ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଧଳା ଚଉକି ଦିବସ ଜିନ୍ଦାବାଦ
Bahut sundar katha apana kahile, thik katha.
କେଦାର ବାବୁ ,ପ୍ରଧାନ ମନ୍ତ୍ରୀଙ୍କ ଭାଷଣ ଏଣିକି ଖାଲିଚଉକି ଆଉ ଗଛଲତା ,ଶୁଣିବେ ।ପ୍ରଧାନ ମନ୍ତ୍ରୀଙ୍କ ଭାଷଣ ଉପରେ ଆଉ ସାଧାରଣ ଲୋକଙ୍କର ବିଶ୍ବାସ ରହୁନାହିଁ କାରଣ ଲୋକ ଆଉ କେତେ ବାଁର ବାଂର ମିଛ ଭାଷଣ ଶୁଣିବେ ?ଧନ୍ୟବାଦ୍ ଖାଲିଚୌକି ସଭା ।
Right 👍
Sundar o satya upasthspana .....dhanya bad sir
ହାସ୍ୟାସ୍ପଦ ଆୟୋଜନ
ଖାଲି ପ୍ରହସନ.. ଦାଦା ଜୁହାର 🙏
କେବଳ ସୋବାଜି ଚାଲିଛି ଅର୍ଥ ଅପଚୟ ଚାଲିଛି । ଋଣ ବୋଝ ବଢୁଛି ।
ଖୁବସୁନ୍ଦର ଉପସ୍ଥାପନା sir
ବେକାର ପ୍ରୋଗ୍ରାମ କରି ରାଜସ୍ବ ଖର୍ଚ୍ଚ କରିବା BJP ର ଗୋଟେ ଅଭ୍ୟାସ ।
ସାର୍, ଏମାନଙ୍କ ଭାଷଣ ଶୁଣିବେ କ'ଣ ଏମାନଙ୍କୁ ଦେଖିବାକୁ ମଧ୍ୟ ଲୋକମାନେ ପସନ୍ଦ କରୁ ନାହାନ୍ତି।
Right
କେନ୍ଦ୍ରର NDA ସରକାର ଓ ରାଜ୍ୟର EVM ସରକାର କୁ ମୋର ଅନୁରୋଧ, ଚିଆର ଖାଲିର ଗୋଟେ ତଦନ୍ତ ହେଉ ! 😂😂😂😂 ଅନ୍ଧଭକ୍ତ ପାଇଲ କଣ ?
କେଦାର ସାର୍ ଆପଣ କଂ ସମୀକ୍ଷା ଅତି ଉଚ୍ଚ କୋଟିର।
ଏଇ ପ୍ରବାସୀ ଭାରତୀୟ ଦିବସ ପାଳନ କରିବା ଦ୍ୱାରା ଓଡିଶାର ସାଧାରଣ ଜନତା ପାଇବେ କଣ ?
ବିଜେପିର ଭାଷଣରୁ କିଛି ମିଳିବନି,ଲୋକେ ଜାଣିଗଲେଣି । ଏଇଟା ଶୁନ୍ୟ ଚୌକି ଉତ୍ସବ ।
ଚାଷୀ ଆତ୍ମହତ୍ୟା କରିବା ସମୟରେ ନାଚଗୀତ ହାସ୍ୟାସ୍ପଦ
ଓଡ଼ିଆଙ୍କ ପାଇଁ ଏହା ଗୋଟେ ପ୍ରତାରଣା ।ମହରଗରୁ କାନ୍ତାର ରେ ପଡ଼ିଛନ୍ତି ଓଡ଼ିଆ। ବୁଦ୍ଧି ଶିଖନ୍ତୁ।ସରଳ ଓଡ଼ିଆ
ମୂର୍ଖ ଙ୍କ ଭାଷଣ କେହି ଶୁନିବେନି ଖାଲି ଚେୟାର ମାନେ ଶୁଣିବେ ଓଡ଼ିଶା ର ରଜକୋଷ ଖାଲି ଶ୍ରାଧ କରିବାକୁ ବିଜେପି ର ମୁଖ୍ୟ କାମ ହେଇ ଯାଉଚି ଆଉ ଗୋଟେ କଥା ମୋଦୀ ଚଉକି ଦାର୍ ଓଡ଼ିଶା କି ଯେତେ ଆସିବ ଓଡ଼ିଶା ସେତେ ତଳକୁ ତଳକୁ ଯିବ
ଲୋକଙ୍କର ଭରଷା କମୁଛି ବିଜେପି ପ୍ରତି ..
