Big Truth Revealed | Kalki Avtar | Malika Future Prediction | Satya Bhanja
ฝัง
- เผยแพร่เมื่อ 10 ก.พ. 2025
- #Malika #ମାଳିକା #SatyaBhanja #EndOfKaliyug #KalkiAvatar #MalikaBachana #AchyutanandaMalika #Panchsakha #पंचसखा
"କଳ୍କୀ ଲୀଳା" ପୁସ୍ତକ ପାଇବା ପାଇଁ , ଆପଣଙ୍କ ଠିକଣା ଏହି WhatsApp number ରେ ସେଣ୍ଡ କରନ୍ତୁ।
WhatsApp No - 8763148981
To get "Kalki Leela" Book send your address, 👇
WhatsApp No - 8763148981
Support SATYA BHANJA TH-cam Channel
Ph Pay/ GPay/ UPI 87631 48981
Satya Ranjan Bhanja
Bank: Canara Bank
AC no - 110099357568
IFSC -CNRB0009241
Subscribe Satya Bhanja Hindi Channel
/ satyabhanjahindi
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
ବହୁତ ସୁନ୍ଦର ଲାଗିଲା , ଏଭଳି ଭଗବତ୍ କଥା ସର୍ବଦା ଶୁଣିବାକୁ ମିଳୁଥାଉ ... ଜୟ ଜଗନ୍ନାଥ 🚩ଜୟ ପଞ୍ଚସଖା 🙏🙏
i know it's kinda off topic but does anybody know a good site to stream new series online?
@Leonidas Mark I watch on Flixzone. You can find it by googling :)
Very good
Very good
Prasanta kumar Mohanta
@@emiliokasen4553 Q CR
ଏଇ ବାବାଙ୍କର ଆଉ ଗୋଟେ episode କରନ୍ତୁ ।
କାନ ମୋର ଭଗବତ୍ କଥା ଶୁଣୁ ଥାଉ ଜୟ ଜଗନ୍ନାଥ
Jay Jaha 🙏
ଏମିତି ବାବା ଲୋକଙ୍କୁ ଭଲରେ ବୁଝେଇ ପାରିବେ । ସରଳ ଆଉ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି । 👌
ଯଦି ପସନ୍ଦହେଲା କାଶିକ୍ଷେତ୍ରରୁଫୋନଦ୍ବାରା କହୁଥିବା ତ୍ରୀଶୁଳଧାରିଣୀ ମହିଳା ଏହାରପ୍ରତ୍ୟକ୍ଷ ପ୍ରମାଣ ସତ୍ୟଭଞ୍ଜ ଚାନେଲରେ ଦେଖ
ତୁମ୍ଭ ଲୀଳା ସିନା ତୁମ୍ଭଙ୍କୁ ଗୋଚର କିଏ ସେ ଜାଣିବ ବିଶ୍ବ ଚରାଚର 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🌹
Ati sunder bhakti apnkara.
Learned literate having depth in his high standard speech
ବାବା ଙ୍କ ସହ ଆଉ ଗୋଟେ ଅଧ୍ୟାୟ କରାଯାଉ
ଧନ୍ଯବାଦ ବାବାଙ୍କ ମାଲିକା ବଚନ ସୁନ୍ଦର ଲାଗୁଛି
ଶୁଣି ବହୁତ ଖୁସି ଲାଗିଲା। ଆଉ କିଛି ଜାଣି ବାକୁ ଚାହୁଁଛୁ। ଆପଣଙ୍କ ପାଖରୁ।
ଜୟ ଜଗନ୍ନାଥ 🙏🙏🙏 ଜୟ ପନ୍ଚସଖା 🙏🙏🙏
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେପରି ଶ୍ରୋତାଙ୍କ ବହୁବାର ଇଛା ପ୍ରକାଶ ହେବ🙏।
ଏ ବାବା ଙ୍କୁ ଅଧିକ ସୂଯୋଗ ଦିଆଯାଉ .....
