ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଶଳା iic କୁ କ୍ଷମା କରିଦେଇ ଭୁଲ୍ କଲେ sir ଏଥିରେ police ,ଗୁଡାଙ୍କର ଭୟ ଆଉ ରହିଲାନାହିଁ।
R8
Yes suspended koribar thhila
Taku home guard kara bo
Sir କହିଲେ ବା ସେ କାହା ଚାପରେ ସେମିତି କଲେ ବୋଧେ, ସେ ଆଉ କେହି ନୁହନ୍ତି sir ଙ୍କ ପରି ରାଜନେତା ହେଇଥିବେ.hmmm
କିଛି ଦଣ୍ଡ ଦେଇଥିଲେ ଏନେ କେହି ବି ଏମିତି ଭୁଲ କରିନ ଥାନ୍ତେ
ଦେଖିବାକୁ ବାକି ରହିଲା ଭରତପୁର ଦୋଷୀକୁ କିଭଳୀ ଦଣ୍ଡ ଦେଉଛ
Jebhali nabin babu mamita bebina pari pihu etisri kunduli smita rani amana nku jemiti nyao delete bjd sarkar semiti milliba
@@ranjansamal4782 andha bhakta asigale bhukiba pain
ଆମ ଆଦିବାସୀ ଲୋକଙ୍କ ମନ ନିରୀହ କାହାକୁ ଅସୁବିଧା ରେ ପକେଇନଥାନ୍ତି ସମସ୍ତଙ୍କୁ କ୍ଷମା ଓ ଦୟା କରିଥାନ୍ତି । ଜୟ ଆଦିବାସୀ ଜୟ ମୋହନ 🙏
Right
❤
ଏହି ଦୟାଳୁ ମନ ଭାବ ପାଇଁ ଆଜି ଆମେ ପଛୁଆ ।
Yes bro ❤❤
@@h.avimanyu4088 ✅
Sabu police station re behavior thik haba darkar.
Sabu govt employee nka bhali tanku b weekend dia dekhiba bihavior thik heijiba, only frustration is the reason
Bahut kharap beaviure sabu police station re bahut haeran karuchanti
ସେ IIC ଉପରେ ଏବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର
Right❤
ନିଜ ଘରେ କେବେ କଳି ର ସମାଧାନ କର(ମା ଆଉ ସ୍ତ୍ରୀ ଭିତରେ) ,ତା ପରେ କହିବ
Keba kahaku chota bhabiba thiknuhe Mahan sir great
Mukya mantri.Mohan Majhi .nku100 % Support .
ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀର ପରିଚୟ ଏମିତି। ପୋଲିସ ପ୍ରଶାସନକୁ ଟାଇଟ୍ କରନ୍ତୁ।
Bahut badhia sir.
ଓଡ଼ିଶାରେ ସବୁ ଥାନାରେ ଏ ଅବସ୍ଥା , ଯଦି ଜଣେ ଲୋକ ପ୍ରତିନିଧି ଏମିତି ଅବସ୍ଥାକୁ face କରୁଛି ତାହା ହେଲେ ସାଧାରଣ ଲୋକର କି ଅବସ୍ଥା ହେଉଥିବ , ସରକାର କଠୋର ପଦକ୍ଷେପ ନିଅନ୍ତୁ ,
ପୋଲିସ ମାନକୁ ବିରୋଧ ରେ FIR, ଇନଭେଷ୍ଟିଗେସନ କରିବା ପାଇଁ, ସବୁ District ରେ army(no Police )ଦ୍ଵାରା ପରିଚାଳନା ଷ୍ଟେସନ ହେବା ଦରକାର, ଯୋଉଠି ସାଧାରଣ ଜନତା ପୋଲିସ ବିରୁଦ୍ଧରେ ମକଦ୍ଦମା କରି ପାରିବେ। ତେବେ ଯାଇ ପୋଲିସ ବାଲା କାବୁରେ ରହିବେ।ଏହା ପାଇଁ କାନୁନ୍ ରେ changes ଆଣିବା ଦରକାର।
Sabu thana ra abasta amiti. Kouthi b gote sadharana Loko ku bhala behaviour ta daba chadatnu, kharap bhasa re katha barta karuchanti
@@Sujata_1344 please follow and observe the work load of a police person only one day then you will get the answer
ମୁଖ୍ୟମନ୍ତ୍ରୀ ଜୀ ଆପଣଙ୍କ ମହାନତାକୁ ଧନ୍ୟବାଦ 🙏👍
Damdar speech of Odisha CM👍👍
80% ପୋଲିସ ଚୋର ହତ୍ୟାକାରୀ 😮
Neta nkara chamchha jou
CM ହେବତ Mohan Majhi ପରି
Bala na
@@mastiforyou1957 Kn pain bala?
@@mastiforyou1957Gandhi poduchi bhode Tamil puoo
You are Right and 2000% correct 👌👍👍👍👍👍
@@mastiforyou1957 tu ପାଣ୍ଡୁ ପୁଅ କିରେ
IIC ଙ୍କ ଭୁଲ ଆଦୌ ସାମାନ୍ୟ ନଥିଲା, cm ତାଙ୍କୁ କ୍ଷମା ଦେବା ତାଙ୍କ ମହନୀୟତା
ସେଇ କ୍ଷମା କରିଦେଉଛନ୍ତି ବୋଲି ଆଜି ଭରତପୁର ରେ ଏମିତି କେସ ସବୁବେଳେ କ୍ଷମା କରିଦେବା ଠିକ୍ ନୁହ
ଏହାର ମୁଖ୍ୟ କାରଣ Curruption.Post ବିକ୍ରି ହେଲେ ଏହା ହେବ.ଯାହାର ଇଚ୍ଛା bardi ପାଇବା ତାଙ୍କୁ ଦେବେନି.କାରଣ ସେ ଗରିବକୁ help କରିଦେବେ.
