Punarjanma boli kichi nahi | ପୁର୍ନଃଜନ୍ମ ବୋଲି କିଛି ନାହିଁ ! Dharma Judhha -ଧର୍ମଯୁଦ୍ଧ | Sidharth Bhakti

แชร์
ฝัง
  • เผยแพร่เมื่อ 9 ก.ค. 2021
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ପୁର୍ନଃଜନ୍ମ ବୋଲି କିଛି ନାହିଁ !
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ବିଦ୍ୟୁତ୍ ପ୍ରଭା ମିଶ୍ର,ସୁରେନ୍ଦ୍ର ନାଥ ଛୋଟରାୟ,
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ଶ୍ରୀନିଵାସ ଆଚାର୍ଯ୍ୟ, ମାନସ ଦାସ (ରାମାୟଣୀ)
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on TH-cam to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal
  • บันเทิง

ความคิดเห็น • 197

  • @artabandhu1943
    @artabandhu1943 4 หลายเดือนก่อน

    ବହୁତ ସୁନ୍ଦର ଆଲୋଚନା ଜୟ ଜଗନ୍ନାଥ

  • @BinodiniMeher-kj2ei
    @BinodiniMeher-kj2ei 3 หลายเดือนก่อน

    Aachhi

  • @pradeepnayak9988
    @pradeepnayak9988 7 หลายเดือนก่อน

    JAY JAGANNATH

  • @tapanrana1637
    @tapanrana1637 2 ปีที่แล้ว

    Nice Sir

  • @akchannel621
    @akchannel621 2 ปีที่แล้ว

    🙏🙏🙏🙏🙏

  • @rabindrakumarmohanty9415
    @rabindrakumarmohanty9415 3 ปีที่แล้ว +6

    ସହଜେ ତ ହିନ୍ଦୁ ଧର୍ମ ପରି ଏକ ପ୍ରାଚୀନ ସନାତନ ଧର୍ମ ଆଜି ବିଲୁପ୍ତ ପ୍ରାୟ। ହିନ୍ଦୁ ମାନଙ୍କ ମଧ୍ୟରେ ଏହିପରି ଦି ମତ ବାଦ ଯୋଗୁ। ସବୁ ଧର୍ମ ର ଲୋକେ ସେ ମାନକଂ ର ଧର୍ମ ଶାସ୍ତ୍ର କୁ ମାନନ୍ତି। କିନ୍ତୁ ଦୁଃଖର କଥା ଆମ ହିନ୍ଦୁ ଧର୍ମ ର ରେ ଅନେକ ମତ ବାଦି। ପ୍ରତେକ ହିନ୍ଦୁ ଆମର ମହାନ ଗ୍ରନ୍ଥ ଗୀତା କୁ ବୁଝିବା ଦରକାର। ଗୀତା ର ପ୍ରତେକ ଶବ୍ଦର ଅର୍ଥ ମୂଲ୍ୟ ବାନ ମଣିଷ ଶୃଙ୍ଖଳିତ ହୋଇ ଚଳିବା ପାଇଁ ଦିଗ୍ଦର୍ଶନ ଦେଇଥାଏ। ଏହି ମହାନ ଗ୍ରନ୍ଥ କୁ ଅନୁସରଣ କରନ୍ତୁ ଦୟା କରି ଏହାକୁ ବିବାଦୀୟ କରିବା ର ଅପଚେଷ୍ଟା କରନ୍ତୁ ନାହିଁ। ବହୁତ ଞାନି ପଣ୍ଡିତ ଗୀତାର ର ସିଦ୍ଧାନ୍ତ କୁ ସିଉକାର କରିଛନ୍ତି।

  • @dinabandhupanda7054
    @dinabandhupanda7054 ปีที่แล้ว

    ଏଥିପାଇଁ ଅନେକ ପ୍ରମାଣ ଶାସ୍ତ୍ର ପ୍ରମାଣିତ କରିଛି !....