Jaymaabiraja
ଯାହାସବୁ ସତ୍ୟଭଞ୍ଜ ଚନେଲରୁ ପଢିଛ ଆଗକୁ ପରୀକ୍ଷା ଆସୁଛି ପ୍ରସ୍ତୁତ ଥା
ବର୍ତ୍ତମାନ ପାଇଁ ଅଧିକ ସୁଯୋଗ ସମାଜ ପାଇଁ କ୍ଷତିକାରକ । ବାବାର ବିମଳା ଦେବୀ ପରୀକ୍ଷା କରିବା ପରେ ଯଦି ବାବା ଉତ୍ତୀର୍ଣ୍ଣ ହୁଏ ତେବେ ବାବାକୁ ଅଧିକ ସୁଯୋଗ ସମାଜକୁ ଲାଭଦାୟକ ହେବ ।
Joy jaganath swami 🙏🏾🙏🏾🙏🏾
Reality very good person
ଅନନ୍ତ ଯୁଗ ଚାଲିଛି🙏🏾🙏🏾🙏🏾❤️💞💞❤️👍👍
ବାଵା ସହ ଆଉ program କରିବାକୁ ଅନୁରୋଧ
Jay jaganatha
🙏🙏
Sir please🙏🙏🙏🙏 baba nka saha au ek program
ଜୟ ଜଗନ୍ନାଥ ଚଳିତ ବର୍ଷ ସବୁ ଭକ୍ତନଙ୍କୁ କର ଉଦ୍ଧାର🙏🙏🙏🙏🙏🙏🙏
ବହୁତ ଭଲ ଲାଗୁଛି ବାବା ଏଇଭଳି କଥା ସବୁ ବେଳେ କହୁଥାଆନୁ ଜୟ ଜଗନ୍ନାଥ 🙏🙏
Correct
@@binodbhukta1125 \
ତ୍ରାହି ଅଚ୍ୟୁତ 🙏🏾🙏🏾🙏🏾❤️❤️❤️
ତ୍ରାହି ଜଗନ୍ନାଥ 🙏🏾🙏🏾🙏🏾❤️❤️❤️
ଜୟ ଗୁରୁ ଦେଵାୟ ନମଃ 🙏🏾🙏🏾🙏🏾❤️
ସତ୍ୟବାଦୀ ବାବା 🙏🏾🙏🏾❤️❤️👍👍👍👍
Trahi Jagannath lo
ବାବାର ସତମିଛ ପରୀକ୍ଷା ଆଉକିଏ କରିବ ତମେସବୁନୁହଁ
ଆମ ଗୁରୁ ଭାଇ ଙ୍କର ଜୟ ହେଉ,ଜୟ କଳ୍କୀ ଅନନ୍ତ,🙏👍ନମୋ ଅନନ୍ତମ୍ ଚରଣାର ବିନ୍ଦମ୍
ବିଜୟ ସେତେବେଳେ ହେବ ଯେତେବେଳେ ବିମଳାଙ୍କ ପରୀକ୍ଷାରେ ଏବାବା ଉତୀର୍ଣ୍ଣ ହେବ ।
Please ye baba ku please Prarthana chennal re jaga diantu yanko kohiba saili bahoot sunar.👌👌 Loke bahut kushi hebe. Sweet Voice.
🙏
ତୁମ ର ଏ ପ୍ରୟାସ ପାଇଁ ଧନ୍ୟବାଦ 🙏
ସତ୍ୟ ବାବୁ ଭିଡିଓ ଲମ୍ବା ହେଉ ତମେ କାହିଁକି ମନା କରୁଚ
ଅତି ସୁନ୍ଦର ଚର୍ଚ୍ଚା ସତ୍ୟ ବାବୁ ଏହି ଭଳି ଲୀଳା ଲାଗି ଥାଉ ସବୁ ଜଗନ୍ନାଥ ଇଚ୍ଛା 🙏🙏
ଅଚ୍ୟୁତ ମହାପୁରୁଷ ଙ୍କ ବାକ୍ୟ ସତ ହେଲେ ଜେଉଁ ମନୁଷ୍ୟ ଭୁଲ୍ କରେ ତା ଆୟୁଷ କମେ ସେ ମରେ ତା ଜୁଗ ସରିଜାଏ ଜୟ ଶ୍ରୀ ରାମ 🙏🏻🙏🏻
Ok
ବାବା ଆପଣଙ୍କୁ କୋଟି କୋଟି ନମସ୍କାର
ଓ଼଼ ପରମବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଗୋଲଖ ନାଥାୟ ନମଃ ବନ୍ଦେ ପୁରୁଷତମ ଜଗନ୍ନାଥ,,,,,,,,🙏🙏🙏
Jay jay jagannath jay jay jagannath 🌷🌼🏵🍀🌷🌹🥀🌺🙏🙏🙏
ଦୟାକରି ଏହି ବାବାଙ୍କ ଠାରୁ ପ୍ରତିଦିନ ଭିଡିଓ କରି ପଠାନ୍ତୁ ଦୟାକରି
ଆମ ବନାପଣ୍ଡା ମଠ