BJP hatao Odisha banchao 🎉🎉🎉🎉
Great Kedar Sir 🎉
ଏସବୁ ଜୁମଲା ସରକାର
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଏକ ଶହ ପଚିଶ କୋଟି ଟଙ୍କା ଖର୍ଚ୍ଚ ହେଲା. କିନ୍ତୁ ଶହ ଶହ ଗରିବ ଭୁବନେଶ୍ୱରବାସିଙ୍କ ପେଟକୁ ଲାତ ମରାଗଲା.ସେମାନେ ଉପବାସରେ ରହି ପେଟରେ ଓଦା କନା ପକାଇ ସମ୍ମିଳନୀରୁ କଣ ଝରିବ ଚାହିଁ ରହିଛନ୍ତି
ଆଜ୍ଞା ଆପଣ ବୁଝି ପାରୁନାହାନ୍ତି...ଚେୟାର ଗୁଡାକ ସବୁ ଅନ୍ୟ ଦେଶ ରୁ ଆସିଛନ୍ତି...ସେମାନେ କଣ ପ୍ରବାସୀ ନୁହନ୍ତି ?
ନବୀନ ସାର୍ ଯଦି ୧ ମିନିଟ୍ ପାଇଁ ଯିବେ ସମସ୍ତ ଚୈାକି ଭର୍ତ୍ତି ହୋଇ ଯିବ
@@ganesh-ky6qk taha hele BJP ra meeting re jeu mane jaichhanti samaste 5k neiki jaichhanti,bjd Jadi tanka dei ki loka nela BJP ta sei. Kama kala,dui janka vitaru vala kie?
@@ganesh-ky6qkକିଛି ଦରକାର ନାହିଁ ସାର l ନବୀନ ବାବୁ ବିରୋଧୀ ଦଳ ନେତା ଭାବରେ ଯେତିକି ଲୋକ ପ୍ରିୟ ବୋଧେ ପୃଥିବୀ ରେ କିଏ ନଥିବେ
ଓଡ଼ିଶାରେ ସବୁ ସମ୍ମିଳନୀ ହେବାର କାରଣ, ଓଡ଼ିଶା ଖର୍ଚ୍ଚ ବହନ କରିବ। ଏହା ଦ୍ବାରା ଓଡ଼ିଶା ଲୋକଙ୍କର କିଛି ଫାଇଦା ହେଉନି। କିନ୍ତୁ ଓଡ଼ିଆ ଲୋକ ଖୁସିରେ ଡେଉଁଚନ୍ତି। ପ୍ରବାସୀ ଭାରତୀୟ ଆସୁଛନ୍ତି ଖାଈ ପି ବୁଲି ପୁଣି ବିଦେଶ ପଳେଇବେ। କାରଣ ସେ ସେଠାରେ ଅନେକ ବେଶି ରୋଜଗାର କରୁଛନ୍ତି। ଏହିପରି ବିଭିନ୍ନ ସମ୍ମିଳନୀ କରି ପାଞ୍ଚ ବର୍ଷ ରେ ଓଡ଼ିଶାକୁ ଭିକାରି କରି ଦେବେ। ଜାଗ ଓଡ଼ିଆ ଜାଗ 😢
Very good sir 🎉❤
ଓଟିଭି ବାଲା ଏ ନିଉଜ ଟିଏ ଦେଖା ନ୍ତୁ
Great reporting ❤❤
ବିଜେପି ଏବେ ଜାହା କିଛି program କରିବ ଲୋକେ ଆସିବେ ନାହିଁ । ଓଡ଼ିଶାବାସୀ ମାନେ ଜାଣି ସାରିଲେଣି ମୋଦି ଗ୍ୟାରେଣ୍ଟି ରେ ଆଉ ୱାରେଣ୍ଟି ନାହିଁ। କାହିଁକି ଆସିବେ ସମୟ ନଷ୍ଟ କରିବାକୁ ଏମାନଙ୍କୁ ଆଉ ସରମ ଧରମ କିଛି ନାହିଁ ଛି ଛି.........