  • @nirmalashaoo2284
    @nirmalashaoo2284 2 ปีที่แล้ว

    Right

  • @tapanrana1637
    @tapanrana1637 2 ปีที่แล้ว

    That's all right👌

  • @BinodiniMeher-kj2ei
    @BinodiniMeher-kj2ei 3 หลายเดือนก่อน

    👃👃

  • @basantakumarbarik
    @basantakumarbarik ปีที่แล้ว

    Yes

  • @golapnanda3512
    @golapnanda3512 3 ปีที่แล้ว

    ବହୁତ୍ ସୁନ୍ଦର୍ ତାତ୍ତ୍ବିକ ଆଲୋଚନା। ଶୁଣି ବାକୁ ଭଲ ଲାଗୁଛି

  • @sipundas9474
    @sipundas9474 ปีที่แล้ว +1

    ଯାହା ହେଉଆଚାର୍ଯ୍ୟମହାଶୟ ମାନେ ଯେଉଁ ଆଲୋଚନାକଲେ,ଆତ୍ମାରପୂର୍ଣ୍ଣରଜନ୍ମ ଅଛିନାନାହି।
    ଏଆଲୋଚନା ଯାଣିବାରକଥାଵହୁତଭଲ,ଲାଗିଲା।ଆଜ୍ଞାଏହିଆଲୋଚନାଵିଷୟରେ,ପ୍ରମାଣମିଳିପାରିଲାନହି।ପରମୂହୂତ୍ତକୁଅପେକ୍ଷାକଲୁ।କିନ୍ତୁ ଦର୍ଶନଶାସ୍ତ୍ର,ଓପୈ।ରାଣୀକକୁହନ୍ତୁଅତେଏଵଭାଗବତ
    ଏହିସବୁ, ଗ୍ରନ୍ଥ ମାନଙ୍କରେ ସମାଜକୁ ଯେଉଁ ଶିକ୍ଷା
    ଦେଇ ଯାଇଛନ୍ତି ଆଜ୍ଞା,ତାକଣମିଛ,ଆପଣକହୁଅଛନ୍ତି।
    ଆତ୍ମାଗୋଟିଏଘଟରୁପରିତ୍ୟାଗକରିଅନ୍ୟଘଟରେ।
    ସ୍ଥାପନହେଉଛି।ଆଜ୍ଞା ଆମେ ସାଧାରଣ ଅଜ୍ଞାନୀ।ଵୁଝିଵୁକଣ।ଏଣୁଏହିସିଦ୍ଦାନ୍ତରେଉପନୀତହେଲୁକି।
    ଜୀଵରପୂର୍ଣ୍ଣରଜନ୍ମ ଅଛି,,,,,ଜୟଜଗନ୍ନାଥନମହ

  • @pintudehury7068
    @pintudehury7068 ปีที่แล้ว +3

    ପୂର୍ଣ ଜନ୍ମ ଅଛି ଜୟ ଶ୍ରୀ କ୍ରିଷ୍ଣା 🙏🙏🙏🙏

  • @jagabandhudas601.
    @jagabandhudas601. 3 หลายเดือนก่อน

    ଧନ୍ୟ ତୁମର ସଭା,ଧନ୍ୟ ତୁମର ଜ୍ଞାନ ର ପରିଭାଷା ପରନ୍ତୁ ଜଣେ ବି କେହି ସଠିକ ଉତ୍ତର ପ୍ରଦାନ କଲ ନାହିଁ,ଯେତେ ଜ୍ଞାନ ଅର୍ଜନ କର ଯଦି ବାସ୍ତବିକ ଜ୍ଞାନ କୁ ଜାଣିପାରିଲନି ତାହାଲେ ସେ ଜ୍ଞାନ ଆହରଣ ଗ୍ରହଣ କରି ଲାଭ ବା କଣ

  • @ombashudev5402
    @ombashudev5402 7 หลายเดือนก่อน

    ଏହି ଅମୂଲ୍ୟ ଆଲୋଚନା ରେ ଅଂଶଗ୍ରହଣ କରିଥିବା ପଞ୍ଚରତ୍ନ ମାନଙ୍କୁ ଅନେକ ଅନେକ ଧନ୍ୟବାଦ୍। ଆପଣ ମାନଙ୍କ ତର୍କ ମଧ୍ୟରୁ ଜଣାଯାଏ ପୁନର୍ଜନ୍ମ ଅଛି।🙏🙏🙏🙏

  • @ganeshpanigrahi2724
    @ganeshpanigrahi2724 3 ปีที่แล้ว

    ଜୟ ଶ୍ରୀଜଗନ୍ନାଥ ସ୍ୱାମୀ...
    ହୃଦୟସ୍ପର୍ଶୀ ହୋଇପାରିଛି...
    ଧନ୍ୟବାଦ...

  • @bijaykumarswain1527
    @bijaykumarswain1527 3 ปีที่แล้ว +2

    ଏହା ଏକ ଅତି ଗୁଡରହସ୍ୟାତ୍ମକ ବିଷୟ। ଏହା ସାହିତ୍ୟ ଆଲୋଚନା ନୁହେଁ।

    • @rajendraswain5470
      @rajendraswain5470 3 ปีที่แล้ว

      Yes.it is to be discussed with scientist based on life science especially by social scientist.

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Anu paramanu elcotrone proteen❤

  • @bhagabatanayak4162
    @bhagabatanayak4162 3 ปีที่แล้ว +2

    Debate is very much appreciated.thanks .

