ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଓଡ଼ିଶାରେ ଏକମାତ୍ର ସ୍ୱାଭିମାନୀ ନେତା ବିଜୟ ମହାପାତ୍ର ଥିଲେ କିନ୍ତୁ ଯେଉଁଦିନ ସେ ତାଙ୍କ ପୁଅକୁ ନବୀନ ପଟନାୟକ ପାଦତଳେ ଲୋଟେଇଦେଲେ ସେହିଦିନ ତାଙ୍କ ସ୍ୱାଭିମାନ ଚୁଲିରେ ପଡିଗଲା !
☀️ Absolutely Correct 💯
ନାହିଁ ଭାଇ।ବର୍ତ୍ତମାନ ମଧ୍ୟ ସାନବିଜୁ ( ବିଜୟ ମହାପାତ୍ର) ଜଣେ ସ୍ଵାଭିମାନୀ ନେତା ଏବଂ PC କାରବାରରୁ ନିବୃତ ବ୍ୟକ୍ତି।
ବିଜୟ ଜଣେ ସ୍ବାର୍ଥ ବାଦି କ୍ଷମତା ଲୋଭି ସ୍ୱାଭିମାନ ହିନ ଲୋକ ଆଉ କିଛି କରିପାରିବେନି
Sathika Akalana.Sundar Upastapana.🙏
ବର୍ତ୍ତମାନର ବିଜୟ ବାବୁ ଅତୀତ ବିଜୟ ବାବୁଙ୍କ ଭିତରେ ବହୁ ଫରକ......
ନବୀନଙ୍କ ଭବିଷ୍ୟତ ବିଷୟରେ ଓଡ଼ିଶା ବାସି କାହଁକି ଭାବିବେ ନବୀନ କଣ ମୁଣ୍ଡି ବାବୁଙ୍କୁ ଲୋକ ଯେଉଁ ସ୍ନେହ ଶ୍ରଦ୍ଧା ଦେଇ ଗାଦିରେ ବସାଇଲେ ବାବୁ ତାର ପ୍ରତିବଦଳରେ କଣ କଲେ ଓଡ଼ିଆ ଲୋକଙ୍କୁ ଘୃଣା କଲେ ଓ ତାମିଲ ପାଣ୍ଡୁ ହାତରେ ଓଡିଶାକୁ ଟେକିଦେଇ ଘରେ ଶୋଇଲେ ତେଣୁ ଓଡ଼ିଆ ଲୋକ ନବୀନକୁ ତାର ପ୍ରକୃତ ସ୍ଥାନ ଦେଖାଇଛନ୍ତି ଦାମ ବାବୁ ନବୀନକୁ ପ୍ୟାରୀ ବାବୁଙ୍କ ବିଦ୍ରୋହରୁ ବଞ୍ଚାଇଥିଲେ ତାର ପ୍ରତିବଦଳରେ ପାଇଲେ କଣ ନଂ ପାଣ୍ଡୁ ଯେତେବେଳେ ଦାମ ବାବୁଙ୍କୁ ଅପମାନିତ କରି ବାହାର କଲା ନବୀନ ବସିକି ମଜା ଦେଖିଲା ଦାମ ବାବୁ ସ୍ପଟବାଦୀ ଲୋକ କଣ ତାଙ୍କର ଭୁଲ ଥିଲା
Bipin Bhai ur adress is very bold and truthful Congratulations
ଯେତେ ହେଲେବି ଏ କା ଗଛର ଫଲ୍ ବାଜେ ଥଲ ଥଲ,,,,,,
ବିଜେଡିର କ୍ଷୟ ନବୀନ ବାବୁଙ୍କ ଆଉ ସମୟ ନାହିଁ କଂଗ୍ରେସ ଓ ବିଜେପି କେବଳ ପ୍ରତିଦ୍ବନ୍ଦୀ ରହିବେ ଆଉ ଆଞ୍ଚଳିକ ଦଳକୁ ଲୋକେ ଗ୍ରହଣ କରିବେ ନାହିଁ
ବିଜୟ ମହାପାତ୍ର ଅତି ଉତ୍ତମ ରାଜନୈତିକ ଦକ୍ଷ୍ୟନେତା ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ନିଜର ଦଳଚିହ୍ନଶଙ୍ଖ ପାଇ ବିଜେଡି ଦଳକୁ ବିଜୁବାବୁଙ୍କ ନାମକୁ ରକ୍ଷ୍ୟା ହେଉ😮
Agnya upasthapana bahut vala lagila. Kintu aha kete sambhaba. Kete loka amananku grahan karibe samayaku apekhya
BJD jindabad. Jay Naveen sir 🙏
କ୍ରିତଦାସ ଯଦି ଏକନାଥ ସିନ୍ଧେ ହେବେ ଉଦ୍ଧବ ଠାକରେ କିଏ ....... କ'ଣ ନବୀନ ?ତେବେ ବିଜୟ କ'ଣ ..... ଶରତ ପାୱାର ?
