Supreme Court Allows Sub-Classification of SC/ST for Quotas | Pyramid Classes upsc

แชร์
ฝัง
  • เผยแพร่เมื่อ 3 พ.ย. 2024

ความคิดเห็น • 574

  • @sameerbishal1019
    @sameerbishal1019 3 หลายเดือนก่อน +30

    ଯଦି ରିଜଭେସନ୍ ହଟୁଛି ମନ୍ଦିର ମାନଙ୍କରେ ବ୍ରାହ୍ମଣ ର ଆବଶ୍ୟକ ନାହିଁ ।

  • @babulabarik2119
    @babulabarik2119 3 หลายเดือนก่อน +6

    OBC , General ,Sc,ST ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ ।

  • @lipunkumarsahu36
    @lipunkumarsahu36 3 หลายเดือนก่อน +3

    ସରକାର ଙ୍କୁ ଅନୁରୋଧ ଚାକିରୀ କ୍ଷେତ୍ର ରେ ଦୟା କରି ST SC ଦେଖନ୍ତୁ ନାହିଁ ଗଟେ OBC ପିଲା ୮୦ ମାର୍କ ରଖି ଚାକିରୀ ପାଉ ନାହାଁନ୍ତି କିନ୍ତୁ ଗୋଟେ ST SC ଛୁଆ ୫୦ ମାର୍କ ରଖି ଚାକିରୀ ପାଉଛନ୍ତି କେତେ ଅନ୍ୟାୟ ହଉଚି ଦୟା କରି ଭାବନ୍ତୁ 😢

    • @rilamalaproduction9813
      @rilamalaproduction9813 2 หลายเดือนก่อน

      Gen.ta gen. Sahita st ta st sahita contest Kariba kie kahaku daya kala ehara to prasna uthu nahin.

  • @purandharhati2729
    @purandharhati2729 3 หลายเดือนก่อน +25

    ଯଦି ପୁଣିଥରେ ଛୁଆଁ ଅଛୁଆଁ ଭେଦ ଭାଦ ରହିବ ତାହେଲେ reservation ରହୁ. ନହେଲେ reservation ଉଠିବା ଦରକାର

    • @jitendrapujhari7462
      @jitendrapujhari7462 3 หลายเดือนก่อน +1

      tame jenta kahu6 ebe nai na boli ebe bi bahut jagare acche bhedbhab ..aru rahila reservation ra bhai tame kna gute sc lok randhi thiba ta khai parba k upper caste lower caste kara tame amke jadi tk upar k uthiba lagi ki6i miki6 ame kai j chadmu.. kai raja rajuda samaya ru amar sc-st lok k ete atyachar kari6n ki6i karba k nai deu thai ebe tk upar k uthila k aru talke neba k try karu6n..

    • @jitendrapujhari7462
      @jitendrapujhari7462 3 หลายเดือนก่อน

      aru etki aka reservation nu problem hau6 bele age upper caste- lower caste nai mana pare kahiba

  • @Mrperfect12348
    @Mrperfect12348 3 หลายเดือนก่อน +3

    #କୋଟା#Quota#
    କୋଟା କୋଟା ବୋଲି ଚହଳ ପଡୁଛି
    କିଏ ସେ ନେଉଛି କୋଟା
    ମାଗଣା ଖାଇକି କୋଢିଆ ହୋଇକି
    କିଏ ସେ ହେଉଛି ମୋଟା ?
    ଭଗବାନ ନାମେ କିଏ ସେ ଲୁଟୁଛି
    ସାମାଜିକ ମୁଖ୍ୟ କିଏ
    ଗାଁ ଗହଳିରେ କିଏ ବ୍ୟବସାୟ କରି
    ଆରାମରେ ଚଳୁଥାଏ ?
    ବିବାହ ବ୍ରତରେ ହୋମ ଯଂଜ୍ଞ କରି
    ରୋଜଗାର କରେ ଅର୍ଥ
    ମଣିଷ ଗୁଡ଼ାଙ୍କୁ ଅଛୁଆଁ କରିକି
    ମିଛ କରେ କିଏ ସତ ?
    କିଏ ସେ କରିଛି ଜାତି ଘୃଣା ଭେଦ
    କିଏ ସେ ମରୁଛି ଏଠି
    ଶୁଖିଲାରେ କିଏ ବାଳିଆ ପିଟୁଛି
    ପାଏ ନାହିଁ କିଏ ରୁଟି ?
    ଯେ ଯାଏଁ ରହିଛି ଉଚ୍ଚ ନୀଚ ବ୍ୟାଧି
    ସେ ଯାଏଁ ରହିବ କୋଟା
    ଚକ୍ରାନ୍ତ କରିକି ଉଠାଇଲେ କୋଟା
    ପକେଇବୁ ରକ୍ତ ଛିଟା l

  • @sachinsethy2235
    @sachinsethy2235 3 หลายเดือนก่อน +61

    ST/SC ସଂରକ୍ଷଣ ହଟିଲେ ଲଢେଇ ହବ ଅଲବତ ହବ ବରାବର୍ ହବ , ଜୟ ଜଗନ୍ନାଥ

    • @TrimanMajhi-fs4dk
      @TrimanMajhi-fs4dk 3 หลายเดือนก่อน +1

      ଆରେ ଭାଇ video full ଦେଖିଲେ ଜାଣି ପାରିବ।

    • @sachinsethy2235
      @sachinsethy2235 3 หลายเดือนก่อน

      ମୁ ଭିଡ଼ିଓ ଦେଖିଚି ଭାଇ , ଜାଗ ଗ୍ରାହକ ଜାଗ

    • @sachinsethy2235
      @sachinsethy2235 3 หลายเดือนก่อน +1

      @@TrimanMajhi-fs4dk govt step by step action neba ତା ଆଗରୁ ନିଜ ଚଷମା ଖଲିକି ସଜାଗ ରୁହ ST/SC ସୋଙ୍ଗ୍ରଖ୍ୟନ ଜେମିତି ଥିଲ ସେମିତି ରହିବ (୭ ଜଣ ଜେନେରାଲ ଲୋକ କଣ decide karibe sc/st uthibaki nai sc/st ku kahiki samil kara golani )ଜୟ ଜଗନ୍ନାଥ

