କେମିତି ପ୍ରତିଶୋଧ ନେଇଥିଲେ ବକ୍ସି ଜଗବନ୍ଧୁ - ଭାରତ ର ଶେଷ ସ୍ୱାଧୀନ ଦୁର୍ଗ - ଖୋର୍ଦ୍ଧା ର ଇତିହାସ |ODISHA HISTORY

แชร์
ฝัง
  • เผยแพร่เมื่อ 20 พ.ย. 2024

ความคิดเห็น • 133

  • @singerbadrinarayan304
    @singerbadrinarayan304 2 หลายเดือนก่อน +3

    😭😭😭😭ମୋ ମାଟି “ମା”ଯାହା ହୋଉ ଭାଇ ଆପଣଙ୍କ vedio ବହୁତ ଭଲ ଲାଗିଲା
    ମୋ ଘର ଖୋର୍ଦ୍ଧା ମୁଁ ପ୍ରତିଦିନ ମୋ ମାଟିର ବୀର
    ମାନଙ୍କୁ ସବୁବେଳେ 🙏🙏ପ୍ରଣାମ କରିକି ଘରକୁ ଯାଏ 😭😭ବେଳେ ବେଳେ ଆଖିରୁ ଲୁହ ଚାଲିଆସେ ରକ୍ତ ଗରମ ହେଇଯାଏ 🙏🙏ଜୟ ଜଗନ୍ନାଥ 🙏🙏

  • @prasantadashpupu7853
    @prasantadashpupu7853 2 ปีที่แล้ว +32

    ଭାଇନା ଏସବୁ ଇତିହାସ ଶୁଣିଲେ ଆଖି 👀 ଛଳଛଳ ହେଇଯାଉଛି 😒😒😒 ଏବଂ ରକ୍ତ ଗରମ ହେଇଯାଉଛି।ଆମ କଳିଙ୍ଗ ଏବଂ ଖୋର୍ଦ୍ଧା ଗଡର ଇତିହାସ ହୃଦୟସ୍ପର୍ଶୀ 💕💕💕। ଏକପ୍ରକାର ଇଂରେଜମାନେ ବହୁତ struggle କରିଥିଲେ ଖୋର୍ଦ୍ଧା ଗଡକୁ ହାତେଇବାକୁ 🚩🚩🚩।ପାଇକ ମାନଙ୍କ ଅବଦାନ ଅତୁଳନୀୟ। ଜୟ ଜଗନ୍ନାଥାୟ ନମୋ ନମଃ ⭕❗⭕🙏🙏🙏

    • @GyanaranjanMishra
      @GyanaranjanMishra  2 ปีที่แล้ว +2

      ଜୟ ଜଗନ୍ନାଥ

    • @sudhirkumarbag2351
      @sudhirkumarbag2351 5 หลายเดือนก่อน +3

      ଏତେ ସବୁ ହେଲା ପରେ ବି ଭାରତୀୟ ଓ ଓଡ଼ିଆ ସଂସ୍କୃତି ଲୋପ ପାଇ ଯାଉଚି।

  • @pradeepbiswal9558
    @pradeepbiswal9558 4 หลายเดือนก่อน +2

    Khordha history sunila pare akhi luhare chala chala hoigala. Bahut bahut dhanyawad Bhai