Thik katha bro
Festival of empty chair.
Good news
ବିଜେପି ହଟାଅ ଓଡ଼ିଶା ଵଞ୍ଚାଓ
Otv ଦେଖା ଯାଉନି
ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ସାର୍ 👍👍👍💯🙏🙏
ମିଛୁଆ ରଙ୍ଗ
ମହାତ୍ମା ଗାନ୍ଧୀଙ୍କ ନା ଶୁଣିଲେ ଚିହିଙ୍କି ଉଠୁଥିବା ବିଜେପି ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ ଗୁରୁତ୍ଵ ଦେବେ ....
ବହୁତ ଭଲ ବାର୍ତ୍ତା ଦେଇଛନ୍ତି। 🙏
Apananku dhanyabad sir ei michhua radhuaa sarkar ra samasta pool kholuthibaru.
Dhanyabad Sir
Wow, What a NICE PRESENTATION, THANX, RIGHT RIGHT RIGHT, THANKS ,
ପ୍ରବାସୀ ମାନେ ଛେନାପୋଡ ରସଗୋଲା ଖାଇ ଯାଇଛନ୍ତି। ବିଜେପି ଯାତ୍ରା ପ୍ରହସନ ଚାଳିଛି
Thank you.
BJP hatao odissa bachao
@ganesh-ky6qk cm khaiba khaib houchanti 5 year parye khaiba ku milibnahi
ଓଡ଼ିଶାର ରାଜକୋଷରୁ 125 କୋଟି ଖର୍ଚ୍ଚ 😢😢😢😢
Sir apanka upasthapana bhala laguchhi.
ମୋହନ ମାଝୀ ନୁହନ୍ତି, ନରେନ୍ଦ୍ର ମୋଦୀ ଙ୍କ ସମ୍ମାନ।
ଚୌକି ସମ୍ମୀଳନୀ କହିଲେ ଅତ୍ୟୁକ୍ତି ହେବନାହିଁ।
You are right sir.
କାଳେ ସରକାରର ମୁଖା ଖୋଲିଯିବ ଏବଂ ନଗ୍ନ ଚିତ୍ର ପଦlରେ ପଡ଼ିଯିବ , ସେଇଥି ପାଇଁ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ ରେ ସର୍ବସାଧାରଣ ଙ୍କୁ ଭିତରକୁ ଯିବାକୁ ମନା ଥିଲା .....
Modi sir ଓଡ଼ିଶାରେ ଘର କରି ରହି ଯାଆନ୍ତୁ ସାତ ମାସରେ ସାତ ଥର ଓଡ଼ିଶାକୁ ଆସିଲେଣି କଣ ଖାଲି ମାହାଲିଆ ସବୁ ହଉଛି ନା କିଛି ମାଲ ପାଣି ଖର୍ଚ୍ଚ ହେଉଛି
ଆଉ କିଛିଦିନ ଯାଉ ଖାଲି ଚୌକି ଥିବ ଲୋକ ନଥିବେ
ଶୁଣିଲେ ହସ ଲାଗୁଛି, ନିଜ ପକେଟ ରୁ ଖର୍ଚ୍ଚ ହେଉନି ଟିକସ ରେ ଆନନ୍ଦ ଅନୁଭବ।
ମୋଦି ଦାଡି ଯେମିତି ଧଳା chair ସେମିତି ଧଳା ହେଇକି ରହିଲା
😂 ସଠିକ୍ ତଥ୍ୟ ଆମ ଗଣମଧ୍ୟାମ ଲୋକଲୋଚନକୁ ଆଣିବେ ନାହିଁ। ଏହାହିଁ ଆମର ବଡ଼ ଦୁଃଖ।
ଓଡ଼ିଆ ର ଭାଇ ଓ ମା ମାନେ bhujant
Odisha re B J P ra bikala chitra
ଏହା ହିଁ ଆମ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳର ନମୂନା । ପ୍ରବାସୀ ଭାରତୀୟ ଓ ନିବାସୀ ଚଉକିର ସମ୍ମିଳନୀ ଓଡ଼ିଶାର ଉନ୍ନତି ପାଇଁ ନିଶ୍ଚୟ ପ୍ରେରଣା ଦେବ ।
Right 👍👍👍👍👍👍
Thanks for nice information
No words for me to praise you,how you are without fear exposing tru message. God may bless you to be always healthy and safe.