nice political episode
Regional Party is dangerous for Unity and Intigrity of Nation
ବିଜୟ ମହାପାତ୍ର ରାଜ ଦଳ, ଓଡ଼ିଶାବାସୀ 1% ପସନ୍ଦ କରୁନାହାନ୍ତି
ବିଜୟ ପୂର୍ବରୁ ନୂଆ ଦଳ କରି ବିଫଳ ହୋଇଥିଲେ। ହୁଏତ ବବି ଙ୍କ ହାତ ରେ କିଛି ଲୋକ ଅଛନ୍ତି କାରଣ ପଇସା ତାଙ୍କ ପାଖରେ ଅଛି।
Thanks
ମନଗଢା କାହାଣୀ ଓଡ଼ିଆ ଲୋକସବୁଯାଣିଛନ୍ତି
ସୁନ୍ଦର ଉପସ୍ଥାପନା । ବିଜୟ ମହାପାତ୍ର ଙ୍କ ଭଳି ସ୍ଵାଭିମାନୀ ନେତା ଓଡ଼ିଶାରେ କେହି ନାହାନ୍ତି।
Thile....
Bijay Mahapatra is a great betrayal and great hypocrite.
+ebe kan nahanti@@pravatkumarpatra8158
ନୂଆ ଦଳ ଗଢିଲେ କିଛି ଲାଭ ନାହିଁ,, କଂଗ୍ରେସ୍ ଦଳରେ ସାମିଲ ହୁଅନ୍ତୁ କଂଗ୍ରେସ୍ comming 2029
All things change with time
ସତକଥା।
Samaya kahiba
They need a strong face to create another regional party. Pradeep panigrahi & Aparajita can be that face.
ନବିନ ବିଜୟ ମହାପାତ୍ର ଙ୍କୁ ନାତ ମାରିଲା ତାର ଯୋଗ୍ୟ ପୁତ୍ର ବାପା ର ଭୁଲ କହି ନବୀନ ର ସରନ୍ ପଶି mla hela
Biju.ligasi.bina.vote.nahi.
It does not matter whoever rules over Odisha.The gap between the haves and haves-not must be narrow on the lines of The USA.
No. Personan will dedicated their vote to anchalika dal
ବିଜୟ ମହାପାତ୍ର ସଫଳ ହେବେ ବୋଲି ବିଶ୍ୱାସ ହେଉନାହିଁ. ଅତୀତରେ ଓଡିଶା ଗଣ ପରିଷଦ ନାମରେ ଏକ ଦଳ ଗଢ଼ିଥିଲେ. କଣ ହେଲା ଆପଣମାନେ ଜାଣିଛନ୍ତି. BJP ବିଜୟ ବାବୁଙ୍କୁ ବିଶ୍ୱାସ କୁ ନେଲାନାହିଁ. ଏହାର ରହସ୍ୟ ବିଜୟ ବାବୁ ଜାଣିଥିବେ. ତେଣୁ ସମୟ ହିଁ କହିବ ଆଗକୁ କଣ ଘଟିବ.ଏସବୁ ପାଣ୍ଡିଆନ ର ଗୋଟି ଚାଳନା. ଅରୁଣ ସାହୁ is a flop person. So wait.
Mohapatrababoo nka janma nakshatra ku Bjd emti paltei dei chhanti tanka dwara au saga sijhibani. Sia jou dala dharibe vangiba nischita . Ajatha chesta karantuni tanka pachhare jia godeibe sia b budibe .
