Nua Jibana Nua Asha | ନୂଆ ଜୀବନ ନୂଆ ଆଶା | ମଦ ପାଇଁ ହେଲା ସମ୍ପର୍କରେ ଫାଟ | 18th July 2020
ฝัง
- เผยแพร่เมื่อ 21 ก.ย. 2024
- #PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
TH-cam: / prameyanews7tv
Twitter: / news7odia
Facebook: / news7odia
/ prameyanews7
Playlists-
CoronaVirus: • Doctor Live | କରୋନା ଗବ...
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face 2 Face : • Face To Face
ଝିଅଟି ବାପ ଭାଇ ମା ସମସ୍ତଙ୍କୁ ଛାଡି କରି ଯାଇଛି। ତାକୁ ଶ୍ରଦ୍ଧା ସ୍ନେହ ଟିକେ ଆଦର ଦରକାର। ଏ ପୁଅ ଟା ମଦ ଗଞ୍ଜେଇ ଖାଇ ସ୍ତ୍ରୀ କୁ ଆଦର କରୁନି।ଜୟ ଜଗନ୍ନାଥ
ମୁଁ , କହିବି ଗଢ଼ି ଜାଣିଲେ 🏠 ଘର ସୁନ୍ଦର କହି ଜାଣିଲେ କଥା ମଥୁର । କାରଣ ମୋ ନିଜର କଥା । ମୋ ସ୍ତ୍ରୀ ; +2, ପଡ଼ିଛି ମୁଁ ପଡ଼ିଛି ମାତ୍ର , ୩ ୟ , ଶ୍ରେଣୀ । ଠାକୁର ଙ୍କ ଦୟାରୁ, ଆମ ସମ୍ପର୍କରେ ରେ କାହାରି ନଜର ନଲାଗୁ । ତେଣୁ ମୁଁ 🙏 ଅନୁରୋଧ କରୁଛି , ଭାଇ, ଏବଂ ଭଉଣୀ ମାନଙ୍କୁ ବାହାଘର ହେବାପରେ । ପଛ କଥା ଭୁଲି ନୂଆ ଜୀବନ ନୂଆ ଆସା ଏବଂ ଆଖି ରେ ଆଖିଏ ସପନ ଦେଖି। ଆଗକୁ ଚାଲନ୍ତୁ । ବାକି ଠାକୁର ଇଛା। ଜୟ ଜଗନ୍ନାଥ ତୁମେ ହିଁ ଭରସା ପ୍ରଭୁ।
love you so much sir
U r right sir❤❤
ଏମାନଙ୍କୁ ଆସାର ଆଲୋକ ଦରକାର
ମା , ପୁଅ ପୁରା ମିଛ କହୁଛନ୍ତି
ଏ ପୁଅ ପୁରା ମାତାଲ ଟା ମା ଭାରି ମିଛ କହୁଛି
ପୁଅକୁ ଵୟଶ ଅଧିକ ହୋଇଥିବାରୁ ଏବଙ୍ଗ ନିଶାସକ୍ତରେ ରହୁଥିବାରୁ ଝୀଅ ପୁଅକୁ ପସନ୍ଦ କରୁନାହାଁନ୍ତି
ଅଶ୍ରୁମୋଚନ sir... ଗଂଜେଇ ବିଷୟ ରେ ପୁରା ଗବେଷଣା କରିଛନ୍ତି
ଭଲ style ରେ କହିଲ 😁😁😁😬😬
ଗଞ୍ଜେଇ ଖାଇ ଖାଇ ଅବସ୍ଥା ଗୁରୁତର ରହିଛି ଯେ କୌଣସି ସମୟରେ ପାୱାର କଟ୍ ବନ୍ଦ ହୋଇଯିବ
Jay jagannath
God bless u both
ଝିଅ ପସନ୍ଦ କରୁନି ପୁଅକୁ
Thik kahichha bhai
Sir you all are great thinking because of education problem they're having different thinking
Jhia ra pua pasanda nuha sethipai semiti hauchanti
Tokata pura gonjediea
Jhia puua ku like karuni,
Jhia ku pacharantu se jadi taa husband and tara family sahit chahuni rahibaku, tenu se already select karichhi keunthi ki jiba
Sala harami tu besi janichu
Asrumochan Bhai apan jhia ku bancheidele thank you
ପୁଅ ଟା ପୁରା ଗେଞ୍ଜଇ ଟାଣି କି ତାର ଅବସ୍ତା ନାହିଁ
Ha vahi dekhile laguchi
Pua paka harami achi
@@somanathbehera6038 in your 00090👍
Jhia ti ganga bhali pabitra
Jhia ra bapa gote bhul jagare baha dela...bichari jeeban ta sara asanti
ମାଗିହାଁ ଗଞ୍ଜଡ଼ ଅପାଠୁଆ ଲୋକଟା
ବୋଉକୁ ଝିଅ ପରି ଦେଖିଲେ ସବୁ ସମାଧାନ ହୋଇଯିବ
ବୋହୂ ସ୍ବାମୀ ଘରକୁ ନିଜ ଘର ଭାବିଲେ ଅସୁବିଧା କ'ଣ କହିବୁ ଭାଇ
Jhhia jadi nija sasu Ku bou vali vabe ta hele b kichi problem habani jhhia jadi nija bapa ghara kathha vabe ta hele se pua kn taku puja kariba
Correct
@@narayanamishra7702 100%
Right
Good wife
ପୁଅକୁ ପସନ୍ଦ କରୁ ନଇଁ ଝିଅ
ଏଟା ଗାଲୁଆ ଝିଅ ଟା ପୁଅକୁ ପସନ୍ଦ କରେନି
God bless all
Wowwwww
sister ok..
