ରାହୁଲଙ୍କୁ ଧୋଇଦେଲେ ସମ୍ୱିତ | BJP MP Sambit Patra | Rahul Gandhi | Parliament Session | Odisha Reporter

แชร์
ฝัง
  • เผยแพร่เมื่อ 1 ก.ค. 2024
  • ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ଧୋଇଦେଲେ ପୁରୀ ସାଂସଦ ସମ୍ୱିତ ପାତ୍ର। କହିଲେ, ମୁଁ ହିନ୍ଦୁ, ହିଂସ୍ର ନୁହେଁ। ଏହା ଜଗନ୍ନାଥ ଧାମରୁ କେମିତି ଲୋକତନ୍ତ୍ରର ଆରମ୍ଭ ହୋଇଥିଲା, ବୁଝାଇଥିଲେ ସମ୍ୱିତ ପାତ୍ର।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #SambitPatra #RahulGandhi #parliament #odisha #news #odishareporter

ความคิดเห็น • 1.5K

  • @brundabanmandika5298
    @brundabanmandika5298 5 วันที่ผ่านมา +530

    ଧନ୍ୟବାଦ୍ ସାର୍ ଆପଣ ଆମ ଜଗନ୍ନାଥଙ୍କ ବିଷୟ ରେ ଲୋକସଭା ରେ ଏହି କଥା ଉଠାଇ ଥିବାରୁ ବହୁତ ବହୁତ ଧନ୍ୟବାଦ୍।

    • @manojkumardas200
      @manojkumardas200 4 วันที่ผ่านมา +10

      Jagannath katha world janilani ea eathi kau bada kama karuni

    • @ytbikash3074
      @ytbikash3074 4 วันที่ผ่านมา +10

      ​@@manojkumardas200Thik kotha pura.... Jagannath ku neiki Rajoniti karuchi sola Bjp

    • @Msd588
      @Msd588 4 วันที่ผ่านมา

      Rahul ku bujhau thila loktantra kahaku kuha jaye​@@ytbikash3074

    • @PravatSahoo-ch3pc
      @PravatSahoo-ch3pc 4 วันที่ผ่านมา +13

      @@ytbikash3074 are bhinoi sunu se para Puri ra MP jagannath ka katha kahibani ka BJD ra sarthi baba Katha kahi ba 🧟👈😂😜

    • @BankiaBachhar
      @BankiaBachhar 4 วันที่ผ่านมา +1

      Mo bhalo loka se

  • @VIVEKODIA9938
    @VIVEKODIA9938 5 วันที่ผ่านมา +312

    ଧନ୍ୟବାଦ ସମ୍ବିତ ବାବୁ, ଆମ ଉତ୍କଳ (ଓଡିଶା )ରୁ ନିର୍ବାଚିତ ହୁଇ ଲୋକସଭା ରେ ଏମିତି ପାଠ ପଢ଼େଇ ଥିବାରୁ ଜୟ ଜଗନ୍ନାଥ

    • @TECHNO_TOOLS537
      @TECHNO_TOOLS537 3 วันที่ผ่านมา +1

      perfect logo ku patha jaichi agaku dekha kan heba

  • @r.naik.haribol
    @r.naik.haribol 4 วันที่ผ่านมา +161

    ଗର୍ବ ରେ କହୁଛି ମୁଁ ହିନ୍ଦୁ 🙏ଜୟ ଜଗନ୍ନାଥ 🙏🚩ଜୟ ସନାତନ

    • @sukantasahoo3973
      @sukantasahoo3973 4 วันที่ผ่านมา

      @@r.naik.haribolmu b hindu boli garba anubhab kare

    • @ManchanBarin
      @ManchanBarin 2 วันที่ผ่านมา

      Shame on you

    • @PYTHON663
      @PYTHON663 วันที่ผ่านมา

      Jay Shree Ram ❤

    • @Rajibacharya17
      @Rajibacharya17 วันที่ผ่านมา

      Aare bhai rahul gandhi kichhi bhul kahini.. Ae bjp wala au godi media tama ku mislead karuchi

    • @PramodSingh-bk2gj
      @PramodSingh-bk2gj 6 ชั่วโมงที่ผ่านมา

      ​Ame sunichu ... Rahul ra Katha upare control nahi . Aita sata katha . Au jou congress Ramachandra nka upare question kari thila seman nku upare bharasa kn Kariba . Sabu bele hindu birodhi congress ​@@Rajibacharya17

  • @swayamprava11
    @swayamprava11 4 วันที่ผ่านมา +115

    ପୁରୀ ର ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ..ସେମାନେ ସମ୍ବିତ୍ ପାତ୍ର ଙ୍କୁ ଭୋଟ ଦେଇ ଥିବାରୁ ସେ ଆମ ଓଡ଼ିଶା ର ପ୍ରତିନିଧି କରି ପାରୁଛନ୍ତି ସାଂସଦ ରେ🙏🏽🙌

    • @yt_activity_07
      @yt_activity_07 วันที่ผ่านมา

      Bhai hua kahuchi jagarnath modi nka bhakta tanku vote dee tame bahut punya Kari deecha ayodhya ke log toh ase badnam hai dogle toh hamare Puri ke log hai

  • @newstarsvision7754
    @newstarsvision7754 5 วันที่ผ่านมา +269

    Wow super speech sambit ji 🙏.ଆଜି ଗର୍ବ ଲାଗୁଛି ଆମେ ଓଡଶା ର ବୋଲି । ଜୟ ହିନ୍ଦ।। ଜୟ ଭାରତ।। ଜୟ ଜଗନ୍ନାଥ🙏

    • @santoshkumarsahu6586
      @santoshkumarsahu6586 5 วันที่ผ่านมา +2

      ❤️🙏❤️ Jay Sri Jagannath ❤️🙏🌺🙏❤️ Nice Coment ❤️🙏🌺🙏❤️

    • @shaswatrath1594
      @shaswatrath1594 5 วันที่ผ่านมา +3

      Bala speech... Sala odisha ra reputed vadra chora

    • @rudrapratap830
      @rudrapratap830 5 วันที่ผ่านมา +6

      ​@@shaswatrath1594 କଣ ଚୋରି କରିଛନ୍ତି କୁହ ତ ଟିକେ ??