ଏଥିରେ ନେତାମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି, କାରଣ ଆମ ପିଲାଟା ରହିଲେ iron ଗାଡି ଟା ଛାଡିଦବ 😂
Right katha sir,
ତ୍ରିନାଥ ସେଠୀ ତ ପାଇଁ ପୋଲିସ ଆଜି ବଦନାମ , CM sir ଭଲ ଲୋକ ବୋଲି ତୁ ବଞ୍ଚିଗଲୁ
ମୁଖ୍ୟମନ୍ତ୍ରୀ ହେବତ ମୋହନ ସାରଙ୍କ ପରି ❤️❤️❤️❤️
Very good cm sir
u r great sir.. 🔥😎💪
ଧନ୍ୟବାଦ ସାର
ପୋଲିସ୍ ଅଫିସ୍ ର ମାନଙ୍କ ଅହଙ୍କାର ଆପଣ ଙ୍କ ଶାସନ ସମୟରେ ଭାଙ୍ଗିବା ବେଳଆସିଛି ସାର ସମସ୍ତ ଙ୍କୁ ସାବାଡ୍ କରନ୍ତୁ। ଧନ୍ଯବାଦ 🙏
ଠିକ୍ କଥା ସାରେ
Thanks sir ur great
ଧନ୍ୟବାଦ sir
Mahan sir great👍🎉❤ abe samaya asichi pura odisha ku pragati gati re agai niya ❤
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ଜଣେ ସରଳ ଏବଂ ବହୁତ ଭଲ ଲୋକ
ଯୋଉଠି ନିଜେ ମୁଖ୍ୟମନ୍ତ୍ରୀ ଅବହେଳିତ ଏବଂ ଅପମାନିତ ସେଠୀ ସାଧାରଣ ଲୋକଙ୍କ କଥା କଣ ଚିନ୍ତା କରିବା ,,,
Sete bele se mukhya mantri hei no thile
Kichi kichhi loka news ku bujhinapari olta comment karanti
ପୂର୍ବ ସରକାର ରେ ଗୋଟେ ଉଦାହରଣ ନାହିଁ ଯେ ପୋଲିସ କେବେ କାହାକୁ ନ୍ୟାୟ ଦେଇଥିବ
ବହୁତ ସୁନ୍ଦର କଥା ସାର୍
You are Great.
ସାର୍ ଆପଣ ବିଧାୟକ ଥାଇ ମଧ୍ଯ ଆପଣ ଉପରେ ଏମିତିକା ବ୍ୟବହାର Police କରୁ ଛନ୍ତି ସାଧାରଣ ଜନତା କୁ କେମିତି କରୁଥିବେ
Sir ଆପଣଙ୍କୁ କୁଟି କୁଟି ପ୍ରଣାମ 🙏🏻ଏହିପରି ଘଟଣା ଆଗକୁ କେମିତି ନହେଉ ସେଥିପାଇଁ.Police ବିଭାଗରେ କୌଣସି post ବିକ୍ରି ନ ହେଉ.ଯଦି ଆଗପରି post ବିକ୍ରି ହେବ. ତାହେଲେ ଆପଣଙ୍କ ପରି problem ସମସ୍ତେ face କରିବେ.2017,18,19, SI ରେ ବହୁତ curruption ହୁଇଛି.ଆଗକୁ ଆସୁଥିବ 900 si post ଯେମିତି curruption ନ ହେଉ 🙏🏻🙏🏻🙏🏻.
ମାଝୀ ବାବୁ ଆପଣ ଆଇଆଇସି କଥା ଭୁଲି ପାରୁନାହାନ୍ତି ମୁଁ ଚିଟଫଣ୍ଡ ଟଙ୍କା କଥା ଭୁଲି ପାରୁନାହିଁ 33000 ଟଙ୍କା jay jagannath ଜୟ ଜଗନ୍ନାଥ
Thank you sir
ନୂଆ ସରକାର, ଭରତପୁର ଆଦର୍ଶ ଥାନା ରୁ ଆରମ୍ଭ ହେଉ,, ଏବଂ cruit ଅଧିକାରୀ,ଏବଂ କାହ୍ନୁ ସେଠୀ କୁ ତୁରନ୍ତ ଗିରଫ ହେଉ
ମୋହନ ସାର୍ ଜିନ୍ଦାବାଦ 👍👍👍👍👍
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନାବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି ଭରତପୁର ଥାନା ବାଲା ରାତିରେ କଣ କଣ କରୁଥିବେ?😂❤❤❤😂😂❤❤
Thanks sir..I proud of u...
Supar katha bhai DuryodhanNayak
🎉ଏକଦମ ସତ ସାର ପ୍ରଥମେ ଆଚାର ବ୍ୟବହାର ନିହାତି ଜରୁର🎉
Thanks sir....
