ଗୋ' ମାଂସ ବୋଝେଇ କଣ୍ଟେନର ନେଇ ଯାଉଥିଲେ ମାଡ଼ିବସିଲେ ବଜରଙ୍ଗ ଦଳ , ଖବର ପାଇ ପହଞ୍ଚିଲା ପୋଲିସ | Ganjam

แชร์
ฝัง
  • เผยแพร่เมื่อ 29 มิ.ย. 2024
  • ଗୋ' ମାଂସ ବୋଝେଇ କଣ୍ଟେନର ନେଇ ଯାଉଥିଲେ ମାଡ଼ିବସିଲେ ବଜରଙ୍ଗ ଦଳ , ଖବର ପାଇ ପହଞ୍ଚିଲା ପୋଲିସ | #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

ความคิดเห็น • 642

  • @sunilpradhan4987
    @sunilpradhan4987 5 วันที่ผ่านมา +147

    ଗୋମାଂସ ବିକ୍ରିରେ ଭାରତ ଶ୍ରେଷ୍ଠ ସ୍ଥାନ ନେଇଛି, ଏବେ ଓଡିଶା ପ୍ରଥମ ହେବ 👌👌

    • @bhabanishankarpati466
      @bhabanishankarpati466 5 วันที่ผ่านมา +1

      Bjp government asila sabu thick size hoijibe..

    • @bhabanishankarpati466
      @bhabanishankarpati466 5 วันที่ผ่านมา +13

      Bhai wait & see what will happening in future on Bjp government..may be it will takes some time to stop all that rackets on Odisha.....

    • @EDDIE-sq9zi
      @EDDIE-sq9zi 5 วันที่ผ่านมา +8

      Odisha re hi bahut dharmik puja mu sunithili but banglore asila pare dekhi ki michhare muslim badnam aeethi ta Christian, saha hindu bhi adhika khauchanti 😂😂 impossible samasthe khauchanti

    • @dkbiswal02
      @dkbiswal02 5 วันที่ผ่านมา

      ​@@EDDIE-sq9zisame also Tamil Nadu bro it's very disgusting 😢

    • @user-ln3bm8cz7j
      @user-ln3bm8cz7j 5 วันที่ผ่านมา

      ଠିକ୍ କହିଲେ ଭାଈ

  • @Hggdibhdejuhfb
    @Hggdibhdejuhfb 5 วันที่ผ่านมา +18

    ନିଜେ ଘରେ ଗୋଟିଏ ଗୋଟିଏ ଗାଈ ମାତାଙ୍କୁ ରଖନ୍ତୁ ଓ ସେଵା କରନ୍ତୁ,,,,କାହିଁକି ରାସ୍ତା ରେ ଛାଡୁଛନ୍ତି

  • @gandharbbiswal6649
    @gandharbbiswal6649 5 วันที่ผ่านมา +78

    ଭାଇ ବାଲୁଗାଁ ପୋଲିସ ଅଛିକି ନାହିଁ ସେ କାହିଁକି ଧରୁନି ।ପୋଲିସ ସେଠାରେ ଯୋଡ଼ିତ

  • @laxmansahoo4681
    @laxmansahoo4681 5 วันที่ผ่านมา +58

    ଅଣଓଡ଼ିଆ ଏସପି ହେବାରୁ ଗୋ ହତ୍ୟା ବୃଦ୍ଧି ପାଉଛି 🎉

    • @rakipkhan4790
      @rakipkhan4790 5 วันที่ผ่านมา +3

      @@laxmansahoo4681 ଓଡ଼ିଆ ଏସପି ହେଲେ ସବୁ ଛୋଡି ପକେଇବ

    • @bijoykumardas4173
      @bijoykumardas4173 5 วันที่ผ่านมา +1

      କେତେଟା ଓଡିଆ ପିଲା IPS ପାଉଛନ୍ତି ଯେ ସବୁ ଜିଲାରେ SP ହେଵେ।

    • @laxmansahoo4681
      @laxmansahoo4681 5 วันที่ผ่านมา

      @@bijoykumardas4173 ମୁଖ୍ୟ ପ୍ରତିବନ୍ଧକ ମଦ,

    • @santoshmallick8782
      @santoshmallick8782 4 วันที่ผ่านมา

      Tu kia re

  • @gandharbbiswal6649
    @gandharbbiswal6649 5 วันที่ผ่านมา +98

    କାନ ଖୋଲି କରି ଶୁଣ ସରକାର । ଗୋ ଚାଳନ କାରୀ ବିଜେପି ସରକାର

    • @user-go9hq3jv2k
      @user-go9hq3jv2k 5 วันที่ผ่านมา +15

      To aji jaen odisha re kau sarkar thila........murkha bhali pralap karani

    • @ashishpatnaik5171
      @ashishpatnaik5171 5 วันที่ผ่านมา +5

      All india re kou sarakar chalan karuchhi

    • @user-go9hq3jv2k
      @user-go9hq3jv2k 5 วันที่ผ่านมา +7

      @@ashishpatnaik5171 odisha ra katha kuha nabin sir kan karuthile au ethikar police officer kan karuthile odisha ru jetebele westbangal jauthila

    • @abkashrout5323
      @abkashrout5323 5 วันที่ผ่านมา +4

      Kire maghia tu first kaha hindu na muslim bjp sabu bela kattar hindu Jaya shree RAM 🙏🙏🙏

    • @ayushkumarnath9388
      @ayushkumarnath9388 5 วันที่ผ่านมา

      ​@@ashishpatnaik5171congress wala

  • @gloryofgod6959
    @gloryofgod6959 5 วันที่ผ่านมา +36

    ମଣିଷ ମାନେ ଚାଲାଣ ହେଉଛନ୍ତି ଝିଅ ମାନେ ଙ୍କୁ ଚାଲାଣ କରୁଛ ତାକୁ ଆଗ ଧର ଗାଈ କଥା ଚିନ୍ତା ପରେ କରିବ

    • @parsibitivloger6909
      @parsibitivloger6909 5 วันที่ผ่านมา

      Tahele kouta ago bondh heba dorkar seita ago kuho....?

