Brown Plant Hopper control in paddy ଚକଡା଼ ପୋକ ପାଇଁ ଘାତକ କୀଟନାଶକ Benzill
ฝัง
- เผยแพร่เมื่อ 5 ต.ค. 2024
- Brown Plant Hopper controll in paddy
Best Insecticide for Brown Plant hopper of paddy
ଚକଡା଼ ପୋକ ପାଇଁ ଘାତକ କୀଟନାଶକ Benzilla
Benzilla କୀଟନାଶକ କୁ କେତେ ପରିମାଣ ରେ ବ୍ୟବହାର କରିବା
ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ
How to control Brown Plant hopper of Rice
Best insecticide for preventive of BPH
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#odia #krushisampada #brownplanthopper
ବହୁତ ଗୁରୁତ୍ବପୁର୍ଣ ସମୟ ରେ ଭିଡିଓ କରିଛନ୍ତି ଧନ୍ୟବାଦ୍।❤
amo jomi re ae poka laghichi sir . Dil se ❤Thank you your Information sir
Always welcome
ସାର୍ ଧାନ ପତ୍ର କେମିତି ଚଉଡ଼ା କରିବା,,ଦୟାକରି କହିବେ କି
ସାର୍ ନମସ୍କାର, ଏବେ ବହୁ ଚକରେ ଏହି ପୋକ ଲାଗିଛନ୍ତି ଆଉ ଧାନଗଛ ସବୁ ଧଳାପଡ଼ି ଖାଲି ଖାଡ଼ି ଠିଆ ହେଇଚି।
ଏହି ପୋକ ସହିତ ସବୁ ପ୍ରକାର କିଟକୁ ମାରିବା ପାଇଁ କେଉଁ କୀଟନାଶକ ବ୍ୟବହାର କରିପାରିବା ?
ଆଜ୍ଞା ନମସ୍କାର ବହୁତ୍ ଗୁରୁତ୍ୟପୂର୍ଣ୍ଣ
Thank you
Sir .🙏
Bahut bahut dhanyawad sir ,
Very beautiful advice.
Pexalon aau benzilla bhit re ken taa bhal result debaa
Sir sapeta/chikoo plant re bhala fruiting pain kan harmone spray kariba pls reply??
Sir namaskar,dhana ra gotie medicine ra name kuhantu jaha thoda samaya re spray kale sabu roga poka ku daman kariba?
Upl ra imagin marichhi bhala hebaki
Sir mara pila bahariba purbaru gacha alpa garva dhailani
Rua dhana matra gote masa heiche kn karibe mu tala dhana
Kini ki ani thile 130 dina boli anile kintu ebe dhana pila daba kn thoda alpa delani kiche upaya kuhantu
Bahuta Bhala lagila
Thank you
Sandha na khaiba pain kichi medicine spray achhiki?
Chess ସହ tedukonajol ଦେଇପାରିବକି
ଧନ୍ୟବାଦ୍ sir
Most welcome
Sir kou sara pokeile dhana gacha ra Patra kala dekha jiba
Baigana ra jhhaula roga re kana kale daman heba sir
ସାର ନମସ୍କାର। ଧାନ ପତ୍ର ପାଚିଲା ଭଳି ଦେଖାଯାଉଛି। ଏହା ରୋଗ କି କଣ କୁହନ୍ତୁ
Copper oxychloride 50%WP lit ପ୍ରତି 5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
@@krushisampadasir namaskar,dhana ra samsta roga ra gotiye medicine kuhantu jahaku spray kale roga lagiba nahi
Sir ନମସ୍କାର ଏଥିରୁ ପ୍ରାୟ ସବୁ use କରିଛି କିନ୍ତୁ tag warrior best ମୁଁ 3 ସିଜନ ହେଲାଣି contine use କରୁଛି ଶସ୍ତା ବି ଆଛା ବି(133g. Rs 780)ବହୁତ ବଢିଆ ରେଜଲ୍ଟ ଦିଏ
Thank you
Thank you
Sir 🙏. E sabu medicine kete dina pain surakhya deba. Aau darkar padile aau thare use kari pariba ki. Please suggest me sir 🙏
Nice video
Thanks
Sir ଧାନ ଗଛରେ ପଚା ଲାଗିଛି କଣ ସ୍ପ୍ରେ କରିବା
Sir 🙏. Chess+ amister top+coragen misi pariba ki sir. Please suggest me 🙏
Pesticide ସହିତ fungicide ମିଶାନ୍ତୁ ନାହିଁ
Sar nimba pidiya kamite ghara tiyari kariba tika janantu
7522 କାବେରୀ ଧାନ ବହୁତ ଡେଙ୍ଗା ହୋଇଯାଇଛି ୟୁରିଆ 1 କିଲୋ ଦେଲେ ପଡି(ଥୋଡ ସାର ପାଇଁ ) ଯିବନି ତ ?
