@@yashabantanaik9658badnam kahiki bhai gote katha kahila film I mean reel and real bhitare bahut changes achhi bro so daya kari reel ru bahari real ku asiba pain tike try karantu ❤❤❤❤
Jay jagarnath laba Bhai ....Tama vedio bohut interesting Mora febrite tame mu vlogs kebe dekheni jebethu Tama vedio dekhichi Tama ku wait Kari rahuchi .. thanks brother
ଆମ ନିଜ Area କୁ ଛାଡ଼ିକି ବାହାର ବିଷୟରେ ଜାଣିବାକୁ ସମସ୍ତଙ୍କର ଇଚ୍ଛା ହେଲେ ଏଇଟା always possible ହୁଏନି। ମୁଁ ଯେବେ first tmara channel dekhili then ବହୁତ ଖୁସି ହେଲି coz mu mo parents mo siblings amane Sina Hindi channel ru dekhidebe and ame already dekhisarichu b bt wht about our grand parents.. mora jeje jejemaa au Aja ta nahanty bt ଆଈ achhi nd fortunately se ama ghraku asichi.. mo mama mte suggest kale taku dekheibaku. U cnt blv ମୋ ଆଈ କୁ a sbu ଦେଖେଇଲି nd ସେ ତମର fan ବନିଗଲା ଆଉ ଏବେ ସେ ଦେଖୁଛି always. So thanks alot. Am actually appreciated ur work. Gd job bro🎉
Bhai tumo Life style jemiti semiti hai ruho and really tume bahut bhalo bczo tume real parson and I like to watch your voices bczo tume bahut bhalo video bhi karo and bhalo Katha bhi kuho bele bele
Kia kohuchi bhai tomoku khorap boli kia sa bhadra bakti taku bhai kohuno tu fast mo bhali korisar ta pora mota kohibu lobo bhai your bast bro iam full sapot you bro ❤❤❤❤❤❤❤
ଏ ଟୋକା ଦିନେ ଇତିହାସ ରଚିବ 👍ଭଦ୍ରକ ଟୋକା ମାଡି ଚାଲ 👍🥰
👍👍
Jana paduchhi...nabin pari hebo
Mayurbhanj. Janama
ବହୁତ ଭଲ ଭାଇ, ନିଜକୁ ବଦଳାଇବା ଦରକାର ନାହିଁ l ଚକୁଳି ପିଠା ଭଲ, pizza ଦରକାର ନାହିଁ ଆମର ❤
Love bro ❤❤
ପ୍ରଭୁ ଜଗନ୍ନାଥ ତୁମ କୁ ସହାୟ ହୁଅନ୍ତୁ ବାହାର ଦେଶର ଖବର ପହଞ୍ଚାଇ ଏମିତି ଆମ ମାନଙ୍କୁ ଖୁସୀ କରୁଥାଅ. ନିଜେ ବି ବି ଖୁସିରେ ରୁହ ❤️❤️
ଧନରେ କେମିତି ଅଛୁ ❤ଆଜି ଵିଡୁଓ ଦେଖି ବହୁତ ଖୁସି ଲାଗିଲା ଏମିତି ସଵୁ ଵେଳେ ଵିଡୁଓ କର ମାଆ ଦେଖି ବହୁତ ଖୁସି ହେଵ ଟିକେ ମାଆ କୁ ଭଲ ପାଇଵା ଦିଅ ନିଛୟ ଭଲ ପାଇବା ଦେଵି ଠାକୁର ସମସ୍ତ କୁ ଭଲ ରେ ରଖନ୍ତୁ ମିସ୍ ୟୁ ଧନ ❤🎉🎉🎉🎉🎉🎉🎉🎉🎉