ଏମାନେ କଣ ଓଡିଶା ର ଠିକା ନେଇଛନ୍ତି ଯାହା ଚାହିଁ ବେ ଓଡିଶା ବାସୀ ମାନିନେବେ
ଏଗୁଡ଼ାକୁ ଗୋଡେଇ ଗୋଡେଇ ଯେଉଁଠି ଦେଖିବ ମାଡ଼ ଆଉ ଏମାନଙ୍କ ସମ୍ପତ୍ତି କୁ ଯୋର ଜବରଦସ୍ତ ଛଡେଇ ନେଲେ ରଙ୍ଗ ଛାଡ଼ିଯିବ
.😊😊😊😅
Nuadall kari gotebi MLA seat kiti patibenahi dekh kn hauchhi kintu nahin babu ku kehi chhadamahi
No MLA with Bobby. U are dreaming. Bobby is only servant of Pandian. No MLA will come with KRITADAS. Mind it.
Boby Is A Good Servant Poor Master.
ବାର୍ତ୍ତମାନ ଆପଣ କାର କ୍ରୀତଦାସ ହୋଇ ଏପରି ପେଳପୁରା ଚାଟୁକାରିତା କରୁଛ ଟିକେ କହୁନା
ଆଜିର episode ଦେଖନ୍ତୁ ଜାଣିଯିବେ
Jaha heba after Naveen Patnaik. Apanka munda bindha Kan pain?
Janaki.pattanaik.sangare.chora.pirati.kahaku.achhapa.nahi
ହେ ମୋର କ୍ରୀତଦାସ ସାମ୍ବାଦିକ, ତୁମେ କାହାଠାରୁ କେତେ ଅନୁଗ୍ରହୀତ ହୋଇ କାହାର କିଣା ଚାକର ସାଜିଛ ଟିକେ କହିବେ କି। ଦୀର୍ଘ 6 ମାସ ହେଲା ସବୁଦିନ ବିଜେଡି ଭାଙ୍ଗି ଭାଙ୍ଗିବ କହି ହେଉଛ, ହେଲେ ଭାଙ୍ଗୁ ନାହିଁ। ଏବେ କଣ ଗୋଟିଏ ନୂଆ ଦଳ ଗଠନ କରୁଛ। କାହିଁକି ଲୋକଙ୍କୁ ଏମିତି ଗୁଲି ଗପ ସୁନାଉଛ। ରୁବେନ ବାନାର୍ଜୀ ଭଳିଆ ଗୋଟିଏ କାହାଣୀ ବହି ଲେଖ, ଭଲ ବିକ୍ରି ହେବ।
ତୁମକୁ ଦେଖା ଯାଉନି କି । bjd ପରା ସବୁଦିନେ ଭାଙ୍ଗୁଛି!
ବିଜେଡି ଭାଙ୍ଗି ଗଲେ ସାଧାରଣ ଓଡ଼ିଆ ଲୋକଙ୍କର କଣ ଲାଭ ହେବ। 6 ମାସରୁ ଉର୍ଦ୍ଧ୍ବ ହେଲା ଗୋଟିଏ ଅପାରଗ ସରକାରଙ୍କୁ ଆମେ ଦେଖି ଆସୁଛୁ। ରାଜନୀତିରେ ସବୁବେଳେ କେହି ନା କେହି କ୍ରୀତଦାସ ରହି ଆସିଛନ୍ତି। କିନ୍ତୁ ସାମ୍ବାଦିକତା ଏତେ ନିମ୍ନ ସ୍ତରକୁ ଯାଇ ନଥିଲା ଯାହା ଏଇ କିଛି ଦିନ ହେଲା ହୋଇ ଆସୁଛି। ସରକାରଙ୍କୁ ପ୍ରଶ୍ନ ପଚାରିବା ସାମ୍ବାଦିକତାର ପ୍ରଥମ କାର୍ଯ୍ୟ। ଅଥଚ ଏବେ ବିରୋଧୀ ଉପରେ ପ୍ରଶ୍ନ କରା ଯାଉଛି। ଚାଟୁକାରିତା ର ଗୋଟେ ସୀମା ଥାଏ।
To gandi kana pai fatuchi 😅😅😅😅
Tata magia sabujana Banda chanal tarcha banda
ଓଡ଼ିଶାରେ ଏକମାତ୍ର ସ୍ୱାଭିମାନୀ ନେତା ବିଜୟ ମହାପାତ୍ର ଥିଲେ କିନ୍ତୁ ଯେଉଁଦିନ ସେ ତାଙ୍କ ପୁଅକୁ ନବୀନ ପଟନାୟକ ପାଦତଳେ ଲୋଟେଇଦେଲେ ସେହିଦିନ ତାଙ୍କ ସ୍ୱାଭିମାନ ଚୁଲିରେ ପଡିଗଲା !