    • @KailashNaik-c3z
      @KailashNaik-c3z 3 หลายเดือนก่อน

      ସତ କଥା ସିଥା ସୁପ୍ରିମକୋର୍ଟ ସାମ୍ନାରେ ଆଦଳନ ହେବ
      🏹🏹🏹

  • @Aarya8
    @Aarya8 3 หลายเดือนก่อน +66

    Misleading Title... ଆରକ୍ଷଣ ଉଠିନାହିଁ... ସର୍ବୋଚ୍ଚ ନ୍ୟାୟାଳୟ କେବଳ ରାଜ୍ୟ ସରକାର ମାନଙ୍କୁ ଅଧିକାର ଦେଲେ ଯେ ସେମାନେ ଚାହିଁଲେ, ପୁଣି ଥରେ କହୁଛି - ଯଦି ସେମାନେ ଚାହିଁଲେ ବା ଇଚ୍ଛା କଲେ SC/ST ରେ sub catagory ରଖିପାରିବେ। ଯେମିତି OBC ରେ Creamy ଓ non creamy layer ଅଛି। ସର୍ବୋଚ୍ଚ ନ୍ୟାୟାଳୟ କେବଳ SC catagory ପାଇଁ କହିଛନ୍ତି, ST ପାଇଁ ଲାଗୁ ହେବ କି ନାହିଁ ଦ୍ଵନ୍ଦ ଅଛି। ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ, ତେଣୁ ଏହି ବ୍ୟବସ୍ଥା ଲାଗୁ କଲେ ରାଜ୍ୟ ସରକାର କୁ ଅନେକ କ୍ଷତି ସହିବାକୁ ପଡ଼ିବ, ଖାସ କରି ଭୋଟ ସମୟରେ, ତେଣୁ ଓଡ଼ିଶା ଭଳି ରାଜ୍ୟ ରେ ଏହି ବ୍ୟବସ୍ଥା ଲାଗୁ ହେବା ଆଶା କମ।

    • @sameerjani25
      @sameerjani25 3 หลายเดือนก่อน +4

      Perfect analysis bro.

    • @sgoutam1998
      @sgoutam1998 3 หลายเดือนก่อน

      Clear ଦେଖି କି massage karo

    • @CHATGPT248
      @CHATGPT248 3 หลายเดือนก่อน

      Tu tike clear dekh...asi gala Gyan deba pain kounasi scs st reservation uthi nahi only subcategories kara jai pariba..tote setiki bujha jibanahi tu sure gote reservation category pila😂​@@sgoutam1998

    • @Chasihopon782
      @Chasihopon782 2 หลายเดือนก่อน

      Right ✅✔️✔️💯💯💯

  • @susantasethi3629
    @susantasethi3629 3 หลายเดือนก่อน +13

    SC , ST ଲୋକମାନେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେବଳ ଏମାନେ

  • @asheswarraut2991
    @asheswarraut2991 2 หลายเดือนก่อน +2

    Ok sir heba Katha sir

  • @TripleKEmpire-br8tf
    @TripleKEmpire-br8tf 3 หลายเดือนก่อน +37

    Reservation rules ହଟେଇଲେ ବି କିଛି ଅସୁବିଧା ସେମିତିରେ ବି ଆମ SC ST ପିଲା ହିଁ ପିଲା ହିଁ ଅଧିକା ଦାଦନ ଖଟିବାକୁ ଯାଉଛନ୍ତି, Reservation ରେ ଏବେ କା situation ରେ ବେଶି ଚାକିରୀ ବି କିଏ ପାଉନାହାନ୍ତି ହାତ ଗଣତି ଗୋଟେ ଦୁଇଟା ପାଉଛନ୍ତି ଆଉ ସବୁ ଆମ ଭଳି ବେକାର,

    • @saktisuman7830
      @saktisuman7830 3 หลายเดือนก่อน +1

      Tama ku ete subhidha shujog deiki bi tame job kari paruna au dadan khatibani ta kn collector haba ?

    • @TripleKEmpire-br8tf
      @TripleKEmpire-br8tf 3 หลายเดือนก่อน +4

      @@saktisuman7830 ଆରେ ତମେ କହିବାର ଅର୍ଥ ହେଉଛି SC ST ପିଲାଙ୍କୁ ଡାକି ଡାକି ଚାକିରୀ ଦେଉଛନ୍ତି, ଆଉ ସେ ଯୁଗ ନାହିଁରେ ବେଧି ଛୁଆ

    • @ajaymaharana307
      @ajaymaharana307 3 หลายเดือนก่อน

      Bhala kari kahila bhai😂😂😂

    • @abhayamishra3806
      @abhayamishra3806 3 หลายเดือนก่อน

      Job ST/SC pila Besi Pauchanty.....Tama Gahre Pila Janma Karibare Control Rakhibani Boli Kan Sarkar Dayi??? 😂😂😂

    • @TripleKEmpire-br8tf
      @TripleKEmpire-br8tf 3 หลายเดือนก่อน +1

      @@abhayamishra3806 ଲଜ୍ଜା ଲାଗୁନି କି ଏମିତି କହିବାକୁ, ତମର ଦମ୍ ଥିଲେ proof କରିକି ଦେଖା ସରକାର କୋଉଠି SC ST ପିଲାଙ୍କୁ UR cotegory ଠାରୁ ଅଧିକ ନିଯୁକ୍ତି ଦେଇଛନ୍ତି, ମୁଁ ଗୋଟେ proof ଦେଉଛି ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟରୁ ଆମ ମାଲକାନଗିରି ଜିଲ୍ଲା ଗୋଟେ କିନ୍ତୁ ଗତ ବର୍ଷ PEO post ପାଇଁ ଗୋଟେ ବି post ବାହାରି ନ ଥିଲା ଆଉ ଜୁନିଅର ଆସିଷ୍ଟାଣ୍ଟ ପାଇଁ ମାତ୍ର 6 ଟା post ଥିଲା, ଆଉ 2023 Odisha ପୋଲିସର constable post ପାଇଁ 50 ପୋଷ୍ଟ ରୁ ST ପାଇଁ ମାତ୍ର 8 ଟା ପୋଷ୍ଟ SC ପାଇଁ 0 ବାକି ସବୁ UR ପାଇଁ ଏହା କଣ SC ST ପ୍ରତି ନ୍ୟାୟ କି

  • @sgoutam1998
    @sgoutam1998 3 หลายเดือนก่อน +257

    ଉଚ୍ଚଜାତି ର ଲୋକ ମନେ ତାଙ୍କ ଝିଅ ଙ୍କୁ ନୀଚ ଜାତି ର ଲୋକ ମାନଙ୍କୁ ବହାଦେବେତ ଯଦି ଦେବେନି ତାହେଲେ sc/st reservation କେମିତି ହଟିବ ସୁପରୀମକୋର୍ଟ ର 7 ଜନେଆ ଜର୍ଜ ତାଙ୍କ ମାନମନି ଚାଲିଛନ୍ତି cji ର judgment change କରିବାକୁ ପଡ଼ିବ ନହେଲେ ଜୋରଦାର ଆଦଳନ ହେବ

  • @SureshChandra-mk9sq
    @SureshChandra-mk9sq 3 หลายเดือนก่อน +9

    General student nku b justice darkar karana sabu general rich nuhanti . 😭😭🙏🏻🙏🏻🙏🏻 Exam re high cut off jibaru exam clear hauni .

