆମେ ଭାବିବୁଯେ ତାଙ୍କୁ ହେୟଜ୍ଞାନ କରିବା ମୁର୍ଖତା ର ପରିଚୟ। ଜୟ ଶ୍ରୀରାମ।
ଏହା ମୋହନ୍ ମାଝୀ ଙ୍କ ପାଇଁ ଏକ ବିରାଟ ପ୍ରଶ୍ନବାଚୀ।
Out standing news pranam sir.
Sir 🙏 .Very good 👍
ମୋଦିବାବୁ ସେଇ ସୁଯୋଗ ନେଉନାହାନ୍ତି କି?
ଓଡ଼ିଶାର ଅଧିକାଂଶ ଅମଲା ଏ ସରକାରକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି କି ଏ ସରକାରକୁ ଚଲେଇ ଦେବା ଅବସ୍ଥାରେ ନାହାନ୍ତି।
ପ୍ରଣାମ ଆଜ୍ଞା ମୁଖ୍ୟମନ୍ତ୍ରୀ ଯାହା ଦୁର୍ନୀତି ନିବାରଣ ସପ୍ତାହ ରେ କହିଲେ ଏହା ଟ୍ରେଲର ଯେତେବେଳେ ଫିଲ୍ମ ଚାଲିବ ଯଦି ତା ଭିତରେ ପାଣ୍ଡିଆନ୍ ଓ ନବୀନ ବାବୁ ଆସିବେ ତା ହେଲେ ଜାଣିବା ବାସ୍ତବ ଫିଲ୍ମ ଦେଖେଇଲେ ମୋହନ ସରକାର ଆଶା ଏ ଆଖି ଦେଖିବ
ନବୀନ ର ରୋଜଗାର କଣ ଥିଲା ?
ଟପ ଲେବଲରୁ 3/4ଙ୍କୁ ଧରିଲେ, ସବୁ ହରଡକମ୍ପ, ସରକାରକୁ ଲୋକେ ଭଲ ପାଇବେ, ସରକାର ବଢିଆ ଚାଲିବ l
ଗୋଟିଏ କଥାକୁ ଅତି ରଂଜିତ ବାରମ୍ବାର ବାରମ୍ବାର କୁହନ୍ତୁ ନାହିଁ, ଭଲ ଲାଗୁନାହିଁ!
ଯେଉଁ ଆଶା ନେଇ ଲୋକମାନେ ସରକାର ବଦଳେଇଛନ୍ତି ତାହା ଫସର ଫଆଟିଲେ ଲୋକମାନେ ସରକାରଙ୍କୁ ଛାଡ଼ିବେ ନାହିଁ ।(ଦୁର୍ନୀତି ) ।
ସତ୍ଯାଶ୍ରୟୀ ମଣିଷ ଆଉ ପ୍ରାୟ ଦେଖା ଯାଉ ନାହାନ୍ତି ,ଶପଥ ପାଠ ମୂଲ୍ଯହୀନ ହୋଇ ଯାଇଛି କାରଣ ଆମର ଆଚରଣ ଠିକ ରହୁନାହିଁ ,ଲୋଭ କାରଣରୁ ଏମିତି ସବୁ ବିଡମ୍ବନା ।ଉପସ୍ଥାପନା ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ଯବାଦ।
Very nice sir
ଆଇନ କୁ ଲୁଚାଇ ରଖାଯାଇଛି
Sir cm pura sata kahichanti Tike wait karantu🎉🎉He is most welcome
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଜକୁ ଆବଶ୍ୟକତା ଠାରୁ ନିଜକୁ ଟିକେ ଅଧିକ ଶସ୍ତା କରି ଦେଉଛନ୍ତି. ଯଥା ଯାତ୍ରା ପେଣ୍ଡାଲରେ ସୁଭଦ୍ରା ଯୋଜନା ବିଷୟରେ କହିବା /ଦ୍ୱିତୀୟତଃ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା କିଛି ଜଣାପଡ଼ୁନାହିଁ /ମୋର ବିଶ୍ୱାସ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିପକ୍ଷରେ ବିଚାର ବିଭାଗୀୟ ତଦନ୍ତ କରିପାରିବେ ନାହିଁ , // ସେଭଳି ଦୃଢ଼ତା ଏବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନାହିଁ /
ଆଜି କାଲି NOC ଦବା ପାଇଁ ଖୋର୍ଦ୍ଧା CDMO ଦେଉନାହାନ୍ତି।
ନିର୍ଭିକ ସାମ୍ବାଦିକ ଯୋଉ ମାନେ କହୁଛନ୍ତି ସେମାନେ ଜାଣିଛନ୍ତି କି ନାହିଁ ଯେ ଏହି ମହାଶୟ ବିଜେପି ଠୁ କେତେ ପଇସା ପାଉଛନ୍ତି ଜାଣିଛ କି ଏବେକାର ସାମ୍ବାଦିକ ହଉଚିନ୍ତି ପଇସା ପାଇଁ ପାଗଳ ଏଇ ଲୋକ ସର୍ବାଗେ ରହିବ.