    • @bmusic9646
      @bmusic9646 5 วันที่ผ่านมา

      ବେକାର କୋଥା

    • @shaswatrath1594
      @shaswatrath1594 5 วันที่ผ่านมา +1

      @@rudrapratap830 aama area ra kichi govt au private land pakha pakhi thila . Sabu ku collector officer nku lagei hadap karichi. Sadharana loka ku ta prapya b delani

  • @susantasahoo9544
    @susantasahoo9544 5 วันที่ผ่านมา +205

    ଧନ୍ୟବାଦ ସମ୍ବିତ୍ ବାବୁ ମୋ ଲୋକସଭା ପୁରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି ।

    • @deepakdilla6392
      @deepakdilla6392 5 วันที่ผ่านมา +6

      Sambit Patra Jia ki kuhanti PM Modi ra bhakta Mahaprabhu Jagannath

    • @tapasswain3231
      @tapasswain3231 5 วันที่ผ่านมา +6

      ​@@deepakdilla6392Tapare sie bhul magithile ,but Pratap dev jou kahithila Nabin patnayak nku Jaganath sethipain sie bhul maginathila

    • @chandrasekhar6332
      @chandrasekhar6332 5 วันที่ผ่านมา

      Bhai lo se Bhul re kahi deithile​@@deepakdilla6392

    • @Chiranjeeb_Choudhury
      @Chiranjeeb_Choudhury 4 วันที่ผ่านมา +4

      ​@@tapasswain3231 Khali se jane nuha bhai Odisha ra Jagannatha Naveen Patnaik boli bahut jana BJD karmi agaru kahichhanti. Kehi bhul maginahanti.

    • @tapasswain3231
      @tapasswain3231 4 วันที่ผ่านมา +2

      @@Chiranjeeb_Choudhury Bujhi paruni loka kemiti kichi Question pacharu nahanti semanku jou mane ate thara jaganath nku Nabin patnayak boli kuhanti aau kebe kehi lokanku ta chada ,Swayam Jaganath nku bi khyma prathana kari nahanti.

  • @jyotsnamahapatra6349
    @jyotsnamahapatra6349 4 วันที่ผ่านมา +45

    ଏମିତି ନେତା ଆମ ଓଡ଼ିଶାରେ ଥିବାରୁ ଆମେ ଗର୍ବରେ ମଥା ଟେକି କହିବା ଜୟଉତ୍କଳ ଜୟ ଜଗନ୍ନାଥ ।

  • @BhagirathaPrusty-yd4tj
    @BhagirathaPrusty-yd4tj 4 วันที่ผ่านมา +44

    ଓଡ଼ିଶାର ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କ ମଧ୍ୟରେ ପୂରୀ ସାଂସଦ ସମ୍ବିତ ପାତ୍ର ଅନ୍ୟତମ।ସେ ଜଗନ୍ନାଥଙ୍କ ଦୂତ ହିସାବରେ ସାଂସଦ କୁ ଯାଇଛନ୍ତି, ରାହୁଲ ଗାନ୍ଧୀ ଭଳି ପଠାଣ କୁ ଉଚିତ ଜବାବ ଦେବା ପାଇଁ ❤❤❤

  • @saradaprasadmohapatra7640
    @saradaprasadmohapatra7640 5 วันที่ผ่านมา +182

    ପୂର୍ବରୁ ପାରଲିଆମେଣ୍ଟ ରେ ଏହି ପରି ବକ୍ତବ୍ଯ ରଖି ପାରୁ ଥିବା ଓଡ଼ିଆ ବୋଧହୁଏ କେହି ନ ଥିଲେ। ଅଧିକାଂଶ member କେବଳ ଉପସ୍ଥାନ ପକାଇ ଆସୁଥିଲେ। parliamentରେ ଏହିପରି ଉପସ୍ଥାପନ କରିପାରୁଥିବା ଲୋକ ମାନଙ୍କୁ ଆମେମାନେ ନିରବାଚିତ କରିବା ଉଚିତ୍।

  • @gourangakar4729
    @gourangakar4729 5 วันที่ผ่านมา +125

    ଯେଉଁ ଓଡ଼ିଆ ମାନେ ଅପରାଜିତା ଙ୍କୁ ବିରୋଧ କରୁଛନ୍ତି ହୁଏତ ଏହି ଭାଷଣ ଶୁଣି ନଥିବେ ବା ବୁଝି ପାରି ନ ଥିବେ।

  • @dipunsinghsamanta5544
    @dipunsinghsamanta5544 3 วันที่ผ่านมา +32

    ବହୁତ ବହୁତ ଧନ୍ୟବାଦ ପୁରୀ ବାସୀ... ଏଭଳି ସାଂସଦକୁ ଚୟନ କରିଥିବାରୁ... 🙏❤️
    ଜୟ ଜଗନ୍ନାଥ 🙏🙏🙏🔥

  • @santoshkrishna9913
    @santoshkrishna9913 4 วันที่ผ่านมา +40

    ପାତ୍ର ସାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ବକ୍ତବ୍ୟ ରଖିଥିବା ରୁ..... ସନାତନ ସଂସ୍କୃତି ଆଉ ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ.... ଜିବେ ଦୟା ହେଉଛି ସନାତନ ସଂସ୍କୃତି ପ୍ରତୀକ.... ଜୟ ଜଗନ୍ନାଥ... 🚩🚩🚩