  • @ajayapati4618
    @ajayapati4618 5 หลายเดือนก่อน +9

    ଖୋର୍ଦ୍ଧା ର ଇତିହାସ ଅତି ରୋମାଞ୍ଚକର ଓ ଆମେ ଏଥିପାଇଁ ଗର୍ବିତ

  • @haridas5442
    @haridas5442 3 หลายเดือนก่อน +3

    ଥରାଇ ଦିଏ ତନ୍ତ୍ରୀ ।
    ପାଗଳ ପ୍ରାୟ ପାଇଜ ପୁଅ, ଛୁଟାଇବାକୁ ରକତ ସୁଅ, ସଜାଏ ହତିଆର, ଜୀବନ ବାକି ରଖିଛି ଆଜି ତୋଳିଛି ତଲୁଆର ।
    ପାହାଡ଼ ତଳେ ଗଢ଼ିଛି ଗଡ଼, ଗର୍ତୁ ଗରଳି ଉଠିବ ଝଡ଼, ଝଡ଼ର ତାଳେ ତାଳେ, ତୁଟିବ ସବୁ ବିଦେଶୀ ବଳ ଶାଣିତ ଚରବାଳେ ।
    ରାଜାର ଯିଏ ସେନାନାୟକ, ବଇରିକୁଳ ବ୍ୟଥାଦାୟକ, ବକ୍ସି ଜଗବନ୍ଧୁ, କରିଛି ପଣ କରିବ ରଣ, ଛେଦିବ ଶିର କନ୍ଧୁ ।
    ରାତି ଅଧରେ ଗଡ଼ରେ ପଶି, ସୁଯୋଗ ଦେଖି ରହିଲା ବସି, କରି ଫିକର ଫନ୍ଦା, ମେଳିର ମେଢ଼ି ରାଜଗୁରୁଙ୍କୁ କରିଲା ଶେଷ ବନ୍ଦୀ ।
    ଭାବିଲେ ଗୋରା ସିପାହୀ ଦଳ, ତେବେରେ ଏଠି ସରିଲା ବଳ, ଧରିବା ନିଜ ପଥ, ସହଜେ ଆଉ ହେବନି କରଗତ ।
    ମହାଚତୁର ବଣିକ ଜାତି, ବୁଦ୍ଧି ଖଟାଇ ରାତିକାରାତି, ଗୁପତ ପଥ ଚୁଗୁଲିଆଙ୍କୁ ଧରି, ଉପାୟ ବହୁ କରି । ପାରିଲା ଜାଣି
    ସେଠାରୁ ନେଇ ବହୁତ ଦୂର, ଡଲେଶ୍ବରର ମେଦିନୀପୁର, "ବାଘଟୋକା'ର ନାଳ- କୂଳରେ ଥିବା “ବର’ରେ ବାନ୍ଧି କରିଲା ଦୁଇଫାଳ ।
    କୁଆଡ଼େ ବହି ଯାଉଛି କାଳ, ଗଲାଣି କଟି କେତେଶ' ପାଇ, ରହିଛି ଏବେ କ‌ଥା - ଜଉଆ ପଛେ ଜୀବନ ଦେଲା ନୂଆଇଁ ନାହିଁ ମଥା ।"