ଅନୁମାନ କରାଯାଇପାରେ ଯେ ଓଡିଶାର ନୈତିକତା ବଜାୟ ନ ରଖି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଜେପି ବହୁତ ତତ୍ପର।
Right sir 👍👍👍
Good sir❤❤❤❤
Thanks you sir
ଖାଲି ଗପ ସରକାର ଙ୍କ ଆମେ ମରୁଛୁ ରାଜସୂ ବରବାଦ ହେଉଛି ସରକାର ସୁଧିରିଯାଅ
ଧନ୍ୟରେ ବି.ଜେ.ପି
ଠକିକୀ କ୍ଷମତା କୁ ଆସିଲେ ଏଇଆ ହୁଏ।
Bahut sundar re kahile sir mohan majhi ku abhinandan
Thanks
Very good
EVM ghotala ra sarkar,loka kuadu aasibe.loka manankar sarkar heithile lok aasithante.
Right sir 👍🙏
Right 🙏🙏🙏🙏
ଏ ଟାଇମ୍ ରେ ଚାଷୀ ମରୁଛନ୍ତି କିନ୍ତୁ program, ପୁଣି ମଉନ ସରକାର ର ଖାଲି ଖାଇବା ଚିନ୍ତା
Absolutely right sir 👍👌
Right 👍👍👍
ଆଗକୁ ଆହୁରି ହେବ
ବିଜେପିକୁ ଜେତେ କହିଲେ କଣହବ ସେମାନେ ହାଲୁଆ ପାଣି ପିଦେଇଛନ୍ତି
ମୋହନ ମାଝୀଙ୍କ ଜିଲ୍ଲାରେ ଗୋଟିଏ ICU ନାହିଁ...
Sir ଆପଣଙ୍କ observation ଠିକ୍ ଅଛି ଠିକ୍ କଥା କହୁଛନ୍ତି sir
ବିଜେପି ହଟାଅ
Right bhai
Modi ku khusi kariba paen samastey adhika sankhya competition kri deichhanti ,a sabu kharcha kaha upare paduchhi ,100 crs faltu re odisha praja nka upare padila ,jeun Mane sankhya dei thilevtanka darama katajau o khyati puran heu
Yekdam satakatha
EVMସରକାର
Kedar babu 🙏👍
ଭାରତ ପରାଧୀନ ବିଫଳ ଗଣତନ୍ତ୍ର ଶାସନ କୋଟି କୋଟି ସଂଖ୍ୟା ରେ ମହା ବିପ୍ଳବ ହେଉ
ବିଜେପି ହେଉଛି event management ରେ expert, ସେଥିରେ ବିଜେପିର କିଛି channel ଏବଂ କିଛି ସାମ୍ବାଦିକଙ୍କ ଅବଦାନ ଅନେକ, କିନ୍ତି ଏହି ସମ୍ମିଳନୀ ରୁ ଓଡ଼ିଶା ପାଇଲା କଅଣ
You are absolutely correct. Thanks.
