ସ୍ବର୍ଣ୍ଣ ଯୋବେଲ୍ || Amit Pani || New Odia Christian Song 2024|| Tukuna Pani||Jeebit Pani
ฝัง
- เผยแพร่เมื่อ 8 ต.ค. 2024
- Glory to God
Presenting a golden jubilee song of Putasing Baptist Church only for the Glory of our Lord Jesus Christ.
Please listen.
_______________________________
ପ୍ରଭୂ ଯୀଶୁଙ୍କ ଅସୀମ ଅନୁଗ୍ରହ ଦୟା ରୁ ପୁଟାସିଂ ବାପ୍ ଟିଷ୍ଟ ମଣ୍ଡଳୀ ସ୍ଥାପନ ର ୫୦ ବର୍ଷ ପୂର୍ଣ୍ଣ ରେ ମଣ୍ଡଳୀ ସ୍ୱର୍ଣ୍ଣ ଯୋବେଲ୍ ପାଳନ କରୁଛି ।ଏହି ଅବସର ରେ ପ୍ରଭୁଙ୍କ ଅସୀମ ଦୟା, ପ୍ରେମ ,ଅନୁଗ୍ରହ, ବିଶ୍ୱସ୍ତତା କୁ ସ୍ମରଣ କରି ତାଙ୍କ ଗୌରବ ଉଦ୍ଦେଶ୍ୟରେ ଏହି ଗୀତ ପ୍ରସ୍ତୁତ କରାଯାଇଛି । ଆପଣ ଶୁଣିବେ ନିଶ୍ଚୟ ।
________________________________
SONG CREDIT
SUBHOJIT PANI Presentation
SINGER- Gospel Singer-Amit Kumar Pani and Tukuna Pani
LYRICS- Jeebit Pani
COMPOSITION- Jeebit Pani
MUSIC ARRANGEMENT - Subham Samal (Bapi)
Direction of photography- Ambram Ganta (Bapi)
PRODUCER- Decon Mr.Midiyan Pani
Keyboard programming - Subham Samal
Live Dholak- Tukuna Pani
Track making - Bapi Studio,Rayagada
Voice dubbing and mixing - Sundar bhai, (Prativa Studio,Cuttack)
___________________________
Prayer support - Professor Rajpati Pani,
Pastor Rev Jugal Kishor Lima,
Pastor Rev Biraj Andrap
_______________________
Special thanks - Swaparani Pani, Sujit Pani,
Sagar Mishal, Pr. Rev Biraj Andrap and family, Coral.
________________________
Full Song
ମହା ଉଲ୍ଲାସର ଉତ୍ସବରେ କର ଜୟଗାନ
ଆନନ୍ଦରେ ଯୀଶୁଙ୍କ କର ଗୁଣ ଗାନ
କେଡ଼େ ଦୟା ବହି ଦେଲେ ଯୋବେଲ୍ ଦିନ
ପ୍ରଭୁଙ୍କର ଏହ ଅନୁଗ୍ରହ ର ଦାନ
ଯୋବେଲ୍ ଯୋବେଲ୍ ଯୋବେଲ୍
ପଚାଶ ବରଷ ଯୋବେଲ୍
ଯୋବେଲ୍ ଯୋବେଲ୍ ଯୋବେଲ୍
ପୁଟାସିଂ ମଣ୍ଡଳୀ ଯୋବେଲ୍ -0-
ପୁଣ୍ୟ ଲହୁ ରେ କ୍ରୟ କରିଲ
ପ୍ରେମର ବାହୁଲ୍ୟେ ନୂଆଁ ଜୀବନ ଦେଲ
ସୁରକ୍ଷା ବାଡ଼ ଦେଇ ତୁମର
ମଣ୍ଡଳୀକୁ ପ୍ରଭୂ ପ୍ରତି ପାଳନ କଲ
ବର୍ଷ ପରେ ବର୍ଷ ତୁମେ ସମ୍ଭାଳି ନେଲ
ଦୟା ପରେ ଦୟା କରି ସୁରକ୍ଷା ଦେଲ
ଯୋବେଲ୍ ଯୋବେଲ୍ ଯୋବେଲ୍