ଯେହେତୁ ପଣ୍ଡିଆନ ଙ୍କୁ ସୁରକ୍ଷ। ଦେଉଛନ୍ତି 5t ଦୁର୍ନୀତିକୁ କିଛି କରିପାରିବେ ନାହିଁ
ଓଡ଼ିଆ ହିସାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଫିଲ୍ମ ଦେଖିବାକୁ ଉତ୍ସୁକତାର ସହିତ ଅପେକ୍ଷାରେ ରହିଛୁ,କେବେ ଆଉ କୋଉ ପ୍ରେକ୍ଷା ଳୟରେ ମୁକ୍ତି ଲାଭ କରିବ
ବିଜୁ ତ ଓଡ଼ିଶା ରାଜସ୍ବ ନେଇ ୨ ପୁଅ ଝିଅ ଙ୍କୁ ପୋଷୁଥିଲ।
👍
ଦୁର୍ନୀତି ଲିପ୍ତ ରାଜନେତା/ ସରକାରୀ କର୍ମଚାରୀମାନଙ୍କୁ ଟ୍ରେଲର ଦେଖେଇବା କଣ ଆବଶ୍ୟକ, ଫିଲ୍ମ ଦେଖେଇବା ଉଚିତ୍। ଜନତା ସେଥିପାଇଁ ବିଜେପିକୁ ଭରଷା କରିଲେ । ବିଜେପିର କଛପ ଗତି ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି।
,ଭଲ କାମ ଯିଏ କରେ ସେ ଇତିହାସ ରେ ଅମର ହେଇଯାଏ
ମେରୁ ଦଣ୍ଡ ବିହୀନ ଥିଲେ. ଆମ ଓଡିଶା ର ମନ୍ତ୍ରୀ mla ମାନେ ଆପଣ ଯାହା କହୁଛନ୍ତି ପୁରା ସତ ଏବଂ ସତକଥା
ସେଇ ଆଉରେଙ୍ଗଯେବିଅ ଚିନ୍ତାଧାରା ଯୋଗୁ ଦଳର ଭବିଷ୍ୟତ ଲୋପ ପାଇଗଲା ଯେମିତି ମୋଗଲ ସାମାର୍ଯ୍ୟ ର ପତନ ହୋଇଥିଲା |
ଟଙ୍କା ପ୍ରଥମେ ତଳ ସ୍ତରରେ ଦିଆଯାଏ ନା ଉପର ସ୍ତର ରେ?ଜାଣିଥିବେ ତ ନିଶ୍ଚିତ କହିବେ
Jayee Rajaguru janmadina aji
ଯଦିଓ ତଥ୍ୟଗତ ଦୃଷ୍ଟିକୋଣରୁ ଆପଣଙ୍କ ଆଲୋଚନା କେତେକାଂଶରେ ଗ୍ରହଣୀୟ ତାତ୍ଵିକ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ |ଦୟାକରି ସେଥିପାଇଁ ଅଧିକ ଯତ୍ନବାନ ହେବେ ଆଶାକରେ |
I am well versed with this kind of manasikata. It is a matter of time. Prabhu will do the right thing at the right time. My 2cents. 🙏👍❤
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ।ସଭାରେ ଦେଉଛନ୍ତି ବେଶୀ ବେଶୀ ଭାଷଣ।।ଟ୍ରେଲର୍ ଛାଡି ସିନେମା ଆରମ୍ଭ କରନ୍ତୁ।ନ୍ୟାୟିକ ତଦନ୍ତର ବି ଆଦେଶ ଦିଅନ୍ତୁ।।ନେଡ଼ିଗୁଡ଼ ବୋହିଗଲେ କହୁଣୀକୁ ଥରେ।ଅକାରଣେ ମଣିଷ ତ ଝୁରି ଝୁରି ମରେ।।ବିଳମ୍ବରେ ଏବେ ଆଉ ନାହିଁ ପ୍ରୟୋଜନ।ଶୀଘ୍ର ଜନତାଙ୍କ ହୁଅନ୍ତୁ ଆସ୍ଥାଭାଜନ।।
ଆଞ୍ଜା 🙏, ଦେଖିବେ କାର୍ତ୍ତିକେୟନ୍ କାର୍ତ୍ତିକ ହେଲା ଆଉ କିଛିଦିନ ପରେ ପାଣ୍ଡିଆନ୍ ଟା ପଣ୍ଡା ହୋଇ ପୁରା କାର୍ତ୍ତିକ ପଣ୍ଡା ହୋଇସାରିଥିବ ଆଫିଡେଭିଟ ହୋଇ , କେବଳ ଆଧାର ରେ ଠିକ୍ ଠାକ୍ ହୋଇଗଲେ ପୁରା ଓଡ଼ିଆ , ବାଂଲାଦେଶୀ ରୋହିଙ୍ଗିଆ ଆଧାର ଠିକ୍ କରି ପୁରା ଓଡ଼ିଆ ହୋଇଗଲେଣି , ସରକାର ଏବେଠାରୁ ସଚେତନ ନହେଲେ ଅନେକ ବିଘଟଣ ଘଟିବ କାର୍ତ୍ତିକ କାର୍ଯ୍ୟ ପରି 😢
ସୁଦର୍ଶନ ଚକ୍ରଧରି ମୋହନ ବହୁତ ଜଲଦି
Jay Maa Durgatinasini ❤❤❤❤❤
Thanks to Mohan Majhi for his valuable statement.God always be with him.
ଫିଲ୍ମଟା ରଙ୍ଗୀନ ପ୍ରିଣ୍ଟ ହେଲେ ଲୋକେ ଖୁସିହେବେ ଯଦି କଳା ଧଳା ପୁରୁଣା ରିଲର ଫିଲ୍ମ ହେଲା କଥା ସରିଲା.....
Wait and see the power will come through Maa Kichakeswari and Maa Tarini.
ମୋହନ ସରକାର ଶୀଘ୍ର ବିଚାରବିଭାଗୀୟ ତଦନ୍ତ ନବୀନା ଓ ପାଣ୍ଡୁ ବିରୁଦ୍ଧରେ ଶୀଘ୍ର ବସାନ୍ତୁ ତାପରେ ଯାଇ ଅସଲ ଫିଲିମ ଆମେ ଦେଖିବୁ
ସାର୍ କୋର୍ଟରେ ତ ପୁଣି ଗୀତା ରେ ହାତ ରଖି ମିଛ କହିବାକୁ ପଛାଉ ନାହାଁନ୍ତି । ଏଇ ଭଳିଆ ଲୋକଙ୍କ ପାଖରୁ କ'ଣ ଆଶା କରାଯାଇପାରେ ?
ମୋହନ୍ ମାଝିଙ୍କ ନିର୍ଦ୍ଧେଶିତ ପିକ୍ଚର୍ ରେ ମୋହନ୍ ମାଝୀ ନବିନ୍ ଓ ପାଣ୍ଡିଆନ୍ କୁ ଗୋଟିଏ ଗୋଟିଏ ଭୂମିକା ଦେବେ କି?