  • @manoranjanjena6161
    @manoranjanjena6161 5 วันที่ผ่านมา +85

    ଯଦି ସଚୋଟ ହିନ୍ଦୁ ହୋଇଥିବେ ତାହେଲେ ନିଜ ଜୀବନ ଚାଲିଯାଉ ପଛେ କେବେବି କଂଗ୍ରେସ କୁ ଭୋଟ ଦିଅନ୍ତୁ ନାହିଁ ବିଶେଷ ଭାବେ ରାହୁଲ ପଠାଣ ଯେଉଁଭଳି କହିଲା ଯେ ଯିଏ ହିନ୍ଦୁ ହୋଇଥିବ ସେ ଗୋଟିଏ ହିଁଶୃକ ଯାହା ହିନ୍ଦୁଧର୍ମକୁ କୁଠାର ଘାତ ସହ ସମାନ ଯଦି ଏତେ ପ୍ରବଚନ ଦେଉଛି ଗୋଟିଏ ଥର ଶୁଣିଛନ୍ତି ମୁସଲମାନ ବିରୋଧରେ କହିବା କ'ଣ ସେମାନେ ସତୀ ସାବିତ୍ରୀ ଆଉ ହିନ୍ଦୁମାନେ ବେଧ ଯେଉଁ ଧର୍ମ ଅଶୁର ସହ ସମାନ ଖାଲି ଯେତେବେଳେ ଦେଖ ନୃଶଂସ ଭାବେ ଆକୁ ତାକୁ ହତ୍ୟା କରିବା ଆଉ ବିଶେଷ ଭାବେ ନାସିର୍ଉଦନ୍ ଓଏସି ଯେଉଁଭଳି ଭାବରେ ଶପଥ ଗ୍ରହଣ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ କୋଉଠି ଥିଲା ରାହୁଲ ପଠାଣ କଣ ଶୋଇ ପଡ଼ିଥିଲା ସେ ବିଷୟରେ ପଦେ କହିଲାନି ତେଣୁ ସମସ୍ତ ହିନ୍ଦୁ ମାନଙ୍କୁ ଅନୁରୋଧ କରୁଛି ରାଜନିତୀ କର କିନ୍ତୁ ପ୍ରଥମେ ନିଜ ଧର୍ମ କୁ ଦେଖା

  • @bikramroutaray935
    @bikramroutaray935 5 วันที่ผ่านมา +104

    ହିନ୍ଦୁ ଭାଇ ମାନେ ଏକତା ରହୁ ଆଗକୁ ପଠାଣ ଙ୍କ ଉତ୍ପାତ ବଢିବ ଏବେଠୁ ତାଙ୍କୁ ସାବଡ଼ କରିବା.. ଜୟ rss ଜୟ ହିନ୍ଦୁ ଜୟ ବିଜେପି.

    • @khagasethy4002
      @khagasethy4002 4 วันที่ผ่านมา +1

      Right

    • @ZERO_TOHERO
      @ZERO_TOHERO 4 วันที่ผ่านมา +1

      No

    • @Sudhansu_Sekhar6371
      @Sudhansu_Sekhar6371 4 วันที่ผ่านมา +1

      Aagaku na pacha ku

    • @trus-ant07
      @trus-ant07 4 วันที่ผ่านมา +1

      Balasore re danga start b helani .... Be ready boys

    • @LovelyScenery-vr9pv
      @LovelyScenery-vr9pv 4 วันที่ผ่านมา

      Bou bia re dam achi magia

  • @BantiJena415
    @BantiJena415 4 วันที่ผ่านมา +40

    ମୁଁ ପ୍ରଭୁ ଜଗନ୍ନାଥଙ୍କ ମାଟିରେ ହିନ୍ଦୁ ଭାବରେ ଜନ୍ମ ନେଇଥିବାରୁ ମୁଁ ନିଜେ ଗର୍ବ ଅନୁଭବ କରୁଛି ଜୟ ଜଗନ୍ନାଥ 🙏🚩⚔️ ଜୟ କଳିଙ୍ଗ ⚔️

  • @chitaranjanmohanty6485
    @chitaranjanmohanty6485 4 วันที่ผ่านมา +19

    ସମ୍ବିତ ସାର୍ ମୁଁ ମୋର ଭୋଟ ଟି ଆପଣଙ୍କୁ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି 🙏

  • @sukantasahoo3973
    @sukantasahoo3973 5 วันที่ผ่านมา +123

    ଯେଉଁ ରାଜନେତା ମାନେ ହିନ୍ଦୁ ଙ୍କୁ ବିରୋଧୀ ସେମାନଙ୍କୁ ଆମ ହିନ୍ଦୁ ସମର୍ଥନ କରିଛନ୍ତି।। ଏତେ ସାହସ କରିବ । ଜାଗ୍ରତ ହୁଅ ହିନ୍ଦୁ।।

    • @chetakicineproduction1642
      @chetakicineproduction1642 5 วันที่ผ่านมา

      Balo hebe ....... advance ago tume pochore rahibo

    • @JhanTadingi
      @JhanTadingi 4 วันที่ผ่านมา

      Don't you have sence to say politics leader's are not against of Hindu

    • @BankiaBachhar
      @BankiaBachhar 4 วันที่ผ่านมา

      Mo balo 😂loka se

    • @ashirbadsahoo9237
      @ashirbadsahoo9237 3 วันที่ผ่านมา +1

      Rahul ji ka pura bhasan suno koun kya kaha pata chal jayega.