    • @kanhutudu7706
      @kanhutudu7706 3 หลายเดือนก่อน +2

      Ews ochhi pora

    • @sechedgadel99
      @sechedgadel99 3 หลายเดือนก่อน +1

      OBC SC ST b general ku jau nahanti ,General to general re lodhibo asubidha kon , ebakhai aita ki jaharo jetiki sonkhya setiki reservation dorkar.

  • @madhusmitakartami4101
    @madhusmitakartami4101 3 หลายเดือนก่อน +8

    ପ୍ରଥମେ ଛୁଆଁ ଅଛୁଆଁ ଭେଦଭାବ ଉଠି ଯାଉ ତାପରେ reservation ଉଠିଵ.ଯଦି reservation ଉଠିବ ଛୁଆଁ ଅଛୁଆଁ ଭେଦଭାବ ରହିଵ ହେଲେ ଲୋକ ସମାଜରେ ଛଳି ପାରିବେ ତ . ଆଉରି ଆଗ ଭଳି ସେମିତି ହେବ General ଲୋକ ମାନେ ST,SC ଲୋକ ମାନଙ୍କୁ ନିଛ ଦୃଷ୍ଟିରେ ଦେଖିବେ ... Andhrapradesh ତ ନିଜ capital ଗଠନ କରିଵାରେ decision ନେହି ପାରୁନି ଆସିଲା reservation ଉଠେଇବା କୁ

  • @saratkushal1747
    @saratkushal1747 3 หลายเดือนก่อน +3

    ଯଦି sc/st ର ସ୍ବଛଳ ବର୍ଗଙ୍କ ପାଇଁ କୋଟା ଉଠିଯିବ, ତେବେ obc ସ୍ବଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ କାହିଁକି କୋଟା ଉଠିବ ନାହିଁ,ସେ କଥା କାହିଁକି ଉଲ୍ଲେଖ ନାହିଁ। ପୁଣି general ପାଇଁ ୧୦% କୋଟା କାହିଁକି ରହିବ?

    • @RELATIONFOREVER190
      @RELATIONFOREVER190 3 หลายเดือนก่อน +1

      General re ଯିଏ ସ୍ୱଚ୍ଛଳ ବର୍ଗ ହେଇନଥିବେ ତାହେଲେ ତୁମେ ତାଙ୍କ ପାଇଁ ଚାକିରୀ ଦଉଛ ??

  • @TripleKEmpire-br8tf
    @TripleKEmpire-br8tf 3 หลายเดือนก่อน +20

    SC ST Reservation ହଟେଇବାକୁ ସରକାରଙ୍କୁ ଏତେ ସଉକ ହେଲେ ଆମର SC ST ର ହକ୍ ବି ମିଳୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମିଳୁ Govt ତରଫରୁ ଯେତେ ନିଯୁକ୍ତି ସୁଯୋଗ ଆସୁଛି ତାକୁ ଜିଲ୍ଲା ଭିତ୍ତିକ କରୁ, ଆଉ ଯଉ ଜିଲ୍ଲାରେ ଯଉ ବି cotegory ର population ବେଶି ଅଛି ସେ ହିସାବରେ post ବାହାର କରି ନିଯୁକ୍ତି ଦିଆଯାଉ। ଜିଲ୍ଲା ଭିତ୍ତିକ ଆଉ cotegory population wise post ବାହାର କରାଯାଉ

    • @abhayamishra3806
      @abhayamishra3806 3 หลายเดือนก่อน +2

      Emiti Subidha Paucha J Generalnkara Poduchhi.....Ahuri Subidha Darkar???😂😂

    • @ranjankanhar5137
      @ranjankanhar5137 3 หลายเดือนก่อน +1

      ଠିକ୍

    • @axelplay4340
      @axelplay4340 3 หลายเดือนก่อน +2

      General manko jali paduchi kejani😂😂

  • @Santoshbeherakumar-l3l
    @Santoshbeherakumar-l3l 3 หลายเดือนก่อน +1

    Sir, Abe bi odisha ra kichhi village achhi jouthi mandira bhitaraku harizon pila passi paru nahanti
    New pidhi change helenei
    Kintu purana pidhi change hei nahanti
    Harizon ghara jhia pandit ghara pua ku marriage ta karuchi
    Kintu pare ghara chhadi city re rent re rahuchhanti
    New pidhi ra chinta alaga kintu old pidhi change hau nahanti
    Kintu ghara ra head ba mukhia OLD PIDHI.....

  • @rajibdas495
    @rajibdas495 3 หลายเดือนก่อน +30

    Sc, st, obc, General ସବୁ ଉଠାଇ ଦିଅ ସମସ୍ତ ଙ୍କୁ ଭାରତୀୟ ଜାତି ଗୋଟିଏ ରଖାଯାଉ।

  • @sidhantsahooa2903
    @sidhantsahooa2903 3 หลายเดือนก่อน +3

    Jane reserve category ra next generation kn un reserve ki?

  • @kshirasindhusagaria1811
    @kshirasindhusagaria1811 3 หลายเดือนก่อน +24

    ସୁପ୍ରମକୋର୍ଟ ଜକ୍ ମାନେ ଭୁଲ୍ ଜାଜ ମେଣ୍ଟ ଦେଇଛନ୍ତି
    ଜାତିବାଦ ହଟେଇବା ବଦଳ ରେ ରିଜର ଭେଶନ୍ ଙ୍କୁ ହଟାଊ ଛନ୍ତି,। ସେହିମାନେ ଜାକ୍ ହେବାର ଯୋଗ୍ୟ ନୁହନ୍ତି,

    • @abhayamishra3806
      @abhayamishra3806 3 หลายเดือนก่อน

      Tamaku Judge Karibara Thila😂😂😂

  • @binayakmishra4017
    @binayakmishra4017 3 หลายเดือนก่อน +3

    ସଂରକ୍ଷଣ ହଟାଯାଉ,ନଚେତ୍ ୧୦୦% ସମସ୍ତ ଜାତି ଅନପାତ ଅନୁସାରେ ରଜ୍ୟ/କେନ୍ଦ୍ର ଜନ ସଂଖ୍ୟା ଅନୁଯାୟୀ ନିଯୁକ୍ତି ଦିଆଯାଉ ।

    • @manoranjanlenka4241
      @manoranjanlenka4241 3 หลายเดือนก่อน

      ସରକାରୀ ଚାକିରୀ କଣ ST,SC ମାନଙ୍କୁ ପଟ୍ଟା ଦିଆଯାଇଛି ଯେ ବାପା ପରେ ତାଙ୍କ ପିଲାମାନେ ମଧ୍ୟ କୋଟା ରେ ପାଇବେ ? ସରକାର ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି।ସରକାର ତ ସମ୍ପୁର୍ଣ୍ଣ କୋଟା ହଟାଇ ନାହାନ୍ତି।