  • @BikashKumar-gt8gl
    @BikashKumar-gt8gl 3 ปีที่แล้ว +1

    Jay jagannth

  • @alhadamahanta8591
    @alhadamahanta8591 ปีที่แล้ว

    No death no criminal no jail no fassi

  • @BinodiniMeher-kj2ei
    @BinodiniMeher-kj2ei 3 หลายเดือนก่อน

    Think kahu6anti

  • @kumadinipradhan7564
    @kumadinipradhan7564 3 ปีที่แล้ว

    ଜୟ ଜଗନ୍ନାଥ 🙏🙏

  • @umeshchandranayak3214
    @umeshchandranayak3214 3 ปีที่แล้ว +1

    Worthy discussion

  • @pravakarsahu1979
    @pravakarsahu1979 3 ปีที่แล้ว +1

    Very good discussion , I like it .

  • @ramachandramishra4998
    @ramachandramishra4998 3 ปีที่แล้ว +1

    Excellent conversation

  • @pravakarsahu1979
    @pravakarsahu1979 3 ปีที่แล้ว

    Thanks for discussion .

  • @niranjannayak5969
    @niranjannayak5969 3 ปีที่แล้ว +5

    ମୁନି ,ଋଷି ,ସାଧୁ, ସନ୍ଥ ,ଯେଉଁ ପୁରାଣକୁ ଯୁଗ ଯୁଗ ବର୍ଷ ବର୍ଷ ଧରି ତପସ୍ୟା କରି ଆମ ମାନବ ସମାଜର ମଙ୍ଗଳ ପାଇଁ ରଚନା କରିଥିଲେ, ଆମ ଆଧୁନିକ ପଣ୍ଡିତ ତାହା ଗ୍ରହଣ କରିବା ପାଇଁ ଏକ ମତ ନୁହଁନ୍ତି ।ଆମ ମହାନ ପଣ୍ଡିତ ଯଦି ଏପରି ମତାମତ ଦିଅନ୍ତି, ତେବେ ଏହା ସମାଜରେ କି ପ୍ରକାର ପରିବର୍ତ୍ତନ ଆସିବ ସମୟ କହିବ ।ଏପରି ମତ ହୁଏତ ପୁରାଣକୁ କ୍ଷତ ବିକ୍ଷତ କଲାପରି ମନେ ହେଉଛି ।ଏପରି ଆଲୋଚନା କରି ଆପଣମାନେ ସମାଜକୁ କେଉଁ ବାଟରେ ନେବାପାଇଁ ଚାହୁଁଛନ୍ତି ଜାଣି ହେଉନି ।ପୁରାଣରୁ ସଂସ୍କାର ଶିକ୍ଷା ମିଳିଥାଏ, କିନ୍ତୁ ଆପଣମାନେ ସମାଜକୁ କୁ ସଂସ୍କାର ପଥରେ ଯିବା ନିମନ୍ତେ ଏପରି ଆଲୋଚନା କରୁଛନ୍ତି ।ପୁରାଣକୁ ଅପମାନିତ କରି ନିଜର ମାନବିକତା ହରାଉଛନ୍ତି କାହିଁକି ? କେତେ ତର୍କବାଲା ମାଟିରେ ମିଶିଗଲେଣି ,କିନ୍ତୁ ପୁରାଣ ଭାଗବତ ଜୀବନ୍ତ ରହିଛି ।

  • @biramkumarmandal4669
    @biramkumarmandal4669 3 ปีที่แล้ว +4

    ଯୋଦ୍ଧା ମାନଙ୍କୁ 🙏🙏🙏🙏
    ବିଚାରପତିଙ୍କୁ🙏!

  • @manoramarout7707
    @manoramarout7707 3 ปีที่แล้ว

    OPP Loolop

  • @sankarsahu570
    @sankarsahu570 3 ปีที่แล้ว +3

    ଜଡ ଶରୀର,ଅହଂକାର ଓ ଆତ୍ମାର ସଂଯୋଗରେ ଜୀବ ସୃଷ୍ଟି। ଆତ୍ମା ଅଜର,ଶରୀର ଜଡ; କିନ୍ତୁ ଅହଙ୍କାର ସବୁ ନାଟର ଗୋବର୍ଦ୍ଧନ। ଅହଙ୍କାର ଯୋଗୁଁ ଜୀବର ବାରମ୍ବାର ଜନ୍ମ ହୁଏ।

    • @rajendraswain5470
      @rajendraswain5470 3 ปีที่แล้ว

      ଜୀବ ମଲ।ପାରେ ଏହାର ପ୍ରତ୍ୟେକ କଣିକା ପାଣି ଅବ। ପବନ ଅବ। ଉଭୟ ରେ ମିଶିଯାଏ ଓ ପରେ ଅନ୍ୟ ଜୀବ ମାନଙ୍କରେ ମିଶି ବା ପାଇଁ ଉପଯୁକ୍ତ ହୁଅନ୍ତି।

  • @raghunathsabar979
    @raghunathsabar979 2 ปีที่แล้ว

    Pandit Jitu Das nku anantu please....