ଖାଲି ଅଫିସର କର୍ମଚାରୀ ମାନେ ଦୁର୍ନୀତି କରୁଛନ୍ତି ନା ମନ୍ତ୍ରୀ ନେତା ମାନେ ବି ଦୁର୍ନୀତି କରୁଛନ୍ତି |
ଦୟାକରି କହିବେ
ଆମେ ବୁଝି ପାରିଲୁନି ଆପଣ ମୋହନଙ୍କ ସପକ୍ଷରେ କହିଲେ ନା ନବୀନଙ୍କ ବିପକ୍ଷରେ କହିଲେ। ମୋହନଙ୍କୁ ଯେତେବେଳେ ତାଙ୍କ ମନ୍ତ୍ରୀ ମାନେ ଅଣଦେଖା, ହେୟଜ୍ଞାନ କରୁଛନ୍ତି ସେତେବେଳେ ଅନ୍ୟମାନେ କରିବା ସ୍ଵାଭାବିକ। ଆମେ ଦେଖୁଛୁ ମୁଖ୍ୟମନ୍ତ୍ରୀ ସଭାକୁ ପ୍ରଥମେ ଆସୁଛନ୍ତି, ଡକା ହେଲେ ମନ୍ତ୍ରୀ ଆସୁଛନ୍ତି। ଆମେ ସେଇ ଫିଲ୍ମକୁ ଅପେକ୍ଷା କରୁଛୁ ଯେଉଁଥିରେ ମୋଦୀ - ଶାହା - ପାଣ୍ଡୁ - ଶାହା କମ୍ପାନୀରେ ଥିବା ପାଣ୍ଡୁ ର ଭାଈ - PMO ମିଶ୍ର - ପ୍ରଭାକରନ୍ - ଧର୍ମେନ୍ଦ୍ର ଙ୍କ ଅଭିନୟ ଥିବ। ମୋ ମତରେ କିଛି ହେବ ନାହିଁ, ଝାଡ଼ଖଣ୍ଡ ନିର୍ବାଚନ ପରେ ମୋହନ ମୁଖ୍ୟମନ୍ତ୍ରୀ ଥିବେ କି ନା ସନ୍ଦେହ।
ସାର୍ ଆପଣଙ୍କ ଯୁକ୍ତି ଏକଦମ୍ ଜତାର୍ଥ, କିନ୍ତୁ ବିଜେପି ରାଜନୀତି ରେ ଭଲ ଗୋଟି ଚାଳନା ଜାଣିଛି,ଧୀରେ ଧୀରେ ଅଫିସର ମାନଙ୍କୁ ଭିଜିଲାନ୍ସ ଡ଼ର ଦେଖେଇ ପୂର୍ବ ସରକାର ପନ୍ଥି ରୁ ଦୁରେଇବେ।ନ ହେଲେ ସିଧା ସିଧା ଯଦି ବଡ଼ ମୁଣ୍ଡ କୁ ଧରା ହୁଏ ତେବେ ଓଡ଼ିଶା ରେ ଦଙ୍ଗା ପରିସ୍ଥିତି ଆସିପାରେ। ଏବେ ବି ଓଡ଼ିଶା ବାସି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି ବୋଲି ପ୍ରତିଦିନ ବିଜେଡି IT ସେଲ୍ ଲାଗିପଡିଛନ୍ତି ଦେଖେଇ ହେବାରେ।
ନିରପେକ୍ଷ ସାମ୍ବାଦିକତା ର ଆଉ ଗୋଟେ ନାମ ହେଉଛି #ନବୀନଦାସ
ବିଜେପି ର ପେଳ ଚଟା
ସାର୍ ଆପଣଙ୍କ ଉପସ୍ଥାପନା ଖୁବ୍ ଉଚ୍ଚକୋଟିର। ମୋହନ ମାଝୀ ଯଦି ମୁଖ୍ୟମନ୍ତ୍ରୀ ହିସାବରେ ନିଜର ଗରିମା ବଢାଇବାକୁ ଚାହାଁନ୍ତି ତେବେ ବଡ଼ ବଡ଼ ଦୁର୍ନୀତିର ତଦନ୍ତ ଈଡି ସିବିଆଇକୁ ଦିଅନ୍ତୁ। ନହେଲେ ଭିଜିଲାନ୍ସ ଦ୍ବାରା ସବୁ କିଛି ଫସର ଫାଟିଯିବ।❤❤❤
ମୋହନ ବାବୁ ଯେତେ କୋଠର ହେବେ ତାଙ୍କ ଲୋକ ପ୍ରିୟତା ସେତେ ବଢିବ.
ମୋହନ ହେଉଛନ୍ତି ଓଡ଼ିଶାର ଲାଲ ବାହାଦୁର 🎉
❤ନିର୍ଭୀକ ସାମ୍ବାଦିକତା ପାଇଁ ଧନ୍ୟବାଦ ଜୟ ଜଗନ୍ନାଥ
Wonderful, wonderful
ଆଜ୍ଞା ନମସ୍କାର,
ରାଜ୍ୟ ଅପେକ୍ଷା କରିଛି ଯେ ମୋହନ ବାବୁଙ୍କ ଫିଲ୍ମ ଦମନ୍ ଚଳଚ୍ଚିତ୍ର ଭଳି ପୁରସ୍କୃତ ହେଉ ... କେବେ ଫ୍ଲପ୍ ନ ହେଉ 🙏🙏
Right 👍
Nischita haba sir
ନମସ୍କାର ଆଜ୍ଞା। ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ। ଆପଣ ଜାରି ରଖନ୍ତୁ ଆପଣଙ୍କ କଥା। ନଚେତ୍ ଜନସାଧାରଣ ସଜାଗ ହେବେ କେମିତି। ଆଗ ଏଇ GA Dept ଆଉ BMC ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଖାଲି ପଇସା ଖାଉଛନ୍ତି।
ଆଗ ପାଣ୍ଡୁ ଏବଂ ନବୀନ କୁ ବାଦ୍ଦି ଜେଲ ପଠାଇ, ଓଡ଼ିଶାବାସୀ ସାଲୁଟ ଧନ୍ୟବାଦ ଦେବେ
ଧର୍ମେନ୍ଦ୍ର ବାବୁଙ୍କ ଏଜେଣ୍ଟ ଯିଏ ମୋହନ ସରକାର ଙ୍କ ପାଖରେ ରହି ସମସ୍ତ ତଥ୍ୟ ଦିଲ୍ଲୀ ଯୋଗାଉଛନ୍ତି ଦୟାକରି ତାଙ୍କ ନାମ ପ୍ରକାସ କରିବା ସହିତ ସର୍ବ ସାଧାରଣ ରେ ଲଙ୍ଗଳା କରି ଉଭୟଙ୍କ ପରଦା ଉଠାଇଲେ ଦଳ ଓ ସର୍ବସାଧାରଣଙ୍କ ର ଉନ୍ନତି ହୁଅନ୍ତା। ନମସ୍କାର।
ଏ କଣ ସତ୍ୟ
ଫିଲ୍ମ ଯେମିତି flop ନହେଉ ?