    • @senasanta2226
      @senasanta2226 3 วันที่ผ่านมา

      Ame jati nithi dekuna bai

  • @jagannathojha9448
    @jagannathojha9448 5 วันที่ผ่านมา +54

    ସମ୍ବିଦି ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @ganeswarpatra1556
    @ganeswarpatra1556 4 วันที่ผ่านมา +17

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
    ଜଗତର ମଙ୍ଗଳ ହେଉ ପ୍ରଭୂ।ସନାତନ ଧର୍ମକୁ ବିକୃତ କରି ପବିତ୍ର ସଦନରେ ମତ୍ତ ରଖିଥିବା ରାହୁଲ ଗାନ୍ଧୀ ଙ୍କ ପତ୍ତନ ନିଶ୍ଚିତ।

  • @bibhutisahu4204
    @bibhutisahu4204 4 วันที่ผ่านมา +10

    ହିଂସା ତ କଂଗ୍ରେସ କରେ, ହିନ୍ଦୁମାନେ କେବେ ହିଂସା କରନ୍ତିନି, କେବଳ ସହନ୍ତି, କାଶ୍ମୀର ରେ ମୁସଲମାନ ମାନେ ଆତଙ୍କବାଦ କରନ୍ତି, ହିନ୍ଦୁ ମାନଙ୍କୁ ପିଟି ମାରି ତଡି ଦେଲେ, ହଜାର ହଜାର ହିନ୍ଦୁ ଙ୍କୁ ହାଣି ଦେଲେ, ସେତେବେଳେ କଂଗ୍ରେସ ପଠାଣ ମାନଙ୍କ ପାଇଁ କିଛି ପଦକ୍ଷେପ ନେଇ ନ ଥିଲେ

  • @Pinkyswain9862
    @Pinkyswain9862 5 วันที่ผ่านมา +77

    Excellent speech

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา +6

    ପୁରୀର ପ୍ରତିଟି ଲୋକ ପ୍ରଭୁଙ୍କ ଅବତାର ସେମାନଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,ଆଃହା ।ସମ୍ବିତ୍ ପାତ୍ର ଙ୍କୁ ଲୋକସଭାକୁ ପଠାଇ ଥିବାରୁ ,ଆମ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ପାଈଁ କଣ ନ କହିଲେ ?

  • @ashwininayak1773
    @ashwininayak1773 4 วันที่ผ่านมา +13

    ଜୟ ଜଗନ୍ନାଥ 🙏🏽 ହିନ୍ଦୁ ଏବଂ ସନାତନ ପାଇଁ ମୁଁ ଗର୍ବିତ ଆଉ ମୋ ସ୍ୱାଭିମାନ l ଧନ୍ୟବାଦ ସମ୍ବିତ ମହାପାତ୍ର sir l

  • @gudunayak3501
    @gudunayak3501 3 วันที่ผ่านมา +6

    ଜୟ ଜଗନ୍ନାଥ ଏକା ଓଡ଼ିଆ ଟୋକା ସାରା ପାଗଳ କଂଗ୍ରେସ ଉପରେ ଭାରି 😅

  • @arabindapandab746
    @arabindapandab746 5 วันที่ผ่านมา +49

    Excellent, Proud of Odisha

  • @babulusahu9826
    @babulusahu9826 5 วันที่ผ่านมา +49

    Best reply to pappu and her😂😂team

    • @surjyakantabehera3057
      @surjyakantabehera3057 4 วันที่ผ่านมา

      Bhai odia re kahi nia on pain se bideshi bhasa ra ma bhauni karuchu

    • @jitenkumarrout3303
      @jitenkumarrout3303 3 วันที่ผ่านมา

      ​@@surjyakantabehera3057Don't you understand the sarcasm ?

  • @harapriyabijuli9239
    @harapriyabijuli9239 3 วันที่ผ่านมา +5

    ଧନ୍ୟ ଧନ୍ୟ କଳିଙ୍ଗ ପୁତ୍ର ସମ୍ବିତ୍ ଭାଇ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🚩🚩🚩🚩🚩🚩🚩

  • @SnehalataPradhan-gw1lc
    @SnehalataPradhan-gw1lc 2 วันที่ผ่านมา +3

    ଧନ୍ୟବାଦ ପୁରୀର ସାମନ୍ତ ଭାଇ ଭଉଣୀ ମାନଙ୍କୁ ଏମିତି ସାଂସଦ ବାଛିଥିବାରୁ 🙏🙏🙏🙏

  • @kcdaspresents9811
    @kcdaspresents9811 5 วันที่ผ่านมา +34

    Very good line speech by mr, sambit patra."mein Hindu hun parantu hinsak nahin hun". Jay Jagannath ❤❤❤

  • @Sahoo983
    @Sahoo983 5 วันที่ผ่านมา +25

    ବହୁତ ଗୁରୁତ୍ବପୁର୍ଣ କଥା ରାହୁଲ ଗାନ୍ଧୀ ଆଉ କେବେ ହିନ୍ଦୁ ଧର୍ମ ବିଷୟ ରେ କହିବେନି

    • @ashirbadsahoo9237
      @ashirbadsahoo9237 3 วันที่ผ่านมา +1

      Karan BJP Bala natak karibare dhurandhar.