  • @user-ce4uo1nu8x
    @user-ce4uo1nu8x 5 หลายเดือนก่อน

    ପ୍ରଥମ କଥା ହେଉଛି ସିଦ୍ଧାର୍ଥ ଭକ୍ତି ଟିଭି ଏହି କାର୍ଯ୍ୟକ୍ରମର ଶୀର୍ଷକ ଧର୍ମ ଯୁଦ୍ଧ ପରିବର୍ତ୍ତନ କରି ଧର୍ମ ମନ୍ଥନ/ଧର୍ମ ଅନ୍ବେଷଣ କିମ୍ବା ଅଉ କିଛି ରଖାଯାଉ।କାରଣ ଏଠି ଯୁଦ୍ଧ ହେଉ ନାହିଁ।କାରଣ ଯୁଦ୍ଧ ଆମକୁ ସର୍ବନାଶ ଆଡ଼କୁ ନେଇଥାଏ। ଏହି କାର୍ଯ୍ୟକ୍ରମରେ ଯେଉଁ ଜ୍ଞାନୀ ଗୁଣୀ ଲୋକମାନେ ବକ୍ତା ଭାବରେ ଯୋଗଦାନ ଯୋଗଦାନ କରିଛନ୍ତି ସେମାନଙ୍କୁ ଏବଂ ଆୟୋଜ ଉଭୟେ ଏଥିପ୍ରତି ଧ୍ୟାନ ଦେବେ।

  • @nirmalashaoo2284
    @nirmalashaoo2284 2 ปีที่แล้ว

    Soul is trancforedsoul to soul.

  • @laxmidharbarik5847
    @laxmidharbarik5847 3 ปีที่แล้ว +1

    🙏🙏🙏🌺🌺🌺

  • @rishikesh4340
    @rishikesh4340 3 ปีที่แล้ว +9

    ଯଦି ଜନ୍ମ ପରେ ମୃତ୍ୟୁ ଆଉ ମୃତ୍ୟୁ ପରେ ପୁଣି ଜନ୍ମ
    ଏହା ସର୍ବଦା ଏକ ଚକ୍ରାକାର ରେ ଚାଲିଛି ଆଉ ଚାଲୁଥିବ ମଧ୍ଯ ତେବେ ମୋକ୍ଷ ପ୍ରାପ୍ତି କଣ ?

    • @priyacharandas653
      @priyacharandas653 ปีที่แล้ว

      ଜନ୍ମ ମୃତ୍ୟୁ ଆଦି ସଂସାର ଚକ୍ର ରୁ ନିବୃତ୍ତି ଏବଂ ଜୀବାତ୍ମା ପରମାତ୍ମା ଙ୍କ ଠାରେ ଲିନ ହେବା ଏହା ହିଁ ପ୍ରକୃତ ମୋକ୍ଷ ପ୍ରାପ୍ତିର ମାର୍ଗ । ଜୟ ଶ୍ରୀ ଜଗନ୍ନାଥ

  • @brikbahadur189
    @brikbahadur189 2 ปีที่แล้ว

    Good discussion

  • @brundabananag3837
    @brundabananag3837 2 ปีที่แล้ว

    ପୋଥିଗତ ବିଦ୍ୟା

  • @parikshitdash6970
    @parikshitdash6970 2 ปีที่แล้ว

    Good news

  • @thevawzen01
    @thevawzen01 ปีที่แล้ว

    Rebirth is 100percent

  • @rajivnayak603
    @rajivnayak603 3 ปีที่แล้ว +1

    Happy Rath Yatra

  • @pabitrabiswal9744
    @pabitrabiswal9744 3 ปีที่แล้ว

    🙏

  • @jagmohanm4424
    @jagmohanm4424 ปีที่แล้ว

    JIE JANMA NAHI AJNMA SIE HI ALEKHA JAHARA.LEKHA NAHI SIE ALEKHA .( BEDA LATA ) NIRBED KU KHOJANTU SIR MANE

  • @bibhudattabehera4034
    @bibhudattabehera4034 3 ปีที่แล้ว

    Very nice discussion

  • @bkprerana5157
    @bkprerana5157 3 ปีที่แล้ว +1

    Aapana mane jukti jukta katha pramana re miliba 🙏🙏🙏Plz

  • @prakashsahoo3236
    @prakashsahoo3236 ปีที่แล้ว

    Jadi purnakanm nahi surendra sir au madm continue manish janma re thile ki sia au maribeni sia amara hiki rahibe

  • @aswanipradhan8749
    @aswanipradhan8749 2 ปีที่แล้ว

    Aatma papo kori jodi posu janmo nia taha hele posu koi prokare dharmo komo kola je monis jonmo paila a

  • @smrutiranjanbrahma4566
    @smrutiranjanbrahma4566 2 ปีที่แล้ว

    Nice

  • @dambarubehera3149
    @dambarubehera3149 4 หลายเดือนก่อน

    ଅନ୍ଧ ସବୁ ଅଣ୍ଡାଳି ହଉଛନ୍ତି

  • @biswanathsardarbsardar1069
    @biswanathsardarbsardar1069 2 ปีที่แล้ว

    Purbba janma bali manile pachha janmare kan thile kahiparibe .