ଜୟ ବନାପଣ୍ଡା ଗାଦୀ🚩😘🙏
କାହ୍ନୁବାବା ପ୍ରଣାମ🙏🙏😘😘
ଓଁ ସୁକ୍ଲମ୍ବରମ୍ ଧରମ ବିଷ୍ଣୁ ସାସିବର୍ଣ୍ଣ ଚତୁର୍ଭୁଜ
ପ୍ରଶନ୍ନ ବଦନ ଧ୍ୟାୟେତ ସର୍ବଭିଘ୍ନୋ ପାସନ୍ତୟେ
ଶ୍ଳୋକ ଠିକ୍ ଭାବରେ ଲେଖିବାକୁ ଅନୁରୋଧ
@@brajamohanty6220 typing kariba bele hauni
ବାବା ଆପଣଙ୍କ ସୂର୍ ଏବଂ ଜ୍ଞାନ ବୋହୁତ ସୁନ୍ଦର୍
Right bhai
ଏଗୁଡିକ ସବୁ ଟାଉଟରି ।
ଭଗବାନଙ୍କୁ ବିଶ୍ୱାସ କରନ୍ତୁ , କିନ୍ତୁ ଅନ୍ଧ ବିଶ୍ଵାସ ଠାରୁ ଦୂରେଇ ରୁହନ୍ତୁ ।
ଜୟ ଜଗନ୍ନାଥ
🚩 ଜୟ କାଳିଆ ଠାକୁର🚩🚩🚩
🚩 ଜୟ କାଳିଆ ଠାକୁର🚩🚩🚩
🚩 ଜୟ କାଳିଆ ଠାକୁର🚩🚩🚩
ସତ୍ୟ ଭଞ୍ଜ ଚାଁନେଲକୁ ଅଶେଷ ଧନ୍ୟବାଦ
Jai Srihari.
ଦୁଷ୍ଟ ଶତ୍ରୁ ଉତ୍ପାତ ହୋଇଲା ଭୀଷଣ, କେବେ ପ୍ରକଟ ହେବେ ପ୍ରଭୁ ନାରାୟଣ
Ei baba nka katha o barnana ati sarala ati sundar voice 👌👌👌👏👏🙏
Jai jagannath
Bhai tuma tone ti jatra pain feet kindly try karantu.
Bahuti bahdia voice jatra re sujoga milijiba😀😀
ଭାଇ ବାବା ସ ଆଉ କିଛି ଆଲଚନା କରନ୍ତୁ । ତାଙ୍କ କଥା ଭଲ ଲାଗୁଚି
Ehi baba science au malika ra milana madhyamare bahut sundara bujhauchhanti.
Prathama episode re cricket
Khelaru last fight of kali kala.
Ehi episode re horse power ityadi
ସବୁ କଥା ଖୋଲି କହି ହବନି ସତ୍ୟ ଭାଇ। ବାବାଙ୍କୁ ଧନ୍ୟବାଦ୍ ସେ ଏତେ କଥା କହିଲେ। ମୁଁ ଯେତେଦୂର ଜାଣିଛି ବର୍ତ୍ତମାନ ସେ ସମୟ ଆସି ନାହିଁ। ଆସିଲେ ଜନପଡୋଜିବ।
କେବଳ ଗୀତ ବାବାଙ୍କ ସୁନ୍ଦର । ଆଉ ସବୁ କାହାଣୀ
ଶ୍ରୀ ଗୁରୁ ସ୍ଵାମୀ ଅନାମ ବ୍ରହ୍ମ ଶରଣ
ଗୁରୁ ସ୍ବାମୀ 🙏🙏
ସାଧୁ .... ଅତି ଉତ୍ତମ ।ପ୍ରଭୂ ଙ୍କ ଆଶୀର୍ବାଦ।
ବହୁତ ଭଲ ଲାଗିଲା ଏହୀ ଏପିସୁଡ, ଆଉଥରେ ସାକ୍ଷାତ କରନ୍ତୁ ଏଇ ବାବାଙ୍କ ଭିଡିଓ କରିବାକୁ ଅନୁରୋଧ।
Priya Satyababu, khub Satya, sundar o jibanta laguthila video. Dhanyabad.. Jay Jagannath. 🙏
Really it's interesting and true fact
Do u write in english for details of this interview for ur non odiya brother like me. Pl.