    • @Sahoo983
      @Sahoo983 3 วันที่ผ่านมา +1

      @@ashirbadsahoo9237 ଆରେ ତୁମେ କଣ
      ମୁସଲିମ ସମ୍ପ୍ରଦାୟର

    • @incredibleworld2712
      @incredibleworld2712 3 วันที่ผ่านมา

      Ya bapa Muslims 😂😂😂😂😂​@@ashirbadsahoo9237

    • @binayakumarsethi6114
      @binayakumarsethi6114 2 วันที่ผ่านมา

      ପାକିସ୍ତାନ ପ୍ରେମ ପୁରା ଭରିକି ରହିଛି କ୍ରୀତଦାସ ମାନଙ୍କ ଠାରେ

  • @harishchandrahimirika1883
    @harishchandrahimirika1883 4 วันที่ผ่านมา +10

    ଦାନ୍ୟବାଦ ସାର ଆମ ଓଡି଼ଶା ର ବୀରପୁତ୍ର ସଂବିତ ସାର ଦାନ୍ୟ ଦାନ୍ୟ ଜୟ ହିନ୍ଦୁ

  • @santalientertainment7653
    @santalientertainment7653 2 วันที่ผ่านมา +3

    ଧନ୍ୟବାଦ ସମ୍ବିତ ପାତ୍ର ଆମ ଓଡ଼ିଶା, ଆମ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଦେଶ ବାସୀଙ୍କ ଆଗରେ କହିଥିବାରୁ

  • @sudhirabhoi1
    @sudhirabhoi1 5 วันที่ผ่านมา +20

    ଧନ୍ୟବାଦ ସମ୍ବିତ୍ ସାର 🎉🎉🎉

  • @lijapintu1438
    @lijapintu1438 5 วันที่ผ่านมา +19

    Odisha ka tiger🐯 ❤ Hindu he ham 🙏🚩🚩

  • @bijayapradhan2
    @bijayapradhan2 3 วันที่ผ่านมา +6

    ବହୁତ ଗର୍ବିତ ସ୍ୱାଧୀନତା ପରେ ଜଣେ ଖାଣ୍ଟି ଓଡ଼ିଆ ପୁଅ, ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ ଏତେ ସୁନ୍ଦର କଥା ଉପସ୍ଥାପନା ଭାରତୀୟ ସାଂସଦ ରେ କରିଥିବାରୁ, ବହୁତ ବହୁତ ଧନ୍ୟବାଦ,

  • @pradeeppattnayak.1894
    @pradeeppattnayak.1894 2 วันที่ผ่านมา +4

    ବହୁତ ବଢିଆ କଥା କହିଲେ,ଜଗନ୍ନାଥ ସଂସ୍କୃତି, ସନାତନ ସଂସ୍କୃତିର ମହତ୍ତ୍ବକୁ ସଂସଦରେ ଉପସ୍ଥାପନ କରି ବିରୋଧୀଙ୍କ ପାଟି ଚୁପ୍ କରିଥିବା ଯୋଗୁଁ ଆପଣ ଧନ୍ଯବାଦର ପାତ୍ର ଅଟନ୍ତି।ଜୟ ଜଗନ୍ନାଥ ।

    • @rockingstar2074
      @rockingstar2074 วันที่ผ่านมา

      ପ୍ରକୃତ ରେ devopement ଦେଖ ଭାଇ

    • @rockingstar2074
      @rockingstar2074 วันที่ผ่านมา

      ସନାତନୀ ସନାତନୀ କଣ ଲୀଳା ଚଳେଇଚ।

  • @NRana90
    @NRana90 5 วันที่ผ่านมา +18

    We Odisha people proud of u sir

  • @Preetilifestyle143
    @Preetilifestyle143 5 วันที่ผ่านมา +27

    I am proud of you 🥰ame sabu odisha basi apanka sahita achu 😢😢😢

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา +4

    ଏ ଦୁନିଆଁର ସର୍ବ ଶ୍ରେଷ୍ଠ ସାଂସଦ ଭାବରେ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ମୋ ପ୍ରିୟ ସାଂସଦଙ୍କୁ ।

  • @binayakumarsethi6114
    @binayakumarsethi6114 2 วันที่ผ่านมา +2

    ଧନ୍ୟବାଦ ସମ୍ବିତ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ ।

  • @sanjayabehera5625
    @sanjayabehera5625 5 วันที่ผ่านมา +17

    Salute Sambit Bhai, we need this type of leader from Odisha. Jai Jagannath 🙏

  • @panabediapila5586
    @panabediapila5586 5 วันที่ผ่านมา +40

    ଓଡିଶାର ସୁପର mp ❤

    • @rabindrabehuria9354
      @rabindrabehuria9354 2 วันที่ผ่านมา

      Bala na

    • @PramodSingh-bk2gj
      @PramodSingh-bk2gj 6 ชั่วโมงที่ผ่านมา

      Tora Kai kundei hauchi re 😂😂​@@rabindrabehuria9354

  • @bikashkumarnayak2557
    @bikashkumarnayak2557 วันที่ผ่านมา +1

    ବହୁତ ଖୁସିର ବିଷୟ ଏବେ ସଂସଦରେ ଓଡିଆ ତଥା ଜଗନ୍ନାଥ ଧାମ ଓଡ଼ିଶାର ସ୍ବର ଶୁଭୁଛି। ଧନ୍ୟବାଦ ଓଡିଶାବାସୀ ଏଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ସଂସଦ କୁ ପଠେଇଥିବାରୁ। ଗର୍ବରେ କହେ ମୁଁ ହିନ୍ଦୁ ମୋ ଧର୍ମ ମୋତେ ହିଂସା ଶିଖେଇନି। ଏ ରାହୁଲ ପପୁ ଆଉ ସୁଧୁରିବନି ପାଗଳା ଭଳିଆ ହଉଛି ଏ ସଦନରେ।
    ଓଡିଆରେ ମତାମତ ରଖିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ୍🙏