ଇଏ ତ ଆରମ୍ଭ ମାତ୍ର ଆଗକୁ ଆହୁରି ଖାଲି ପଡ଼ିବ
Right❤❤❤
Sir right kahucjanty👍👍🙏
Sar thik kahichanti 🙏🙏🙏👍👍👍
Evm machine ra kamal
ମୋହନ ମାଝି କୁ ମୁଖ୍ୟମନ୍ତ୍ରୀ ରୁ ହଟାଯାଉ
ହଟେଇ ଲେ ତୋ ଭଲ ହେବ,, କିଏ ହଟେଇ ବୋ ଭାଇ
Well presented facts about failure of Double Engine Government to Maintain Odia ASMITA in NRI DAY.♥️👍🙏👌👍🙏♥️👌👍🙏
Are bhai BJP loka manaku mari daba re , Prabhu Jagannath amaku rakhya kara prabhu 🙏
Jay Jagannath ❤🎉🎉🎉🎉
ଆମ ପଇସା କିନ୍ତୁ ଆମକୁ ରୋକିବାକୁ ଲୁହାର ବାଡ଼... ହାୟରେ ଓଡ଼ିଆ ଅସ୍ମିତା
ଧଳା ଚଉକି ଦିବସ ଜିନ୍ଦାବାଦ
Bahut sundar katha apana kahile, thik katha.
କେଦାର ବାବୁ ,ପ୍ରଧାନ ମନ୍ତ୍ରୀଙ୍କ ଭାଷଣ ଏଣିକି ଖାଲିଚଉକି ଆଉ ଗଛଲତା ,ଶୁଣିବେ ।ପ୍ରଧାନ ମନ୍ତ୍ରୀଙ୍କ ଭାଷଣ ଉପରେ ଆଉ ସାଧାରଣ ଲୋକଙ୍କର ବିଶ୍ବାସ ରହୁନାହିଁ କାରଣ ଲୋକ ଆଉ କେତେ ବାଁର ବାଂର ମିଛ ଭାଷଣ ଶୁଣିବେ ?ଧନ୍ୟବାଦ୍ ଖାଲିଚୌକି ସଭା ।
Right 👍
Sundar o satya upasthspana .....dhanya bad sir
ହାସ୍ୟାସ୍ପଦ ଆୟୋଜନ
ଖାଲି ପ୍ରହସନ.. ଦାଦା ଜୁହାର 🙏
କେବଳ ସୋବାଜି ଚାଲିଛି ଅର୍ଥ ଅପଚୟ ଚାଲିଛି । ଋଣ ବୋଝ ବଢୁଛି ।
ଖୁବସୁନ୍ଦର ଉପସ୍ଥାପନା sir
ବେକାର ପ୍ରୋଗ୍ରାମ କରି ରାଜସ୍ବ ଖର୍ଚ୍ଚ କରିବା BJP ର ଗୋଟେ ଅଭ୍ୟାସ ।
ସାର୍, ଏମାନଙ୍କ ଭାଷଣ ଶୁଣିବେ କ'ଣ ଏମାନଙ୍କୁ ଦେଖିବାକୁ ମଧ୍ୟ ଲୋକମାନେ ପସନ୍ଦ କରୁ ନାହାନ୍ତି।
Right
କେନ୍ଦ୍ରର NDA ସରକାର ଓ ରାଜ୍ୟର EVM ସରକାର କୁ ମୋର ଅନୁରୋଧ,
ଚିଆର ଖାଲିର ଗୋଟେ ତଦନ୍ତ ହେଉ ! 😂😂😂😂 ଅନ୍ଧଭକ୍ତ ପାଇଲ କଣ ?
କେଦାର ସାର୍ ଆପଣ କଂ ସମୀକ୍ଷା ଅତି ଉଚ୍ଚ କୋଟିର।
ଏଇ ପ୍ରବାସୀ ଭାରତୀୟ ଦିବସ ପାଳନ କରିବା ଦ୍ୱାରା ଓଡିଶାର ସାଧାରଣ ଜନତା ପାଇବେ କଣ ?