ମହାଶୟ, କଣ କେବଳ ସରକାରୀ କର୍ମଚାରୀଙ୍କ ଧନଲୋଭ ଅଛି... ଆନ୍ୟ ମାନଙ୍କର କଣ ନାହିଁ... ଜଣେ ମହାନ ବ୍ୟକ୍ତି କହିଥିଲେ "ଯଦି ସୁଯୋଗ ପାଇ ମଧ୍ୟ ଦୁର୍ନୀତି ନ କରେ, ସେ ହିଁ ଜଣେ ସଛୋଟ ବ୍ୟକ୍ତି" କଣ କେବଳ ସରକାରୀ କର୍ମଚାରୀ ଶପଥ ପାଠ କରିବେ .... କାହିଁକି ସମସ୍ତ ଓଡିଶା ବାସି କରିବେ ନାହିଁ, କି ଯେ ଆମେ ଦୁର୍ନୀତି କୁ ପ୍ରଶୟ ଦେବୁନାହିଁ କି ଦୁର୍ନୀତି କରିବୁନାହିଁ... ସାମ୍ବାଦିକତା ନିରପେକ୍ଷ କାହିଁକି ରହୁନାହିଁ... କାହିଁକି ଗଣମାଧ୍ୟମ ଗୁଡିକ ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ନିୟନ୍ତ୍ରିତ ହଉଚି...
ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କ ପରି ପ୍ରଯୋଜକଙ୍କ ଫିଲ୍ମ ହିଟ୍ ହେବାର ଅଛି। ମୁଖ୍ଯମନ୍ତ୍ରୀ ଆପଣଙ୍କ ପ୍ରଶ୍ନର ନିଶ୍ଚୟ ସଠିକ ଉତ୍ତର ରଖିବେ ବୋଲି ଆମର ଦୃଢ ଆଶା !
Very nice suggestion. Let's see.
ନବୀନବାବୁଙ୍କ ଉପରଟା ଯେତିକି ଧୋବ ଫରଫର କିନ୍ତୁ ଭିତରଟା କୋଇଲାପରି କଳା 5ତ ହେଉଛି ତାର ଉଦାହରଣ ମନ୍ତ୍ରୀ ନ ଥାଇ ସଚିବ କିନ୍ତୁ ମୋହନ ବାବୁ ଙ୍କୁ ଜଣେ ସରଳ ଆଦିବାସୀ ବୋଲି ହେୟ ଜ୍ଞାନ କରନ୍ତୁନାହିଁ ଯେଉଁ ଆଦିବାସୀ ଙ୍କର ଜୀବନ ଯାଇଛି ଏ ଦେଶର ସ୍ୱାଧୀନତା ପାଇଁ ମନେ ରଖନ୍ତୁ ଆଦିବାସୀ ବୋଲି ହେୟ ଜ୍ଞାନ କରନ୍ତୁନାହିଁ
ମୋହନ ମୋ କାଟିଦେଲେ ହନ୍ ରହିବ,ଯାହାର ଅର୍ଥ ହତ୍ଯାକରିବା।ତେଣୁ ଯେଉଁମାନେ ମୋହନଜୀ ସରକାରଙ୍କୁ ହେୟ ମନେ କରୁଛନ୍ତି ସେମାନେ ଏହାର ଅର୍ଥକୁ ହୃଦବୋଧ କରନ୍ତୁ।
ଆପଣଙ୍କ ନିରପେକ୍ଷ ସାମ୍ବାଦିକତା ପାଇଁ ଅଶେଷ ଧନ୍ୟବାଦ। ସମସ୍ତେ ଅପେକ୍ଷା କରିଛନ୍ତି ମୋହନ ବାବୁଙ୍କର ଫିଚରକୁ ,ଦେଖାଯାଉ। ଜୟ ଜଗନ୍ନାଥ।
ନିରପେକ୍ଷ ସାମ୍ବାଦିକତା ପାଇଁ ଆପଣ ଙ୍କ ଚରଣ ରେ କୋଟି କୋଟି ନମନ ସାର ବହୁତ ବହୁତ ଧନ୍ୟବାଦ
ଆଜ୍ଞା, ସ୍ବାସ୍ଥ୍ୟବିଭାଗ ମୂଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ରର ଖାତିର କରୁନାହିଁ। । ଜନ୍ମମୃତ୍ୟୁ ନିର୍ଦ୍ଦେଶକ ତିଳେମାତ୍ର ସମ୍ମାନ ପ୍ରଦାନ କରୁନାହାନ୍ତି ।
ମାସ ମାସ ଧରି ସମାଧାନ ହୋଇ ପାରୁନି
ଏକ ବର୍ଷ 365 ଓ 366 ଦିନ। ପ୍ରତ୍ୟେକ ଦିନ ଗୋଟେ କୌଣସି ନା କୌଣସି ଦିବସ ରୂପେ ପାଳନ କରା ଯାଉଛି। ଏବେ ମିଛ କହିବା ଦିବସ ପାଳନ କରା ଗଲେ ସେ ଦିବସ କୁ ସମସ୍ତେ ମନେ ରଖିବା ସହଜ ହେବ।
ମୋହନ ବାବୁ ଆପଣ ଙ୍କ ବାର୍ଷିକ ଉତ୍ସବରେ କହିଥିଲେ ଯେ ସେ ଆପଣ ଙ୍କ ଏପିଶୋଡ୍ ଦେଖନ୍ତି, ଏହା ଦେଖିକି ସେ ନିଶ୍ଚୟ ବିଚାର ବିଭାଗ ତଦନ୍ତ ବିଷୟ ଚିନ୍ତକରିବେ।
ଜୟ ଜଗନ୍ନାଥ 🙏🙏🙏
ଆଜ୍ଞା , ନମସ୍କାର ।ପାଲୋହଡା ରେ ଫଳକ ଭାଙ୍ଗିବା ଘଟଣା ଓ ପୋଲିସ ଚୁପ ରହିଥିବା ବିଷୟ ରେ ଆଲୋଚନା କରନ୍ତୁ ।
ମିଛ କହିବାକୁ କିଆଁ ଡରିବି
ମିଛ କହି ମୋ ସିନ୍ଧୁକ ଭରିବି ।
ଦେଖିବେ sir ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର Mohan charan ମାଝୀ ଜାନେ ସୁନାମ ଧନ୍ଯ ମୁଖ୍ୟମନ୍ତ୍ରୀ ହେବେ
ଜୟ ଜଗନ୍ନାଥ
ଫିଲ୍ମ କେବେ ଆରମ୍ଭ ହେବ କହିଲେନି |
ହବ ତ?
Nahin babu namaskar, very nice 👍 your imparcial programme for people of Odisha, You're dedication for Odisha is ever rememberable . God bless you Jaya Jagannath.