Bahut bhal lagla bhai video ta last time re besi maja lagla bhai silat khadi ra katha 😄agke ahuri anta video mane anikari asa bhai 🤗🤗love u bhai ❤❤
ଭାଇ, କୈାଣସି ପରିସ୍ଥିତିରେ ଭାଇ ତୁମ Video ଯେମିତି କେବେ ବନ୍ଦ ନ ହୁଏ।
ଭାଇ ଖୁବ୍ ଶୀଘ୍ର ତୁମେ ବହୁତ ଆଗକୁ ଯିବ, ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ❤❤
Right 🙏🙏❤️
ଭାଇ ଖଡ଼ି ର ସ୍ୱାଦ ବହୁତ ନିଆରା 😢😢 ପିଲା ଦିନ କଥାରେ ତ ବହୁତ କିଛି ରହି ଯାଇଛି ।ଭାଦ୍ରକ ରୁ ଭାଇ ,ଜୟ ଶ୍ରୀରାମ 🚩
Brother, I want to go for a walk b
କଥା କଥା ରେ regional language enter କରିବା ପ୍ରତେକ ଓଡ଼ିଆ ଙ୍କ unique style,jayjagannath 🙏
Love u laba bhai ତୁମେ ଆମ mayurbhanj ia hero ତୁମ ଦ୍ୱାରା ମୁଁ ଆଫ୍ରିକା ର ସବୁ ଦେଶ ଦେଖି ସାରିଲିଣି ଶମିଳିପାଳରୁ ଏମିତି. ସାରା ବିଶ୍ୱର ଦେଶ ସବୁ ଦେଖାଉଥାଅ ଆମେ. ଘରେ ଥାଇକି ଦେଖି ପାରିବୁ ..ଜୟ ମାରାଂ ବୁରୁ..ଜୟ ଲବ ଭାଇ
Nice for your video🎉🎉🎉
ଭାଇ ତୁମକୁ ମହାପ୍ରଭୁ ସଦାବେଳେ ଭଲରେ ରଖନ୍ତୁ ❤❤❤ଜୟ ଜଗନ୍ନାଥ 🙏
ଭାଇ ଭଲ vlog କରୁଚ ଆଉ ତମ ଭିଡ଼ିଓ ଆମ ଫାମିଲି ରୁ ସମସ୍ତେ ଦେଖନ୍ତି ତମ ପାଇଁ ଆମେ ନୂଆ ନୂଆ ଜାଗା ଦେଖି ପାରୁଚୁ ଧନ୍ୟବାଦ ଭାଇ
Nice
ଭାଇ ତମ ପାଇଁ ମୁଁ ଏବଂ ମୋ ପୁଅ ନୂଆ ନୂଆ ଜାଗା ଦେଖି ପାରୁଛୁ ଧନ୍ୟବାଦ ଭାଇ ମୁଁ ବାଲେଶ୍ୱରରୁ କିନ୍ତୁ ହାୟଦ୍ରାବାଦରେ ରହୁଛୁ ଭାଇ ବହୁତ ବଢିଆ ଭିଡ଼ିଓ ହଉଚି!
Mu b Hyderabad re o6i
Hyderabad re kouthi
Mu bi Hyderabad re rahuchi
Very good try todo more to more
This man is literally born to make a history ❤❤ jay jagannath 🙏 jay Odisha💪
bhai satare yarr 🎉🎉🎉🎉 bhaut bhala laguchi tuma video 🎉🎉❤❤❤❤ best of luck
ଭାଇ ଆମୋର Odisha ହିରୋ💙💙💙💙
ଓଡିଶା କୁ ବଦନାମ କର ନାହି,ଓଡିଶାରେ ବହୁତ ହିରୋ ଅଛନ୍ତି
@@yashabantanaik9658badnam kahiki bhai gote katha kahila film I mean reel and real bhitare bahut changes achhi bro so daya kari reel ru bahari real ku asiba pain tike try karantu ❤❤❤❤
ଭାଇ ତମେ ଏତେ କଷ୍ଟ କରୁଛ ଦିନ ଆସିବ ତମେ ବୋହୁତ ଆଗକୁ ଯିବ 🎉🎉👍👍👍best of luck
ସାରେ ଜାହାଁ ସେ ହିନ୍ଦୁ ସ୍ତାନ ହମାରା଼ 🙏♥️♥️♥️♥️