ବିଜେପିର ଭାଷଣରୁ କିଛି ମିଳିବନି,ଲୋକେ ଜାଣିଗଲେଣି । ଏଇଟା ଶୁନ୍ୟ ଚୌକି ଉତ୍ସବ ।
ଚାଷୀ ଆତ୍ମହତ୍ୟା କରିବା ସମୟରେ ନାଚଗୀତ ହାସ୍ୟାସ୍ପଦ
ଓଡ଼ିଆଙ୍କ ପାଇଁ ଏହା ଗୋଟେ ପ୍ରତାରଣା ।ମହରଗରୁ କାନ୍ତାର ରେ ପଡ଼ିଛନ୍ତି ଓଡ଼ିଆ। ବୁଦ୍ଧି ଶିଖନ୍ତୁ।ସରଳ ଓଡ଼ିଆ
ମୂର୍ଖ ଙ୍କ ଭାଷଣ କେହି ଶୁନିବେନି ଖାଲି ଚେୟାର ମାନେ ଶୁଣିବେ ଓଡ଼ିଶା ର ରଜକୋଷ ଖାଲି ଶ୍ରାଧ କରିବାକୁ ବିଜେପି ର ମୁଖ୍ୟ କାମ ହେଇ ଯାଉଚି ଆଉ ଗୋଟେ କଥା ମୋଦୀ ଚଉକି ଦାର୍ ଓଡ଼ିଶା କି ଯେତେ ଆସିବ ଓଡ଼ିଶା ସେତେ ତଳକୁ ତଳକୁ ଯିବ
ଲୋକଙ୍କର ଭରଷା କମୁଛି ବିଜେପି ପ୍ରତି ..
BJP hatao Odisha banchao 🎉🎉🎉🎉
Great Kedar Sir 🎉
ଏସବୁ ଜୁମଲା ସରକାର
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଏକ ଶହ ପଚିଶ କୋଟି ଟଙ୍କା ଖର୍ଚ୍ଚ ହେଲା. କିନ୍ତୁ ଶହ ଶହ ଗରିବ ଭୁବନେଶ୍ୱରବାସିଙ୍କ ପେଟକୁ ଲାତ ମରାଗଲା.ସେମାନେ ଉପବାସରେ ରହି ପେଟରେ ଓଦା କନା ପକାଇ ସମ୍ମିଳନୀରୁ କଣ ଝରିବ ଚାହିଁ ରହିଛନ୍ତି
ଆଜ୍ଞା ଆପଣ ବୁଝି ପାରୁନାହାନ୍ତି...ଚେୟାର ଗୁଡାକ ସବୁ ଅନ୍ୟ ଦେଶ ରୁ ଆସିଛନ୍ତି...ସେମାନେ କଣ ପ୍ରବାସୀ ନୁହନ୍ତି ?
ନବୀନ ସାର୍ ଯଦି ୧ ମିନିଟ୍ ପାଇଁ ଯିବେ ସମସ୍ତ ଚୈାକି ଭର୍ତ୍ତି ହୋଇ ଯିବ
@@ganesh-ky6qk taha hele BJP ra meeting re jeu mane jaichhanti samaste 5k neiki jaichhanti,bjd Jadi tanka dei ki loka nela BJP ta sei. Kama kala,dui janka vitaru vala kie?
