@@pkpinky9304 kasta heuchhi ki tate. Karna puraskar dia jaeni boli. Adharmi mananka sangare rahiki adharma kala boli tora karna ku semiti danda milila.
@@pkpinky9304 bahut badhia mitra. Tate bi duryodhan dushasan bhali mitra milu. Jadi chahuchhu. Ajikali serial re karna ku hero banei deleni kintu real mahabharat re karn eka villian thila. Kintu serial re hero heigala. Ebe ta Arjun ku serial re villian banei deleni loka mane. Kana kariba kalijugara prabhaba padichhi.
Hele Mahabharat Book Re Persuram Kahuchhanti J A Sanshar Re Nara Narayan Janma Nei Sarichhanti Tanko Thu Srestho Dhanurdhari Kehi Hoiparibeni Sehi Nara Hauchhanti Arjun Auu Narayan Hauchhanti Krishna
Karna ta kabacha dana deithila ta badalare indranka pakharu astra magithile. Au karna parsuramnka pakharu chala kari divyastra paithile. Kintu arjuna bhagwaan indra Siba ahuri aneka saha judhya kari divyastra paithile.
@@jagannathbala6056 chhala re abhimanyu ku pacha pote marithila.. Draupadinku besya boli kahil thila.. Duryodhan ra sobu adharma ra bhagidaari thila.. Proof BOTI CE (ENGLISH) Bori ce KarnaVadh parva 1201(51) Citation-- O Arjuna! Whether it was the attempt to burn down your mother with her sons in the night, or whatever Suyodhana attempted towards you in the course of the gambling match, the evil-souled Karna was the root of all that. Suyodhana always thought that he would be saved by Karna and angrily tried to seize me too.647
@@Commando-pm7bt Jau Arjun Virat Judha Re Karn Bhisma Drona Krupachari Aswathama Duryadhan Dusashan Bikarn Sabu Kauravo Sena Ku Horai Thile Sehi 💪ARJUN🏹 Hin Srestho
कर्ण को महाभारत के युद्ध में पराजित करने के लिए भगवान श्रीकृष्ण को देवराज इंद्र का सहारा लेना पड़ा. कर्ण अर्जुन से श्रेष्ठ थे ये बात सिर्फ भगवान श्रीकृष्ण ही जानते थे.
ବୀର ହିସାବ ରେ କର୍ଣ, ଧନୁର୍ଧର ହିସାବରେ ଅର୍ଜୁନ
No bhai
Bhai karna heuchi sarva Shrestha archer
ଭୁଲ କହିଲ ଭାଇ
@@maheswargantayat3816 karna is most stronger than arjuna ok
Right
Angaraj କର୍ଣ୍ଣ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର
ମିଛ
ନାହିଁ ଭାଇ ସତ କଥା । @@priyacharandas7352
Jay shree Krishna Jay shree Karna
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ହରି ଓଁ
ଜୟ ଜଗନ୍ନାଥ
କର୍ଣ୍ଣ କେତେବଡ ଧନୁର୍ଧର ହେଲେ ମଧ୍ୟ କଳଂକ ମିଥ୍ୟାର ସାଥ ଦେଲେ ତେଣୁ କେତେବଡ ଧନୁର୍ଧର ହେଲେ ମଧ୍ୟ ସବୁ ବିଫଳ
Kemiti bhai 🥲
କର୍ଣ୍ଣ ବଡ଼ ହୃଦୟବାନ
କର୍ଣ୍ଣ ଶ୍ରେଷ୍ଠ ଧନୁର୍ଦ୍ଧର
କର୍ଣ୍ଣ ମହାଭାରତ ରେ ସର୍ବୋତ୍ତମ ଧନୁର୍ଧର
ଓ ମହା ଦାନୀ
26:45 ମହାଶୟଙ୍କ ମହାଭାରତ ଜ୍ଞାନ ଯଥେଷ୍ଟ ଅଛି , ଅଙ୍ଗ ରାଜ୍ୟ କୁ 4ଥର ଗଙ୍ଗ ବଂଶ ବୋଲି କହୁଛନ୍ତି, ଏହାର ମାନେ ସେ ମହାଭାରତ ବିଷୟରେ ନିପୁଣ ନୁହନ୍ତି , ସେ ମେଣ୍ଢାକୁ କିଏ ଏଠିକି ଡାକିଲା । ମୁର୍ଖ
😅😅😅👍
Thik kahichha vai
🤣🤣
Bhai right
Sata katha bhai
ମୂର୍ଖ ସଭା
ଅର୍ଜୁନ ଙ୍କ ଧନୁର ଶକ୍ତି ଆଉ ଦିବ୍ୟାସ୍ତ୍ର ଜ୍ଞାନ କୁ ପଣ୍ଡିତ ମାନେ ଆଲୋଚନା କର।ଜାଣିପାରିବ। ଅର୍ଜୁନ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର
ଠିକ୍ କହିଛ ଭାଇ।
Only karna
❤️Only 💪Arjun 🏹
Bopa ban...a janichu re
Mahabharat Sastra Re Bi Likhita Sri Krishna Nku Chhadi Servosretho Dhanurdhar Arjun
ମହାରଥୀ କର୍ଣ୍ଣ 🙏.... ❤️
Sethipaine Drupad Gandrav Chitrasen Tharu Parast Hoithila 😂
Virat Judha Re Arjun Jane Karn Bhisma Drona Krupachari Aswathama Duryadhan Dusashan Bikarn Sabu Kourav Sena Thaiki Bi Arjun Jananku Parast Kariparileni
ଯଦି ଆପଣ ମାନେ କାହା ଠାରୁ କେହି କିଛି ଶିଖିବାକୁ ଚାହୁଛନ୍ତି ତେବେ କର୍ଣ୍ଣ ଠାରୁ ଶିଖନ୍ତୁ କର୍ଣ୍ଣ ଜଣେ ମହାନ୍ ଜ୍ଞାନୀ,ଦାନୀ,ଏବଂ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ
ମହାବୀର ରାଧେ କର୍ଣ୍ଣ ଙ୍କୁ ମୋର ସତ୍ ସତ୍ ନମନ୍ ❤️🙏🏻
କର୍ଣ୍ଣ ହେଉଛି ମହାଭାରତ ଯୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସର୍ବଶେଷ୍ଠ ଧନୁଧାରୀ
କର୍ଣ୍ଣ ଠାରୁ ଅର୍ଜୁନ ଶ୍ରେଷ୍ଠ ସେଥିପାଇଁ ଭାରତରେ ଅର୍ଜୁନ ପୁରସ୍କାର ଦିଆଯାଏ।
To bapa paithila be
@@pkpinky9304 kasta heuchhi ki tate. Karna puraskar dia jaeni boli. Adharmi mananka sangare rahiki adharma kala boli tora karna ku semiti danda milila.
Bala janichu tu Sia ta Mitra dharma palana kala
@@pkpinky9304 bahut badhia mitra. Tate bi duryodhan dushasan bhali mitra milu. Jadi chahuchhu. Ajikali serial re karna ku hero banei deleni kintu real mahabharat re karn eka villian thila. Kintu serial re hero heigala. Ebe ta Arjun ku serial re villian banei deleni loka mane. Kana kariba kalijugara prabhaba padichhi.