  • @user-xr4uu8lf9h
    @user-xr4uu8lf9h วันที่ผ่านมา +3

    Heart touching speech sir❤🫀🫀joy jagannath 🙏🙏🙏🙏

  • @madhusmitasahoo8749
    @madhusmitasahoo8749 5 วันที่ผ่านมา +24

    Excellent presentation

    • @pushpaminz2073
      @pushpaminz2073 5 วันที่ผ่านมา

      Wao sambit jii nice

  • @AmitJena-ku4lr
    @AmitJena-ku4lr 5 วันที่ผ่านมา +37

    Wow kya speech hai

  • @hariharamishra6561
    @hariharamishra6561 4 วันที่ผ่านมา +2

    ବଡ଼ ବଡ଼ କଥା ଛାଡି ଦରଦାମ କର

  • @subodhkumarsahoo5349
    @subodhkumarsahoo5349 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏🚩

  • @lokanathmoharana2345
    @lokanathmoharana2345 5 วันที่ผ่านมา +20

    Excellent Debate

  • @user-wh5bg1yq7s
    @user-wh5bg1yq7s 5 วันที่ผ่านมา +19

    Very good speech

  • @bishnupriyapatra302
    @bishnupriyapatra302 3 วันที่ผ่านมา +1

    Super sir🙏🙏🙏🙏🙏we are proud to being a' odia' and we are proud of you sir.ଛାତି ଫୁଲି ଉଠୁଛି ଆପଣଙ୍କ କଥା ଶୁଣି ଗର୍ବରେ thankyou sir thanks a lot 🙏🙏🙏🙏🙏

  • @user-gl9bk4sf7i
    @user-gl9bk4sf7i 3 วันที่ผ่านมา +4

    ରାହୁଲୁ ର ଗୁଆ କଟା ଯାଉ ତା ପରେ ❤😂😂😂😂😂😂😂😂😂😂😂😂😂😂

  • @manmathsahoo4213
    @manmathsahoo4213 5 วันที่ผ่านมา +24

    Jay Jagannath 🙏🏻

  • @avayajena6254
    @avayajena6254 5 วันที่ผ่านมา +23

    Jay shree Jagannath

  • @nirbikalpadash8792
    @nirbikalpadash8792 วันที่ผ่านมา +2

    ଆପଣଙ୍କ ପାଇଁ ଆମେ ଗର୍ବିତ 🙏🙏🙏🙏🙏🙏🙏🙏

  • @game.oflife
    @game.oflife 2 วันที่ผ่านมา

    ସତରେ ଖୁବ ସୁନ୍ଦର ଭାବରେ ଆପଣ ଓଡିଶାକୁ ପରିଚିତ କରାଇଲେ।

  • @bhagirathibarik9956
    @bhagirathibarik9956 5 วันที่ผ่านมา +40

    Proud of you Sambit Bhai 👏👏

  • @MrX-cx3no
    @MrX-cx3no 5 วันที่ผ่านมา +11

    Rahul Gandhi says true.BJP Party ଏକ ଭ୍ରଷ୍ଟାଚାର ପାର୍ଟି । Rahul Gandhi ଅନ୍ୟ ଅର୍ଥକୁ ନେଇ କହିଛନ୍ତି କିନ୍ତୁ ଏହି MP କ'ଣ ବୁଝିଛନ୍ତି କି ?? କିଏ ଜାଣେ??

    • @samajhdarinsan939
      @samajhdarinsan939 4 วันที่ผ่านมา +4

      mote laguachi tame history padhina kebe ...
      1949 ru 2014 jea history padhiki asa bhai ta pare jai kie thik auu bhul comment karubu tama pari berojgar loka asabu katha kuhanti jaaa patha padha

    • @Setnature
      @Setnature 3 วันที่ผ่านมา

      Isko bakadu kehete hai

    • @jayadevsahoo6661
      @jayadevsahoo6661 2 วันที่ผ่านมา

      Sala ka khandan hauchi chora seiye Anaya ku kahuchi 😊😅😅

    • @jeetnanda1050
      @jeetnanda1050 5 ชั่วโมงที่ผ่านมา

      Absultly ri8

    • @jeetnanda1050
      @jeetnanda1050 5 ชั่วโมงที่ผ่านมา

      ​@@samajhdarinsan939Bjp ra tu kia be tu kan padhichu tama bhalia gandi mara Toka achanti boli bjd jaga re bjp asichi bujhilu

  • @Jharsugudia_explorer
    @Jharsugudia_explorer วันที่ผ่านมา

    ଜୟ ଜଗନ୍ନାଥ wow Sir ଆପଣ ଆଜି ପ୍ରମାଣ କରିଦେଲେ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ

  • @RudraPrashad-1234
    @RudraPrashad-1234 4 วันที่ผ่านมา +3

    Jay Jagannath

  • @mitashreeblogs3268
    @mitashreeblogs3268 5 วันที่ผ่านมา +22

    Best speech..

  • @user-uk9xo8uq7s
    @user-uk9xo8uq7s 5 วันที่ผ่านมา +9

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @DebasisBhoi-se5jg
    @DebasisBhoi-se5jg 4 วันที่ผ่านมา +4

    ମୋଦି ମିଡ଼ିଆ କିଏ କାକୁ ଧୁଇଲା ଆମେ ଜାଣିଛୁ

    • @tekaspirant5170
      @tekaspirant5170 20 ชั่วโมงที่ผ่านมา

      Dhuila 😂

  • @ChampaBhatra-j7l
    @ChampaBhatra-j7l 3 วันที่ผ่านมา +8

    ମୁ ଭାରତ ଓଡିଶାର ହିନ୍ଦୁ ବିଜେପି ର ଗେଣ୍ଡା ହିନ୍ଦୁ ନୁହେଁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବିଜେପି ହିନ୍ଦୁ, ମୁସଲିମ christan ନାମରେ ଦଙ୍ଗା କରୁଛି ବାଲେଶ୍ୱର ରେ l