    • @Rolexx-k5w
      @Rolexx-k5w 2 หลายเดือนก่อน

      @@manoranjanlenka4241 ବେଧ ଛୁଆ ଦେଖିଲୁ ତ କେତେ ଛୋଡ଼ି ହଉଥିଲ ଏବେ ଚୁପ ହେଇଯାଅ

    • @Rolexx-k5w
      @Rolexx-k5w 2 หลายเดือนก่อน

      @@manoranjanlenka4241 ସରକାର ବି ଆମ ଆଗରେ ମୁଣ୍ଡ ନୁଆଇଁଲା 😂😂😂

  • @DuryodhanBehera-fe7xd
    @DuryodhanBehera-fe7xd 3 หลายเดือนก่อน

    Sir general catagory loka st sc catagory ghare bandhu karibe ta

  • @Janaki890
    @Janaki890 3 หลายเดือนก่อน +8

    ସବୁ ST କୁ general କରା ହେଉ ନଚେତ୍ ସବୁ general କୁ ST କରା ହେଉ ।
    ଯଦି ଏମିତି ହେବ ଯାହା job ମିଳିବା ଆଶା ରହୁଥିଲା ସେ ଆଶା ବି ସ୍ବପ୍ନ ରେ ହିଁ ରହି ଯିବ । ଆଉ ୟେ ସବୁ ଯୋଜନା କରୁଛନ୍ତି ସରକାର (ବେଟି ବାଚଓ ବେଟି ପଢ଼ାଓ) ୟେ ସବୁ କାହା ପାଇଁ 😢 ୟେ cast ଆଗରୁ ବି ଜଉ problem ଥିଲା ଏବେ ବି ସେ problem achhi 😔 ଯେବେ ଲୋକ ଙ୍କର ଚିନ୍ତାଧାରା ବଦଳିବ ଆମ ଓଡିଶା ଆଗକୁ jibo। Yeh odisha ku aau kanhi baki ରଖିଛ 🙏

  • @Sached299
    @Sached299 3 หลายเดือนก่อน +41

    7 ଜଣ ଉଚ୍ଚ ଜାତିର ଲୋକ ସ୍ଥିର କରିବେ କି reservation ରହିବ କି ନାହିଁ?? ଏହା କଦାପି ହେବ ନାହିଁ l ଯଦି reservation ହୋଟେଇବ ତାହେଲେ ଆମ ପାଇଁ ନୂଆ ରାଜ୍ୟ ହୋଉ l

    • @RajeshKun-hp2uo
      @RajeshKun-hp2uo 3 หลายเดือนก่อน

      Budhi ku jati sangare kebal gote murkha saman Kari pare

    • @chandan5701
      @chandan5701 3 หลายเดือนก่อน +2

      Reservation kain thila janicha ta..na janina..bhala kii patha padha ..General cutoff clear kariki chakiri kara ta pare gapiba ree

    • @Sached299
      @Sached299 3 หลายเดือนก่อน

      @@chandan5701 ଜେନେରାଲ ମାନେ ବି ews reservation ର ଲାଭ ଉଠଉଛନ୍ତି l ଯାହାର income 8 ଲକ୍ଷ ତାକୁ b reservation ଦିଆ ଯାଉଛି ଜେନେରାଲ ମାନଙ୍କୁ l ଆଗେ ସେଇଟା ବନ୍ଦ ହୋଉ l

    • @SIZUKAtalks
      @SIZUKAtalks 3 หลายเดือนก่อน

      Bhai tu sikhani​@@chandan5701

    • @dipeshnayak9292
      @dipeshnayak9292 3 หลายเดือนก่อน +7

      ମାଘିଆ ପାକିସ୍ତାନ ପଳl

  • @akshayaentertainment-2023
    @akshayaentertainment-2023 3 หลายเดือนก่อน +19

    Reservations uthiba but castism uthibani actually judgement joumane deiti semane bi bramhin

    • @Okhe133
      @Okhe133 3 หลายเดือนก่อน

      Bhai re 70 Barsha hela tame aji b se castism castism Chocolate kahuchha waa

    • @jagannath_jena
      @jagannath_jena 3 หลายเดือนก่อน +2

      ​@@Okhe133 tame sabu 1000 barsha hela jau atyachaar karuthila se katha dekha jauni ki tote.

    • @Okhe133
      @Okhe133 3 หลายเดือนก่อน

      @@jagannath_jena to m@ ku pelu thilu sala tu dekhichichhu atyachar karibara

  • @Rjking-h3t
    @Rjking-h3t 3 หลายเดือนก่อน +40

    Reservation ହଟିଲେ ଆନ୍ଦୋଳନ ହେବ 🔥🔥🔥🔥👿👿

    • @chandan5701
      @chandan5701 3 หลายเดือนก่อน +3

      Banda chuhin ba

    • @princeaman6371
      @princeaman6371 3 หลายเดือนก่อน +4

      Patha padhiki job Kara Bhai . general pilanka Situation tike fell kara

    • @dipeshnayak9292
      @dipeshnayak9292 3 หลายเดือนก่อน +4

      Be Munda ପାଠ ପଢ଼ିକି ଜେନେରାଲ ପିଲା ଙ୍କ ସହ compitition karunu copy kariki exam re pass kalu tote puni STcaste re job darkar tm ST pila ta Odisha ku ତଳେ ପକେଇଲଣି ଆଉ kn baki ଅଛି

    • @satyaranjangangai9662
      @satyaranjangangai9662 3 หลายเดือนก่อน +2

      Ethi SC/ST jadi uthuchhi tahele Brahmin family ru baha hebi setebele jadi caste utheila to Kan kara jiba Bhai tke idea dia

    • @susenamahakuda7261
      @susenamahakuda7261 3 หลายเดือนก่อน

      Exat right​@@dipeshnayak9292

  • @SabitriKisan-z7z
    @SabitriKisan-z7z 3 หลายเดือนก่อน +15

    St sc india ra first original loka india ra real janata. Reservation uthile ye country 2 bhaga heba....

  • @bikashpodh5674
    @bikashpodh5674 3 หลายเดือนก่อน

    Bahuta bhal heba

  • @RajaHembram-z8e
    @RajaHembram-z8e 2 หลายเดือนก่อน

    ଯଦି ST/Sc reservation ଉଠିଲା BJP ସରକାର ସମ୍ପୂର୍ଣ ଧ୍ୱଂସ ହେଲା ଜାଣତୁ ।

  • @rilamalaproduction9813
    @rilamalaproduction9813 2 หลายเดือนก่อน

    Sabu categori ku saman saman post dia jau . sabu chakiri khetra re ST /SCpila manku bahut kam dia jaichi.