You are great sir
ଜିଲ୍ଲାପାଳ ସମ୍ମିଳନୀ ରେ ଏସବୁ କଥା କୁ କାର୍ଯ୍ୟକାରି କଲେ ସାଧାରଣ ଲୋକଙ୍କ ଦ୍ୱାରା ନୂତନ ସରକାର ଆଦୃତ ହୋଇପାରିବ
You are great sir...🙏🙏🙏🙏🙏
ବାଳ ଟା ଦେବେ 😂ଆମେ ଗଲେ ଚାହା ପାଣି ପାଇଁ ପଇସା ମାଗୁଛନ୍ତି 😂
😅😅
😅
😂😂
Kain jauchha, tamaku ta invite karunahanti
@@prasantbehera3016 Kain thana ta bodhe police bopa ra se invite kale ame jibu
Cm ହବତ mohan majhi ପରି sir apanaknu ନମସ୍କାର
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର୍ ଆପଣଙ୍କୁ ମୋର ନମସ୍କାର 🙏 ଆପଣ ସମସ୍ତ ଙ୍କ କଥା ବୁଝୁଛନ୍ତି ।ହେଲେ ଆମ ଗାଁ ସାଥୀ ସଂଘ କୁ ଯୋଉ କଥା ଦେଇଥିଲେ କି ଆମ ସରକାର ଆସିଲେ ଆମେ ତୁମ କଥା ବୁଝିବୁ । ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମ ଗାଁ ସାଥୀ ଭାଇ ଭଉଣୀ ମାନେ ପ୍ରାର୍ଥନା କରିଥିଲୁ କି bjp ସରକାର ନିହାତି ଆସିବା ଦରକାର୍ ବୋଲି ।ଯାହା ହେଉ ପ୍ରଭୁ ଜଗନ୍ନାଥ ଆମ ଗାଁ ସାଥୀ ସଂଘ ଦୁଃଖ ବୁଝିଲେ ଆଉ ଆସା କରୁଛୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରୁଛୁ ଆମ ଗାଁ ସାଥୀ ଭାଇ ଭଉଣୀ ମାନଙ୍କୁ ନ୍ୟାୟ ଦିଅନ୍ତୁ ଆମକୁ ମାସିକ ପ୍ରୋତ୍ସାହନ ରାସି କ୍ରଦାନ କରନ୍ତୁ ଏତିକି ଅନୁରୋଧ 🙏🙏🙏🙏🙏
BJD ra gundagiri raj chalithila .
Good 👍👍👍👍 sir amiti dakar action
Great Mindset sir, we have to change whole administration.
Sir Pura 💯 percent correct
You are absolutely right sir 🙏🙏💯💯
Who ever CM behaviour of police cannot be changed .It is fully true
ଜୟ ଶ୍ରୀ ରାମ
Bahut badhia sir
Thinku.sir
ଆପଣ ଙ୍କୁ ଯଦି gate out କୁହା ଯାଇ ପାରୁଛି ତାହେଲେ ସାଧାରଣ ଲୋକ ଙ୍କୁ କେମିତି ବ୍ୟବହାର କରାଯାଉଥିବ ଅନୁମାନ କରନ୍ତୁ
Very good sir
Very good 🙏🙏🙏🙏🙏🙏🙏
ପୋଲିସ ବିରୁଦ୍ଧରେ ଅଭିଯୋଗ ପାଇଁ ଏକ helpline no ଦିଆଯାଉ ସାଧାରଣ ଲୋକଙ୍କ ପାଇଁ ତାହେଲେ ପୋଲିସ ର ଦବଦବା କମିଯିବ ଓ ପୋଲିସ ସାଧାରଣ ଲୋକ ପାଇଁ କାମ କରିବା ଜୟ ଶ୍ରୀ ରାମ 🙏🙏 ଜୟ ଜନତା ଜନାଦ୍ରନ୍
Apan ama pain mahan CM sir ❤
ସେ IIC କୁ କ୍ଷମା କରି ଠିକ କଲେନି, ପ୍ରାୟ ଅଧିକାଂଶ ଥାନାରେ IIC /OIC ନିଜ କୁ ଭଗବାନ ବୋଲି ମନେ କରନ୍ତି, ବ୍ୟବହାର ସବୁବେଳେ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ କରନ୍ତି. ତେଣୁ ପ୍ରତି ଥାନା କୁ ଦୁଇ ମାସରେ ଥରେ ସ୍ଥାନୀୟ MLA ପରିଦର୍ଶନ ଯାନ୍ତୁ ଏବଂ ତାଗିଦ କରି ଆସନ୍ତୁ
ସାର୍ ପ୍ରଣାମ, ଆପଣ କଂ ପୋଲିସ ସଂପର୍କିତ ଅଭୁଲା ସ୍ମୁତି ବଖାଣିଲେ..ବାସ୍ତବରେ ଅଧିକାଂଶ police station ର ଲୋକକଂ ପ୍ରତି ପୋଲିସ ର ବ୍ୟବହାର ଅତ୍ୟନ୍ତ ବେଦନା ଦାୟକ..ଆପଣ ନିଜେ ଭୁକ୍ତ ଭୋଗୀ ହିସାବରେ ତଥା ସେହି ବିଭାଗର ମୁଖ୍ୟ ହିସାବ ରେ ଏ ବିଭାଗ ର କର୍ମଚାରୀ କଂ ଆଚରଣ ରେ ଏମିତି ପରିବର୍ତନ ଆଣନ୍ତୁ ଯେମିତି ପୂରା ଓଡିଶା କାହିଁକି ସମଗ୍ର ଭାରତ ବର୍ଷ ରେ ମୋହନ ସରକାର ନାମ ସ୍ବଣ୍ାଖ୍ୟରେ ଲିପିବଧ ହେବ..ସୁଯୋଗ ହାତଛଡା ନକରିବାକୁ ବିନମ୍ର ଅନୁରୋଧ...🙏🙏🙏💐💐💐
Great idea
ଅତି ଚମତ୍କାର ଭାଷଣ
Great sir
ଏବେ ବି ଥାନା କୁ ଯିବାକୁ ଲୋକ ଡରନ୍ତି ଏବେ ବିଜେପି ଆସିଛି ଲୋକ ଙ୍କୁ ସାହାର୍ଯ୍ୟ କରନ୍ତୁ ଆପଣ ତ ମୁଖ୍ୟମନ୍ତ୍ରୀ ଆପଣ ଅଙ୍ଗେ ନିଭାଇ ଛନ୍ତି
Jay jagannath 🙏
ସମୟ ବଡ ବଳବାନ୍ 😊
U r great sir... Love you mohan sir...