Nice vedio bhai, be continue, amoku bohut jinisa sikhibaku miluchhi
Jay jagarnath laba Bhai ....Tama vedio bohut interesting Mora febrite tame mu vlogs kebe dekheni jebethu Tama vedio dekhichi Tama ku wait Kari rahuchi .. thanks brother
ଭାଇନା ତମ vdo through ବହୁତୁ କିଛି ଦେଖିବାକୁ ଶିଖିବାକୁ ମିଳୁଛି 🥰😚
ୟାକୁ କୁହନ୍ତୀ ପ୍ରକୃତ ବ୍ଲଗ୍ ଆଉ ଆମ ଓଡିଶା ବାଲା ରୁପା ପିଣ୍ଟୁ ଖୁସି ଭିଡିଓ ଦେଖି କି ଖାଲି ଥେଇ ଥେଇ ହେଲେ ।।।।ଆମ ଭାଇଙ୍କୁ ଟିକେ ସପୋର୍ଟ କର ରେ।।।।।
Right
Right ❤❤❤
Right 👍😊👍
ଭାଇ ଆପଣଂକୁ ବହୁତ ବହୁତ ଧନ୍ୟବାଦ ବହୁତ ବଢିଆ ଲେଖିଛନ୍ତି 🙏
Right bro 👍🏻
Thank you 🙏
🙏🙏🙏🙏🙏🙏🙏🙏🙏🙏
ଶଳା ରୁପାପିଣ୍ଟୁ ଏବେ promotion ପାଇଁ bisuness ଖୋଲିଛନ୍ତି 👍🏻
ଜୟ ଜଗନ୍ନାଥ ଭାଇ ❤❤❤❤
ବହୁତ ସାରା ଭଲ ପାଇବା ଓଡ଼ିଶା ବାସୀଙ୍କ ତରଫରୁ ❤❤
Bhaire to character pain hi my to video dekhe...my hi villeger❤❤❤❤❤❤❤❤❤ i love you brother
God Bless you bro ❤❤❤
ଭାଇ ମୁଁ ବିନା ଖର୍ଚ୍ଚ ରେ ଆଫ୍ରିକା ଦେଖି ସରିଲି ଧନ୍ୟବାଦ୍ 🙏🙏
କିଏ କିଏ ଲବ ଭାଇଙ୍କ ଭିଡିଓ ସାହାଯ୍ୟ ରେ ଆଫ୍ରିକା ବୁଲି ସାରିଲ like କର l ଜୟ ଜଗନ୍ନାଥ ⭕‼️⭕ l
ଭାଇର signatures style ସବୁ country ରେ ଆଚାର ର ପ୍ରଚାର ପ୍ରସାର 😂❤❤❤
ଭାଇ ଦିନକୁ ୪ ଟା ଲେଖା ଭିଡିଓ ଛାଡ଼। ବୋହୁତ Interesting ଲାଗୁଛି ତମ ଭିଡିଓ♥️🙂
Nava Bhai jeendabad God bless u thanks..😊
🎉bhai ready pura au😊😊
ଆମ ନିଜ Area କୁ ଛାଡ଼ିକି ବାହାର ବିଷୟରେ ଜାଣିବାକୁ ସମସ୍ତଙ୍କର ଇଚ୍ଛା ହେଲେ ଏଇଟା always possible ହୁଏନି। ମୁଁ ଯେବେ first tmara channel dekhili then ବହୁତ ଖୁସି ହେଲି coz mu mo parents mo siblings amane Sina Hindi channel ru dekhidebe and ame already dekhisarichu b bt wht about our grand parents.. mora jeje jejemaa au Aja ta nahanty bt ଆଈ achhi nd fortunately se ama ghraku asichi.. mo mama mte suggest kale taku dekheibaku. U cnt blv ମୋ ଆଈ କୁ a sbu ଦେଖେଇଲି nd ସେ ତମର fan ବନିଗଲା ଆଉ ଏବେ ସେ ଦେଖୁଛି always. So thanks alot. Am actually appreciated ur work. Gd job bro🎉
Odia channel going like rocket 🚀 congratulations 🎊