ପଚାଶ ବରଷ ଯୋବେଲ୍
ଯୋବେଲ୍ ଯୋବେଲ୍ ଯୋବେଲ୍
ଏଇତ ସ୍ୱର୍ଣ୍ଣ ଯୋବେଲ୍ -1-
ବିଶ୍ଵସ୍ତ ହୋଇ ସାଥେ ରହିଲ
ରୋଗ ଦୁଃଖ ସଙ୍କଟ ରୁ ଉଦ୍ଧାର କଲ
ତୁମେ ହିଁ ଆମ ଆଶ୍ରୟ ସ୍ଥଳ
ତୁମ ଛାୟା ତଳେ ରଖ ଅନନ୍ତ କାଳ
ଝଡ଼ ବତାସ ଆସିଲେ ତୁମେ ସମ୍ଭାଳ
ତୁମ ସାଥିରେ ପାଇବୁ ଗନ୍ତବ୍ୟ ସ୍ଥଳ
ଯୋବେଲ୍ ଯୋବେଲ୍ ଯୋବେଲ୍
ପଚାଶ ବରଷ ଯୋବେଲ୍
ଯୋବେଲ୍ ଯୋବେଲ୍ ଯୋବେଲ୍
ଏଇତ ସ୍ୱର୍ଣ୍ଣ ଯୋବେଲ୍ -2-
ସ୍ୱର ସଂଯୋଜନା - ଜୀବିତ୍ ପାଣି
ଗୀତ ରଚନା - ଜୀବିତ୍ ପାଣି
#ସ୍ୱର୍ଣ୍ଣ_ଯୋବେଲ୍, #AmitpaniNewSong, #OdiaChristianSong,
#PutasingGoldenJubileeSong,
#AmitPani,
#PreranaSong2024,
#JobelJobel
#jobelSong
Contact
Jeebit Kumar Pani
Mobile/WhatsApp _ 9437821839
Email _ jeebitkumar@gmail.com
ପ୍ରଭୁଙ୍କର ପ୍ରଶଂସା ହେଉ ❤❤❤
ସଂଗୀତ ନିର୍ଦ୍ଦେଶକ ବହୁତ ବହୁତ ସୁନ୍ଦର ହୋଇଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ମାନଙ୍କ ଆଶିର୍ବାଦ କରନ୍ତୁ
ମୁଁ ଭାବିନ ଥିଲି ଯେ । ଯୋବେଲ୍ ମହୋତ୍ସବ ଉଦଘାଟିତ ନିମନ୍ତେ ଏମିତି ଗୀତ ଆସିବ ଭୁଲି। ଏପରି ଗୀତ ଗାଇ ଥିବାରୁ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଆମ ସମସ୍ତଙ୍କୁ ଆଶୀର୍ବାଦ କରୁଥାଉ
ଯୋବେଲ ଅର୍ଥ କଣ ଆଉ କିଏ ପାଳୁଛନ୍ତି ଯୋବେଲ
ବଢିଆ ଗୀତ ନାଚି ନାଚି ଧୂଳି ଉଦେଇ ଦିଅ
ବ ହୁ ତ ଭ ଲା ଛି 👌👌👌
👌👌👏👏🌹🌹🥰🥰❤️❤️ବହୁତ ଅତିସୁନ୍ଦର ଗୀତ ହଇଛି ବହୁତ ଭଲ ଲାଗୁଚି
୫୦ ବର୍ଷ ଯୋବେଲ୍ ବର୍ଷ ପାଳନ ଅବସର ରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା...... 🙏
ସୁନ୍ଦର ନୃତ୍ୟଭରା ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ମହିମା ହେଉ ......👏👏👏
Super haichi
ପ୍ରଭୁଙ୍କ ନିମନ୍ତେ ଅତି ସୁନ୍ଦର, ମନୋରମ ଗୀତଟି ଗାଇ ପ୍ରଭୁଙ୍କୁ ପ୍ରସଂଶା ଗାନ କରି ଥିବାରୁ ପ୍ରଭୁ ତମର Team member ମାନଙ୍କୁ ଆଶୀର୍ବାଦ ଦେଇ,ଚୀରକାଳ ଭଲରେ ରଖନ୍ତୁ, ଯେପରି ପ୍ରଭୁଙ୍କ ଆନନ୍ଦ ପ୍ରସଂଶା ନିମନ୍ତେ ଗୀତ ଗାଉଥିବ l
🙏🙏🙏🙏🙏🙏🙏🙏🙏🙏🙏🍇🍇🍇🍇🍇🍇🍇🍇🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🙏🙏🙏🙏🙏🙏🙏🙏🙏🙏🙏🙏🙏💖
ଗୀତ ଆରମ୍ଭରୁ ଚର୍ଚ୍ଚ ର ନାଜାରା ବାସ୍ତବରେ ଏତେ ସୁନ୍ଦର 👍💚🛐
Very nice song
Presa the god
Praise the Lord 🙏
ଗୀତ ଟି ଅତି ସୁନ୍ଦର ହେଇଛି
ଧନ୍ୟବାଦ୍ ପ୍ରେରଣା ଚେନାଲ୍