I didn't understand due to north indian, delhi.
@@dineshtyagi4855 our native language is odia
right yaar
@@dineshtyagi4855 from this Malika scripture it is written about Kali Yuga and how every age had evoluted in ever age like Satya,,..... Kaliyuga.now present age is risk stage and there noticeable different type crisis and vilolance vilolance are surrounded over the world day to day human being also suffer from immoral activities where he/she lost all rights justice his standard of living is poor ana risk.in this age is lord Jagannath has already burnt in a village and he also destroys the antisocial men and women who are involved (काम,क्रोध, लोभ, मोह and ego) for example Corona and other unknown diseases are instruments of decline , so each moment we respect our seniors and get affection to the youngers and also free from antisocial activities everyday we pray to God and praise to God. In this video must valuable and true facts are discussed and written but it is impossible and difficult to convince to any body
Really baba I think u have some special quality.sunder bakhya.bujheiba pai prakruta ahi baba pari loka darkar,Jia ama culture ku bujhei paribe.plz I request dis channel ki kebe corona sesa heba plz ask dis questions
କଳ୍କୀ ଅବତାର ଙ୍କ ବିଷୟରେ ଯାହା ଆଲୋଚନା କଲେ ତାହା clear କରିଲେ ନାହିଁ
ମଗଜ ଟା ଯଦି କଳଙ୍କିତ ଥିବ
ଅମ୍ବୃତ ଲାଗିବ ବିଷ ...
କଳ୍କୀ ରୂପରେ ପ୍ରଭୂ ଜଗନ୍ନାଥ
ପ୍ରକଟ ହେବେ ଅବଶ୍ୟ ...
କିଛି ମୂଢ ମିଶି ପ୍ରଳାପ କରନ୍ତି
ଶାସ୍ତ୍ର ଜ୍ଞାନ ନ ଜାଣି କି ...!!
କଳ୍କୀ ନାମ ରେ ପାଗଳାମି ହେଇ
ଢୋଲ ଗିନି ବଜେଇକି ...!!
କ୍ଳିଅର୍ କଣ କହିବ ତାକୁ ଜଣାନାହିଁ ବୋଲି ମହାପୁରୁଷ ମନା କରିଛନ୍ତିି କଳ୍କୀଜନ୍ମ ବିଷୟରେ ସେ କହିବନି। ତାକୁ ଜଣାନାହିଁ ବୋଲି ପ୍ରମାଣ ଦେଖ । ସତ୍ୟଭଞ୍ଜ ଚାନେଲରେ କାଶିକ୍ଷେତ୍ରରୁଫୋନ ଦ୍ଵାରା କହୁଥିବା ତ୍ରୀଶୁଳଧାରିଣୀ ମହିଳା ଏହାରପ୍ରତ୍ୟକ୍ଷ ପ୍ରମାଣ । କାହ୍ନୁବାବା ଗାଉଛି କାଶି କ୍ଷେତ୍ରର ତ୍ରୀଶୁଳିଆବଟରୁ କଳ୍କୀ ଳୀଳା ଆରମ୍ଭ ହେବ ସେଠିକଳ୍କୀର ଜନନୀ ରହିଛି ତାକୁ ଜଣାନାହିଁ ସେ କଣ କହିବ।
Jaya.sri. Madhaba.baba.kalki.bisayare.ba.malikara.katha.bahut.sundara.laguchi.kahnu.babanka.prabachana.re.eadhama.atyanta.khusi.tenu.apananku.anurodha.apana.aukichi.malikakatha.bakalki.pramana.khile.manaba.samajre.santi.feriasiba.boli.mora.biswash.rahichi.tenu.eadhamara.koti.pranama.kahnu.baba.jaya.mahapravu
Its good program, Anchor body gesture should be formal and way of talking should be professional
Kalkiram.mahendrgiri.re.dekhahebe 2032
Right.. he can be bit professional and presentable
@@bhubaneswari561 l9p
@@nirupamasamal2985 what.do.you.say
ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺
ଜୟ ଜଗନ୍ନାଥ🙏🙏🙏
Dear Satyaji, Good afternoon & my best wishes to you.