  • @bhabanishankarrath6819
    @bhabanishankarrath6819 ปีที่แล้ว +4

    ସବୁ ଠିକ ଅଛି ଭାଇ, ହେଲେ ଉତ୍କଳ ରାଷ୍ଟ୍ରର ରାଜଗୁରୁଙ୍କ ମୂର୍ତ୍ତି କୁ ଜଣେ ବକ୍ସି ବା ଦଳପତିଙ୍କ ଠାରୁ ନୀଚା,ପୁଣି ବକ୍ସିଙ୍କୁ ମଧ୍ୟଭାଗରେ ସ୍ଥାପିତ କରି ତାଙ୍କ ପାର୍ଶ୍ୱରେ ସାଧାରଣ ସହଯୋଗୀ ବା ଉତ୍କଳୀୟ ସେନାର ସାଧାରଣ ସୈନ୍ୟ ବାହୁବଳେନ୍ଦ୍ର ପ୍ରଭୃତିଙ୍କ ସହ ଯେଉଁ ଆଧାରରେ ସମାନ କରି ପ୍ରତିଷ୍ଠିତ କରାଯାଇଛି ତାହା ଅତ୍ୟନ୍ତ ମୁର୍ଖତାପୂର୍ଣ,ଜାତି ନିମନ୍ତେ ପ୍ରମାଦପ୍ରଦ, ଅସଭ୍ୟ ଓ ସର୍ବୋପରି ଉତ୍କଳୀୟ ସାମନ୍ତ ଶ୍ରେଣୀୟ ବ୍ରାହ୍ମଣ ବଂଶ ସମୂହ ପ୍ରତି ଶିଖା ସୂତ୍ର ଛେଦନ ପ୍ରାୟ ଅପମାନଜନକ.ଉତ୍କଳୀୟ ରାଜତନ୍ତ୍ର ରେ ରାଜଗୁରୁ ହିଁ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ସେନାପତି. ପ୍ରମୁଖ ଯୁଦ୍ଧରେ ସାମନ୍ତ ବ୍ରାହ୍ମଣ ବଂଶଜ ମାନେ ହିଁ ଶସ୍ତ୍ର,ଶାସ୍ତ୍ର ଓ ବ୍ୟୁହ ପାରଙ୍ଗମ ହୋଇଥିବାରୁ ସ୍ୱୟଂ ଗଜପତି ମଧ୍ୟ ଯୁଦ୍ଧକ୍ଷେତ୍ରରେ ରାଜଗୁରୁ, ବାହିନୀପତି ଆଦିଙ୍କ ନେତୃତ୍ୱରେ ଯୁଦ୍ଧ କରୁଥିଲେ.ଆଉ ଏ ପାଇକ ବକ୍ସି ଗୁଡିକଙ୍କ କଥା କଣ କହିବା.
    ଏହା କେବଳ ବେଧତନ୍ତ୍ର(ଗଣତନ୍ତ୍ର) ର ପ୍ରଭାବ ଯୋଗେ ହିଁ ସମ୍ଭବ ଯେ, ଜଣେ 1000 ବାଟି ଜାଗିରକୁ ପାଦ ଧୂଳି ପରି ତ୍ୟାଗ କରି ରାଷ୍ଟ୍ର ଓ ଗଜପତିଙ୍କ ରକ୍ଷା ନିମନ୍ତେ ପ୍ରାଣ ଦାନ କରି ବି ଆଜି side hero, ଆଉ ଜଣେ କେବଳ ନିଜ ଜମି,ଜାଗିର, ଓ ସ୍ୱାର୍ଥ ପାଇଁ ଲଢେଇ କରି ବହିରେ କୁଆଡେ main action hero😁.
    ପୁଣି ସବୁ ବଦଳିବ ରେ ଭାଇ,ଯାହା ଜାଗା ଯୋଉଠି ସେ ସେଇଠି ରହିବ, ଆଉ ବିଶ୍ୱାସ ଏତିକି ଯେ, ବେଧତନ୍ତ୍ର ର ଅନ୍ତ ହୋଇ ପୁଣି ରାଜତନ୍ତ୍ର ଅଭ୍ୟୁଦୟ ରେ ହିଁ ସ୍ଵର୍ଣ ଉତ୍କଳ ରାଷ୍ଟ୍ର ଏବଂ ସାମନ୍ତ ବ୍ରାହ୍ମଣ ବଂଶମାନ ତାଙ୍କ ପୂର୍ଵ ପ୍ରତିଷ୍ଠା ଫେରି ପାଇବେ...
    ଅଗ୍ରତଃ ଚତୁରୋ ବେଦୋ, ପୃଷ୍ଠତଃ ସଶରଂ ଧନୁଂ
    ଇଦଂ ବ୍ରାହ୍ମ୍ୟଂ ଇଦଂ କ୍ଷାତ୍ରଂ, ଶାପାଦପି✋️ ଶରାଦପି🏹🏹🏹. 💪💪💪ନମୋ ବ୍ରହ୍ମଣ୍ୟ ଦେବାୟ 🙏🏼

  • @sijannayak4407
    @sijannayak4407 5 หลายเดือนก่อน +6

    ଖୋର୍ଦ୍ଧା ହେଉଛି ପାଇକ ପୁଅର ରକ୍ତ ର ମାଟି ଦରକାର ପଡିଲେ ଅଜିବି ଆମେ ଏଇ ମାଟିପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ଅଛୁ,