Than you mohan babu c. M
ବାସ୍ତବ ରେ ପରିବର୍ତ୍ତନ ଚାହଁ ତ କର୍ମଚାରୀଙ୍କ ଧନ ସମ୍ପଦ ଯାଞ୍ଚ କର। କଳା ଟଙ୍କା କୁ ସରକାର ନେଉ। ଚାକିରୀ ରୁ ବାହାର କର। ଦଣ୍ଡ ଦିଅ। କ୍ଷମା କରିବା ଭଲ ହୁଏ ମାତ୍ର ମଣିଷ ପାଇଁ ସେ ପ୍ରଯୁଜ୍ୟ। ଯେ କ୍ଷମତା ଓ ଅର୍ଥ ରେ ଅନ୍ଧ। ସେ ଅସୁର। ଅସୁର କ୍ଷମା ଯୋଗ୍ୟ ନୁହେଁ। ବ୍ୟବହାର ଖରାପ କରିବା ଅଧିକାର କାହାର ବି ନାହିଁ। ଧନ ଜୀବନ ,ଯୌବନ ,କ୍ଷମତା ଚିରନ୍ତନ ନୁହେଁ। ସରକାର ଭାଷଣ ଦେଇ ପରିବର୍ତ୍ତନ ନୁହେଁ କାମରେ କରିବା ଦରକାର୍।
ଅନୁ ଗର୍ଗ କୁ BTech ପିଲାଙ୍କୁ ଏମିତି ଅପମାନିତ କରିଥିଲା ଆଉ ଆମ ଲାଇଫ ସହ ବି ଖେଳୁଛି
ବିଜେଡି ଶାସନ ରେ ପୋଲିସ ଅଫିସର ବିଜେଡି ଦଳିୟ କାମ କରନ୍ତି
ଚିଟ୍ ଫଣ୍ଡ ଟଙ୍କା ଦିଆ
Ati sundara katha ama Mukhyamantri nka I salute you C N sir
ସେ ଆଇ ଆଇସି ଏବେ କେଉଁ ଥାନାର ଅଛି ସାର କେ ବେ ଭେଟ କରନ୍ତୁ ସାର୍
Mohana bhai namaskar very good
ଆପଣ କ୍ଷମା କରିଦେବା ସେଟା ଆପଣଙ୍କ ବଡପଣ sir
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର ତେବେ ଶାନ୍ତି ବିଶ୍ରାମ ସାନ୍ତ୍ଵନା ସୁସ୍ଥତା ଓ ଅନନ୍ତ ଜୀବନ ପାଇବ
Good cm
Great sir jai hind
It’s true sir.I hope you will solve this.
ରାଜ୍ୟପାଳ ପୁଅ ASO କୁ ପିଟିଲା କଣ ଟା କଲ କିସବୁ Power ର misuse
Such a humble person ❤
ମୋହନ ମାଝୀ ଜିନ୍ଦାବାଦ ବଜେପି ଜିନ୍ଦାବାଦ
ନିମ୍ନ ଘଟଣାରୁ ଆମ ପୋଲିସ ବ୍ୟବସ୍ଥା ଆମ ଶାସନ ମୂଖ୍ୟ ମାନ୍ୟବର ମୂଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ଠୁ କିଛି ବୀ ଶିଖି ପରିଲାନହି।।ଯେଉଁଠି ଜଣେ ନିର୍ବାଚିତ ବିଧ୍ୟାୟକ କୁ ଥାନାରେ ଦୁର୍ବ୍ୟବହାର କରି ଗେଟ ଆଉଟ୍ କହୁଛନ୍ତି।। ଆପଣ ଅନୁମାନ କରନ୍ତୁ ସେ ବିଧାୟକ ଆଉ କେହିନୁହନ୍ତି ସେ ହେଉଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ।। ତାପରେ ବି ସେ ପୋଲିସ ଅଧିକାରୀଙ୍କୁ କ୍ଷମା କରିଦେଲେ।।ଯଦି ମୋହନ ସରକାର୍ ଅପମାନିତ କରିଥିବା ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ନେଇଥାନ୍ତେ ତେବେ ପୋଲିସ ବ୍ୟବସ୍ଥା କିଛି ଶିକ୍ଷ୍ୟା ଲାଭ କରିଥାନ୍ତା।। ଯେସାକୁ ତେସା ନୀତି ଦ୍ଵାରା ହିଁ ବିଶୃଙ୍ଖଳିତ କୁ ଶୃଙ୍ଖଳିତ କରି ହେବ ଅନ୍ୟଥା ଘଟଣାର ପୁନରାବୃତ୍ତି ହେବ।।
You r right sir
ପୋଲିସ ପାଇଁ ଜୀବନ ର ମୂଲ୍ଯ କମ୍ ହୋଇ ପାରେ କିନ୍ତୁ ଜଣଙ୍କ ପରିବାର ପାଇଁ ଜୀବନ ର ମୂଲ୍ଯ ବହୁତ। ତା ବାପାମାଆ , ପତ୍ନୀ ଓ ପିଲାମାନଙ୍କ ପାଇଁ।
Right🙏🙏🙏
You are great sir 🙏🙏
Very nice sir
ମୋହନ ବାବୁଙ୍କୁ ବେ ଇଜତ କରି ଥିବା ପୋଲିସ କେତେ ବେଇମlନ୍ ଆଉ କେତେ ଅ ଶିକ୍ଷିତ ନିଶ୍ଚୟ ଲାଞ୍ଚ ଦେଇ ଚାକିରୀ ପାଇଛି
Good speech 👏
Right ❤🙏
Best speech
Salute to you mohan sir🙏🏼🙏🏼. Prabhu Jagannath nka krupa ru apana nka bhali chief minister odisha ku milichi
Ur great person sir I salute
Very good ❤❤❤
5T ଭଳିଆ ଆଜି ପର୍ଯ୍ୟନ୍ତ ରହିଲେ ଭଲ ହେବ ,କାରଣ ଆପଣ ନିଜେ ଗୃହ ବିଭାଗରେ ଅଛନ୍ତି ଲୋକଙ୍କୁ ଚୈୟାରେ ବସାନ୍ତୂ , ପାଣି ଗ୍ଲସଟିଏ ଦିଅନ୍ତୁ ପୋଲିସ ବାବୁ ।
ଶଳା iic କୁ କ୍ଷମା କରିଦେଇ ଭୁଲ୍ କଲେ sir ଏଥିରେ police ,ଗୁଡାଙ୍କର ଭୟ ଆଉ ରହିଲାନାହିଁ।
R8
Yes suspended koribar thhila