☀️ Absolutely Correct 💯
ନାହିଁ ଭାଇ।ବର୍ତ୍ତମାନ ମଧ୍ୟ ସାନବିଜୁ ( ବିଜୟ ମହାପାତ୍ର) ଜଣେ ସ୍ଵାଭିମାନୀ ନେତା ଏବଂ PC କାରବାରରୁ ନିବୃତ ବ୍ୟକ୍ତି।
ବିଜୟ ଜଣେ ସ୍ବାର୍ଥ ବାଦି କ୍ଷମତା ଲୋଭି ସ୍ୱାଭିମାନ ହିନ ଲୋକ ଆଉ କିଛି କରିପାରିବେନି
Sathika Akalana.Sundar Upastapana.🙏
ବର୍ତ୍ତମାନର ବିଜୟ ବାବୁ ଅତୀତ ବିଜୟ ବାବୁଙ୍କ ଭିତରେ ବହୁ ଫରକ......
ନବୀନଙ୍କ ଭବିଷ୍ୟତ ବିଷୟରେ ଓଡ଼ିଶା ବାସି କାହଁକି ଭାବିବେ ନବୀନ କଣ ମୁଣ୍ଡି ବାବୁଙ୍କୁ ଲୋକ ଯେଉଁ ସ୍ନେହ ଶ୍ରଦ୍ଧା ଦେଇ ଗାଦିରେ ବସାଇଲେ ବାବୁ ତାର ପ୍ରତିବଦଳରେ କଣ କଲେ ଓଡ଼ିଆ ଲୋକଙ୍କୁ ଘୃଣା କଲେ ଓ ତାମିଲ ପାଣ୍ଡୁ ହାତରେ ଓଡିଶାକୁ ଟେକିଦେଇ ଘରେ ଶୋଇଲେ ତେଣୁ ଓଡ଼ିଆ ଲୋକ ନବୀନକୁ ତାର ପ୍ରକୃତ ସ୍ଥାନ ଦେଖାଇଛନ୍ତି
ଦାମ ବାବୁ ନବୀନକୁ ପ୍ୟାରୀ ବାବୁଙ୍କ ବିଦ୍ରୋହରୁ ବଞ୍ଚାଇଥିଲେ ତାର ପ୍ରତିବଦଳରେ ପାଇଲେ କଣ ନଂ ପାଣ୍ଡୁ ଯେତେବେଳେ ଦାମ ବାବୁଙ୍କୁ ଅପମାନିତ କରି ବାହାର କଲା ନବୀନ ବସିକି ମଜା ଦେଖିଲା ଦାମ ବାବୁ ସ୍ପଟବାଦୀ ଲୋକ କଣ ତାଙ୍କର ଭୁଲ ଥିଲା
Bipin Bhai ur adress is very bold and truthful Congratulations
ଯେତେ ହେଲେବି ଏ କା ଗଛର ଫଲ୍ ବାଜେ ଥଲ ଥଲ,,,,,,
ବିଜେଡିର କ୍ଷୟ ନବୀନ ବାବୁଙ୍କ ଆଉ ସମୟ ନାହିଁ କଂଗ୍ରେସ ଓ ବିଜେପି କେବଳ ପ୍ରତିଦ୍ବନ୍ଦୀ ରହିବେ ଆଉ ଆଞ୍ଚଳିକ ଦଳକୁ ଲୋକେ ଗ୍ରହଣ କରିବେ ନାହିଁ
ବିଜୟ ମହାପାତ୍ର ଅତି ଉତ୍ତମ ରାଜନୈତିକ ଦକ୍ଷ୍ୟନେତା ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ନିଜର ଦଳଚିହ୍ନଶଙ୍ଖ ପାଇ ବିଜେଡି ଦଳକୁ ବିଜୁବାବୁଙ୍କ ନାମକୁ ରକ୍ଷ୍ୟା ହେଉ😮
Agnya upasthapana bahut vala lagila. Kintu aha kete sambhaba. Kete loka amananku grahan karibe samayaku apekhya
BJD jindabad. Jay Naveen sir 🙏
କ୍ରିତଦାସ ଯଦି ଏକନାଥ ସିନ୍ଧେ ହେବେ
ଉଦ୍ଧବ ଠାକରେ କିଏ ....... କ'ଣ ନବୀନ ?