  • @mtchannel6270
    @mtchannel6270 5 วันที่ผ่านมา +45

    ଯଦି ଗୋମାଂସ କଟା ଯିବ ନାଇଁ...Modi EVM machine କିଣିବ କେମିତି.. କିଏ ଚାନ୍ଦା ଦେବ..?

  • @babunamallick5594
    @babunamallick5594 5 วันที่ผ่านมา +20

    ଏମାନେ ଗୋରୁ ଆଣି ମାରୁଛନ୍ତି କୋଉଠୁ, ଆମ ଓଡ଼ିଶା ରୁ, ଆମ ଓଡ଼ିଶାରେ ବେସି ମୁସଲମାନ ବାସ କରନ୍ତି ନା ଓଡ଼ିଆ ମାନେ, ଓଡ଼ିଶା ରେ ଏ ମାନଙ୍କୁ ଗୋରୁ ବିକ୍ରି କରୁଛନ୍ତି କିଏ, ଆମରି ଓଡ଼ିଆ ଲୋକମାନେ, ଭାଇମାନେ ଟିକେ ଚିନ୍ତା କରନ୍ତୁ, ଆମେ ଘରେ ଗାଈ ରଖୁଛନ୍ତି କ୍ଷୀର ପାଇଁ, ବଳଦ ରଖୁଛନ୍ତି ଚାଷ କରିବା ପାଇଁ, ଗାଈ ଜଦି କ୍ଷୀର ଦେବା ବନ୍ଦ କରିଦିଏ ଏବଂ ବଳଦ ଜଦି ଚାଷ କରିବା ପାଇଁ ଅକ୍ଷମ ହୁଏ, ତେବେ ଆମରି ହିନ୍ଦୁ ମାନେ ମୁସଲମାନ ଗୋରୁ ବେପାରୀଙ୍କୁ ଡାକି, ସାମାନ୍ୟ କେତେଟା ଟଙ୍କା ପାଇଁ ବିକ୍ରି କରିଦିଏ, ଆଉ ମୁସଲମାନ ଗୋରୁ କୁ ନେଇ ହତ୍ୟା କରି, ତା କାର୍ଯ୍ୟ କରିଦିଏ,ତେଣୁ ମୋର ସମସ୍ତ ହିନ୍ଦୁ ଧର୍ମର ଜନସାଧାରଣ ଙ୍କୁ ନିବେଦନ ଦୟାକରି, ଗୋ ମାତାଙ୍କୁ ସାମାନ୍ୟ କେତେଟା ଟଙ୍କା ପାଇଁ, ମରିବା ପାଇଁ ବିକ୍ରି କରନ୍ତୁ ନାହିଁ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ

    • @nk_creations4694
      @nk_creations4694 5 วันที่ผ่านมา +1

      ମାନିଗଲି ଭାଇ ତମକୁ ....ଅସଲ କଥା ଟି କହିଦେଲ

    • @user-mu8hp8ti1w
      @user-mu8hp8ti1w 4 วันที่ผ่านมา +1

      Right brother apana Mane jadi na bikibe semane katibe nahin.

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Seita hebaku jauchhi..public consciousness heba darkar..full stop hoijiba

  • @user-ud7vs3en2f
    @user-ud7vs3en2f 5 วันที่ผ่านมา +13

    ଜବତ କରିଚ ଏବେ ତୁମ ଘରକୁ ନେଇ ଯାଓ !! ବହୁତ୍ ବଡ଼ ଉପକାର କାମ କରିଦେଲେ ଏଇ ଅନ୍ଧ ପିଲାମାନେ !! ତୁମମାନଙ୍କ ଅଜ୍ଞାନତା କେବେ ଯିବ ?? ତର୍ ଗୋମାତାକୁ ତୋ ଶୋଇବା ଘରେ ରଖେ ବିକୁଚୁ କାହିଁକି ??

    • @bhabanishankarpati466
      @bhabanishankarpati466 5 วันที่ผ่านมา +2

      Pilamane andha nuhanti dekhiparile boli successfully catch kale on spot..koumane neithante jana achhi..so total jalidiajau

  • @daitaryjena6661
    @daitaryjena6661 5 วันที่ผ่านมา +9

    ବିଜେପି ସରକାର ତୁରନ୍ତ ଗୋମାତାର ସୁରକ୍ଷା କରାଯାଉ ।

  • @aamanitikhabarkendrapadaji511
    @aamanitikhabarkendrapadaji511 5 วันที่ผ่านมา +15

    ଦୋଷୀ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ

  • @eatingranger9929
    @eatingranger9929 5 วันที่ผ่านมา +28

    ସବୁ ନାଟ ର ଗୋବର୍ଦ୍ଧନ BJP ସରକାର 😂😂

    • @maminasingh2299
      @maminasingh2299 5 วันที่ผ่านมา +2

      Bjd bale jama heunathila

    • @DebakarBehera
      @DebakarBehera 5 วันที่ผ่านมา

      Ta maa ghaita bele hauthila😢

    • @barunmajhi5964
      @barunmajhi5964 5 วันที่ผ่านมา +2

      ତମେ ସବୁ bjd ବାଲା ଏଥିରେ ସଂପୃକ୍ତି

    • @snnirmala7374
      @snnirmala7374 5 วันที่ผ่านมา

      Are boka choda bjd sasan bele ta emti kebe dhara heinathile bjp asila pare police thik kama Kari dharichi aanku andha bjd Prema aakhi kholi sata dekh maghia