  • @santoshpattnayak2589
    @santoshpattnayak2589 2 ปีที่แล้ว

    ବଡ଼ ଆଶ୍ଚର୍ଯ୍ୟ ! ଏ ଦୁଇଜଣ ମାନିନେଲି ପୁନଃଜନ୍ମ ନାହିଁ ବୋଲି । ସାଧାରଣ ଜ୍ଞାନ କହୁଚି ଅଛି । ଏଠି ଯୋଉ ବାରମ୍ବାର ଆତ୍ମା କଥା ଉଠିଲା ତାହା ପ୍ରାସଙ୍ଗିକ ନୁହେଁ ।

  • @trilochannayak9749
    @trilochannayak9749 3 ปีที่แล้ว +2

    ଶରୀ ର ର ଜନ୍ମ ଅଛି | ଏହା ନିଶ୍ଚିତ

  • @raghunathadas3740
    @raghunathadas3740 3 ปีที่แล้ว

    hare krishna B. gitaku guru parampara anusare garhan kara tebe jai sidhantare pahanchiba nachet aneka acharya aneka mata pradan karanti sidhanta re upanita asambhaba.

  • @dambarubehera3149
    @dambarubehera3149 4 หลายเดือนก่อน

    ଅଲପିଆ ଜ୍ଞାନୀ ଗଣ୍ଡାକୁ ଧରି ଘାଲି ହେନାରେ ଜାଙ୍ଗୁ

  • @dambarubehera3149
    @dambarubehera3149 4 หลายเดือนก่อน

    ଜନ୍ମ ଯଦି ନାହିଁ, ଜଗତ ଆଗକୁ ଯିବାର chance ନାହିଁ

  • @naraharijena9069
    @naraharijena9069 3 ปีที่แล้ว

    J

  • @Jay-rz2cg
    @Jay-rz2cg 3 ปีที่แล้ว

    Jay jagannath Jay jagannath Jay jagannath

  • @jyotiprakashdash8265
    @jyotiprakashdash8265 2 ปีที่แล้ว

    Pranam sir mu pandita mananku pacharibaku icha karuchi ki - Jadi punar janma nahe tabale kasi Raj nka kanya amba devi kemti srikhandi haiki janma hele then jadi punarjanma achi tahale manusya all mokhya ra margaku haiki Madhya puni kichi dine raheke feri acuchi kn pain aham Bramhaasmine mane kn rahela mu ta bramhanka ansa / part of body ta mu janma mrutyu kn pain hauchi mu kn kahethile mate janma mrutyu deantu ame God nka all Priya patra ta se amaku janma mrutyu kn pain daichanti sir bhautika gyana pare bahut kichi rahuchi and ame ate gyani loka nuhe ki ame God nka tiari bramhnda ku bakhya karipariba so se kahuchanti,,, mo Maya mate agochara kahubujhiba Chara Nara gote ward re kaheba bhala ki Biswase milaye Hari takre bahudura sunder discussion kale pandita mate 🙏

  • @jayasavarasavara2490
    @jayasavarasavara2490 2 ปีที่แล้ว

    🙏🙏🙏🙏🙏🌹🙏🙏🙏🙏🙏

  • @laxmidharbarik5847
    @laxmidharbarik5847 3 ปีที่แล้ว

    🙏🙏🙏🙏🌺🌺🌺🌺

  • @TheLifeVibes
    @TheLifeVibes ปีที่แล้ว

    ପୁନର୍ଜନ୍ମ ନାହିଁ ଯଦି ତାହେଲେ ଚୋରି ଡକାୟତ ଲୁଟ ମାର ସବୁ କରି ଚାଲ କିଛି ହେବାର ନାହିଁ

  • @samalsamal5536
    @samalsamal5536 3 ปีที่แล้ว

    Jay jagnnath

  • @kishorechpradhan4305
    @kishorechpradhan4305 2 ปีที่แล้ว

    Purnajanama achhi bhala amta ra mukhya hue 84 joni pare manisa janama mahitale kemiti Gita kahuchi🙏