Brother ତୁମେ ପୁରା ଆଫ୍ରିକା ବୁଲୁଚ ଆଉ ମୁଁ try କରୁଛି ଆପଣଙ୍କ ସହିତ meet କରିବାକୁ ଅପାଙ୍କର ଗୋଟେ autograph ନେବି 😊
ଭାଇ ଆଜି ମର ଜଣେ ସାଙ୍ଗ ଡେଥ କରି ଗଲା ସେଥିପାଇଁ ମୂ ବହୁତ ଦୁଃଖିତ ଭଗବାନ ତା ଆତ୍ମା କୁ ଶାନ୍ତି ଦିଅନ୍ତୁ 😢😢😢 ଭାଇ ଆମେ କିନ୍ତୁ ତା ସାଙ୍ଗରେ ପଢିଲା ବଳେ ବହୁତ ଖଡ଼ି ଖାଇଚୁ ବହୁତ୍ ଦୁଷ୍ଟାମୀ କରିଛୁ ଭାଇ ଆପଣ ବିଶ୍ଵାସ କରିବେନି ଆମ ଗଣେଶ ପୂଜା ହେଲା ବଳେ ସମସ୍ତ ଛୁଆ ଠାକୁରଙ୍କ ପାଖରେ ନଡ଼ିଆ ଫଟାନ୍ତି କିନ୍ତୁ ଆମେ ଦି ଜଣ school ପଛ ପଟରେ ନଡ଼ିଆ ଫ ଟେ ଇ କି ଖାଉ ଥିଲୁ ଭାଇ ବହୁତ୍ କାନ୍ଦ ଲାଗୁଚି 😂😂😢😢😢😢🙏🙏🙏
Bhai tamar vlog dekhile mate bahut khusi lage satare bhai❤❤
This man is literally born to make a history ❤
Yes
❤❤ମାଡିଚାଲ😊
Yes❤
କାହା କଥାରେ ବଦଳିବା ଦରକାର ନାହିଁ, ବହୁତ ଭଲ ଲାଗୁଛି, ସେମିତି ଚାଲୁ, ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଆମେ ନୂଆ ନୂଆ ଭିଡ଼ିଓ ଦେଖି ପାରୁ
Wow..ଭାଇ ବହୁତ ଭଲ information ଥିଲା.... ମୁଁ ଜଣେ student ବହୁତ ଭଲ ଲାଗିଲା 😊visa ବହୁତ ଭଲ ବୁଝେଇଲେ ❤️
Video bahut Sundar heichhi bro❤
Bahut bhala lagila bro😮😮Jay jagannath
କିଏ କିଏ laba ଭାଇ ର video 6.00 ଟା ପରେ ଆସିବ ବୁଲି ଅପେକ୍ଷା କରିଥିଲ..
Mu apekhya karithili
mu
Bhai mu
Mu
Bhai mu v
ସିଲେଟ, ଖଡ଼ି ବିଷୟରେ ଯାହା ବି କହିଲ ଭାଇ ସବୁ କରିଛି ନାକରେ ଖଡ଼ି ବି ପୁରେଇଛି ଯିଏ ଯିଏ ମୋ comment ପଢ଼ିଲେ like କରନ୍ତୁ।
Mu bi naka re khadi purei thili hospital jibaku padila🥺
L❤
😂😂😂 Right 👍👍😂
ମାରାଂବୁରୁକୁ ଡାକୁଛି ଆପଣଙ୍କର ଯାତ୍ରା ସଫଳ ହେଉ.ଚଲାପଥରେ ଯେତେ tension ଆସୁପଛେ,ଆପଣଙ୍କ ମୁହଁରେ ଏଇ ହସ ସବୁଦିନ ଥାଉ🙏🙏🙏
@baisalibarshapatnayakmunda hada chi❤❤
Seriously tama video pura masttt... yaar kete honestly tme video banao,..
India's upcoming superstar u are❤
You are great bro
ଭାଇ ପୁରାପୁରି ଠିକି କଥା କହିଛନ୍ତି ଭାଇ ଆମର ନିଜ ରୂପ ରଙ୍ଗ ଢଙ୍ଗ ରେ video ବନାଉ ଛନ୍ତି ଭାଇ ଆମର full ଓଡ଼ିଆ 🙏👌👌
ଭାଇ ଙ୍କ ପାଇଁ ଗୋଟେ like ହୋଉ 😅🫶👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤love you ଭାଇ ❤❤❤❤❤❤
Tama katha barta pura desi boy ❤❤❤
ଉପସ୍ଥାପନା ବହୁତ ବହୁତ ସୁନ୍ଦର, ବାସ୍ତବତା ର ବାସ୍ନା......