    • @balakramtudu6173
      @balakramtudu6173 3 วันที่ผ่านมา

      ​@@maminasingh2299 ଏ ଗାଡି ଆସୁଛି କୋଉଠୁ ଦେଖ ଓଡ଼ିଶାର କି

  • @sabitaprusty8035
    @sabitaprusty8035 5 วันที่ผ่านมา +15

    ଗୋ ମାତା ନାଁଟିଏ ଭକ୍ତି ଭାବ ଆସିବା କଥା ପୂଜା କରାଯାଏ। ଆଗରୁ ପଠାଣ ମାନଙ୍କୁ ବିରୋଧ କରା ଯା ଉ ଥିଲା,କିନ୍ତୁ ଆଜିକାଲିର ଧର୍ମ ବିଶ୍ବାସ ଲୋପ ପାଇ ଲାଣୀ। ଏଣିକି ଲୋକ ମାନେ ଏକଜୁଟ ହେବା ନିହାତି ଦରକାର। ଜୟ ଜଗନ୍ନାଥ।

    • @dipsonnayak238
      @dipsonnayak238 4 วันที่ผ่านมา +1

      ଗୋରୁ କୁ ଘର ଭିତରେ ରଖାଯାଉ, ଗୁହାଡରେ ନୁହେଁ... ସଫା ଜାଗାରେ ରଖ.... ଯଦି ଧର୍ମ ରକ୍ଷା କରୁଛ, ଗୋରୁକୁ ପନିପରିବା ଚୋପା ଅଡିଆ ଦିଅ ନାହିଁ 😄😄

  • @madhabdash985
    @madhabdash985 5 วันที่ผ่านมา +39

    ଭଲ କି ଛେଛ ଜିଏ ଆଣିଛି ଆଉ କେବେ ଜେମିତି କରିବ ନାହିଁ

  • @prasantakumarswain8680
    @prasantakumarswain8680 5 วันที่ผ่านมา +6

    ଜୟ ବଜରଙ୍ଗବାଲି🙏🟠‼️🟠🙏

  • @alokkumarsahooalokkumarsah9054
    @alokkumarsahooalokkumarsah9054 5 วันที่ผ่านมา +4

    ସବୁ ଭାରତ ରେ ହେବ କିନ୍ତୁ ଗୋଟେ ଆଇନ ଆସୁ କି
    ଯୋଉ ମାନେ ଗାଈ ପାଳୁ ଛନ୍ତି ସେମାନେ ସରକାର ଙ୍କ ପାଖରେ ଗୋଟେ ଲିଖିତ ଆକାର ରେ ପ୍ରମାଣ ରଖିବେ

  • @MohanJena-jf9ti
    @MohanJena-jf9ti 5 วันที่ผ่านมา +23

    ଆରେ ଭାଇ ଗାଡି ନିଆଁ ଲଗେଇଦିଅ, ପୁରା ଗାଡି ସଫା ମାଲିକ ବି ସଫା

    • @user-gq1yo9ib3c
      @user-gq1yo9ib3c 5 วันที่ผ่านมา

      ଜିଏ ଲକ୍ଷ୍ଯ ଲକ୍ଷ୍ଯ ଟଙ୍କା ର ଗାଡି ଚଲାଉଛି ସିଏ କଣ ମୁର୍ଖ ନିଶ୍ଚିତ ବିମାନ ପଲିସି କରିଥିବ ଗାଡିର କୌଣସି ଅସୁବିଧା ହେଲେ ଇନସୁରାନ୍ସ କମ୍ପାନୀ ତାହା ଭରଣ କରିବ

    • @NiranjanOram-fu1qt
      @NiranjanOram-fu1qt 5 วันที่ผ่านมา +3

      ଗାଡ଼ିର insurance କରାଯାଇଛି ମାଲିକର କିଛି ଅସୁବିଧା ହବନି।ଯେମିତି ବି ଭାରତ ଗୋ ମାଂସ ରପ୍ତାନୀ ରେ ପୃଥିବୀରେ ଦୁଇ ନମ୍ବର ।

    • @MohanJena-jf9ti
      @MohanJena-jf9ti 5 วันที่ผ่านมา +1

      @@NiranjanOram-fu1qt ମାଲିକ ଗାଣ୍ଡିରେ ବି ପୁରାହବ ଆଉ ବାହାରିବନି

  • @ranjanbehera239
    @ranjanbehera239 5 วันที่ผ่านมา +18

    ପ୍ରଥମେ କଂସେଇ ଖାନା ବନ୍ଦ କର ତାପରେ ସବୁ!

  • @madhabdash985
    @madhabdash985 5 วันที่ผ่านมา +41

    ଭାଇ ଏ ସବୁ ପଠାଣ ମାନଙ୍କ ଲାଗି ସବୁ ହେଉଛି

    • @Jotrimay
      @Jotrimay 5 วันที่ผ่านมา +7

      ସେମାନେ ଆମ ଦେଶ ରୁ ବିଦା ହେବା ଦରକାର 🙏🙏

    • @SamsadKhan-wu3dn
      @SamsadKhan-wu3dn 5 วันที่ผ่านมา +8

      Because MODI is collecting donations from BEEF EXPORTERS

    • @gudunraajthemasssivesixxxe7020
      @gudunraajthemasssivesixxxe7020 5 วันที่ผ่านมา

      Thick କହିଛନ୍ତି ସବୁ ପଠାଣ ମାନଙ୍କ ପାଇଁ ହଉଛି

    • @amarendradandapat9336
      @amarendradandapat9336 5 วันที่ผ่านมา +4

      କଂସେଇ ଖାନା ବନ୍ଦ କରାଯାଉ

    • @mtchannel6270
      @mtchannel6270 5 วันที่ผ่านมา

      ମୋ ବାଣ୍ଡ ତୁ ମାଈଘିଆ ବିଦା କରିବୁ UP ର news ଟିକେ ଦେଖେରେ ହାରାମି

  • @subhendukumardas286
    @subhendukumardas286 5 วันที่ผ่านมา +4

    ଗୋ ମାଂସ ବିକ୍ରି ନ ହେଲେ BJP ସରକାର ଚଳିବେ କେମିତି ।
    ସରକାର ର ବହୁତ୍ ଲାଭ ହେଉଥିବ ।
    ସେଥି ପାଇଁ ପ୍ରଶାସନ କିଛି କରୁନାହିଁ ।
    ଏତିକି ବି କେମିତି ବୁଝପାରୁନାହିଁ