  • @Sached299
    @Sached299 3 หลายเดือนก่อน +26

    50% job ପାଇ କି ବି ଜେନେରାଲ ପିଲା ଅସନ୍ତୁଷ୍ଟ l କିଛି job ତ sc st ପିଲାଙ୍କ ପାଇଁ ଛାଡ 🙏

    • @RajeshKun-hp2uo
      @RajeshKun-hp2uo 3 หลายเดือนก่อน

      Obc sabutoo adhika achanti amaku kete miluchi patha padh chakiri paiba Kota bhika magani

    • @chandan5701
      @chandan5701 3 หลายเดือนก่อน +2

      Kie dela 50 % pauchanti boli..Total ta reservation re 80 % post jauchi..ta pare bi fill up heiparuni seat..tame katha kahucha..

    • @Sached299
      @Sached299 3 หลายเดือนก่อน

      @@chandan5701 ହିସାବ ଦିଅ 80% ର

    • @saratachandrakarjee1227
      @saratachandrakarjee1227 3 หลายเดือนก่อน +3

      ସବୁତ ଜେନେରାଲ ପିଲାମାନେ ହିଁ ଅଦିକ ପାହାନ୍ତି, ଯଦି ସିଟ ୧୦୦ ତିବ, st, ac ମାନେ କେବଡ ୧୦ ଟି ସିଟ ରକଯାଉଛି, ବଡକା ସବୁ ଜେନେରାଲ ୭୦ ସିଟରେ ପାହାନ୍ତି, ହେବେ st, ac, 50%ଦିଆ ଜାହୁ

    • @saratachandrakarjee1227
      @saratachandrakarjee1227 3 หลายเดือนก่อน

      ବେକାର ଖତା କଣ କଉଛ

  • @pbhoi5343
    @pbhoi5343 3 หลายเดือนก่อน +3

    Mun gote katha clear kari debaku chanhuchi j...
    Eta Supreme court decision deichi but govt enforcement karinahin

  • @ritasahu6228
    @ritasahu6228 3 หลายเดือนก่อน

    Amar judiciary ta au independent body hei ki rahi nahi. Se ta ebe nachuchhi.

  • @basantidash6367
    @basantidash6367 3 หลายเดือนก่อน

    Jeneral re jadi prent manankar low lncome achhi tanks v help darakar please

  • @sewaniguria7332
    @sewaniguria7332 3 หลายเดือนก่อน +1

    Govt ST, SC reservation uthaile ta hele job vacancy re (OBC, General, SEBC, ST, SC)samastankara same vacant rahiba katha, kahin general n obc pain besi seat that, everyone should get equal seat

  • @Notfound17-i6e
    @Notfound17-i6e 3 หลายเดือนก่อน +10

    Ek no. Rule👌
    Bahut ଭଲ hela👏

    • @Rolexx-k5w
      @Rolexx-k5w 3 หลายเดือนก่อน

      କିଛି ହେଇନି କୀ ହେଇପାରିବନାହିଁ

    • @Krish-n4i
      @Krish-n4i 3 หลายเดือนก่อน

      ନିଜ ବିଷୟରେ ଜାଣ

  • @suvanojha2618
    @suvanojha2618 3 หลายเดือนก่อน

    Right decision

  • @Rolexx-k5w
    @Rolexx-k5w 3 หลายเดือนก่อน +2

    ଭୁଲ ରେ ବି sc, st ମାନଙ୍କ ସହ ଲାଗନି ନହେଲେ ଦେଶ ବି ପୁରା ବଦଳି ଯିବ

  • @rahusahu8248
    @rahusahu8248 3 หลายเดือนก่อน +2

    Bakilukanku paisha Miliba Thank you Sir This important information

  • @ashutoshbehera2193
    @ashutoshbehera2193 3 หลายเดือนก่อน +1

    Sabu mohan majhi pai

  • @Suchitra725
    @Suchitra725 3 หลายเดือนก่อน

    ok the subclassification will be based on what financial condition or what

    • @TrimanMajhi-fs4dk
      @TrimanMajhi-fs4dk 3 หลายเดือนก่อน

      More than 15 lakh annual income

  • @MituKishan-b4b
    @MituKishan-b4b 3 หลายเดือนก่อน +2

    Bjp hataya St sc bachaya

  • @rnk6817
    @rnk6817 3 หลายเดือนก่อน +1

    ପ୍ରଥମେ ମୁଁ କୋଟା ରେ ଡାକ୍ତର ହେଲି ତା ପରେ କୋଟା ମାଧ୍ୟମରେ cdmo ହେଲି ମୁଁ କ୍ରିମି ଲୟର୍ sc ( ଧୋବା ) ହେଲେ ବି କୋଟା ର ସ୍ୱାଦ ଚାଖି ଚାଲିଲି ପୁଅ ଝିଅ ସମସ୍ତେ ଖୁବ କମ. ମାର୍କ ରଖୁ ମେଡିକାଲ ଆଉ ଇଞ୍ଜିନେଅରିଙ୍ଗ୍ ପଢିଲେ ସବୁ ସରିଲା ପରେ ସେ ଠି ସଙ୍ଗିଆ ଟାକୁ ସିଠ କରିଦେଲି.. ତଥାପି ଭୋଟ ଲୋଭି ଜାରଜ ନେତା ଆମ ପିଛା ଛାଡିଲେନି ମୋତେ ପୁଣି କୋଟା ରେ ପଦୋନ୍ନତି କରି ଜଣାଶୁଣା ଯକ୍ଷ୍ମା ହସ୍ପିଟାଲ ର ମୁଖ୍ୟ କରିଦେଲେ .. ମୋଦି ସିନା ଗ୍ୟାସ ସବ୍ସିଡି ପାଉଥିବା ସ୍ୱଚ୍ଛଳ ଲୋକଙ୍କୁ ସବ୍ସିଡି ସରେଣ୍ଡର କରିବାକୁ କହିଲେ ହେଲେ ଆମ ତେଲିଆ ମୁଣ୍ଡରେ ତେଲ ବିଷୟରେ ଚୁପ . କାରଣ ମୋଦିର ବି ଡର କଲେ ଭୋଟ କମିଯିବ କି ... ଯାହାବି ହେଉ ଜାତି ମୋ ର ଲୁଚି ଗଲା .ପ୍ରଚୁର ପଇସା ତଥାପି ମୋ ନାତି ପୁଣି କୋଟା ରେ ପଢିବ ହେଲେ ଆମରି ମା ଚୋ ଙ୍କ. ପାଇଁ ଗରିବ ମେ ଧା ମାନେ ଆ ତମ ହତ୍ୟା କରୁଛନ୍ତି ତଥାପି ପ୍ରଶ୍ନ ଆସେ କିଏ ହାରାମି ..ୟେ ଜାରଜ ସରକାର ନା ଆମେ ମା ଚୋ ?? କୋଟା ଆମକୁ ଦରକାର ନା ସରକାର ଭୋଟ ପାଇଁ ଆମକୁ ଯାଚି କି ଦେଉଛି ? 80 ବର୍ଷ ପରେ ବି ଆମକୁ ଦରକାର୍. ହେଲେ ଯେଉଁ କୋଟା ଖିଆ କ୍ରିମି ଲୟର ମାନେ କୋଟା ସପକ୍ଷରେ କହୁଛନ୍ତି ( ଆମକୁ ସମାଜରେ ବାସନ୍ଦ କରାହେଉଛି .. ମନ୍ଦିର କୁ ଯାଇ ପାରୁନୁ ) ତାହାକେତେ ଦୂର ସତ୍ୟ .. ତେଣୁ ଯେଉଁ ତଳ ସ୍ତର ରେ ହେଉଛି ସେମାନେ ପାଆନ୍ତୁ କିନ୍ତୁ ଯେଉଁ ମା ଚୋ SC / ST ଟି ଟଙ୍କାର ଗଦାରେ ଶୋଉଚି ତାକୁ ପୁଣି ସଂରକ୍ଷଣ କଣ ପାଇଁ ??( ଏହା ସତ୍ୟ କୌଣସି ଗପ ନୁହେଁ )