KARNA ଧନୁର୍ଦ୍ଧରି
କର୍ଣ୍ଣ ସପକ୍ଷରେ କହିବା ପାଇଁ ମତେ ଡାକ
Karna Drupad Gandhovo Chitrasen Satyaki Abhimanyu Tharu Parasta Auu Jebe Bi Arjun Karna Samna Hela Karna Ro Parasta Auu Arjun Ro Vijaya
ଭଗବାନ ଶ୍ରୀ କୃଷ୍ଣ ଓ ପ୍ରଭୁ ଶ୍ରୀ ହନୁମାନଙ୍କ ସହଯୋଗ ବିନା ଅର୍ଜୁନ ଙ୍କ ସ୍ଥିତି କୁରୁକ୍ଷେତ୍ର ରେ କର୍ଣ୍ଣ ସମ୍ମୁଖରେ କିଛି ନୁହେଁ 👍🏻
Right
Krishna sabu thara Arjuna ku rakha karu thile
😂😂😂😂what a joke
Karna was defeated several times- by Arjuna, Bheema, Satyaki, Abhimanyu, Gandharvas, Drupada’s panchal forces.
ଗଧ
ଏକ ଲବ୍ୟ କଥା ଟିକେ ମନେ ପକାନ୍ତୁ ସାର
କର୍ଣ୍ଣ ହିଁ ଶ୍ରେଷ୍ଠ ଧନୁର୍ଧାରି , କାହିଁକିନା ସେ ନିଜକୁ ବିଶ୍ୱାସ କରିପାରୁଥିଲେ l
ତୁ ବାଳ ଜାଣିଛୁ। ଜୟଦ୍ରଥ ବଧ ବିଷୟରେ ଜ୍ଞାନ ଅଛି ନା ନାହିଁ। ଅନେକ ଥର ଅର୍ଜୁନ କର୍ଣ୍ଣ ଙ୍କୁ ପରାସ୍ତ କରିଛି। ଅର୍ଜୁନ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର
Right thought
@@chandanbiswal1139 cheating kari karna ku marila .au kn
@@sanjaybablu9105 au karna abhimanyu ku pura thik re marithila
@@krutabratananda740 bhai Abhimanyu vadh re 3 jana purusha duryadhana ra ninda kari thile . Dronacharya, kripacharya and karna
Great karina
ଯୁଧରେ କର୍ଣ ମଧ୍ୟ ଧନୁଧଃର ଥିଲେ. କିଂତୁ ଭଗବାନ ଶ୍ରୀ କୃଷ୍ଣ ଙ୍କ କଳାରେ ଅର୍ଜୁନ. ବଳ ବଳବାନ ଥିଲେ
Gote Katha with our god Krish arguna au Karna bhita ru karna best
ନିଜେ ପର୍ଶୁରାମ🪓 ମଧ୍ୟ କହିଥିଲେ "କର୍ଣ୍ଣ 🗡️ସଂସାର ରେ ମହାଦେବ ଙ୍କ ବ୍ୟତୀତ ତୁମଠାରୁ ଶ୍ରେଷ୍ଟ ଧନୁର୍ଦ୍ଧର ଏ ପୂର୍ଥିବିରେ କିଏ ଥିଲେ ନା କିଏ ଅଛନ୍ତି ନା କିଏ ରହିବେ! "। 💥💥
TV sireal re
Righte
Hele Mahabharat Book Re Persuram Kahuchhanti J A Sanshar Re Nara Narayan Janma Nei Sarichhanti Tanko Thu Srestho Dhanurdhari Kehi Hoiparibeni Sehi Nara Hauchhanti Arjun Auu Narayan Hauchhanti Krishna
ଅଜବ ଏ ପ୍ରଜ୍ଞାଙ୍କ ଯୁକ୍ତି
ତମ ମାନଙ୍କୁ କିଏ ଆଚାର୍ଯ୍ୟ କୁହେ ରେ ମେଣ୍ଢା ଗୋଷ୍ଠୀ
Right😂😂😂😂😂bro
Tike bhai
Right
ପୂରା ସତ୍ୟ କଥା କହିଲେ ଭାଇ.. ଏ ଶଳେ ..ଧର୍ମ କୁ ଗୋଟିଏ ..ଲଘୁକ୍ରିଡା କରିପକାଇଛନ୍ତି
You are right
ଏମାନେ ସବୁ ନୂଆ ମହାଭାରତ ଲେଖିବେ
Sir emane pura bhul kahu chanti
🙏Arjun is Best ❤️ Archer Greatest Warrior Of Mahabharat 💯
Jiye dharma re thaye se hin bada
23:18 କର୍ଣ୍ଣ ସେତେବେଳେ ଜାଣିନଥିଲା ଯେ ସେ ଜଣେ କ୍ଷତ୍ରିୟ
Hmm right
Right
ଦୁଇଜଣ ହେଉଛନ୍ତି ଗୋଟିଏ ମା ର ସନ୍ତାନ ତେଣୁ ଦୁହେଁ ହିଁ ଶ୍ରେଷ୍ଠ ଧନୁର୍ଦ୍ଧର
Right 👍
Thik kahila
Thank
Krana nija bahu bala re sia agaku jaichhi
Guru drona pai
Sisya and guru
Mana ra hisha susti kala
Sabu bele guru drona
Arjuna ku bada dhanuru dhari baneiba
Akalabhya ra budha aguthi
Guru dhakhina bhabare nei gala
ଅନ୍ୟ ଆଚାର୍ଯ୍ୟ ଙ୍କ ସହ ବିଚାର କରାଯାଉ
କର୍ଣ୍ଣ ଶ୍ରେଷ୍ଟ ଧନୁର୍ଦ୍ଧର ଶ୍ରେଷ୍ଟ ଦାନ ବୀର
🙏
💪Arjun🏹 Is Best Archer Greatest Warrior 💯
Karnna sesta DhanurDhari...🙏🙏
Karna harinahi tanku haraideijai6i
Arjun jetinahi tanku jeetai deajai6i
God krushna nije kahi6nti
Karna vala kehi nuhanti
Dadadebare....
Bira re....
Balidana re
Samarthya re...
ଜୟ ଶ୍ରୀ କ୍ରିଷ୍ଣା ସବୁ ତୁମରି ଲୀଳା ପ୍ରଭୁ 🙏🙏🙏🙏🙏
କର୍ଣ୍ଣ ଅର୍ଜୁନ ଠାରୁ ବହୁ ଗୁଣରେ ମହାନ.. The Great Karn 🙏🙏🙏
Karna ta kabacha dana deithila ta badalare indranka pakharu astra magithile. Au karna parsuramnka pakharu chala kari divyastra paithile. Kintu arjuna bhagwaan indra Siba ahuri aneka saha judhya kari divyastra paithile.
Achha bhai, karn kon ta chhalana kari thile tike kuhantu to suniba?🤔
@@jagannathbala6056 chhala re abhimanyu ku pacha pote marithila.. Draupadinku besya boli kahil thila.. Duryodhan ra sobu adharma ra bhagidaari thila..
Proof
BOTI CE (ENGLISH)
Bori ce KarnaVadh parva 1201(51) Citation-- O Arjuna! Whether it was the attempt to burn down your mother with her sons in the night, or whatever Suyodhana attempted towards you in the course of the gambling match, the evil-souled Karna was the root of all that. Suyodhana always thought that he would be saved by Karna and angrily tried to seize me too.647
Arjun Krishna ବଳରେ ବଳିଆନ Krishna ନଥିଲେ ବାଳ ଉପାଡିଥାତ୍ନ୍ତା ପଳାବେ ଚାଲିଆଇଲା
Correct bhai
Karna was great...
