Rasagola Anthem | ରସଗୋଲା ସଂଗୀତ | Odissi Dance | Saswat Joshi | Subhransu Panda I Abhijeet Mishra

แชร์
ฝัง
  • เผยแพร่เมื่อ 30 ธ.ค. 2024

ความคิดเห็น • 16

  • @smilecreation9600
    @smilecreation9600 4 หลายเดือนก่อน +5

    ବହୁତ ସୁନ୍ଦର ପ୍ରୟାସ | ରସଗୋଲା ଆମ ଓଡ଼ିଶାର କିନ୍ତୁ ଅନ୍ୟ ରାଜ୍ୟ ଏହାକୁ ନିଜର ବୋଲି ଦାବି କରୁଛନ୍ତି |ଏହି ଗୀତ ମାଧ୍ୟମରେ ରସଗୋଲା କୁ ଆମ ଓଡ଼ିଶାର ବୋଲି ପ୍ରମାଣିତ କରିବା ସହ ମୁକ୍ତ କଣ୍ଠରେ ରସୋଗଲା ଆମର ବୋଲି କହିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ |🙏🙏🙏🙏

  • @sonidas1
    @sonidas1 4 หลายเดือนก่อน +3

    Apurba saranchana .....❤❤

  • @saswatjoshiofficial
    @saswatjoshiofficial 5 หลายเดือนก่อน +5

    Most satisfying production of mine , deep thought yet traditional … so happy that I could serve lord Jagannatha

    • @nainachoudhury3159
      @nainachoudhury3159 4 หลายเดือนก่อน +1

      Your choreography is of course adding a great value to this superb anthem. Would have loved it even more if you were a part of the original video. Sone pe suhaga heithanta.❤❤

  • @kumarprusty9466
    @kumarprusty9466 4 หลายเดือนก่อน +2

    Ye hauchi Odia Asmita ❤👌🏻👌🏻🙏🏻🙏🏻🙏🏻😇

  • @thessrian2227
    @thessrian2227 4 หลายเดือนก่อน +3

    ଏହି ଚିତ୍ତାକର୍ଷକ ଉଦ୍ୟମ ରେ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଅନେକ ଅନେକ ଧନ୍ୟବାଦ୍। ଏକା ସମୟ ରେ ହୃଦୟରେ ଗର୍ବ ଓ ଆଖି ରେ ଲୁହ ଆଣି ଦେଲା ଏହି video। ରସଗୋଲା ଓଡ଼ିଶା ର

  • @Sapatdey
    @Sapatdey 5 หลายเดือนก่อน +5

    Mind blowing composed by Subhranshu bhai and Excellent Dance performance by beloved Shaswat bhai and Team.
    Jay Jagannath.
    Jay Rasagoal. ❤
    Regards,
    Tapas Dey
    Bangalore.

    • @nainachoudhury3159
      @nainachoudhury3159 4 หลายเดือนก่อน

      @@Sapatdey There's a slight confusion. Subhransu babu is the lyricist. The song has been composed and sung by Abhijeet Mishra.

  • @nanditadash5944
    @nanditadash5944 4 หลายเดือนก่อน +1

    ଭଗବାନ ତୁମକୁ ବହୁତ ଆଗକୁ ନିଅନ୍ତୁ 😊 ଓଡିଶା ର ବିଶେଷ ଜିନିଷ କୁ ଏପରି ଉପସ୍ଥାପନ କରିଥିବାରୁ ଧନ୍ୟବାଦ୍ 🙏🏻 ଖୁବ୍ ସୁନ୍ଦର ପ୍ରୟାସ ☺️😊

  • @nanditadash5944
    @nanditadash5944 4 หลายเดือนก่อน +1

    ଭଗବାନ ତୁମକୁ ବହୁତ ଆଗକୁ ନିଅନ୍ତୁ 😊☺️ ଓଡ଼ିଆ ର ବିଶେଷ ଜିନିଷ କୁ ଏପରି ଭାବରେ ଉପସ୍ଥାପନ କରିଥିବାରୁ ଧନ୍ୟବାଦ୍ 🙏🏻☺️

  • @barsaranisahu194
    @barsaranisahu194 4 หลายเดือนก่อน

    ଅତି ସୁନ୍ଦର ❤❤
    ଜୟ ଜଗନ୍ନାଥ 🙏

  • @acharyasoni1
    @acharyasoni1 4 หลายเดือนก่อน

    Khub sundar...samastanku asesh dhanyabad jeunmane ethire jdita achhanti

  • @Nehul231
    @Nehul231 หลายเดือนก่อน

    Best ❤️

  • @binodpadhan5609
    @binodpadhan5609 4 หลายเดือนก่อน

    ଧନ୍ୟ ଆମ ସଂସ୍କୃତି ପରମ୍ପରା

  • @AnshumanMahapatra_Officialy
    @AnshumanMahapatra_Officialy 4 หลายเดือนก่อน

    So happy and satisfying to perform in this song thank u Saswat sir and also Abhijit sir and shubranshu sir

  • @CuriousGirl-g2g
    @CuriousGirl-g2g 5 หลายเดือนก่อน +5

    ଆଗାମୀ ଦିନରେ ଯଦି ଓଡ଼ିଶାର ମିଳୁ ଥିବା ବିଶେଷ ପ୍ରକାର ଜିନିଷକୁ ଯଦି GI tag ରେ ଅନ୍ତର୍ଭୁ୍ତ ନ କରା ଯାଏ ତେବେ ପଡୋଶୀ ରାଜ୍ୟ ନିଜର ନିଜର ବୋଲି କହିବୋଲିବେ ସେଥି ପ୍ରତି ରାଜ୍ୟ ସରକାର ସଜାଗ ରହିବା ଦରାକାର।