    • @Rolexx-k5w
      @Rolexx-k5w 3 หลายเดือนก่อน +1

      @@rnk6817 ଆରେ ବାଳ କଣ କହିବାକୁ ଚାଁହୁଛୁ ଗପ ଲେଖିଦେଇଚୁ

    • @TripleKEmpire-br8tf
      @TripleKEmpire-br8tf 3 หลายเดือนก่อน +1

      କି ବାଳ ଟା ଲେଖିଛୁ କିଛି ବୁଝା ପଡୁନି ଗୁଥିଲା ଭଳି ଲଗୁଛି, ଏତିକି ଲେଖିବାକୁ ତ ତତେ ଗୋଟେ ଘଣ୍ଟାରୁ ବେଶି time ଲାଗିଥିବ

    • @simasima8220
      @simasima8220 3 หลายเดือนก่อน

      Ehi ray mote thik laguni.

  • @jitendrajena4229
    @jitendrajena4229 3 หลายเดือนก่อน +1

    Sabu jagare saman adhikar dia mandra ku pasiba sosaity re saman bhabare grahana kariba general nka bhali land any lokanku sale kari pariba bank re loan paiba pain sc/st land with out any government ra permission re sale kari pariba mortgage rakhi pariba ra rule change karajau for economic development of the sc st people. Even in this present sitiuation President Daupadi Murmu want to sale some of her paretal land for repaymet of loan or better medical treatment she has to sick permission from sub collector permissin or she has to sale her land property in very less rate as prospective buers are nt avalable to her from her own category.She is also facing difficulty to mortgage her land & property to avail aloa for any loan for education businesses purchase wit out permissions from sub collector.Like this many cout less examples are there for all sc/st peple.

  • @bhagabanabagha9124
    @bhagabanabagha9124 3 หลายเดือนก่อน

    How.to.sell.their.land?

  • @Krish-n4i
    @Krish-n4i 3 หลายเดือนก่อน

    ସମସ୍ତ ଜାତିଙ୍କର ରିଜର୍ଭ କୱାଟା ଅଛି
    କେବଳ ST/SC ଙ୍କର କାହିଁକି....?

    • @onlinesupport6578
      @onlinesupport6578 3 หลายเดือนก่อน

      Qouta rahu but selection process mark samastnka pain same rahu

  • @prafullakumarsahoo62
    @prafullakumarsahoo62 3 หลายเดือนก่อน +1

    There should be no reservation and no classification is required for development of a nation.

  • @barsharaniputel8320
    @barsharaniputel8320 3 หลายเดือนก่อน

    Reservation ଉଠିବା ଦରକାର

  • @sebatigiri3369
    @sebatigiri3369 3 หลายเดือนก่อน

    Sir namaskar obc ro kan hobo sir
    ..

  • @hembram9807
    @hembram9807 3 หลายเดือนก่อน

    St .sc all ଭାଇ ମାନେ ଯଦି ବି reservation rule ହେବ ଯେତେ b ଏହି ଆଦିବାସୀ ମାନେ ସବୁ କାହାକୁ b ଚାଟିବା ନାହିଁ
    ସବୁ ଗୋଟେ ଗୋଟେ change କରୁଛନ୍ତି ଆଉ ଆଦିବାସୀ ମାନେ କୁ କିଏ b ପଚାରିବେ ନି

  • @AshokKumarBhoi-g3t
    @AshokKumarBhoi-g3t 3 หลายเดือนก่อน +4

    Very nice disisan in suprim court.

  • @santanumalik1269
    @santanumalik1269 3 หลายเดือนก่อน

    ଦେଶସାରା ଘୋର ଆନ୍ଦୋଳନ ହେବ, ଇଣ୍ଡିଆରେ ବାଂଲାଦେଶ ପରି ହେବ, ଦଳିତ ମାନଙ୍କ reservation ସମ୍ପୂର୍ଣ ରୂପେ ଉଠେଇଦେବା ପାଇଁ ଏମିତି ଚକ୍ରାନ୍ତ ।।

  • @chhalanatanty6980
    @chhalanatanty6980 3 หลายเดือนก่อน

    General wale sc st re marriage karibe nija cast re aau marriage nahba ktha

  • @shaktiprasadnanda6862
    @shaktiprasadnanda6862 3 หลายเดือนก่อน +1

    Bahut dina pare nyaya hela...

    • @Rolexx-k5w
      @Rolexx-k5w 3 หลายเดือนก่อน

      ବାଳ ବୁଝ ବୁଝ କଣ କହୁଛି ସେ

  • @rajeshguru9004
    @rajeshguru9004 3 หลายเดือนก่อน +1

    Ea au kichhi nuhen manubadi loka nka divide and rule ra chakranta ...

  • @pratapchandramajhi4485
    @pratapchandramajhi4485 3 หลายเดือนก่อน

    General category re bi Creamy layer ku alaga karajau. Nyay saman.

    • @Okhe133
      @Okhe133 3 หลายเดือนก่อน

      No problem aame bahut khusi hati jau

  • @rameshchandratola6574
    @rameshchandratola6574 2 หลายเดือนก่อน

    Good.neweg

  • @subashmajhi99
    @subashmajhi99 3 หลายเดือนก่อน +8

    Emiti heiki desh khanda khanda hei jaichhi

    • @RajeshKun-hp2uo
      @RajeshKun-hp2uo 3 หลายเดือนก่อน

      Khali tamku Kota milile desha bhanguni

  • @shyamsundarnayak7166
    @shyamsundarnayak7166 3 หลายเดือนก่อน

    Caste ,Reservation uthile Property equal karajau, Titel abolish heu jatirupaka ahankri Rakhyasa ku Samajaru nipata karaju

  • @rajentertainment7124
    @rajentertainment7124 3 หลายเดือนก่อน +2

    କାଇଁ OBC reservation ଵିଷୟ କଥା ତ ଉଠୁନାହିଁ ???