Virat Judha Tk Dekha Kie Thila ARJUN Pakhare (Mahabharat_Ep-60) Nole Book Tk Padha
ଦୁନିଆରେ ସମସ୍ତ ଙ୍କୁ ଭଗବାନ ଶ୍ରୀକୃଷ୍ଣ ଶକ୍ତି ଦେଇଛନ୍ତି ।ଅର୍ଜୁନ, କର୍ଣ୍ଣ, ଭୀଷ୍ମ, ଦ୍ରୋଣ ଏବଂ ଭୀମ ଇତ୍ଯାଦି ସମସ୍ତେ ଶ୍ରୀ କୃଷ୍ଣ ଙ୍କ ବଳରେ ଵଳିଆନ ।
କର୍ଣ୍ଣ ଶ୍ରେଷ୍ଟ ଧନୁ୍ର୍ଧର
Karna
Thick kahicho janardana babu.....
Lalmohan
ବିରାଟ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, ମଧ୍ୟ ଥିଲେ ତାଙ୍କଠାରୁ କଣ ଅର୍ଜୁନ ମହାନ୍ ଧନୁର୍ଦ୍ଧର ତାଛଡା ଅର୍ଜୁନ ଭଗବାନ ଶ୍ରୀ କୃଷ୍ଣଙ୍କ ଆଶୀର୍ବାଦରେ ଥିଲେ
Right
କର୍ଣ୍ଣ କଥା ଦେଇଥିଲା ମାତା କୁନ୍ତି କୁ ବଚନ ଦେଇଥିଲେ ଯେ ପାଣ୍ଡବ ଙ୍କ 1ବର୍ଷ ଅଜ୍ଞାନ୍ତବାସ ନିଶ୍ଚୟ ପୂର୍ଣ୍ଣ କରିବେ ,
ଭୀଷ୍ମ ,ଦ୍ରୋଣ,କର୍ଣ୍ଣ ଏହି 3 ଯୋଧ୍ୟା ଅର୍ଜୁନ ର କିନ୍ନର ରୂପ କୁ ଜାଣି ପାରିଥିଲେ ଏବଂ ଜାଣିଶୁଣି ହାରିଥିଲେ ଖାସ କରିକି କର୍ଣ୍ଣ ସମୟ ଆସିଲା ବେଳକୁ କର୍ଣ୍ଣ ଜାଣିଶୁଣି ଧନୁସର ର ପ୍ରତ୍ୟଞ୍ଛା କୁ ଛିଣ୍ଡେଇ ଦେଲା ଏବଂ ସୂର୍ଯ୍ୟ ଅସ୍ତ ବି ହେଇଗଲା
ବୁଝିଲ ଟି ମହାଜ୍ଞାନୀ ମାନେ
ଭାଇ 🙏
ଭାଇ ଏମାନେ ଶଳା ଏତେ ମୁର୍ଖ ଯେ ,ମୋ ପାଟିରୁ ଭାଷା ହିଁ ବାହାରୁନି କୋଉ ଭାଷା ରେ ସୋଡିବି ବୋଲି
@@stylestar486 bhala se sastra padhantu mahasaya.. Jani suniki hari nathile.. Arjuna samastanku hareithile..
Great Arjun tushi great ho......
Always Karn lovers
I Love karna ❣️❣️❣️
ସଂସ୍କୃତ ମହାଭାରତକୁ ଥରେ ଭଲକରି ପଢନ୍ତୁ, ସିରିଏଲ୍ ଦେଖି କଥା କୁହନ୍ତୁନି । ଭିଷ୍ମ ଓ ଦ୍ରୋଣ କର୍ଣ୍ଣକୁ ଧନୁର୍ଧର କହିନାନ୍ତି , ହେଲେ ସେମାନଙ୍କ ଗୁରୁ ପର୍ଶୁରାମ କିଭଳି କହିଥିଲେ। ମହାଭାରତ ପଢନ୍ତୁ ନନ୍ଦିଘୋଷକୁ କର୍ଣ, ଅର୍ଜୁନ ଓ ସାତ୍ତ୍ୱକି ଚଲାଇଥିଲେ। ଦୟାକରି ଗ୍ରନ୍ଥ ପଢି ଉତ୍ତର ରଖନ୍ତୁ ନ ହେଲେ ପରିହାସ ପାତ୍ର ହେବେ।
Thik katha bhai
Right
A nanda kjemiti
My idol is karna❤️
th-cam.com/video/r8syMXS2CPk/w-d-xo.html
Tate Kichhi Jona Nahi
@@sambitkumar628 Arjuna great. Karna papi
Actually arjuna great
Love You Man
ଏ ବୁଢା କଣ ଅର୍ଜୁନକୁ ସମର୍ଥନ କରୁଛି । କର୍ଣ୍ଣ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ ଆଉ ରହିବେ । କୃଷ୍ଣ ନଥିଲେ ଅର୍ଜୁନ କିଛି ନାହିଁ ।
ତୁ ବାଳ ଜାଣିଛୁ ଅର୍ଜୁନ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର
ତୁ ମୁଣ୍ଡି ଟି ଜାଣିଛୁ
Krishna Karna ku b guide karithile.. but se adharma Margare gale.. sethi pain nama nele..
ପାଣ୍ଡବ ମାନଙ୍କୁ ମାରିବା ପାଇଁ ଦୁର୍ଯ୍ୟୋଧନ ଅନେକ ଷଡଯନ୍ତ୍ର କରିଥିଲେ ଏଥିରେ ମୁଖ୍ୟ ସହଯୋଗ କାରି ହେଲା କର୍ଣ୍ଣ ।ସେ ଅର୍ଜୁନ ଙ୍କ ପରାକ୍ରମ ର ସମକକ୍ଷ ନୁହେଁ ।
Tame mane mo bala janicha karna is the best ❤️❤️❤️
Bhai re tike book padha.. Kie best jani jiba...