  • @baishnabcharansahoo9119
    @baishnabcharansahoo9119 ปีที่แล้ว +1

    ଯେଉଁ ବ୍ୟକ୍ତି ମାନେ ମାନନ୍ତି ଯେ ପୁନ ର ଜନ୍ମ ଅଛି,ତାହାହେଲେ ସେମାନେ କହି ପାରିବେ କି ସେମାନଙ୍କ ପୂର୍ବ ଜନ୍ମ କଣ ଥିଲା? ଏହା କିନ୍ତୁ ପ୍ରମାଣ ସହିତ ଦେବା ଉଚିତ।

  • @muchiramhembram6268
    @muchiramhembram6268 2 ปีที่แล้ว +1

    ପୂନର୍ଜନ୍ମ ଅଛି, ଆତ୍ମା ଅବିନାଶୀ ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ସତ କିନ୍ତୁ ତାହାର କ୍ରିୟାଶୀଳ କର୍ମ ନେଇ ପରିବର୍ତ୍ତନ କରୁଥିବା ନୂତନ ଜଡ ଶରୀରରେ ପ୍ରବେଶ କରି ଶରୀର ରୂପରେ ଧାରଣ କରି ଯେଉଁ ଶରୀର ଜନ୍ମଗ୍ରହଣ କରେ ତାହା ହିଁ ପୂନର୍ଜନ୍ମ କୁହାଯାଏ। ଯଦି ଆତ୍ମାର ପୂନଃ ଫେରସ୍ତ ନ ଥାଏ ତେବେ ଶରୀର ଆସିବ କେଉଁଠି ଅଥବା ଶରୀର ମୃତ୍ୟୁ ପରେ ଆତ୍ମା ଯାଉଛି କେଉଁଠି? ଓ ରହୁଛି କେଉଁଠି? ଏଠାରେ ଆମେ ସିଧାସଳଖ ବୁଝୁ ଯେ କେବଳ ଶରୀରର ଜନ୍ମ ମୃତ୍ୟୁର ପ୍ରକ୍ରିୟା ହିଁ ପୂନ଼ଃ ଜନ୍ମ ଅଟେ। ଯଦି ଏହାବି ଗ୍ରହଣ କରା ନ ଯାଏ ତେବେ ଆତ୍ମା ରହୁଛି କେଉଁଠି? ମୋ ମତରେ ପୁନଃ ଜନ୍ମ ଏକ ଧୃବ ଅଟେ।

    • @milibiswal1195
      @milibiswal1195 ปีที่แล้ว

      ଅତି ସୁନ୍ଦର ଭାବରେ ଵୁଝାଇ ଦେଲେ ଅତିସୁନ୍ଦର

  • @Abhimanyu97762
    @Abhimanyu97762 2 ปีที่แล้ว

    ମହାପୁରୁଷ ଅଚୁତା ନନ୍ଦ ଲେଖିଛନ୍ତି ପୁରାଣ କୁ କେହି ଠିକ ସେ ବୁଝି ପାରିବେନି ଭିର୍ଣ୍ଣ ଭିର୍ଣ୍ଣ ଆଲୋଚନା କରିବେ ଯୋଉ ମହାଶୟ ବେଦ କଥା କହୁଛନ୍ତି ବେଦ କୁ ସିଧା କେହି ବୁଝି ପାରିବେନି ସେଥିପାଇଁ ସବୁ ବେଦ ର 4 ଲେଖା ଉପନିଷଦ ଅଛି

  • @nirmalashaoo2284
    @nirmalashaoo2284 2 ปีที่แล้ว

    My quarter what is thefirstborn is first body .is first soul.

  • @BinodiniMeher-kj2ei
    @BinodiniMeher-kj2ei 3 หลายเดือนก่อน

    Jannm nahele ta samsara Khali rrahijiba

  • @rabindrakumarmohanty9415
    @rabindrakumarmohanty9415 3 ปีที่แล้ว +11

    ହିନ୍ଦୁ ଧର୍ମ ର ମହାନ ଗୀତା ପାଠ କରିବା ଉଚିତ୍। କାହିଁକି ପୁନର୍ଜନ୍ମ କଥା ଗୀତା ରେ କୁହାଯାଇଛି ପ୍ରାରବଧ କର୍ମ ର ଫଳ ଏ ଜନ୍ମ ରେ ଆମେ ଭୋଗ କରୁଛନ୍ତି। ଯଦି ଆମେ ପୁନର୍ଜନ୍ମ ରେ ବିଶାସ ନରଖିବା ତେବେ ମଣିଷ ବିଭିନ୍ନ କୁ କର୍ମ ରେ ଜଡିତ ହେବ। କାରଣ ଏ ଜନ୍ମ ର କର୍ମ ଆମେ ଆସନ୍ତା ଜନ୍ମ ରେ ଭୋଗ କରିବାକୁ ପଡିବ। ଏହା ଭାବି ମନୁଷ୍ଯ କୁ କର୍ମ କରିବ ନାହିଁ।

