Bhai raja Ramachandra deva yaduvanshi khastriya thile na Gouda tihle? Bhai bhoi vansha ra pratisthata kia thile rama chandar dev na gobinda bidyadhar Jena plzzz replay me🙏
According to some claims he was of writer caste descent. However, Historian KC. Panigrahi has ambiguously theorized Bhoi rulers to be of either Gopal or Karana descent.
ଆମ ଓଡ଼ିଶା ,କଳିଙ୍ଗ, ଉତ୍କଳର ବୀର ସମ୍ରାଟ ଅନଙ୍ଗଭୀମ ଦେବ, ମୁକୁନ୍ଦ ଦେବ Kapilendra Deva nka pari Vira raja Odisha ku Rakhiya katithile JAY JAGANNATH 🙏🙏🙏🙏🙏🙏👍Au Khordhagada aniyatama Barabati durga thare adhika Viratua pradarshana katithile Mukunda Deva Jay Jagannath 🙏🙏🙏❤️❤️🙏👍
Thanks sir ae video ta mate mo project re bahut help karichi
Subscribe my chanel and keep supporting me
Thank u
welcome sir
ବାରବାଟୀ ବିଷୟରେ ଏହାହିଁ ଶ୍ରେଷ୍ଠ ଭିଡ଼ିଓ 👌👌👌
Thank u subscribe my Chanel for more updates
Jay Utkal Janani ki Jay ho
Bhai raja Ramachandra deva yaduvanshi khastriya thile na Gouda tihle? Bhai bhoi vansha ra pratisthata kia thile rama chandar dev na gobinda bidyadhar Jena plzzz replay me🙏
ଭୋଇ ବଂଶ ର ପ୍ରତିଷ୍ଠାତା ଗୋବିନ୍ଦ ବିଦ୍ୟାଧର
ରାମଚନ୍ଦ୍ର ଦେବ ନିଜକୁ ଯଦୁ ବଂଶୀ ବୋଲି କହୁଥିଲେ କିନ୍ତୁ ଜଣେ ଐତିହାସକାର ଙ୍କ ଅନୁସାରେ ସେ ଗୌଡ଼ ଥିଲେ
@@Prachinapatha bhai gobinda bidyadhara yaduvanshi thile ki?
According to some claims he was of writer caste descent. However, Historian KC. Panigrahi has ambiguously theorized Bhoi rulers to be of either Gopal or Karana descent.
Bahi padhiki video karucha badhe
sir nabatala mane kana ,9tala rajmahal ?????
Hnn
ଓଡ଼ିଆ ବୁଝୁନ କି
Sahitya class
ଇଂରେଜ ମାନେ ବାରବାଟୀ କୁ ଭାଙ୍ଗି ଦେଇ ତାର ପଥର କୁ ନେଇ କ୍ୟାଣ୍ଟନମେଣ୍ଟ ରୋଡ଼ ତିଆରି କରିଥିଲେ। ଓଡ଼ିଆ ଙ୍କ ଅସ୍ମିତା କୁ ଡରି । କାଳେ ଆଉ ଥରେ ଓଡ଼ିଆ ମାନେ ବିଦ୍ରୋହ କରିବେ କି।
ଆବେ ଏତେ ସାହିତ୍ୟ ଭାଷା ରେ କଣ କହୁଛୁ? ସିଧା ଓଡ଼ିଆ କହୁନୁ
Behave your language
ତୁମେ ଇତିହାସ ନା ଓଡ଼ିଆ ସାହିତ୍ୟର ଛାତ୍ର?ନା ଏ ଦୁଇଟି ର କେଉଁ ଟି ର ନୁହେଁ?ଇତିହାସ କହୁଛ ନା ସାହିତ୍ୟ କହୁଛ?ତଥ୍ୟ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୂଲ୍।1568 ରେ ମୋଗଲ ମାନଙ୍କ ଦ୍ୱାରା ଓଡିଶା ଅଧିକୃତ ହେଲା।ବାରବାଟୀ ଦୁର୍ଗ ତୋପ ଦ୍ଵାରା ଧ୍ବଂସ କରିଥିଲେ।ମୁସଲମାନ ଶାସକ ହିନ୍ଦୁ ନିର୍ମିତ ଘରେ ରହିବାକୁ ଘୃଣା କରୁଥିଲେ।ସେମାନେ ବାରବାଟୀ ରେ ରହୁ ନ ଥିଲେ।1568ରେ ବାରବାଟୀ ଧ୍ବଂସ ହେଲା ପରେ 1760 ରେ ପୁଣି କିପରି ପୁନର୍ବାର ଗଠନ ହେଲା?ଇତିହାସ ପଢ଼ି ବାର ଭାବ ଗମ୍ଭୀର ସ୍ବର ନାହିଁ।ଇତିହାସରେ ଏତେ ସାହିତ୍ଯିକ ଭାଷା କୁହାଯାଏ ନାହିଁ।ଇତିହାସ ସମ୍ପର୍କରେ ସାମାନ୍ୟ ଧାରଣା ଥିଲେ ଏପରି ଭାଷା ବ୍ୟବହାର କରି ନ ଥାନ୍ତ।
ବହି ପଢ଼ି ପଢ଼ି କହୁଛ 😂