ଏ 4ଜଣ ହିଁ ଅଜ୍ଞାନି ପରି କଥା କହୁଛନ୍ତି
ଶଳାମାନେ ବିଜୟ ଧନୁସର ବିଷୟ ରେ କିଛି ଜ୍ଞାନ ନାହିଁ ତମର
(ବିଜୟ ଧନୁସର) 1/ଭଗବାନ ଶିବ ତ୍ରିପୁରା ଅସୁର କୁ ବଦ୍ଧ କରିବାପାଇଁ ସ୍ୱୟଂ ନିଜେ ଗଢ଼ିଥିଲେ ଏବଂ ସେଥିରେ ତାଙ୍କର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର
ପଶୁପତାଅସ୍ତ୍ର ପ୍ରତ୍ୟଞ୍ଛା ଚଢେଇ ବଦ୍ଧ କରିଥିଲେ
2/ଅଲଗା ଧନୁସର ଦ୍ୱାରା ଅଗ୍ନିଅସ୍ତ୍ର ପ୍ରୟୋଗ କରିବା ଏବଂ ବିଜୟ ଧନୁସର ଦ୍ୱାରା ପ୍ରୟୋଗ କରିବା ଭିତରେ ଫରକ୍ ଅଛି
କାରଣ ବିଜୟ ଧନୁସର ପ୍ରତ୍ୟଞ୍ଛା ଦ୍ୱାରା ଯେକୌଣସି ଅସ୍ତ୍ରରବାସ୍ତବିକ ଶକ୍ତି କୁ 2 ଗୁଣ କରିଥାଏ,
3/ଯେଉଁ ଯୋଦ୍ଧା ହାତରେ ବିଜୟ ଧନୁସର ଥାଏ ସେ ଯୋଦ୍ଧାର ଚାରିପାର୍ଶ୍ଵ ଏକ ସୁରକ୍ଷା କବଚ ହେଇଯାଏ,
ଭଗବାନ ପର୍ଶୁରାମ କର୍ଣ୍ଣ କୁ ବରଦାନ ଦେଇଥିଲେ ଯେ କର୍ଣ୍ଣ ଦ୍ୱାରା ପ୍ରୟୋଗ ବାଣରେ ଅଧିକ ତେଯ ରହିବ ଯୋଉଟା ତାଙ୍କର ଅନ୍ୟ ଶିଷ୍ୟ ମାନଙ୍କ ଠାରୁ ଭିନ୍ନ କରିବ
ଯେଉଁ ରଥରେ ହନୁମାନ ଏବଂ ଶ୍ରୀକୃଷ୍ଣ ବିରାଜମାନ ସେ ରଥକୁ 3 ହାତ ପଛକୁ ଘୁଞ୍ଚାଇବା
4/କର୍ଣ୍ଣ ପାଖରେ ସମ୍ଭବଅସ୍ତ୍ର, ପଶୁପତାଅସ୍ତ୍ର ,ବ୍ରମ୍ହାଣ୍ଡଅସ୍ତ୍ର ,ବୈଷ୍ଣବାଅସ୍ତ୍ର, ବ୍ରହ୍ମସୀର ଅସ୍ତ୍ର ,ରୁଦ୍ରାଅସ୍ତ୍ର,ବ୍ରମ୍ହାଅସ୍ତ୍ର ,ଇନ୍ଦ୍ରର ଅମୋକ୍ଷ ଅସ୍ତ୍ର ବା ବାସଭି ଶକ୍ତି କୁହାଯାଏ ,
ଏହି 8ଟା ଅସ୍ତ୍ର ବିଷୟ ରେ ବାଳ କିଛି ଜ୍ଞାନ ନ ଥିବ
ସମ୍ଭବ ଅସ୍ତ ବିଷୟ ରେ କିଛି ଜ୍ଞାନ ନାହିଁ ଶଳା
(ସମ୍ଭବ ଅସ୍ତ୍ର) ସମ୍ଭବଅସ୍ତ୍ର ଭଗବାନ ଶିବଙ୍କ ନାଟରାଜ ରୂପ କୁ ପ୍ରଦସଣ କରିଥାଏ, ଏହାର ପ୍ରୟୋଗ ଦ୍ୱାରା ବ୍ରହ୍ମଦେବଙ୍କ ବ୍ରହ୍ମଦଣ୍ଡ ଅସ୍ତ୍ର ହେଉ କିମ୍ବା ନାରାୟଣଙ୍କ ନାରାୟଣଅସ୍ତ୍ର କିମ୍ବା ବୈଷ୍ଣବାଅସ୍ତ୍ର ଏବଂ ମହାଦେବଙ୍କ ପଶୁପତାଅସ୍ତ୍ର କୁ ଗିଳିଦେବା ସାମର୍ଥ୍ୟ ରଖିଥାଏ, ମହାଭାରତ ରେ ସମ୍ଭବ ଅସ୍ତ୍ର କେବଳ କର୍ଣ୍ଣ ପାଖରେ ଥିଲା
(ପଶୁପତା ଅସ୍ତ୍ର) ସଂସାର ର ସମସ୍ତ ପଶୁ,ପକ୍ଷୀ କୀଟ, ପତଙ୍ଗ, ଦେବତା,ରାକ୍ଷସ, ଦୈତ୍ୟ, ୟସ୍, ଗନ୍ଧର୍ବ, ମାନବ କିନ୍ନର ,ସମସ୍ତ ଙ୍କର ଶକ୍ତି ସେଥିରେ ସମାହିତ ହେଇଯାଏ
(ବ୍ରମ୍ହାଣ୍ଡ ଅସ୍ତ୍ର) ବ୍ରହ୍ମଦେବଙ୍କ 5ଟା ମୁଣ୍ଡ କୁ ପ୍ରଦସଣ କରେ
(ବ୍ରହ୍ମସୀର ଅସ୍ତ୍ର) ବ୍ରହ୍ମଦେବଙ୍କ 4ଟା ମୁଣ୍ଡ କୁ ପ୍ରଦସଣ କରିଥାଏ
(ବ୍ରମ୍ହା ଅସ୍ତ୍ର) ବ୍ରହ୍ମଦେଵ ଙ୍କ 1 ମୁଣ୍ଡ କୁ ପ୍ରଦସଣ କରିଥାଏ
(ବୈଷ୍ଣବା ଅସ୍ତ୍ର) ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଅସ୍ତ୍ର
(ରୁଦ୍ରା ଅସ୍ତ୍ର) ଭଗବାନ ଶିବ ଙ୍କ 11ଟି ରୁଦ୍ର ଅବତାର ଙ୍କ ଶକ୍ତି ସେଥିରେ ସମାହିତ ହେଇଯାଏ
(ଆମୋକ୍ଷ ଶକ୍ତି/ବାସ୍ ଭି ଶକ୍ତି) ଏହାର ପ୍ରୟୋଗ ଦ୍ୱାରା କିଛି କଥାଵାର୍ତା ନାହିଁ direct ମୃତ୍ୟୁ 🤣
କବଚ କୁଣ୍ଡଳ ବିଷୟରେ କିଛି ଜ୍ଞାନ ନାହିଁ,