Taku home guard kara bo
Sir କହିଲେ ବା ସେ କାହା ଚାପରେ ସେମିତି କଲେ ବୋଧେ, ସେ ଆଉ କେହି ନୁହନ୍ତି sir ଙ୍କ ପରି ରାଜନେତା ହେଇଥିବେ.hmmm
କିଛି ଦଣ୍ଡ ଦେଇଥିଲେ ଏନେ କେହି ବି ଏମିତି ଭୁଲ କରିନ ଥାନ୍ତେ
ଦେଖିବାକୁ ବାକି ରହିଲା ଭରତପୁର ଦୋଷୀକୁ କିଭଳୀ ଦଣ୍ଡ ଦେଉଛ
Jebhali nabin babu mamita bebina pari pihu etisri kunduli smita rani amana nku jemiti nyao delete bjd sarkar semiti milliba
@@ranjansamal4782 andha bhakta asigale bhukiba pain
ଆମ ଆଦିବାସୀ ଲୋକଙ୍କ ମନ ନିରୀହ କାହାକୁ ଅସୁବିଧା ରେ ପକେଇନଥାନ୍ତି ସମସ୍ତଙ୍କୁ କ୍ଷମା ଓ ଦୟା କରିଥାନ୍ତି । ଜୟ ଆଦିବାସୀ ଜୟ ମୋହନ 🙏
Right
❤
ଏହି ଦୟାଳୁ ମନ ଭାବ ପାଇଁ ଆଜି ଆମେ ପଛୁଆ ।
Yes bro ❤❤
@@h.avimanyu4088 ✅
Sabu police station re behavior thik haba darkar.
Sabu govt employee nka bhali tanku b weekend dia dekhiba bihavior thik heijiba, only frustration is the reason
Bahut kharap beaviure sabu police station re bahut haeran karuchanti
ସେ IIC ଉପରେ ଏବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର
Right❤
ନିଜ ଘରେ କେବେ କଳି ର ସମାଧାନ କର(ମା ଆଉ ସ୍ତ୍ରୀ ଭିତରେ) ,ତା ପରେ କହିବ
Keba kahaku chota bhabiba thiknuhe Mahan sir great
Right❤
Mukya mantri.Mohan Majhi .nku100 % Support .
ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀର ପରିଚୟ ଏମିତି। ପୋଲିସ ପ୍ରଶାସନକୁ ଟାଇଟ୍ କରନ୍ତୁ।
Bahut badhia sir.
ଓଡ଼ିଶାରେ ସବୁ ଥାନାରେ ଏ ଅବସ୍ଥା , ଯଦି ଜଣେ ଲୋକ ପ୍ରତିନିଧି ଏମିତି ଅବସ୍ଥାକୁ face କରୁଛି ତାହା ହେଲେ ସାଧାରଣ ଲୋକର କି ଅବସ୍ଥା ହେଉଥିବ , ସରକାର କଠୋର ପଦକ୍ଷେପ ନିଅନ୍ତୁ ,
ପୋଲିସ ମାନକୁ ବିରୋଧ ରେ FIR, ଇନଭେଷ୍ଟିଗେସନ କରିବା ପାଇଁ, ସବୁ District ରେ army(no Police )ଦ୍ଵାରା ପରିଚାଳନା ଷ୍ଟେସନ ହେବା ଦରକାର, ଯୋଉଠି ସାଧାରଣ ଜନତା ପୋଲିସ ବିରୁଦ୍ଧରେ ମକଦ୍ଦମା କରି ପାରିବେ। ତେବେ ଯାଇ ପୋଲିସ ବାଲା କାବୁରେ ରହିବେ।
ଏହା ପାଇଁ କାନୁନ୍ ରେ changes ଆଣିବା ଦରକାର।
Sabu thana ra abasta amiti. Kouthi b gote sadharana Loko ku bhala behaviour ta daba chadatnu, kharap bhasa re katha barta karuchanti
@@Sujata_1344 please follow and observe the work load of a police person only one day then you will get the answer
Right
ମୁଖ୍ୟମନ୍ତ୍ରୀ ଜୀ ଆପଣଙ୍କ ମହାନତାକୁ ଧନ୍ୟବାଦ 🙏👍
Damdar speech of Odisha CM👍👍
80% ପୋଲିସ ଚୋର ହତ୍ୟାକାରୀ 😮
Neta nkara chamchha jou
CM ହେବତ Mohan Majhi ପରି
Bala na
@@mastiforyou1957 Kn pain bala?
@@mastiforyou1957Gandhi poduchi bhode Tamil puoo
You are Right and 2000% correct 👌👍👍👍👍👍
@@mastiforyou1957 tu ପାଣ୍ଡୁ ପୁଅ କିରେ
IIC ଙ୍କ ଭୁଲ ଆଦୌ ସାମାନ୍ୟ ନଥିଲା, cm ତାଙ୍କୁ କ୍ଷମା ଦେବା ତାଙ୍କ ମହନୀୟତା
ସେଇ କ୍ଷମା କରିଦେଉଛନ୍ତି ବୋଲି ଆଜି ଭରତପୁର ରେ ଏମିତି କେସ ସବୁବେଳେ କ୍ଷମା କରିଦେବା ଠିକ୍ ନୁହ
ଏହାର ମୁଖ୍ୟ କାରଣ Curruption.
