Nua Jibana Nua Asha | ନୂଆ ଜୀବନ ନୂଆ ଆଶା | ସନ୍ଦେହ ଉଜାଡିଦେଲା ସଂସାର | 15th Feb 2020
ฝัง
- เผยแพร่เมื่อ 21 ก.ย. 2024
- #PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
TH-cam: / prameyanews7tv
Twitter: / news7odia
Facebook: / news7odia
Playlists-
2019 Elections: • ଟିକେଟ୍ ପ୍ରଦାନକୁ ନେଇ ଅସ...
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Bada Khabar : • Bada Khabar
ThanQ: Politoons Series: • ThanQ: Bheja Fry Of OP...
Mudda : • Mudda
Breakfast Odisha : • Breakfast Odisha News7
ଜଗତର ନାଥ, ଜଗନ୍ନାଥଙ୍କୁ ହିଁ ସବୁ ଜଣା। ଝିଅ ଟିକିଏ ଉଗ୍ର ସ୍ୱଭାବର। ଦେଖନ୍ତୁ ପୁଅଟି ଗୋଡ଼ ଧରି କ୍ଷମା ପ୍ରାର୍ଥନା କଲାପରେ ବି ସେମାନେ ତାକୁ ଟିକେ ସ୍ବାନ୍ତନା ଦେଲେ ନାହିଁ। କାରଣ.............🙏
ଆରେ ଭଉଣୀ ଯିବନରେ ବହୁତ୍ କଷ୍ଟକର ସମୟ ଆସି ବ ଟିକିଏ ସହି ଯାଅ ଆଉ କଣ କରିବା ଅପେକ୍ଷା କର ସୁଖ ଦନେ ନା ଦିନେ ଆସିବ ,ଭଗବାନ ଶବୁ ଦେଖି ଛନ୍ତି ଯିଏ ତମକୁ ବିନା ଦୋଷ ରେ ମାରିଛିନ୍ତି କିମ୍ଭା ହଇରାଣ କରିଛନ୍ତି। ତାଙ୍କୁ ସହଯରେ ଭଗବାନ ଛାଡି ବେ ନାହିଁ ...
ladies opinion 100% RIGHT .
Mihir sir and Asrumochan sir great job God bless you
ଗୋଟିଏ ହାତ ରେ କେବେ ତାଳି ବାଜିବା ଅସମ୍ଭବ । ବିଚାର ସବୁ ବେଳେ ମହିଳା ଙ୍କ ସପକ୍ଷରେ ।
ସୁନ୍ଦରୀ ଝିଅର ଅତ୍ମାଗାରିମା... ଧନ୍ୟ ଏ ଦେଶ, ଧନ୍ୟ ଏ ନାରୀ...
ତତେ ଯଦି କିଏ ସେମିତି କଥା କଥା କେ ପିଟିବ ,ତତେ ଭଲ ଲାଗିବ କି??
ଯେଉଁ ମାନେ ଏଠି ସମାଧାନ କରିବା ପାଇଁ ବସିଛନ୍ତି। ସେମାନେ ଠିକ୍ ସେ ପ୍ରଶ୍ନ କି ସତ୍ୟ ଅନୁସନ୍ଧାନ କରି ପାରୁ ନାହାନ୍ତି।
Right
ଝିଅ ମା ଭଉଣୀ ଆଉ ଝିଅ ଭିଲିଆନ୍
Kemiti janila
ଏତେ ସୁନ୍ଦରୀ ମାଇକିନା ପାଇ ଭାଉଜ ସାଙ୍ଗେ କେମିତି ଲଟର ପଟର
ଏ ସବୁ କଳିର ପ୍ରଭାବ
ଆଶାର ଆଲୋକ ପ୍ରୋ ଗ୍ରାମ ରୁ କିଛି ଶିଖ
Nice
Plz change your background image...it is not suitable for this type of program..