ଶଳା ଗଁ ଜୁ ଡି ଆ, ମଦୁଆ, ଶଳାର ନୁନି କାଟିଦିଆ ଯିବା ଦରକାର
ଗଂଜେଇ ପିଇଲେ ନୁନୁ କାଟନ୍ତି ବୋଧେ ତମ ଗାଁ ରେ
@@golapmajhi6233 tu ganjadia ki
Excellent Judge
ଝିଅର ପୁଅ ପସନ୍ଦ ନୁହେଁ।
Right bhi
Correct. Baki sabu banana.
Sir last re janiparile
ଝିଅ ଓଭର acting କରୁଛି କଥା ଧରିକି ବସିଲେ ସମାଧାନ ହବନି ଝିଅର ପୁଅ ପସନ୍ଦ ନାହିଁ
Mote kahi seE ya laguchhi
Very good program
ବର୍ତ୍ତମାନ ମଧ୍ୟ ମଦ ପିଇଛି, ଏଇ ସବୁ କାରଣ ଯୋଗୁଁ ଝିଅ ଏବେ ପସନ୍ଦ କରୁନି, ତାକୁ ଖାଣ୍ଟି ଟୋକା ଦରକାର l
ପ୍ରଥମ କଥାହେଲା ଶାଶୂଘରେ ବୋହୁ ମାନଙ୍କୁ ସ୍ୱାଧୀନତା ମିଳୁନି ଏ ଜାଗାରେ ସେଇଆ ହେଇଛି ଯାହାଦ୍ୱାର ବୋହୂଟି ପ୍ରତିବାଦ କରିଛି ଏ ଟୋକା ପୁରା ନିଶାଡୀ ସ୍ତ୍ରୀକୁ ନିର୍ଯାତନା ଦେଇଛି ଝିଅ ମାନେ ମାନସିକ ସ୍ତରରେ ସଜାଗ ହେବା ଦରକାର ଶାଶୁ ଘରେ ଏମିତି ଘଟଣା ସାମ୍ନା କରିବାକୁ ପଡିବ କିଛିଦିନ ସହି ଯାଇଥିଲେ ସବୁ ଠିକ ହେଇଯାଇଥାନ୍ତା ସ୍ତ୍ରୀ ପାଇଁ ସ୍ୱାମୀର ସପୋର୍ଟ ନିହାତି ଦରକାର ନିଶାଡୀ ପାଖରେ ନରହିବା ଠିକ ହେବ
ପୁଅ ପୁରା ଘୋଡା ମଦୁଆ,,, ଗଞ୍ଜଡିଆ.. ଝିଅ ର ଭାଗ୍ୟ ଖରାପ . ଆଗକୁ ଭଗବାନ ଭରଷା
Bhagaban duijananku misai diantu
Jay jagannth
ଏଇ ଝିଅ ଟି ବହୁତ ଭଲ... ପୁଅ ଆଊ ତା ମା କୁ ଜେଲ ପଠେଇ ଦେବା କଥା..
sir like thish verry liky
Bahut sensitive se jhia please final karantu bahut bhala se jhia chhota pilate sie
Right
Judge cannot speak frequently.
Right
Best dailock to the hasband.
Same katha pua kahithile apana
Manankara bichara re puaku
Keteje dhamaka mili thanta
Jay Jagannath
Jhiara bahuta kharap guna achi bhali mu anubhaba karuchi....
Jhia ra lover achi.