Bhai tumo Life style jemiti semiti hai ruho and really tume bahut bhalo bczo tume real parson and I like to watch your voices bczo tume bahut bhalo video bhi karo and bhalo Katha bhi kuho bele bele
Laba vai aau gouranga nayak vai nka video mate bahut bhala laage.,👌👌👌👌🙏
ଭାଇ 1million ପାଇଁ ଭଗବାନ ପାଖରେ ପ୍ରାର୍ଥନା କରୁଛି
Love from ysdillip ❤
You have done what no other odia bloggers have in international level.Always lead from front .You will make milestone in very short period of time 👍👍
ଭାଇ ଆମ ଗାଁ କୁ network ଆସୁନି ବୋଲି ଆମେ ଆପଣଙ୍କ ଭିଡ଼ିଓ କୁ download କରିକି ନେଉଛୁ ଆଉ offline ରେ ଦେଖୁଛୁ l ବହୁତ ବଡ଼ିଆ ଲାଗୁଛି ଭାଇ ତୁମୋ ଭିଡ଼ିଓ.....
This man is literallyborn to make a history❤️👍
❤ ଭାଇ ବହୁତ୍ ଭଡ଼ିଆ ଲାଗେ ତମ video ମୁଁ ସବୁବେଳେ ରାତି ପହିବ ତ TH-cam କୁ ଯିବି ତମ video ଖୋଜେ ବେଳେ ବେଳେ ଆସେନି ତ ମୁ ବ୍ୟସ୍ତ ହୋଇଯାଏ କାହିଁକି ଆସିଲନି video ,ok ଭାଇ ମାଡ଼ିଚଲା ଆଉ ବଢିଚାଲ ,ଭାଇ ଆମ ଘର ପାରାଦୀପ ,କେବେ ଯଦି paradeep ଅସିବ plz କହିବ ମୁ ଯିବି ତମ ସହ ଦେଖା କରିବି ଭାଇ plz,
ଭାଇ ତମ Vlog ଦେଖି ମୋର ଏମିତି ଇଚ୍ଛା ହେଉଛି କି ମୋର ବି Vlog karbaku mana ହେଲାଣି ❤❤❤❤
ଭାଇ ତମ ସବୁ ଭିଡ଼ିଓ ଭଲ ଳାଗୁଛି ତୁମ ଭିଡ଼ିଓ ଯେମିତି ବନ୍ଦ ୯ହଉ ଭଗବାନ ସବୁବେଳେ ଖୁସିରେ ରଖନ୍ତୁ ❤️❤️❤️❤️❤️❤️👌
Jay jagannath bhaina 🙏🙏🙏🙏🙏🙏🙏🙏🙏🙏🙏🙏🙏
Love you bhai tame bahuth bhala ❤❤❤
Bhai କେବେ ବି video ବନ୍ଦ କରିବନି କାରଣ ମୁଁ ଯେବେ 1st video upload kala ମୁଁ ଦେଖିଛି।ବହୁତ୍ ଭଲ ଲାଗେ। Love you bro ❤
ସକାଳୁ ଉଠିକି ତମ vlog ଦେଖିକି ଏମିତି ଲାଗିଲା ଜେମିତି ମୁ ବି ଆଫ୍ରିକା ବୁଲି ଆସିଲି 🤣🤣
😃😃😃
ଜାଣିବାକୁ ପାଇଲି :- କେନିୟା ପଇସା , ମାର୍କେଟ Area , ପାଣି ପାଗ , ଶୁଖିଲା ଦେଶ , ଲଙ୍କା ଲୁଣ କମ୍ ଖାଆନ୍ତି , ସାହାଯ୍ୟ କରିବାକୁ ବି ପଇସା ନିଅନ୍ତି । 🙌😍
Kia kohuchi bhai tomoku khorap boli kia sa bhadra bakti taku bhai kohuno tu fast mo bhali korisar ta pora mota kohibu lobo bhai your bast bro iam full sapot you bro ❤❤❤❤❤❤❤
Best of luck ❤
Mu Traveler Is Not Just A Channel It's Addiction ❤️
Lots Of Love From Kalahandi Brother 🤗
Tama Katha jemiti kama semiti love from malkangiri 💓💓💓
ଭାଇ ତମର କଥା ବହୁତ୍ ଭଲ ଲାଗଶି
Even after making a video in so much trouble, you still have a smile on your face.