  • @SonuMaharana-lf8pt
    @SonuMaharana-lf8pt 5 วันที่ผ่านมา +7

    ଚାରି ଆଡୁ ମୁସଲିମ ମାନେ ଲେବର କାମ କରିବା ପାଇଁ ନିଜ ପରିବାର କୁ ଧରି ଚାଲି ଆସନ୍ତି ,ସେମାନେ ତୋ ଗରୁମାଂଶ ଖାଆନ୍ତି ।ଏମିତି ଯଦି ବାହାର ରାଜ୍ୟରୁ ମୁସଲିମ ଲୋକେ ଆସିବେ ଏବଂ ଜାଗା ବାଡି କରି ଘର କରି ରହିବେ ତେବେ ସେମାନଙ୍କୁ ଗୋରୁ ମାଂସ କାରବାର ପାଇଁ ,ଘର ଏବଂ ଲୁଚା ଛପା ରେ ଗୋରୁମାଂଶ କାଟିବାରେ ସୁବିଧା ହେବ।ପ୍ରଥମେ ବାହାରୁ ଆସୁଥିବା ମୁସଲିମ ମାନଙ୍କୁ ଘର ଭଡ଼ା ଦେବା ବନ୍ଦକର ।ଓଡ଼ିଶାରେ ସେମାନେ ଅନେକ ଜାଗାରେ ଘର କରି ରହୁଛନ୍ତି।ସେମାନଙ୍କ ପ୍ରିୟ ଖାଦ୍ୟ ହେଉଛି ଗୋରୁ ମାଂସରେ ପ୍ରସ୍ତୁତ ଖାଦ୍ୟ।
    ଭାଇ ମାନେ ପୁରା ପୁରୀ ରାଗି ଯାଇଛନ୍ତି ।
    ଭାଇ ମାନେ ରାଗିକେ କିଛି ହେବନି ପ୍ରଥମେ ଯେଉଁ ମୁସଲିମ ମାନଙ୍କୁ ବାହାରୁ କାମ କରିବାକୁ ଆସନ୍ତି ,ସେମାନଙ୍କୁ କାମ ଦେବା ବ୍ୟବସ୍ଥା ବନ୍ଦ କରନ୍ତୁ ।ଯେଉଁ ମାନେ ମୁସଲିମ ବାହାରୁ ଆସି ଘର ଭଡ଼ା ନେଇ ଅଛନ୍ତି ସେମାନଙ୍କୁ ସେଇ ଘରୁ ଘୋଉଡ଼ା ନ୍ତୁ । ତା ପରେ ହୁଏ ତ କିଛି ପରିମାଣରେ ଏହାକୁ ରୋକାଯାଇ ପାରିବ।

  • @sidhu_life_story
    @sidhu_life_story 5 วันที่ผ่านมา +14

    Khali Odisha nuhe pura bharatare selling heuchi😂😂😂

  • @LokanathSubudhi-gi7iw
    @LokanathSubudhi-gi7iw 5 วันที่ผ่านมา +19

    ପ୍ରତିଦିନ TV ଦୟାକରି ଜଣେଇବେ ଏ ଗାଡି କୋଉଠୁ ଯାଉ ଥିଲା ? ଆମ ଗାଁ ରୁ ୫୦ରୁ ଅଧିକ ଗାଈ ଚୋରି ହେଲେଣି । ମୋର ୩ଟା ଚୋରି ହେଇଚି ।

  • @user-dg5qq1ez5f
    @user-dg5qq1ez5f 5 วันที่ผ่านมา +3

    ଗୋ ବେପାରୀ ମାନଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଦିଯାଉ

  • @nityanandadas295
    @nityanandadas295 5 วันที่ผ่านมา +3

    Jay gou mata 🙏🙏🙏

  • @Srujani-smile-Odisha4507
    @Srujani-smile-Odisha4507 5 วันที่ผ่านมา +4

    ନିଜ ମାଆଙ୍କୁ ଘରୁ ତଡ଼ି ପାରୁଛ, କିନ୍ତୁ ଗୋଟିଏ ଗ୍ରୁହପାଳିତ ପଶୁ ପାଇଁ ଏତେ ନାଟ !!!

  • @samirkumar6914
    @samirkumar6914 5 วันที่ผ่านมา +2

    Jay Jagannath

  • @ranajitdalai2783
    @ranajitdalai2783 5 วันที่ผ่านมา +5

    Jay Jagannath 🙏

  • @nisithabeura9948
    @nisithabeura9948 5 วันที่ผ่านมา +11

    Abe ta BJP sarkar Odisha re ... BJP ta vari gapa maruchhi,,, Kain go mata nku kn rakhya kariparuni,,, Khali kn odisha re nuha, pura all over India re amiti ghatuchi,,,, Sri Narendra Modi ji jou Mane go mata ku hanuchhanti...and chalana karuchhanti, semananku Direct Fasi dia jau,, tahale auu kehi bi goo mata ku akhi uthae kehi chahibeni...

  • @gggamer5478
    @gggamer5478 5 วันที่ผ่านมา +2

    ନିଆଁ ଲଗେଇ diya ସେ ଟ୍ରକ୍ 😊😊😊କୁ

  • @petersonganeshdalai....2610
    @petersonganeshdalai....2610 5 วันที่ผ่านมา +1

    କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରୁ ହଜାର ହଜାର ଗୋରୁ ବାହାରକୁ ମାନେ ଝାରଖଣ୍ଡ କୁ ଚାଲାଣ ହଉଛି ଦୟାକରି କେନ୍ଦୁଝର ରେ ଭି ଧରା ହଉ ମୋର ଅନୁରୋଧ ଆପଣଂକୁ 🙏🙏🙏🙏🙏

  • @user-ln3bm8cz7j
    @user-ln3bm8cz7j 5 วันที่ผ่านมา +2

    ଯିୟ ଖାଉଚି ଗୁରୁ ମାଂସ,ଆକୁ ବା କିଏ କହିବେ, ପଇସା ଲୋଭ ରେ ନିରୀହ ପଶୁକୁ ମାରି ଏତେ ନୃଶସ,ଜୟ ଗୋ ମାତା, ଗୋ ମାତା ର ଆତମା କୁ ଶାନ୍ତି ଦିଅ ପ୍ରଭୂ ଶ୍ରୀ କୃଷ୍ଣ ଭଗବାନ