Right
Right sir
Best mihir sir
Puaku like karuni se jhia
Bapa jhia nuhe Bhai bhauni bhali dekhajauchanti
Judge ra way of talking thik nahi
Yes ur right ekdam sat Katha
ଝିଅ ଯଦି ତ ପସନ୍ଦ ନ ଥିଲା ପିଲା କୁ ବାହା କଣ ପାଇଁ ହେଉଥିଲୁ, ଝିଅ ର ଗୁଣ ଚରିତ୍ର ଖରାପ ସେଥିପାଇଁ ପିଲା ବିଷୟରେ ଜାଣି କି ବି ପିଲା କୁ ବାହା ହେଲା,
Hi class jhia
Sirr,police ku daki samasntku dhorei diontu,3rd degree turchur hoba darkar,pura family ku khali janaku chadiki...
Gotia paribar jodi jau jagannath karantu
Right
The judge is not fit for the show.
The judge Mr Gopabandhu sir fit for good judgement.....I miss u sir..
Thik kahichha bro
Right Ekdam Sat Katha ae Jarg Jama bhal lok nuhe tar Katha kahiba jama thik laguni high tempar Katha kahichnti
Judge is not fit for this...
Age nd education problem ..........Duhi k Majhi vl paiba nahi
ମୁଣ୍ଡ ତ ସେତିକି କରିବ କଣ । ଶଳା devlopment ଥିଲେ ସିନା ଭଲ କଥା ଚିନ୍ତା କରିବ ।
Jeo besi chalu ache sir
ପୁଅକୁ ପସନ୍ଦ କରୁନି ଝିଅ
Ok bro you are right.
Dakhiki baha hoinathilaki
Jerge ETA badia distion
ଏ ଝିଅ ଫୁଲ ଚାଲାକୀ
Good decisions is.. Diverse, and 🥰🥰return the commenction
Barsha anubhav ku ana
Once a lady will irritate then nobody can cool her.
This is very sensitive issues.
And she is not happy with that guy....so she should not forcefully stay with him.
Let her free from marriage act
Sir 🙏🙏🙏🙏🙏
poa madua achhi,jhiya ra bapa poa ku dekhabara thila jhiya ku.se jhiya aji dukhi
Mo bhauni heithile ee bapa ku mu support karinathanti
Staje bhala laguni....asara aloka tha best plant from
Girls father is very much honest
Sabura samadhan thaye yete jidi bhala nu hon.
Jhia puaku pasanda karuni
Jhia.adhika heyuchi
Jhia katha manantu
Thik karicha sister
Other love
ଏ ଝିଅ ଏ ପୁଅ କୁ ପସନ୍ଦ ନୁହେଁ। ଏପରି ମୁହଁ କଲେ ଯେ ପଇତା ହେଲେ ବି ମଦ ଖାଇବ। ପୁଅ ର ସେକ୍ସ ପାଇଁ ମନ ହେଲେ ଝିଅ ମନା କରିବା କେତେ କଷ୍ଟ ଦାୟକ କେବଳ ପୁରୁଷ ଲୋକଟି ବୁଝି ପାରିବ।
ସୁନ୍ଦରୀ ର ବହୁତ ରୂପ
Education ra ego
Juj sahab best is best🙏🙏🙏
Sir ପାଗଳ ଟୁକା ଝିଅ ଭଲ.
Pagal
ମା ପୁଅ ମିଶିକି ଗଂଜେଇ ଟାଣନ୍ତି...
adhika kahu6
Jhia Ta Agaru Bodhe Bhala Pauthila
Sir, attualy jhia chaliparibani Karan se jhia puaku pasanda karuni fast Katha .