  • @jagannathjena816
    @jagannathjena816 3 หลายเดือนก่อน

    OBC ncl income limit ବର୍ତ୍ତମାନ କେତେ

  • @Akpt209
    @Akpt209 3 หลายเดือนก่อน +4

    Very good decision by supreme court 8:04

    • @Rolexx-k5w
      @Rolexx-k5w 3 หลายเดือนก่อน

      ବାଳ ଆଡୁ ଆସିଲୁ କଣ ଟା ବୁଝିଲୁ

    • @pratapchandramajhi4485
      @pratapchandramajhi4485 3 หลายเดือนก่อน

      ​@@Rolexx-k5wgeneral category re bi Creamy layer ku alaga karajau

  • @jrentertainmentandvlogs3340
    @jrentertainmentandvlogs3340 3 หลายเดือนก่อน +1

    Mast justice 🎉🎉🎉🎉

    • @Rolexx-k5w
      @Rolexx-k5w 3 หลายเดือนก่อน

      କଣ ଟା ବୁଝିଲୁ 😂😂😂

  • @AmitkumarMohanty-dv4ew
    @AmitkumarMohanty-dv4ew 3 หลายเดือนก่อน +2

    Right disision

  • @pilipainscreation6604
    @pilipainscreation6604 3 หลายเดือนก่อน

    Sc/st କୋଟା ଯଦି ଉଟିବ ତାହା ଏଲେ ଏହି ସରକାର ଆଉ ନିଅମକୁ ରହିବ ନାଇଁ କାଇଁକିନା ପ୍ରଧାନ ମନ୍ତ୍ରୀ ଛାଡିକି ରାଷ୍ଟ୍ରପତି ଟାରୁ ତଳେ ସବୁ ରାଜନେତା ମାନେ ଅଛନ୍ତି ତାହା କଣ ଏବ 😡😡😡

  • @shibuchinda8467
    @shibuchinda8467 3 หลายเดือนก่อน +2

    Best Decision neichhanti SC .. Thank u ... Reservation uthiba katha

    • @Rolexx-k5w
      @Rolexx-k5w 3 หลายเดือนก่อน

      ବାଳ ଟା ବୁଝିଲୁ ତୁ

    • @ashirbadas
      @ashirbadas 3 หลายเดือนก่อน

      Bala ta bujhilu 😂vala se bujh

  • @kailashgiri9642
    @kailashgiri9642 3 หลายเดือนก่อน +4

    We all r equal

    • @ashirbadas
      @ashirbadas 3 หลายเดือนก่อน

      Tahele tame alga caste ra jhia ku mrg kariki dekhao 😂

    • @Rolexx-k5w
      @Rolexx-k5w 3 หลายเดือนก่อน

      @@ashirbadas ସେ କଥା ଛାଡ଼ ମନ୍ଦିର ସିଟ ଟା ଯୋଉ ଅଛି ତାକୁ ବି ଟିକେ ସମସ୍ତଙ୍କୁ ଦିଅ

    • @Rolexx-k5w
      @Rolexx-k5w 3 หลายเดือนก่อน

      ଖାଲି ବ୍ରାହ୍ମଣ କଣ ପାଇଁ ରହିବେ ସେଠି ବାଳ ସେଠି ବା ଯେତିକି ରୋଜଗାର ଆଉ କୋଉଠି ନାହିଁ ବିଶ୍ୱାସ ହଉନି ଯଦି ପୁରି ମନ୍ଦିର ଯାଇ ଟିକେ ଦେଖ କେମିତି ସୁନା ଚେନ ଖାଲି 🤣🤣🤣

  • @shyamsundarnayak7166
    @shyamsundarnayak7166 3 หลายเดือนก่อน

    SC/ST listre Add karajaethba other caste ku badakarajau

  • @purandarbarik3621
    @purandarbarik3621 3 หลายเดือนก่อน

    Se justice manaka madhyare kana sc /st achhanti

  • @Akshu_tudu
    @Akshu_tudu 3 หลายเดือนก่อน

    Puni thore India 2 bhago hebo na kn 😢

  • @jitendramahananda6157
    @jitendramahananda6157 3 หลายเดือนก่อน

    Jadi kichhi uthabar achhe baele pahela surname uhei Dia otherwise murukh valia kain verdict dauchha

  • @asheswarraut2991
    @asheswarraut2991 2 หลายเดือนก่อน

    Heba Katha

  • @ritasahu6228
    @ritasahu6228 3 หลายเดือนก่อน +1

    Chhota caste ta hele ebe mandir ra mankare puja patha kari paribe au pujak ra darkar nahi.

  • @sachinsethy2235
    @sachinsethy2235 3 หลายเดือนก่อน +1

    Next time 🤚

  • @sunshine-di7ts
    @sunshine-di7ts 3 หลายเดือนก่อน

    Tame st sc ra reservation uthaucha hele 100% job re 22% st sc pilanku dia jauchi au 7% obsc ku au extra 71%kahaku dia jauchi kia jane kahi patiba mate

  • @dhubaleswarmajhi1002
    @dhubaleswarmajhi1002 3 หลายเดือนก่อน

    Kebe tharu lagu heba

  • @rajeshguru9004
    @rajeshguru9004 3 หลายเดือนก่อน

    Ews nka pain madhya 10% reservation achhi sethire Creamy layer nku bahar kajau

  • @ashutoshbehera2193
    @ashutoshbehera2193 3 หลายเดือนก่อน

    Hn bhai thik katah

  • @adikardas2868
    @adikardas2868 3 หลายเดือนก่อน

    Jane Teacher pakharu misleading title ra asha kara jae nahi, 😢 views pain kichhi b lekhi dauchhanti 😢

  • @papunaik2829
    @papunaik2829 3 หลายเดือนก่อน

    Kou Bala କୁ Thumbnail ଦେଇଛୁ ଆଉ ulota kn କହୁଛୁ..😡

  • @sumitratarai4740
    @sumitratarai4740 3 หลายเดือนก่อน

    Mo matare jadi b sc st cast utha jauchhi samasre gote cast huantu

  • @SabitriKisan-z7z
    @SabitriKisan-z7z 3 หลายเดือนก่อน +2

    St sc lokane upare emankara bahut raga
    200 bars ru adhika st au sc ku Sosana kara gala yes 75 years reservation re kn bharpai hei jiba ki
    Jedi utheibar achi caste uthao reservation kn uthaucha.....sabu caste same kariya ninja swartha pain st sc nku sosana kara jauchi

    • @Okhe133
      @Okhe133 3 หลายเดือนก่อน

      Haan aau 70 Barsha dela pare tame bahut uparaki aasigala Kini reservation short term solution aae jadi sate upara ku aasiba chahuchha tahele nija education upare kama kara