  • @daitaryjena6661
    @daitaryjena6661 5 วันที่ผ่านมา +2

    ଗୋହତ୍ୟା ବନ୍ଦ କରାଯାଉ ।

  • @bijayvlog9034
    @bijayvlog9034 5 วันที่ผ่านมา +2

    ଏହି ବେପାର ପଛରେ ସରକାର ର ହାତ ଅଛି ଏହି ବ୍ୟବସାୟ ରେ ସରକାର ବ୍ୟକ୍ତିଗତ ଆୟ କରୁଛି

  • @samaruhernna4118
    @samaruhernna4118 5 วันที่ผ่านมา +2

    ଗୋ ମାଂସ ଯିଏଚାଲଣ କରୁଛି ସେ ଲୋକ କୁ ଆରେଷ୍ଟ କରିବା କଥା Jay shree Ram

  • @sayedjalalhossain7560
    @sayedjalalhossain7560 5 วันที่ผ่านมา +21

    ଭାରତ ସରକାର ଗୋରୁ ମାଂସ ସପ୍ଲାଏ ରେ ବିଶ୍ଵ ରେ ପ୍ରଥମ ମୋଦି ସରକାର ବନ୍ଦ କରନ୍ତୁ electral bond ମାଧ୍ୟମରେ ନେଇଛନ୍ତି କମ୍ପାନୀ ଠାରୁ 200କୋଟି ବହୁତ୍ ଦୁଃଖ

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Tu kn sabu janiparuchhu.. Wrong information kn pai deichhu .

  • @pintupradhan9123
    @pintupradhan9123 5 วันที่ผ่านมา +1

    Bajrang dala apana samastanku bahut bahut dhanyabad au pratidina tv ku dhanyabad emite news sabu bele dekhantu

  • @balakrishnamishra6782
    @balakrishnamishra6782 5 วันที่ผ่านมา +5

    ବଜରଙ୍ଗ ଦଳର ଜୟ ହେଉ 🎉

    • @EDDIE-sq9zi
      @EDDIE-sq9zi 5 วันที่ผ่านมา

      Bajarang dal kn kariba sabuade ta khauchanti 😂😂

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Wait Kara Bajrang Dal sabuade dhire dhire asabuku full stop karideba..Joy Shree Ram

  • @Subash_Murmu
    @Subash_Murmu 3 วันที่ผ่านมา +1

    ଯେଉଁ ଲୋକ ଗାଈ ଗୋରୁ ଙ୍କୁ ବିକ୍ରି କରୁଛନ୍ତି ସେମାଙ୍କୁ ଆଗେ ଜେଲ ରେ ପୁରାଇ ଦିଅ, ଦେଖିବା ଗୋରୁ ଚାଲାଣ କେମିତି ହେଉଛି,,,,,,

  • @SachetSamarth
    @SachetSamarth 5 วันที่ผ่านมา +3

    Jay Shree Ram...Jay Gomata

  • @satyajitpradhan9870
    @satyajitpradhan9870 3 วันที่ผ่านมา +1

    ଆଜ୍ଞା ଯେଉଁ ମାନେ ଗାଈ କୁ ଠିକ ଭାବରେ ପାଳନ କରୁନାହାଁନ୍ତି ଏବଂ ଖିର ଦୋହିଁ ସାରୀଲା ପରେ ତାକୁ ରାସ୍ତାରେ ଛାଡି ଦେଉଛନ୍ତି। ଏହିଭଳି ହୀନ୍ଦୁ ଲୋକ ମାନଙ୍କୁ କୋଠର ଦଣ୍ଡ ଦେବ କିଏ କୁହ?

  • @satyajitpradhan9870
    @satyajitpradhan9870 3 วันที่ผ่านมา +1

    ଆଜ୍ଞା ଯେଉଁ ମାନେ ଗାଈ କୁ ବିକ୍ରି କରୁଛନ୍ତି ସେମାନଙ୍କୁ କିଏ କୋଠର ଦଣ୍ଡ ଦେବ କୁ ଆଗ?

  • @jay_creation_2.0
    @jay_creation_2.0 5 วันที่ผ่านมา +3

    ଆରେ ଭାଇ ମାନେ ଗୋରୁ ଚାଲାଣ ଠୁ ନେଇକି ମାଂସ ଯାଏ ।। ସବୁ BJP ସରକାର ଙ୍କର under ରେ ହଉଚି // ଆଉ BJP ୟାର ଲିଡର ।। ମୋଦି ସରକାର କୁ ଦଣ୍ଡ ମିଳିବା ଦରକାର// ଜୟ ଜଗନ୍ନାଥ 🙏

    • @bhabanishankarpati466
      @bhabanishankarpati466 4 วันที่ผ่านมา +1

      Congress au Bjd government re kn asabu hounathila..Bjp government re successfully catch hoichhi..

  • @NILANCHALATV
    @NILANCHALATV 5 วันที่ผ่านมา +2

    ଜୟ ଶ୍ରୀ ରାମ ଭାଇ ମାନେ
    ଆମେ ସମସ୍ତେ ଏକାଠି ହେବା ଦରକାର ତେବେ ଯାଇ ଆମ ଗୋମାତା ର ରକ୍ଷା କରି ପାରିବ

    • @user-dw4yk8ux2i
      @user-dw4yk8ux2i 4 วันที่ผ่านมา

      Aage nija maa ku rakhya karantu goru ta gotie pashu😂😂😂😂

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Kaha pai pashu hoi pare but Hindu nka pai Go mata ..joy shree Ram