    • @jayadevsahoo6661
      @jayadevsahoo6661 2 วันที่ผ่านมา

      Mu gote hindu .mu kounsi librendu ki secularism nuha.jiye asiba hindu dharama ku kahiba au chalijiba.sala hindu majority Thai ki bi jihadi sabu hindu festivals re utpat hauchanti setebele kouthi librendu sabu Mari jaucha

    • @sandeeppanda7050
      @sandeeppanda7050 2 วันที่ผ่านมา

      Dharma nirapekhya ra fayda kie uthauchi tk lekhile huanta 😂 specific group

    • @BKGajendra
      @BKGajendra วันที่ผ่านมา

      ତିନି ଦିନ ପୂର୍ବେ ଏଈ account ଟା ଖୋଲା ହେଇଛି. ଜଣା ପଡୁଛି, କେତେ ମାତ୍ରା ରେ ହିନ୍ଦୁ ଧର୍ମ କୁ ତୁମେମାନେ ବିରୋଧ କରୁଛ

    • @BKGajendra
      @BKGajendra วันที่ผ่านมา

      ​@@ChampaBhatra-j7lHindi boli kichhi religion nahin, amara religion heuchhi Hindu🙏 Tuma comments ru jana paduchhi, tume hindu ki nahin🙏 Hindu ku hindi boli lekhuchha

    • @ChampaBhatra-j7l
      @ChampaBhatra-j7l วันที่ผ่านมา +1

      @@BKGajendra ସାର ଆପଣଙ୍କର ଆଖି ଦସ ଅଛି ବଧେ, କି ଓଡ଼ିଆ ପଡ଼ିବା ଜଣା ନାହିଁ କି, ତମକୁ ଏକା ଜଣା l ମୁ ହିନ୍ଦୁ ଲେଖିଛି ଚଷମା ପିନ୍ଧିକି ଦେଖି, ହିନ୍ଦୀ ଲେଖିନି l ମୁ ଜଣେ ହିନ୍ଦୁ ଲୋକ l କାହାଠୁ certificate ଆବଶ୍ୟକ ନାହିଁ ମୋ ହୃଦୟରେ ପ୍ରଭୁ ରାମ ଅଛନ୍ତି ଏବଂ ରହିବେ l ଜୟ ଶ୍ରୀ ରାମ....

  • @TuluBehera-v3z
    @TuluBehera-v3z 5 วันที่ผ่านมา +17

    I proud of you sir ....jai jagannath..jai odisa

  • @khirodkumarjena2139
    @khirodkumarjena2139 5 วันที่ผ่านมา +7

    The most talented MP .... of our Nation....🙏🙏❤❤ From Odisha....

  • @manoj_authentic
    @manoj_authentic วันที่ผ่านมา +1

    Thanks to all the puri voters🙏🙏🙏

  • @sabitapadhi6433
    @sabitapadhi6433 4 วันที่ผ่านมา +1

    ଜଗନ୍ନାଥ ଆପଣ ଙ୍କୁ ଆଶ୍ରିବାଦ କରନ୍ତୁ ସମ୍ବିତ ଭାଇ

  • @maheshkumarbag5464
    @maheshkumarbag5464 5 วันที่ผ่านมา +14

    Jay Jagarnath 🙏🙏🙏 Jay Odia🙏🙏💛

  • @neeladrikumarswain145
    @neeladrikumarswain145 5 วันที่ผ่านมา +8

    Super duper speech by Dr Sambit Patro in parliament. Many many thanks for your reply to Rahul Gandhi, Oawsis,D Raja& others 🎉🎉🎉🎉🎉.

  • @jagannathkhandai6092
    @jagannathkhandai6092 5 ชั่วโมงที่ผ่านมา

    ଅତି ଉତ୍ତମ

  • @drvicky1729
    @drvicky1729 3 วันที่ผ่านมา +3

    Jagganth ଙ୍କ ମିଛ ଭକ୍ତି ରେ ଅନ୍ଧ,, ଆଉ ଲୋକ ଙ୍କୁ ଅନ୍ଧ କରି ରଖିଛି,, ଅଟେ ମୂର୍ଖ ,, ବିଶ୍ୱାସ ଆଉ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା,,, କେତେ ଭୁଲ treatment କରି case khaichu କହୁନୁ???? ତା ଲଜ୍ଜା ଲାଗୁଚି??? ତୋ ପାଖେ କହିବାକୁ କିଛି ନାହିଁ,, ସେଥିପାଇଁ ଦେଶର କଠାବଚକ ଭଳି bhasan hi maruchi 😡😡

    • @jaygurubusiness2222
      @jaygurubusiness2222 14 ชั่วโมงที่ผ่านมา

      Tu...topi wala ra...chua....
      Tate 4 /5 ta topi wala banei chhanti

  • @kalucharanpatra5767
    @kalucharanpatra5767 5 วันที่ผ่านมา +12

    Bhai super👍👍👍

  • @harekrushnapradhan3453
    @harekrushnapradhan3453 5 วันที่ผ่านมา +12

    Samit Bhai (Jai jagarnath)

  • @vdvsatyanarayana6293
    @vdvsatyanarayana6293 2 วันที่ผ่านมา +3

    ରାହୁଲ ର ବୟାନ୍ ରେ ଏଇଟା ସଂପୂର୍ଣ ରୂପେ ପ୍ରମାଣିତ ହେଉଛି ଯେ ରାହୁଲ୍ ହିନ୍ଦୁ ନାହାନ୍ତି।

  • @p5tiger785
    @p5tiger785 3 วันที่ผ่านมา +1

    Bahut bhala katha sir nice

  • @satyanarayanjena9682
    @satyanarayanjena9682 5 วันที่ผ่านมา +5

    Excellent and heart touching speech. We,the voters of Puri parliamentary constituency, are all proud of you Sambit Sir. Hope,you will continue your struggle relentlessly for Hindutva.
    Jay Jagannath