(କବଚ କୁଣ୍ଡଳ) ଗୋଟିଏ ଦୈତ୍ୟ ବରଦାନ ରେ ବ୍ରହ୍ମଦେବ ଙ୍କୁ 1,000 କବଚ କୁଣ୍ଡଳ ପ୍ରାପ୍ତ କରିଥିଲା , ସେ କବଚ କୁଣ୍ଡଳ କୁ ଯିଏ ନଷ୍ଟ କରିବ ତାର ସଙ୍ଗେ ସଙ୍ଗେ ମୃତ୍ୟୁ ହେଇଯିବ ସେଥିପାଇଁ ଭଗବାନ ବିଷ୍ଣୁ ଙ୍କ ନର ଏବଂ ନାରାୟଣ ଅବତାର ନେଇଥିଲେ, ନର ବସିକି ଭଗବାନ ଶିବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପକଲା ଏବଂ ନାରାୟଣ 9,999 ଥର କବଚ କୁଣ୍ଡଳ କୁ ନଷ୍ଟ କଲା ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା 9,999 ଥର ବି ମୃତ୍ୟ ହେଇକି ପୁଣି ପୁନର୍ଜନ୍ମ ପାଇଥିଲେ ,ଶେଷକୁ ଗୋଟିଏ କବଚ କୁଣ୍ଡଳ କୁ ସୂର୍ଯ୍ୟ ନାରାୟଣ କୁ ଦାନ କରିକି ତା ବଦଳରେ ସେ ଦୈତ୍ୟ ସୂର୍ଯ୍ୟ ନାରାୟଣ ଙ୍କ ପାଖରେ ସରଣ ପଶିଥିଲା,
ସେଇ ଗୋଟିଏ କବଚ କୁଣ୍ଡଳ ସୂର୍ଯ୍ୟ ନାରାୟଣ କର୍ଣ୍ଣକୁ ଦେଇଥିଲେ ,
କର୍ଣ୍ଣର କବଚ କୁଣ୍ଡଳ କୁ ନଷ୍ଟ କରିବା କ୍ଷମତା କେବଳ 3ଦେବ ପାଖରେ ଅଛି ,
1/ବ୍ରହ୍ମଦେବ 2/ ବିଷ୍ଣୁଦେବ 3/ମହାଦେବ
ଜରାସନ୍ଧ୍ କୁ ହରେଇବାପାଇଁ ଭୀମ କୁ 14ଦିନ ଲାଗିଥିଲା କିନ୍ତୁ କର୍ଣ୍ଣ କୁ 4 ପ୍ରହର ବା 12 ଘଣ୍ଟା ଲାଗିଥିଲା , ପିତାମହ ଭୀଷ୍ମ ଏବଂ ଶ୍ରୀକୃଷ୍ଣ ନିଜେ କହିଛନ୍ତି କର୍ଣ୍ଣ ପାଖରେ 1000 ହାତୀ ର ବଳ ଅଛି, କର୍ଣ୍ଣ ଦିଗ୍ ବିଜୟୀ ଯାତ୍ରା ଆରମ୍ବ କରି ସମସ୍ତ ରାଜ୍ୟ ବିଜୟୀ ଲାଭ ଦେଇଥିଲା ଦୁର୍ଯ୍ୟୋଧନ କୁ,
କର୍ଣ୍ଣ ର ପରାକ୍ରମ ବିଷୟ ରେ କହିଲେ ବହୁତ କଥା ଅଛି,
ଆଉ ୟାଙ୍କ ପାଖରେ ଅଛି ମୋ ବାଳ ଜ୍ଞାନ ଅଛି,
ଆରେ ଭଉଣୀଗିଆ ମାନେ ଭୀଷ୍ମ ଆଉ ଦ୍ରୋଣ ହେଲେ ବୟସ ରେ ବଡ଼ ଗୁରୁଜନ ସେଥିପାଇଁ ପ୍ରଥମ ସେନାପତି ଭୀଷ୍ମ ତା ପରେ ଗୁରୁଦ୍ରୋଣ ଆଉ ତା ପରେ କର୍ଣ୍ଣ ସେନାପତି ରହିଲା,
ଯେପର୍ଯ୍ୟନ୍ତ ଭୀଷ୍ମ ଯୁଦ୍ଧଭୂମି ରେ ଥିବ ସେ ପର୍ଯ୍ୟନ୍ତ କର୍ଣ୍ଣ ଜୁଧ୍ୟଭୂମି ରେ ପାଦ ରଖିବନି ,କାରଣ ଭୀଷ୍ମ ଜାଣିଚି ଯଦି କର୍ଣ୍ଣ ଆଉ ଭୀଷ୍ମ ଦୁଇଜଣ ଏକା ସହିତ ଜୁଧ୍ୟ ଭୂମିରେ ରହିବେ ,ତେବେ ଗୋଟିଏ ଦିନରେ ପାଣ୍ଡବ ସେନା 0 🤣
Correct bola re
Karna is great..world best dhanudhar karna..I love karna..
🙏🙏
Right 🙏🙏🙏🙏🙏
😄😄😄😄😄
ଆଜ୍ଞା , ଭଲ ଭାବେ ମହାଭାରତ କୁ ଦେଖନ୍ତୁ କର୍ଣ ହିଁ ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ , ଅଛନ୍ତି , ରହିବେ ,
କର୍ଣ୍ଣ ଆଉ ଅର୍ଜୁନ ଯୁଦ୍ଧ ରେ କେହିବି ଜିତି ନଥାନ୍ତି ମହାଭାରତ ଦେଖିବେ ସେମାନେ ସମାନ
ଦେଖନ୍ତୁ ନାହିଁ, ପଢନ୍ତୁ
Right bro
A magia nku dekhile gandimariba katha
କର୍ଣ୍ଣ ହିଁ ମହାନ୍ ଧନୁର୍ଧର।।।।
କର୍ଣ୍ଣ ହିଁ ସର୍ବ ଶେଷ୍ଠ ଧନୁର୍ଧାରି
ମହାଭାରତ ଯୁଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କହିବାନୁସାରେ, ତାଙ୍କ ନିର୍ଦେଶରେ ଅର୍ଜୁନ ସବୁବେଳେ ଶର (ତୀର) ଛାଡିଛନ୍ତି କିନ୍ତୁ କର୍ଣ୍ଣ ନିଜର ଦକ୍ଷତା ବଳରେ , ଶିକ୍ଷାର ସଦୁପଯୋଗ କରି ଶର (ତୀର) ଛାଡିଛନ୍ତି |
ତେଣୁ ଆପଣମାନେ କୁହନ୍ତୁ , ମୁଁ ପରୀକ୍ଷା (Exam) ଦେବି, Interview ଦେବି, ଆପଣମାନେ ଶିକ୍ଷକ ମୋତେ ସବୁବେଳେ ଉତ୍ତର କହିବେ ଆଉ ମୁଁ ପାସ କରିବି କି ନାହିଁ ? କୁହନ୍ତୁ ...
ଏତେ ଭାଷଣ ମାରୁଛନ୍ତି.... ମୋତେ ଆଗ ଉତ୍ତର ଦିଅନ୍ତୁ...