Plz ଭାଈ ଙ୍କର 1m କରିଦିଅ। ସାଙ୍ଗମାନେ କେତେ ଭଲ ଭଲ ଭିଡିଓ କରୁଛନ୍ତି। ମାନିବାକୁ ପଡିବ।
ଭାଇନା ସେଭୁବେଳେ ଆପଣ ଙ୍କୁ ବାଗବାନ ଜୟ ଜଗରନାଥ ପ୍ରଭୁ କୁସିରେ ରୋକାନ୍ତୁ.... ବହୁତହ ସାରା ଦେଶରେ ଭୁଲି ଲୋ ଆମର ଓଡ଼ିଆ ଆଦିବାସୀ ଲୋକଙ୍କୁ ଦେକେଇ ଲୋ..... 🙏🙏....good morning bhaina
ଜୟ ଜଗନ୍ନାଥ ❤🙏
ବହୁତ ବଢିଆ video ଭାଇ ❤
Keep it up bhaii ❤🙏
Bro ur all videos are best ...❤and your talking style is so good😊
Bhai I love you❤❤❤
Enjoy bhai 🎉🎉
Bahut sundar video banaucha bhai ❤️
jai jagannath 🙏
you really a tribal hero..i like your every episode ..you are truly natural..i am also from mayurbhanj ..at present at rourkela
From WB
This type blog really different from other blogs, really appreciate me 😂😂😂
Jay Jagannath SUPER
କେତେଥର notification ରେ ଆପଣଙ୍କ video ଆସିଛି but ମୁଁ ଦେଖେନି , ଆଜି ଥରେ ଦେଖିଲି ନିଶା ଲାଗିଲାଣି । ବହୁତ ବଢିଆ ଲାଗୁଛି। 🙏🙏🙏🙏🙏
Mora bi Nisha heigalani 😂
ଭାଇ ତମ ଭିଡିଓ ମୁଁ ସବୁ ବେଳେ ଦେଖୁଚି ବହୁତ ଭଲ ଲାଗୁଛି thank you 🤗🤗🤗🤗
ଭାଇ ବଉତ ଭଲ , ତମ ପାଇଁ ଆମେ ଅନ୍ୟ ଦେଶର ବିଷୟରେ ଜାଣିପାରୁଚୁ, ଏମିତି ଚାଲିଥାଉ ଭାଇ ଆମେ ତମ ସହ ଅଛୁ।
ଜୟ ଜଗନ୍ନାଥ ଭାଇ । ମୁଁ ମାଲକାନଗିରି ଟୁ 😊
U r right nija carecter ku hin present Kariba katha ❤❤❤❤❤
ମତେ ବହୁତ ଭଲ ଲାଗିଲା କେନିଆର ଭିଡିଓ 🎉🎉
ତମ ଭିଡ଼ିଓ ବହୁତ ଭଲ ଲାଗୁଚି ଭାଇ.... ଘରେ ଥାଇ ବିଦେଶ ବୁଲିଲା ପରି ଲାଗୁଚି... God bless you ଭାଇ
Tama video ta pura alaga prakar ❤❤
Sir We all want to you in the top position ❤
Lots of love brother...i am an educationist so it's very rare to watch TH-cam in free time ...but from somedays its occurs regularly due to you
So excellent and Heart toching video bro❤❤❤
Bahut badhiya Blog brother' Jay jagannath 🙏
Bahut kichi dekhibaku au sikhibaku miluchi ..apanka video ru ....👍🙏
This bro vlog is totally different from other s vlogger...
Really awesome 😎😎😎
ଜଗନ୍ନାଥ ତୁମକୁ ସବୁବେଳେ ଆଶୀର୍ବାଦ ରହୁଥିବ.
Video bhala laguchi, yes, you can improvise them. All the best 👍
ସୁନ୍ଦର ଭିଡ଼ିଓ ଆପଣଙ୍କ ସବୁବେଳେ ଆସୁଛି ବହୁତ ଭଲ ଲାଗେ ଧନ୍ୟବାଦ
ଜୟ ଜଗନ୍ନାଥ 😊😊😊😊😊
ମୁ ଦିନକରେ ୫ ଟା ଲେଖାଏ କଖଡି ଖାଇଦିଏ❤❤❤❤❤❤
Love from kantabanji Balangir ❤❤❤❤
🤞🤗ଆମ ଓଡ଼ିଆ ଭାଇଙ୍କ ଭାଇ ଗୋଟେ ଛୋଟ
Like✨❤️ hai jao
ତମ କଥା ଭ
ଉତ ଭଲ ଲାଗେ ଲଭ୍ ୟୁ ଭାଇ
Amo Mbj language sabuthu bholo❤