ଗଣତନ୍ତ୍ର କୁ ସରକାରୀ ବାବୁ ମାନେ ବିଶ୍ୱାସ କରନ୍ତି ବୋଲି ଆଗେ ଶପଥ ନିଅନ୍ତୁ ତା' ପରେ ସରକାରୀ ଚାକିରି ଦିଆଯାଉ ।
Will the cm remove security of Pandian and that will be best gift to the people of Odisha.
ଜୟ ଜଗନ୍ନାଥ, ମୋ ଜୀ ବ ନ ପ ଚେ ନର୍କେ ପ ଡି ଥା ଓ ଜ ଗ ତ ଓ ଧା ର ହ ଓ ହେ ମ ହା ବା ହୋ ଜୟ ଶ୍ରୀରାମ 🙏
ଆପଣଙ୍କର ବିଚାରଧାରା ବାସ୍ତବିକ୍ ସମ୍ପୂର୍ଣ୍ଣ ସତ୍ୟ 👍🙏ଦେଖା ଯାଉ ନିରାଟ ସତ୍ୟର ସିନେମା କେବେ ଦେଖାଇବେ ମାନ୍ୟଵର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ !!! ଆପଣଙ୍କର ନିର୍ଭୀକ, ଦୃଢ଼ ବ୍ୟକ୍ତିତ୍ବ ପ୍ରତି ମୁଁ ପ୍ରଣାମ 🙏 କରୁଛି।ଜୟ ଶ୍ରୀ ଜଗନ୍ନାଥ 🙏🌹।
୫ମାସ କଣ ୫ବର୍ଷ ଗଲେ ବି ଓଡ଼ିଶା କୁ ଟେଲର ଦେଖଉଥେବେ ।ମୋଦି ଯେତିକି କହିବ ସେତିକି ହଵ।ରଵର୍ ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ। ନହେଲେ ୨୪ ବର୍ଷ ରେ ଗୋଟିଏ ଦୁର୍ନୀତି କୁ ବି ୫ମାସ ହେଲା ଧରିପାରୁ ନାହିଁ।ପାନଡିଆନ କଥା ଏବେ ୟାଙ୍କ ପାଟିରୁ ଵାହାରୁନି କାରଣ ଉପରୁ ଅର୍ଡର ଅଛି ତେଣୁ ପାଟିରେ ତାଲା ପଡିଛି,ଭୋଟ ପୁର୍ବରୁ ଚିଲଉଥେଲେ ଏବେ ଜିଭ ଛିନ୍ଡି ପଡିଛି?
ସତରେ ଆପଣଙ୍କ ଏ କଥା ଚାଟୁ କାର ମାନଙ୍କ ଦେହରେ ଲାଗିବ।
ଆପଣଙ୍କ ମତ ସହିତ ମୁଁ ଏକମତ 🙏🏻
True
ସାର୍ ଏଥି ରେ ବିଜେପି ଦଳର ଗୋଟିଏ ଗୋଷ୍ଠୀ ମୋହନ ବାବୁଙ୍କୁ ଏପର୍ଯ୍ୟନ୍ତ ପସନ୍ଦ କରୁନାହାନ୍ତି
ଆଜ୍ଞା ନମସ୍କାର,
ବହୁତ୍ ଭଲ ଟୋପିକ ଟା ନାଇଛୋନ୍ତି । ଜୟ ଜଗନ୍ନାଥ।
ଆପଣ ଅପ୍ରିୟ ସତ୍ୟ କଥା କହିଛନ୍ତି।ଯଥା ମରମ କଥା କହି ଛନ୍ତି, ଧନ୍ୟବାଦ୍। ଶ୍ରୀ ଜଗନ୍ନାଥ ମଙ୍ଗଳ କରନ୍ତୁ ଉତରୋତ୍ତର ଉନ୍ନତି କରନ୍ତୁ।
Jay Jagannath
17:01 Thank U sir for UR free and Frank journalism and presentation of true facts.
'ମୋହନ ବାଣୀ ' ନାମରେ ଏକ ପାକ୍ଷିକିଆ ବାଣୀ ଆରମ୍ଭ କରାଯାଉ।
ଆଜ୍ଞା ଅନେକ ଥର ସରକାରକୁ ଆସିବା ଆଗରୁ ଆପଣଂକ ଏଇ ଗୁମର କଥା କୁ ମୋର ପୂର୍ନ ସମର୍ଥନ... ଲୁଚା ଛପାରେ ନୁହେଁ 🙏🏻
ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା
ପୂରୁ ଓଡ଼ିଆଙ୍କର ମନବାଞ୍ଛା
ହାବେଳୀ ପଛରେ ଲାଗିଲା ନିଆଁ
ଏଥର ଫୁଟିବ ଛାମୁ ଛାନିଆ
😄😄
Bahut sunder
Right sir
ସରକାରୀ କର୍ମଚାରୀ ଅଫିସର କେବଳ ମିଛ କୁହନ୍ତି ଆଉ ସମସ୍ତେ ସତ କୁହନ୍ତି?
ସାର ମୋହନ ଚରଣ ମାଝୀ ସିନେମା ପରଦା ରେ କେବେ କରିବେ....? ଦୁର୍ନୀତି ବିଜେଡି ର ପରଦା କେବେ ଖୋଲିବ l ଗରୀଜିଲ୍ଲା ମେଘ ବରଷେ ନାହିଁ
ଜଦି ଭୁଲ ବସତ ବର୍ଷା ହୁଏ ତାହାହେଲେ ପ୍ରଳୟ ଆସେ ଦେଖା ଜାଉ କଣ ହେଉଛି ଏ ଠାରେ
ସାର ଆଜିର ଉପସ୍ଥାପନା ବହୁ ଉଚ୍ଚ କୋଟିର ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିଷ୍ପତ୍ତି ନେବାକୁ ସମୟ ଦରକାର ଦୃଢପଦକ୍ଷେପ ସ୍ୱାଗତଯୋଗ୍ୟ
ଆପଣଙ୍କ କଥାରେ ବହୁତଙ୍କର ପୋଡୁଛି। ପୋଡିବ ଏବଂ ପୋଡିବାବି ସ୍ଵାଭାବିକ। ଖାଇବାଟା ବା କିଛି ବିନା ଦେୟରେ ପାଇଯିବାର ମାନସିକତା ପ୍ରବଳ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସବୁ ବ୍ୟବସ୍ଥାର ଚିତ୍ର ଅତି ବିଚିତ୍ର ଥିଲା ଆଉରଙ୍ଗଜେବ ନବୀନ ବାବୁଙ୍କ ଶାସନରେ। ଓଡ଼ିଆ ଅସ୍ମିତା କ'ଣ ଜାରଜ ସନ୍ତାନ ବୁଝି ପାରିବେ କି? ଭାଜପା ବା ମୋହନବାବୁ କ'ଣ କରିବେ ବା ନ କରିବେ ସେଇଟା ସମୟ କହିବ। କିନ୍ତୁ ସତ କେବେ ଲୁଚି ରହେନା। ମହାପ୍ରଭୁ ସବୁ ଠିକ୍ କରିଦେବେ, ଏ ବିଶ୍ଵାସ ସମସ୍ତଙ୍କର ରହିବା ଦରକାର। ମୋ ପ୍ରଭୁଙ୍କୁ ଖେଳନା ଭାବି ଯାହା କରି ଯାଇଛନ୍ତି ତା'ର ଫଳ ତ ଫଳିବ। ଜୟ ଜଗନ୍ନାଥ।🙏🙏🙏🙏🙏
ଫିଲ୍ମ flop ହେବ ଆପଣ ଜାଣିପାରୁନାହାନ୍ତି?