Post ବିକ୍ରି ହେଲେ ଏହା ହେବ.
ଯାହାର ଇଚ୍ଛା bardi ପାଇବା ତାଙ୍କୁ ଦେବେନି.
କାରଣ ସେ ଗରିବକୁ help କରିଦେବେ.
ଏଥିରେ ନେତାମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି, କାରଣ ଆମ ପିଲାଟା ରହିଲେ iron ଗାଡି ଟା ଛାଡିଦବ 😂
Right katha sir,
ତ୍ରିନାଥ ସେଠୀ ତ ପାଇଁ ପୋଲିସ ଆଜି ବଦନାମ , CM sir ଭଲ ଲୋକ ବୋଲି ତୁ ବଞ୍ଚିଗଲୁ
ମୁଖ୍ୟମନ୍ତ୍ରୀ ହେବତ ମୋହନ ସାରଙ୍କ ପରି ❤️❤️❤️❤️
Very good cm sir
u r great sir.. 🔥😎💪
ଧନ୍ୟବାଦ ସାର
ପୋଲିସ୍ ଅଫିସ୍ ର ମାନଙ୍କ ଅହଙ୍କାର ଆପଣ ଙ୍କ ଶାସନ ସମୟରେ ଭାଙ୍ଗିବା ବେଳଆସିଛି ସାର ସମସ୍ତ ଙ୍କୁ ସାବାଡ୍ କରନ୍ତୁ। ଧନ୍ଯବାଦ 🙏
ଠିକ୍ କଥା ସାରେ
Thanks sir ur great
ଧନ୍ୟବାଦ sir
Mahan sir great👍🎉❤ abe samaya asichi pura odisha ku pragati gati re agai niya ❤
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ଜଣେ ସରଳ ଏବଂ ବହୁତ ଭଲ ଲୋକ
ଯୋଉଠି ନିଜେ ମୁଖ୍ୟମନ୍ତ୍ରୀ ଅବହେଳିତ ଏବଂ ଅପମାନିତ ସେଠୀ ସାଧାରଣ ଲୋକଙ୍କ କଥା କଣ ଚିନ୍ତା କରିବା ,,,
Sete bele se mukhya mantri hei no thile
Kichi kichhi loka news ku bujhinapari olta comment karanti
ପୂର୍ବ ସରକାର ରେ ଗୋଟେ ଉଦାହରଣ ନାହିଁ ଯେ ପୋଲିସ କେବେ କାହାକୁ ନ୍ୟାୟ ଦେଇଥିବ
ବହୁତ ସୁନ୍ଦର କଥା ସାର୍
You are Great.
ସାର୍ ଆପଣ ବିଧାୟକ ଥାଇ ମଧ୍ଯ ଆପଣ ଉପରେ ଏମିତିକା ବ୍ୟବହାର Police କରୁ ଛନ୍ତି ସାଧାରଣ ଜନତା କୁ କେମିତି କରୁଥିବେ
Sir ଆପଣଙ୍କୁ କୁଟି କୁଟି ପ୍ରଣାମ 🙏🏻
ଏହିପରି ଘଟଣା ଆଗକୁ କେମିତି ନହେଉ ସେଥିପାଇଁ.
Police ବିଭାଗରେ କୌଣସି post ବିକ୍ରି ନ ହେଉ.
ଯଦି ଆଗପରି post ବିକ୍ରି ହେବ.
ତାହେଲେ ଆପଣଙ୍କ ପରି problem ସମସ୍ତେ face କରିବେ.
2017,18,19, SI ରେ ବହୁତ curruption ହୁଇଛି.
ଆଗକୁ ଆସୁଥିବ 900 si post ଯେମିତି curruption ନ ହେଉ 🙏🏻🙏🏻🙏🏻.
ମାଝୀ ବାବୁ ଆପଣ ଆଇଆଇସି କଥା ଭୁଲି ପାରୁନାହାନ୍ତି ମୁଁ ଚିଟଫଣ୍ଡ ଟଙ୍କା କଥା ଭୁଲି ପାରୁନାହିଁ 33000 ଟଙ୍କା jay jagannath ଜୟ ଜଗନ୍ନାଥ
Thank you sir
ନୂଆ ସରକାର, ଭରତପୁର ଆଦର୍ଶ ଥାନା ରୁ ଆରମ୍ଭ ହେଉ,, ଏବଂ cruit ଅଧିକାରୀ,ଏବଂ କାହ୍ନୁ ସେଠୀ କୁ ତୁରନ୍ତ ଗିରଫ ହେଉ
ମୋହନ ସାର୍ ଜିନ୍ଦାବାଦ 👍👍👍👍👍
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନାବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି ଭରତପୁର ଥାନା ବାଲା ରାତିରେ କଣ କଣ କରୁଥିବେ?😂❤❤❤😂😂❤❤
Thanks sir..I proud of u...
Supar katha bhai DuryodhanNayak
🎉ଏକଦମ ସତ ସାର ପ୍ରଥମେ ଆଚାର ବ୍ୟବହାର ନିହାତି ଜରୁର🎉
Thanks sir....