@@ganesh-ky6qkକିଛି ଦରକାର ନାହିଁ ସାର l ନବୀନ ବାବୁ ବିରୋଧୀ ଦଳ ନେତା ଭାବରେ ଯେତିକି ଲୋକ ପ୍ରିୟ ବୋଧେ ପୃଥିବୀ ରେ କିଏ ନଥିବେ
ଓଡ଼ିଶାରେ ସବୁ ସମ୍ମିଳନୀ ହେବାର କାରଣ, ଓଡ଼ିଶା ଖର୍ଚ୍ଚ ବହନ କରିବ। ଏହା ଦ୍ବାରା ଓଡ଼ିଶା ଲୋକଙ୍କର କିଛି ଫାଇଦା ହେଉନି। କିନ୍ତୁ ଓଡ଼ିଆ ଲୋକ ଖୁସିରେ ଡେଉଁଚନ୍ତି। ପ୍ରବାସୀ ଭାରତୀୟ ଆସୁଛନ୍ତି ଖାଈ ପି ବୁଲି ପୁଣି ବିଦେଶ ପଳେଇବେ। କାରଣ ସେ ସେଠାରେ ଅନେକ ବେଶି ରୋଜଗାର କରୁଛନ୍ତି। ଏହିପରି ବିଭିନ୍ନ ସମ୍ମିଳନୀ କରି ପାଞ୍ଚ ବର୍ଷ ରେ ଓଡ଼ିଶାକୁ ଭିକାରି କରି ଦେବେ। ଜାଗ ଓଡ଼ିଆ ଜାଗ 😢
Very good sir 🎉❤
ଓଟିଭି ବାଲା ଏ ନିଉଜ ଟିଏ ଦେଖା ନ୍ତୁ
Great reporting ❤❤
ବିଜେପି ଏବେ ଜାହା କିଛି program କରିବ ଲୋକେ ଆସିବେ ନାହିଁ । ଓଡ଼ିଶାବାସୀ ମାନେ ଜାଣି ସାରିଲେଣି ମୋଦି ଗ୍ୟାରେଣ୍ଟି ରେ ଆଉ ୱାରେଣ୍ଟି ନାହିଁ। କାହିଁକି ଆସିବେ ସମୟ ନଷ୍ଟ କରିବାକୁ ଏମାନଙ୍କୁ ଆଉ ସରମ ଧରମ କିଛି ନାହିଁ ଛି ଛି.........
Thik katha bro
Festival of empty chair.
Good news
ବିଜେପି ହଟାଅ ଓଡ଼ିଶା ଵଞ୍ଚାଓ
Otv ଦେଖା ଯାଉନି
ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ସାର୍ 👍👍👍💯🙏🙏
ମିଛୁଆ ରଙ୍ଗ
ମହାତ୍ମା ଗାନ୍ଧୀଙ୍କ ନା ଶୁଣିଲେ ଚିହିଙ୍କି ଉଠୁଥିବା ବିଜେପି ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ ଗୁରୁତ୍ଵ ଦେବେ ....
ବହୁତ ଭଲ ବାର୍ତ୍ତା ଦେଇଛନ୍ତି। 🙏
Apananku dhanyabad sir ei michhua radhuaa sarkar ra samasta pool kholuthibaru.
Dhanyabad Sir
Wow, What a NICE PRESENTATION, THANX, RIGHT RIGHT RIGHT, THANKS ,
ପ୍ରବାସୀ ମାନେ ଛେନାପୋଡ ରସଗୋଲା ଖାଇ ଯାଇଛନ୍ତି। ବିଜେପି ଯାତ୍ରା ପ୍ରହସନ ଚାଳିଛି
Thank you.
BJP hatao odissa bachao
@ganesh-ky6qk cm khaiba khaib houchanti 5 year parye khaiba ku milibnahi
ଓଡ଼ିଶାର ରାଜକୋଷରୁ 125 କୋଟି ଖର୍ଚ୍ଚ 😢😢😢😢
Sir apanka upasthapana bhala laguchhi.
ମୋହନ ମାଝୀ ନୁହନ୍ତି, ନରେନ୍ଦ୍ର ମୋଦୀ ଙ୍କ ସମ୍ମାନ।
ଚୌକି ସମ୍ମୀଳନୀ କହିଲେ ଅତ୍ୟୁକ୍ତି ହେବନାହିଁ।
You are right sir.
କାଳେ ସରକାରର ମୁଖା ଖୋଲିଯିବ ଏବଂ ନଗ୍ନ ଚିତ୍ର ପଦlରେ ପଡ଼ିଯିବ , ସେଇଥି ପାଇଁ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ ରେ ସର୍ବସାଧାରଣ ଙ୍କୁ ଭିତରକୁ ଯିବାକୁ ମନା ଥିଲା .....