ତେବେ ବିଜୟ କ'ଣ ..... ଶରତ ପାୱାର ?
nice political episode
Regional Party is dangerous for Unity and Intigrity of Nation
ବିଜୟ ମହାପାତ୍ର ରାଜ ଦଳ, ଓଡ଼ିଶାବାସୀ 1% ପସନ୍ଦ କରୁନାହାନ୍ତି
ବିଜୟ ପୂର୍ବରୁ ନୂଆ ଦଳ କରି ବିଫଳ ହୋଇଥିଲେ। ହୁଏତ ବବି ଙ୍କ ହାତ ରେ କିଛି ଲୋକ ଅଛନ୍ତି କାରଣ ପଇସା ତାଙ୍କ ପାଖରେ ଅଛି।
Thanks
ମନଗଢା କାହାଣୀ ଓଡ଼ିଆ ଲୋକସବୁଯାଣିଛନ୍ତି
ସୁନ୍ଦର ଉପସ୍ଥାପନା । ବିଜୟ ମହାପାତ୍ର ଙ୍କ ଭଳି ସ୍ଵାଭିମାନୀ ନେତା ଓଡ଼ିଶାରେ କେହି ନାହାନ୍ତି।
Thile....
Bijay Mahapatra is a great betrayal and great hypocrite.
+ebe kan nahanti@@pravatkumarpatra8158
ନୂଆ ଦଳ ଗଢିଲେ କିଛି ଲାଭ ନାହିଁ,, କଂଗ୍ରେସ୍ ଦଳରେ ସାମିଲ ହୁଅନ୍ତୁ କଂଗ୍ରେସ୍ comming 2029
All things change with time
ସତକଥା।
Samaya kahiba
They need a strong face to create another regional party. Pradeep panigrahi & Aparajita can be that face.
ନବିନ ବିଜୟ ମହାପାତ୍ର ଙ୍କୁ ନାତ ମାରିଲା ତାର ଯୋଗ୍ୟ
ପୁତ୍ର ବାପା ର ଭୁଲ କହି ନବୀନ ର ସରନ୍ ପଶି mla hela
Biju.ligasi.bina.vote.nahi.
It does not matter whoever rules over Odisha.The gap between the haves and haves-not must be narrow on the lines of The USA.
No. Personan will dedicated their vote to anchalika dal
ବିଜୟ ମହାପାତ୍ର ସଫଳ ହେବେ ବୋଲି ବିଶ୍ୱାସ ହେଉନାହିଁ. ଅତୀତରେ ଓଡିଶା ଗଣ ପରିଷଦ ନାମରେ ଏକ ଦଳ ଗଢ଼ିଥିଲେ. କଣ ହେଲା ଆପଣମାନେ ଜାଣିଛନ୍ତି. BJP ବିଜୟ ବାବୁଙ୍କୁ ବିଶ୍ୱାସ କୁ ନେଲାନାହିଁ. ଏହାର ରହସ୍ୟ ବିଜୟ ବାବୁ ଜାଣିଥିବେ. ତେଣୁ ସମୟ ହିଁ କହିବ ଆଗକୁ କଣ ଘଟିବ.
ଏସବୁ ପାଣ୍ଡିଆନ ର ଗୋଟି ଚାଳନା. ଅରୁଣ ସାହୁ is a flop person. So wait.