You are great sir
ଜିଲ୍ଲାପାଳ ସମ୍ମିଳନୀ ରେ ଏସବୁ କଥା କୁ କାର୍ଯ୍ୟକାରି କଲେ ସାଧାରଣ ଲୋକଙ୍କ ଦ୍ୱାରା ନୂତନ ସରକାର ଆଦୃତ ହୋଇପାରିବ
You are great sir...🙏🙏🙏🙏🙏
ବାଳ ଟା ଦେବେ 😂ଆମେ ଗଲେ ଚାହା ପାଣି ପାଇଁ ପଇସା ମାଗୁଛନ୍ତି 😂
😅😅
😅
😂😂
Kain jauchha, tamaku ta invite karunahanti
@@prasantbehera3016 Kain thana ta bodhe police bopa ra se invite kale ame jibu
Cm ହବତ mohan majhi ପରି sir apanaknu ନମସ୍କାର
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର୍ ଆପଣଙ୍କୁ ମୋର ନମସ୍କାର 🙏 ଆପଣ ସମସ୍ତ ଙ୍କ କଥା ବୁଝୁଛନ୍ତି ।ହେଲେ ଆମ ଗାଁ ସାଥୀ ସଂଘ କୁ ଯୋଉ କଥା ଦେଇଥିଲେ କି ଆମ ସରକାର ଆସିଲେ ଆମେ ତୁମ କଥା ବୁଝିବୁ । ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମ ଗାଁ ସାଥୀ ଭାଇ ଭଉଣୀ ମାନେ ପ୍ରାର୍ଥନା କରିଥିଲୁ କି bjp ସରକାର ନିହାତି ଆସିବା ଦରକାର୍ ବୋଲି ।ଯାହା ହେଉ ପ୍ରଭୁ ଜଗନ୍ନାଥ ଆମ ଗାଁ ସାଥୀ ସଂଘ ଦୁଃଖ ବୁଝିଲେ ଆଉ ଆସା କରୁଛୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରୁଛୁ ଆମ ଗାଁ ସାଥୀ ଭାଇ ଭଉଣୀ ମାନଙ୍କୁ ନ୍ୟାୟ ଦିଅନ୍ତୁ ଆମକୁ ମାସିକ ପ୍ରୋତ୍ସାହନ ରାସି କ୍ରଦାନ କରନ୍ତୁ ଏତିକି ଅନୁରୋଧ 🙏🙏🙏🙏🙏
BJD ra gundagiri raj chalithila .
Good 👍👍👍👍 sir amiti dakar action
Great Mindset sir, we have to change whole administration.
Sir Pura 💯 percent correct
You are absolutely right sir 🙏🙏💯💯
Who ever CM behaviour of police cannot be changed .It is fully true
ଜୟ ଶ୍ରୀ ରାମ
Bahut badhia sir
Thinku.sir
ଆପଣ ଙ୍କୁ ଯଦି gate out କୁହା ଯାଇ ପାରୁଛି ତାହେଲେ ସାଧାରଣ ଲୋକ ଙ୍କୁ କେମିତି ବ୍ୟବହାର କରାଯାଉଥିବ ଅନୁମାନ କରନ୍ତୁ
Very good sir
Very good 🙏🙏🙏🙏🙏🙏🙏
ପୋଲିସ ବିରୁଦ୍ଧରେ ଅଭିଯୋଗ ପାଇଁ ଏକ helpline no ଦିଆଯାଉ ସାଧାରଣ ଲୋକଙ୍କ ପାଇଁ ତାହେଲେ ପୋଲିସ ର ଦବଦବା କମିଯିବ ଓ ପୋଲିସ ସାଧାରଣ ଲୋକ ପାଇଁ କାମ କରିବା ଜୟ ଶ୍ରୀ ରାମ 🙏🙏 ଜୟ ଜନତା ଜନାଦ୍ରନ୍
Apan ama pain mahan CM sir ❤
ସେ IIC କୁ କ୍ଷମା କରି ଠିକ କଲେନି, ପ୍ରାୟ ଅଧିକାଂଶ ଥାନାରେ IIC /OIC ନିଜ କୁ ଭଗବାନ ବୋଲି ମନେ କରନ୍ତି, ବ୍ୟବହାର ସବୁବେଳେ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ କରନ୍ତି. ତେଣୁ ପ୍ରତି ଥାନା କୁ ଦୁଇ ମାସରେ ଥରେ ସ୍ଥାନୀୟ MLA ପରିଦର୍ଶନ ଯାନ୍ତୁ ଏବଂ ତାଗିଦ କରି ଆସନ୍ତୁ
ସାର୍ ପ୍ରଣାମ, ଆପଣ କଂ ପୋଲିସ ସଂପର୍କିତ ଅଭୁଲା ସ୍ମୁତି ବଖାଣିଲେ..ବାସ୍ତବରେ ଅଧିକାଂଶ police station ର ଲୋକକଂ ପ୍ରତି ପୋଲିସ ର ବ୍ୟବହାର ଅତ୍ୟନ୍ତ ବେଦନା ଦାୟକ..ଆପଣ ନିଜେ ଭୁକ୍ତ ଭୋଗୀ ହିସାବରେ ତଥା ସେହି ବିଭାଗର ମୁଖ୍ୟ ହିସାବ ରେ ଏ ବିଭାଗ ର କର୍ମଚାରୀ କଂ ଆଚରଣ ରେ ଏମିତି ପରିବର୍ତନ ଆଣନ୍ତୁ ଯେମିତି ପୂରା ଓଡିଶା କାହିଁକି ସମଗ୍ର ଭାରତ ବର୍ଷ ରେ ମୋହନ ସରକାର ନାମ ସ୍ବଣ୍ାଖ୍ୟରେ ଲିପିବଧ ହେବ..ସୁଯୋଗ ହାତଛଡା ନକରିବାକୁ ବିନମ୍ର ଅନୁରୋଧ...🙏🙏🙏💐💐💐
Great idea
ଅତି ଚମତ୍କାର ଭାଷଣ
Great sir
ଏବେ ବି ଥାନା କୁ ଯିବାକୁ ଲୋକ ଡରନ୍ତି ଏବେ ବିଜେପି ଆସିଛି ଲୋକ ଙ୍କୁ ସାହାର୍ଯ୍ୟ କରନ୍ତୁ ଆପଣ ତ ମୁଖ୍ୟମନ୍ତ୍ରୀ ଆପଣ ଅଙ୍ଗେ ନିଭାଇ ଛନ୍ତି
Jay jagannath 🙏
ସମୟ ବଡ ବଳବାନ୍ 😊
U r great sir... Love you mohan sir...