What is the aim of the Satya Bhanja Channel? I think the ans is to find out the hidden truth in Malika & represent it among the spiritual lovers.
When U r going to have a meet with the eminent devotees,plze put one question & discuss on that,then the matter is over.କଳ୍କୀ ଭଗବାନ କେଉଁ ଠାରେ ଜନ୍ମ ନେଇଛନ୍ତି ?
ଏବଂ ତାଙ୍କର ଠିକଣା ସ୍ପଷ୍ଟ କରନ୍ତୁ।
ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ ନ କରି ଉପରୋକ୍ତ ଗୋଟିଏ କଥା ଉପରେ ଗୁରୁତ୍ବ ଦେବାକୁ ମୋର ଆପଣଙ୍କୁ ବିଶେଷ ଅନୁରୋଧ। ଜୟ ଜଗନ୍ନାଥ।।
ମୁଁ ଆପଣଙ୍କ ଚ୍ୟାନେଲ ର ଜଣେ ନିୟମିତ ଶ୍ରୋତା।
Plze, reflect your mobile phone number.
ସୁଧର୍ମା ସଭା ବସିଲେ ଆମକୁ ଆଗ୍ଯା ଟିକେ ଯାଜନଗ୍ର କୁ ନିମନ୍ତ୍ରଣ କରିବେ,ଆମ୍ଭେ ବି ଟିକେ ଦେଖିଚାହିଁ ଆସିବା😉
ଗୁରୁ ସ୍ଵାମୀ 🙏🙏🙏
I feel that here is very truthful and confidential speech by respected Kanhu Baba...
Sangeeta ra swara ati manamugdhakara
Really
ବାର ଗୋପାଳ ହୋଇଲଲେ ମେଳ ଲାଗିଯିବ ସାରା ବିଶ୍ୱ ରେ ଗୋଳ ସାଙ୍ଗେ ଥିବ ଆଦିମୂଳ 🙏
Jay Jagannath 🙏🌑‼️🌑🙏
Jay Panchasakha 🙏🌹🙏
ସତ୍ୟ ଭାଇ ଆପଣଙ୍କୁ ମୋର ଅନୁରୋଧ ଆପଣ କାହ୍ନୁ ବାବାଙ୍କୁ ଆଉ ଥରେ ଆଣନ୍ତୁ ସିଏ ଗୀତା ଭାଗବତ ଆଉ ମାଳିକାକୁ ପୂରା ପିଜୀ କରିଛନ୍ତି
ଜୟ ଜଗନ୍ନାଥ
What a soulful discussion... please do some more episode I request u...
ଅତ୍ୟନ୍ତ ସୁନ୍ଦର କଥନଶୈଳ କାହ୍ନୁବାବାଙ୍କର🚩😘🙏
କାହ୍ନୁବାବାଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🚩😘🙏
Bahut heigala jaldi saru bro you r great 👍
ଆମ ବନାପଣ୍ଡା ଗାଦୀ ମଠ
ପ୍ରାଚୀ ପୂଣ୍ୟ କ୍ଷେତ୍ର ପ୍ରାଚୀ ନଦୀ ସଯ୍ୟାର ଏହିପୂଣ୍ୟ କ୍ଷେତ୍ର
ବହୁତ ବଢିଆ କହିବା ଶୈଳୀ ଆମ କାହ୍ନୁବାବାଙ୍କର
ଆମ କାହ୍ନୁବାବାଙ୍କୁ କୋଟି କୋଟି ପ୍ରଣାମ 🚩😘🙏🙏
ଭକ୍ତଗଣ ଥରେ ଆସନ୍ତୁ ଏବି ପୂଣ୍ୟ ପ୍ରାଚୀନଦୀ,ଜୟଦେବ କ୍ଷେତ୍ରକୁ କଣ୍ଟାପଡା ଅଡଶପୁର ଅଞ୍ଚଳକୁ
ଜୟ ଶ୍ରୀ ରାମ 🚩 🚩😘😘🙏🙏
ସତ୍ୟ ଭାଇ ଆପଣଙ୍କୁ 🙏🙏🙏
ବହୁତ ସୁନ୍ଦର ବହୁତ ବଢିଆ ହୋଇଛି ମାଳିକା ବଚ୍ଚନ ହେ ସତ୍ଯ ଧର୍ମ ନିଆୟ ରକ୍ଷ କରନ୍ତୁ
Satya Babu ,Kanhu Babanku sabukichhi satyara avasa janaachhi....🙏..