  • @surojranjan7601
    @surojranjan7601 5 หลายเดือนก่อน +9

    ସେଠାରୁ ନେଇ ବହୁତ୍ ଦୂର
    ବଳସୋର ର ମେଦିନୀ ପୂର
    ବାଘ ତୋଟା ର ନାଲ
    କୁଳ ରେ ଥିବା ବର ରେ ବାନ୍ଦି
    କରିଲେ ଦୁଇ ଫାଳ,,,❤❤❤

  • @DurgaMaharana-t9z
    @DurgaMaharana-t9z ปีที่แล้ว +2

    ବନ୍ଦେ ଉତ୍କଳ ଜନନୀ 🌄🚩🚩🚩

  • @LilyPatra-h5h
    @LilyPatra-h5h 2 หลายเดือนก่อน +1

    Jai shree jaganath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏🙏

  • @dr.bikashchandranag4395
    @dr.bikashchandranag4395 2 ปีที่แล้ว +6

    Bhala lagila.
    Sipahi vidroh 1757 re hoinathila
    . It is 1857.
    1757 re Palasi judhha Heithila

  • @Rajatkumar-jh7bk
    @Rajatkumar-jh7bk 2 ปีที่แล้ว +7

    Really Bhai Ama Odisha ra Bahut History public opinion ku asinii. Lucheiki rakha jaichii.
    Odia Paika History, Odia Culture eee bisye bahut kam Alochana karajaichii.
    Even if odia Study Curse re bi ete details re diajainii.
    Esabuku Public opinion ku anibalagi Apanka Prayasa ku mu Swagata karuchii...
    Apananka Emiti video ku ame Wate karuthibu.

  • @mkvlogs5663
    @mkvlogs5663 2 ปีที่แล้ว +6

    ଜୟ ଜଗନ୍ନାଥ ଭାଇ 🙏

  • @kumarkaliakhordha5950
    @kumarkaliakhordha5950 5 หลายเดือนก่อน +1

    Bhai ready bahut bhal katha kahicha jay jagannatha

  • @bikashdas7563
    @bikashdas7563 2 ปีที่แล้ว +3

    ପାଇକରକ୍ତରେ ଭିଜା ଖୋର୍ଦ୍ଧାଗଡ଼ର ଲାଲ ମାଟି

  • @akashatarai1186
    @akashatarai1186 2 ปีที่แล้ว +3

    Always good topic 👏👏👏👏👏

  • @mrm75621
    @mrm75621 2 ปีที่แล้ว +3

    Good job Bhai

  • @LokanathSahoo-kl6sm
    @LokanathSahoo-kl6sm 2 หลายเดือนก่อน

    Exceĺlent

  • @kumarjitsingh8851
    @kumarjitsingh8851 4 หลายเดือนก่อน +1

    kumarjit paltasingh salute you

  • @debashisray8693
    @debashisray8693 ปีที่แล้ว

    Jay Jagannath...Khub Badhia Prayas...Agaku emiti topics upare Vlogs karantu👌👌👍👏👏🙏

  • @Mamalifestyle946
    @Mamalifestyle946 5 หลายเดือนก่อน +2

    I am from Khordha 😊who is Khordha peoples😊like plz

  • @gobindaguru7960
    @gobindaguru7960 2 ปีที่แล้ว +1

    ନମସ୍କାର ଭାଇ

  • @madanmohannaik846
    @madanmohannaik846 2 ปีที่แล้ว

    Video bhala lagila

  • @sachindakua7602
    @sachindakua7602 2 หลายเดือนก่อน

    Very nice 👍❤

  • @meenakshimohini2092
    @meenakshimohini2092 2 ปีที่แล้ว

    Video ti bahut bhala thila

  • @lipu7788
    @lipu7788 2 ปีที่แล้ว +1

    NYC concept

  • @papukhan9898
    @papukhan9898 2 ปีที่แล้ว

    Thank you bhai. Ama paika nka bishayare aneka loka jani paribe. Vandemataram

  • @bipinkumarbisoi8003
    @bipinkumarbisoi8003 5 หลายเดือนก่อน

    Bahut Sundar Upasthapana Bhai

  • @newodisha6535
    @newodisha6535 2 ปีที่แล้ว +2

    Good job bro amthi history place ku jaa amthi video kara bahut bhala laguchi total odisha ra sabu complete video kara then bahara State ku jaa bi kara