Modi sir ଓଡ଼ିଶାରେ ଘର କରି ରହି ଯାଆନ୍ତୁ ସାତ ମାସରେ ସାତ ଥର ଓଡ଼ିଶାକୁ ଆସିଲେଣି କଣ ଖାଲି ମାହାଲିଆ ସବୁ ହଉଛି ନା କିଛି ମାଲ ପାଣି ଖର୍ଚ୍ଚ ହେଉଛି
ଆଉ କିଛିଦିନ ଯାଉ ଖାଲି ଚୌକି ଥିବ ଲୋକ ନଥିବେ
ଶୁଣିଲେ ହସ ଲାଗୁଛି, ନିଜ ପକେଟ ରୁ ଖର୍ଚ୍ଚ ହେଉନି ଟିକସ ରେ ଆନନ୍ଦ ଅନୁଭବ।
ମୋଦି ଦାଡି ଯେମିତି ଧଳା chair ସେମିତି ଧଳା ହେଇକି ରହିଲା
😂 ସଠିକ୍ ତଥ୍ୟ ଆମ ଗଣମଧ୍ୟାମ ଲୋକଲୋଚନକୁ ଆଣିବେ ନାହିଁ। ଏହାହିଁ ଆମର ବଡ଼ ଦୁଃଖ।
ଓଡ଼ିଆ ର ଭାଇ ଓ ମା ମାନେ bhujant
Odisha re B J P ra bikala chitra
ଏହା ହିଁ ଆମ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳର ନମୂନା । ପ୍ରବାସୀ ଭାରତୀୟ ଓ ନିବାସୀ ଚଉକିର ସମ୍ମିଳନୀ ଓଡ଼ିଶାର ଉନ୍ନତି ପାଇଁ ନିଶ୍ଚୟ ପ୍ରେରଣା ଦେବ ।
Right 👍👍👍👍👍👍
Thanks for nice information
No words for me to praise you,how you are without fear exposing tru message. God may bless you to be always healthy and safe.
ଅନୁମାନ କରାଯାଇପାରେ ଯେ ଓଡିଶାର ନୈତିକତା ବଜାୟ ନ ରଖି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଜେପି ବହୁତ ତତ୍ପର।
Right sir 👍👍👍
Good sir❤❤❤❤
Thanks you sir
ଖାଲି ଗପ ସରକାର ଙ୍କ ଆମେ ମରୁଛୁ ରାଜସୂ ବରବାଦ ହେଉଛି ସରକାର ସୁଧିରିଯାଅ
ଧନ୍ୟରେ ବି.ଜେ.ପି
ଠକିକୀ କ୍ଷମତା କୁ ଆସିଲେ ଏଇଆ ହୁଏ।
Bahut sundar re kahile sir mohan majhi ku abhinandan
Thanks
Very good
EVM ghotala ra sarkar,loka kuadu aasibe.loka manankar sarkar heithile lok aasithante.
Right sir 👍🙏
Right 🙏🙏🙏🙏
ଏ ଟାଇମ୍ ରେ ଚାଷୀ ମରୁଛନ୍ତି କିନ୍ତୁ program, ପୁଣି ମଉନ ସରକାର ର ଖାଲି ଖାଇବା ଚିନ୍ତା
Right
Absolutely right sir 👍👌
Right 👍👍👍
ଆଗକୁ ଆହୁରି ହେବ
ବିଜେପିକୁ ଜେତେ କହିଲେ କଣହବ ସେମାନେ ହାଲୁଆ ପାଣି ପିଦେଇଛନ୍ତି
ମୋହନ ମାଝୀଙ୍କ ଜିଲ୍ଲାରେ ଗୋଟିଏ ICU ନାହିଁ...
Sir ଆପଣଙ୍କ observation ଠିକ୍ ଅଛି
ଠିକ୍ କଥା କହୁଛନ୍ତି sir
ବିଜେପି ହଟାଅ
Right bhai
Modi ku khusi kariba paen samastey adhika sankhya competition kri deichhanti ,a sabu kharcha kaha upare paduchhi ,100 crs faltu re odisha praja nka upare padila ,jeun Mane sankhya dei thilevtanka darama katajau o khyati puran heu
Yekdam satakatha
EVMସରକାର
Kedar babu 🙏👍
ଭାରତ ପରାଧୀନ ବିଫଳ ଗଣତନ୍ତ୍ର ଶାସନ
କୋଟି କୋଟି ସଂଖ୍ୟା ରେ ମହା ବିପ୍ଳବ ହେଉ