  • @runupamaswain1316
    @runupamaswain1316 5 วันที่ผ่านมา +3

    Thank you bajaranga dala 🙏

  • @keyboardboysushil
    @keyboardboysushil 5 วันที่ผ่านมา +2

    ଏଇ ଗୋରୁ ଚାଲାନ ଗାଡ଼ି ଟିକୁ ଯେଉଁ ଭାଇମାନେ ଅଟକାଇ ଛନ୍ତି ସେ ଭାଇ ମାନଙ୍କୁ ମୋର ହ୍ରୃଦୟରୁ କୋଟି କୋଟି ପ୍ରଣାମ।

    • @EDDIE-sq9zi
      @EDDIE-sq9zi 5 วันที่ผ่านมา

      Tu ghare basi harmani bajeichal 😂😂😂

    • @keyboardboysushil
      @keyboardboysushil 5 วันที่ผ่านมา

      @@EDDIE-sq9zi ତୋର ମାକେ ଗିହାମିଁ ତୁଇ କିଏରେ ମାଁ ଗିଁହା ରୁମ୍।

  • @amarmoharana875
    @amarmoharana875 5 วันที่ผ่านมา +1

    ଶଳା ଙ୍କୁ ମାଡ଼ ଦେବା ଉଚିତ୍ ପୂର୍ବରୁ ନବୀନ ସରକାର ଇ ପ୍ରକାର କାର୍ଯ କୁ ସମର୍ଥନ କରି ମୋଟା ଅଙ୍କର ଲାଞ୍ଚ ପାଉଥିଲା ।ସମୟ ପରିବର୍ତ୍ତନ ହୋଇଛି,ଏଣୁ BJD ନେତାଙ୍କୁ ଓ ସମର୍ଥନ କରୁଥିବା ପୋଲିସ ପ୍ରଶାସନ କୁ ଉପଯୁକ୍ତ ବିଚାର ପାଇଁ ଓଡ଼ିଶାର ଜନସାଧାରଣ ଙ୍କୁ କ୍ଷମତା ଦିଆଯାଉ

  • @SudhasmitaDas-im3zi
    @SudhasmitaDas-im3zi 4 วันที่ผ่านมา +1

    ମୋହନ ସରକାର୍ ଙ୍କୁ ଆମ ଅନୁରୋଧ ଓଡ଼ିଶା ରେ ଗୋମାଂସ ban ହଉ

  • @DolamaniBagarty-dc3bw
    @DolamaniBagarty-dc3bw 5 วันที่ผ่านมา +3

    ଜୟ ଜଗନ୍ନାଥ ଇଟା ଓଡ଼ିଶା

  • @bijaypanda1843
    @bijaypanda1843 5 วันที่ผ่านมา +2

    ଜାଳି ଦିଅ

  • @Business-inodia
    @Business-inodia 5 วันที่ผ่านมา +2

    All above has been done by Not Police .By BJD Govt since 10 years.Many times odiya people oppose this issues.All above done by PANDYAN.

  • @lipshamishra2778
    @lipshamishra2778 5 วันที่ผ่านมา +1

    Thaik kahila bhai right

  • @mamatamohapatra8559
    @mamatamohapatra8559 5 วันที่ผ่านมา +1

    Bajrang,bhai mananku koti koti pranam, bhagavan tuma mananku rakhya karantu

  • @santoshsaha8171
    @santoshsaha8171 4 วันที่ผ่านมา +1

    Jay shree Ram har har Mahadev 🌹💕🇮🇳🙏

  • @NiranjanOram-fu1qt
    @NiranjanOram-fu1qt 5 วันที่ผ่านมา +1

    ବିଜେପି ସରକାର ଗୋ ମାଂସ କମ୍ପାନୀ ମନଙ୍କ ଠାରୁ 250 କୋଟି ଟଙ୍କା electorall bond ଆଦାୟ କରା ଯାଇଛି ବୋଲି ଖବର ସୁନା ଯାଇଛି ।ଏହା କେତେ ଦୂର ସତ୍ ଟିକିଏ ଧ୍ୟାନ ଦେଲେ ଗୋ ରକ୍ଷା କରୁଥିବା ଭାରତୀୟ ହିନ୍ଦୁ ମାନଙ୍କୁ ଅନୁରୋଧ ।

  • @chitaranjansahu9697
    @chitaranjansahu9697 3 วันที่ผ่านมา +1

    Jai jagannath

  • @andriyabhuyan4798
    @andriyabhuyan4798 14 ชั่วโมงที่ผ่านมา

    ଏଥିରେ ସରକାର ସମ୍ପୃକ୍ତ

  • @nareshbhanj5463
    @nareshbhanj5463 3 วันที่ผ่านมา

    IT is the on going commercial trade understanding of theold government. Thanks youngmen.

  • @shishirpradhan7870
    @shishirpradhan7870 5 วันที่ผ่านมา +1

    ତମେ ହିଂଦୁ ମାନେ କଣ କରୁଛ ?
    ମୋଗଲ ଓ ଇଂରେଜ ମାନେ କଣ ପାଇଁ ବାହାରୁ ଆସି ଶାସନ କରିପାରିଲେ ଏଥିରୁ ଜଣାପଡୁଛି

  • @ajayakumarsahoo2428
    @ajayakumarsahoo2428 5 วันที่ผ่านมา +1

    Jai Bajaranga Dala, Without any fear you people are doing Great Job. May Lord Krishna Bless you all

  • @hardikofficial-nj7pw
    @hardikofficial-nj7pw 5 วันที่ผ่านมา +1

    Jay Sri Ram

  • @saratchandranayak2512
    @saratchandranayak2512 5 วันที่ผ่านมา +3

    Jay bajaranga dala. Go mata tamara mangal karantu. Jay jagannath.