  • @akchannel621
    @akchannel621 ปีที่แล้ว

    Plz plz plz plz plz 🙏🙏🙏🙏🙏 sitaram Babu ehi dharama yuddha apan punrbar chalu karantu 🙏🙏🙏🙏

  • @batakrishnanath3653
    @batakrishnanath3653 3 ปีที่แล้ว +1

    ଆମ ହିନ୍ଦୁ କେବଳ ହିଁ କୁହେ ପୂନଜମ୍ନ ଅଛି ! ଆଉ କଉଧର୍ମରେ ନାହିଁ

    • @priyacharandas653
      @priyacharandas653 ปีที่แล้ว

      ଧର୍ମ କହିଲେ କେବଳ ଗୋଟିଏ ତାହା ହେଉଛି ସନାତନ ଧର୍ମ । ଯାହା ଅନାଦି, ଅନନ୍ତ, ସତ୍ୟ ସ୍ବରୂପ ତାହା ହିଁ ପ୍ରକୃତ ସନାତନ ଧର୍ମ । ଜୟ ଶ୍ରୀ ଜଗନ୍ନାଥ

  • @manasranjanrout7125
    @manasranjanrout7125 3 ปีที่แล้ว

    Pruna janma jadi achhi hele ame kahniki purba janma ra Katha mane pade nahi

    • @santanukumarnayak8233
      @santanukumarnayak8233 3 ปีที่แล้ว

      Vai vala katha pacharicha tama question ra answer gita re achi gote words jatismra boli jau mane jatismra semane eie janma katha ba guna para janma re janiparanti

  • @dhaneswarsahu3024
    @dhaneswarsahu3024 2 ปีที่แล้ว

    ପୁନର ଜନ୍ମ ଅଛି

  • @rajasriratha5385
    @rajasriratha5385 2 ปีที่แล้ว

    Garuda purana ade jaunahanti agyqn achi na nai janapadijiba

  • @laxmipriya6043
    @laxmipriya6043 3 ปีที่แล้ว +2

    ସବୁ ଅର୍ଥ ର ଅନର୍ଥ ଆଲୋଚନା କଣ jatai ବାକୁ ଚାହୁଁଛି stv ବିନାଶ କାଳେ ବିପରୀତ ବୁଦ୍ଧି

  • @bikashdash4152
    @bikashdash4152 3 ปีที่แล้ว +1

    Excellent discussion . My thirst for knowledge is increasingly by leaps and bounds. More and more discussion more and more such programme by these imminent scholars and gurus is highly demanded

  • @nirmalashaoo2284
    @nirmalashaoo2284 2 ปีที่แล้ว

    There are many way for this statement we always select one way.soul soul last we get big soul big soul has connection with all soul so soul has no death it has spending place each other.

  • @rajendraswain5470
    @rajendraswain5470 3 ปีที่แล้ว

    ଭଗବାନ କୃଷ୍ଣ ଜନ୍ମ ହେଲା ସମୟରେ ବିଜ୍ଞାନ ଏତେ ଉନ୍ନତି କରିବା ଥିଲା।ତେଣୁ ପୁରାଣ ଯୁକ୍ତି ଦ୍ବାରା ଆତ୍ମ। ପୁନର୍ଜନ୍ମ ବିଷୟ ରେ କିଛି କହି ପାରେନା ହିଁ ।କିନ୍ତୁ ଭବିଷ୍ୟତରେ ବିଜ୍ଞାନ ପୁନର୍ଜନ୍ମ ରେ ବିରୁଦ୍ଧରେ ଆହୁରି ସୁନ୍ଦର ମନ୍ତବ୍ୟ ଦେବ।

  • @prakashsahoo3236
    @prakashsahoo3236 ปีที่แล้ว

    Sir janma achhi ta mruty achhi purnjanam bi achhi

  • @chintamanisahoo5763
    @chintamanisahoo5763 2 ปีที่แล้ว

    Very nice , interesting nd well-explained Discuss of every topic... gaining spiritual knowledge is the need of the hour.... Well-done Sidharth TV...

  • @santoshswain6227
    @santoshswain6227 3 ปีที่แล้ว +1

    Evry time only one mansh sir

  • @educationchannel481
    @educationchannel481 3 ปีที่แล้ว +4

    କଣ ପାଇଁ ଏ ଆଲୋଚନା। କାମ ନାହିଁ କି ?