  • @laxmiprasadrout6999
    @laxmiprasadrout6999 2 ปีที่แล้ว +2

    Nice video

  • @akbiswal97
    @akbiswal97 5 หลายเดือนก่อน

    Nischinta bhala lagila babu... epari ama odisha re bahuta prachina tathya loka lochanku aniba darkar.. ajikali pilamanakar desaprema jagrata hele desa sudhuri jiba...

  • @RanjanBeherakhordapilavillageg
    @RanjanBeherakhordapilavillageg 5 หลายเดือนก่อน

    Bhai mu khordha toka tuma video beautiful ❤❤❤❤ heichhi😊

  • @jayantiswain1732
    @jayantiswain1732 4 หลายเดือนก่อน +1

    ଖୋର୍ଦ୍ଧା ଇତିହାସ ସ୍ୱତନ୍ତ୍ର ଭାବେ ଓ ଟିକିନିଖି ଭାବେ ଲେଖାହେଲେ ଭଲ ହୁଅନ୍ତା। ସେଭଳି ଇତିହାସ କିଏ ଲେଖିଛନ୍ତି କି?

  • @pradhanbiren29
    @pradhanbiren29 2 ปีที่แล้ว

    Jayajgannath 🙏, i am waiting for next topic.. thank you

  • @bikashkumarsamal2824
    @bikashkumarsamal2824 2 ปีที่แล้ว +1

    Thanks bhai

  • @lipulipu266
    @lipulipu266 2 ปีที่แล้ว +1

    God Gifted Brave Hero

  • @ramakrushnapradhan8512
    @ramakrushnapradhan8512 2 ปีที่แล้ว +2

    Love you bro 🙏❤️❤️

  • @LokanathSahoo-kl6sm
    @LokanathSahoo-kl6sm 2 หลายเดือนก่อน

    Good

  • @PawalinaLakra-tn3nu
    @PawalinaLakra-tn3nu ปีที่แล้ว +1

    Ok

  • @bijayakumardehuri7774
    @bijayakumardehuri7774 4 หลายเดือนก่อน

    I love my khordha.red soil of great heroes

  • @kalyaniroutray2047
    @kalyaniroutray2047 ปีที่แล้ว

    Excellent 👌 As I am a member of paika family,I am proud of it ,keep it up

  • @chinmayadas1074
    @chinmayadas1074 2 ปีที่แล้ว +4

    Sir Khordha re bahut kichhi itihas (history) rahashya luchi rahichi hele ajika date re samna ku asuni apana ahuri ae bhali content anantu... 🤍

  • @biswajitpradhan3204
    @biswajitpradhan3204 2 ปีที่แล้ว

    Informative 👍👍👍👍👍

  • @prabhudattapatra7255
    @prabhudattapatra7255 2 ปีที่แล้ว +5

    ଭାଇ ଗାଁ ଭିତରକୁ ଆସିକି ରାଜା ଙ୍କ ନଅର ଟିକିଏ ଦେଖେଇଲେନି କୋଉ ଅବସ୍ଥା ରେ ପଡ଼ିଛି।

    • @GyanaranjanMishra
      @GyanaranjanMishra  2 ปีที่แล้ว

      Se sabu aau nahin, seithipain se monument boundary dekheithili.