ଆଛା ଜଦୀ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ନ ନିର୍ଦ୍ଦେଶ ଦେଇ ନଥାନ୍ତେ.....ତାହେଲେ....ଅର୍ଜୁନ ସବୁଯାକ ଦିବ୍ୟାସ୍ତ୍ର ବ୍ୟବହାର କରିଦେଇଥା ନ୍ତେ....ସିଧା କଥା
କର୍ଣ୍ଣ ହେଉଛି ଅର୍ଜୁନ ଙ୍କ ଠୁ ବହୁତ ଚତୁର ଓ କର୍ଣ୍ଣ ଏକ ଶ୍ରେଷ୍ଟ ଧନୁର୍ଧର
Right
Arjun Is Best Archer 🏹
@@dhansingnag8453 କର୍ଣ୍ଣ 💥💥💥
Very nice
କର୍ଣ୍ଣ ମହାଭାରତ ରେ ସର୍ବୋତ୍ତମ ଧନୁର୍ଧର
ଅର୍ଜୁନ ହେଉଛନ୍ତି ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର ବୀରବର ଅର୍ଜୁନ ଯେତେବେଳେ ଯୁଦ୍ଧ କରିବାକୁ ଯାଉଥିଲେ ସମସ୍ତ ଯୋଦ୍ଧା ଭୟଭୀତ ହେଉଥିଲେ ।କିନ୍ତୁ ଅର୍ଜୁନ ଯୁଦ୍ଧ ରେ କେଵେ ଶତୃ କୁ ଦେଖି ଭୟଭୀତ ହେଉନଥିଲେ ।କର୍ଣ୍ଣ କୁ ଅର୍ଜୁନ ଅନେକ ଵାର ପରାସ୍ତ କରିଥିଲେ ଏହା ମହାଭାରତ ରେ ଲେଖା ହୋଇଛି ।ଅର୍ଜନ ଙ୍କର ଗୋଟିଏ ନାମ ହେଉଛି ବିଜୟ ।ସେ କେଵେ ପରାଜିତ ହୋଇ ଘରକୁ ଫେରି ନାହାନ୍ତି
barbarik
ଆଜି ପ୍ରଜ୍ୟନ୍ତ ଜେତେ ତର୍କ ଆଉ ବିତର୍କ ହେଉଛି, ଶେଷରେ ଏଇ ସିଦ୍ଧାନ୍ତ ରେ ଉପନୀତ ହେଇଛି ଜେ କେବଳ କର୍ଣ୍ଣ ହିଁ ସର୍ବ ଶେଷ୍ଟ ଧର୍ନୁଧର
Right
Galat Arjuna hin sarbasrestha danurdhara
Bhai Mahavira karna sarba Shrestha dhanurdhar karna suryaputra karna danavira karna maharathi karna
Right only karna sarvashrestha danudhari
Kouthi bi siddha hei nahi kie srestha boli 2jana mahan yodha
ଦାନ ବୀର କର୍ଣ୍ଣ କୁ ନମସ୍କାର 🙏🙏🙏❤️
Hamm
Karn To Raja Lalasare Duryadhan Tharu Dana Neiki Runi😂
Bhagat singh 🙏🙏
@@sambitkumar628 thik kahichha bhai
@@sambitkumar628 bhai thik kahichha
ଶ୍ରେଷ୍ଠ ଧନୁର୍ଧର ଯଦି ଅର୍ଜୁନ ହେଲେ ତାହାଲେ ସର୍ବଶ୍ରେଷ୍ଠ ଧନୁର୍ଧର ହେଉଛନ୍ତି କର୍ଣ୍ଣ
ସଚଳlହରଣ, ନିଳେନ୍ଦ୍ରି ହରଣ,ମହାଭାରତ ପୂରଣ ପଢ କିମ୍ବା ଶୁଣ ଜୟଦ୍ରଥ ବଧ ଶୁଣ ସିରିଏଲ ରୁ କିଛି ଜାଣି ପାରିବ ନାହିଁ
@@samirbehera6555 tome kichhi janina
@@samirbehera6555 lord Krishna nije kahuchanti karna arjuna thu Shrestha dhanurdhana
Right
Bala na Baka choda arjun hi sarba sresta dhanurdhar
ଶ୍ରେଷ୍ଠ ଧନୁର୍ଦ୍ଧର କର୍ଣ କାରଣ ତାଙ୍କ ହାତରେ ଧନୁ ନଥିବା ବେଳେ ତାଙ୍କୁ ମରାଯାଇଛି
Hnn Bhai abhimanyu ku bi nihasta re marichi ai karns
ଶଳା ବୁଢା କୁ କିଛି ଜଣା ନାହିଁ... ଇଆଡୁ ସିଆଡୁ ଗପୁ ଛି.... କର୍ଣ ର ବିଜୟ ଧନୁ ବିଷୟରେ କେହି କିଛି ଜାଣି ନାହାନ୍ତି ଲାଗୁ ଛି.... ଅର୍ଜୁନ କାହାକୁ ସାମ୍ନା ସାମନି ଯୁଦ୍ଧ ରେ ମାରି ଛି.... ବିନା ଛଳ ରେ.... ଶ୍ରେଷ୍ଠ ଧନୁର୍ଦ୍ଧର ନା ବାଳ.... କର୍ଣ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର
Right
Arjuna ra gandiba bisaya re janinu bodhe
ତୁ ମୋ ବାଳ ଜାଣିଛୁ ।ମହାଭାରତ ରେ ଅର୍ଜୁନ ଧନୁ ଆଗରେ କର୍ଣ୍ଣ ଧନୁ କିଛି ବି ନୁହଁ। ଅର୍ଜୁନ ଧନୁ ର ଶକ୍ତି ଭଗବାନ ପର୍ଶୁରାମ କହିଛନ୍ତି।
@@user-sb1yu8gt1r ଆମକୁ ଜଣା ଅଛି
କେତେଟା ଧନୁସର ବିଷୟରେ ଜାଣିଚୁ କିରେ
@@debasishsahoo9577 tu bala janichhu
1-ରଙ୍ଗ ସ୍ଥଳ ରେ ପ୍ରତିଷ୍ପର୍ଦ୍ଧା ସମୟରେ, ଗାଣ୍ଡିବ ନ ଥିଲା, ଖାଣ୍ଡବ ବନ ଧ୍ଵଂସ ପରେ ତାହା ପାଇଲେ
2- କର୍ଣ୍ଣ ଙ୍କ ବିଜୟ ଧନୁ, ପର୍ଶୁରାମ ଓ କର୍ଣ୍ଣ, ବ୍ୟତୀତ, କେହି ଧାରଣ କରି ପାରିବେ ନାହିଁ
3- ଅର୍ଜୁନ ଶର ମାରି ଲେ କର୍ଣ୍ଣ, ଯୁଦ୍ଧ କ୍ଷେତ୍ର ବାହାର ହେଇ ଯାଉ ଥିଲେ, ମାତ୍ର, ଜଗତର, ବ୍ରହ୍ମାଣ୍ଡର କର୍ତ୍ତା ଶ୍ରୀକୃଷ୍ଣ ଏବଂ ହନୁମାନ ଯେଉଁ ରଥ ରେ ଅଛନ୍ତି ତାକୁ ହଲାଇବା, କିମ୍ବା ଗୋଟିଏ ପାଦ ପଛକୁ ଘୁଞ୍ଚାଇବା କଣ କର୍ଣ୍ଣ ଙ୍କ ଶ୍ରେଷ୍ଠତା ନୁହେଁ?
4- ପ୍ରଥମ ରୁ କର୍ଣ୍ଣ/କିମ୍ବା ଅନ୍ୟ ମାନେ ଜାଣି ନ ଥିଲେ ଯେ କର୍ଣ୍ଣ ଜଣେ କ୍ଷେତ୍ରୀୟ, ତେଣୁ ତାଙ୍କୁ ଲାଞ୍ଛିତ କରିବା , ତାଙ୍କୁ ସୁଯୋଗ ନ ଦେବା ସ୍ବାଭାବିକ କାରଣ ସେ ସମୟରେ ବ୍ରାହ୍ମଣ ଓ କ୍ଷାତ୍ରିୟ ଙ୍କ ଗୁରୁତ୍ଵ ବେଶି ଥିଲା, ତା ସ୍ଵତେ ସୁଦ୍ର ପିଲା କର୍ଣ୍ଣ କ୍ଷାତ୍ରୀୟ ସହିତ ସମ କକ୍ଷ ହେବା କଣ ବୀର ନୁହେଁ ବୋଧେ ଏଥି ପାଇଁ , ଭୀଷ୍ମ,ଦ୍ରୋଣ ଆଦି ତାଙ୍କୁ, ଶ୍ରେଷ୍ଠ ତା ଦେଇ ନାହାନ୍ତି
5-ଯଦି କୃଷ୍ଣ ମୃତ୍ୟୁ ପରେ ଅର୍ଜୁନ ଗଣ୍ଡିବ ଧରି ନାହାନ୍ତି ବୋଲି manas agnya କହୁଛନ୍ତି, ତାହେଲେ ସ୍ଵର୍ଗାରୋହଣ ସମୟରେ, ଅଗ୍ନୀ ଦେବତାଙ୍କୁ ଅର୍ଜୁନ କଣ, ଦେଲେ? ଅତଏବ madam ଯୁକ୍ତି ଠିକ୍, ଯେ କୃଷ୍ଣ ଙ୍କ ବଳରେ ଅର୍ଜୁନ ବଳିଆନ,
ତେଣୁ ମୋ ମତରେ କର୍ଣ୍ଣ ଶ୍ରେଷ୍ଠ
Right kahichanti aapan
Sir aparna mana ichha kahi chalichhanti puran re achhi karna dhanurbidya sikya nadhile kunti bibaha kari hastina pur asithile karnha dhanu tira mari padma phula barsha karithile
Bijaya dhanu karnha, drorna, pitamaha bhisma bijaya dhanu dharana karithile
Karn great Yodha in world🙏
Surya putra Karn 🙏
Danveer Karn🙏
Radhe Karn 🙏
Kunti Putra Karn🙏
Adhirath Putra Karn 🙏
Anagraj Karn🙏
Etc...