ସ୍ପ୍ରେ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm
Sir Saga chsa Video kara
Pymetrozine 50 wg...kete din jako rohiba sir...
7-10days
50/ଡିସିମିଲ ରେ । ମାଠିଆ ଗୁଣ୍ଡି ଲାଗିଛି। little super 505 ମାରିଲେ ହେବକି ସାର୍
Godereg ra Pymate mara 25 day clear
Sar nimba pidiya kipari ghara tiyari kariba
ଧାନଗଛର ତଳପଟୁପତ୍ର ପୋଡି ଯାଇଛି
Nano DAP saha fipronil insecticide miseiki spray Kari habaki
ହଁ ମିଶାଇ ସ୍ପ୍ରେ କରନ୍ତୁ
nima tela badalare jadi nima patra rasaku diajae hebaki
ସେତେଟା କାମ କରିବ ନାହିଁ
Sir pymetrozin sangare insecticide mari pariba
Pymetrozine ଏକ insecticide
ସାର୍ ନଳୀ ପୋକ ଏବଂ କାଣ୍ଡ ବିନ୍ଧା ପୋକ ପାଇଁ କେଉଁ କୀଟ ନାଶକ ଦେବା।
Coragen
6ml 1 tanki
Sir namaskar 🙏 , 16year mango tree re 15ml cultar prayoga kari paribi ki ?
@@vickyjena7804 kama deba, 4 feet away from the trunk circle kariki pani re miseiki daeparibe.
Thank you@@sibanidas4161
Sir ଖାଲ ଜମି ଧାନ ଜେମିତି ନ ପଡିବ ଟିକେ kuntu ପ୍ଲିଜ଼ sir
. Chess mariba 17 Dina helani a parjanta matia gundi poka nahi kintu aagaku lagibar sambahabana laguchi tebe kebe deba
ଜମି କୁ 1-2 ଦିନରେ ଥରେ ବୁଲି ଦେଖନ୍ତୁ।ବୁଦା ପ୍ରତି 2-5 ଟି ପୋକ ଦେଖାଦେଲେ Pexalon ଏକର ପ୍ରତି 94ml ହିସାବରେ ସ୍ପ୍ରେ କରନ୍ତୁ
Reply debe sir pls sir
Pymetrozine 50wg ka असर कितना दिन तक रहे ता है । Sir
7-10 days
କେନ୍ ମେଡିସିନ ଦେଲେ ବୋହୁତ ଦିନ ଯିବା sir minimum 20-25 ତୋକ ଯିବାର କଥା sir । Name Kahn sir
ସାର ମୁଳସୋଢା ଳଗି କଣ spray ଭଲହେବ
ଧାନ ଫସଲ ରେ ସଢା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ସହିତ ଜୈବିକ ସାର Saharika Z+++ 10kg ମିଶାଇ ପ୍ରୟୋଗ କରନ୍ତୁ।
1.Thifluzamide 24%SC (Pulsor) lit ପ୍ରତି 0.75ml ବା
2.Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା
3. Hexaconazole 5% SC lit ପ୍ରତି 2ml ବା
4.Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା
5.Hexaconazole 5%+Validamycine 2.5%SC (Alexa ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir 🙏. Mula sadha pain nativo na amister top bhala. Na both are good product. Please suggest me sir 🙏
Sir frist view, sir ଧାନ କେମିତି ଶୋଇବନି ବା ପଡ଼ିବନି , କଣ ସ୍ପ୍ରେ କରିବା ???