ଅଶ୍ରୁମୋଚନ sir ଆପଣ ନୂଆ ଜୀବନ ନୂଆ ଆଶା ରେ ଗୋଟେ ପରିବାରକୁ ମିସାଇବାକୁ ଯାଇ ଆଉ 3 ଟି ପରିବାରକୁ ଭାଙ୍ଗିବାକୁ ଯାଉଛନ୍ତି । ସେମାନେ ଏତେ ହିତାହିତ ଜ୍ଞାନ ହରେଇ ଦେଉଛନ୍ତି ଯେ ସେମାନେ ଜାଣି ପାରୁନାହାନ୍ତି ସେମାନେ ପର ମୁହୂର୍ତ୍ତରେ ଟିଭି ପରଦାରେ ଏହାକୁ ସମସ୍ତେ ଦେଖିପାରିବେ । ସେମାନେ ଭାଉଜ ଙ୍କ ପରିବାରରେ ଝଗଡା ଲଗେଇ ଦେଲେ ସେ ଝିଅର ନାନୀ କହିଲା ଯେ ତାଙ୍କ ଲାଗି ଆମ ଘରେ ବହୁତ problem ହଉଛି ତା ମାନେ ସେ ତା ସ୍ୱାମୀକୁ ସନ୍ଦେହ କରୁଛି କି ତା ଭଉଣୀ ସାଙ୍ଗରେ ତା ସ୍ୱାମୀର କାଳେ ଖରାପ ସମ୍ପର୍କ ଥିବ ସ୍ତ୍ରୀ କହୁଛି ତା ସ୍ୱାମୀ ତା ଭଉଣୀ ସାଙ୍ଗରେ ଖରାପ ସମ୍ପର୍କ ଅଛି । ତେଣୁ ଏ story କୁ ଟିଭି ରେ ଦେଖିଲା ପରେ 4 ରୁ 5 ଜଣଙ୍କ ଘରେ ଝଗଡା ହୋଇ ସମ୍ପର୍କ ଖରାପ ହୋଇଥିବ । ତେଣୁ ଏହି କାର୍ଯ୍ୟ କର୍ମ ସୁଚାରୁ ରୂପେ ପରିଚାଳନା କରନ୍ତୁ ନଚେତ ଆପଣ ଖାଲି ଗୋଟାଏ ପରେ ଗୋଟେ ଟିଭିରେ ଦେଖେଇ ଚାଲିଥିବେ ।
Ethi kichhi solve hoboni problem,,, asaro aloko ku jao...
Yes broo your right
@@chandangiri9220 ll0ĺppĺlĺ9
Right
Right broooooo
Thik kahile
Alaga heijaa bhal heba
ଭାଉଜ ମା ସମାନ ବୋଲି ଜାଣିଛୁ ହେଲେ ଶାଶୁ ମା ସମାନ ବୋଲି ଜାଣିନୁନା ବେ ହାତ ଉଠାଇ ଦେଲୁ ଶଳା ଏକ ନମ୍ବର ବଦମାସ ତୁ ତୁ ତୁ
Mo b pregnant thili 7 month mada khaithili jou kasta huye setebele mu janichi amiti loka saha jiba apekhya nije kichhi kariki manisa kariba chhuaku bahut bhala
Madam apana tike mate msg karibe,7008206848
@@soumendradalei2154 wwe week of edgYkgy2qta8yw I siuaiw7uw sq 7wusuyqiyj
Dosa uvayankara
@@narendrasamal567 Heithai pare kintu wife ku mariba kou manisha paniaa aapana kuhantu ta.....
Se ta thik ,but gote pua baha hoisarila pare na taku ta maa bujhi pare na stree
Mohair bhai prefect this program
Thanks
Mihir das is perfect for this type of program but judge is perfect. Please remove this background wallpaper
Jjjj
This lady's dission is absolutely right.
God bless her .. Bandey Purusottamam Joyguru
Ashar alok ku jaa athikichhi habani
Thank to lady judgement,
ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ
ମାଡ଼ ଦେଲେ କଉ ସ୍ତ୍ରୀ ସହିବ ??
ଆପଣ ଶତ କଣ ଖୋଜୁ ନାହାନ୍ତି ମିଛ ଆଜି ଜିତି ଶାରିଚି ଶେଥିପାଇଁ ଶମାଧାନର ବାଟ ମିଳିବ ମିଛଠାରୁ ଆହୁରି ବଡମିଛ ଅଛି ଶତଠାରୁ ବଡ ଶତ କୋଉଠି ନାହିଁ
ଆଲୋଚନା ଠିକ୍ ପ୍ରସେସର ହେଇପାରୁନି
I'm no
Yaa correct ..
ମିହିର ଦାସ ପ୍ରସେସ ଟା ଠିକ୍ ଅଛି
@@TM-si3me right
you should not tell for stay with husband.