    • @YT-rh7uv
      @YT-rh7uv 3 ปีที่แล้ว

      😁😁😁😁

  • @nilakanthamishra9169
    @nilakanthamishra9169 2 ปีที่แล้ว +1

    ଜନ୍ମ ଯଦି ସତ୍ୟ, ମୃତ୍ୟ ଯଦି ସତ୍ୟ,, ପୁର୍ନରଜନ୍ମ ଲାଭ କରିବା ମଧ୍ୟ ସତ୍ୟ l

  • @shambhunathpodha3549
    @shambhunathpodha3549 3 ปีที่แล้ว +5

    Manash Sir right

  • @jyotiranjannayak638
    @jyotiranjannayak638 4 หลายเดือนก่อน

    Mo matare Purna janma achi
    Je pajanta manish ta karma phala ku sapurna nakarichi je jaa se janma neuthib

  • @educationchannel481
    @educationchannel481 3 ปีที่แล้ว +3

    ଆତ୍ମା କଣ ?

  • @rajendrakumarsuna1099
    @rajendrakumarsuna1099 3 ปีที่แล้ว +1

    आत्मा जन्म मृत्यु से परे हैं ।आत्मा का न जन्म होता। है ,ना मृत्यु ।शरिर नासवान है ,तो किसका पुनरजन्म होगा ?

  • @Mystery_Odia
    @Mystery_Odia ปีที่แล้ว

    Purba janma achi ehara praman mili sarichhi jie janina massage karo

  • @manoranjanputhal5025
    @manoranjanputhal5025 ปีที่แล้ว

    Apana mane a subject tiku agaku badantu abang kauta kan proof karantu.

  • @nirmalashaoo2284
    @nirmalashaoo2284 2 ปีที่แล้ว

    Soul go into swagger. Martha patella..

  • @santanukumarnayak8233
    @santanukumarnayak8233 3 ปีที่แล้ว

    Bhagavat re karma katha vala vabare kuha jaeichi karma, aakarma, bikarma eie 3ku nei je bikram madhya re achanti semankara au janma nahin karana semane bisesha kamrama ra adhikari heithibaru, but au jau karma, aakrama rahila semane punara janma neithanti bhul thile khyma karibe🙏🙏🙏

  • @bishnucharanbehera7430
    @bishnucharanbehera7430 3 ปีที่แล้ว +3

    👌👌👌🙏🙏🙏Manas sir speak right

  • @laxmipriyabehera8539
    @laxmipriyabehera8539 2 ปีที่แล้ว

    Yes, rebirth is•Lanka Supankha became Kubuja•Sun became set again will be rised•Trayadashe Kalsorupam chaudabare prakasitam•

  • @sanatanapania9085
    @sanatanapania9085 2 ปีที่แล้ว

    Rebirth is 100 percent correct. Because every action has a equal and opposite reaction.. Everything is modified to another thing.But energy is constantl. According science.Our SANATANA dharma declares it after experiment

  • @pravakarsahu1979
    @pravakarsahu1979 3 ปีที่แล้ว +1

    What is the difference between jibatma & paramatma ?

    • @rajendraswain5470
      @rajendraswain5470 3 ปีที่แล้ว

      Jobatma is constituents of କାର୍ବନ, ଅକ୍ସି କେନ୍, ନାଇ ଟ୍ରୋ ଜେନ୍, ହାଇଡ୍ରୁଜେନ, କ୍ୟାଲସିୟମ,ଫସଫରସ,ସଲ ଫର,ପୋଟାସିୟମ,ସୋଡ଼ିଅମ୍,କ୍ଲୋରିନ,ଆୟୋଡ଼ିନ,ଭଳି ଜୈବିକ ମୌଳିକ ହେଉଛନ୍ତି ଆତ୍ମାର ଉପାଦାନ। କିନ୍ତୁ ପରତାତ୍ମର ଉପାଦାନ ପୃଥିବୀର ସବୁତକ ମୌଳିକ।

  • @milibiswal1195
    @milibiswal1195 ปีที่แล้ว

    ଶରୀର ର ପୁନଃଜନ୍ମ ନାହିଁ ଆତ୍ମାର କିନ୍ତୁ ଅଛି ଶରୀର ମାଟିରେ ମିଶିଯାଏ ଆତ୍ମା ଅମର ଅଜର ଅବିନାଶୀ ଅଟେ ଆତ୍ମା 84 ଜନ୍ମ ନିଏ କେଉଁ ଆତ୍ମା ଦେବ ଆତ୍ମା କିନ୍ତୁ 84 ଲକ୍ଷ୍ଯ ଜୁନି ଜନ୍ମ ନିଏନହଁ ଆତ୍ମା ପରମାତ୍ମାଙ୍କ ର ଅତି ଗୁହୁୟ

  • @umeshjena429
    @umeshjena429 3 ปีที่แล้ว +1

    Brahma janiparinathile tume kan janina othala khalara gaiyana amara

  • @brundabananag3837
    @brundabananag3837 2 ปีที่แล้ว

    ଅବତାର ବାଦ ନାହିଁ

  • @BinodiniMeher-kj2ei
    @BinodiniMeher-kj2ei 3 หลายเดือนก่อน

    Punarjannm aachi👃👃