Praise the Lord jeebit Nana....🙏🙏 Very beautiful song.... bahut badhia composition ..... Excellent heichi gita 👌👌
ବହୁତ ସୁନ୍ଦର ଗୀତ ହେଇଚି..... God blease u
ଅତି ସୁନ୍ଦର ଏବଂ ମଧୁର ଗୀତ ବହୁତ ଭଲ ଲାଗେ
ବହୁତ ସୁନ୍ଦର ଗୀତ ଅମିତ ସାର ପ୍ରଭୁଙ୍କର ଦାନ୍ୟବାଦ ହେଉ
ବହୁତ ଭଲ ହେଇଛି ଏହି ଗୀତ ଟି ❤😊😊 ଈଶ୍ୱର ଙ୍କ ମହିମା ହେଉ
ବହୁତ ବଢିଆ ଗୀତ 👌👌👌🙏🙏👍👍
Odia song nice tem for your all team God bless you
ପ୍ରଶଂସା ପାଇଁ ଶଦ୍ଦ ନାହିଁ ଅତି ସୁନ୍ଦର ହେଇଛି ଗୀତ।
Nice Singing Amit Bhaina and Tukuna Bhai
Nice Composition Jibit Bhai 👍
ପୁଟାସିଂ ମଣ୍ଡଳୀର ସ୍ଵର୍ଣ୍ଣ ଯୋବେଲ୍ ପ୍ରତିପାଳନ ଉପଲକ୍ଷେ ପ୍ରସ୍ତୁତ କରାଯାଇଥିବା ଏହି ଗୀତ ନିଶ୍ଚିତ ଭାବେ ସମସ୍ତଙ୍କୁ ଭଲ ଲାଗିବ- Ahaan Music from Jeerango Gajapati
ଗୀତଟି ବହୁତ ଭଲ ହେଇଛି, ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ✝️✝️👍👍
ଏହି ସୁନ୍ଦର ଗୀତ ମାଧ୍ୟମରେ ଇଶ୍ୱର ଗୌରବ ପାଆନ୍ତୁ ଧନ୍ୟବାଦ I
Very good very nice song God bless you ❤❤❤
ବଢ଼ିଆ ଗୀତ, ମଜା ଆସିଗଲା। ଯାହା ଜଣା ଯାଉଛି ଧୂଳି ଉଡ଼େଇ ନାଚ ହବ।
Nice song dhada mama amith Vai giya super hela❤
❤❤❤❤❤❤god
Very nice song 👏👏👏
ବହୁତ ସୁନ୍ଦର ଗୀତ Praise the lord 🙏🙏🙏
PRAISE THE LORD
Really very nice composition
I give HEARTFUL thanks to composer, singer
2 singer Amit n another bhai
Heart touching song.... God bless you all
❤
Nice composition all the glory to god
ବଢ଼ିଆ ହୋଇଛି ଆଜ୍ଞା 🎉🎉
ଯେତେ ଶୁଣିଲେବି ପେଟ ପୁରୁନି।
I love Lord jesus Christ sooo wonderful sir keep it up soo nice song and make more song as it name of Lord jesus Christ sing more and more songs sir may God bless you don't give up sir again I say keep it up
Thanks God, your blessings is big for us on behalf of 50 years jublee of puttasing church , praise the lord , hallelujah , jublee song is so beautiful n super , music , lyrics , singing all is well ,God bless you entire team .
