ଆସନ୍ତୁ ବୁଲିବା ଶିଶିର ସରସ ମେଳା😍 | Bhubaneswar | Odisha | Explore with Julie | Odia Video ☺️🙏

แชร์
ฝัง
  • เผยแพร่เมื่อ 1 ก.พ. 2025
  • #bhubaneswar #odisha #odiavlog
    ଏହି ବର୍ଷ ORMAS ତରଫ ରୁ Organized ହେଇଥିବା ଏହି ଶିଶିର ସରସ ମେଳା ରେ ଆପଣ ମାନେ ଦେଖିବେ ଯେ ୨୬ ଟି state ର ଲୋକ ମାନେ ୪୦୦ ଟି ପାଖା ପାଖି ଷ୍ଟଲ ପକାଇଛନ୍ତି , ଯେମିତି କି handcraft, handloom items, ଆହୁରି କେତେ କଣ!!
    ତ ଆପଣ ମାନେ ବି ଆସନ୍ତୁ ମେଳା ର ମଜା ଉଠାନ୍ତୁ 😊🙏
    ଶିଶିର ସରସ ମେଳା , ଭୁବନେଶ୍ୱର
    Location _Biju Pattnaik playground,Baramunda
    Time_11.30Am_10 pm
    Date - January-6 to January-15

ความคิดเห็น • 4