Tanka thu bahut Satya janibara achhi..tanka ra ahuri vedeo karantu.... please 🙏
ଗୁରୁଦେବ ଦୟାକରି କପିଳେଶ୍ୱର ମନ୍ଦିର ଗୋବିନ୍ଦରାମ ପାଟଣା କଟକ ରୁ bus ରେ ଯିବାର ଠିକଣା କୁହନ୍ତୁ।
ଭେରୀ ଉର୍ଜେଣ୍ଟ
Baba nka saha authare program karantu. Beautiful.
Please give one more vedio with respected Kanhu Baba🙏. if any one agree plz like.
ବାବାଙ୍କ କଣ୍ଠ ସ୍ୱର ଶୁଣିଲେ ମୁଣ୍ଡ ଏକଦମ ଥଣ୍ଡା 🌺🌺🌺👌👌👌👌👌
Really, discussion with malika devotees is very interesting.But I request you to mention the name of the places (mathas) from where discussed.
Jay jagannath 🚩🚩🚩🚩🚩🚩🚩
ଅତି ସୁନ୍ଦର ଭାବେ ଭାଗବତ କଥା ଶୁଣି ବହୁତ ଭଲ ଲାଗିଲା l ଜୟ ଜଗନ୍ନାଥ l🙏🙏🙏🙏🙏
ଯୋଉମାନେ dislike କରିଛନ୍ତି... ସେମାନେ କହିପାରିବେ କି କଣ ପାଇଁ dislike କଲେ......
Sabu michha
ତୁ ଜନୀ ହଲୁ କି
Dunia ku gandi mari chala Ram nam Pe kete dina gandi mariba
Tama kete bhabisat bani michha helani
Jadi tama malika sata ta hele kalki odisha ra kau district kau block kau ps kau panchayat aao tanka bapa maa name kaha kau caste re hebe kaha sabu michha 100% mu guaranty debi
🚩🚩ଜୟ ଜୟ ଜଗନ୍ନାଥ🚩🚩🙏🙏🚩🚩 ଜୟ ଜୟ ପଞସଖା🚩🚩🙏🙏
Bahut sundar bhabare bujheile..Baba🙏🙏🙏
Chomotkar bakyan, sotyo babu, auu baa nko probochon, manibaku podibo....... Thanks 🌹🌹🌹from adivasi samaj
ସତ୍ୟବାବୁ ଆପଣ କାଟୁଛନ୍ତି କାହିଁକି ସମସ୍ତ ଏପିସୁଡ ଭକ୍ତିପୂତ ଚିତରେ ଥିବା ମହାପ୍ରଭୁଙ୍କ
ଶ୍ରୀଚରଣ ଆଶ୍ରିତ ଦିନ ଅକିଞ୍ଚନ ମାନେ ଦେଖୁଛନ୍ତି
ସେମାନଙ୍କୁ ଶୁଣିବାର ସୁଯୋଗ ଟିକେ ଦିଅନ୍ତୁ ।
ମହାପ୍ରଭୁ ଆପଣଙ୍କର ମଙ୍ଗଳ କରିବେ ।
I request dis channel plz once again take a interwiew of our pujya kahni baba n ask jabtak chalega iss virus plz, people r panic now plz listen our request vanja babu.
Many thanks to Satya babu and baba for providing so much of facts. Can you please tell us in more details about the following:
1- Katake lagiba Gola...there are so many incidents happening everywhere...everyday...so how to recognize the fight Malika is referring to...I mean is it a fight with the foreign enemies or with other states people or among Odisha people...when to when it will last approximately...
2- Many thanks to baba for telling about the Swadharma Shabha...kindly let us know more details about the Swadharma Shabha...so many meetings happening about the everywhere every time...how to recognize which one is the Swadharma Shabha...I mean when, where, which type of people would participate in the Shabha...
3- can you please mention other 3 katakas name....
4- Jala magna heba Odisha....can you please tell more details on this...I mean water will flood from the sea or due to breaking the Hirakud dam or other dams also...