  • @bholanathpaikaray3436
    @bholanathpaikaray3436 6 หลายเดือนก่อน +2

    ପାଇକ ମାନଙ୍କୁ ଉଲଗ୍ନ କରି ଜୟୀ ରାଜଗୁରୁ
    କଲା ଚୂନରେ ରଙ୍ଗଇବା ଲେଖାଟି ଭିତ୍ତିହିନୀ.
    ଏଭଳି ତଥ୍ୟ କେଭେ ଦେବେ ନାହିଁ.. ଏହି ଲେଖାଟି
    ଖୋର୍ଦ୍ଧା ବାସୀଙ୍କ ପାଇଁ ଗୋଟିଏ ଲଜ୍ୟାଜନକ
    ବିଷୟ.
    ଭୋଳାନାଥ ପାଇକରାୟ
    ଗଡା କାଇପାଦର

  • @khageswarbehera6998
    @khageswarbehera6998 9 หลายเดือนก่อน

    Great bro thank you

  • @godabarimangaraj5027
    @godabarimangaraj5027 5 หลายเดือนก่อน

    Jay Jagannath

  • @madhuswain7117
    @madhuswain7117 ปีที่แล้ว

    Tq bhai

  • @nalinkantanayak2040
    @nalinkantanayak2040 2 หลายเดือนก่อน

    ସିପାହୀ ବିଦ୍ରୋହର ସମୟ୧୮୫୭ ।ଆପଣ ଭୁଲରେ ୧୭୫୭ କହୁଛନ୍ତି ।

  • @jaydevadha7816
    @jaydevadha7816 ปีที่แล้ว

    Nice

  • @str615
    @str615 ปีที่แล้ว

    ❤ jai jagannath ❤

  • @rohidassingh1178
    @rohidassingh1178 2 ปีที่แล้ว

    Bodia lagila

  • @madanmohannaik846
    @madanmohannaik846 2 ปีที่แล้ว

    Thank you brother

  • @deeptimohanty3645
    @deeptimohanty3645 5 หลายเดือนก่อน

    Make a vedio regarding patnagarh history. It's also amazing 👏

  • @rakeshsahu27
    @rakeshsahu27 2 ปีที่แล้ว +2

    Bahi apan it / software job chadi dela ki ..na work from home karuchanti..
    Au jibe ni ki Thailand 🇹🇭

  • @tulasadasbibhutibhusanjena408
    @tulasadasbibhutibhusanjena408 ปีที่แล้ว

    Bahut badhia prayas
    Eha hni sata "Khordha gada ra itihas odisha ra garba Sara Bharata garba au gaurava "
    E katha Sara Bharat basi janiba darkar
    Sesa re e Chhota bhai ra eka anurodha 🙏
    Yaha upare au eka video Banantu
    ( 1) Sarba prathame Maa Barunai karunei ra ahetuka krupa .
    (2) sampurna Khordha gada ra iitihas .
    (3) sehi 5 Jana Veera swadhinata sangrami nka upare spasta sampurna aitihasika tathya .
    E Sabu tathya ku nei eka sampurna video Banantu.

  • @Dipakdipud
    @Dipakdipud 5 หลายเดือนก่อน

    I love odisha ❤️🙏

  • @Ritzzriteshvlogs
    @Ritzzriteshvlogs 2 ปีที่แล้ว

    Bhai apan nka sahita kichi katha thila how to I contact you

  • @gyananjayacreations7496
    @gyananjayacreations7496 4 หลายเดือนก่อน

    ଭାଇ ଟିକେ ଭଲକରି ଇତିହାସ ପଡ଼ି ଉପସ୍ଥାପନ କଲେ ଭଲହବ ,

  • @madanmohannaik846
    @madanmohannaik846 2 ปีที่แล้ว

    Amiti history data post karibe

  • @Malika-w8v
    @Malika-w8v ปีที่แล้ว

    ୧୮୦୪ ମସିହାରେ ଖୋରଧା କୁ ଅକ୍ତିଆର କଲେ ଇଂରେଜ ସରକାର।

  • @bitukkr9710
    @bitukkr9710 ปีที่แล้ว +1

    ବର ଗଛ?