  • @IASaspairant
    @IASaspairant 3 หลายเดือนก่อน +1

    Reservation Economical status basis re dia hele kan gote gariba dalita sethire include hebani !!!!????? Tahale puni Jati basis re kn pain ???????? Kebala pollitics taa chhada kichhi nahi , Bedha chhua Ambedkar gote dhanda chalei thilaa

  • @radhucreation9349
    @radhucreation9349 3 หลายเดือนก่อน

    Very nice topics

  • @FlyMusicCreation
    @FlyMusicCreation 3 หลายเดือนก่อน +1

    All are equal 😊

  • @PiyushSwain-hs1be
    @PiyushSwain-hs1be 3 หลายเดือนก่อน

    Bahut bada opportunity miliba general pila nku Sabu Jagare Job au college admission bele meanly

    • @mrperfect6065
      @mrperfect6065 3 หลายเดือนก่อน +3

      Kota rahiba re bhai ,,,khali creamy layer ku exclude karajiba ...jetiki post reservation thila rahiba

    • @Kankalase17
      @Kankalase17 3 หลายเดือนก่อน

      ​@@mrperfect6065Right brother..a mg mane kichi na janiki comment karuchanti sala...st sc bhitare hin aita change general re ta kichi milibani na...supreme court kahichi ki je general nku miliba st sc ra reservation nahin na..sala kichi bi kahuchu

    • @Rolexx-k5w
      @Rolexx-k5w 3 หลายเดือนก่อน

      ଦେଶ ରେ ଅଧାରୁ ଅଧିକ sc, st ଆଉ obc ଅଛନ୍ତି ତାଙ୍କ ସହ ଲାଗିଲେ ଯାହା ହେବ ଜାଣିପାରୁଥିବ

    • @Rolexx-k5w
      @Rolexx-k5w 3 หลายเดือนก่อน

      ବ୍ରାହ୍ମଣ ଙ୍କ ପାଈଁ ତା ମନ୍ଦିର ରେ ସିଟ ରଖା ହେଇଚି ସେଠି ତା ସରକାରୀ ଚାକିରୀ ଠୁ ବି ବେଶୀ ପଇସା ମିଳୁଛି ✅

    • @Rolexx-k5w
      @Rolexx-k5w 3 หลายเดือนก่อน

      ମନ୍ଦିର ସିଟ ଛାଡିବନି ଆଉ sc, st କେମିତି ତାଙ୍କର ସିଟ ଛାଡ଼ିବେ

  • @santoshparida6175
    @santoshparida6175 3 หลายเดือนก่อน

    first 4 jati ku 1ta jati manyata diajau 'Bharata Jati' boli
    Ebe b Bharat barsa re gan gan re chhuan achhuan mata vedha dekha jauchhi..
    Manmani sasan karuchhanti upar stara re achhanti boli....
    Jete gyani hele b tame
    sabu Ambedkar Sir nka tale

  • @RadhikaPrincess-d5v
    @RadhikaPrincess-d5v 3 หลายเดือนก่อน

    Actually gote prakare thik b heichhi 😶

  • @ashokmandal5103
    @ashokmandal5103 3 หลายเดือนก่อน

    Don't think about this ..SC/st act never abolish any govt

  • @rksai143
    @rksai143 3 หลายเดือนก่อน +4

    Sc/st reservation jadi hateila.....taha hele mg jatipratha bhi uthao........sabu dharmika jaga re... choto jati bada jati bacha na jau.......nahale mg tamara bhala mangala habani😡😡😡

    • @Durgamajhi-uf4ds
      @Durgamajhi-uf4ds 3 หลายเดือนก่อน

      Right bro mg manaku mada darkar

  • @rajeshguru9004
    @rajeshguru9004 3 หลายเดือนก่อน

    reservation hateibaku hele gote upaya 100% reservation lagu karajau... caste sensus hau jahar jete sankhya seianusare sikhya,sasan,chakiri khetra re tar setiki bhaga ....badiabadi kn pain haba kie neigala khaigala boli...hajar hajar barsa sabu subidha ekutia chatiki khauthila ebe au jane kie hak thiba loka matra 70 yr haba khailaku deha sahuni nija bhaga khaiki bi ...

  • @rksai143
    @rksai143 3 หลายเดือนก่อน +1

    Kiye mg kahuchi india freedom 1947 re paichi......mg abe india swadhina nuhe ......
    Sc/st reservation jadi hateila.....taha hele mg jatipratha bhi uthao........sabu dharmika jaga re... choto jati bada jati bacha na jau.......nahale mg tamara bhala mangala habani😡😡😡

  • @RamchdraSoren
    @RamchdraSoren 3 หลายเดือนก่อน

    General lutera , jagarnath prabhu adibasi ro, luti ki neichhnti, ekolabya adibasi thiley, general loko bemani koley........

  • @kadesinghsoren9747
    @kadesinghsoren9747 3 หลายเดือนก่อน

    କାହାର ଏତେ ଦମ୍ ଅଛି reservation ଇଠେଇ କି ଦେଖାଅ

  • @ArjunSethy-jg9xd
    @ArjunSethy-jg9xd 3 หลายเดือนก่อน

    Bramhan manka jhio ac ghare bibaha jenu Dina debe. Seidina tharu ac st Kota. Uthe ba tebe jai jati prathana. Uthaiba

  • @romanticcouplerkl3062
    @romanticcouplerkl3062 3 หลายเดือนก่อน

    Ah sorkar jamiti kamo karuchi only discrimination,jaun rule ochi sa rule proti tankor kono problem hauchi,ou kich kamo nhi tankoro only bhabhu thiba kamiti ah manoku Gandhi mariba

  • @smilegirlmita3772
    @smilegirlmita3772 3 หลายเดือนก่อน

    aji bi bahut village re bada jati loka aga bhoji khaile chota jati loka khau chanti asabu aga hatao then sabu authijiba

  • @rasmitatete3751
    @rasmitatete3751 3 หลายเดือนก่อน

    Sc/st paisha pau nahat kuada from pakaibe

  • @jagannathswain1
    @jagannathswain1 3 หลายเดือนก่อน

    Kichhi hatini
    Jaumane improved semane sub clasus re asibe

  • @purandarbarik3621
    @purandarbarik3621 3 หลายเดือนก่อน

    Every class 1 officers st/sc achhanti taha dekhantu

    • @TripleKEmpire-br8tf
      @TripleKEmpire-br8tf 3 หลายเดือนก่อน +1

      ତାହା ମାନେ sc st କୁ ବଡ଼ ଅଫିସର୍ ହେବା ପାଇଁ ଯୋଗ୍ୟ ନୁହନ୍ତି କି

  • @bikashkumarsahu3170
    @bikashkumarsahu3170 3 หลายเดือนก่อน

    Most welcome....🎉🎉🎉🎉