4- 13 districts will get flooded....which 13 districts actually referring to....if erstwhile 13 districts, then the entire Odisha will get flooded...is that Mallika is referring to...
5- Earthquake....can we please get to know more details about the Earthquake in Odisha...I mean when....where...and the intensity of the Earthquake....
6- can you please tell more details about the future leader of the Odisha...like for Hasthina kataka or Delhi Balaram 🙏will lead the country...
These queries may be answered by any baba...
Please try to answer these queries if possible 🙏🙏
Odisha people will remain greatful to you and team for this initiative...
Thanks again🙏🙏
Amiti thakuranka kama karichalantu🙏
ବାବାଙ୍କ ସହ ଆଉ ଗୋଟିଏ ଅଧ୍ୟାୟ କରାଯାଉ,👍 ଜୟ ପଞ୍ଚସଖା, ଜୟ ଜଗନ୍ନାଥ 🙏🙏🙏
Please do another session with Baba🙏
ସବଳ ଗ୍ରାମ ହେଲା ମାହାଙ୍ଗା ସାଇର ନାମ ହେଲା ବଗାର
Best motivated... love u guru❤️
କଳ୍କୀଙ୍କ ନାମରେ ଏକ ସଂସ୍କୃତ ପୁରାଣ ମୋ ପାଖରେ ଅଛି।ଏଥିରେ କଳ୍କୀଙ୍କ ମହିମା ଓ କାର୍ଯ୍ଯକଳାପ ବର୍ଣ୍ଣନା କରାଯାଇଛି।🚩
ବାବା ଙ୍କ ଏ ଭଗବତ୍ ଗୀତା କଥା ଶୁଣି ମୋନ ଆନଦ ଲାଗେ
Jay jaganath Jay Pancha Sakha Malika satya satya 🙏🙏🙏🇮🇳
ସୁନ୍ଦର ଉପସ୍ଥାପନା , ଭଲ ଲାଗିଲା, ଆହୁରି ଶୁଣିବାକୁ ମିଳିଲେ କୃତାର୍ଥ ହେବୁ...ଜୟ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ 🙏
Bhalalagila baba Tamara katha
Kanhu babanka katha kichhi biswasa houchhi ja hou baba aapanankara asesa gyana aapananku danybad Malika ra kichhi Kathaku kholiki kahile 🙏🙏🙏
Kanhu Baba 🙏🙏
Apanka bujheibar shaili uchha kutir & heart touching
Jay Jagannath 🙏 Jay panchsakha 🙏
Upload more videos with Kanhu Baba
17:43 pani ru jala ku kemiti alaga kari haba m...🙄🤔🤔🤔
Galu
ଜୟ ଗୁରୁ ଜୟ ଶିଶୁ ଅନନ୍ତ 🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏
Right right 100 persent right
Jay shree madhaba 🙏
JAI SHRI MADHABA PARNAAM BHAI
Tu sabulekhithilu
@@tapankumar2417 😄
@@bikkyhindu3485 Jay shree madhaba pranam Bhai
@@saktiprasannayak8072 JAI SHRI MADHABA PARNAAM BHAI
It's really true.jay jagannath 🙏
Love human love god
Nice
କାହ୍ନୁ ବାବା 🙏🙏🙏 ବହୁତ୍ ଦିନ ପରେ ଦେଖିଲି ବାଲିପାଟଣା ଗଲେ ଦେଖାହେବା
Really true.. then met achieve on another interview ... reactivity 🙏🙏🙏 speech
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻
Satya bhai mote bipinini babanka address diantu. Mo ghara Puri jila.
ସମ୍ବଳ ଗ୍ରାମ ର ଅନ୍ୟ ନାମ kamalpur, କଲିକଳ୍ପ ଗୀତା ଦେଖନ୍ତୁ
Bhai.. kalki nka bisayare adhika info pacharantu.. plz
Adhika janile kn kariba
Very interesting episode👌👌👌👌love you satya vanja Chanel❤❤❤❤❤❤❤❤❤ thank you satya vai🙏🙏🙏🙏🙏🙏 kanhu banake amar koti koti pronam🙏🙏🙏🙏🙏🙏 jay jagannath🙏🙏🙏🙏🙏 jay panchasakha 🙏🙏🙏🙏🙏jay malika bachan🙏🙏🙏🙏🙏🙏 jay sanatana dharma, 🙏🙏🙏🙏🙏🙏