  • @TuluBehera-v3z
    @TuluBehera-v3z 5 วันที่ผ่านมา +9

    I proud of you sir ....jai jagannath..jai odisa 4:07

  • @prafullakumarrout8567
    @prafullakumarrout8567 16 ชั่วโมงที่ผ่านมา

    ଧନ୍ୟବାଦ ସାର୍ ଅଧର୍ମୀ ବିଧର୍ମୀ କାଫେର ପାଇଁ ଓୌଷଧ

  • @gobindanayak3215
    @gobindanayak3215 2 วันที่ผ่านมา

    ବାଃ ବାଃ ବହୁତ୍ ବଢିଆ

  • @mirasaraf486
    @mirasaraf486 5 วันที่ผ่านมา +10

    Proud

  • @nayakbibhuti4535
    @nayakbibhuti4535 5 วันที่ผ่านมา +5

    Mo vote thik jaga re bajichi au love you ❤ sambit patra sir and JAY BJP

  • @tapankumar3812
    @tapankumar3812 3 วันที่ผ่านมา +1

    Happy to have you aur MP...Jay Jagannath ❤

  • @ashakantasethy4270
    @ashakantasethy4270 วันที่ผ่านมา +1

    What a beautiful speech😊!

  • @jyotiranajnswain5926
    @jyotiranajnswain5926 5 วันที่ผ่านมา +5

    Good speech also please do effective efforts for progress for odisha and puri .

  • @ManojSingh-wq7my
    @ManojSingh-wq7my 5 วันที่ผ่านมา +7

    Jai ho odia pua jai jagannath I proud ima odia

  • @akashsarkar8
    @akashsarkar8 2 วันที่ผ่านมา +1

    Excellent speech by sambit sir feeling goosebumps ❤

  • @philimanmandal6386
    @philimanmandal6386 4 วันที่ผ่านมา +1

    ହିନ୍ଦୁ, ମୁସଲିମ,ଖ୍ରୀଷ୍ଟିଆନ ରେ କହିଥା ଶିକ୍ଷା ବିଷୟରେ କେହିତ କହୁନାହିଁ

  • @user-mn8km7sq4x
    @user-mn8km7sq4x 5 วันที่ผ่านมา +8

    ଧନ୍ୟବାଦ ସମ୍ବବିତ ପାତ୍ର sir ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @arnapurnabehera2166
    @arnapurnabehera2166 5 วันที่ผ่านมา +7

    Excellent ....wah🎉

  • @omsairam9314
    @omsairam9314 4 วันที่ผ่านมา +2

    Romatankura speech ama jagannath katha🙏jay jagannath 🙏thank u ସମ୍ବିତ୍ sir

  • @prakashrautray7402
    @prakashrautray7402 5 ชั่วโมงที่ผ่านมา

    ଜୟ ଜଗନ୍ନାଥ ସାର୍

  • @madhab0506
    @madhab0506 5 วันที่ผ่านมา +4

    I feel so proud... Bcz u r our MP.. Wht a speech🙏🏾🙏🏾🙏🏾

  • @stringshort
    @stringshort 4 วันที่ผ่านมา +3

    ଭଗବାନ ଜଗନ୍ନାଥ ପ୍ରଧାନମନ୍ତ୍ରୀ କେ ଭକ୍ତ ହେଁ। ଜୟ ଜଗନ୍ନାଥ।🙏🏻

    • @khusbharijindagi4285
      @khusbharijindagi4285 4 วันที่ผ่านมา

      Samastankar katha hele bele olti pade .ehaku rajaniti ku neba thik nuhe

    • @PramodSingh-bk2gj
      @PramodSingh-bk2gj 6 ชั่วโมงที่ผ่านมา

      Naveen .. me jaganath odia me nehi bol paunga 😂😂😂😂😂

  • @kcnath901
    @kcnath901 2 วันที่ผ่านมา

    ଜୟ ଜଗନ୍ନାଥ ❤❤❤❤🙏🏼🙏🏼

  • @bhagabanbagh651
    @bhagabanbagh651 วันที่ผ่านมา +1

    ସମ୍ବିତ ପାତ୍ର ତମେ କଣ କୋହିଥିଲ ମନେ ପକାଅ ଜଗନ୍ନାଥ ମହାପ୍ରଭୁ ତମର ଭକ୍ତ ବୋଲି କୋହିଥିଲୋ ଜଗନ୍ନାଥ ତମର ଭକ୍ତ କି ମୁଁ ବି ଜଣେ ହିନ୍ଦୁ ତମେ ଧର୍ମ କୁ ନେଇ ରାଜନୀତି କର ନାହିଁ

  • @LalitaMahanta-mn8ht
    @LalitaMahanta-mn8ht 5 วันที่ผ่านมา +4

    Proud of odisha joy jagarnath

  • @bapibarik6328
    @bapibarik6328 5 วันที่ผ่านมา +5

    Jay shree ram

  • @susantakumarajaykumarsusan620
    @susantakumarajaykumarsusan620 2 วันที่ผ่านมา

    ଜୟ ଜଗନ୍ନାଥ ସ୍ଵାମୀ 🙏⭕‼️⭕🚩🚩🚩

  • @odiateccsk5592
    @odiateccsk5592 4 วันที่ผ่านมา +1

    ଧନ୍ୟବାଦ୍ ସମ୍ବିତ୍ sir ❤❤❤