Arjun kichi nuhan Karn agare
Very grate suryaputra Karn
କର୍ଣ୍ଣ ଆଉ ଅର୍ଜୁନ ସମାନ ଯୋଦ୍ଧା
କାରଣ କୁନ୍ତୀ ସର୍ବଦା କହିଥିଲେ ଯେ ଯଦି 2 ପୁତ୍ର ଯୁଦ୍ଧ କରିବେ ତେବେ ପୃଥିବୀ ଧିଅଂଶ ହୋଇ ଯିବ
ତାହେଲେ ଅର୍ଜୁନ ଆଉ କର୍ଣ୍ଣ ସମାନ ଯୋଦ୍ଧା
Right katha
Bhai dhanurvidya ra 5 bivya Kia janithila au kurukhetr re Arjun kahiki divya astr ra prayog karinathila
ସବୁ ଟିଭି ଦେଖି କହୁଛନ୍ତି ଏଠି ବହୁତ ଜଣ କମେନ୍ଟ ଦଉଛ ନ୍ତି, ଶ୍ରୀକୃଷ୍ଣ ଙ୍କୁ ଭି ଏ ମାନେ ଅଧର୍ମୀ କହିଦେବେ ହା, ଶ୍ରୀକୃଷ୍ଣ ହିଁ ଧର୍ମ, କଳିଯୁଗ ତ ସମସ୍ତେ ଏମିତି ହିଁ କହିବେ, ମହାସୟ ମାନେ ମହାଭାରତ ପଢନ୍ତୁ ଭଲରେ
aapan kuhantu tahale kia srestha dhanurdhara
@@Commando-pm7bt 💪Arjun🏹
@@Commando-pm7bt Jau Arjun Virat Judha Re Karn Bhisma Drona Krupachari Aswathama Duryadhan Dusashan Bikarn Sabu Kauravo Sena Ku Horai Thile Sehi 💪ARJUN🏹 Hin Srestho
@@sambitkumar628 swayam parsuram kahichhanti karnna srestha dhanurdhara
ଅର୍ଜୁନ ହେଉଛନ୍ତି ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର
♥️karna
ଯିଏ ନନ୍ଦିଘୋଷ ରଥ କୁ ସାତ ହାତ ଘୁଂଚେଇ ଦେଇ ଥିଲେ , ସେ କର୍ଣ୍ଣ ଶ୍ରେଷ୍ଠ ଧନୁର୍ଦ୍ଧର, ଏ ମାନେ ସବୁ ବେକାର ଆଲୋଚନା କରୁଛନ୍ତି
Tahele akalabya nku kn kahiba
Sata katha
Eklabya katha h uthini ethi
Karna arjuna bhitare chalichhi
ଆଉ ବେଲାଳ ସେନ କୁ କଣ କହିବା
ଭଲ ଧନୁର୍ଦ୍ଧର ହୋଇପାରେ କିନ୍ତୁ ଅର୍ଜୁନ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର। ଉଭୟ ଙ୍କ ଦିବ୍ୟାସ୍ତ୍ର ଜ୍ଞାନ ଆଉ ଧନୁର ଶକ୍ତିର ଆଲୋଚନା କର।ଜାଣିପାରିବ
Radhe karna parsuram sisya is great
Bala jani6a tame sabu
Karn is the great
Korna bidhaba putra thile se au onyo lokoro striku opo horono Kariba onyay
Supporter
ସାର୍ ଆଣମାନେ ଏହି ମୂର୍ଖ ବ୍ୟକ୍ତି ମଧ୍ୟରେ ଆଲୋଚନା କରୁଛନ୍ତି ଛି
Excellent logice manas sir
Topic to puran
ଭଗବାନ ଶିବଙ୍କୁ ଛାଡ଼ି କର୍ଣ୍ଣ ହେଉଛନ୍ତି ସର୍ବ ଶ୍ରେଷ୍ଠ ଧନୂର୍ଧାରୀ,ବୀର ପୁରୁଷ, ମହାରଥୀ ସେ କର୍ମ ଉପରେ ବିସ୍ୱାସ ରଖନ୍ତି
Bhagwan siba nku parasta karithile arjuna aau pasupata astra paithile. Shiva kirata avtaar.
Karna ka kabaj thila kahe kiche kahe kari paribanane
@@logicalhermit6570 tme dekhutila bodhe hareitile
💪Arjun 🏹 is Best Archer Greatest Warrior 💯
ମୂର୍ଖ ମାନେ ମହାଭାରତ ରେ ଅଧର୍ମୀ କର୍ଣ କୁ ହିରୋ ବୋଲି ଯେଉଁ ଯୁକ୍ତି ବାଢୁଛନ୍ତି ଅର୍ଜୁନ ଙ୍କୁ ମହାଭାରତ କୁ ଏମାନେ ବିସ୍ଲେସଣ କରିବାର ଔକାତ ନାହିଁ ଚାଲି ଆସିଲେ ଅର୍ଜୁନ ଙ୍କୁ ଅପମାନିତ କରିବାକୁ,,, ବିନା କୁଣ୍ଡଳ ରେ ଅର୍ଜୁନ ଲଢୁଥିଲେ ଏବଂ କର୍ଣ କୁଣ୍ଡଳ କବଚ ଦ୍ୱାରା ଲଢୁ ଥିଲେ,,କର୍ଣ କର୍ମ ଫଳ ପାଇଁ ଅର୍ଜୁନ ଦାୟୀ କେମିତି, ଅର୍ଜୁନ ମଧ୍ୟ 13ବର୍ଷ ବନବାସ ଦୁଃଖ ପାଇଲେ ସ୍ତ୍ରୀ ଅପମାନ ପାଇଲେ କର୍ଣ ଠୁ କମ ଦୁଃଖ ପାଇ ନାହାନ୍ତି ଅର୍ଜୁନ,, ଅର୍ଜୁନ ପିତା ଙ୍କୁ ଆଶ୍ରିତ ନଥିଲେ ପିଲାରୁ ଏବଂ କର୍ଣ ପାଖେ ଯଶୋଦା ଙ୍କ ଭଳି ମାତା ପିତା ଥିଲେ,, ଦୁର୍ଯ୍ୟଧାନ ଗନ୍ଧର୍ବ ଯୁଦ୍ଧ ରେ କର୍ଣ ଶକ୍ତି କୁଆଡେ ଥିଲା ଅର୍ଜୁନ ବଂଚେଇଲେ ଆସି,, ଏ ମୂର୍ଖ ମହିଳା ଏବଂ ମୂର୍ଖ ଗୋଟେ କିଛି ନଜାଣି ମହାଭାରତ ଆଲୋଚନା କରିବାକୁ ଚାଲି ଆସିଲେ
The Lady gives perfect and most justified statement
Good
ପିତାମହ ଭୀଷ୍ମଙ୍କୁ ବରିଷ୍ଠତା ଦୃଷ୍ଟିରୁ କୌରବ ମାନଙ୍କ ପ୍ରଥମ ସେନାପତି କରାଯାଇଥିଲା ।
Baristhata nuhe bhai kuru srestha sie au..tanka tapa ra bala agare kou yodha jiti pari nathante
କର୍ଣ୍ଣ ହେଉଛନ୍ତି ଦାନି ଓ
ସମାଜ ପାଇଁ ଗୋଟେ ଶିକ୍ଷ୍ୟା
Au best archer
ଠିକ କଥା ,
Maha dani kintu sreshta jodha nuha
Mahagyani but kabaj kundal badalarey amoga astra naba...