Than you mohan babu c. M
ବାସ୍ତବ ରେ ପରିବର୍ତ୍ତନ ଚାହଁ ତ କର୍ମଚାରୀଙ୍କ ଧନ ସମ୍ପଦ ଯାଞ୍ଚ କର।
କଳା ଟଙ୍କା କୁ ସରକାର ନେଉ।
ଚାକିରୀ ରୁ ବାହାର କର।
ଦଣ୍ଡ ଦିଅ। କ୍ଷମା କରିବା ଭଲ ହୁଏ ମାତ୍ର ମଣିଷ ପାଇଁ ସେ ପ୍ରଯୁଜ୍ୟ। ଯେ କ୍ଷମତା ଓ ଅର୍ଥ ରେ ଅନ୍ଧ। ସେ ଅସୁର। ଅସୁର କ୍ଷମା ଯୋଗ୍ୟ ନୁହେଁ। ବ୍ୟବହାର ଖରାପ କରିବା ଅଧିକାର କାହାର ବି ନାହିଁ। ଧନ ଜୀବନ ,ଯୌବନ ,କ୍ଷମତା ଚିରନ୍ତନ ନୁହେଁ। ସରକାର ଭାଷଣ ଦେଇ ପରିବର୍ତ୍ତନ ନୁହେଁ କାମରେ କରିବା ଦରକାର୍।
ଅନୁ ଗର୍ଗ କୁ BTech ପିଲାଙ୍କୁ ଏମିତି ଅପମାନିତ କରିଥିଲା ଆଉ ଆମ ଲାଇଫ ସହ ବି ଖେଳୁଛି
ବିଜେଡି ଶାସନ ରେ ପୋଲିସ ଅଫିସର ବିଜେଡି ଦଳିୟ କାମ କରନ୍ତି
ଚିଟ୍ ଫଣ୍ଡ ଟଙ୍କା ଦିଆ
Ati sundara katha ama Mukhyamantri nka I salute you C N sir
ସେ ଆଇ ଆଇସି ଏବେ କେଉଁ ଥାନାର ଅଛି ସାର କେ ବେ ଭେଟ କରନ୍ତୁ ସାର୍
Mohana bhai namaskar very good
ଆପଣ କ୍ଷମା କରିଦେବା ସେଟା ଆପଣଙ୍କ ବଡପଣ sir
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର ତେବେ ଶାନ୍ତି ବିଶ୍ରାମ ସାନ୍ତ୍ଵନା ସୁସ୍ଥତା ଓ ଅନନ୍ତ ଜୀବନ ପାଇବ
Good cm
Great sir jai hind
It’s true sir.I hope you will solve this.
ରାଜ୍ୟପାଳ ପୁଅ ASO କୁ ପିଟିଲା
କଣ ଟା କଲ କି
ସବୁ Power ର misuse
Such a humble person ❤
ମୋହନ ମାଝୀ ଜିନ୍ଦାବାଦ ବଜେପି ଜିନ୍ଦାବାଦ
ନିମ୍ନ ଘଟଣାରୁ ଆମ ପୋଲିସ ବ୍ୟବସ୍ଥା ଆମ ଶାସନ ମୂଖ୍ୟ ମାନ୍ୟବର ମୂଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ଠୁ କିଛି ବୀ ଶିଖି ପରିଲାନହି।।
ଯେଉଁଠି ଜଣେ ନିର୍ବାଚିତ ବିଧ୍ୟାୟକ କୁ ଥାନାରେ ଦୁର୍ବ୍ୟବହାର କରି ଗେଟ ଆଉଟ୍ କହୁଛନ୍ତି।। ଆପଣ ଅନୁମାନ କରନ୍ତୁ ସେ ବିଧାୟକ ଆଉ କେହିନୁହନ୍ତି ସେ ହେଉଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ।। ତାପରେ ବି ସେ ପୋଲିସ ଅଧିକାରୀଙ୍କୁ କ୍ଷମା କରିଦେଲେ।।
ଯଦି ମୋହନ ସରକାର୍ ଅପମାନିତ କରିଥିବା ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ନେଇଥାନ୍ତେ ତେବେ ପୋଲିସ ବ୍ୟବସ୍ଥା କିଛି ଶିକ୍ଷ୍ୟା ଲାଭ କରିଥାନ୍ତା।। ଯେସାକୁ ତେସା ନୀତି ଦ୍ଵାରା ହିଁ ବିଶୃଙ୍ଖଳିତ କୁ ଶୃଙ୍ଖଳିତ କରି ହେବ ଅନ୍ୟଥା ଘଟଣାର ପୁନରାବୃତ୍ତି ହେବ।।
You r right sir
ପୋଲିସ ପାଇଁ ଜୀବନ ର ମୂଲ୍ଯ କମ୍ ହୋଇ ପାରେ କିନ୍ତୁ ଜଣଙ୍କ ପରିବାର ପାଇଁ ଜୀବନ ର ମୂଲ୍ଯ ବହୁତ। ତା ବାପାମାଆ , ପତ୍ନୀ ଓ ପିଲାମାନଙ୍କ ପାଇଁ।
Right🙏🙏🙏
You are great sir 🙏🙏
Very nice sir
ମୋହନ ବାବୁଙ୍କୁ ବେ ଇଜତ
କରି ଥିବା ପୋଲିସ କେତେ ବେଇମlନ୍ ଆଉ କେତେ ଅ ଶିକ୍ଷିତ ନିଶ୍ଚୟ ଲାଞ୍ଚ ଦେଇ ଚାକିରୀ ପାଇଛି