ଲବ-କୁଶ ଜନ୍ମ ||ଓଡ଼ିଆ ନାଟକ|| Jatra Sri Gopinath || Laba-Kusha Janma ||Full Scene || Rama Natak ||

แชร์
ฝัง
  • เผยแพร่เมื่อ 4 ต.ค. 2024
  • ଯାତ୍ରା ଶ୍ରୀ ଗୋପୀନାଥର ବହୁ ଚର୍ଚ୍ଚିତ ସୁପରହିଟ୍ ନାଟକ ଲବ-କୁଶ ଜନ୍ମର କିଛି ଅଂଶ । ଓଡ଼ିଶାର କୋଣ-ଅନୁକୋଣରେ ଖୁବ ସଫଳତାର ଆଗେଇ ଚାଲିଛି ଏହି ନାଟକ । ନାଟକ ଜଗତରେ ଆଲୋଡନ ସୃଷ୍ଟି କରିଥିବା ଏହି ନାଟକକୁ ନିର୍ଦ୍ଦେଶନା ଦେଇଛନ୍ତି ନାଟକ ଜଗତର ଆଗ ଧାଡ଼ିର ନିର୍ଦ୍ଦେଶକ ଶ୍ରୀ ଗୋପୀନାଥ ବେହେରା । ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ନାଟକଟି ଯଦି ଆପଣଙ୍କ ଅଂଚଳରେ ମଞ୍ଚସ୍ତ କରିବା ପାଇଁ ଚାହାନ୍ତି, ତେବେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ ।
    ଯୋଗାଯୋଗ :-
    ମୁଖ୍ୟ ପରିଚାଳକ -
    Bulu Babu - 9556510166
    Laba and his twin brother Kusa, were the children of Rama and Sita. Their story is recounted in the Hindu epic, the Ramayan. Lava was younger of the two and is said to have a wheatish golden complexion like their mother, while Kusha had a blackish complexion like their father.
    ଚ୍ୟାନେଲକୁ Subscribe କରିବା ପାଇଁ ଏହି linkରେ click କରନ୍ତୁ / @odiamusik । ଏହି ଭଳି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ।
  • บันเทิง

ความคิดเห็น • 44