  • @user-gq1yo9ib3c
    @user-gq1yo9ib3c 5 วันที่ผ่านมา +1

    ଆମେ ସୁଣୁଥୁଲୁ ବାଲେଶ୍ଵର ରୁ ଗୋ ମାଂସ ଚାଲଣ ହେଉଥିଲା ବର୍ତ୍ତମାନ ଅନ୍ୟ ଯାଗାରୁ ମଧ୍ଯ ଗୋ ମାଂସ ଚାଲଣ ହେଲାଣି ରମ୍ବା ବଜରଙ୍ଗବାଲି ସଗଂଠନମାନଙ୍କୁ ଧନ୍ଯବାଦ ଆଞା ପ୍ରସାସନ ସବୁ ଯାଣୁଛି ଗୋ ମାଂସ ଚାଲଣ ପୁର୍ବରୁ ଟଙ୍କା ପଇସା କାରବାର ହେଉଛି ଡାଇରେକ୍ଟ ପ୍ରସାସନ ଟଙ୍କା ପଇସା ନେଉ ନାହିଁ ଦଲାଲ୍ ମାଫିଆ ଜରିଆରେ ଟଙ୍କା ପଇସା କାରବାର ହେଉଛି ଦିନକୁ ଦିନ ଅଧର୍ମ ବ୍ଯାପିଲାଣୀ କରାଯିବ

  • @Mr.Funny.09
    @Mr.Funny.09 3 วันที่ผ่านมา

    Fantastic Work by Bajrang ଦଳ

  • @GOUMITRAFOUNDATION
    @GOUMITRAFOUNDATION 5 วันที่ผ่านมา +1

    Jai gomatha❤

  • @nishanayak1081
    @nishanayak1081 5 วันที่ผ่านมา

    ଗୋମାଂସ ଚାଲାଣ ରେ ଆମର ଦେଶର ପ୍ରଧାନମନ୍ତ୍ରୀ ମୋଦିବାବୁ( BJP )୧ ନୁମ୍ବର ଅଛି ଆଉ ଏଠି BJP କୁ ଭରଷା କରୁଛ କି ଭାଇମାନେ..........

  • @maushumisoy904
    @maushumisoy904 5 วันที่ผ่านมา +1

    ଗୋରୁ ମାଂସ ନା ଘୁଷୁରୀ ମାଂସ ନମୁନା ପରୀକ୍ଷା ରିପୋର୍ଟରେ ପ୍ରମାଣିତ ହେଲାଣି କି ?

  • @andriyabhuyan4798
    @andriyabhuyan4798 14 ชั่วโมงที่ผ่านมา

    ଗୋ ମାଂସ ଦ୍ୱାରା ସରକାର ପରା କୋଟି କୋଟି ଟଙ୍କା ଲାଭ କରୁଛି

  • @basudevbehera2209
    @basudevbehera2209 5 วันที่ผ่านมา +6

    କେବଳ ପଠାଣ ମାନଙ୍କ ଯୋଗୁ ଏପରି ଗୌମାତା ହତ୍ୟା ହଉଛି , ପ୍ରଶାସନର ହାତ ମଧ୍ୟ ରହୁଛି , ବିଜେପି ସରକାର ହଜାର ହଜାର କୋଟି ଟଙ୍କା ମଧ୍ୟ ଚାନ୍ଦା ନଉଛି କଂସେଇ ଖାନା ମାଲିକ ମାନଙ୍କଠାରୁ , ଏଥିରେ ନିରୀହ ଗୌମାତା ବଳିପଡ଼ି ଯାଉଛନ୍ତି । ଆମ ସାଧାରଣ ଲୋକ ପ୍ରତିବାଦ କଲେ ଆମ ଉପରେ ମାରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି ଏଥିରେ ଦାୟୀ କିଏ ସରକାରଙ୍କୁ ପ୍ରଶ୍ନ , ଜୟ ଗୌମାତା ପ୍ରଣାମ ଓଡ଼ିଶା ।

    • @chandramajhi8049
      @chandramajhi8049 5 วันที่ผ่านมา

      Hinduhin daay kana paain goruku bikuchha gorubudhaahelaaboliki nija maa bapa budhaahele bikidebaki

  • @user-dg3xs2cr4c
    @user-dg3xs2cr4c 3 วันที่ผ่านมา

    ଯତେ ଦିନ ପର୍ଯ୍ୟନ୍ତ ବେଇମାନ ହାରାମି ହିନ୍ଦୁ ବଞ୍ଚି ଥିବେ ସେତେ ଦିନ ପର୍ଯ୍ୟନ୍ତ ଗୋ ମାଂସ ଚାଲାଣ ହେଉ ଥିବା 😢😢😢😢

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Jou kichhi hindu nija dharma change Kari Christians hoithibe..seimane .....

  • @dhirendranathrout3005
    @dhirendranathrout3005 5 วันที่ผ่านมา +3

    ସରକାର ତ ଶୁଣୁ ନାହିଁ,ତମ ମାନଂକର କଣ କାମ ନାହିଁ।ଆଗ ମୋହନ କୁ ବୁଝାଅ,ବୃଥା କଷ୍ଟ କରୁଛ।

    • @balakramtudu6173
      @balakramtudu6173 3 วันที่ผ่านมา

      ମୋହନ ବି ଗୋରୁ ମାଂସ ଖାଏ

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Odisha C.M Mohan Majhi Gomata Rakshyak..& worship them..Dont say like that

    • @bhabanishankarpati466
      @bhabanishankarpati466 3 วันที่ผ่านมา +1

      Bjp government sabu bujhuchhi boli successfully on spot catch hoichhi au asabu full stop hoijiba

  • @santwana7164
    @santwana7164 5 วันที่ผ่านมา

    ନୂଆ ସରକାର କାହିଁକି ରୋକ୍ ଲଗାଇବ । ବିଜେପି ତ ଇଲେକଟ୍ରୋରାଲ ବଣ୍ଡ ଜରିଆରେ ଟଙ୍କା ନେଉଛନ୍ତି କି ନାହିଁ ।