Release heba ki nahin thik nahin,😆
ଆଜି ମଧ୍ଯ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଓଡିଶା ସରକାର ପାଳନ କରିଛନ୍ତି। (National Disaster Reduction Day and Odisha Disaster Preparedness Day)
ଭାଇ ଟିକେ ବୁଝି କହିବେ କି ଚଳିତ ବର୍ଷ ଭିଜିଲାସନ୍ସ ଦ୍ୱାରା ଧରା ପଡ଼ିଥିବା ସରକାରୀ ଅଧିକାରୀ ମାନେ ପୂର୍ବ ବର୍ଷ ଭିଜିଲାସନ୍ସ ସପ୍ତାହରେ ଦୁର୍ନୀତି ହଟାଇବାକୁ ଶପଥ ନେଇଥିଲେ କି ନାହିଁ.
ନବୀନ ବାବୁ ଓ ପାଣ୍ଡିଆନଙ୍କୁ ନେଇ ଯଦି କରିବେ ତେବେ ବିରି ମାଡରେ କୋଳଥ ଚେପା ନ୍ୟାୟରେ ସବୁ ଅଫିସର କର୍ମଚାରୀ ଠିକ୍ ହୋଇଯିବେ ।
ସିଧା ନବୀନ ଏବଂ ପାଣ୍ଡିଆନ୍ ଙ୍କୁ ଦୁର୍ନୀତି ପାଇଁ ଦାୟୀ କରିବା ଆବଶ୍ୟକ
You are right sir
JAI JAI SHREE JAGANNATH. ହଁ ହଁ ଭାଇ ଆପଣଙ୍କୁ ,ପରିବାର ବର୍ଗ ଙ୍କୁ ଏବଂ ଆପଣଙ୍କ କମୂପାନି ସମସ୍ତଙ୍କୁ ଆ
☀️ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ନଥିବା ହେତୁ ମୋଦୀ ଏବଂ ଶାହାଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ତାଙ୍କ ଅଗୋଚରରେ ଏଠି ବିଜେପିରେ ଥାଇ ବିଜେଡି ପ୍ରିତୀ ଦେଖାଉଥିବା ସେହି ଗାତୁଆ ମୂଷା ପାଇଁ ଚାଲିଛି ସବୁ ଅରାଜକତା.... କିନ୍ତୁ ଓଡ଼ିଶା ବିଜେପି ଦଳ ଜାଣିବା ଦରକାର ଯେ ଏସବୁ ଦ୍ୱାରା ନିଜ ପାଦତଳୁ ମାଟି ଖସି ଖସି ଯାଉଛି... !
Mind it BJD will not come to power, henceforth.
ଧୀର ପାଣି ପଥର କାଟେ🙌
Right 👍 Sir
ବାସ୍ତବିକ। ବିଚାରବିଭାଗୀୟ କମିସନ ଯଦି ମୋହନ ମାଝୀ ବସାନ୍ତି ତେବେ ଆମେ ଭାବିବୁଯେ ତାଙ୍କୁ ହେୟଜ୍ଞାନ କରିବା ମୁର୍ଖତା ର ପରିଚୟ। ଜୟ ଶ୍ରୀରାମ।
ଏହା ମୋହନ୍ ମାଝୀ ଙ୍କ ପାଇଁ ଏକ ବିରାଟ ପ୍ରଶ୍ନବାଚୀ।
Out standing news pranam sir.
Sir 🙏 .Very good 👍
ମୋଦିବାବୁ ସେଇ ସୁଯୋଗ ନେଉନାହାନ୍ତି କି?
ଓଡ଼ିଶାର ଅଧିକାଂଶ ଅମଲା ଏ ସରକାରକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି କି ଏ ସରକାରକୁ ଚଲେଇ ଦେବା ଅବସ୍ଥାରେ ନାହାନ୍ତି।
ପ୍ରଣାମ ଆଜ୍ଞା
ମୁଖ୍ୟମନ୍ତ୍ରୀ ଯାହା ଦୁର୍ନୀତି ନିବାରଣ ସପ୍ତାହ ରେ କହିଲେ ଏହା ଟ୍ରେଲର ଯେତେବେଳେ ଫିଲ୍ମ ଚାଲିବ ଯଦି ତା ଭିତରେ ପାଣ୍ଡିଆନ୍ ଓ ନବୀନ ବାବୁ ଆସିବେ ତା ହେଲେ ଜାଣିବା ବାସ୍ତବ ଫିଲ୍ମ ଦେଖେଇଲେ ମୋହନ ସରକାର ଆଶା ଏ ଆଖି ଦେଖିବ
ନବୀନ ର ରୋଜଗାର କଣ ଥିଲା ?
ଟପ ଲେବଲରୁ 3/4ଙ୍କୁ ଧରିଲେ, ସବୁ ହରଡକମ୍ପ, ସରକାରକୁ ଲୋକେ ଭଲ ପାଇବେ, ସରକାର ବଢିଆ ଚାଲିବ l
ଗୋଟିଏ କଥାକୁ ଅତି ରଂଜିତ ବାରମ୍ବାର ବାରମ୍ବାର କୁହନ୍ତୁ ନାହିଁ, ଭଲ ଲାଗୁନାହିଁ!