  • @akashatarai1186
    @akashatarai1186 2 ปีที่แล้ว +1

    👏👏👏👏👏👏👏

  • @nalinibrhera3126
    @nalinibrhera3126 ปีที่แล้ว

    Se jaga ta ku dekhi baku icha heuchi

  • @sanatanbarik6043
    @sanatanbarik6043 5 หลายเดือนก่อน

    🙏🙏🙏

  • @RajeshKumar-vj8oj
    @RajeshKumar-vj8oj 5 หลายเดือนก่อน

    We proud of our Dist

  • @itouristofficial
    @itouristofficial 2 ปีที่แล้ว +2

    Big Fan Gyana Sir🙏

  • @kesharikumar188
    @kesharikumar188 2 ปีที่แล้ว

    Right nija desa loka hi nija desaku barbad karanti ...aita satya ... setebele jadi guptachara nathnte tahale aaji Bharat ru hira,lia,moti, Manik, aaji bhi thanta .... bilkul chanakya thik kahithile..thanku Bhai..jay jagannath 🙏

  • @bhagirathiswain2680
    @bhagirathiswain2680 5 หลายเดือนก่อน +1

    Khordha ra Itihaas ati Romanchakara ghatana...

  • @PintuMamaVlogs
    @PintuMamaVlogs 5 หลายเดือนก่อน

    Sei Loka Jie Meli Re Meli Sabu Akatuala Deichi Edi Kathare Tara Mati Paika Jati Uthichi Tati Fulei Dei Chhati❤

  • @Ramesh-mi9mq
    @Ramesh-mi9mq 2 ปีที่แล้ว

    👏👏👏👏

  • @subhamacharjya3925
    @subhamacharjya3925 2 ปีที่แล้ว

    Correct correct 💯 true

  • @Mamalifestyle946
    @Mamalifestyle946 5 หลายเดือนก่อน

    Bhai mu tukaku dekhichi but manepaduni kouthi🤔

  • @chinmaydas710
    @chinmaydas710 2 ปีที่แล้ว +2

    Bhai your content is amezing
    But our odia pila ee sabu badalare kaha ghare aji kn heichhi, kie kn randhhichi, ghara aji kie asile, gharu kie gale, yanka deha bhala nahin, sasu godo chipile etc etc......(vlog)
    Dekhibaku bhala pauchhanti
    Tenu apana jadi odia re TH-cam grow karibaku chahunchanti, to esabu. Vedio karantu
    Nahele kehi Bala re bi pacharibeni.
    😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡

  • @jagdishgouda5320
    @jagdishgouda5320 2 ปีที่แล้ว

    Bhai mu jagdish from bbsr. Bhai mu apanaka sahita dekha kariba pai chahuchi. Mu software line re jiba pai chahuchi. Hele mate kie guide kariba pai nahanti. Mu apanka sana bhai nka sahita katha heichi phone re apananka no bi magithili. Sana bhai bhuligale. Plzz bhai mate thare suggest karantu. Apana moro insparision bhai plz 🙏🙏