Sir mu b jhiya Saha jibe...gote MAA jetebele ta chuyaku hareichi se him janichi se dukha...ta nijara adhikar achi se nija icha re rahipariba...jou purusha stree upare hata othaye se purusha nuhe ...Ka purusha ...sethi ki jiba kebe b uchita nuhe...apana mo Thu bahut BADA tk se Pua muhan nku Dekha ..se Manisha nuhe...
Thanks
ବିଚାର ପତି ମହୋଦୟ ଆପଣଙ୍କ ବ୍ୟବହାର ରୁକ୍ଷ ପରି ଲାଗୁଛି
Hn bhai ie kou bicharpati
ଗୋଟିଏ କଥା ସାର୍ ବିଚାର ପତି ହୋଇ ରାଗିଜାଉ ଛନ୍ତି ଏମିତି ବିଚାର ଉଏନି ସାର୍ ଆଶାର ଆଲୋକ ଦେଖ ତା'ପରେ ଆପଣ ବିଚାର କରିବେ ଭୁଲ ଥିଲେ ଖୋମା ମାଗୁଛି
Jhio Right
Beautiful advice.. Thank you maam
Eia mane kichi kariparibeni asara aloka ra sahajya nia
ଏଇ ଝିଅ ପୁରା ମିଛ ଇଆଠାରୁ ଭଲ କିଛି ମିଳିବନି ଆଉ ଗୋଟେ କଥା ସମସ୍ତେ ଭଲରେ ବୁଝନ୍ତୁ ସବୁବେଳେ ଏଇ ମଞ୍ଚରେ ପୁରୁଶକୁ ଅଧୀକ ଦୋଶି ମାନୁଛନ୍ତି ଆମେ ଦେଖୁଚୁ ହେଲେ ଶବୁ ବେଳେ ପୁରୁଶର ଭୁଲ୍ ବୋଲି ଦେଖୋଉ ଛନ୍ତି ଶବୁ ଜାଗାରେ ଅଣ୍ଡିରାର ଦୋଶ ଆଗକୁ ପୁରୁଶମାନେ ଶୁଦୁରିବେ ନା ବିଗିଡିବେ
Om Sai ram
Chua ti bht cute...
E duniaaa ta semiti hei galani bhagavan emiti Bhala jhia knu ete Kaths diyanti
Pua bado kheladi achi ta.katha tike 😇karantu🙏sar
Tame bala naya karibe.
Barik sir dhekhi samadhan karantu,Kalahandi ru, Narendra Durga,
ଜଜ ମାନେ କିଛି କହିପାରୁନାହାନ୍ତି
ଝିଅ ର ବଡ ଭଉଣି ର ଭୁଲ ସେ ହଉଛି ମୁଲ ଅକ୍ଷର
Bhitare bohut kichhi achhi jouthi pain jhi a amiti jibaku chahuni plz jabrdasti karantuni
Programme vala se tk kara sir re
Mihir vi is the best
Respected Judge , you should not tell for stay with husband.
Judge ହେବାର ଯୋଗ୍ୟ ନୁହେଁ ।
Jadi tumar rahibara nanhi Swami pakhare ahi show ku kanhiki asu thile...
Samadhan pai ashara alok jantu ,athi kichi ହେବନି,asrumochana katha sunantu hasa lagiba,bhala entertainment...
Jou pua. Nija maa bapa ra helani... Sei kana stree haba...
I CV and VV VV u
Bujhei paruni. Sir
Bala anchoring karucha
ଉଭୟ ପକ୍ଷ ମଧ୍ୟରେ ଅଛି ଭୁଲ ବୁଝାମଣା ଏଥିପାଇଁ ପୁଅ ଝିଅ ମଧ୍ୟରେ ଅଛି ସବୁ ଅସଲ କଥା ଅଟେ
Not send to sasu Ghar ,plese dicide after. Six month , then stay. Separate ,
Bichar pati nk katha re tike igo bhout rhuchi .yemanku asa r alok ku gle mihir sir .aau bichar pati sir 100 present fanial kribe se biswas mor achi
Gopabandhu sir is better
Prakuratare jhia thik karichhi very good
Vai ketedina sansarare banchiba Kai jhagada lagucha misijaa.