Tuseday video ଛଡାଯିବ
@@krushisampada thanks sir🇮🇳
Sir Namaskar mu warrior ଆଣିଛି ଧାନ ଗଛ ତଳେ ଔଷଧ କମ୍ ପଡ଼ିବ bph ମାରିବେ ତ ଆଜ୍ଞା
ଜମି ରୁ ପାଣି କାଟି ଦିଅନ୍ତୁ।ତାପରେ କୀଟନାଶକ ସ୍ପ୍ରେ କରନ୍ତୁ
Sir ପତ୍ର ମୋଡି ଯାଇ ତା ଭିତରେ ନଳିପୋକ ଲାଗିଛନ୍ତି, କଣ କୀଟନାଶକ ଦେବି କୁହନ୍ତୁ
Coragen drum ପ୍ରତି 6ml ବା
Caldan drum ପ୍ରତି 30gm ସ୍ପ୍ରେ କରନ୍ତୁ
Sar sabuthu best haromon kan
ସବୁ hormone ଭଲ
Kana medicine use kole besi din jiba sir
Pexalon ଏକର ପ୍ରତି 94ml
Sir hida pain sukhila ghasamara kan deba ?
ଶୁଖିଲା କିଛି ନାହିଁ ସ୍ପ୍ରେ କରିବାକୁ ପଡ଼ିବ
Hida ghasa mariba pain kan spray Kariba Sir ?
Faxalon,କେdrom, ପିଛା,କେତେ,ଏମେଳ,ଦେବା
ଏକର ପ୍ରତି 94ml ବା 15lit drum ପ୍ରତି 9.4ml ହିସାବରେ ଏକର ପ୍ରତି 10drum ସ୍ପ୍ରେ କରନ୍ତୁ।
@@krushisampada ଠିକ,ଅଛି,ସାର
Sir namaskar.mula pacha heichi.aau dhali lagichi.kana karba
ଧାନ ଫସଲ ରେ ସଢ଼ା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ସହିତ ଜୈବିକ ସାର Saharika Z+++ 10kg ମିଶାଇ ପ୍ରୟୋଗ କରନ୍ତୁ।
1.Thifluzamide 24%SC (Pulsor) lit ପ୍ରତି 0.75ml ବା
2.Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା
3. Hexaconazole 5% SC lit ପ୍ରତି 2ml ବା
4.Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା
5.Hexaconazole 5%+Validamycine 2.5%SC (Alexa ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
ଆଜ୍ଞା ଆମେ vestoria sygnanta ମାରି ଛୁ ଆଉ ଚକଡା଼ ଲାଗ ଲେ ଆଉ କାନା ମାର ମୁ
Pexalon ସ୍ପ୍ରେ କରନ୍ତୁ
Sir chess ସହ ସାଫ ଦେଇପାରିବକି
ହଁ ଦେଇ ପାରିବେ
ଧାନ ରୁଆ 60 ଦିନ ହେଲଣ କ୍ୟାଲସିଅମ୍ କେବେ ଦେଲେ ହେବା
Saru re kn daba sir gacha mota haba
DAP ଗୁଣ୍ଠ ପ୍ରତି 2kg potash 2kg ପ୍ରୟୋଗ କରନ୍ତୁ
7:15 7:15
ଓ ସେନ ମାରିଛି ସାର୍
Thank you
Desi medicine kuho
paxaloneKama kariba
ହଁ
Chess
Thank you
Rocket pakeile haba
ନା Rocket ପ୍ରୟୋଗ କରନ୍ତୁ ନାହିଁ
ସାର୍ ମୂଳ ସାର ଏବଂ ପିଲ ସାର ପାଇଁ ସର୍ବ ମୋଟ ଦୁଇ କିଲୋ ଗ୍ରୋମର ଏବଂ 500 ୟୁରିଆ 180 ଗ୍ରାମ ପଟାସ ଦିଆଯାଇଛି । ଆଉ ଏବେ ଗ୍ରୋମର କିମ୍ବା ଡି ଏ ପି ଦିଆଯାଇପାରିବକି ?
ଥୋଡ ସାର ରେ 1kg urea 500gm potash ଦିଅନ୍ତୁ
Sir phone number tike daun
Vestoria