  • @BayijantiPingua-rf8sk
    @BayijantiPingua-rf8sk 5 วันที่ผ่านมา +1

    Jay shree jagannath 🙏🙏

  • @khirodmahanta2149
    @khirodmahanta2149 5 วันที่ผ่านมา

    ପ୍ରସାସନ ପ ଇସା ପାଉଥିବା ସେଥିପାଇଁ ଚଆଲ୍କଆଣ ହଁ ଉଛୁ।

  • @RanjanTadingi-eg3fj
    @RanjanTadingi-eg3fj 12 ชั่วโมงที่ผ่านมา

    ଗାଡ଼ିକୁ ଅଟକାଇଲ ବଡ଼ିଆ ହେଲା ଏବେ ଗାଡ଼ିକୁ ନିଆଁ ଲଗାଇ ଦିଅ

  • @manishseth6842
    @manishseth6842 5 วันที่ผ่านมา +1

    Driver ku Giraf kale kana heba bhai Jia maal Supply karuchi malik ku jail Hau

  • @rajsahoo8785
    @rajsahoo8785 5 วันที่ผ่านมา

    ଓଟିଭି,ଅର୍ଗସ କୁଆଡେ ଗଲେ।

  • @satyajitpradhan9870
    @satyajitpradhan9870 3 วันที่ผ่านมา

    ଆଜ୍ଞା ଏହି ଭଳି ଲୋକ ମାନେ ଟ୍ରକ ଏବଂ ଟ୍ରକ ଡ୍ରାଇଭର କୁ ଯିଏ ଅଟକାଇଛି ତାକୁ ଆଗ ଥାନା ରେ ପୁରାଯାଉ?

  • @RAJESHpradhan01994
    @RAJESHpradhan01994 3 วันที่ผ่านมา

    ଆଉ ଛେଳି କଣ ପାପ କରିଥାଉଛି ଯେ ତାକୁ ଏଭଳି ହାଣିକି ଖାଉଛନ୍ତି।

  • @kanha_lenka
    @kanha_lenka 5 วันที่ผ่านมา +2

    Toll Gate re Bajrangdal ra bhai mananku Job deba uchit

  • @tapasparida958
    @tapasparida958 5 วันที่ผ่านมา

    Good reporting 👍

  • @akshorts2153
    @akshorts2153 5 วันที่ผ่านมา

    BJP ସରକାର ଗୋରୁ ଦଲାଲ ମାନଙ୍କ ଠାରୁ 200 କୋଟି ଚାନ୍ଦା ନେଇଛି ଆଉ ଏ ଭାଇ BJP ତରଫରୁ ପ୍ରତିଶ୍ରୁତି ଦେଉଛନ୍ତି ଗୋ ରକ୍ଷା ପାଇଁ

  • @Marndikisan152
    @Marndikisan152 3 วันที่ผ่านมา

    #ଗାଇ 🐄 #ମାଂସ #ଖାଇବାରେ #ଖରାପ କଣ 🤔🤔🤔

  • @mithunnaik4323
    @mithunnaik4323 14 ชั่วโมงที่ผ่านมา

    Good

  • @akashthanapati6741
    @akashthanapati6741 5 วันที่ผ่านมา

    Right jay sriram

  • @manojkumarnath1913
    @manojkumarnath1913 5 วันที่ผ่านมา +1

    ଭାଈ ଠିକ୍ କହିଲେ କଣ ଘୁଷୁରୀ କ୍ଷୀର ପାଇବେ

  • @mohanbehera-7000
    @mohanbehera-7000 5 วันที่ผ่านมา

    ଯିଏ ଧରାପଡୁଛି ବାଡ଼େଇକି ମାରିଦିଅ
    jay gomata🙏🏻

  • @RajeevMinz
    @RajeevMinz 5 วันที่ผ่านมา +1

    କାଟୁଚି କିଏ
    ହିନ୍ଦୁ
    ମୁସଲିମ
    ନା
    Christian 🤔🤔🤔🤔

  • @user-bi7lf1kq3g
    @user-bi7lf1kq3g 14 ชั่วโมงที่ผ่านมา

    Baibailakayla
    Jaysriram

  • @MdAdil-qn7uv
    @MdAdil-qn7uv 5 วันที่ผ่านมา +1

    Up.re.go.mata.hajar.hajar.tan.export.hauchi.up.re.kaha.sarkar.goare.kara.sarkar.goru.mandir.masjid.au.chaliba.nahi

  • @bubunsahoo5321
    @bubunsahoo5321 5 วันที่ผ่านมา

    Thik katha

  • @sumankhatoi2821
    @sumankhatoi2821 3 วันที่ผ่านมา

    Very good decision

  • @kaliabhai3855
    @kaliabhai3855 4 วันที่ผ่านมา

    bhai dhanyawad

  • @InnovateAware
    @InnovateAware 5 วันที่ผ่านมา +1

    Jay shree Ram 👍

  • @MantriBehera-mt8sk
    @MantriBehera-mt8sk 4 วันที่ผ่านมา

    ପ୍ରଶାସନ ସୋଇପଡିଛି

  • @daitaryjena6661
    @daitaryjena6661 5 วันที่ผ่านมา

    ପୋଲିସ୍ ମାନେ ଟଙ୍କା ନେଇ ଛାଡୁଛନ୍ତି l

  • @dibya63
    @dibya63 4 วันที่ผ่านมา

    ଓଡିଶା ରେ ତ bjp ଶାସନ, ଭାରତ ରେ ବି bjp ଶାସନ, ତା ହେଲେ ଗୋ ଚାଲାଣ କାରି ଙ୍କୁ ପୋଲିସ କିଛି କରୁନି କାହିଁକି

  • @Pankajkumarreddy
    @Pankajkumarreddy 4 วันที่ผ่านมา

    ପ୍ରଦୀପ ପାଣିଗ୍ରାହୀ ଏରିଆ କଣ ହେମିତି ହେଉଛି ବିଜେପି କିଛି ନାହିଁ

  • @user-oq3iz5yg4c
    @user-oq3iz5yg4c 5 วันที่ผ่านมา +4

    ଗୋମାତା ହିନ୍ଦୁ ଧର୍ମର ପୂଜନୀୟ,ପ୍ରତେକ G P ରେ ଲିଡର ରଖାଯାଉ ଗୋ ଚାଲାଣକୁ ଧରିବା ପାଇଁ, ❤❤❤

  • @shankarmohanty7652
    @shankarmohanty7652 4 วันที่ผ่านมา

    Right Bhai