ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
❤️❤️❤️❤️👍
Hiii
Very nice
ଗଜପତି ଶିପ୍ରାଙ୍କୁ ଖୋଜୁ ଥିଲି ମୁଁ । 2. ଜଜ୍ ମାନଙ୍କୁ କହିବା ପାଇଁ (ମୁଁ ଭୁଲ ହୋଇପାରେ) ମନେକରେ ଯେ ଯଦି କୋଉଠି ନା କୋଉଠି ଭୁଲ ଅଛି ଧରିପାରୁ ନାହାନ୍ତି ତହା ହେଲେ ତାଙ୍କୁ ସୁଯୋଗ ଦିଆଯାଉ। ଗାଲା ରାଉଣ୍ଡ କିମ୍ବା ଗ୍ରାଣ୍ଡ ଫାଇନାଲରେ ପ୍ରଥମ 1.2. କିମ୍ବା ଦ୍ବିତୀୟ 1. 2. ଏମିତି କରି ପାରିବେ। 2. ଗୋଟିଏ ସବ୍ ଜୁନିୟର ଗ୍ରୁପ୍ କରାଯାଉ, ଫଳରେ ଅଧିକରୁ ଅଧିକ ଶିଶୁ ଯୋଗ ଦେବେ ସେମାନେ ବଡ ହେଲେ ମଞ୍ଚ ଦୂଲୂକେଇବେ। 3. ପ୍ରଥମ ଦ୍ବିତୀୟ ଅଡିସନ୍ ରେ ଯେଉଁ ମାନେ ଗ୍ରାଣ୍ଡ ଫାଇନାଲରେ ନାଚି ଥିଲେ ଅଳ୍ପକେ ପୁରଷ୍କାର ପାଇ ପାରି ନଥିଲେ କିନ୍ତୁ ଭଲ ପରିବେଷଣ କରିଥିଲେ ସେମାନଙ୍କୁ ଅତିଥି କରି ଡାଯାଉ ଏବଂ ସେମାନଙ୍କ ର ଭଲ ନ୍ରୁତ୍ୟ ଆମେ ଦର୍ଶକଙ୍କ ପାଇଁ ପ୍ରଦର୍ଶନ କରାଯାଉ। 4. ଲୁକ୍କାୟିତ କଳାର ପୁନରୁଦ୍ଧାର ଏବଂ ପରିପ୍ରକାଶ ପାଇଁ ସୀତାରାମ ଅଗ୍ରବାଲ ଏବଂ ନମିତା ମାମ୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଜୟ ଶୀଜଗନ୍ନାଥ।