ବହୁତ ବଢିଆ ଲାଗୁଛି ଗୀତ
Geeta sunilapare mana moro mugdha mana bara mana santhi Ananda manare rudayo santhi Prabhu bahut bahut ashirbad karantu samastanku
Ameen
So beautiful BLESSINGS FOR DAY LOVE U ALL OF U 🎉🎉🎉
Satore sir ehi song suniba pare mo aakhira luho jhri Gala Bahut bhalo hoichi ehi song God bless you your future Life sir ❤❤❤
୫୦ ତମ ସ୍ଵର୍ଣ୍ଣ ଯୋବେଲ୍ ଅବସରରେ ପୁଟାସିଂ ଗ୍ରାମର ପ୍ରତ୍ୟେକ ଗ୍ରାମବାସୀ ଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା,
ପ୍ରଭୁଙ୍କ ମହିମା ହେଉ
ଗୀତ ରଚନା, ସ୍ୱର ସଂଯୋଜନା, ସଙ୍ଗୀତ ପରିଚାଳକ ଓ କଣ୍ଠଦାନ ବହୁତ ସୁନ୍ଦର ହୋଇଛି || ପ୍ରଭୁ ଯୀଶୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ||
So beautiful lyrics, composition and awesome voice ❤❤❤❤, Glory to God 🙏🙏🙏🙏🙏🙏🙏
This is the glorious song of God
Bahut sundar heichhi geeta
Meaningful heart touching practical song. Beautiful!🎉
Prabhu ro mahima heu
Prabhunka namo dhanya heu ❤
Congratulations। Beautifully Sang Both the Singers . Lyrics and Composition is really Wonderful
ବହୁତ ସୁନ୍ଦର ଲାଗୁଛି sir 🙏❤️✝️
Bhaut bhala lagila he gita suniki very nice 👌
Very nice 👍👍👍👍👍👍
Congratulations to all my Puttasing Church. Specially Thanks to the Lord of Host Who protected so far.....
❤❤
Wonderful... God bless all of you.
Praise the LORD ❤️🙏 such a meaningful and heart touching song #theoccasionof50thgoldenJubileePutasingBaptistChurch ❤
Nice song god bless you ❤❤❤❤❤
Praise The Lord wonderful song
ବହୁତ ବଢିଆ 👌🏻👌🏻
Many more congratulations for auspicious celebration of golden Jubilee and dedication of beautiful song
Ati sundar rachana sir, God bless you
Nice song sir
Excellent Presentation. Proud of you Jeebit and All.
Praose the lord 🙏🙏
Praise the Lord ❤❤❤ ati sundara gita heichi,Pravu samastanku asirbada karantu❤❤❤❤
The song is very heart touching and meaningful. inspired me when I have heard it. In the days to come, new songs like this will be created for the Lord. Bless you all... thanks
Praise God ✋✋🙏🙏🙏
Sir PREAIS the Lord so veri naic soing singing🎤
Gita bhala heichi probhu gaoraba paontun
Very good brother 🙏❤️ ❤️❤️
Super heichi song 🎉🎉❤❤❤
Very nice song
veri nice song
👌👌👌👌👌
Nice song praise the lord
Very nice one, God bless you
Be praise the Lord our God Abba Father.
Song is indeed worthy listening...as it's Full of Melody
May God bless you all the team members🎉🎉congrats
Nice song
Press the lord 🛐 ଯୁବେଲ
Music, lyrics, composition and singing very nice. God bless
May God expand the church
Congratulation.........nice lyrics and composition and singing also....may god bless ur team....
Beautiful Song Nice Lyrics ❤❤❤Praise the lord 🙏 God Bless you all ❤❤❤❤
❤❤❤❤❤❤ solit song ❤❤❤❤
Great iam proud of my religion
Nice song 🎉
Praise to be lord Jesus Christ
❤❤❤❤❤❤❤❤❤❤.mind blowing
Nice song God bless you sir
Praise the Lord God bless all team🌸
❤❤❤❤
Very nice video ❤❤❤
Very nice crishtian song
Nice song sir God bless you 💕🙏
Sir best of best god bless u
so wonderful song yaar ❤❤❤❤❤
God bless you sir 🙏🙏🙏🙏❤❤❤
Praise the lord 🙏,so beautiful song, lyrics music singing all is super super duper
Wonderful sir
Nice singing and song praise the lord