  • @haridas5442
    @haridas5442 3 หลายเดือนก่อน

    ସେଇଥି ପାଇଁ ତ କୁହା ଯାଇଛି( ନଳିରୁ ବୁଦ୍ଧି ବାହାର କଲ)😂 ଆଜି ପ୍ରଜତ କଥା ଚାଲିଛି

  • @BanditaJena-m6b
    @BanditaJena-m6b ปีที่แล้ว

    Bhaii ,,, Mora bi asobu jaga buli ba ku bhari ichha

  • @bijaybhai5277
    @bijaybhai5277 ปีที่แล้ว +1

    🙏🙏🙏🙏🙏🙏🙏🙏🙏🚩🙏🚩🚩🙏

  • @chandanpradhan7962
    @chandanpradhan7962 ปีที่แล้ว

    Jay khordha jatni

  • @dkmohapatramohapatra5620
    @dkmohapatramohapatra5620 5 หลายเดือนก่อน

    ସେତେବେଳର ଚରଣ ପଟ୍ଟନାୟକ
    ଏବେର କିଏ ସେମିତି ଅଛନ୍ତି ଓଡ଼ିଶା ରେ

  • @ItsRojab
    @ItsRojab 2 ปีที่แล้ว

    ❤️❤️❤️❤️

  • @DebakarBehera
    @DebakarBehera 5 หลายเดือนก่อน

    🎉🎉🎉🎉🎉🎉

  • @nalinibrhera3126
    @nalinibrhera3126 ปีที่แล้ว

    Se gacha achi ki ?

  • @sudhirkumarsahoo5682
    @sudhirkumarsahoo5682 5 หลายเดือนก่อน

    ଓଡିଆ ପୁଅର ଢାଲ ତରବାରୀ. କଳଂକି ଲାଗିବ ନାହିଁ. ଏବେବି ଜାଗିଛି ଖୋରଧା ପାଇକ ମୁକ୍ତି ସଂଗୀତ ଗାଇ ଖୋରଧାର ମାଟି ଡାକେ ଟୋପାଏ ରକତ ପଡିଲେ ଏଇଠି. ଲଖେ କଦଂବ ଫୁଟେ ା

  • @shibanandamarndi9397
    @shibanandamarndi9397 2 ปีที่แล้ว

    Mayurbhanj ku engrez sasono koripari no thila Bhai

  • @xyx381
    @xyx381 2 ปีที่แล้ว

    🙏

  • @harekrushnapradhan3453
    @harekrushnapradhan3453 2 หลายเดือนก่อน

    Bira paika bira Sura bhai

  • @SanghamitraMahapatra-tx5gt
    @SanghamitraMahapatra-tx5gt 5 หลายเดือนก่อน

    😮😮😮😮😮

  • @tulasadasbibhutibhusanjena408
    @tulasadasbibhutibhusanjena408 ปีที่แล้ว

    Jay Jagannath 🙏🙏🙏🙏

  • @rabindrasahoo1290
    @rabindrasahoo1290 ปีที่แล้ว

    1857 sipahi bidroha

  • @JJMohanty
    @JJMohanty 5 หลายเดือนก่อน +1

    Are bhai.....
    Shahid Jayrajguru Sirnkara Subject re kahucha. na.....😅😅😅tame bhai Debate daucha.

  • @adityadash2840
    @adityadash2840 2 ปีที่แล้ว

    Thanks

  • @swarnamohanty3121
    @swarnamohanty3121 5 หลายเดือนก่อน +1

    Tike patha padhi asi kahile bhala huanta.

  • @shantisritamjust3316
    @shantisritamjust3316 5 หลายเดือนก่อน

    Sepai mutiny 1857

  • @madanmohanrout9018
    @madanmohanrout9018 5 หลายเดือนก่อน

    ଆପଣଙ୍କୁ କିଏ କହିଲା ୧୭୫୭ରେ ସିପାହୀ ଵିଦ୍ରୋହ ହୋଇଥିଲା?

  • @manasidas5806
    @manasidas5806 6 หลายเดือนก่อน

    🙏😭

  • @babluparida9876
    @babluparida9876 4 หลายเดือนก่อน

    Sipahi bidroha 1757 hune 1857 / 1757 re palasi war heithila

  • @pabitra586
    @pabitra586 5 หลายเดือนก่อน

    Khorda riders name re you tube channel sei khorda name ku kharap karuchanti

  • @shrimamishra2229
    @shrimamishra2229 2 ปีที่แล้ว +2

    Hahahahaha......

  • @sovonpraharaj616
    @sovonpraharaj616 ปีที่แล้ว

    Khorda no 1 a mati bira mati pachha ghuncha nahi bira ra jatake jay maa baruneii maa