ଯେଉଁ ଆଶା ନେଇ ଲୋକମାନେ ସରକାର ବଦଳେଇଛନ୍ତି ତାହା ଫସର ଫଆଟିଲେ ଲୋକମାନେ ସରକାରଙ୍କୁ ଛାଡ଼ିବେ ନାହିଁ ।(ଦୁର୍ନୀତି ) ।
ସତ୍ଯାଶ୍ରୟୀ ମଣିଷ ଆଉ ପ୍ରାୟ ଦେଖା ଯାଉ ନାହାନ୍ତି ,ଶପଥ ପାଠ ମୂଲ୍ଯହୀନ ହୋଇ ଯାଇଛି କାରଣ ଆମର ଆଚରଣ ଠିକ ରହୁନାହିଁ ,ଲୋଭ କାରଣରୁ ଏମିତି ସବୁ ବିଡମ୍ବନା ।ଉପସ୍ଥାପନା ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ଯବାଦ।
Very nice sir
ଆଇନ କୁ ଲୁଚାଇ ରଖାଯାଇଛି
Sir cm pura sata kahichanti
Tike wait karantu🎉🎉
He is most welcome
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଜକୁ ଆବଶ୍ୟକତା ଠାରୁ ନିଜକୁ ଟିକେ ଅଧିକ ଶସ୍ତା କରି ଦେଉଛନ୍ତି. ଯଥା ଯାତ୍ରା ପେଣ୍ଡାଲରେ ସୁଭଦ୍ରା ଯୋଜନା ବିଷୟରେ କହିବା /ଦ୍ୱିତୀୟତଃ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା କିଛି ଜଣାପଡ଼ୁନାହିଁ /ମୋର ବିଶ୍ୱାସ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିପକ୍ଷରେ ବିଚାର ବିଭାଗୀୟ ତଦନ୍ତ କରିପାରିବେ ନାହିଁ , // ସେଭଳି ଦୃଢ଼ତା ଏବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନାହିଁ /
ଆଜି କାଲି NOC ଦବା ପାଇଁ ଖୋର୍ଦ୍ଧା CDMO ଦେଉନାହାନ୍ତି।
ନିର୍ଭିକ ସାମ୍ବାଦିକ ଯୋଉ ମାନେ କହୁଛନ୍ତି ସେମାନେ ଜାଣିଛନ୍ତି କି ନାହିଁ ଯେ ଏହି ମହାଶୟ ବିଜେପି ଠୁ କେତେ ପଇସା ପାଉଛନ୍ତି ଜାଣିଛ କି ଏବେକାର ସାମ୍ବାଦିକ ହଉଚିନ୍ତି ପଇସା ପାଇଁ ପାଗଳ ଏଇ ଲୋକ ସର୍ବାଗେ ରହିବ.
ଯେହେତୁ ପଣ୍ଡିଆନ ଙ୍କୁ ସୁରକ୍ଷ। ଦେଉଛନ୍ତି 5t ଦୁର୍ନୀତିକୁ କିଛି କରିପାରିବେ ନାହିଁ
ଓଡ଼ିଆ ହିସାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଫିଲ୍ମ ଦେଖିବାକୁ ଉତ୍ସୁକତାର ସହିତ ଅପେକ୍ଷାରେ ରହିଛୁ,କେବେ ଆଉ କୋଉ ପ୍ରେକ୍ଷା ଳୟରେ ମୁକ୍ତି ଲାଭ କରିବ
ବିଜୁ ତ ଓଡ଼ିଶା ରାଜସ୍ବ ନେଇ ୨ ପୁଅ ଝିଅ ଙ୍କୁ ପୋଷୁଥିଲ।
👍
ଦୁର୍ନୀତି ଲିପ୍ତ ରାଜନେତା/ ସରକାରୀ କର୍ମଚାରୀମାନଙ୍କୁ ଟ୍ରେଲର ଦେଖେଇବା କଣ ଆବଶ୍ୟକ, ଫିଲ୍ମ ଦେଖେଇବା ଉଚିତ୍। ଜନତା ସେଥିପାଇଁ ବିଜେପିକୁ ଭରଷା କରିଲେ । ବିଜେପିର କଛପ ଗତି ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି।
,ଭଲ କାମ ଯିଏ କରେ ସେ ଇତିହାସ ରେ ଅମର ହେଇଯାଏ
ମେରୁ ଦଣ୍ଡ ବିହୀନ ଥିଲେ. ଆମ ଓଡିଶା ର ମନ୍ତ୍ରୀ mla ମାନେ ଆପଣ ଯାହା କହୁଛନ୍ତି ପୁରା ସତ ଏବଂ ସତକଥା
ସେଇ ଆଉରେଙ୍ଗଯେବିଅ ଚିନ୍ତାଧାରା ଯୋଗୁ ଦଳର ଭବିଷ୍ୟତ ଲୋପ ପାଇଗଲା ଯେମିତି ମୋଗଲ ସାମାର୍ଯ୍ୟ ର ପତନ ହୋଇଥିଲା |
ଟଙ୍କା ପ୍ରଥମେ ତଳ ସ୍ତରରେ ଦିଆଯାଏ ନା ଉପର ସ୍ତର ରେ?