@@debasishpanda7913 karna ku indra jachi ki deithile .karna maginathila.ta chhada arjuna ta harijiba boli pasupata Astra pain tapasya kala
କର୍ଣ୍ଣ ମହାଭାରତର real hero
Arjun Great Dhanurdhar 🔥🔥🔥🔥🔥
कर्ण को महाभारत के युद्ध में पराजित करने के लिए भगवान श्रीकृष्ण को देवराज इंद्र का सहारा लेना पड़ा. कर्ण अर्जुन से श्रेष्ठ थे ये बात सिर्फ भगवान श्रीकृष्ण ही जानते थे.
Toh fer indra se agni astra kai magithile jadi nijara bala thila
Virat judhh re kana hela😁😁😁
Kuade asich kichi janin
Karna ku seita surya nka tharu milithila se nije arjita karinathila
Mahabharat sest dhanudhra maharathi karn radhe Karn koti pranam 🙏🙏🙏
ମହାଭାରତ ସବୁ episode ଦେଖିଲା ପରେ ମୋ ସାନ ଭାଇ ଅଜିତ 6 ବର୍ଷର କହିଲା ମୁ କର୍ଣ୍ଣ ହେବି 😎😎😎😎
Satare
karn is great
He is right
That's the emotions bro
ଭାଇ episode ଦେଖିବାକୁ ନାହିଁ ତାଙ୍କୁ ପଢିବାକୁ କୁହନ୍ତୁ ମହାଭାରତ ଉଚିତ ଜ୍ଞାନ ମିଳିବ!
ଏଇ ସଳା ଟାକୁଲୁ କିଛି ଜାଣିନି
Karn🙏
ଆପଣ ମାନେ କଣ ଜାଣିଛନ୍ତି କଣ୍ଣ ବିଷୟରେ
Ame Janichu J Karna Drupad Gandravo Chitrasen Tharu Parajaya Hoichi 😂 Auu Satyaki Abhimanyu Tharu Parast Hoichi
Ghotokuch Nku Maribara Samarthya Nahi Boli Indra Nka Amog Astra Re Marila Ghotokuch Nku 😂
ମହା ପଣ୍ଡିତଗଣ video କରି ସରିଲାପରେ କମେଣ୍ଟ ନିଶ୍ଚିତ ପଢିବେ ଯେ ଶ୍ରେଷ୍ଠ କିଏ ok
Right bro
ତୁତ ଗୋଟେ ବଡ ମୂର୍ଖ ତୁ ଶଳା କଣ ଜାଣିଛୁ ମହାଭାରତ ବିଷୟ ରେ
ସିଂହ କୁ ବାଘ ସହିତ ତୁଳନା କରାଯାଏ କୁକୁର ସହିତ ନୁହେଁ ,
th-cam.com/video/r8syMXS2CPk/w-d-xo.html
Arjun is Best 💪Archer 🏹 Greatest Warrior 💯
Bhagaban srikrishna manichhanti karna bada Jodha
ତମ ମାନଙ୍କୁ କିଏ ଏଠାରେ ଗୁରୁ ପଦପି ଦେଲା
ଏ ମାଘିଆ ବୁଢା କୁ କିଛି ଜଣା ନାହିଁ.
ଖାଲି ଶୁଖିଲା ଠାରେ tautor ଗପ ମାରୁଛି .
Ri8 Bro
Hhhmmmm bhai
Right bro
To bopa kebe gopa korithila nirlogo kouthikar
R8
SRESHTA DHANRUDHAR KARNA
Karna is great fighter... wounderfull story of karna
Karna si great tighter
Mahavir Karna is a great 🙏🙏
ଯାହା ହାତରେ ବିଜୟ ଧନୁ ନଥିଲା , ତାର ମନ୍ତ୍ର ବି ସ୍ମରଣ ନଥିଲା , ସେ ରଥ ରେ ନଥିଲା ସେ ସମୟ ରେ ଅର୍ଜୁନ ତାଙ୍କୁ ମାରିଥିଲେ ଏଥିରୁ ଜାଣନ୍ତୁ କି କର୍ଣ୍ଣ କେତେ ବଡ଼ ଧନୁର୍ଦ୍ଧାରୀ ଥିଲେ 🙏🏼🙏🏼🙏🏼❣️
କର୍ଣ୍ଣ ହେଉଛନ୍ତି ସର୍ବଶ୍ରେଷ୍ଠ ଧନୂର୍ଦ୍ଧାରୀ 🔥🙏🏼🙏🏼
ଏ ଟକଲା ହଉଚି ମହା ଗାଲୁଆ,, କାହା କଥା ଶୁଣେଇ ଦଉନି... ଯେମିତି କୁରୁକ୍ଷେତ୍ରରେ ବସିକି ଯୁଦ୍ଧ୍ୟ ଦେଖୁଥିଲା 😝😝😝
Right bro
right bro 😄😄
Right
Ha ha ha
😝😝😝🤣🤣🤣🤣
କର୍ଣ ଭଳି ମହା ଧନୁର୍ଦ୍ଧାରୀ ଆଉ କେହି ନାହିଁ କି ଆଉ କେହି ହୋଇପାରିବେ ନାହିଁ ok
Sabu rathi Karn mharathi
ପ୍ରକୁତ ଧନୁର୍ଦ୍ଧର କର୍ଣ
ଅର୍ଜୁନ ଶ୍ରେଷ୍ଠ ଧନୁର୍ଦ୍ଧର
Arjun ❤️❤️....
Arjun
Arjun❤
Learn deeply and known arjun is best.. Don't learn in serial..
ଆମେ ଯଦି ବିଚାର କରିବୁ ତାହାଲେ ସିଦ୍ଧାର୍ଥ ଭାକ୍ତି ଚାନେଲ କଣ ପାଇଁ ଦେଖିବୁ
right bhai...👍
କର୍ଣ୍ଣ ହିଁ ଶ୍ରେଷ୍ଠ ।
ଲଣ୍ଡା କିଛି ଜାଣି ନାହିଁ
The lady is best
ଆମ୍ଭେ ଭଲପାଉ ଅଗ୍ରଜ କୌନ୍ତେୟଙ୍କୁ । ହେଲେ ପାର୍ଥ ବିନା ସାରଥି ର ମୁଲ୍ଯ କାହିଁ।
Mu jetiki dekhichi a TV show madhyam re se michha hou ba satya hou Mahabharata re mahan dhanur dhhar karna..... Jay ho dan veer karn 🙏