Judge ra katha bhala laguni
Ur right
Ashrumochan Sir 🙏
ମଘିଆ ଗଞ୍ଜେୟା , ବୁଢ଼ା ଶଳା ମାରୁନୁ। ବୁଢ଼ା ମୁଂହା।
Aasara aalokare gopabandhu sir nku dakantu thik jojment miliba
Judge is perfect 👍sir your consideration and judgment is excellent
ଟୋକି ଖାଲି ଫଁ ଫଁ ହେଉଛି, ୟା ର କିଛି ଚକ୍କର ଅଛି
Judge fit nuha
Ur right ekdam sat Katha
ମୁଁ 25/07/2020(ଶନିବାର) ପ୍ରସାରିତ ହେଇଥିବା episode ପାଇଁ comment କରୁଛି
ଏଇଟା ନିହାତି ଗୋଟେ ବେକାର,ଅମାନବିକ,ଘୃନ୍ୟ କାର୍ଯ୍ୟକ୍ରମ, ଏଠି ସବୁ judge ମାନେ କେବଳ ନିଜର TRP, ନିଜର ସ୍ୱାର୍ଥ ପାଇଂ ଚିନ୍ତିତ ସେ କାର୍ଯ୍ୟକ୍ରମକୁ ଆସୁଥିବା Couple ମାନଙ୍କର acutal problem ବୁଝିବା ଅପେକ୍ଷା ଯେ କୌଣସି ପ୍ରକାରରେ ସେମାନଙ୍କର ସମାଧାନ କରିକି ନିଜର TRP ବଢ଼େଇବା ପଛରେ ହିଁ ଲାଗି ରାହୁଛନ୍ତି
ସେ episode କୁ ଆସିଥିବା ସେ ଝିୟ ଆଉ ତାଙ୍କର ଭଉଣୀଙ୍କୁ ଉତ୍ତମ ପ୍ରୟାସକୁ,ସାହସକୁ ମୁଁ ଧନ୍ୟବାଦ ଜଣାଉଛି , ସେ ଝିୟକୁ ଏ ମୂର୍ଖ judge ମାନେ ପଚାରୁଛନ୍ତି ବାହାଘର ପୁର୍ବରୁ ତମେ କିଛି child ନ କରିବାର condition କରିଥିଲା କି?? ସେ ଏତେ କମ age ର ଝିୟ କେବେ କିଛି ପିଲା ନ କରିବାର ଭାବିଥିବା କି?? ତାଙ୍କର husband ଯେତେ ବେଳେ ମାନିଲେ କି ସେ ସବୁ ବେଳେ ସେ ଝିୟକୁ physically torture କରିଥିଲେ ସେ ପିଲାକୁ ତାର ସ୍ତ୍ରୀକୁ ଭୁଲ ମାଗିବା ପାଇଁ କାହିଁ କେହିତ କହିଲେନାହିଁ?? ଏ judge ମାନେ ସମ୍ପୂର୍ଣ ଭାବରେ biased ଯଦି ଠିକ ସେ ନ୍ୟାୟ ଦେଇ ପାରୁନ ତ ସେ judge ଆସନ ଛାଡ଼ି ଦିୟନ୍ତୁ🙏🙏🙏
6good
Bala judgement
1. Education ku neyi kina no objection.
2. Objection. hela
a. Drink & gonjei khaiba pore wife ku mariba aau physical relationship rokhiba jhiyo dori jayichi.( Strong point)
b. Nuya marriage kori jaichi jhiyo puyo jhiyo mono kotha bhujhi parinahi.
ମଣିଷ ରୂପରେ ଅମଣିଷ କୁ ଜୋଇଁ କଲେ
ଏମିତି ଭାଲୁ ରାମ୍ପୁଡା ଖାଇଲେ, ମଣିଷ ର
ଦୂରାବସ୍ଥା ବଢିଯାଏ।
Plz. Asrumochan sir kaha upare presara pakaani jiba pain..
Right
Jhia ra bi bhul rahu Chi
Mu bhi seya bhabuchhi
ଟୋକା ଟା ଗଞ୍ଜୁଡ଼ିଆ ଟା ମଦୁଆ ଟା
ମାଆ ପୁଅ ବଜାତ ସାଲା
New7, judge sir and asrumochan bhai nku gote request karuchi apana mane emiti compromise kariparuchanti ta karantu hele tv re telecast nakarantu.
really diveroce heba darkar
Bala judge Bala judgement niriha lokatar kichi dosa nahin , se Katha kahiparuni boli ta upare chadhijauchanti ?
Really..ranu ku se pua thik helani..nothing
Tame kemiti janila
Right sister
Right
Mu jetiki apisod dekhuchi ashara alok hou ki nua jibana nua asha.jhiya Mane kahucha nti sasu ghare mate maridebe . Aita kana sata mu bujhi paruni.
Bhala bhabare asara aloka dekhantu pura staaf sikhantu tapare discuss karantu hela Sabu bekar
Sir kindly jhia ta ku nayaa diantu
Kam bayasar jhita
Sea jama najiba darkar
Pua ta drink .ganjei tanu6i
Please please kindly the Stape
This decision is correct.
Asara alok pakhaku jao sabu samadhana hoijiba
ବୋହୂ କୁ ଝିୟ ଭାବ ଦେଖିବ କେଣସି ଅସୁବିଧା ହେବ ନାହିଁ
Right bhai
Right
Jhia new love karuchhi
Tote kahithila
Bohu ku jhia vali vaba , nijar na hau but au kahar jhia vali vaba, vala pila ta se vauni janak
Right