ଜାଣିଥିବେ ତ ନିଶ୍ଚିତ କହିବେ
Jayee Rajaguru janmadina aji
ଯଦିଓ ତଥ୍ୟଗତ ଦୃଷ୍ଟିକୋଣରୁ ଆପଣଙ୍କ ଆଲୋଚନା କେତେକାଂଶରେ ଗ୍ରହଣୀୟ ତାତ୍ଵିକ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ |
ଦୟାକରି ସେଥିପାଇଁ ଅଧିକ ଯତ୍ନବାନ ହେବେ ଆଶାକରେ |
I am well versed with this kind of manasikata. It is a matter of time. Prabhu will do the right thing at the right time. My 2cents. 🙏👍❤
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ।
ସଭାରେ ଦେଉଛନ୍ତି ବେଶୀ ବେଶୀ ଭାଷଣ।।
ଟ୍ରେଲର୍ ଛାଡି ସିନେମା ଆରମ୍ଭ କରନ୍ତୁ।
ନ୍ୟାୟିକ ତଦନ୍ତର ବି ଆଦେଶ ଦିଅନ୍ତୁ।।
ନେଡ଼ିଗୁଡ଼ ବୋହିଗଲେ କହୁଣୀକୁ ଥରେ।
ଅକାରଣେ ମଣିଷ ତ ଝୁରି ଝୁରି ମରେ।।
ବିଳମ୍ବରେ ଏବେ ଆଉ ନାହିଁ ପ୍ରୟୋଜନ।
ଶୀଘ୍ର ଜନତାଙ୍କ ହୁଅନ୍ତୁ ଆସ୍ଥାଭାଜନ।।
ଆଞ୍ଜା 🙏, ଦେଖିବେ କାର୍ତ୍ତିକେୟନ୍ କାର୍ତ୍ତିକ ହେଲା ଆଉ କିଛିଦିନ ପରେ ପାଣ୍ଡିଆନ୍ ଟା ପଣ୍ଡା ହୋଇ ପୁରା କାର୍ତ୍ତିକ ପଣ୍ଡା ହୋଇସାରିଥିବ ଆଫିଡେଭିଟ ହୋଇ , କେବଳ ଆଧାର ରେ ଠିକ୍ ଠାକ୍ ହୋଇଗଲେ ପୁରା ଓଡ଼ିଆ , ବାଂଲାଦେଶୀ ରୋହିଙ୍ଗିଆ ଆଧାର ଠିକ୍ କରି ପୁରା ଓଡ଼ିଆ ହୋଇଗଲେଣି , ସରକାର ଏବେଠାରୁ ସଚେତନ ନହେଲେ ଅନେକ ବିଘଟଣ ଘଟିବ କାର୍ତ୍ତିକ କାର୍ଯ୍ୟ ପରି 😢
ସୁଦର୍ଶନ ଚକ୍ରଧରି ମୋହନ ବହୁତ ଜଲଦି
Jay Maa Durgatinasini ❤❤❤❤❤
Thanks to Mohan Majhi for his valuable statement.God always be with him.
ଫିଲ୍ମଟା ରଙ୍ଗୀନ ପ୍ରିଣ୍ଟ ହେଲେ ଲୋକେ ଖୁସିହେବେ ଯଦି କଳା ଧଳା ପୁରୁଣା ରିଲର ଫିଲ୍ମ ହେଲା କଥା ସରିଲା.....
Wait and see the power will come through Maa Kichakeswari and Maa Tarini.
ମୋହନ ସରକାର ଶୀଘ୍ର ବିଚାରବିଭାଗୀୟ ତଦନ୍ତ ନବୀନା ଓ ପାଣ୍ଡୁ ବିରୁଦ୍ଧରେ ଶୀଘ୍ର ବସାନ୍ତୁ ତାପରେ ଯାଇ ଅସଲ ଫିଲିମ ଆମେ ଦେଖିବୁ
ସାର୍ କୋର୍ଟରେ ତ ପୁଣି ଗୀତା ରେ ହାତ ରଖି ମିଛ କହିବାକୁ ପଛାଉ ନାହାଁନ୍ତି । ଏଇ ଭଳିଆ ଲୋକଙ୍କ ପାଖରୁ କ'ଣ ଆଶା କରାଯାଇପାରେ ?
ମୋହନ୍ ମାଝିଙ୍କ ନିର୍ଦ୍ଧେଶିତ ପିକ୍ଚର୍ ରେ ମୋହନ୍ ମାଝୀ ନବିନ୍ ଓ ପାଣ୍ଡିଆନ୍ କୁ ଗୋଟିଏ ଗୋଟିଏ ଭୂମିକା ଦେବେ କି?
ଖାଲି ଅଫିସର କର୍ମଚାରୀ ମାନେ ଦୁର୍ନୀତି କରୁଛନ୍ତି ନା ମନ୍ତ୍ରୀ ନେତା ମାନେ ବି ଦୁର୍ନୀତି କରୁଛନ୍ତି |
ଦୟାକରି କହିବେ
ଆମେ ବୁଝି ପାରିଲୁନି ଆପଣ ମୋହନଙ୍କ ସପକ୍ଷରେ କହିଲେ ନା ନବୀନଙ୍କ ବିପକ୍ଷରେ କହିଲେ। ମୋହନଙ୍କୁ ଯେତେବେଳେ ତାଙ୍କ ମନ୍ତ୍ରୀ ମାନେ ଅଣଦେଖା, ହେୟଜ୍ଞାନ କରୁଛନ୍ତି ସେତେବେଳେ ଅନ୍ୟମାନେ କରିବା ସ୍ଵାଭାବିକ। ଆମେ ଦେଖୁଛୁ ମୁଖ୍ୟମନ୍ତ୍ରୀ ସଭାକୁ ପ୍ରଥମେ ଆସୁଛନ୍ତି, ଡକା ହେଲେ ମନ୍ତ୍ରୀ ଆସୁଛନ୍ତି। ଆମେ ସେଇ ଫିଲ୍ମକୁ ଅପେକ୍ଷା କରୁଛୁ ଯେଉଁଥିରେ ମୋଦୀ - ଶାହା - ପାଣ୍ଡୁ - ଶାହା କମ୍ପାନୀରେ ଥିବା ପାଣ୍ଡୁ ର ଭାଈ - PMO ମିଶ୍ର - ପ୍ରଭାକରନ୍ - ଧର୍ମେନ୍ଦ୍ର ଙ୍କ ଅଭିନୟ ଥିବ। ମୋ ମତରେ କିଛି ହେବ ନାହିଁ, ଝାଡ଼ଖଣ୍ଡ ନିର୍ବାଚନ ପରେ ମୋହନ ମୁଖ୍ୟମନ୍ତ୍ରୀ ଥିବେ କି ନା ସନ୍ଦେହ।
ସାର୍ ଆପଣଙ୍କ ଯୁକ୍ତି ଏକଦମ୍ ଜତାର୍ଥ, କିନ୍ତୁ ବିଜେପି ରାଜନୀତି ରେ ଭଲ ଗୋଟି ଚାଳନା ଜାଣିଛି,
ଧୀରେ ଧୀରେ ଅଫିସର ମାନଙ୍କୁ ଭିଜିଲାନ୍ସ ଡ଼ର ଦେଖେଇ ପୂର୍ବ ସରକାର ପନ୍ଥି ରୁ ଦୁରେଇବେ।
ନ ହେଲେ ସିଧା ସିଧା ଯଦି ବଡ଼ ମୁଣ୍ଡ କୁ ଧରା ହୁଏ ତେବେ ଓଡ଼ିଶା ରେ ଦଙ୍ଗା ପରିସ୍ଥିତି ଆସିପାରେ। ଏବେ ବି ଓଡ଼ିଶା ବାସି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି ବୋଲି ପ୍ରତିଦିନ ବିଜେଡି IT ସେଲ୍ ଲାଗିପଡିଛନ୍ତି ଦେଖେଇ ହେବାରେ।