ଝିଅ ର ବି ଭୁଲୁ ରହୁଛି
ପୁଅର ବି ଭୁଲୁ ରହୁଛି
ଝିଅ ଟିକେ ନରମ ରହିବା ଦକର
ପୁଅ ବୁଝିପାରୁନି ସେ କଣ କରୁଛି
Not. Dicide for. Joint life,
Athi pain na jhiya ghara doshi na Pua ghara doshi...doshi a DUI Jana...bada doshi swami ...se stree Ku bujhei parithanta...jadi se sandheha karichi...ajogya Ra barabata chasaa...se hata utheiba chada auu Kan kariba ... Kali jadi se taku marideba...apana dai Hebe ki...kasta se bhogichi apana mane nuhe...kahiba auu kariba bahut kasta
Aashara alok best serial
Best coat...
😭😭😭🙏😭😭😭
ଛି ଛି ଛି ଏ ଝିଅ ତା ଭଉଣୀ
Asha
Bhai mane mu dekhichhi Madua Ghare rahile ghara nihati ujudi jiba,jhio tu jemiti volo rahibu semiti padakshyapa nabu..
Span jaha Karichhanti saMaj pain good
I saw two times . Actual wife should not go husband s home . You will not take ricks .
mu aagya aapna chinel ku bahut passed karuchi
Tike ashara alak bhalilagu
ଛାଡାନି ଝିଅ କୁ । କଉ ଦିନ ଏ ଟୋକା ମାରି ଦେବ କେବେ
Ubhaya paribar ra loke thik nahanti
😭😭😭😭😭😭
bichara pati thik discusscation nunahanti otv ku jao aasaraloka ku
Problem puo ra income nahe
ବିଚ଼ାର ଏକତରଫା ହଲା
Stree roal adhhika....
Sabu parebi abe bi time thila kintu jhia bujhuni pare bhabiba au kichi milibani kete dina amiti rahiba
Asara alok is best for this pogram
Dillip Kumar sahoo mu total3kisti tanka paichi abasista tanka milini
Tame mo bala bhalia bujhauchha
What a question ❓ maribara karan?🙄
ନୂଆ ନୂଆ ନୂଆ ନଳିତା, ପୁରୁଣା ହେଲେ ଲାଗି ଇ ପିତା। ପୁଅ ଟିକିଏ ମୁଣ୍ଡ ଦୋଷ ଅଛି, ଝିଅ ତ କଷ୍ଟ ପାଇଛି ସେ ରାଗିବ,, କିନ୍ତୁ ଏତେ ଅଭୁଜା ଠିକ୍ ନୁହେଁ
ଝିଅ ଘର ଲୋକ ଭଲ ନୁହେଁ
Pua ଟା ଭଲ ନାଇ
No comments.
ମାଘିଆ ସଳା ଫାମିଲି ମିଛ କହୁଛନ୍ତି
Mihir sir can compermise the case
ଝିଅ ସବୁ ମିଛ କଥା
କହୁଛି କାହିକି ନା ସିଏ ଆଉ କାହା ଦୋକାନ ରୁ ସଉଦା କିଣୁଚି
Mg to bhauni bodhe Chari Ade sauda kare Jana paduchi au to buniyad Sabu sauda karanti au
@@sujitbaral823 Re kendrapadia toka tuma manankara aei jaou,, maaghia word taa samastanku ,, kahibaapain bhala se jaani jai6a nai ,, kebe sala , nije sei kama karuchha ki , nija maa sahita
Samastanku khali maa bhaouni neebaare Pura besta
Kan ,, baadhu6i ki bhari ,,
Jhia Ra Bahuta Bhul .......Jhia Ta Bahuta Jidia
Jhiara anya chakara achi
Asa ra alok is best
Asaro Akola ku jao
Jaha hela thik hela
Jhiataku jaberdasti pathaibata bhala nuhe.pua bujhiba darkare Tora rojgara nahi stree pila ku posiparibuni kahi ki baha heuthilu.
Stree ku posiparibuni .baha Heba ta thik nuhe .gote jhiara jibana nasta karidela.
Good
Badhi jhio
Jhia ta bahut ragi but puata alasuaaaa
2 janakara vulu
A jhiaa Bhala nuha ki a pua Bhala nuha
ଲେଡିସ ମାନେ ମିଛ କୁହନ୍ତି